Newsmaker: Rationalist Vs Astrologist | Discussion On Rationalism By Indian Culture

  Рет қаралды 205,733

Kanak News

Kanak News

Күн бұрын

Newsmaker: Rationalist Vs Astrologist | Discussion On Rationalism By Indian Culture
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #Rationalist #Astrologist

Пікірлер: 933
@likurout9162
@likurout9162 Жыл бұрын
ମୋର ମୋ ପ୍ରଭୁ ଉପରେ ବରଷା ଅଛି ଜୟ ଜଗନ୍ନାଥ ଯୁଗେ ଯୁଗେ ଜଗନ୍ନାଥ 🙏🙏
@DibyanshibharatiDibyanshibhara
@DibyanshibharatiDibyanshibhara Ай бұрын
@@likurout9162 Mora se jagannatha upare tike hele bi biswas nahin karana mun belaru anubhav karichi je tankara kichhi karamati nahin karana jetebele 9anka durbhikhya re bhokare Sara odisha ra lokamane poka machhi bhali khaibaku na pai marigale setebele tathakathit jagannatha kn chhutire thile ki? Bahanaga train tragedy hela bele jagannatha kuade jaithile ki
@suryasadhika4157
@suryasadhika4157 Жыл бұрын
ସମ୍ବିଧାନରେ ବିଜ୍ଞାନକୁ ମାନିବାକୁ ଲେଖାଯାଇଅଛି । ବିଜ୍ଞାନ ସବୁ ବିଷୟରେ ଜବରଦଖଲ କରି ଝଗଡା ସୃଷ୍ଟି କରିବାକୁ ସମ୍ବିଧାନରେ ଲେଖା ହୋଇନାହିଁ । ବିଜ୍ଞାନକୁ ଅତିରଞ୍ଜିତ କରି ସମାଜ ବିଶୃଙ୍ଖଳା ସୃଷ୍ଟି କରିବାକୁ ସମ୍ବିଧାନରେ ଲେଖା ନାହିଁ ।
@nickreynold
@nickreynold Жыл бұрын
ଅନେକ ଜନ୍ମ ତପ ବେଳେ,ମଣିଷ ଜନ୍ମ ମହୀତଳେ. ମନୁଷ୍ୟ ଆଉ ପଶୁ ଭିତରେ ଗୋଟେ ଫରକ ଅଛି-ପଶୁ କେବଳ ଆହାର,ନିଦ୍ରା,ମୈଥୁନ ବିଷୟରେ ଚିନ୍ତାକରେ କିନ୍ତୁ ମଣିଷକୁ ବୁଦ୍ଧି ମିଳିଛି ଭାବିବା ପାଇଁ. ମାନବିକତା କଥା ଯଦି କହିବା,ତାହାର ଅର୍ଥ ନୁହେଁ ନିଜର ଜିହ୍ୱା ଲାଳସା,ବିକୃତ ମାନସିକତାକୁ ପୂରଣ କରିବାକୁ ଅଯଥା ବିବାଦ କରିବା. ଯୋଉଟା ସମଗ୍ର ସମାଜ ପାଇଁ ମଙ୍ଗଳକର, ସେଇଟା କରାଯିବ କଥା ନା କି କିଛି ଗୋଷ୍ଟି କଥା. କାଲିକି ଯଦି କିଛି ଲୋକ କହିବେ-ପୁରୁଷ ଶରୀର,ନାରୀ ଶରୀର କଣ ସମସ୍ତଙ୍କୁ ଜଣା, ତେଣୁ ପୋଷାକ ପିନ୍ଧିବା କାହିଁକି? ଆଉ ଯଦି କହିବା, ତାହେଲେ ଚିକେନ କାହିଁକି,ଗୋରୁ,ଘୁଷୁରୀ ବି ଖାଇବା,ଯେମିତି ଅଲଗା ଲୋକ ଖାଉଛନ୍ତି. କୁସଂସ୍କାର ଅନ୍ଧ ବିଶ୍ୱାସ କଣ କେବଳ ଗୋଟେ ଧର୍ମରେ ଅଛି?ମୁଁ ମୋ ଘରେ ଲଙ୍ଗଳା ହେଇକି ବୁଲେ,ମୋ ସ୍ୱାଧୀନତା କିନ୍ତୁ ମୁଁ ରାସ୍ତାରେ ଲଙ୍ଗଳା ହେଇକି ଦଉଡିବି କହିବି ମୋ ସ୍ୱାଧୀନତା,ତାହା ଗ୍ରହଣୀୟ ନୁହେଁ.କି ଭଳିଆ ବିକୃତ ମାନସିକତା,ପାଶ୍ଚାତ୍ୟ ସଂସ୍କୃତିର ହନୁକରଣ.ତାଙ୍କ ସମାଜ ଯେମିତି କାମବାସନାରେ ପଥଭ୍ରଷ୍ଟ ହେଇକି ନଷ୍ଟ ହେଲାଣି ଏଠିବି ସେଇୟା ହେବାକୁ ଯାଉଛି.ଆମ ସଂସ୍କୃତି ନୀତିନିୟମ ଯୋଗୁ ୫ ହଜାର ବର୍ଷ ହେଲା ତିଷ୍ଠିଛି.ସେମାନେ ଭଗବତ ଚିନ୍ତା ପାଇଁ ମୋହମାୟା ଛାଡି ହରେକୃଷ୍ଣ ହରେରାମ ଜପୁଛନ୍ତି ଆଉ ଆମେ କାମବାସନାରେ ଲିପ୍ତ ହେଇ ରସାତଳଗାମୀ ହେଉଛୁ ବାୟୋଲେଜି ପରିକ୍ଷଣଗାରରେ କହିବ ଆମକୁ ବଂଶବୃଦ୍ଧିର ପ୍ରଦର୍ଶନ କରିକି ଦେଖାଅ,ନହେଲେ ବୁଝି ହେବନି
@muktidwar
@muktidwar Жыл бұрын
ଖୁବ ସୁନ୍ଦର ବିଶ୍ଳେଷଣ କରିଛନ୍ତି, ଏକଦମ୍ ଠିକ୍ କହିଛନ୍ତି, ଅଜସ୍ର ଅଜସ୍ର ସାଧୁବାଦ ଆପଣଂକୁ । ଜୟ ଜଗନ୍ନାଥ 🙏
@nickreynold
@nickreynold Жыл бұрын
@@muktidwar ଆପଣଙ୍କୁ ବି ବହୁତ ଧନ୍ୟବାଦ କଥା ବୁଝିଥିବାରୁ. ଜୟ ଜଗନ୍ନାଥ.
@ganesharout3234
@ganesharout3234 Жыл бұрын
prnam
@nickreynold
@nickreynold Жыл бұрын
@@ganesharout3234 Namaskar
@Humanity299
@Humanity299 Жыл бұрын
ଧର୍ମ/righteous କହିଲେ ଏମାନେ ସମ୍ପ୍ରଦାୟ/religion ବୁଝୁଛନ୍ତି କର୍ତ୍ତବ୍ୟ କୁ ନୁହେଁ। ସମ୍ବିଧାନ ସମ୍ବିଧାନ କହୁଛନ୍ତି ସେ ସମ୍ବିଧାନ ଥାଇ ମଧ୍ୟ କିଛି ଭଲ ନ୍ୟାୟ ହେଇ ପାରୁନି, ଦଣ୍ଡ ର ବ୍ୟବସ୍ଥା କୁ କମ କରିଦିଆ ଯାଇଛି।
@Reenabehera0
@Reenabehera0 Жыл бұрын
Kahi keu kalaru riligion chali asichhi rahithiba rahichhi Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@nrusingha8212
@nrusingha8212 Жыл бұрын
Pratap rath sir apana perfect kahuchanti
@hinduhunawaamnahi.8928
@hinduhunawaamnahi.8928 Жыл бұрын
To Naa Nrusingha kie dela, jadi astitwa nahi teve name ashila kouthi. To naa Nirlaja rakhe Bhagwan "Nrusingha" Nuha. 🖕🖕🖕🖕
@nagendrapadhi1275
@nagendrapadhi1275 Жыл бұрын
You inform all Hetubadi and I will argue with them with all legal and ethical arms. I am a lecturer in Pol. Science and expert in constitiual Law. I will teach them lesson so that they will never dare to come out to break the taboo.
@manasranjanpatra5605
@manasranjanpatra5605 Жыл бұрын
ପରମ୍ପରା ବାଦି ନିଜ ବ୍ୟାପାରରେ ଦୃଷ୍ଟି ଦେଲେ ଭଲ ହେବ।
@mamatamalik3344
@mamatamalik3344 Жыл бұрын
Ratha sir you are great i support ratha sir
@veerpaika
@veerpaika Жыл бұрын
Ebhali chintadhara re aapana dine nastik heijibe, so ta purbaru bhagwat Gita padantu, nija pabitra dharma bisayare janantu & then deside kkarantu👍🚩
@dharmyodha4083
@dharmyodha4083 Жыл бұрын
ଖ୍ରୀଷ୍ଟିୟାନ ନୁଆ ବର୍ଷ ରେ କାହିଁକି ଶ୍ରୀମନ୍ଦିର ସଜା ହେଇ ସ୍ୱାଗତ ଲେଖା ହେଲା? ଏହା କଣ ହିନ୍ଦୁ ସଂସ୍କୃତି ପାଈଁ ଲଯ୍ୟା ଜନକ କଥା ନୁହଁ କି?
@amazingodisha420
@amazingodisha420 Жыл бұрын
I am disagree with you
@GunusuGamango
@GunusuGamango Ай бұрын
ଭାଇ ଏଠି ଖ୍ରୀଷ୍ଟିଆନ କଉଠି ଆସିଲା
@rabinarayanpradahan9380
@rabinarayanpradahan9380 Жыл бұрын
ସେ ଯାହାବି ହେଉ, ପ୍ରଫେସର ରଥଙ୍କର ଅହଂ ଭାବ ଟା ଜଳ ଜଳ ଦିଶୁଛି,,,, ଯୁକ୍ତି ହେଉ କିନ୍ତୁ ନିଜକୁ ଏତେଟା ବଡ଼ ବଳବାନ, ବଡ଼ ବୁଦ୍ଧିମାନ ଭାବନା ଠିକ୍ ନୁହେଁ,,, ଆଚରଣ ଆଉ ଉଚ୍ଚାରଣ ଗୋଟେ ସଭ୍ୟ ସମାଜରେ ଜମା ଗ୍ରହଣୀୟ ନୁହେଁ
@satya2145
@satya2145 Жыл бұрын
Thik katha Bopa maa thik na thibe tara.
@nickreynold
@nickreynold Жыл бұрын
ମୁର୍ଖମାନେ ଚିତ୍କାର କରି ନିଜର କଥା ପ୍ରମାଣ କରିବାକୁ ଚାହାନ୍ତି. ମୁଁ ଲାଇଭ ବିତର୍କର ଅଂଶ ଥିଲି.ଏ ବ୍ୟକ୍ତି ଜଣକ ନିଜ କଥା କହୁଥିଲା ବେଳେ ଅନ୍ୟ ମାନେ ଚୁପ ଥିଲେ, କିନ୍ତୁ ଯେତେବେଳେ ଅନ୍ୟ ମାନେ କହିଲେ,ଏ ବ୍ୟକ୍ତି ମଝିରେ ପଶି ଭାଡୁ ଭାଡୁ ହେଲା,ଅନ୍ୟକୁ ଅପମାନ ଦେଲା. ଭିଡ଼ିଓ ଦେଖାଇଲେ ଜାଣିପାରିବେ,ଅନ୍ୟ ଲୋକ ମାନେ ସମ୍ମାନ ଦେଇ କଥା ହେଉଥିବା ବେଳେ ଏ ତିରସ୍କାର କରି କଥା ହେଉଥିଲା. ଜଣେ କହିଲା- ମୁଁ ବିଦେଶରେ ପାଠ ପଡିଛି,ସେଠି ଚାକିରୀ କରିଛି.ପଇତା ପକେଇଛି. ଏ ବ୍ୟକ୍ତି ଜଣକ ସଂଗେ ସଂଗେ ଭାଡୁ ଭାଡୁ ହେଇ,ତାଙ୍କ କଥା ମଝିରେ ପଶିକି କହିଲେ- ଆପଣ ଯୋଉଠୁ ପଢନ୍ତୁ,ଚାକିରୀ କରନ୍ତୁ,ପଇତା ପକେଇକି ନିଜକୁ ବଡ ଭାବୁଛନ୍ତି, ଯେତେବେଳେ କି ବିତର୍କ ଚଳାଉଥିବା ବ୍ୟକ୍ତି ଜଣକ ପ୍ରଶ୍ନ ଅନ୍ୟ ବ୍ୟକ୍ତିକୁ କରିଥିଲେ,ଏ ବ୍ୟକ୍ତିଂକୁ ନୁହେଁ. ଆଉ ରହିଲା ଅନ୍ଧ ବିଶ୍ୱାସ କଥା, ତାହେଲେ କଣ ଅନ୍ଧ ବିଶ୍ୱାସ କେବଳ ହିନ୍ଦୁ ଧର୍ମରେ ଅଛି,ଅନ୍ୟ ଧର୍ମରେ ନାହିଁ, ସେଠି କାହିଁକି ଯାଇକି ବିରୋଧ କରୁନାହଁ?ଏଠି ଶସ୍ତା ପଡିଛି,ସେଠି ପାଟି ଫିଟିଲେ ମୁଣ୍ଡ ଗଡିବ. ଯଦି ମିଡ଼ିଆ ଵାଲା ଭୁଲ କଲେ ତମ ଭିଡିଓ କରିକି, ତାହେଲେ ତମେ ମନା କଲନି ତାଙ୍କୁ,ସେମାନେ ତ ଟିଆରପି ପାଇଁ ସବୁ କରିବେ. ତମକୁ ବି ନିଜର ପ୍ରଦର୍ଶନ କରିବାର ଥିଲା,ତେଣୁ ତମେ କରିଲା. ଏବେ ବିବାଦ ହେବାରୁ ମିଡ଼ିଆ ଦୋଷ ଦେଉଛ.
@debasishray9494
@debasishray9494 Жыл бұрын
ପତିଆ ଟା ଭାଡୁଆ ଟେ।
@iamatheist.8924
@iamatheist.8924 Жыл бұрын
Tuma sabhya samaja lokanka uparaku gobar mare ? Mada pi mada gola kare ?
@rabinarayanpradahan9380
@rabinarayanpradahan9380 Жыл бұрын
@@iamatheist.8924 ଯେସାକୁ ତେସା ... 🤣
@basantarout9538
@basantarout9538 Жыл бұрын
ଏଇ କେଇଟା ହେତୁ ବାଦୀଆ ଙ୍କୁ ଦେଖିଲା ମାତ୍ରେ ମୋତେ ଘୃଣା ଲାଗୁଚି, ପ୍ରଭୁ ଜଗନ୍ନାଥ ଏମାନଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ.. ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
@Kamal-gr4qo
@Kamal-gr4qo Жыл бұрын
A magiha hetubadi ku badeyiki maridionti
@omkartripathy787
@omkartripathy787 12 күн бұрын
ଆରେ ଭାଇ ତମକୁ ଯୋଉ ଘୃଣା ଲାଗୁଚି, 90% ବ୍ରାହ୍ମଣ ମଦ ଆଉ ମାଂସ ଖାଉଛନ୍ତି, ମନ୍ଦିର ରେ ପୂଜା କରୁଥିବା ଲୋକ ବି ଖାଉଛନ୍ତି. ତେଣୁକରି ନିଜେ ଆଗ ନିଜକୁ ଦେଖ
@dipakkumarjena45
@dipakkumarjena45 Жыл бұрын
ହେତୁ ବାଦି ହେବା ପାଇଁ ସାହସ ଓ ତର୍କ ଦରକାର
@satyapandaofficial4844
@satyapandaofficial4844 Жыл бұрын
ମୁଁ ଭଗବାନ ଙ୍କୁ ବିଶ୍ୱାସ କରେ ଜୟ ଜଗନ୍ନାଥ 🙏
@Humanity299
@Humanity299 Жыл бұрын
ମୁଁ ସୂର୍ଯ୍ୟ କୁ ବିଶ୍ୱାସ କରେ ନାହିଁ ଏହା କହିଲା ପରେ ସୂର୍ଯ୍ୟ ଗାୟବ୍ ହେଇ ଯାଆନ୍ତି ନାହିଁ।
@iamatheist.8924
@iamatheist.8924 Жыл бұрын
@@Humanity299 biswas nakale bi dekhi parucha...tanka kama kan janicha...surjya dwara kan hauchi janucha. Bhagwan dwara kan hauchi kuha ?
@puspalatabehera4077
@puspalatabehera4077 Жыл бұрын
@@iamatheist.8924 bhagwan nka dwara tame banchicha kintu tume nije nija ku jani naha
@pintuvillagetour
@pintuvillagetour Жыл бұрын
ଟିଭି ଚ୍ୟାନେଲ କେବଳ ନିଜର ବ୍ୟବସାୟ ବଢାଇବା ପାଇଁ ପ୍ରତାପ ରଥ ଭଳି ମୂର୍ଖ ଅଜ୍ଞାନୀ ମାନଙ୍କୁ ଡ଼କାଉଛି 👍👍 ପଣ୍ଡିତ ମାନଙ୍କ ସହିତ ତର୍କ ବିତର୍କ ହେଲେ କିଛି ଶିକ୍ଷା ମିଳିବ କିନ୍ତୁ ଏ ପ୍ରତାପ ରଥ ଠାରୁ କ'ଣ ଶିଖିବ ????
@ranjankumarbiswal6994
@ranjankumarbiswal6994 2 ай бұрын
ରଥଶର୍ମା ଦିନେ ସନ୍ତୋଷ ରାଉଳ କୁ ଭଗବାନ ମାନୁଥିଲେ.
@jitendrabehera6843
@jitendrabehera6843 2 ай бұрын
😅😅😅😅😅
@somanathnayak5250
@somanathnayak5250 Жыл бұрын
ସୃଷ୍ଟିରେ ଯେତେ ଉପାଦାନ ଅଛି ଯଥା - ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର, ବାୟୁ, ଉଦ୍ଭିଦ.... ସେମାନଙ୍କର ଧର୍ମ ସେମାନେ ଠିକ୍ ଭାବରେ ପାଳନ କରୁଛନ୍ତି, କିନ୍ତୁ ମଣିଷ କେବଳ ନିଜ ମାନବ ଧର୍ମ ପାଳନ ନ କରି କେବଳ ସମ୍ବିଧାନ ର ଦ୍ୱାହି ଦେଇ ନିଜକୁ ସ୍ୱାହିଲା ଭଳି କର୍ମ କରୁ ଅଛି।
@ranjansahoo7419
@ranjansahoo7419 Жыл бұрын
Tu hetu badi budha kebe khaibu tatala
@DineshKumar-nj8wr
@DineshKumar-nj8wr Жыл бұрын
ଏ ରଥ କୁ ଥରେ ଏକା ଛଡା ଜଉ ଲୋକ ଙ୍କ ଆଗରେ ତ ପରେ ଛାଡି ଜୀବ ତା ହେତୁ ବାଦି ବୁଦ୍ଧି
@Pk2018-d2h
@Pk2018-d2h Жыл бұрын
Jaha Munda re gobar thae...tarka Kari Jane ni
@dangergaming9959
@dangergaming9959 Жыл бұрын
@@todaynation3152 magiha
@samirkumarpradhan8646
@samirkumarpradhan8646 Жыл бұрын
Magiha
@asmoviejunction8409
@asmoviejunction8409 Жыл бұрын
@@Pk2018-d2h pendita auu
@Humanity299
@Humanity299 Жыл бұрын
ଖାଲି ପିଟି ସବୁ ସମାଧାନ ହେଇ ଯାଏନି। ସେ ରଥ ଭାଗବାନଙ୍କୁ ଏଇଥି ପାଇଁ ମାନନ୍ତି ନାହିଁ କାରଣ ଗୋଟେ ଛୁଆ ଯେତେବେଳେ ବିକଳାଙ୍ଗ ହୋଇ ଜନ୍ମ ହେଉଛି ତାହାକୁ ଭଗବାନ ଠିକ୍ କରୁନାହାଁନ୍ତି କାହଁକି, କିନ୍ତୁ ସେ ଜାଣି ନାହାଁନ୍ତି ଯେ ତାହା ହେଉଛି ତାହାର କର୍ମ ର ଫଳ, ସେ ଏ ଜନ୍ମ ପୂର୍ବରୁ କିଛି କୁକର୍ମ କରିଥିଲା ସେଥିପାଇଁ ତ ଭଗବାନ ତାହାକୁ ସେମିତି କରିଛନ୍ତି, ନହେଲେ ସେ ହେଉଛନ୍ତି ଭଗବାନ। କିନ୍ତୁ ପ୍ରଭାବ ଲୋକଙ୍କ ଉପରେ ପଡ଼ୁଛି।
@nickreynold
@nickreynold Жыл бұрын
ମୁର୍ଖମାନେ ଚିତ୍କାର କରି ନିଜର କଥା ପ୍ରମାଣ କରିବାକୁ ଚାହାନ୍ତି. ମୁଁ ଲାଇଭ ବିତର୍କର ଅଂଶ ଥିଲି.ଏ ବ୍ୟକ୍ତି ଜଣକ ନିଜ କଥା କହୁଥିଲା ବେଳେ ଅନ୍ୟ ମାନେ ଚୁପ ଥିଲେ, କିନ୍ତୁ ଯେତେବେଳେ ଅନ୍ୟ ମାନେ କହିଲେ,ଏ ବ୍ୟକ୍ତି ମଝିରେ ପଶି ଭାଡୁ ଭାଡୁ ହେଲା,ଅନ୍ୟକୁ ଅପମାନ ଦେଲା. ଭିଡ଼ିଓ ଦେଖାଇଲେ ଜାଣିପାରିବେ,ଅନ୍ୟ ଲୋକ ମାନେ ସମ୍ମାନ ଦେଇ କଥା ହେଉଥିବା ବେଳେ ଏ ତିରସ୍କାର କରି କଥା ହେଉଥିଲା. ଜଣେ କହିଲା- ମୁଁ ବିଦେଶରେ ପାଠ ପଡିଛି,ସେଠି ଚାକିରୀ କରିଛି.ପଇତା ପକେଇଛି. ଏ ବ୍ୟକ୍ତି ଜଣକ ସଂଗେ ସଂଗେ ଭାଡୁ ଭାଡୁ ହେଇ,ତାଙ୍କ କଥା ମଝିରେ ପଶିକି କହିଲେ- ଆପଣ ଯୋଉଠୁ ପଢନ୍ତୁ,ଚାକିରୀ କରନ୍ତୁ,ପଇତା ପକେଇକି ନିଜକୁ ବଡ ଭାବୁଛନ୍ତି, ଯେତେବେଳେ କି ବିତର୍କ ଚଳାଉଥିବା ବ୍ୟକ୍ତି ଜଣକ ପ୍ରଶ୍ନ ଅନ୍ୟ ବ୍ୟକ୍ତିକୁ କରିଥିଲେ,ଏ ବ୍ୟକ୍ତିଂକୁ ନୁହେଁ. ଆଉ ରହିଲା ଅନ୍ଧ ବିଶ୍ୱାସ କଥା, ତାହେଲେ କଣ ଅନ୍ଧ ବିଶ୍ୱାସ କେବଳ ହିନ୍ଦୁ ଧର୍ମରେ ଅଛି,ଅନ୍ୟ ଧର୍ମରେ ନାହିଁ, ସେଠି କାହିଁକି ଯାଇକି ବିରୋଧ କରୁନାହଁ?ଏଠି ଶସ୍ତା ପଡିଛି,ସେଠି ପାଟି ଫିଟିଲେ ମୁଣ୍ଡ ଗଡିବ. ଯଦି ମିଡ଼ିଆ ଵାଲା ଭୁଲ କଲେ ତମ ଭିଡିଓ କରିକି, ତାହେଲେ ତମେ ମନା କଲନି ତାଙ୍କୁ,ସେମାନେ ତ ଟିଆରପି ପାଇଁ ସବୁ କରିବେ. ତମକୁ ବି ନିଜର ପ୍ରଦର୍ଶନ କରିବାର ଥିଲା,ତେଣୁ ତମେ କରିଲା. ଏବେ ବିବାଦ ହେବାରୁ ମିଡ଼ିଆ ଦୋଷ ଦେଉଛ.
@nibasexpress
@nibasexpress Жыл бұрын
ସମାଧାନ ବାହାରି ପାରିଲା ନାହିଁ ସାର୍। ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛ ଯେ। ଉତ୍ତର ଜାଣିବାକୁ ଚାହୁଁଛି। ଏଥି ନିମନ୍ତେ ମୁଁ ବାରମ୍ବାର ଆଲୋଚନା ଜାରି ରହି ଥାଉ
@commerceconceptclear7542
@commerceconceptclear7542 Жыл бұрын
😄😄😄
@Sachaasanatani09
@Sachaasanatani09 Жыл бұрын
ପ୍ରଥମତଃ ମଣିଷ ଗୋଟିଏ ସାକାହାରି ପ୍ରାଣି ଅଟେ ପ୍ରଥମେ ମଣିଷ ଯେତେବେଳେ ବାନର ଥିଲେ ପରେ evaluation ହେଲେ ସେମାନେ ସାକାହାରୀ ଥିଲେ । ପରବର୍ତ୍ତୀ ସମୟରେ ମାଂସ ଖାଇଲେ କେବଳ homo ପ୍ରଜାତିର ମଣିଷ କୁ ଛାଡିଦେଲେ ମାଙ୍କଡ. , ସିମ୍ପାଜୀ, ଗରିଲା ଇତ୍ୟାଦି କୈଣସି ଆମଭଳି ପ୍ରଜାତି ଆସିଷ ଭକ୍ଷଣ କରେ ନାହିଁ କାରଣ ଆମର ଶରୀର ଆସିଷ୍ ଭକ୍ଷଣ ପାଇଁ ଉପଯୁକ୍ର ନୁହେଁ
@rudrakhuntia5583
@rudrakhuntia5583 Жыл бұрын
😂
@iamatheist.8924
@iamatheist.8924 Жыл бұрын
Wrong knowledge... please update yourself
@priyacharandas653
@priyacharandas653 Жыл бұрын
ମଣିଷ ଜଣେ ସାକାହାରି ପ୍ରାଣୀ
@ଖାଣ୍ଟିଓଡ଼ିଆଟୋକା-ଛ5ହ
@ଖାଣ୍ଟିଓଡ଼ିଆଟୋକା-ଛ5ହ 2 ай бұрын
​@@iamatheist.8924ତୁ ବଡ ପଣ୍ଡିତ ମନେ ମନେ.. ନା ରେ... ମୂର୍ଖ ମାଗି ଖିଆ... ସବୁ reservation ନେଇକି ତମର ସବୁ ଚେର ଲାଗି ଗଲାଣି ନାହିଁ ରେ ଚୋର ଦଳ..
@nickreynold
@nickreynold Жыл бұрын
ଅନ୍ଧବିଶ୍ୱାସ କେବଳ ଗୋଟିଏ ଧର୍ମରେ ଅଛି,ଅନ୍ୟ କୋଉଠି ନାହିଁ? କାରଣ ଶସ୍ତା ପଡିଛି ଏଠି,କହିଲେ ବେଶୀ କିଛି ହେବନି,ଅଲଗା ଜାଗାରେ ଜୀବନ ବିପଦ.ଏମାନଙ୍କୁ ସମର୍ଥନ ଦେବାରେ ଆମରି ନିଜର ଗୋଛିକଟା ଲୋକ ଅଛନ୍ତି,କଳା ପାହାଡ଼,ଧଳା ପାହାଡ଼ ସବୁ. ବିଦେଶୀ ଆସିକି ହରେ କୃଷ୍ଣ ହରେ ରାମ ଜପୁଛନ୍ତି,ଶୁଦ୍ଧ ନିରାମିଷାଶୀ ପାଲଟୁଛି,ଆମେ ଜିହ୍ୱା,କାମନା ଲାଳସାରେ ମାତିଛୁ.ମୋ ବୋଉଙ୍କ କଥା ମାନି ୨୩ ବର୍ଷ ହେଲା ନିରାମିଷାଶୀ,ତମ୍ବାଖୁ,ମଦ,ଗୁଟଖାକୁ ହାତ ମାରିନି ଆଜି ଯାଏଁ. ହଁ ଆଉ ଗୋଟେ ଦୁର୍ବାର ଆକର୍ଷଣର ମୋହମାୟା ଫାସରେ ପଡିନି ଆଜିଯାଏଁ କି ଛୁଇଁ ନାହିଁ ଥରେ. ହଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ,କିନ୍ତୁ ମୁଁ ବି ମଣିଷ ଆଉ ବଂଚିଛି ଆଜିଯାଏଁ. ତେଣିକି ଯାହାର ବିବେକ ଯାହା କହୁଛି,ଆମ ବିବେକ କଥା ଆମେ ଶୁଣିଲୁ. ପ୍ରଥା ଏବଂ ପରମ୍ପରା ମଧ୍ୟରେ କଣ ଫରକ ଅଛି ସେଇଟା ପ୍ରଥମେ ଜାଣିବା ଦରକାର.କାଲିକି କହିବେ ଗୁରୁଜନଙ୍କୁ ସମ୍ମାନ ଦେବା କାହିଁକି,ସେମାନେ ବି ମଣିଷ,ଗୁରୁଜନଙ୍କୁ,ଗୁରୁଙ୍କୁ ସମ୍ମାନ ଦେବେ ପରମ୍ପରା,ପ୍ରଥା ନୁହେଁ,ଯେମିତି ଯୌତୁକ ପ୍ରଥା,ପରମ୍ପରା ନୁହେଁ. ପରମ୍ପରା ହେଉଛି ଯୋଉଟା ଆମ ବେଦ,ଶାସ୍ତ୍ର,ଉପନିଷେଦରେ ଲେଖା ଯାଇଛି ଯେମିତି ଗୁରୁକୁଳ,ଗୁରୁ-ଶିଷ୍ୟ ପରମ୍ପରା ଇତ୍ୟାଦି.
@iamatheist.8924
@iamatheist.8924 Жыл бұрын
Try karithili...hele semane kahile nija Dharma ru andhabiswas pakhandvad jatibad etc ku band kala pare ama pakhaku asibu...nija ghara agey thik kar
@promadamishra1397
@promadamishra1397 Жыл бұрын
ଦୁଇଜଣ କୁହଳିଆ କୌଣସି ବିଷୟରେ ଜ୍ଞାନ ନାହିଁ।ବଡ ପାଟି କରି ଅନ୍ୟକୁ ଦାବିବା ବ୍ୟତୀତ କିଛି ଜାଣନ୍ତି ନାହିଁ।debate ଯଦି କରୁଛ ଯୋଗ୍ୟ ଲୋକଙ୍କୁ ଡାକ।ପ୍ରତାପ ରଥ ଅହଙ୍କାରୀ ବିଧର୍ମୀ ଆଉ ସେ ରଥ ଶର୍ମା ଫମ୍ପା ମାଠିଆ।
@priyacharandas653
@priyacharandas653 Жыл бұрын
ରଥ ଶର୍ମା ଜଣେ ଜଗନ୍ନାଥ ପ୍ରେମୀଙ୍କୁ ଫମ୍ପା ମାଠିଆ କହିବା ଠିକ୍ ନୁହେଁ
@promadamishra1397
@promadamishra1397 Жыл бұрын
@@priyacharandas653 ଆବଶ୍ୟକତା ଠାରୁ ଅଧିକ ବଡ ପାଟିରେ କୌଣସି ଗୋଟେ ନିର୍ଦ୍ଦିଷ୍ଟ କଥାକୁ ବାରମ୍ବାର କହିବା ଏବଂ ଅଳ୍ପ ତଥ୍ୟ କୁ ଅତିରଞ୍ଜିତ କରି କହିବା ତାଙ୍କର ବିଶେଷତ୍ଵ।ଶବ୍ଦ ଅଧିକ କରିବା ଫମ୍ପା ମାଠିଆ ଲକ୍ଷଣ
@sukantakumarpradhan8127
@sukantakumarpradhan8127 Жыл бұрын
ଅସମ୍ପୂର୍ଣ୍ଣ ଆଲୋଚନା , ଆଙ୍କର ମହାଶୟ। ନିଜେ ଅଧିକା କହିଲେ,ତର୍କରେ ଭାଗ ନେଇଥିବା ବ୍ୟକ୍ତିଙ୍କୁ କମ୍ ସୁଯୋଗ ମିଳିଲା।
@Pk2018-d2h
@Pk2018-d2h Жыл бұрын
Thik kahile
@syamaprasadmahapatra
@syamaprasadmahapatra Жыл бұрын
ବେଧ ପିଲା ଟା କିରେ , ତୁ ତ ଆମିଷ ଖାଉନୁ ଆମକୁ କ'ଣ ପାଇଁ ବିରିୟାନୀ‌ ଖାଇବାକୁ କହୁଚୁ‌ 😡 🤦 ଏ ମାଘିଆ ମାନେ ଭିତରେ ହିନ୍ଦୁ ଧର୍ମ ବିରୋଧ ରେ ଚକ୍ରାନ୍ତ କରୁଛନ୍ତି।
@binaynayak548
@binaynayak548 Жыл бұрын
ତୁମେ ମାନ କି ନା ମାନ ଧର୍ମ ର ପାଳନ ସମସ୍ତେ କରୁଛନ୍ତି..ନିଜ ଜାଣତରେ ହେଉ କି ଅଜାଣତରେ ସମସ୍ତେ ଧର୍ମ ଆଉ ଅଧର୍ମ କରୁଛନ୍ତି 🥰ଜିଏ ସମାଜ ର କ୍ଷତି କଲା ତାହା ବିଧର୍ମ ରେ ଜୀବ ଯେ ସମାଜ ର କଲ୍ୟାଣ ରେ କାମ କରେ ସେ ଧର୍ମ ରାସ୍ତାରେ ଅଛନ୍ତି 😍 ଜୟ ଜଗନ୍ନାଥ 🙏 ଜୟ ସତ୍ୟ ସନାତନ🚩🚩🥰
@prasantapanda1703
@prasantapanda1703 Жыл бұрын
ମାତ୍ର ଥରୁଟିଏ ଏକୁଟିଆ ମୋ ସାମ୍ନାକୁ ଆସିପାରୁବି କିରେ ମାଗିହା ହେତୁବାଦୀ, ମାଗିହା ହେତୁବାଦୀ ତୁ ବିରିୟାନୀ ଖାଇବା ମୁଁ ଦେଖିଚି, ତୋ ଝିଅ ବିଆରେ ଗିହା ହବ
@saratranjanbehera6661
@saratranjanbehera6661 Жыл бұрын
ପ୍ରତାପ ବାବୁ ଜଣେ ଅସହିଷ୍ଣୁ ବ୍ୟକ୍ତି😄 ବାଟ ରେ ହଗିଲେ ବି ନାଁ ହୁଏ..... 🙏 ପ୍ରତାପ ବାବୁ ବାଟରେ ହଗି କରି ନାଁ କରିବାକୁ ଚାହିଁଲେ, ତେଣୁ ଲୋକେ ଘରେ ଘରେ ଜାଣିଲେ..
@biplabideabucket296
@biplabideabucket296 Жыл бұрын
ପ୍ରତାପ ଆଜ୍ଞା କୁ ସବୁ ଜଣା କେବଳ ବ୍ୟବହାର ଜଣା ନାହିଁ ।
@M.JAGANNATH
@M.JAGANNATH Жыл бұрын
ତୁ ଯେମିତି ବ୍ୟବହାରରେ PhD କରିଛୁ
@papundandasena7901
@papundandasena7901 Жыл бұрын
@@M.JAGANNATH ସତ କହିଲେ ଭାଇ
@biplabideabucket296
@biplabideabucket296 Жыл бұрын
@@M.JAGANNATH 🙏 😟କଣ ବ୍ୟବହାର ପାଇଁ PHD କରିବାକୁ ପଡେ! ❗ 🙏ମୁଁ ଜାଣିନି ମହୋଦୟ...!!! 🤷ଅନ୍ୟ ମାନେ ତ ନିଜ ମା ବାପା ଙ୍କ ଠାରୁ ବ୍ୟବହାର ଶିଖନ୍ତି । 🙏ଭାଇ 👉ଏଠାରେ କିଏ ଠିକ୍ କିଏ ଭୁଲ ତ ପର ର କଥା ପ୍ରଥମେ ତର୍କ ତ ସଠିକ୍ କରିବା କଥା। 🙏ପ୍ରତାପ Sir ଜଣେ Teacher ଏଣୁ ତାଙ୍କୁ ପ୍ରଣାମ । କିନ୍ତୁ 👉ଏପରି ବ୍ୟବହାର ଯେପରି କି ଅନ୍ୟ ଜଣେ ମୂର୍ଖ ଓ ପ୍ରଦୀପ ଆଜ୍ଞା ଙ୍କ ମତ୍ତ ହିଁ ଶୁଣିବା କୁ ବାଧ୍ୟ । ଏହା ଉଚିତ୍ ବ୍ୟବହାର କି ? 🇮🇳ISRO ରୁ Satellite ଛାଡ଼ିବା ପୁର୍ବ ରୁ ବିଜ୍ଞାନୀ ଭଗବାନ ଙ୍କୁ ପ୍ରାଥନା କରିଲେ। ସେହି ବିଜ୍ଞାନୀ ମୂର୍ଖ ନା ଅପରାଧୀ ।⁉️ 👉ଓଡ଼ିଶା, ଭାରତ ଓ ସଂପୂଣ୍ଣ ପୃଥିବୀ ରେ ତ ଅନେକ ମୋନୋ ବିଜ୍ଞାନୀ, ଭାରତ ରେ ବହୁତ ଉଚ୍ଚ ଶିକ୍ଷିତ ଗୁରୁ, ଶିକ୍ଷକ ତ ପ୍ରତାପ sir training ଦିଅନ୍ତୁ କାରଣ କେବଳ ପ୍ରଦୀପ sir ହିଁ ଠିକ୍ । 👉ନଚେତ ଭାରତ ସରକାର ଓ ହାଇକୋର୍ଟ ସୁପ୍ରିମକୋର୍ଟ ରେ ଆବେଦନ କରନ୍ତୁ। 👉ଯାହାକୁ ଭୁଲ କିମ୍ବା ସମାଜ ଦ୍ରୋହି ଭାବୁଛନ୍ତି ସେମାନଙ୍କର ଉପରେ FIR କରନ୍ତୁ। 👉ଏପରି ଅନ୍ୟ ଜଣଙ୍କୁ କହିବା କୁ ନ ଦେବା । କେବଳ ନିଜ କଥା ହିଁ ଠିକ୍ ଭାବି ଅନ୍ୟ ଙ୍କୁ ବାରମ୍ବାର କହିବା କାହାର ଲକ୍ଷଣ। 🙏ହଁ, ପ୍ରତାପ ଆଜ୍ଞା ନିଜ ପରିବାର ଠାରୁ ବ୍ୟବହାର ଶିଖୁଛନ୍ତି । କିନ୍ତୁ ବ୍ୟବହାର କରିବା ସମୟ ରେ ନିନ୍ଦିତ ବ୍ୟବହାର, ବ୍ୟଙ୍ଗାତ୍ମକ ଓ ଅଯଥା ମନ୍ତବ୍ୟ ଦିଅନ୍ତି । 🙏ଭାଇ ମୋର ଆପାଙ୍କ ସହିତ କୌଣସି ଶତ୍ରୁତା ନାହିଁ। 👉କେବଳ ବିଚାର ଭିହ୍ନ । 🇮🇳ଜୟ ହିନ୍ଦ୍🙏🛐
@papan2470
@papan2470 Жыл бұрын
@@M.JAGANNATH name justified ur mentality as u r an adivasi may b converted to Christianity.. so it's not what can't be expected frm u
@manojpadhan5337
@manojpadhan5337 Жыл бұрын
Pratap is a med man
@ramakrushnajena2970
@ramakrushnajena2970 Жыл бұрын
ବାଳ ଏଇଟାକୁ କେହି ଜାଣିନଥିଲେ ହେତୁବାଦି କୁ ବାରମ୍ବାର ଏଇଟାକୁ news କୁ ଡାକି ଡ଼ାକି ବାଳ କଥା ସବୁ ଆଲୋଚନା କରୁଛ
@7starvlogs727
@7starvlogs727 Жыл бұрын
ଆରେ ପେଲେଇପୁଅ ରଥ ସମ୍ବିଧାନ କଣ ତୋ ବୋଉ ଘଇତା ଲେଖିଥିଲା
@Brijeshmallick
@Brijeshmallick 3 ай бұрын
ନା ରେ ତୋ ବୋଉ ଲେଖିଥିଲା 😂
@iamlucky9370
@iamlucky9370 Жыл бұрын
ତୁମ ଚ୍ୟାନେଲ ର ଆଉ କିଛି କାମ ନାହିଁ ।
@skeptic_swamya
@skeptic_swamya 11 күн бұрын
Atheists from odisha , attendance here⚛️
@sumantnayak2486
@sumantnayak2486 Жыл бұрын
Sala Ratha budha besi chadhi chadhi katha kahuci.sala jibu Puri Ratha jatra band karibu.tapare janbu parampara kahaku kuhajai.
@suryasadhika4157
@suryasadhika4157 Жыл бұрын
ବିଜ୍ଞାନ ଗ୍ରହଣଟାକୁ ତିଆରି କରିନାହିଁ ।
@srikantmallik9928
@srikantmallik9928 24 күн бұрын
Tuu jai tiari karichu kii
@sanjitbaitha4385
@sanjitbaitha4385 2 ай бұрын
ପରଂପରାବାଦି ବିରୋଧରେ କହିଲେ ଖାଲି ନାଲି ଆଖି, ବେ ତର୍କ କରୋ।
@ommprakashbal3376
@ommprakashbal3376 Жыл бұрын
Ratha bhuda muharaa ladies mananka ghua bolidea
@NBNabin-m6e
@NBNabin-m6e 2 ай бұрын
ଜୟ ହେତୁ ବାଦୀ ସତ
@nickreynold
@nickreynold Жыл бұрын
ଥାଉ ଥିଲେ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର. ଏ କଥା ଜ୍ଞାନୀ ଗୁଣୀ ବ୍ୟକ୍ତି କହିଛନ୍ତି. କିନ୍ତୁ ଆଜିକାଲି ସ୍ୱାର୍ଥ,ଲାଳସା ପଛରେ ଅନ୍ଧ ହେଇକି ଲୋକ ଗୋଡ଼ାଉଛନ୍ତି ଯାହାର ପରିଣାମ କରୁଣ ଅନ୍ତରେ ଘଟୁଛି.ଆଜିକାଲି ଶିକ୍ଷା ବ୍ୟବସ୍ଥାର ଦୋଷ-ସମସ୍ତେ ଶିକ୍ଷିତ କିନ୍ତୁ ଜ୍ଞାନୀ ନୁହନ୍ତି. ଆଧୁନିକତା ସ୍ରୋତରେ ଭାସି ଯାଇ ନିଜକୁ ଆଧୁନିକ ଦେଖେଇହେବା ଏବଂ ସ୍ଵପ୍ନ କୁହୁଡ଼ିରେ ପହଁରୁଥିବା ଅଧିକାଂଶ ଯୁବ ସମାଜ ଏବଂ ଅନ୍ୟ ବ୍ୟକ୍ତିବିଶେଷ ଶେଷକୁ ବୁଡିଯାଉଛନ୍ତି. ବହୁତ ଘଟଣା ଘଟୁଛି କିନ୍ତୁ ଲୋକ ଚେତୁନାହାନ୍ତି. ମୋ ସଂଗେ କଣ ଏମିତି ହେବ ଏଇ ହେୟଜ୍ଞାନ ଯୋଗୁ ସବୁ ଭାସିଯାଉଛି. ଆମ ପୂର୍ବପୁରୁଷ ମାନେ କିଛି ନୀତିନିୟମ ଖାଲି ସେମିତି କରିନଥିଲେ. ତାହା ସମାଜକୁ ବାନ୍ଧିରଖିବାରେ ସହାୟକ ହେଉଥିଲା. ପାଶ୍ଚାତ୍ୟ ସଂସ୍କୃତିର ଲୋକମାନେ ଏବେ ଆମଠୁ ଶିଖୁଛନ୍ତି,ହରେ କୃଷ୍ଣ ଜପୁଛନ୍ତି. ଆମେ କଣ ତାଙ୍କଠୁ ଅଧିକ ଆଧୁନିକତା ଦେଖିଛୁ? ସେମାନେ ବୁଝିଗଲେଣି-ସ୍ୱାର୍ଥ ଲାଳସା କେବଳ ଦୁଃଖ ହିଁ ଦିଏ.
@shan_alok
@shan_alok Жыл бұрын
Ratha mgh ku amara puri piku pattnayak sir nku dakantu se Thik utttar debe se mgh ratha barabandia chua tara bapa nahi
@7starvlogs727
@7starvlogs727 Жыл бұрын
ଆରେ ମାଘିଆ ରଥ ସେଠି ଖାଲି ବାଢ଼ଇଲେ ତୁ ଖାଲି ପୁରୀ ଆସିବୁ ତୋ ପିଠିରେ କୁଅ ଖୋଳା ହବ ରହ ପେଲେଇପୁଅ
@bhabanishankartripathy2753
@bhabanishankartripathy2753 6 ай бұрын
ପ୍ରଫେସର ଜଣେ ଏମିତି ବାର୍ତା ସଂସାର କୁ ଦେଇ ଏକ ନିନ୍ଦନୀୟ ପରିଚୟ ଦେଇଛନ୍ତି
@rajeshguru9004
@rajeshguru9004 Жыл бұрын
Bhai bekar katha chhadi odisha re juba pidhhi kn pain employable heiparunahanti tatha rajya ra anya lokahita purna debate kale bodhe rajya basi nka ra vala heba jouta media ra kartabya...kain evali bekar katha ra prachar prasar karuchhanti...
@mukundasahoo1319
@mukundasahoo1319 Жыл бұрын
ସଂସାର ର ଦୁଇ ଟି ବାଦ୍। ଗୋଟିଏ ହେଲା ଈଶ୍ୱର ବାଦ୍ ଓ ଦ୍ୱିତୀୟ ହେଲା ନସ୍ୱର୍ ବାଦ୍। ଆଉ ବାଣ୍ଡ୍ ଛୋଡ଼ି ଭାଇ ହେତୁ ବାଦି କଣ୍??? ସେ ମା ଗିହଁଣା ରଥ,, ତା ଝିଅ ଓ ବୋହୂ ବିଆ ରେ କଣ୍ ଠିପି ଖୋଲା ଅଛି ଯେ,,,, ନିର୍ବିକାର ଭାବେ ବାଆଣ୍ଡ ପୁରେଇ ହଲା କଚା, ଗିହଁ କାଚା କରିବେ।।।
@swagatlenka7847
@swagatlenka7847 Жыл бұрын
Parampara..... sambidhana thu agoru manab samajare achi......jaaaa samastanku......aji jaa aaa thik rastare jiba ku kahichi.......then aji ame kemiti ama parampara ku chadi deba......
@benudharpradhan7915
@benudharpradhan7915 Жыл бұрын
ସମ୍ବିଧାନ, ବିଜ୍ଞାନ ଓ ଧାର୍ମିକ ପରମ୍ପରା ସବୁ ଅଲଗା
@prasantapanda1703
@prasantapanda1703 Жыл бұрын
ସମ୍ବିଧାନ ତ କହିଛି ସବୁ ଧର୍ମକୁ ସଂମାନ ଦେବା ତୁ ଏ କଥା ଭୁଲି ଯାଉଛୁ ମାଗିହା ହେତୁବାଦୀ
@Humanity299
@Humanity299 Жыл бұрын
ସେଇ କଥା ତ ଭୁଲ୍ ଲେଖା ଯାଇଛି। କାରଣ ଧର୍ମ/କର୍ତ୍ତବ୍ୟ ଓ ସମ୍ପ୍ରଦାୟ/religion ମଧ୍ୟରେ ପାର୍ଥକ୍ୟ ଅଛି। ସମ୍ପ୍ରଦାୟ/religion ଭୁଲ୍ ବି ହେଇ ପାରେ ଯେମିତି କି Islam/ମୁସଲମାନ୍ ସମ୍ପ୍ରଦାୟ ଯିଏ କି ଅନ୍ୟ ଲୋକଙ୍କୁ ମାରିବା ପାଇଁ କହୁଛି।
@prasantapanda1703
@prasantapanda1703 Жыл бұрын
@@Humanity299 ତେବେ ଏ ହେତୁବାଦୀ କାହିଁକି ବାରମ୍ବାର ସମ୍ବିଧାନ କଥା କହୁଛି ତେବେ ସିଏ ଯୋଉ ସମ୍ବିଧାନ କଥା କହୁଛି ତାହା ବି ଭୁଲ ହେଇପାରେ, ଶେଷରେ ଗୋଟିଏ କଥା କହିବି ଜଣେ ଡାକ୍ତର ଅପେରସନ କରିବା ପୂର୍ବରୁ ଭଗବାନଙ୍କୁ ଡାକୁଛି, ଜଣେ ବୈଜ୍ଞାନିକ କିଛି ପରୀକ୍ଷଣ ପୂର୍ବରୁ ଭଗବାନ ଙ୍କୁ ଡାକୁଛି, ଅବଦୁଲ କଲମ ବି ଜଣେ ମହର୍ଷିଙ୍କୁ ଗୋଡ଼ ଧରି ନମସ୍କାର କରୁଥିବା ଭିଡ଼ିଓ ଦେଖିଥିବେ, ଏ ବୈଜ୍ଞାନିକ ମାନେ କଣ ଏତେ ମୂର୍ଖ କେବଳ ଏହି ମାଗିହା ହେତୁବାଦୀ ମାନେ ଶିକ୍ଷିତ
@srikantmallik9928
@srikantmallik9928 24 күн бұрын
Magia bidesi tume mane parampara naa kahiki bahut gandi maricha. People manku kemiti parampara katha kahiki business kariba so tume parampara uthile tuma business stop heigiba. Ehi bhali andha biswas naa ree rakhicha india loka manku.
@Astro94393
@Astro94393 Жыл бұрын
ଆପଣଙ୍କ ଭାଗ୍ୟ ଭବିଷ୍ୟ ବିଷୟ ରେ ଜାଣିବା ପାଇଁ ଚାନେଲ୍ ରେ ଦିଆ ଯାଇ ଥିବା ମୋ ହୁଆଟ୍ସଆପ୍ ନମ୍ବର୍ ରେ ଜନ୍ମ ତାରିଖ ଜନ୍ମ ସମୟ ଜନ୍ମ ସ୍ଥାନ ଦିଅନ୍ତୁ Parmpra toik
@kishorekumarcreative
@kishorekumarcreative Жыл бұрын
ଏହି ଯେଉଁ ହେତୁ ବାଦି ମଣିଷ ବସିଛନ୍ତି, ତାଙ୍କୁ ମୁଁ ପଚାରୁଛି ଆଗରୁ କେଉଁଠି ଥିଲେ ଆପଣତ ୨୦୨୨ ରେ ଜନ୍ମ ହୋଇ ନାହାଁନ୍ତି, ଆଗରୁ ବିରୁଦ୍ଧ କରୁ ନଥିଲେ,,, ଏ ୨୦୨୨ ରେ ମନେ ପଡିଲା ସଚେତନ କରାଇବା ପାଇଁ🙏🙏🙏
@debasisjena5535
@debasisjena5535 Жыл бұрын
Vai paisa ta padiI nathila pocket re...se pain waiting re thile...
@chittcreativity
@chittcreativity Жыл бұрын
Bhai.... Nijaku first se sansodhan karichanti, paribar ku sudharichanti... Tapare 2022 asichi bhai......
@srikantmallik9928
@srikantmallik9928 24 күн бұрын
Hindu religion ree satidraha pratha thila janichu naa nahi bee . Satidrapatha hindu religion raa parampara ehi system tuma Purba pidhi i. e bapa maa saha heuthila taa ebe kahiki kahunaha hindu religion satidrapratha thila bhala heuthila
@krushnasahoo7401
@krushnasahoo7401 Жыл бұрын
Hetubadi na phaltubadi?
@pashupati55
@pashupati55 Жыл бұрын
*According to you and our Indian Constitution Article 51 A (H) is saying about HUMANITY. Then where was your humanity while killing CHICKEN and MUTTON. If you restrict sacrifice then it's good , if you stop people to give milk to snake then it's good because it's cruelty. But you are taking innocents life by saying we are ହେତୁବାଦୀ . It's not acceptable.*
@prafullaojha8242
@prafullaojha8242 Жыл бұрын
ଏ ହେତୁବାଦୀ ରଥ ବୁଢା 2023 କରନାରେ ରାମ ରାମ ସତ୍ୟ ହେ
@Pk2018-d2h
@Pk2018-d2h Жыл бұрын
Kahi ete ashisnu....Corona re Jagannath bhakta kehi male nahi ki
@MostWanted-x9i
@MostWanted-x9i Жыл бұрын
Tu bi jibu
@Humanity299
@Humanity299 Жыл бұрын
@@Pk2018-d2h କର୍ମ ର ଫଳ କୁ ଭକ୍ତି ଅନୁସାରେ କମ କରି ଦେଇଥାନ୍ତି ଭଗବାନ୍। ପ୍ରହଲ୍ଲାଦ ପରି ଭକ୍ତ ପୂର୍ଣ୍ଣ ରୂପେ ଶୁଦ୍ଧ ହେଲେ ସିନା କରୋନ ରୁ ପୂର୍ଣ୍ଣ ସୁରକ୍ଷିତ ହେଇ ପାରିବ।
@Humanity299
@Humanity299 Жыл бұрын
🤣 ଆରେ ଆରେ ଏମିତି କୁହନ୍ତୁ ନି, ବରଂ କୁହନ୍ତୁ ଯେ ତାଙ୍କ ବୁଦ୍ଧି ବିବେକ ବୃଦ୍ଧି ହଉ।
@sangeetlifestyle3275
@sangeetlifestyle3275 Жыл бұрын
୧. ହଁ ଇଏ ମୋ ଦେଶ। ଯେଉଁଠି କ୍ଲିନିକ୍ ରେ ଥିବା ଠାକୁରଙ୍କ ମନ୍ଦିରରେ ପୂଜା କରି ଡାକ୍ତର ରୋଗୀ ଅପରେସନ କରିବାକୁ ଯାଏ। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ। ୨. ହଁ ଇଏ ମୋ ଦେଶ। ଯେଉଁଠି ଧର୍ମ ସଂସ୍ଥା ମାନଙ୍କର ପଇସାରେ ଡାକ୍ତରଖାନା ତିଆରି ହୁଏ।ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ। ୩. ହଁ ଇଏ ମୋ ଦେଶ। ଯେଉଁଠି ସ୍ତ୍ରୀ ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜା କରି ଗ୍ଯାସରେ ରୋଷେଇ ବସାଏ ଆଉ ପ୍ରଥମ ଖାଦ୍ଯ ଭଗବାନଙ୍କୁ ଅର୍ପଣ କରିଦିଏ।।ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ। ୪. ହଁ ଇଏ ମୋ ଦେଶ। ଯେଉଁଠି ବଡ ବଡ ଶିଳ୍ପାନୁଷ୍ଠାନ ଦିନଟିଏ କାମ ବନ୍ଦ ରଖି ବିଶ୍ବକର୍ମାଙ୍କ ପୂଜା କରନ୍ତି। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ। ୫. ହଁ ଇଏ ମୋ ଦେଶ। ଯେଉଁଠି ବୈଜ୍ଞାନିକ ପଦ୍ଧତିରେ ବଡ ବଡ ଇମାରତ ତିଆରି ହେବା ଆଗରୁ ବାସ୍ତୁ ପୂଜା ହୁଏ। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ। ୬. ହଁ ଇଏ ମୋ ଦେଶ । ଯେଉଁଠି ଉଚ୍ଚ କ୍ଷମତା ସମ୍ପନ୍ନ ଅତ୍ଯାଧୁନିକ ସୁରକ୍ଷା ଥିବା ବଡ ବଡ ଗାଡି ଗଡିବା ଆଗରୁ ଲେମ୍ବୁ ଉପରେ ମନ୍ତ୍ର ପଢି ଚଢାଇ ଦିଆଯାଏ। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ। ୭. ହଁ ଇଏ ମୋ ଦେଶ । ଯେଉଁଠି ମାଇକ୍ ରେ ମନ୍ତ୍ର ପଢି ଇଶ୍ବରଙ୍କୁ ଆବାହନ କରାଯାଏ ଆଉ କାନ୍ଧ ଦେଇ ବିସର୍ଜନ କରାଯାଏ।ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ। ୮. ହଁ ଇଏ ମୋ ଦେଶ । ଯେଉଁଠି ବିଜ୍ଞାନର ଟିଭିରେ ଇଶ୍ବରଙ୍କ ଆଳତୀ ଦେଖି ଭାରତୀୟଙ୍କ ଦିନଚର୍ଯ୍ୟା ଆରମ୍ଭ ହୁଏ।ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ। ୯. ହଁ ଇଏ ମୋ ଦେଶ। ଯେଉଁଠି ବୈଜ୍ଞାନିକ ପଦ୍ଧତିରେ ତାଲିମ ନେଇଥିବା ଖେଳାଳୀ ଜଣଙ୍କ ଖେଳରେ ସଫଳତା ପାଇବାକୁ ସୂର୍ଯ୍ଯ ଙ୍କୁ ଅନାଇ ପଡିଆକୁ ପଶେ ଆଉ ଜିତି ସାରିଲା ପରେ ଆକାଶକୁ ଅନାଇ ପରମାତ୍ମାଙ୍କୁ ଧନ୍ଯବାଦ ଦିଏ। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ। ୧୦. ହଁ ଇଏ ମୋ ଦେଶ । ଯେଉଁଠି ବୈଜ୍ଞାନିକଟିଏ ଧର୍ମର ଆଶ୍ରୟ ଲୋଡି ସୂଦୂର ବିଦେଶରୁ ଚାଲି ଆସି ଋଷିକେଶ, ହରିଦ୍ବାର ଆଉ ବାରଣାସୀରେ ଗଙ୍ଗାରେ ବୁଡ ପକାଇ ଗର୍ବରେ କହେ ହଁ ଭାରତୀୟ ସଭ୍ଯତା ହିଁ ଧର୍ମ, ବିଜ୍ଞାନ ଆଉ ସଭ୍ଯତାର ଏନ୍ତୁଡିଶାଳ। ଏଠି ଧର୍ମ ରେ ହିଁ ବିଜ୍ଞାନ ଅଛି ଆଉ ବିଜ୍ଞାନ ଧର୍ମକୁ ସମ୍ମାନ ଦେଇ ଶିଖିଛି। ଗର୍ବରେ କୁହ ମେରା ଭାରତ ମହାନ।
@shiningodisha5679
@shiningodisha5679 Жыл бұрын
Na kale kn heba ??Dubai re esabu chaluchi ki
@sangeetlifestyle3275
@sangeetlifestyle3275 Жыл бұрын
@@shiningodisha5679 apana dubai re jana heichhanti ki
@sangeetlifestyle3275
@sangeetlifestyle3275 Жыл бұрын
@@shiningodisha5679 apananka ra aji accident heijauchi taw apana nka ghara loka age bhagwaan nka pakahku jauchhanti au sekatha chhado au se doctor bi age thakura nku juhar heiki operation start karuchhanti...
@shiningodisha5679
@shiningodisha5679 Жыл бұрын
@@sangeetlifestyle3275 dharma manusya pain jemitiki limit re darkar..samasta jinisa re dharma ba andhbiswas parampara naa re chaliparibani... spirituality rahiba katha but sabuthire dharma eita thk nuhe
@shiningodisha5679
@shiningodisha5679 Жыл бұрын
@@sangeetlifestyle3275 ethi semiti chali asuchi purba kalaru...
@suryasadhika4157
@suryasadhika4157 Жыл бұрын
ବିଜ୍ଞାନ ଗ୍ରହଣଟାକୁ ତିଆରି କରିନାହିଁ ତେଣୁ ବିଜ୍ଞାନ ପାଇଁ ଗ୍ରହଣର ମାନ୍ୟତା କାଟି ଦିଆଯାଇ ପାରିବ ନାହିଁ ।
@iamatheist.8924
@iamatheist.8924 Жыл бұрын
Ha ha ha...grahna ta kou bada jinisa ta ki ??? Emiti react karucha.
@shivadash
@shivadash Ай бұрын
Thik katha hetu baadi mahasaya.. ❤❤❤. Dharm naa re khali raajneeti chalichi athi
@amazingodisha420
@amazingodisha420 Жыл бұрын
ବିଜ୍ଞାନକୁ ମଧ୍ୟ ଅନ୍ଧଭଳି ବିଶ୍ୱାସ କରିବା ଏକ ଅନ୍ଧବିଶ୍ୱାସ, କେବେ କୋଉ ନେତା ଓ ବୈଜ୍ଞାନିକ ମାନେ ସମ୍ବିଧାନକୁ ସମ୍ପୁର୍ଣ୍ଣ ମାନିଛନ୍ତି?? ଏହା ଅସମ୍ଭବ କାହିଁକି ନା ପରିବର୍ତ୍ତନଶୀଳ ସମ୍ବିଧାନ!!!
@vaishs385
@vaishs385 Жыл бұрын
Bigyan sabubele change hue au view v. Bigyan challenge kare. Kehi bigyan ku andha bhabare bishwas karantini. Bigyan proof dekhae. Au Bigyan kaha bishwas ki abishwash upare depend kareni.
@rudrakhuntia5583
@rudrakhuntia5583 Жыл бұрын
bigyana proof dekhae re murkha. kehi andha valia biswas karantini hela.
@Humanity299
@Humanity299 Жыл бұрын
@@rudrakhuntia5583 ଠିକ୍ କଥା ଯେ ଜ୍ଞାନୀ ମହାଶୟ, ସେ ସେଇ ବିଜ୍ଞାନକୁ ଅନ୍ଧ ଭାବରେ ମାନୁଥିବା ଲୋକ ବିଷୟରେ କହୁଛନ୍ତି ଯିଏ କି ବିଶ୍ୱାସ କରେ ନାହିଁ ଯେ ଭଗବାନ ଅଛନ୍ତି ବୋଲି, କାରଣ ସୃଷ୍ଟି ଅଛି ତ ସୃଷ୍ଟି କର୍ତ୍ତା ବି ଅଛନ୍ତି ନା।
@iamatheist.8924
@iamatheist.8924 Жыл бұрын
@@Humanity299 srusti Mane kan ??? Science universe evolution bisyare padhithile sina janantu....tu ta murkha ta Bramha ra kouthu janma heichu kahunu
@vaishs385
@vaishs385 Жыл бұрын
@@Humanity299 Srusti achi ta Mane nuhe je kehi srusti karta v thibe. Au jadi v achanti kehi ta as per ur logi se strusti karta ku kie strusti kale ? Au aji jaha v heichi it's because of evolution.
@bholanathbhoi4275
@bholanathbhoi4275 Жыл бұрын
ପରମ୍ପରା ବାଦୀ ମାନେ ଏମିତି ହିଁ ହେତୁବାଦୀ ମାନଙ୍କୁ ବିରୋଧ କରି ଥାଆନ୍ତି ।ଶିକ୍ଷାଦାତ୍ରୀ ମା ସାବିତ୍ରୀ ବାଇ ଫୁଲ ଯେତେ ବେଳେ ନାରୀ ମାନଙ୍କୁ ବିଦ୍ୟାଳୟ ରେ ଶିକ୍ଷାଦାନ କରୁଥିଲେ ତାଙ୍କୁ ମଧ୍ୟ ଏମିତି ବିରୋଧ କରିଥିଲେ।
@anilkumarabehera6804
@anilkumarabehera6804 Жыл бұрын
ହେତୁବାଦୀ ତୁ ଶଳା ତ ଝିଅ କୁ ତ ପୁଅ ସହିତ ବାହାଘର କରୁନୁ
@Br.49
@Br.49 Ай бұрын
8:24 Savage Reply Pandit ji 😂
@bireswarbishi7980
@bireswarbishi7980 Жыл бұрын
ନିଜ ମାଁ ସହ ମଧ୍ୟ ଶାରୀରିକ ସମ୍ପର୍କ ରଖନ୍ତୁ ଦେଖିବା ଆପଣମାନଙ୍କୁ ସେହି ମାଂସାସି ପ୍ରାଣୀଙ୍କୁ ଯଦି ପ୍ରକୃତି ସହିତ ଖେଳୁଆଡ କରିବା ଭଳ ନୁହେଁ। ମଣିଷ ମାତ୍ରେ ସମୟାନୁକ୍ରମେ ଚଳିବାକୁ ପଡ଼େ ତେଣୁ ସମାଜ ଯେପରି ଖରାପ୍ ଦିଗକୁ ଗତିକରି ଖରାପ୍ ପ୍ରଭାବ ନପକାଉ ସେଥିପାଇଁ ଆମ୍ଭମାନଙ୍କୁ ଭଳ ଚରିତ୍ର ଗଠନ ନେଇ ଚଳିବାକୁ ପଡିବ।
@iamatheist.8924
@iamatheist.8924 Жыл бұрын
Knowledge in science reality universe evolution etc is necessary than Andhbiswas.
@NiranjanOram-fu1qt
@NiranjanOram-fu1qt 2 ай бұрын
ମନୁଷ୍ୟ ମାନ ସା ସି ପ୍ରାଣୀ ନୁହେଁ ଟା ହେଲେ ବଜାର ଭିତରେ ଏତେ କୁକୁଡ଼ା ଦୋକାନ ଖସି ମାଂସ ଦୋକାନ ମାଛ ଦୋକାନ ଅଣ୍ଡା ଦୋକାନ ଏ ସବୁ କାହା ପାଇଁ ?
@santoshpanda4444
@santoshpanda4444 Жыл бұрын
News bala eithi bepar chalichi.... Somya gote bhala bepari loka. Channel promote Kariba pai eita gote prayasha ....
@gameforu8714
@gameforu8714 Жыл бұрын
Surjya ratha Sharma bhali honest person...eei bhali faltu channel ku asibara nathila.....
@ZeeMusicLab
@ZeeMusicLab Жыл бұрын
See conversion between swami Vivekanand amd Nikola Tesla. 😊 Rath Sir is right👍👍👍. I love the philosophy of gautam Budhha and Vivekanand...thats scientifically Energy is ultimate truth and no one can refuse it........see the Multiverse, Higs boson particle and lots of......... You will shock and all energies are integrated to a form called god... Bhagwat Geeta thats it 😎😎😎
@puspalatabehera4077
@puspalatabehera4077 Жыл бұрын
Ratha budha maha murkha
@loacot4988
@loacot4988 Жыл бұрын
Don't compare Nikola Tesla with this illiterate old man.
@biturout3679
@biturout3679 Ай бұрын
ଏ ରଥଶର୍ମା ଏକ ନମ୍ବର ଚୁତିଆ ଯିଏ କି ଭଣ୍ଡ ସାରଥି କୁ ବି ଜଗନ୍ନାଥ ଙ୍କ ଜୀବନ୍ତ ଅବତାର ବୋଲି କହି ତା ପାଦ ତଳେ ତୁଳସୀ ରଖି ମୁଣ୍ଡିଆ ମାରିଥିଲା
@ssssd5108
@ssssd5108 Жыл бұрын
Bala hetubadi
@saratranjanbehera6661
@saratranjanbehera6661 Жыл бұрын
Dear କନକ news..... 🙏 ପ୍ରତାପ ରଥ ପରି କ୍ଷଣ କୋପି, ଧର୍ଯ୍ୟ ହୀନ, ଅସହିଷ୍ଣୁ ବ୍ୟକ୍ତି ଙ୍କୁ କାହିଁକି ମେଡ଼ିଆ କୁ ଡାକୁଛନ୍ତି...... ସିଧା ଜୋତା ମାଡ଼ କରନ୍ତୁ.. ଆଉକିଛି ଶଳା ବେଧ ବସି ଦାନ୍ତଦେଖେଇ ମଜାନେଉ ଛନ୍ତି......
@muodia6598
@muodia6598 Жыл бұрын
ତମ ବୈଜ୍ଞାନିକ ପ୍ରମାଣ କରୁ ରାମ କେବେ ଜନ୍ମ
@gourangajena7680
@gourangajena7680 Жыл бұрын
Hetu badi gote bekar manisha
@shampadan8506
@shampadan8506 Жыл бұрын
Our Constitution is not ours...it is a copied idea from other country...but our traditional knowledge is ours...Jay Jagannath 🙏❤️ Pranam Rathsharma mahodaya...🙏❤️ Love you Odisha...❤️❤️
@Incredible_India_Insight12
@Incredible_India_Insight12 Жыл бұрын
Right 🙏 Jay Jagannath
@shouryadeepkundu
@shouryadeepkundu Жыл бұрын
People like you are so much brainwashed by these brahmins that If swati system, child marriage was not abolished in 1856 , you people would still practice it now in the name of jaganath sanskruti. Listen idiot keep your jaganath sanskruti to yourself because human rights matters the most then comes religion in a Democratic state and india is the largest democratic state in the world.
@devharpal5911
@devharpal5911 Жыл бұрын
Indian Constitution is the best in the world Sabu samvidhan ku bhala se study kari ki sabu desha ra bhala bhala jinish ku adopt kara jaichhi Constitution re aau samastanku Saman adhikaar dia daichhi tora traditional knowledge re kana achhi Andha biswas, no scientific research, no argument, caste system etc.
@iamatheist.8924
@iamatheist.8924 Жыл бұрын
Murkha uneducated brainless Andhabhakta thu besi kichhi expectations nahi
@BandeBharatGaming
@BandeBharatGaming Жыл бұрын
Rath jagannath birodhi
@pifacts22
@pifacts22 Жыл бұрын
ଶ୍ରୀଯୁକ୍ତ ରଥ ଅତି ଚାଲାକ୍ ଭାବରେ 51A କୁ ଏଲ୍ଲେଖ କଲେ କିନ୍ତୁ 51 A ର (f) ଏବଂ (g) କୁ କାହିଁକି କହିଲେ ନି ? କେବଳ ତାଙ୍କୁ ଯାହା ସୁହାଇବ ତାହା କହିବେ କି
@prasantapanda1703
@prasantapanda1703 Жыл бұрын
ହେତୁବାଦୀ ନା ତୋ ମାଆ ବୀଆ ବାଦୀ, ଆଉ ଏ ମିଡ଼ିଆ ଵାଲା ବି ଏ ମାଗିହା ହେତୁବାଦୀ ମାନଙ୍କୁ କାହିଁକି ଡାକୁଛି କେଜାଣି
@jyotiprakashsahoo1292
@jyotiprakashsahoo1292 Жыл бұрын
ପ୍ରତାପ ରଥ ପଛରେ ଲାଗନି.. ସେ ଟା ମୂର୍ଖ.. ସମ୍ଭିଧାନ 1950.. ଏବେ 2022 ହେଲାଣି... ସମ୍ଭିଧାନ ଟା change କରିଦେବା..
@ODJITU108
@ODJITU108 Жыл бұрын
1 kilo chiken moton beep re 17000 hajar litre Pani kacha hauchi hetu badi sir mo kaon sayantra Rashtra Sanstha akada kahuchi
@subashnayak4611
@subashnayak4611 Жыл бұрын
ସେ ଯୋଉ ଲୋକଟା ଖାଲି କହୁଛି,,, ମୁଁ ଜଗନ୍ନାଥ ଙ୍କ ଭକ୍ତ,,,୨/୩ ଥର କହି ସାରିଲାଣି,,, ଯିଏ ଭଗବାନ୍ ଙ୍କୁ ଭକ୍ତି କରେ। ସିଏ ଏତେ publicity କରେନି,,, କି ଜଣେଇ ହୁଏନି,,, ମୁଁ,,,, ତ chicken ଖାଇଚି। Solar eclipse & Lunar eclipse ରେ। I support ହେତୁ ବାଦି,,,
@biwajitviswajeet
@biwajitviswajeet Жыл бұрын
❤ ରଥ ଶର୍ମା
@rakeshchandrapradhan114
@rakeshchandrapradhan114 2 ай бұрын
ତୁମେ ମାନଙ୍କ view ଦରକାର,,, ହିନ୍ଦୁ ଧର୍ମ ତଳି ତଳାନ୍ତ ପଛେ ହୋଇଯାଉ
@shriramnayak950
@shriramnayak950 Жыл бұрын
ହେତୁବାଦୀ ପ୍ରଫେସର ପ୍ରତାପ ରଥ. ଆମ ଓଡିଶା ର ସଂସ୍କୃତି କୁ ବୁଡେଇ ବାକୁ ବସିଛି . ଜୟ ଜଗନ୍ନାଥ 🙏🏻
@priyacharandas653
@priyacharandas653 Жыл бұрын
ଜୟ ଶ୍ରୀ ଜଗନ୍ନାଥ
@chittaranjangachhayat6363
@chittaranjangachhayat6363 Жыл бұрын
ପ୍ରଫେସର ପ୍ରତାପ ରଥ ଅନ୍ଧ ବିଶ୍ୱାସ ସମାଜ ରୁ ଦୂର କଲେ
@veerpaika
@veerpaika Жыл бұрын
@@chittaranjangachhayat6363 a bhali bhaba re dine tume gote pabitra dharma ku hareiba . Keep doing this & if you have time please read Bhagwat Gita before you turning towards nastik.
@debashishmohanty4798
@debashishmohanty4798 Жыл бұрын
New year celebrations ru Jana padichhi tame sabu kete odia sanskriti ku tekiki rakhichha.
@nickreynold
@nickreynold Жыл бұрын
ଅନେକ ଜନ୍ମ ତପ ବେଳେ,ମଣିଷ ଜନ୍ମ ମହୀତଳେ. ମନୁଷ୍ୟ ଆଉ ପଶୁ ଭିତରେ ଗୋଟେ ଫରକ ଅଛି-ପଶୁ କେବଳ ଆହାର,ନିଦ୍ରା,ମୈଥୁନ ବିଷୟରେ ଚିନ୍ତାକରେ କିନ୍ତୁ ମଣିଷକୁ ବୁଦ୍ଧି ମିଳିଛି ଭାବିବା ପାଇଁ. ମାନବିକତା କଥା ଯଦି କହିବା,ତାହାର ଅର୍ଥ ନୁହେଁ ନିଜର ଜିହ୍ୱା ଲାଳସା,ବିକୃତ ମାନସିକତାକୁ ପୂରଣ କରିବାକୁ ଅଯଥା ବିବାଦ କରିବା. ଯୋଉଟା ସମଗ୍ର ସମାଜ ପାଇଁ ମଙ୍ଗଳକର, ସେଇଟା କରାଯିବ କଥା ନା କି କିଛି ଗୋଷ୍ଟି କଥା. କାଲିକି ଯଦି କିଛି ଲୋକ କହିବେ-ପୁରୁଷ ଶରୀର,ନାରୀ ଶରୀର କଣ ସମସ୍ତଙ୍କୁ ଜଣା, ତେଣୁ ପୋଷାକ ପିନ୍ଧିବା କାହିଁକି? ଆଉ ଯଦି କହିବା, ତାହେଲେ ଚିକେନ କାହିଁକି,ଗୋରୁ,ଘୁଷୁରୀ ବି ଖାଇବା,ଯେମିତି ଅଲଗା ଲୋକ ଖାଉଛନ୍ତି. କୁସଂସ୍କାର ଅନ୍ଧ ବିଶ୍ୱାସ କଣ କେବଳ ଗୋଟେ ଧର୍ମରେ ଅଛି?ମୁଁ ମୋ ଘରେ ଲଙ୍ଗଳା ହେଇକି ବୁଲେ,ମୋ ସ୍ୱାଧୀନତା କିନ୍ତୁ ମୁଁ ରାସ୍ତାରେ ଲଙ୍ଗଳା ହେଇକି ଦଉଡିବି କହିବି ମୋ ସ୍ୱାଧୀନତା,ତାହା ଗ୍ରହଣୀୟ ନୁହେଁ.କି ଭଳିଆ ବିକୃତ ମାନସିକତା,ପାଶ୍ଚାତ୍ୟ ସଂସ୍କୃତିର ହନୁକରଣ.ତାଙ୍କ ସମାଜ ଯେମିତି କାମବାସନାରେ ପଥଭ୍ରଷ୍ଟ ହେଇକି ନଷ୍ଟ ହେଲାଣି ଏଠିବି ସେଇୟା ହେବାକୁ ଯାଉଛି.ଆମ ସଂସ୍କୃତି ନୀତିନିୟମ ଯୋଗୁ ୫ ହଜାର ବର୍ଷ ହେଲା ତିଷ୍ଠିଛି.ସେମାନେ ଭଗବତ ଚିନ୍ତା ପାଇଁ ମୋହମାୟା ଛାଡି ହରେକୃଷ୍ଣ ହରେରାମ ଜପୁଛନ୍ତି ଆଉ ଆମେ କାମବାସନାରେ ଲିପ୍ତ ହେଇ ରସାତଳଗାମୀ ହେଉଛୁ ବାୟୋଲେଜି ପରିକ୍ଷଣଗାରରେ କହିବ ଆମକୁ ବଂଶବୃଦ୍ଧିର ପ୍ରଦର୍ଶନ କରିକି ଦେଖାଅ,ନହେଲେ ବୁଝି ହେବନି
@chittaranjan2276
@chittaranjan2276 Жыл бұрын
Hetu badi maghya ku kahin pandita nka pakhare basaucha media vai mane
@nirakarmaharana1690
@nirakarmaharana1690 Жыл бұрын
ସମ୍ବିଧାନ ରେ ପଶୁ ମାନଙ୍କୁ ମାରିବାକୁ କୌଣସି ଅଧିକାର ଦେଇଛି କି ଆପଣଙ୍କୁ
@Pk2018-d2h
@Pk2018-d2h Жыл бұрын
Kete Jana parmparbadi niramisha kahibr ki..
@shrinibassutar7763
@shrinibassutar7763 Жыл бұрын
ପରମ୍ପରା ପଶୁ ମାନଙ୍କୁ ମାରିବା କୁ ସମର୍ଥନ କରେ କି ? ନିରାକାର ମହାରଣା ।
@tribikrampanda938
@tribikrampanda938 Жыл бұрын
CONSTITUTION is not everything....there is many things beyond constitution....U can't destruct anybody culture by name of constitution....CAN YOU OR SHOULD YOU BREAK ROZA FASTING OF MUSLIMS IN NAME OF CONSTITUTION AND MANABIKATA??
@mahaprasadojha955
@mahaprasadojha955 Жыл бұрын
ଆପଣା ହସ୍ତେ ଜିହ୍ଵା ଛେଦି କେଏବା ଅଛି ପ୍ରତିବାଦି।ଯିଏ ଯେମିତି କରିବ ସିଏ ସେମିତି ପାଇବ।
@babulubag4278
@babulubag4278 Жыл бұрын
କିଏ କହିଲା ମଣିଷ ମାଂସାସୀ ପ୍ରାଣୀ ନୁହେଁ,ଜଙ୍ଗଲ ର ବାଘ ସିଂହ ଯେତେ ମାଂସ ଖାଇବାକୁ ପାଉନାହିଁ,ମଣିଷ ତା ଠାରୁ ଅଧିକ ମାଂସ କଉଛି,ଯେଉଁ ମଣିଷ ମାଂସ ଖାଉଛି,ସେ ମଣିଷ ନୁହେଁ କି,ଏହାର ଉତ୍ତର ଦିଅ,ବାହାରେ ଦେଖେଇ ହେଉଛ,ଆଉ ଘରେ ମାଂସ ନହେଲେ ଭାତ ଖାଉନ,
@kailashbarik8132
@kailashbarik8132 Жыл бұрын
ପ୍ରତାପ ରଥ ଜଣେ ଅସାମାଜିକ ଓ ଅତି ନିଚ ପ୍ରକୃତିର। ପ୍ରତାପ ର ସତ ସାହସ ଅଛି ଯଦି ମୁସଲମାନ ପର୍ବରେ ସମ୍ବିଧାନ ସଂଶୋଧନ ଅଧିକାରରେ ଚିକେନ ଦେଇ ପାରିବେ। ମିଡ଼ିଆ ବାଲା କାହିଁକି ଅସାମାଜିକ ପ୍ରତାପ କୁ ଡାକୁଛି। ଏହା ସମାଜ ଉପରେ କୁ ପ୍ରଭାବ ପଡୁଛି।
@kalidas8262
@kalidas8262 Жыл бұрын
ମୋର ପ୍ରଶ୍ନ? ସୂର୍ଯ୍ୟ ପରାଗ ରେ ପାକ ନିଷେଧ. ଚନ୍ଦ୍ର ଗ୍ରହଣରେ ବି ପାକ ନିଷେଧ.. ଯଦି ୟାକୁ ଆମେ ପୂର୍ବରୁ ମାନିଆସିଚେ. ଏବେ ମାନୁଛେ.. ଏହା. ମଣିଷ ଶରୀର ପାଇଁ.. ସମାଜ ପାଇଁ. କେତେ କ୍ଷତି..? ଆଉ ଏଇ ଦିନ ମାନଙ୍କରେ ଚିକେନ ବିରିୟାନୀ ଖାଇଲେ. ଦେହ ପାଇଁ କେତେ ଉପକାର.. ସମାଜ ପାଇଁ କେତେ ଭଲ ???
@dilseindian1077
@dilseindian1077 Жыл бұрын
Each to his own... Every one has equal rights to live his life as he likes...
@LEGENDCRICKET123-45C
@LEGENDCRICKET123-45C Жыл бұрын
Han sabko apna apna life jine ka adhikar hai ...par kisi bejuban ko maarne ka adhikar apko koun deta hai ???
@Humanity299
@Humanity299 Жыл бұрын
Hmm isliye ta Sambidhan choro nku chrori kariba pain kam dand karideichhi, Sambidhan kichhi kama ku nuhan.
@dilseindian1077
@dilseindian1077 Жыл бұрын
@@LEGENDCRICKET123-45C Insaan aur janwar me fark ko Samvidhan manta hai...
@devharpal5911
@devharpal5911 Жыл бұрын
@@Humanity299 Duniya k top scholars ne SAMBIDHAAN likhe hai tu anpad gawar yaha samvidhan ko Galat thehra raha hai Shame on you
@digimaza5238
@digimaza5238 Жыл бұрын
Kya dusro ko kast deke tum apna like k hisab se jioge ?? Wesa to ravan bhi karta tha, without any kindness
@Johnwick00726
@Johnwick00726 Жыл бұрын
Bhai mane ehi budha kendrapada baba ku support karithila bhai video search kara
@Reenabehera0
@Reenabehera0 Жыл бұрын
Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@narayanchandrakhatua7313
@narayanchandrakhatua7313 Жыл бұрын
ଅଯଥା ମୂଲ୍ୟହୀନ ଯୁକ୍ତି କରୁଥିବା ଲୋକଙ୍କ ପାଖକୁ ସୂର୍ଯ୍ୟନାରାୟଣ ରଥଶର୍ମା ଙ୍କ ଭଳି ଜଣେ ଜଗନ୍ନାଥ ପ୍ରେମୀ ଜ୍ଞାନି ଲୋକଙ୍କୁ ଡାକିବା ଉଚିତ୍ ନୁହେଁ। ସେ ହେତୁବାଦି ର ଯୋଗ୍ୟତା ନାହିଁ ସୂର୍ଯ୍ୟନାରାୟଣ ରଥଶର୍ମା ଙ୍କ ନିକଟରେ ବସିବା ପାଇଁ। ଅଯଥା ଅଲଜ୍ଜ୍ୟା ଯୁକ୍ତି କଲେ ଜ୍ଞାନି ଲୋକ ଚୁପ୍ ରହିବାକୁ ବାଧ୍ୟ ହେବେ।କାରଣ ସେମାନେ ଜାଣନ୍ତି ସତ୍ୟ କଣ। ❤ ଜୟ ଜଗନ୍ନାଥ ❤
@tribikrampanda938
@tribikrampanda938 Жыл бұрын
All these Hetubadi have not studied science in their life....they are from psychology political science arts background n barking about science from high school knowledge... but those who have actually studied science n have wisdom.... like prof ASHOK MAHAPATRA also from AIIMS n all ...they know how to behave n what's our culture....so better to avoid argument with murkha
@mystic7426
@mystic7426 Жыл бұрын
Well said.
@shouryadeepkundu
@shouryadeepkundu Жыл бұрын
Hahaha you brahmin , why are u so pissed 😂😂😂 does he exposed your exploitation of you Brahmins in our hindu society ? And yes the aims doctor is not the founder or father of science 😂😂😂 millions and millions of nasa , isro , scientist and people from havard, Oxford , standford , UCLA have clearly stated and proved that eating on the eclipse day have no effect on our body .
@shouryadeepkundu
@shouryadeepkundu Жыл бұрын
And yes another thing for talking about science you don't need any degree or courses but some logical , rational and reasoning skills in your mind that's what people like Einstein Newton and eucleid , Galileo have said . Tamo sei brahman manko background kon ? Bhandami kariba 😂😂😂
@tribikrampanda938
@tribikrampanda938 Жыл бұрын
@@shouryadeepkundu Simply I don't like to argue with narrow minded people and idiots especially here....Alia ethi casteism kouthi asila....tu jadi ete caste upare janichhu tk muslims nka roza fasting ku bhi science padheiki band kariki dekha ... let's see...then ame janibu tora oukat n science knowledge....mahamurka.
@nickreynold
@nickreynold Жыл бұрын
ଅନେକ ଜନ୍ମ ତପ ବେଳେ,ମଣିଷ ଜନ୍ମ ମହୀତଳେ. ମନୁଷ୍ୟ ଆଉ ପଶୁ ଭିତରେ ଗୋଟେ ଫରକ ଅଛି-ପଶୁ କେବଳ ଆହାର,ନିଦ୍ରା,ମୈଥୁନ ବିଷୟରେ ଚିନ୍ତାକରେ କିନ୍ତୁ ମଣିଷକୁ ବୁଦ୍ଧି ମିଳିଛି ଭାବିବା ପାଇଁ. ମାନବିକତା କଥା ଯଦି କହିବା,ତାହାର ଅର୍ଥ ନୁହେଁ ନିଜର ଜିହ୍ୱା ଲାଳସା,ବିକୃତ ମାନସିକତାକୁ ପୂରଣ କରିବାକୁ ଅଯଥା ବିବାଦ କରିବା. ଯୋଉଟା ସମଗ୍ର ସମାଜ ପାଇଁ ମଙ୍ଗଳକର, ସେଇଟା କରାଯିବ କଥା ନା କି କିଛି ଗୋଷ୍ଟି କଥା. କାଲିକି ଯଦି କିଛି ଲୋକ କହିବେ-ପୁରୁଷ ଶରୀର,ନାରୀ ଶରୀର କଣ ସମସ୍ତଙ୍କୁ ଜଣା, ତେଣୁ ପୋଷାକ ପିନ୍ଧିବା କାହିଁକି? ଆଉ ଯଦି କହିବା, ତାହେଲେ ଚିକେନ କାହିଁକି,ଗୋରୁ,ଘୁଷୁରୀ ବି ଖାଇବା,ଯେମିତି ଅଲଗା ଲୋକ ଖାଉଛନ୍ତି. କୁସଂସ୍କାର ଅନ୍ଧ ବିଶ୍ୱାସ କଣ କେବଳ ଗୋଟେ ଧର୍ମରେ ଅଛି?ମୁଁ ମୋ ଘରେ ଲଙ୍ଗଳା ହେଇକି ବୁଲେ,ମୋ ସ୍ୱାଧୀନତା କିନ୍ତୁ ମୁଁ ରାସ୍ତାରେ ଲଙ୍ଗଳା ହେଇକି ଦଉଡିବି କହିବି ମୋ ସ୍ୱାଧୀନତା,ତାହା ଗ୍ରହଣୀୟ ନୁହେଁ.କି ଭଳିଆ ବିକୃତ ମାନସିକତା,ପାଶ୍ଚାତ୍ୟ ସଂସ୍କୃତିର ହନୁକରଣ.ତାଙ୍କ ସମାଜ ଯେମିତି କାମବାସନାରେ ପଥଭ୍ରଷ୍ଟ ହେଇକି ନଷ୍ଟ ହେଲାଣି ଏଠିବି ସେଇୟା ହେବାକୁ ଯାଉଛି.ଆମ ସଂସ୍କୃତି ନୀତିନିୟମ ଯୋଗୁ ୫ ହଜାର ବର୍ଷ ହେଲା ତିଷ୍ଠିଛି.ସେମାନେ ଭଗବତ ଚିନ୍ତା ପାଇଁ ମୋହମାୟା ଛାଡି ହରେକୃଷ୍ଣ ହରେରାମ ଜପୁଛନ୍ତି ଆଉ ଆମେ କାମବାସନାରେ ଲିପ୍ତ ହେଇ ରସାତଳଗାମୀ ହେଉଛୁ ବାୟୋଲେଜି ପରିକ୍ଷଣଗାରରେ କହିବ ଆମକୁ ବଂଶବୃଦ୍ଧିର ପ୍ରଦର୍ଶନ କରିକି ଦେଖାଅ,ନହେଲେ ବୁଝି ହେବନି
@BapujiMLT
@BapujiMLT 2 ай бұрын
ମୁର୍ଖ ସହିତ ଭାଗବତ ଜ୍ଞାନ ଚର୍ଚ୍ଚା = ଷଣ୍ଢ ଆଗରେ ଭାଗବତ ପଢ଼ିବା ସହ ସମାନ
@harekrishnasgdbhakti6420
@harekrishnasgdbhakti6420 Жыл бұрын
ଥରେ ମୋତେ ଡାକନ୍ତୁ ସବୁ ସମାଧାନ କରି ଦେବେ
@srikantakumarnayak6791
@srikantakumarnayak6791 Жыл бұрын
ପ୍ରତାପ ରଥ ଜଣେ ମହାମୁର୍ଖ ଏହାର ଯଥେଷ୍ଟ ପ୍ରମାଣ ରହିଛି।ଆବଶ୍ୟକ ହେଲେ ତାଙ୍କର ସମସ୍ତ ପ୍ରତିକ୍ରିୟା ଗୁଡ଼ିକୁ ପରିବେଷଣ କରାଯିବ । ଜଣେ ମହାମୁର୍ଖ ଏବଂ ଏପରି ଧର୍ମଦ୍ରୋହୀ ଏବଂ ମହାମୁର୍ଖ ପ୍ରତାପ ରଥ କୁ ଆଗକୁ କେହି କୌଣସି media ମଞ୍ଚ ରେ ନ ବସାଇବାକୁ ସମସ୍ତ ମିଡିଆ ମାନଙ୍କୁ ଅନୁରୋଧ ।
@odiaallgk3504
@odiaallgk3504 Жыл бұрын
Pratap sir 🙏🙏🙏🙏
@atulpanigrahi2795
@atulpanigrahi2795 Жыл бұрын
Chicken biryani khaile kichi ହେଲାନି କେମିତି ମାଡ଼ ଖାଇଲେ ଆଉ ଗୋବର ମାଡ଼ ଖାଇଲେ😁😁😁
@prakashghose7518
@prakashghose7518 Жыл бұрын
No one can force not to eat or eat something in any day..
@suryasadhika4157
@suryasadhika4157 Жыл бұрын
ହଇହୋ ପ୍ରତାପ ରଥ ବିଜ୍ଞାନକୁ ଯଦି ଭାରି ମାନୁଛ ସମ୍ବିଧାନ ହିସାବରେ ମାନୁଛ ତେବେ ମାଛ ମାଂସ ଭକ୍ଷ କାହିଁକି ଖାଉନ ବିଜ୍ଞାନରେ ପରା ଲେଖା ଅଛି ସେଗୁଡ଼ିକ ଭାରି ଭିଟାମିନ ଖାଇଲନି ଯଦି ବିଜ୍ଞାନକୁ କଣ ମାନିଲ
@anantamurmu453
@anantamurmu453 Жыл бұрын
Pratap Rath sir is always grt
@kanhusamalsamal1534
@kanhusamalsamal1534 Ай бұрын
Jay Jagannath 🙏🙏🛕
@Biswastudypoint
@Biswastudypoint Жыл бұрын
ହେତୁବାଦୀ କେବଳ ହିନ୍ଦୁ ବିରୋଧୀ...100%
Cute
00:16
Oyuncak Avı
Рет қаралды 12 МЛН
规则,在门里生存,出来~死亡
00:33
落魄的王子
Рет қаралды 22 МЛН
Spongebob ate Patrick 😱 #meme #spongebob #gmod
00:15
Mr. LoLo
Рет қаралды 18 МЛН
SHAPALAQ 6 серия / 3 часть #aminkavitaminka #aminak #aminokka #расулшоу
00:59
Аминка Витаминка
Рет қаралды 1,9 МЛН
Cute
00:16
Oyuncak Avı
Рет қаралды 12 МЛН