ଧର୍ମେନ୍ଦ୍ର ପ୍ରଧାନ ନାଁ ଚେଞ୍ଜ କରି ନବୀନ ପ୍ରଧାନ ରଖୁନ ! shankar mada || shankar om sharan || khati

  Рет қаралды 63,863

Khati (ଖଟି)

Khati (ଖଟି)

Күн бұрын

Пікірлер: 542
@dillipkhanda3789
@dillipkhanda3789 2 ай бұрын
ଅନ୍ଧଭକ୍ତଙ୍କୁ ଯେତେ କହିଲେବି ସେଇ ଅନ୍ଧ ଭକ୍ତ
@kalingaranjan2074
@kalingaranjan2074 2 ай бұрын
ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |
@SureshChandraSahoo-qs4bp
@SureshChandraSahoo-qs4bp 2 ай бұрын
Right 👍 sir ❤ jumula bjp rangadia sarakar hatiba daraka🎉
@jyotisangrammohanty8
@jyotisangrammohanty8 2 ай бұрын
​@@kalingaranjan2074magiha thik kahila om sankara
@AJAYChhatria-o7e
@AJAYChhatria-o7e 29 күн бұрын
Good
@Rahulsinghofficial323
@Rahulsinghofficial323 2 ай бұрын
ଏହି ମନ୍ତ୍ରୀ ପରା କହୁଥିଲା ଛାଡ଼ ହୋ ୩୦୦ ୟୁନିଟି ବିଜୁଳି ଆମେ ଦେବୁ ଛାଡ଼ ହୋ କୁଆଡେ ଗଲା ସେ ସବୁ କଥା ବିଜେପି ସରକାର କେବଳ ନା ବଦଳlଇବା ଜାଣିଛନ୍ତି ଆଉ କିଛି କାମ ନାହି 🙄
@cuty_mama9801
@cuty_mama9801 2 ай бұрын
Tame sankara galua
@SugyanKusum
@SugyanKusum 2 ай бұрын
Au tume param desh bhakt​@@cuty_mama9801
@Riteshytc
@Riteshytc 2 ай бұрын
Chaado ho🚫 mudi deba300 unit bijli free😆😆 ebe kuade luchiki acha ho dio tk bijli free
@Rahulsinghofficial323
@Rahulsinghofficial323 2 ай бұрын
@@cuty_mama9801ଆମେ ସରକାର ରେ ନାହୁ ଗଲୁଆ ବାବୁ ଆମେ ହେଲେ ଜନତା 😅😂
@Rahulsinghofficial323
@Rahulsinghofficial323 2 ай бұрын
​@@Riteshytcଛାଡ଼ ହୋ 😅
@rajkishoregiri9781
@rajkishoregiri9781 2 ай бұрын
ଅତିସୁନ୍ଦର।
@prasantpattanayak5511
@prasantpattanayak5511 2 ай бұрын
U r right
@DHARMENDRASINGH-dx7gx
@DHARMENDRASINGH-dx7gx 2 ай бұрын
Thank you sir
@govindakusulia7741
@govindakusulia7741 2 ай бұрын
ବହୁତ୍ ବହୁତ ଧନ୍ୟବାଦ୍ ଶଙ୍କର ଭାଇ ଠିକ୍ ଜବାବ ଦେଲ ।ଧର୍ମେନ୍ଦ୍ର ପ୍ରଧାନ ଜଣେ ଭଲ ମିଛୁଆ ମନ୍ତ୍ରୀ ଅଟନ୍ତି।ଯାହା କହନ୍ତି ତାହା କରନ୍ତି ନାହିଁ ।
@AsishKumar-qw2xu
@AsishKumar-qw2xu 2 ай бұрын
ତା ନାଁ ନରେନ୍ଦ୍ର ପ୍ରଧାନ ନହଲେ ତୈଳେନ୍ଦ୍ର ପ୍ରଧାନ କରିଦେଲେ ଭଲ ହୁଅନ୍ତା
@krushnamohanprusty2728
@krushnamohanprusty2728 2 ай бұрын
Good suggestion. !🎉
@BhaskarHabada-td6bq
@BhaskarHabada-td6bq 2 ай бұрын
ନେତା ମାନଙ୍କ ନାମ ଏବଂ ରଙ୍ଗ ବଦଳିବା ଦରକାର
@sundargarhsng9463
@sundargarhsng9463 2 ай бұрын
101 percent right.
@najnar1264
@najnar1264 2 ай бұрын
ଭାଇ ନାଁ ଚେଞ୍ଜ କରି ବାର ଅଛି ତ ଆଗ ରଘୁବର ଦାସ ଓ ତାଙ୍କ ପୁତ୍ର ଲଲନ ଦାସଙ୍କ ନାଁ ଚେଞ୍ଜ କରନ୍ତୁ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେ ବି ଲାଜ ସରମ ବୋଲି କିଛି ନାହିଁ। ଏପ୍ରକାର ମାଷ୍ଟର ଷ୍ଟ୍ରୋକ କେବଳ ଧରାଯାଇଥିବା ସୁନା ରୂପା ଉପରୁ ଲୋକମାନଙ୍କ ଧ୍ୟାନ ହଟାଇବା ପାଇଁ। ଧନ୍ୟ ତୁମେ ଧର୍ମେନ୍ଦ୍ର ପ୍ରଧାନ ।
@anandamohakuda4943
@anandamohakuda4943 2 ай бұрын
Ekdam thik katha agyan 👍
@pprabhashpprabhash1883
@pprabhashpprabhash1883 2 ай бұрын
100.%right
@subaschandrapradhan2201
@subaschandrapradhan2201 2 ай бұрын
Absolutely right.
@prasantpattanayak5511
@prasantpattanayak5511 2 ай бұрын
U will be the future chief minister
@prettyhayati8366
@prettyhayati8366 2 ай бұрын
ଧର୍ମେନ୍ଦ୍ର ର ନାମ ଧରମ ଛଡା ପ୍ରଧାନ ରଖା ଯାଉ... ମୋହନ ର ମଦ ମୃତ୍ୟୁ.. ଆଉ ନରେନ୍ଦ୍ର ର?
@Zanil-kr7ll
@Zanil-kr7ll 2 ай бұрын
😁😁😁
@padmalochansahu5807
@padmalochansahu5807 2 ай бұрын
ଯେମିତି ଗୋବର ପାତ୍ର ନାମ ହୋଇଛି, ସେମିତି ------- ପ୍ରଧାନ ନ ହୋଇ ମଳ ପ୍ରଧାନ ହେଲେ ଭଲ ହେବ ।
@itsstorytime-odia3223
@itsstorytime-odia3223 2 ай бұрын
Haa haa😂😂
@riteshnayak8824
@riteshnayak8824 2 ай бұрын
😂😂
@chaitanyachaitanya8651
@chaitanyachaitanya8651 2 ай бұрын
You are speaking so correct.
@niranjanmishra5927
@niranjanmishra5927 2 ай бұрын
Very good
@theanachannel4161
@theanachannel4161 2 ай бұрын
Bahut badhia
@felixnayak6317
@felixnayak6317 2 ай бұрын
ଧର୍ମେନ୍ଦ୍ରର ନାମ ନାଥୁରାମ ଗଡସେ ନା କରାଯାଉ!
@satyabratmahalik7237
@satyabratmahalik7237 2 ай бұрын
Na ho ya na Adharma rakha jau ghusuri muha chora ta
@sanjuktamohanty9668
@sanjuktamohanty9668 2 ай бұрын
You are right ✅️
@avinabihari338
@avinabihari338 2 ай бұрын
ଅତି ସୁନ୍ଦର କଥା
@umapatra1958
@umapatra1958 2 ай бұрын
Very good sir. Jai shri krishna❤❤ 💚💙🌹🌹🇧🇴👌🏾👍🏽💃🏽
@BhaskarHabada-td6bq
@BhaskarHabada-td6bq 2 ай бұрын
ଠିକ
@sanjynayak2371
@sanjynayak2371 2 ай бұрын
ଗୁଜୁରାଟି ପରାତାଙ୍କବୋପା ଭଲଲାଗିବନିକେମିତି
@pradeepdas7712
@pradeepdas7712 2 ай бұрын
Good Suggestion, Thank you.
@Sujata_Dash_
@Sujata_Dash_ 2 ай бұрын
My father was a Revenshaw vian.He was always feeling higly privileged as a Revenshaw vian.During the academic session,1966/67.
@BasantaMurmu-o7b
@BasantaMurmu-o7b 2 ай бұрын
ଧର୍ମେନ୍ଦ୍ର,... ଷଡ଼ଙ୍ଗୀ, ସାମଲ, ମାଝୀ, ମୋଦୀ, ଶାହା ଇତ୍ୟାଦି 😂
@JagamohanNaik-x5o
@JagamohanNaik-x5o 2 ай бұрын
Right katha kahila bhai
@sushilchakisushil557
@sushilchakisushil557 2 ай бұрын
ସେପଟେ ସପ୍ତମ ଫେଲ୍ social ଠକ ନାଲି ଗାମୁଛା ଏବେ ରେଭେନ୍ସା ଉପରେ ଭାଷଣ ମାରିବାରେ ବ୍ୟସ୍ତ 😅😅😂
@anandamohakuda4943
@anandamohakuda4943 2 ай бұрын
😅😅
@rajkishoregiri9781
@rajkishoregiri9781 2 ай бұрын
ଉଚ୍ଚକୋଟିର ଯୁକ୍ତି ଉତ୍ଥାପନ କଲେ । ଭଲ ଲାଗିଲା ।
@abhilomsabar2961
@abhilomsabar2961 2 ай бұрын
100%right speach sir
@dwijarajpati1138
@dwijarajpati1138 2 ай бұрын
ଆପଣ ଯାହା କହୁଛନ୍ତି ଅନ୍ଧ ଭକ୍ତ କଣ ବୁଝୀ ପାରୁଛନ୍ତି
@HrudanandaNayak-t8q
@HrudanandaNayak-t8q 2 ай бұрын
ଶଙ୍କର ଭାଇ ତୁମର କିଛି କଥା ରେ ଗୁରୁତ୍ବ ଦିଅତି ନାହିଁ ଓଡ଼ିଶାର‌ ଲୋକ ତୁମ କଥା ପାଇଁ ଲଜ୍ଜିତ ହଉଛ ମାଡ଼ ଖାଉଛ ଆଉ ଇତିହାସ ଉପରେ କୁହ ବାଳ କଥା କୁହ ନାହିଁ
@niranjantripathy9806
@niranjantripathy9806 2 ай бұрын
Very Very Nice
@sanjuSingh-qb4ks
@sanjuSingh-qb4ks 2 ай бұрын
ତୁମର ସ୍ପଷ୍ଟ ବାଦିତା କୁ ଧନ୍ୟବାଦ୍ ।ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବା ଦରକାର ।
@jprakashstudio7463
@jprakashstudio7463 2 ай бұрын
Bhai ayara na adhamar pradhan kara jau
@sanatansahoo8683
@sanatansahoo8683 2 ай бұрын
Dharmendra Pradhan gote chora odisha basi Jago
@reviewsnehasis1377
@reviewsnehasis1377 2 ай бұрын
Waah...aetebele thik se bujheiki kahila
@NevaMajhi-j8b
@NevaMajhi-j8b 2 ай бұрын
ଶଙ୍କର ଭାଇ ଭଲ କରି ଧୋଇ ଦିଅ
@goutamchatial8247
@goutamchatial8247 2 ай бұрын
Darmendra tara nam rabana karu
@reetap4008
@reetap4008 2 ай бұрын
ସତ କଥା ଧର୍ମେନ୍ଦ୍ର ନାମ ଧରି କେବଳ ଅଧର୍ମ ପାପ ର ପ୍ରତୀକ କହିଲେ ଏଇ ଧର୍ମେନ୍ଦ୍ର ପ୍ରଧାନ କୁ ହି ବୁଝୁଛି ତେଣୁ ତାର ନାମ ଅଧର୍ମୀ ପ୍ରଧାନ ହେଉ।😂😂
@arjunmohanta233
@arjunmohanta233 2 ай бұрын
ଛାଡ ହୋ ଏ ହାର ନାମ ଧର୍ମେନ୍ଦ୍ର Envercity ରଖାଯାଉ ....❤❤❤😂
@priyankapradhan-ld1bc
@priyankapradhan-ld1bc 2 ай бұрын
Bhai maile pade
@prabhatsahu4210
@prabhatsahu4210 2 ай бұрын
Se ଆଗରୁ ଯିଏ ସବୁ ଥିଲେ ମୂର୍ଖ ଏବେ ଯେତକ ବିଜେପି ନେତା ସବୁ ପାଟୁଆ ଆସିଛନ୍ତି
@MadhabachandraNayak
@MadhabachandraNayak 2 ай бұрын
BJP only change of name
@kanhapradhan3016
@kanhapradhan3016 2 ай бұрын
ଶଙ୍କରା ତୋର କେବେ 1 ମିଲିୟନ ହବ
@pramodkumarrout2981
@pramodkumarrout2981 2 ай бұрын
Adharma ta mrukha ta kichi janini
@PrakashMohanty-qx6vl
@PrakashMohanty-qx6vl 2 ай бұрын
You are right
@rajeshpanda1510
@rajeshpanda1510 2 ай бұрын
ବହୁତ୍ ଭଲ ଅଛି । ସ୍ଵତନ୍ତ୍ର ଓଡିଶା ପାଇଁ ମହାରାଜ ଗଜପତି ମହାରାଜାଙ୍କ ଅବଦାନ କିଛି କମ୍ ନୁହେଁ।
@asha5513
@asha5513 2 ай бұрын
Bhai ak dam sahi kaha 😂😂😂😂😂 Naveen Patnaik is not a name only but also it is a brand 😊
@TapaswiniDas-jh6gf
@TapaswiniDas-jh6gf 2 ай бұрын
Well said sir
@SURAJKUMAR-rn5xi
@SURAJKUMAR-rn5xi 2 ай бұрын
ଚାରି ଆଖିଆ କରିଦିଅନ୍ତୁ
@BhaskarHabada-td6bq
@BhaskarHabada-td6bq 2 ай бұрын
ପାଞ୍ଚ ବର୍ଷ ରଙ୍ଗ ବଦଳାନ୍ତୁ ଯେଉଁ ସରକାର ଆସିବ ଆପଣ ଙ୍କର ରଙ୍ଗ ବଦଳାଇ ବାକୁ ଆଉ ପାଞ୍ଚ ବର୍ଷ ସମୟ ନେବ ଭ ଲ ରାଜନୀତି କରି ଦେଶ କୁ ବିକିବ
@suryanarayanpadhi4176
@suryanarayanpadhi4176 2 ай бұрын
Good advice 👌
@ranajitkumarmohanty9740
@ranajitkumarmohanty9740 2 ай бұрын
ସୁନା ଚୋର, ପ୍ରଶ୍ନ ପତ୍ର leak, ବାପାକୁ ତାଲା ମାରିବା ଲୋକ ଠାରୁ ଆ ଠାରୁ ଅଧିକ ଆଶା ରଖନ୍ତୁନି ll ରେଭେନ୍ସା ଭଳି ଅନୁଷ୍ଠାନ ରହିଲେ ଅନ୍ଧଭକ୍ତଙ୍କ ସଂଖ୍ୟା ବଢ଼ୁନି ll ଯେଉଁମାନେ ହେଲେ ଲଜ୍ଜାହୀନ ତାଙ୍କୁ ଡରିଲେ ଭଗବାନ ll ଏବେ ସବୁ ଓଡ଼ିଆ ରେଭେନ୍ସା ରେଭେନ୍ସା ହେଲେ, ରତ୍ନଭଣ୍ଡାର ଅଳଙ୍କାର ପଠେଇଦେବେ ଗୁଜୁରାଟ ll ସାଧୁ ସାବଧାନ ll
@swarnalatasahoo1293
@swarnalatasahoo1293 2 ай бұрын
Thik katha kahuchhanti Sankar babu
@subaschandrapradhan2201
@subaschandrapradhan2201 2 ай бұрын
ASHMITA !
@gagansethi5758
@gagansethi5758 2 ай бұрын
Sabu name ta change karucha D pradhan change Kari mandu pradhan karantu
@hariharapanda678
@hariharapanda678 2 ай бұрын
ଶଙ୍କର ଭାଇ ତୁମେ ଠିକ କହିଲ
@BhaskarHabada-td6bq
@BhaskarHabada-td6bq 2 ай бұрын
କେବଳ ସରକାରୀ ଦପ୍ତର ର ରଙ୍ଗ ବଦଳୁଛି, ଏବେ ବେସରକାରୀ ଦପ୍ତର ଏବଂ ବସ ର ମଧ୍ୟ ରଙ୍ଗ ବଦଳାଅ ସବୁ ଓଡିଶା ପ୍ରଦେଶ ରେ ଅଛି
@narayansethy7168
@narayansethy7168 2 ай бұрын
Thanks Shankar Babu, Sandar Jabab
@lalitranjanpurohit8389
@lalitranjanpurohit8389 2 ай бұрын
କି ସୁନ୍ଦର ପ୍ରସ୍ତାବ
@MITARANIPRADHAN-p7h
@MITARANIPRADHAN-p7h 2 ай бұрын
ଭାଇ ଓଡ଼ିଆ ଅସ୍ମିତାଯେଉଁମନ୍ତ୍ରିମାନେକହୁଛନ୍ତି ଓଡ଼ିଆରକେତଟିବର୍ଣ୍ଣମାଳାଅଛିତାପରେଅଡ଼ିଆର ଅସ୍ମିଉପରେକହିବେ
@kalingaranjan2074
@kalingaranjan2074 2 ай бұрын
ଓଡିଶା ପାଇଁ ଅଭିବୃଦ୍ଧି ତଥା ସମୃଦ୍ଧତା ଏକ ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟ ରଖିବା ପରିବର୍ତ୍ତେ ବିଜେପି କେବଳ ନିଜର ରାଜନତିକ ଅଭିଳାଷର ପୂର୍ବାନୁମାନ କରି ନିଜର ଆତ୍ମ-କେନ୍ଦ୍ରିତ , ଆତ୍ମ ସନ୍ତୋଷ ,ସ୍ୱାର୍ଥପରତା ,ଶସ୍ତା ଏବଂ ନିମ୍ନ ମାନର ରାଜନତିକ ମାନସିକତା ପ୍ରଦର୍ଶନ କରୁଛି।
@samaysoren7294
@samaysoren7294 2 ай бұрын
Naveen Pradhan 😂😂😂😂
@shradhacookingstyle1451
@shradhacookingstyle1451 2 ай бұрын
Narendra Modi Pradhan kale bahut bhala lagiba
@NandaVloggers
@NandaVloggers 2 ай бұрын
ବଢିଆ।
@prafuldas4568
@prafuldas4568 2 ай бұрын
He should be change his father's name pl
@debashisdash5186
@debashisdash5186 2 ай бұрын
ବହୁତ ସୁନ୍ଦର ଆଜ୍ଞା।ଓଡ଼ିଆ ରାଜାଙ୍କ ଦ୍ୱାରା ପ୍ରଦତ୍ତ ନାମକୁ ଏମାନେ ଗ୍ରହଣ କରିପାରୁ ନାହାନ୍ତି ଖାଲି ମିଛ ଟାରେ ଅସ୍ମିତା ଅସ୍ମିତା ଚିଲୋଉ ଛନ୍ତି।ଏମାନେ ନିଜକୁ ମୟୂରଭଞ୍ଜ ରାଜା,ମଧୁ ବାବୁ,ବ୍ୟାସ କବି ଫକିର ମୋହନ ଙ୍କ ଠାରୁ ଅଧିକ ଜ୍ଞାନୀ ଭାବୁଛନ୍ତି।
@pryambadakar244
@pryambadakar244 2 ай бұрын
My son is pass out in revenshaw university I'm proud for this revenshaw university
@bijyakumarshaoo6887
@bijyakumarshaoo6887 2 ай бұрын
BJP sarakar chora sarkar
@chandramanidas2749
@chandramanidas2749 2 ай бұрын
Thank you so much sir
@kalingaranjan2074
@kalingaranjan2074 2 ай бұрын
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧ୍ୟାନ ଦେବା ଆବଶ୍ୟକ ଯେ ଓଡିଶା ରାଜ୍ୟରେ କେତେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଛି ଏବଂକେନ୍ଦ୍ରୀୟ ବିଦ୍ୟାଳୟ ଅଛି କିପରି ସଂଖ୍ୟା ବୃଦ୍ଧି ହେବ ଏବଂ କେତେଗୁଡ଼ିଏ ଖାଲି ପଦବୀ କେନ୍ଦ୍ରୀୟ ବିଦ୍ୟାଳୟ, ଆଇଆଇଟି ଏବଂ ଆଇଆଇଏମ୍ ଏବଂ କୋରାପୁଟରେ ଥିବା ଓଡ଼ିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଛି ବିଷୟରେ ଚିନ୍ତା କରିବା ଆବଶ୍ୟକ।ଯାହାକି ଜଣେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀଙ୍କଠାରୁ ସର୍ବନିମ୍ନ ଆଶା |
@kalingaranjan2074
@kalingaranjan2074 2 ай бұрын
ଓଡିଶା ପାଇଁ ଅଭିବୃଦ୍ଧି ତଥା ସମୃଦ୍ଧତା ଏକ ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟ ରଖିବା ପରିବର୍ତ୍ତେ ବିଜେପି କେବଳ ନିଜର ରାଜନତିକ ଅଭିଳାଷର ପୂର୍ବାନୁମାନ କରି ନିଜର ଆତ୍ମ-କେନ୍ଦ୍ରିତ , ଆତ୍ମ ସନ୍ତୋଷ ,ସ୍ୱାର୍ଥପରତା ,ଶସ୍ତା ଏବଂ ନିମ୍ନ ମାନର ରାଜନତିକ ମାନସିକତା ପ୍ରଦର୍ଶନ କରୁଛି।
@Sanjibdigal-d3r
@Sanjibdigal-d3r 2 ай бұрын
ଠିକ୍ ବଥା
@rameshdhal7553
@rameshdhal7553 2 ай бұрын
ଧନ୍ୟବାଦ ଶବ୍ଦଭେଦୀ ଶଙ୍କର😀👌👍
@PanchananParida-ot8cx
@PanchananParida-ot8cx 2 ай бұрын
Absolutely correct comment
@pradeepkumarmurmu47
@pradeepkumarmurmu47 2 ай бұрын
❤❤❤
@smrutiranjandhar.131
@smrutiranjandhar.131 2 ай бұрын
ମୁକୁ ପ୍ରଧାନ
@gaurangswain657
@gaurangswain657 2 ай бұрын
Sankar babu dharmendra ko anda mada kale bhalaheb
@LilabatiLuha
@LilabatiLuha 2 ай бұрын
Right katha bhai
@prakashchandraacharya119
@prakashchandraacharya119 2 ай бұрын
ତୋର କଥା କାହାକୁ ଭଲ ନାଇଁ ଲାଗାବାର
@BhimiBag
@BhimiBag 2 ай бұрын
ନରେନ୍ଦ୍ରପ୍ରଧଙ୍କରିବ
@bibhutisahu4204
@bibhutisahu4204 2 ай бұрын
ରେଭେନ୍ସା, ଗୋଟେ ହାରାମି ନରହନ୍ତା ଲାଗି କାହିଁକି ଯୁକ୍ତି କରୁଛି ବିରୋଧୀ, ସେ କେତେ ନିରୀହ ଲୋକଙ୍କୁ ମାରିଛି, କେତେ ଲୋକଙ୍କୁ ଅତ୍ୟାଚାର କରିଛି, ଇଂରେଜ ମାନଙ୍କ ଲାଗି କଂଗ୍ରେସ ର ପ୍ରେମ ସବୁବେଳେ ଉଛୁଳେ
@kumarkunja
@kumarkunja 2 ай бұрын
Bhai ea Mane ama Loko ku bhul news dakhuchanti
@gcmohanty7484
@gcmohanty7484 2 ай бұрын
As per them, those don't have studied in Revenshaw College, Cuttack or College other than Revenshaw they don't have Odia Asmita. Those posting against a Cabinet Minister of Odisha and attacking his personal achievements, don't know how far they will stand with their vulgar words, for upliftment of Odia Asmita. When the name of Cuttack college established in 1868 and become a full fledged college around 1976 has been changed to Revenshaw College in British regime, Why it has not been renamed post independence yet...!!! It seems some people still living with the colonial mindset and feel proud to be known as a Revenshaw-Vian. I am not connected with any political party, but will recommend the historians and intelactual of Odisha, to have a debate on the issue seriously.
@jakubananda6418
@jakubananda6418 2 ай бұрын
Thank U sankar bhai
@ConfusedBirchForest-cj6tc
@ConfusedBirchForest-cj6tc 2 ай бұрын
Right❤❤
@jagannathbhagwan9385
@jagannathbhagwan9385 2 ай бұрын
ଆଜିକାଲି ର ମୁର୍ଖ ଓଡ଼ିଶା ଲୋକ ମୁର୍ଖାମି କରିଛନ୍ତି କବାଡି ବାଲା ଅଯୋଗ୍ୟ ବିଜେପି କୁ ଶାସନ ରେ ଵସେଦେଲେ ଏବେ ପରିବର୍ତ୍ତନ ଖାଇ କି ମରିକି ମୋକ୍ଷ ପାଇଯିଵେ କାରଣ ଶୃଗାଳ ଦଳ ରେ ସଵୁ ଭଗବାନ, ୩୩କୋଟି ଦେବା ଦେବୀ ଅଛନ୍ତି ସେଥିପାଇଁ ମୋକ୍ଷ ସେମାନେ ପାଇବେ ବିଜେପି କୁ ଭୋଟ ଦେଇ ଛନ୍ତି ଯ ଉମାନେ
@rajatkumarsingh6214
@rajatkumarsingh6214 2 ай бұрын
Thanks🌹🙏. For u r good suggestions. Keep it on..........
@TrinathHarijan-j6w
@TrinathHarijan-j6w 2 ай бұрын
Super kohil bor
@kadambinibiswal7331
@kadambinibiswal7331 2 ай бұрын
You're right 👍👍👍👍👍
@HrudanandaNayak-t8q
@HrudanandaNayak-t8q 2 ай бұрын
ତୁମେ ଟିକେ ଇତିହାସ ଦେଖ ବହୁତ କହୁଛି
@ramashau8238
@ramashau8238 2 ай бұрын
ଜଗନ୍ନାଥ ବଵଭଦ୍ର ଓ ସୁଭଦ୍ରାଙ୍କ ପରେ ଧମେନ୍ଦ୍ର ସୁଦଶ'ନ ହୁଅନ୍ତୁ
@SudhirPradhan-e2i
@SudhirPradhan-e2i 2 ай бұрын
Sabas sankar bhai, apana birodhinku uchit jawab deicha 🙏🙏
@BiswaranjanBehera-kn4wx
@BiswaranjanBehera-kn4wx 2 ай бұрын
Nama badalai dele 4 guna patha pdda heba, sankra vai ,belajy nku ta lajnahi, AMANE NIJA. BAPA MAA NKA NAMA BADALAI DEBE. .
@mohitkumarmallick347
@mohitkumarmallick347 2 ай бұрын
Beautiful discussion. God Bless.
@sambitsambit5840
@sambitsambit5840 2 ай бұрын
Ki maja kotha kohilo Sankar bhai.
@AyubKatta-bn1do
@AyubKatta-bn1do 2 ай бұрын
God bless you
@omaccessories4133
@omaccessories4133 2 ай бұрын
ମିଛୁଆ ପ୍ରଧାନ
@sheikhfaruk5643
@sheikhfaruk5643 2 ай бұрын
Bahut bhal lagila
@arunkumarpattnayakpattnaya3025
@arunkumarpattnayakpattnaya3025 2 ай бұрын
ନା ଭାଇ ପ୍ରଧାନ ନୁହେଁ ଚଣ୍ଡାଳ ଲାଗିଲେ ଭଲ ହେବ
@nidhiramjena2398
@nidhiramjena2398 2 ай бұрын
Modi gujurati, chief secretary gujurati, tenu se duijana taanka vasare kn kathahebe, taha kehi bujhiparibeni, communication pain vala heba, BJP ra murkha netamane jalaka hoi aneithibe , marinebe gujurati.
@arunbaliarsingh1680
@arunbaliarsingh1680 2 ай бұрын
RIGHT BHAI EAMANK KAMA KICHHI NAHIN FALTU KAMA KARI JANATA NKU BHAKUAA BANAUCHANTI. BJP GOTE THIRD CLASS PARTY
@santalientertainment903
@santalientertainment903 2 ай бұрын
ନବୀନ ନୁେହଁ ନବୀନା ପଧାନେ ହେଉ। ଜୟ ହୋ।
1, 2, 3, 4, 5, 6, 7, 8, 9 🙈⚽️
00:46
Celine Dept
Рет қаралды 105 МЛН
Walking on LEGO Be Like... #shorts #mingweirocks
00:41
mingweirocks
Рет қаралды 7 МЛН
風船をキャッチしろ!🎈 Balloon catch Challenges
00:57
はじめしゃちょー(hajime)
Рет қаралды 83 МЛН
1, 2, 3, 4, 5, 6, 7, 8, 9 🙈⚽️
00:46
Celine Dept
Рет қаралды 105 МЛН