କେନ୍ଦ୍ରାପଡ଼ା ଝିଅ ବାହା ହୁଅନି // shankar om sharan //

  Рет қаралды 9,578

Khati (ଖଟି)

Khati (ଖଟି)

Күн бұрын

Пікірлер: 193
@rabishankarraut1977
@rabishankarraut1977 2 сағат бұрын
କେନ୍ଦ୍ରାପଡ଼ା ନାଁ ଟା, କହିବାରା ଭଲ ହେଲାନାହିଁ, ଅନ୍ୟ ଜିଲ୍ଲାରେ ବି ହେଉଛି
@SGourav-pf6zf
@SGourav-pf6zf Сағат бұрын
Perticular କେନ୍ଦ୍ରାପଡ଼ା ଶବ୍ଦ କହିବା ଭୁଲ......
@aadilifestyle7378
@aadilifestyle7378 3 сағат бұрын
ଏ କଥା ପୁରା ଓଡିଶା ନୁହେଁ ଭାରତରେ ଘଟୁଛି ଖାଲି କେନ୍ଦ୍ରାପଡ଼ା ଝିଅଙ୍କୁ ବଦନାମ ବଦନାମ କରିବା ଠିକ ନୁହେଁ ଏ ଘଟଣା କଣ ଭଦ୍ରକ ବାଲେଶ୍ୱର ନାଁ ଭୁବନେଶ୍ୱର ରେ ଘଟୁନି କି ସେ ପୁଅର ଦୋଷ କି ତା ପରିବାର ଦୋଷ ନ ଥିବ କିଏ କହି ପାରିବ
@satyabanjena8080
@satyabanjena8080 3 сағат бұрын
ସବୁଠି ଅଛନ୍ତି but କେନ୍ଦ୍ରାପଡ଼ା ରେ ପ୍ରବଳ ଏମିତି ଲୋକ ଅଛନ୍ତି
@sadhaihembram9242
@sadhaihembram9242 2 сағат бұрын
Jouthi besi heu6i se kotha kohichhanti.....india ra sabu jaga re amiti huye ...Kintu besi kendra poda re heu6i
@abm555
@abm555 2 сағат бұрын
Sabu kendrapara jhia kharap nuhanti se bi kahichanti kintu 80 % jhia emtika
@Santosh-y3n
@Santosh-y3n 2 сағат бұрын
No no brother it's fault 80% nuha Maximum 30_40% Kichi kharap acchanti but whole district nuha ... Emiti kahibaku gale odisha re 30 district re kharap bhala acchanti Kaliyug re bhala loka rahibay kharap madhya rahibay So it's natural
@Prakash-ms3qs
@Prakash-ms3qs Сағат бұрын
Y​@@Santosh-y3n
@artsacademy-zr7oi
@artsacademy-zr7oi 2 сағат бұрын
କାହାରି ଚରିତ୍ର ମାଟିର ତିଆରି ହୋଇନଥାଏ ଚରିତ୍ର ଗଠନ ପାଇଁ ଅନେକ କାରକ ଦାୟୀ ମତେ କାହିଁକି ଲାଗୁନାହିଁ ଏମିତି ଚରିତ୍ର ଏକ ନିର୍ଦ୍ଦିଷ୍ଟ ଜିଲ୍ଲା ମାଟିରୁ ତିଆରି ହୁଏ। ତେଣୁ କୈାଣସି ଜିଲ୍ଲାକୁ ଦାୟୀ କରିବା ମୋତେ ଅପରାଧ ପରି ଲାଗୁଛି।
@dibya63
@dibya63 53 секунд бұрын
ସବୁଠୁ best livein ରେ ରୁହ
@HemantaSenapati-p9w
@HemantaSenapati-p9w 25 минут бұрын
ମୁଁ ଏଥିରେ ଏକ ମତନୁହଁ ପ୍ରାୟେ ଜିଲ୍ଲା ରେ...
@RanjitaNandi-d2p
@RanjitaNandi-d2p 12 минут бұрын
Jay jagannath
@chaitanyabariki810
@chaitanyabariki810 53 минут бұрын
😂😂😂😂😂😂ଆରେ ଶଙ୍କରା ତୁ ସୁଧୁରିଯାଆ😢😢😢😢
@ChittaRanjan154
@ChittaRanjan154 2 сағат бұрын
Mu dekhichi 1000% correct
@swadhikarbetaj3768
@swadhikarbetaj3768 Сағат бұрын
ଏମିତିକା ବହୁତ ନିର୍ଦ୍ଦୋଶ ଲୋକ ଜେଲ ଭୋଗୁଛନ୍ତି।
@siddharthmohapatra2274
@siddharthmohapatra2274 25 минут бұрын
କେନ୍ଦ୍ରାପଡ଼ା ସହିତ ଜଗତସିଂପୁର ର ବୋହୁତ ଅଞ୍ଚଳ ରୁ ବି ଏମିତି ଝିଅ ଅଛନ୍ତି, ଭାଈ ମୁଁ ଅଙ୍ଗେନିଭେଇଛି ବୋହୁତ ଥର
@jasobantapatra1675
@jasobantapatra1675 47 минут бұрын
ସଂକୀର୍ଣ୍ଣ ମାନସିକତାର ପରିଚୟ।
@basantinayak1660
@basantinayak1660 42 минут бұрын
ଜଣେ 90 ଆଉ 88 ବର୍ଷ ର ଲୋକ ଯୌତୁକ ନିର୍ଯାତନା ଦେଇ ପାରିବ କି? ଏହା କୁ ବିଚାର କରିବା କଥା.....
@pinakinandanbehera531
@pinakinandanbehera531 Сағат бұрын
ଟୋଟାଲ ବାହା ହୁଅ ନାହିଁ ଖୁସିରେ ରୁହ 😅
@CNWorld-n9y
@CNWorld-n9y 36 минут бұрын
ଗୋଟିଏ ଝିଅ ର ଭୂଲ୍ ପାଇଁ ଆପଣ କେନ୍ଦ୍ରାପଡ଼ା ର ସବୁ ଝିଅ ଙ୍କୁ କଣ ପାଇଁ ବଦନାମ କରୁଛନ୍ତି,,,, ସବୁ ଜିଲ୍ଲା ରେ ଭଲ ଝିଅ ବି ଅଛନ୍ତି ଖରାପ ଝିଅ ବି ଅଛନ୍ତି,,,, ଆପଣ କେନ୍ଦ୍ରାପଡ଼ା,,,,,,,,,,କଣ ପାଇଁ କହୁଛନ୍ତି ଏହା ସମ୍ପୁର୍ଣ୍ଣ ଭୁଲ୍,,,,, ଗୋଟିଏ ଝିଅ ପାଇଁ ସବୁ ଝିଅ ଙ୍କୁ ବଦନାମ କରନ୍ତୁନି.......
@DURYODHANADAS-g9z
@DURYODHANADAS-g9z 3 сағат бұрын
ଭୁଲ, କେବଳ କେନ୍ଦ୍ରାପଡା ନୁହେଁ ଅନ୍ୟ ଜିଲ୍ଲାର କିଛି ଝିଅ ଏମିତି ଅଛନ୍ତି. କଥାହେଲା ସମସକନ୍ଦ ବନ୍ଧୁ କରନ୍ତୁ.
@abm555
@abm555 2 сағат бұрын
Bhai 1000% thik..... Jagatsinghpur jhia bi thik emti
@user-khilikhilihasa52062
@user-khilikhilihasa52062 Сағат бұрын
Kendra pada pari aau kehi besi kharap nuha, kendra pada ru aame bi aanichu janichu ma khudi para
@gopalmurmu8102
@gopalmurmu8102 Сағат бұрын
Bhai tumo ghoro kend ra poda
@nimaimohapatra7186
@nimaimohapatra7186 33 минут бұрын
ଏକ ଦମ ଭୁଲ କଥା, ଆଜିର ଶାଶୁ ମାନେ ପ୍ରବଳ ଲୋଭି ଗରିବ ଘରର ଝିଅ କୁ ବୋହୁ କରି ଆଣିବେ, ଆଣିଲା ବେଳେ ଆମର କିଛି ଦରକାର ନାହିଁ କହିବେ ତାପରେ ତ ଖେଳ ଆରମ୍ଭ, ନହେଲେ ଶଙ୍କର, ଗୋଟେ ଝିଅର ଯଦି ଖେଳାଳି ହୋଇ ଥାନ୍ତା କେବେ ସେ ଆତ୍ମ ହତ୍ୟା କରିନଥାନ୍ତେ ବରଂ ସେ ତ ପ୍ରେମିକ ପାଖକୁ ପଳାଇଥାନ୍ତା. ବିସ୍ଲେସଣ ଭଲ କରି କର.
@durgeshpatra4498
@durgeshpatra4498 41 минут бұрын
ସତରେ ଶଙ୍କର ତୁମେ ଯାହା କହୁଛ ଆଜି କାଲି ସବୁ ସେମିତି ଘଟୁଛି ଯୋଉ ପୁଅ ମାନେ ସପୋର୍ଟ କରୁଛନ୍ତି ସେମାନେ ବୁଝିବା ଉଚିତକାଲି ସେମାନଙ୍କ ସାଙ୍ଗରେ ଏମିତି ନ ହେଉ
@wassypcc8680
@wassypcc8680 3 сағат бұрын
ମୋ ଆଖି ଆଗରେ ଗୋଟେ ଯାଜପୁର ର ବୋହୁ ପର କିୟା ପ୍ରୀତ ରେ ଲିପ୍ତ ରହୁଥିବାର ଦେଖିଥିଲି so dont blame any particular district. ଚରିତ୍ର ଖରାପ ବୋହୁ ସବୁ ଜିଲ୍ଲା ରେ ମିଳିବେ. So କଣ ପାଇଁ କେନ୍ଦ୍ରାପଡ଼ା କୁ ବଦନାମ କରୁଛ ଏଇଟା ଜମାରୁ ଠିକ ନୁହେଁ.
@imshree99
@imshree99 3 сағат бұрын
ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତିଂହପୁର ପଡ଼ୋଶୀ ଜିଲ୍ଲା 😅
@skindoctor21
@skindoctor21 3 сағат бұрын
​@@imshree99 ଆଉ ଏଇ ତିନିଟା ଜିଲ୍ଲା କଟକ କୁ ବଦନାମ୍ କରୁଛନ୍ତି
@sadhaihembram9242
@sadhaihembram9242 2 сағат бұрын
Gote dita ta thibe....besi jadi jani6 ta hele kohiparibo....
@abm555
@abm555 2 сағат бұрын
Bhai kendrapara, Jagatsinghpur, Jajpur, 80% emti........
@Santosh-y3n
@Santosh-y3n 2 сағат бұрын
Good point
@debakantasahoo6694
@debakantasahoo6694 34 минут бұрын
Dara laguchi kendrapara
@shantidevi7848
@shantidevi7848 3 сағат бұрын
Jay Jagannath 😊😊😊
@biranchimallick8692
@biranchimallick8692 Сағат бұрын
। ଶକଂର ଭାଇ ଖାଲି କେନ୍ଦ୍ରାପଡ଼ା ଜିଲ୍ଲା କଥା କୁହନି ଓଡିଶା ର ୮୫% କଥା କୁହ ତମ ଜିଲ୍ଲା ରେ କଣ ସବୁ ଝିଅ ତାକଂ ଶାଶୁ ଶଶୁରଙ୍କ କଥାମାନି ଚଳିତ ଏମିତି ନିର୍ଧିଷ୍ଟ ଜିଲା କହିବା ଠିକ୍ ନୁହଁ
@SANTOSHMohanty-o9n
@SANTOSHMohanty-o9n 14 минут бұрын
Bhai Sabu jillare Eitaa hauchi
@Abhi-panda
@Abhi-panda 2 сағат бұрын
ଝିଅ ତା ମା ଘରେ ଆତ୍ମହତ୍ୟା କରିଛି ତ ପୁଅ ଘର କାହିଁକି ଫଶିବେ। ଶଙ୍କର ବାବୁ ଆପଣ କେବଳ ପୁଅ ପକ୍ଷ କଥା ଶୁଣିଛନ୍ତି ଝିଅ ପକ୍ଷ କଥା ବି ଶୁଣି ମନ୍ତ୍ୟବ ଦେବା କଥା। ଦୋଷ ଯାହାର ବି ହଉ ଭାରତୀୟ ଆଇନ ଝିଅ ମାନଙ୍କ ପକ୍ଷେ ବହୁତ୍ ଲିବେରାଲ।।
@ManojKumar-li3ud
@ManojKumar-li3ud Сағат бұрын
Se jhia aji ta vauni hei thanta athi se pua bala Ra sabu dosa deithanta
@PradeepTandi-i4w
@PradeepTandi-i4w Сағат бұрын
ସତରେ ଶଙ୍କର ଭାଇ ମୁଁ ବି ଜେଲ ଯାଇ ଗୋଟିଏ ମାସ କଟାଇଛି ଆପଣ ଯାହା କହିଲେ ନିରାଟ ସତ୍ୟ କଥା...🙏🙏🙏🙏
@radhashyamsahoo756
@radhashyamsahoo756 3 сағат бұрын
Sankar Bhai u are a good man
@Sujata_Dash_
@Sujata_Dash_ 8 минут бұрын
Praya sabu Jia emiti.
@sibadattajena1311
@sibadattajena1311 3 сағат бұрын
Bhala katha te kahila bhai.
@debasissahoo5683
@debasissahoo5683 8 минут бұрын
ଭାଇ ଲୋ ଏଇଟା ଖାଲି କେନ୍ଦ୍ରାପଡ଼ା ର problem ନୁହଁ ସାରା ଭାରତ ର problem, ତ ଖାଲି କେନ୍ଦ୍ରାପଡ଼ା କୁ ଆଙ୍ଗୁଠି ଦେଖାଅ ନା ଟିକେ ଭଲ ସେ study କର
@bhagabatsahoo3718
@bhagabatsahoo3718 Сағат бұрын
Bhai thik katha kahila
@AshutoshRouth
@AshutoshRouth 6 минут бұрын
Bhai sabu Kendrapara jhia semitika nuhanti
@kapratudu4342
@kapratudu4342 4 минут бұрын
Mayurbhanja re b singal boy candidate bahut dimand m
@sulaimanrahman8657
@sulaimanrahman8657 2 сағат бұрын
କାହିଁକି କେନ୍ଦ୍ରାପଡ଼ା ଖାଲି କହୁଛ, ଏତ ସବୁ ଜାଗାରେ ଅଛି, exposure ତୁମେ ପାଇନ ଅନ୍ୟ ଜାଗlର ବୋଧେ
@Kumarjit-vn6wg
@Kumarjit-vn6wg 3 сағат бұрын
ପୁଅର ବାପା ଯାହା କହିଲା, ସେ ସବୁ ସତ୍ୟ ବୋଲି କେମିତି ଜାଣିଲ ? କାରଣ ଦୁଇ ପକ୍ଷ କଥା ଶୁଣିଲା ପରେ ଜାଣି ପରିବ ଘଟଣାର ସତ୍ୟାସତ୍ୟ କ'ଣ ?
@jibankrushnadas5707
@jibankrushnadas5707 2 сағат бұрын
Bhai bahut Sundar katha
@PRADHANSIR
@PRADHANSIR Сағат бұрын
ତୁ ଶଳା ଶଙ୍କର ମାଡୁଆ ଥିଲୁ ।।। ଏବେ ମୁଁ ଜାଣିଲି ତୁ ଶଳା ଟି ଏଡେ ମୂର୍ଖ । ଏକତରଫା ମନ ଗଢା କାହାଣୀ ଶୁଣି ଏଭଳି ମନ୍ତବ୍ୟ ଦେବା ଏକ ଅଶିକ୍ଷିତ ଓ ମୂର୍ଖାମି ର ପରିଚୟ ।
@bishwaparida1528
@bishwaparida1528 46 минут бұрын
Don't forget Kendrapara is called Tulasi Kshetra.
@Prasad.4678
@Prasad.4678 48 минут бұрын
4:27 ର କଥା ପୁରା ପୁରି ସତ ଆଜିକାଲିର ଝିଅ ମାନେ ସେମିତି
@sanjaykumarbindhani7573
@sanjaykumarbindhani7573 4 минут бұрын
Kendra pada ro jhio 200% aia real true mu janichi mo sohito to bi heichi
@kulamanipatra
@kulamanipatra 3 сағат бұрын
Nice Sharing Bro
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Amiti. Kedist. Achi. Jathikedistra. Katha. Pachireli. Tara. Gota. Gota. Episodera. Nishek. Satya. Katha. Bhideora. Dakhio. Au. Sankarbhai. Mu. Jau. Jau. Dist. Katha. Pachire. Le. Kichi. Kharipe. Bhabi. Bani. Rahile. Namashakar. Jai. Jagannath.
@kalpanaparida3178
@kalpanaparida3178 Сағат бұрын
Kendrapada jhia kana samaste kharap?
@sukantakumarmohanty948
@sukantakumarmohanty948 Сағат бұрын
ଆପଣଙ୍କ କଥା ପୁରା ଠିକ୍ ଅନେକ ମିଛ କେଶ ରେ ନିରୀହ ଲୋକଙ୍କୁ ଜେଲ ରେ ଶଡୁଛନ୍ତି ଆପଣ ଜେଲ ଗଲେ ବୋଲି ସତ୍ୟ କଣ ଜାଣିଲେ ମୁ ଟିକେ ଦୁଃଖିତ ଥିଲି ଆପଣ ଜେଲ ଗଲା ବେଳେ କିନ୍ତୁ ଫାଇଦା ହୋଇଛି ବାଟରେ ଚାଲିଲେ କଣ୍ଟା,ବି ଆସିବ ନାରୀ ହି ସବୁ ଅନର୍ଥ ର କାରଣ ସେ ବୁଝୁନି ମୋ ଦ୍ଵାରା କେତେ ପରିବାର ନଷ୍ଟ ହେଉଛି
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Jagatsinghapur. Distghea. Anilakonheba
@basantasenapati4986
@basantasenapati4986 2 сағат бұрын
Vala haeche ok
@pratapkumarbehera5298
@pratapkumarbehera5298 Сағат бұрын
Kendrapara name kan paine neucha?
@jyotiprakashnayakjyotiprak5086
@jyotiprakashnayakjyotiprak5086 Сағат бұрын
Anya zila re bi houchi kintu A katha bi sata kou chanti kn kariba sabu samaya ra khela...
@Aditya-vd8vp
@Aditya-vd8vp Сағат бұрын
Right bhaii. 👍
@ChhabilalGond1244
@ChhabilalGond1244 Сағат бұрын
Thank you sir
@Arihantking
@Arihantking 2 сағат бұрын
ଆଜିକାଲିର ପ୍ରାୟ ୫୦% ଝିଅ ଏମିତି ତେଣୁ ବୁଝି ସୁଝିକି ବାହା ହୁଅ ନ ହେଲେ ନାମ ନେବ 😢
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Kuropate. Dist. Ghea. Anila. Kon. Heba. Kuha.
@tophanswain6027
@tophanswain6027 7 минут бұрын
ମୁଁ ତୁମର ଜଣେ subscriber from କେନ୍ଦ୍ରାପଡ଼ା ତମେ କେନ୍ଦ୍ରାପଡ଼ା ଜିଲ୍ଲା ଝିଅ କଥା କହିଛ ତା ପରିଣାମ ଭୋଗିବାକୁ ପଡ଼ିବ ଆଉ କଥା ରହିଲା କେନ୍ଦ୍ରାପଡ଼ା ଟୋକା କଥା କହିଲନି ତ ତୋ ଘରେ ପଶି କଣ କରିଥାନ୍ତେ ତୁ ଜାଣିଛୁ ସମୟ ଅଛି ଏ ସବୁ ବନ୍ଦ୍ କର ଆଗକୁ ବହୁତ୍ ମାଡ଼ ଅଛି ରେ ବାବା😂
@gourabmasih2507
@gourabmasih2507 2 сағат бұрын
Right bhai!
@UmeshBehera-cc4ik
@UmeshBehera-cc4ik 26 минут бұрын
Kendra Pada na dhariba bhul
@r.d..loveguru877
@r.d..loveguru877 Сағат бұрын
Mo wife dinare 100 thara dhamak douchi maribaku carona ..dengu sabu hele hele malani ce😢😢😢
@debabratasahoo9877
@debabratasahoo9877 Сағат бұрын
Nowadays trend is going on everywhere, not only in a specific area.
@pramodmohanty9884
@pramodmohanty9884 29 минут бұрын
amiti bahut bhul hauchi bahut nirdohs loka jail bhoguchanti police pani jane fir dela police kichi invest nakari jaha nare fir taku bhitare puridela
@jasobantapatra1675
@jasobantapatra1675 54 минут бұрын
Bhai apano e kon karuchanti,? auu gote FIR hebo
@srikantbehera399
@srikantbehera399 3 сағат бұрын
Sankar Bhai keep growing 💗
@SKGAMING99575
@SKGAMING99575 Сағат бұрын
A Katha sabuade houch a kichhi nua nuhne.
@hindurakshak6665
@hindurakshak6665 4 сағат бұрын
Right❤
@Santosh-y3n
@Santosh-y3n 2 сағат бұрын
Society re kichi bhala acchanti kichi kharap loka acchanti so whole district kharap nuha maximum number kahibaku gale 30% kharap loka society re acchanti baki 70 % bhala loka acchanti... Shankar bhaie apanka calculation bhul hoiethaipare... Kichi kharap loka paine samaste kharap hebeni... Society re bhala kharap rahiba
@swagatikapradhan8690
@swagatikapradhan8690 Сағат бұрын
Pandian bi Kendapada jhia ku marriage kariki fasichi
@bhaktiprasannamahapatra6944
@bhaktiprasannamahapatra6944 27 минут бұрын
??
@HursikeshBehera-s5w
@HursikeshBehera-s5w Сағат бұрын
Ahar .natak bi acchi..
@ganeshch.behera4454
@ganeshch.behera4454 Сағат бұрын
Bhi ma sama be same hae6i🎉
@Pp-fs5wn
@Pp-fs5wn 3 сағат бұрын
ସତ କଥା ରେ
@TapaswiniDas-jh6gf
@TapaswiniDas-jh6gf Сағат бұрын
Right
@pramodanayak9168
@pramodanayak9168 3 сағат бұрын
Please don't blame the particular district. Such type of cases are very common in the society . You just make the stories that you find and highlight what we learn from it.
@bcn7pradhan110
@bcn7pradhan110 2 сағат бұрын
Kendrapada jhiya mane ahi loka ku chhada nahi authare jail pathao
@TruePathh.official
@TruePathh.official Сағат бұрын
Individual and particular district naan lekhila puni kila neba ...Tama paati kholiba taa tama paain bipada aane😂😂😂
@BabuliBehera-zs2ko
@BabuliBehera-zs2ko 3 сағат бұрын
ବହୁତ ଭଲ କଥା ପଦେ କହିଛନ୍ତି
@JyoshnamayeeMishra
@JyoshnamayeeMishra 3 сағат бұрын
Thik. Katha
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Cuttack. Ru. Ghea. Anila. Kon. Haba.
@kailashkumarsahoo-d6q
@kailashkumarsahoo-d6q 59 минут бұрын
Samaste saman nuhnanti. lanka re bi rama bhakta thile .Jou mane coment karuch tike mu kendra padara jhia jatra dekhila.
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Keonjhar. Distghea. Anila. Konheba. Kuha
@lasyamayeesarangi1564
@lasyamayeesarangi1564 3 сағат бұрын
Kendrapara jhia kattha kahi bhul hela
@rinaranipati4462
@rinaranipati4462 Сағат бұрын
Bapadhana Abe pua bahaghara karibaku daralaguchi
@manoranjansenapati7519
@manoranjansenapati7519 Сағат бұрын
Mahila saraekhyna
@JyoshnamayeeMishra
@JyoshnamayeeMishra 3 сағат бұрын
Bhaipuri. Distghea. Anilakon. Hebakuha.
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Anguldistghea. Anila. Konhaba
@narayanparida5469
@narayanparida5469 3 сағат бұрын
ଜେଲ କିଛି ଶିଖାଏ ଏ ଶୀର୍ଷକ thumbnail ବନ୍ଦ କର।
@bbsenapati2245
@bbsenapati2245 2 сағат бұрын
Particular district name kahi nathile bhal hoithanta. Total India re emit hoigalani.
@psahu9670
@psahu9670 2 сағат бұрын
Have you visited that girl's house to discuss this matter and if not how can you blame the whole people of Kendrapara. Don't create discrimination.
@rupaswain1455
@rupaswain1455 2 сағат бұрын
Bhai sabu jhia sei vali nuhanty
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Jajpurdistghea. Anila. Konheba. Kuha.
@bibhutibhusannaik1245
@bibhutibhusannaik1245 3 сағат бұрын
District mention nei kara
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Dhenkanal. Distghea. Anila. Kon
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Baleswer. Distghea. Anilakon. Heba. Kuha
@RudraparatapSwain-qw6zf
@RudraparatapSwain-qw6zf Сағат бұрын
କେନ୍ଦ୍ରାପଡ଼ିଆ ଯେତେବେଳେ ଠିଆ ଠିଆ ଗେହିଁବେ ବୁଝି ପାରିବୁ ଶଙ୍କରା ପୁଣି କିଳା ନେବୁ। ଗୋଟେ କଥା ମନେ ରଖେ ଶଙ୍କରା ଗୋଟେ ହାତରେ ତାଳି ବାଜେନି।
@statuskinggn95
@statuskinggn95 3 сағат бұрын
Chhhi kendrapara
@Abhi-panda
@Abhi-panda Сағат бұрын
@@statuskinggn95 ଛି ଛି
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Bhadrakdist. Ghea. Anila. Kon. Heba. Kuha.
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Mayurbhanjadist. Ghea. Anila. Kon. Heba. Kuha.
@aravindapattanayak2966
@aravindapattanayak2966 43 минут бұрын
Don't indicate to the girls of a particular district, you will find same in other districts or every where
@statuskinggn95
@statuskinggn95 3 сағат бұрын
Yes
@Rdxtalk24
@Rdxtalk24 Сағат бұрын
Kendra pada jhia kichi... Bekar sasta ru nasta
@SrichGiri
@SrichGiri 3 сағат бұрын
Nice
@Bkn-j9j
@Bkn-j9j 2 сағат бұрын
Tu kendrapada ra samastanka gharaku jaichu bodhe.
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Ganjam. Distghea. Anila. Konheba. Kuha
@chitaranjan9677
@chitaranjan9677 Сағат бұрын
Galua mi katha kn pain kahuchha ,but Khali kendrapada jhia nuhe all india ra jhia hin aha chahanti.. husband Saha rahubaku .but tume kn pain kahuchha Khali kendrapada jhia katha ...sankar babu tike bhabiki kuh...tuma chintadhara amiti haba katha nuhe
@JyoshnamayeeMishra
@JyoshnamayeeMishra 3 сағат бұрын
Bhai. Sundargharadist. Ghea. Anila. Kon. Heba. Kuha.
@psiba3373
@psiba3373 3 сағат бұрын
Bhai ammo India ra law and justice system kebe chenge hebbo
They Chose Kindness Over Abuse in Their Team #shorts
00:20
I migliori trucchetti di Fabiosa
Рет қаралды 11 МЛН
Natia Comedy Part 500 || Batya Dana || Odia carton || Odia comedy
15:50
utkal cartoonworld
Рет қаралды 712 М.