Asala Katha : ଦରମ ପଛର ଅସଲ କଥା | Mission Shakti Women Protest in Bhubaneswar | Odisha Politics

  Рет қаралды 209,002

News18 Odia

News18 Odia

Күн бұрын

Пікірлер: 301
@gopalsamantaray7664
@gopalsamantaray7664 Ай бұрын
କି କାମ କରୁଥିଲେ କହିଁ ଆମ ଗାଁରେ କିଛି କରୁ ନଥିଲେ, ସେମାନକୁ ସମ୍ମାନର ସହ ବିଦା କରିଦିଅ
@AliyasPradhan
@AliyasPradhan Ай бұрын
କୁକୁର
@akashsamal323
@akashsamal323 Ай бұрын
Chup kn karithante
@akshyapattanaik
@akshyapattanaik Күн бұрын
Right
@mundarama1122
@mundarama1122 Ай бұрын
ମିଶନ୍ ଶକ୍ତି ବନ୍ଦ୍ ହେଉ କିଛି କାମ କୁ ନୁହେଁ।ମିଶନ୍ ଶକ୍ତି ବିଜେଡ଼ି ପାଇଁ କାମ ରୁଥିଲେ।
@Kaliamalik-s1o
@Kaliamalik-s1o 7 күн бұрын
Right
@khamaridillip4112
@khamaridillip4112 Ай бұрын
ସରକାର ଏ ମାନଙ୍କୁ। 1 ଟଙ୍କା ବି ଦିଅନ୍ତୁ ନାହିଁ । ଯଦି ପଇସା ଦେବେ ତା ହେଲେ ଆଗକୁ ପୁରା ଓଡ଼ିଶାରେ ଆନ୍ଦୋଳନ ହେବ
@giriyt2808
@giriyt2808 Ай бұрын
Right brother
@deeplinsahoo
@deeplinsahoo Ай бұрын
Right brother I am with you..
@AliyasPradhan
@AliyasPradhan Ай бұрын
ମିଶନ sakti👍
@educational-r7p
@educational-r7p Ай бұрын
You are welcome. But we support Mission shakti as it Empower our women in social life
@akshyapattanaik
@akshyapattanaik Күн бұрын
Right Right sir mu vi Gplf ra president thili mu Anya party janie election purbaru mote rati rati kadidele
@golmal420-l2v
@golmal420-l2v Ай бұрын
ଏମାନେ ସମାଜ ପାଇଁ କ'ଣ କରୁଥିଲେ
@AliyasPradhan
@AliyasPradhan Ай бұрын
ତମର କଣ କରିବୁ
@sanjaykumarsingh1157
@sanjaykumarsingh1157 Ай бұрын
ଏମାନେ କାମ କରିନାହାନ୍ତି ସୁଭଦ୍ରା କମ ଅଙ୍ଗନବାଡି ଦିଦି କାମ କରିଛନ୍ତି
@RabiwithSumo
@RabiwithSumo Ай бұрын
Tu kn janichhu ki ame kama karunu boli
@SaswataMuni
@SaswataMuni Ай бұрын
Apana bodhe akhi band Kari dekhuthile
@Skstarvlog3735
@Skstarvlog3735 Ай бұрын
​@@RabiwithSumoକିଛି କରିନ
@chandinimadam7156
@chandinimadam7156 Ай бұрын
ତୁମକୁ ଲାଜ ଲାଗୁନି କହିବାକୁ
@JitendraDas-s8y
@JitendraDas-s8y Ай бұрын
ଖାଦ୍ୟ ଉତ୍ପାଦନ ସେବା କରୁଥିବା କୃଷକମାନଙ୍କୁ ମାସିକ ୧୦୦୦୦ ଟଙ୍କା ଦରମା ଦିଆଯାଉ .
@simanchaldora1699
@simanchaldora1699 Ай бұрын
ଯୋଉଁମାନେ ଆନ୍ଦୋଳନ କରୁଛନ୍ତି, ଏମାନେ ଯଦି କୃଷି କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତେ, ତାହେଲେ ଓଡିଶା ଆଜି ଏକ ନମ୍ବର ହୁଅନ୍ତା.. ଆଳୁ ବି ବାହାର ରାଜ୍ୟରୁ ମଗେଇବାକୁ ପଡିନଥାନ୍ତା.. କର୍ମ କରିବାରେ ଲଜ୍ୟା ରଖିବା ନୁହଁ, ପୁଅ ମାନେ ଯେମିତି କୃଷି କାର୍ଯ୍ୟ କରୁଛନ୍ତି, ଏମାନେ ବି କରିବା ଦରକାର.. କର୍ମ ହିଁ ଭଗବାନ..
@jyotiranitudu1947
@jyotiranitudu1947 Ай бұрын
Chaso kemiti karanti janichhuto?tu karunu kiniki khali kahibu?semane hok pai lodhei karuchhanti raguchhu semanoku kan pai?tu dauchhu ki?na khaite semanoku dauchhu irsha kan pai?semane tor kemiti satru hele
@simanchaldora1699
@simanchaldora1699 Ай бұрын
@jyotiranitudu1947 ଏସବୁ ଦ୍ୱାରା ଲୋକଙ୍କ ଅଭ୍ୟାସ ହୋଇଯିବ, ସରକାର ଙ୍କ ମାଗଣା ଯୋଜନା ପ୍ରତି.. ଏସବୁ ନକରି ଶୀତଳ ଭଣ୍ଡାର ଆଉ କୃଷି କାର୍ଯ୍ୟ ଉପରେ ଆନ୍ଦୋଳନ କଲେ, up ରୁ ଆଉ ଆଳୁ ଆଣିବାକୁ ପଡ଼ିବନି..
@dhabaleswarsahoo4423
@dhabaleswarsahoo4423 Ай бұрын
Jaha kahila vai pura right katha te kahila
@SubasiniJani
@SubasiniJani Ай бұрын
22😢😢 to2😢🎉
@SubasiniJani
@SubasiniJani Ай бұрын
2
@PratapMangaraj-l8y
@PratapMangaraj-l8y Ай бұрын
ଚୁକ୍ତି ସରିଗଲେ କଣ ଆଉ ଟଙ୍କା ମିଳେ
@swaratirthamusicchannel
@swaratirthamusicchannel Ай бұрын
ଚୁକ୍ତି ସରିଗଲା ପରେ କଣ ପାଈଁ ଏମାନଂକୁ କାମ କରାଉଥିଲେ... କାମ କରିଛନ୍ତି ମାନେ ଦରମା ନେବେ...
@RajibDakua-l8s
@RajibDakua-l8s Ай бұрын
ଦରମା ମିଳିବା କଥା
@deeplinsahoo
@deeplinsahoo Ай бұрын
​@@swaratirthamusicchannelkama jie karauthila sie darama daba..taku kahiba jao...
@Skstarvlog3735
@Skstarvlog3735 Ай бұрын
​@swaratirthamusicchannelନ ଜଣିକି କାଇଁ କରୁଥିଲ
@ManaSahu-gw8fc
@ManaSahu-gw8fc Ай бұрын
Sabu bjd gadabada karichhi
@dillipkumarkumar1959
@dillipkumarkumar1959 Ай бұрын
Mission Shakti band kara jau
@AratiMajhi-e6j
@AratiMajhi-e6j Ай бұрын
Dog 🐕
@RabiwithSumo
@RabiwithSumo Ай бұрын
Ta bapara au
@SonaliMishra-r2x
@SonaliMishra-r2x Ай бұрын
​@@RabiwithSumonaa to Maa aau Bhouni ra
@bhanumatibhoi8404
@bhanumatibhoi8404 Ай бұрын
Tor Bopa ra aaye ki
@pintujajpur
@pintujajpur Ай бұрын
କିଛି ଦରକାର ନାହିଁ mbk ki vrp ମହିଳା ଣ ରହିବା ଦରକାର ଭାରୀ ଉତୁପାତ ହୋଉଛନ୍ତି ସେମାନେ plz se job ku close nkra
@sunelipradhan-xm8hf
@sunelipradhan-xm8hf Ай бұрын
Bhai re tu ama jagare thile Jani thanta 😮😢bujhilu
@karunakarapadhan6155
@karunakarapadhan6155 Ай бұрын
Bhai tume thik katha kahuchha se mananku hataiba katha
@MonalishaPradhan-w3p
@MonalishaPradhan-w3p Ай бұрын
Right
@simanchaldora1699
@simanchaldora1699 Ай бұрын
@@sunelipradhan-xm8hf ସେ ଜାଗାରେ ରହି ଓଡିଶାକୁ ଲଣ୍ଡା କରି ସାରିଲଣି.. ମାଗଣା ଯୋଜନା ପାଇଁ ଆଜି ଓଡିଶା ଦରିଦ୍ର..
@kalpananayak3957
@kalpananayak3957 Ай бұрын
Right bro😂 Semane endra chandra manu no thile😅 nija husband saha ghare rahi chaso kamo kra 👍 swami mana nku chhadi bahare bahut style maru thile😂😂😂😂
@rashmirekhajena4673
@rashmirekhajena4673 Ай бұрын
Stop mission Shakti
@RabiwithSumo
@RabiwithSumo Ай бұрын
Ta bapara ki
@mundarama1122
@mundarama1122 Ай бұрын
ତମେ କଣ କାମ​ କରୁଥିଲ କି@@RabiwithSumo
@SonaliMishra-r2x
@SonaliMishra-r2x Ай бұрын
​@@RabiwithSumonaa to Maa ra
@Satvik-6975
@Satvik-6975 Күн бұрын
Subhadra Nani anda rate kete
@bhubanmallik7692
@bhubanmallik7692 Ай бұрын
ସାର୍ ମୋର ଆପଣଙ୍କୁ ଗୋଟିଏ ଅନୁରୋଧ, ଆପଣ ANM ,GNM,LT ପିଲା ମାନଙ୍କୁ ଡାକି ଏକ Studio Debate କରିପାରିବେ କି, ଏମାନେ ନିଜ ଜୀବନକୁ ପାଣି ଛଡାଇ ସେବା ଦେଲେ କିନ୍ତୁ ଏହି BJD ସରକାର ପିଲାଙ୍କୁ ଭୁଲିଗଲେ ଏବଂ ବାହାର କରିଦେଲେ ଏଟା କେତେଦୂର ଠିକ। ଆପଣଙ୍କୁ ଅନୂରୋଧ କରୁଛି କି ଆପଣ ଦୟାକରି ପିଲାଙ୍କୁ Justice ଦେଲେ ଆମେ ଜାଣିବୁ News18 chanel ହେଉଛି ଏକ ସଚ୍ଚୋଟ Chanel.
@puspakhemundu6121
@puspakhemundu6121 Ай бұрын
ଭାଇ ଆପଣ ଟିକ କହିଛନ୍ତି ❤
@minadara
@minadara Ай бұрын
Right 👍
@RajibPradhan-m2v
@RajibPradhan-m2v Ай бұрын
Right
@GeetanjaliMohanta-hl5bv
@GeetanjaliMohanta-hl5bv Ай бұрын
all COVID warrier
@geetaranisamal6638
@geetaranisamal6638 Ай бұрын
ଏମାନେ ବିଜେଡି ର ଚାମଚା ଥିଲେ, ଟଙ୍କା ବାଣ୍ଟୁଥିଲେ election ରେ
@brajasundarmohapatra-cr3yd
@brajasundarmohapatra-cr3yd Ай бұрын
Such Scheme should immediately be dropped to close the chapter.
@SubasiniMohapatra-h9k
@SubasiniMohapatra-h9k Ай бұрын
ତିରିଶି ହଜାର ଧର୍ମ ଘଟ କରିଛ ତା ଭିତରୁ କେମିତି ଜାଣି ପାରିଲନି ନିଯୁକ୍ତି କେତେ ବର୍ଷ ଏହା ପରିତାପର ବିଷୟ
@malatimahanta9846
@malatimahanta9846 Ай бұрын
ରାଜ ସିଂହାସନ ଆଉ ରହିବନି
@1984sib
@1984sib Ай бұрын
ସମସ୍ତେ ସବୁ ନିୟମ ଜାଣିଛନ୍ତି । ଏବେ ଜାଣିଶୁଣି ନଜାଣିଲା ପରି ଅଭିନୟ କରୁଛନ୍ତି । SHG ଓ ତାର ବିଭିନ୍ନ ସ୍ତରର Federation ଗୁଡ଼ିକ ହେଉଛି ବେସରକାରୀ ଓ Community ଦ୍ୱାରା ନିଜେ ନିଜକୁ ସାହାଯ୍ୟ କରିବା ପାଇଁ ଗଠିତ ସଂସ୍ଥା । ତେଣୁ ଏଥିରେ ନା ଚାକିରୀ ଅଛି ନା ଦରମା ଅଛି । ତାପରେ NREGS Scheme ରେ କାମ କରୁଥିବା GRS ମାନଙ୍କୁ ଯେପରି GPEO ଚାକିରୀ ଦିଆଗଲା, ସେମିତି NRLM ମଧ୍ୟ ଏକ Scheme । ଏମାନେ ଯେହେତୁ ଅଭିଜ୍ଞତା ହାସଲ କଲେଣି, ଏମାନଙ୍କୁ ସେହି ବିଭାଗରେ କିଛି ଖାଲିଥିବା ପଦବୀରେ absorb କରାଯାଇପାରେ।
@bhanumatibhoi8404
@bhanumatibhoi8404 Ай бұрын
Thank u sir
@nabakishoresubudhi2647
@nabakishoresubudhi2647 Ай бұрын
କାଗଜ କଲମର ସରକାର ଥିଲା ବିଜେଡି , ଏବେ ସନ୍ଦେହ ଏ ଦଳର ସ୍ଥାୟିତ୍ୱ ପ୍ରତି.....
@UrmilaBehera-f7g
@UrmilaBehera-f7g Ай бұрын
𝙴 𝚓𝚘𝚓𝚊𝚗𝚊 𝚋𝚊𝚗𝚍 𝚔𝚊𝚛𝚊𝚓𝚊𝚞
@sumatibadamali9328
@sumatibadamali9328 Ай бұрын
ଅନ୍ୟ ପ୍ରୋଜେକ୍ଟ ଗୁଡ଼ିକ ତ ଓଡ଼ିଶାରେ ଚାଲୁ ଚି,ଦରମା ବଢୁଛି,ପଞ୍ଚମ ପଢା ପିଲା ତ ଏବେବି ଚାକିରି କରୁଛନ୍ତି, ସରକାର କେତେଟା exam କରିଛନ୍ତି,ତାଙ୍କୁ ଦରମା ଦେବାକୁ ସରକାରଙ୍କ ପାଖରେ ପଇସା ଅଭାବ ନାଇ,css ଙ୍କ ପାଇଁ ଦରମା ନାଇ। MBK,CRP କିଛି କାମ କରୁନାହାନ୍ତି ,ଆଜି ଯଦି ସରକାରଙ୍କ ପ୍ରତ୍ୟେକ କାର୍ଯକ୍ରମ ରେ ମହିଳା ଙ୍କ ଉପସ୍ଥିତି ସଂଖ୍ୟାଧିକ ରହୁଚି, କାହାପାଇଁ,ଆଜି ଯଦି ପଞ୍ଚାୟତ ର ପ୍ରତ୍ୟେକ କାର୍ଯକ୍ରମ ଯଥା,ଗ୍ରାମସଭା,ପଲ୍ଲୀସଭା,ସ୍ୱଚ୍ଛ ଭାରତ, ବୃକ୍ଷରୋପଣ ଇତ୍ୟାଦି ରେ ମହିଳାଙ୍କ ଯୋଗଦାନ ଅଧିକ କାହାପାଇଁ । ଆଜି ଯଦି ଘରର ଚାରିକାନ୍ଥ ରୁ ଜଣେ ମହିଳା ବାହାରକୁ ବାହାରିଛି,ନିଜେ ସ୍ବାବଲମ୍ବୀ ହୋଇପାରିଛି , ସଶକ୍ତ ହୋଇଛି,ଏଇ MBK CRP ପାଇଁ
@MTikendra
@MTikendra Ай бұрын
ନବୀନ ବାବୁ ମିଶନ ଶକ୍ତି ମହିଳାଙ୍କୁ ଠକି ଦେଲେ 😭😭😭
@giridharimahanta746
@giridharimahanta746 Ай бұрын
They maintained very gravy.
@sbagar7026
@sbagar7026 Ай бұрын
mission shakti ke stop kara😆😆😆😆😆😆😆😆😆😆
@baduludash7759
@baduludash7759 Ай бұрын
Bjp ସରକାର ତ 7 ମାସ ହେଲା ଆଉ 2ମାସ ନବୀନ ସରକାର କଣ ପାଇଁ ନଦେଲେ ତାହା ପ୍ରଥମେ କହନ୍ତୁ
@soudaminiswain7045
@soudaminiswain7045 Ай бұрын
Right bro
@sidharthbiswaljinu8200
@sidharthbiswaljinu8200 Ай бұрын
କଣ ସ୍ଥାଇ ନିଯୁକ୍ତି ଦିଆଯିବ ତମ ଘର କେଉଁଠି କିରେ
@AliyasPradhan
@AliyasPradhan Ай бұрын
ତମ ଘର କ୍ୟାଠି
@SumitraMahanta-x5v
@SumitraMahanta-x5v Ай бұрын
Tu ghara pakhare
@BhujhuramNaik
@BhujhuramNaik Ай бұрын
ମାଡାମ ଯାହା କହୁଛନ୍ତି ତାହା ଡା‌ହା ମିଛ ।
@SumitraMahanta-x5v
@SumitraMahanta-x5v Ай бұрын
Emiti kahiba ta vula tume ta kichhi janinai na mbk CRP Kan kama karuchhanti tuma akhiku dekha jaunahi
@RaghunathKapat
@RaghunathKapat Ай бұрын
Mission sakti is not good Is government loss
@prasantabiswal7776
@prasantabiswal7776 Ай бұрын
ଏମାନଙ୍କର ଚାକିରି ଠିକ୍ ଠାକ ନାହିଁ ଏମାନଙ୍କର ଦାବି ଉଠାଇବାର କୌଣସି ଅଧିକାର ନାହିଁ, ଏମାେନ ସବୁ ବିଜେଡି ଦଳର ଚାମଚ ମାନଙ୍କର ପରିବାରର, ତେଣୁ ଏମାନଙ୍କୁ ପୁନଃ ନିଯୁକ୍ତି କରିବା ଆଗରୁ ସମସ୍ତ ଙ୍କର ଶିକ୍ଷା ଗତ ଯୋଗ୍ୟତା ସହିତ ପରିକ୍ଷା କରି ଦାୟିତ୍ଵ ଦିଅନ୍ତୁ, ନଚେତ୍ ସରକାର ଏସବୁ ବନ୍ଦ୍ କରି ଚାଷକୁ ଗୁରୁତ୍ବ ଦିଅନ୍ତୁ ।
@ukiaamari6909
@ukiaamari6909 Ай бұрын
Bhai emanku khali rakha jainathila exam dei ki nijukti paithile bujhila
@deeplinsahoo
@deeplinsahoo Ай бұрын
​@@ukiaamari6909Bhai kete Jana exam dei niyukti hei thile. ..ei sabu bjd govt ra gote chal...au kichi nuhn..they were working for bjd vote collection nothing else....
@bhanumatibhoi8404
@bhanumatibhoi8404 Ай бұрын
Bjd dalara chamcha haithile ajji BJP odisha re asi na thanta bujhilu...
@MinatiMukuta
@MinatiMukuta 27 күн бұрын
Thanku so much
@bibhutiparida7565
@bibhutiparida7565 Ай бұрын
କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେଲେ କର୍ମଚାରୀ ମାନଙ୍କୁ ଦରମା ମିଳେନା ନା କ'ଣ ବା' !!
@pinkysethi7537
@pinkysethi7537 Ай бұрын
ନବୀନ ହେଉଛନ୍ତି ମିସନ ଶକ୍ତି ର ପ୍ରତିଷ୍ଠାତା। ଯାହା ବିଜେପି ସରକାର ଚଳାଇବା ପାଇଁ ଅସମର୍ଥ
@RKM-mb1hx
@RKM-mb1hx Ай бұрын
Mdm ମିଶନ ଶକ୍ତି ର 60%ଦରମା କେନ୍ଦ୍ର ବହନ କରି ଥାଏ।
@RKM-mb1hx
@RKM-mb1hx Ай бұрын
ସେଲ୍ଫ ହେଲ୍ପ ଗ୍ରୁପ ଅଟଳ ବିହାରୀ ବାଜପେୟୀଙ୍କ ସମୟ ରେ ଆରମ୍ଭ ହୋଇଥିଲା ନବୀନ ସରକାର ଏହକୁ କେବଳ ନୂଆ ନାଆଁ ଦେଇ ରାଜନୀତି କରୁଥିଲେ।
@LAXMANBARIK-pz9rc
@LAXMANBARIK-pz9rc Ай бұрын
Bhala heichi milini
@RabiwithSumo
@RabiwithSumo Ай бұрын
Tu kia re amiti kahibaku
@LAXMANBARIK-pz9rc
@LAXMANBARIK-pz9rc Ай бұрын
@RabiwithSumo kan ta kari pakauthula je miliba
@jitum8689
@jitum8689 Ай бұрын
Sunday re b kamo koronti , kete dedicated 😢
@thebeautyofnature8820
@thebeautyofnature8820 Ай бұрын
Darama ପାଇଁ ଆମେ ଟାକ୍ସ ଦେବୁ, ଚାକିରୀ ଛାଡି ଚାଲି ଯାଉ, ଆପଣ ମାନଙ୍କ ସେବା ଦରକାର ନାହିଁ.....
@KamalaMahanta-po1im
@KamalaMahanta-po1im Ай бұрын
ମିଶନ ଶକ୍ତି ବନ୍ଦ୍ ହଉ ସାର୍,କେହି କିଛି କାମ କରୁ ନାହାନ୍ତି,ଖାଲି ଷ୍ଟାଇଲ ମରୁଛନ୍ତି
@PreetiG_sahu28
@PreetiG_sahu28 Ай бұрын
ଏ ମାନେ ଖାଲି ଓଡ଼ିଶା ର ଶୋପିସ ହୋଇ ରହି ଛନ୍ନ୍ତି
@kedardash7581
@kedardash7581 Ай бұрын
ସୁଜାତା madam join କଲାପରେ ଏମାନେ ଦରମା ପାଇଁ ଆନ୍ଦୋଳନ କଲେ । ଆଗରୁ କଣ କରୁଥିଲେ।
@raundemurmu
@raundemurmu Ай бұрын
ମିଶନ୍ ଶକ୍ତି ବନ୍ଦ କରାଯାଉ କିଛି କାମକୁ ନାହିଁ।ମିଶନ୍ ଶକ୍ତି ବିଜେଡି ପାଇଁ କାମ କରୁଥିଲେ।
@gagansethy3078
@gagansethy3078 Ай бұрын
ବିଜେଡି ପାଖରେ କଣ ପଇସା ଅଭାବ କି ସିଏ ଦେଉ ନାହାନ୍ତି
@pinakdas5663
@pinakdas5663 Ай бұрын
ପୂର୍ବ ସରକାର ଏ ମାନଙ୍କୁ ଅନ୍ଧାରରେ ରଖି ରାଜନୈତିକ ଫାଇଦା ଉଠାଇଥିଲେ 😢
@manojkumarsahu1404
@manojkumarsahu1404 Ай бұрын
Kichi diani stop misson shakti..... Big Scam for bjd govt
@bikrambarik8257
@bikrambarik8257 Ай бұрын
କଂଗ୍ରେସ ସରକାର୍ ଆସିବ ଯେବେ, ଦରମା ପାଇବ ତେବେ।
@SunilMahanta-y2w
@SunilMahanta-y2w Ай бұрын
Amane ki parikhya dai chakiri karithile
@iloveindiameramaamerijanme8601
@iloveindiameramaamerijanme8601 Ай бұрын
ତାମମାନଙ୍କ ଦରମା ସୁଭଦ୍ରା ଯୋଜନା ରେ ପଳେଇଗଲା
@manoranjan647
@manoranjan647 Ай бұрын
Bahut sundar prasna..
@gayatrisahu5806
@gayatrisahu5806 Ай бұрын
Good 👍
@UrmilaBehera-f7g
@UrmilaBehera-f7g Ай бұрын
𝙴𝚖𝚊𝚗𝚎 𝚋𝚓𝚍 𝚙𝚊𝚒𝚗 𝚔𝚊𝚖𝚊 𝚔𝚊𝚛𝚞𝚝𝚑𝚒𝚕𝚎 𝚎𝚝𝚑𝚒𝚛𝚎 𝚔𝚎𝚑𝚒 𝚋𝚒 𝚜𝚊𝚜𝚊𝚔𝚝𝚊 𝚑𝚎𝚒 𝚗𝚊𝚑𝚊𝚗𝚝𝚒
@BalaYtube10
@BalaYtube10 Ай бұрын
Mission ଶକ୍ତି ମହିଳା ମାନେ କହୁଛନ୍ତି ଆମେ କାମ କରୁଛୁ ବୋଲି,କାଇଁ ଆମ ପଂଚାୟତ ର ମହିଳା ମାନେ କିଛି ତ କାମ କରନ୍ତି ନାହିଁ,ଖାଲି ବଜାର ଯିବେ ମାର୍କେଟ ଯିବେ ଗୁପ୍ ଚୁପ୍ ଖାଇକି ଘରକୁ ଆସିବେ,ଶାଢ଼ୀ ଖଣ୍ଡେ ଖଣ୍ଡେ ଦିଆ ଯାଇଛି ସେଇଟା ପିନ୍ଧି ବୁଲିବେ ,ଆଉ ପର ଲୋକ ମାନଙ୍କ କଥା ହେବେ 5 g ଠୁ ବି speed international ରେ viral କରିବେ,ସେଇଟା କୁ କହିବେ ମିଟିଂ,ବ୍ୟାଙ୍କ୍ ଅଫିସର ଡକେଇବେ loan ବିଶରେ କଥା ହେବେ ଯିଏ ମୁଣ୍ଡି ଭିତରେ ଆଉ ସବୁ ବାହାରେ, ବସି ଗପିବେ ଇହାର ଦେଇଛନ୍ତି mission ଶକ୍ତି ମହିଳା,ଖାଲି ଲଜ୍ଜ୍ୟା,
@RaghunathKapat
@RaghunathKapat Ай бұрын
Amane koma karunahanti
@chandinimadam7156
@chandinimadam7156 Ай бұрын
ବିଜେଡି ଠୀକ ଥିଲେ
@lilambarmahanta6128
@lilambarmahanta6128 Ай бұрын
MBk CRP post ku delete Kari diyantu...tankar kichhi kam nahi....
@SumitraMahanta-x5v
@SumitraMahanta-x5v Ай бұрын
Tu mbk CRP jagare gote post nei ja
@dipikamishra3015
@dipikamishra3015 Ай бұрын
ସରକାର କଣ ନିଜେ ସବୁ ସର୍ଭିସ ର ଈଂଟରଭିଉ ନିଅନ୍ତି ସେ ତାଙ୍କର ଡିପାର୍ଟମେଣ୍ଟ କୁ ଦାୟିତ୍ୱ ଦିଅନ୍ତି
@ArunArun-ly7su
@ArunArun-ly7su Ай бұрын
ଏ ଅଳିଆ ମାନଙ୍କୁ ବିଦା କରିଦେବା ବିଜେପି ପାଇଁ ଭଲ ।
@krupasindhujena9893
@krupasindhujena9893 Ай бұрын
Agreement sari sari chi kahi ki deba
@dipikamishra3015
@dipikamishra3015 Ай бұрын
Sir ମାଆ ମାନଂକୁ ନିରାଶ କଲେ ଭଗବାନ କେବେବି ସହିବେନି କାହିଁକି ନା ଡିପାର୍ଟମେଣ୍ଟ /ସରକାର ଜାଣିଛନ୍ତି css କଣ କାମ କରନ୍ତି
@tunilata8477
@tunilata8477 Ай бұрын
ପ୍ରତି ପଞ୍ଚ ବର୍ଷ କାମ କରିବ ପରେ ପରିବର୍ତନ ହେବାର ଥିଲା । ଏମାନେ ନା ଜାଣିବାର ଅଭିନୟ କରୁଛନ୍ତି ।
@PhagunuGond-b9q
@PhagunuGond-b9q Ай бұрын
ମିଶନ ଶକ୍ତି ମହିଳା ମାନେ BJD ଦଳର ପ୍ରଚାର ପ୍ରସାର କରିବା ପାଇଁ ଅଛନ୍ତି
@lokanathjena1868
@lokanathjena1868 Ай бұрын
ବହୁତ ସହଜରେ ଚାକିରି ପାଇଥିଲେ ।ବିନା ଇଣ୍ଟରଭିୟୁରେ ଚାକିରୀ ।ଖାତା ଖତିଆନ କିଛି ନାହି । ସରକାରୀ ଚାକିରି କେତେ ଶସ୍ତା। ଆମ ଦରମା ଦିଅ ,ତମର କି ଦରମା ।
@freelooters476
@freelooters476 Ай бұрын
Mu dekhichi Emanka kichi kami nahi. Apno😂 mane jodi jomire kam koribe taha hele Bangla ru au Pariba asib nahi❤
@resmasingh6850
@resmasingh6850 Ай бұрын
Emane nijaku collector bhabu thile
@sarojkumarjena9052
@sarojkumarjena9052 Ай бұрын
Only dismis କରାଯାଉ
@ajaykara5872
@ajaykara5872 Ай бұрын
Code of conduct re darma break hueni. Election re darma break hue boli Guideline Bjd dekhau.
@kanchannayak8349
@kanchannayak8349 Ай бұрын
Bina interview re chakiri wo kya baat hai, kebal BJD vote for poltics.💯😜🤔
@odiadesisinger5032
@odiadesisinger5032 Ай бұрын
Right
@akshayaentertainment-2023
@akshayaentertainment-2023 Ай бұрын
E mane kichhi karu na thile khola kholi bjd govt election re mati thile Paisa Bantu thile
@krupasindhujena9893
@krupasindhujena9893 Ай бұрын
5 years sarila deba dar Kar nahi
@pritinandanayak7385
@pritinandanayak7385 Ай бұрын
Durniti kariki jau khaicha, setiki re chala, mission sakti bhangijiva uchit
@KumudiniBaliarsingh-sq9xs
@KumudiniBaliarsingh-sq9xs Ай бұрын
Sir ଆପଣ ଙ୍କ ଜରୀୟା ରେ CSS ଙ୍କୁ ନ୍ୟାୟ ମିଳୁ
@HaraprasadRana-fm1uu
@HaraprasadRana-fm1uu Ай бұрын
ମିଡିଆ ସାର୍ ଆପଣ ଙ୍କୁ କିଛି ଜଣା ନାହିଁ
@sambhubemal9211
@sambhubemal9211 7 сағат бұрын
Misan sakti band kara jau
@EvenswarpradhanPradhanevenswar
@EvenswarpradhanPradhanevenswar Ай бұрын
ସରକାର କର୍ମ କ୍ଷେତ୍ର ରେ ଯେଉଁ ମାନ ଧନ ରେ କାମ କରୁ ଛନ୍ତି ଏକ ନମ୍ବର ରେ ମାନ ଧନ ବାଡାନ୍ତୁ
@BalaYtube10
@BalaYtube10 Ай бұрын
ମହିଳା ମାନେ କିଛି କଣ ବୁଝନ୍ତି,ସେଥି ପାଇଁ ସବୁ ନେତା ବ୍ଲକ୍ ଅଫିସର ମାନେ,ବ୍ୟାଙ୍କ୍ ଅଫିସର ମାନେ ଭଲ ପାଇବା ରେ ବି use କରୁଛନ୍ତି, ରାଜ ରାସ୍ତାରେ କଣ, ବରା ଭୁଗୁନି ଦେଇ ଡାକିଲେ ବି ପଲେଇବେ, ରାସ୍ତା କଡ଼ରେ ବସିବାକୁ
@manojpalei
@manojpalei Ай бұрын
ଆମେଦେଖିଛୁ ଆମ ଗାଁ ର ଏମାନେ କିଛି କରନ୍ତି ନାହିଁ ।ସରକାର ର ବେକାର ଖାର୍ଚ୍ଛ ।
@rajabehera4890
@rajabehera4890 Ай бұрын
ମିଶନ ଶକ୍ତି ର ମା ମାନେ କଣ ଚାକରି କରୁଛନ୍ତି ଯେ ଘର ର ଶାଶୁ, ଶଶୁର, ସ୍ୱାମୀଙ୍କୁ ଆଉ ଚନହୁ ନାହାନ୍ତି। ବିଜେଡି ସାହସରେ ଏମାନେ ଏମିତି ଉତ୍ପାତ ହଉଛନ୍ତି ଉତ୍ପାତ ର କହିଲେ ନ ସରେ।
@SumitraMahanta-x5v
@SumitraMahanta-x5v Ай бұрын
Kan pai emiti message karuchha
@trilichanbehera9297
@trilichanbehera9297 Ай бұрын
ମିଶନ ବନ୍ଦ କର
@Sweet-k9v
@Sweet-k9v Ай бұрын
Total bahara karajau
@Sandhyaranipanigrahy-dp6dx
@Sandhyaranipanigrahy-dp6dx Күн бұрын
କି କି ଡକ୍ୟୁମେଣ୍ଟ ଦେଇ ଚାକିରୀ ପାଇଛ।କିଏ ଦେଇଛି 😅😅😅
@bikramkishornaik9074
@bikramkishornaik9074 Ай бұрын
Mission sakti bandaheu
@shamasudharjani
@shamasudharjani Ай бұрын
jaijaban, jaikisan, jaiodisha,
@pratapdipu9197
@pratapdipu9197 Ай бұрын
Only for Congress and the other side of the other
@THESJNEVENTS
@THESJNEVENTS Ай бұрын
ଗରିବଲୋକଙ୍କୁ ଖାଇବାକୁ ଦିଅ ଏରାନ୍ଦିଙ୍କୁନୁହେଁ 😂😂😂
@kailashpadhan4728
@kailashpadhan4728 Ай бұрын
ପଇସା ଦେଲ BJP ହାରିବା 2029
@saitakrisani6057
@saitakrisani6057 Ай бұрын
ସୁଭଦ୍ରା ଯୋଜନା ରେ କି କାମ କରଥିଲେ ମାଡାମ ଙ୍କୁ ପଚାରନ୍ତୁ ସାର
@SmitapandaSmita
@SmitapandaSmita Ай бұрын
subhera rali ame korithilu subhhadra reject heithiba mahila nka ghare ghare jae adhar au photo ame collection Kori g.p re submitt korithilu
@ranjankumardash2969
@ranjankumardash2969 Ай бұрын
ଏଇଟା ବୋଧେ ପିଠା ଯୋଜନା ପରି 😮
@AratiMajhi-e6j
@AratiMajhi-e6j Ай бұрын
Comment କରିବାକୁ ଜଣା ନାହିଁ ତ ବନ୍ଦ୍ କର କହି ବାକୁ
@rajeshdas3044
@rajeshdas3044 Ай бұрын
Bjd sarkar aie jojana kadhi thila swami upare chadhibe manibeni
@santoshpattnayak2589
@santoshpattnayak2589 Ай бұрын
ବିଧାୟକମାନେ ଦରମା ପାଇଁ ଦାବି କରୁଛନ୍ତି ଅଥଚ ଏମାନେ କାମ କରି ଦରମା ମାଗୁଛନ୍ତି ଏତେ ଚର୍ଚ୍ଚା କାଇଁ ହେଉଚି । ମିଡ଼ିଆ କାଇଁ ସପୋର୍ଟ କରୁନି ଏମାନଙ୍କୁ ?
@SureshkumarSahu-w5r
@SureshkumarSahu-w5r Ай бұрын
Kichi darkar nahin
@ranjankumarprusty9295
@ranjankumarprusty9295 Ай бұрын
Patha padhi ki Anganbadi re job karibo
@binodsingh6921
@binodsingh6921 3 күн бұрын
Rally jarirahu
@biswalprakashkumar
@biswalprakashkumar Ай бұрын
Ehisabu ku band karantu emane mission sakti nuhen mission bjd pai kama karuthile.......
@nalinibehera1619
@nalinibehera1619 Ай бұрын
ମିଶନ ଶକ୍ତି ରେ ପଇସା ନାହିଁ
@ChinmayeSamantaray-s3t
@ChinmayeSamantaray-s3t Ай бұрын
Darama kebe miliba a kathaa b j d supremo nku maaga
@EVERYTHING.MR.k
@EVERYTHING.MR.k Ай бұрын
BJD sarkar bhalare mari deichhi kheli delaare
@sebitanjalinaik6272
@sebitanjalinaik6272 Ай бұрын
Subhadra kaama anganwadi karmi karuchhnti mo maa anganwadi karmi achhi 💯 anganwadi subhadra yojna sahita work karuchi.emane kichhi kama karu nahanti
@srustidhardey5817
@srustidhardey5817 Ай бұрын
Group bannd kara
@balunkeswarmangaraj9770
@balunkeswarmangaraj9770 Ай бұрын
Do not give payment to alls. Because allready egiriment is finished.
@akshyapattanaik
@akshyapattanaik Күн бұрын
March pore election tanka melila Lakhy lakhy au darma kahiki chinta karibe
@ramakantabag1494
@ramakantabag1494 Ай бұрын
ନବୀନ ସରକାର ତ ମହିଳା ମାନଙ୍କ ର ସବୁ କରି ଦେଇଥିଲେ ମାନେ ଦିନ ମହିଳା ମାନେ କାମ କଲେ ଏ ତିକି ଦିନରେ ବହୁତ ଆଗକୁ ବଢି ଯିବା କଥା ଏବେ ଯାଉ ନ ନବୀନ ପାଣ୍ଡିଆନ ଘ ଇ ତା ପାଖକୁ
@bapunsamadbapunsamaf7697
@bapunsamadbapunsamaf7697 Ай бұрын
No approved this issues
@samratadutta9238
@samratadutta9238 Ай бұрын
A mananku jou sanga ra member Mane voting karithile samana ku kata dara ma miliba ea sabu agaru group member thila 5 years ra Jane Jane member ku change Kari ba darkar amane jau samayara jau rulling pati thiba tanka manaka jogu prachara karanti vote time ra paesa batanti
@madhurisuna7584
@madhurisuna7584 3 күн бұрын
Bijedi thik thile
24 Часа в БОУЛИНГЕ !
27:03
A4
Рет қаралды 7 МЛН