ନିୟମଗିରି ପାହାଡ ରେ ରହୁଥିବା ଆଦିବାସୀ || RAYAGADA DONGRIA TRIBE  ODISHA

  Рет қаралды 735,077

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 2 700
@MuTraveller
@MuTraveller Жыл бұрын
ଆଫ୍ରିକୀୟ ଆଦିବାସୀ ଭିଡ଼ିଓ ଭଲ ଲାଗୁଥିଲା ନା ଓଡିଶା ଆଦିବାସୀ ଭିଡ଼ିଓ ?
@jyotirmayeebehera7558
@jyotirmayeebehera7558 Жыл бұрын
Odhisha
@Ekambabandparty
@Ekambabandparty Жыл бұрын
Hei video bhai
@vishmasuna950
@vishmasuna950 Жыл бұрын
Odisha
@Ekambabandparty
@Ekambabandparty Жыл бұрын
Bhai tomar soita deka koribaku chesta koli hele hela nahi mu v niyamgiri pahada tole tili
@rangalatadehury20
@rangalatadehury20 Жыл бұрын
Odisha❤❤❤❤
@itssangramvlogs952
@itssangramvlogs952 Жыл бұрын
Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.❤️
@chakundapalstudio_status_zone
@chakundapalstudio_status_zone Жыл бұрын
Mu
@SonuBhaiVlogs1m
@SonuBhaiVlogs1m Жыл бұрын
Love from kalahandi odisha ❤❤❤
@Bishalputel
@Bishalputel Жыл бұрын
Traib video upload kahe hi mili
@DebendraMajhi-h5b
@DebendraMajhi-h5b Жыл бұрын
Mub adibasi Narendra Modi ku jitama jya adibasi mub kandha samaj pila
@KaliaMajhi-k7u
@KaliaMajhi-k7u Жыл бұрын
Too god your coments bro 😊😮
@rameshsabar9744
@rameshsabar9744 Жыл бұрын
ଆମେ ଓଡ଼ିଶାର ଆଦିବାସୀ ଆଉ ଆମ ସଂସ୍କୃତି ବଡ଼ିଆ ❤❤❤❤ ରାୟଗଡ଼ାର culture ଦେଖେଇଥିବାରୁ ଧନ୍ୟଵାଦ ଲବ ଭାଇ love you so much 🥰🥰🥰❤❤❤❤
@AnitaKisan-ul9oh
@AnitaKisan-ul9oh 7 ай бұрын
ଆମେ ଆଦିବାସୀ ବୋଲି ଆମେ ଗର୍ବିତ । ପଶ୍ଚିମ ଓଡ଼ିଶାର ଆଦିବାସୀ ସାଂସ୍କୃତିକ ପରମ୍ପରାକୁ ଭିଡିଓ ମାଧ୍ୟମରେ ଦର୍ଶାଇ ଥିବାରୁ ହୃଦୟ ଭିତରୁ ବହୁତ ଧନ୍ୟବାଦ ଲଵ ଭାଇ। ❤❤❤
@S-B-kumar-Official5824
@S-B-kumar-Official5824 Жыл бұрын
ଆଫ୍ରିକା ଠୁ ଓଡ଼ିଶା ର ଆଦିବାସୀ ମାନଙ୍କର ବହୁତ ଭଲ ଲାଗିଲା ଭାଇ ବହୁତ ଧନ୍ୟବାଦ ଭାଇ
@pratimasethy2754
@pratimasethy2754 Жыл бұрын
ଆଫ୍ରିକା ଠୁ ଆମ ଓଡିଶା ର ଜନଜାତି ଙ୍କ ଜୀବନ ଶୈଳୀ ସବୁଠୁ ଭଲ 🥰
@omkarmajhi9623
@omkarmajhi9623 Жыл бұрын
Right ❤❤❤
@padminisethi7870
@padminisethi7870 Жыл бұрын
Right 👍👌
@AmeshBhumbuli
@AmeshBhumbuli Жыл бұрын
Tik kahuchu
@subhz_vlog12
@subhz_vlog12 Жыл бұрын
ବହୁତ ବଢିଆ... ବହୁତ ଖୁସୀ ଲାଗୁଛି.... ଓଡ଼ିଶା ଠାରୁ ଦୂରରେ ଥାଇ ଓଡ଼ିଶାର ପୁଣୀ ନିୟମଗିରିର ପ୍ରାକୃତିକ ଦୃଶ୍ୟ ବେଶ୍ ସୁନ୍ଦର.... ଯଦି ପାରିବେ ଇଂରାଜୀ ଶବ୍ଦକୁ ତଳେ ଦେଲେ ବହୁତ ବାହାର ଦେଶର ଲୋକ ଦେଖିବାର ସୁଯୋଗ ପାଇବେ। ମତେ ବହୁତ୍ ଭଲ ଲାଗିଲା ... ଯେବେ ମହାରାଷ୍ଟ୍ର ଆଦିବାସୀ ଅଞ୍ଚଳ ବୁଲିବେ ସେତେବେଳେ ମୁଁ ଆପଣଙ୍କୁ ବୁଲେଇବି।
@farnahopontelivision
@farnahopontelivision Жыл бұрын
ଓଡ଼ିଶା ସବୁଠାରୁ ସୁନ୍ଦର ଜାଗା LOVE YOU BROTHER ❤ #Mayurbhanj🙏
@Localtonybai-Yt
@Localtonybai-Yt Жыл бұрын
ଆମ ଡଙ୍ଗରିଆ କନ୍ଧମାନଙ୍କ dance ଦେଖି ବହୁତ୍ ସୁନ୍ଦର୍ ଲାଗିଲା❤ ମୋ foverite ମାଣ୍ଡିଆ ଯାଉ 😋❤ ଆମ ଆଦିବାସୀ culture ବିଷୟରେ କହିଥିବାରୁ ଧନ୍ୟବାଦ୍ ❤ଲବ ଭାଇଙ୍କୁ ବହୁତ୍ ବହତ୍ ଧନ୍ୟବାଦ୍ 🙏 ଜୟ ମା ଠାକୁରାନୀ 🙏from gunpur
@sudhirmpm7488
@sudhirmpm7488 Жыл бұрын
ଗାଁ ଟା ହୃଦୟ କୁ ଛୁଇଁ ଗଲା bhai so thankyou
@kamalakantabeshra1780
@kamalakantabeshra1780 Жыл бұрын
ଆଫ୍ରିକା ଠାରୁ ବି ସୁନ୍ଦର ଆମ ଓଡିଶା ଦୃଶ୍ୟ
@sanatanpatra7587
@sanatanpatra7587 Жыл бұрын
ପଶ୍ଚିମ ଓଡିଶାର ଡଙ୍ଗରିଆ କନ୍ଧମାନଙ୍କ ସଂସ୍କୃତି ଓ ପରମ୍ପରାର ଭିଡିଓ ମାଧ୍ଯମରେ ଅଭଗତ କରାଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ ...
@SR-dn7hb
@SR-dn7hb Жыл бұрын
ଆଦିବାସୀ ଙ୍କର ଶେଷ ଅକ୍ଷୟର କ... ଭାଇ ଧନ୍ୟବାଦ 🙏🙏🙏🙏🙏 ଆମେ ରାୟଗଡିଆ ଭାରି ଭଡ଼ିଆ...
@mamabarik9707
@mamabarik9707 Жыл бұрын
ଆମ ଓଡ଼ିଶା ଆଦିବାସି ଙ୍କ ଜୀବନ କିପରି ଅତିବାହିତ କରନ୍ତି ଓ ତାଙ୍କ ଜୀବନ ଯାପନ ଶୈଳୀ ବିଷୟରେ ଜାଣିବାକୁ ପାଇଲୁ ଏହି ଭିଡ଼ିଓ ଦ୍ଵାରା। ଆମ ଓଡ଼ିଆ ଭାରୀ ବଢ଼ିଆ। ଭାଇ ତୁମକୁ ହୃଦୟରୁ ଧନ୍ୟବାଦ୍ ଓ ବହୁତ୍ ଗୁଡ଼ିଏ ସ୍ନେହ ଆମ ତରଫ ରୁ 😇। 🙏🌺 ଜୟ ଜଗନ୍ନାଥ 🌺🙏
@PrashantKumarNayakNayak
@PrashantKumarNayakNayak 2 ай бұрын
Explain କରୁଥିବା ଭଉଣୀ ଜଣକ କେତେ ସୁନ୍ଦର ଭାବରେ ଓଡ଼ିଆ କହୁଛନ୍ତି ବହୁତ ବଢିଆ
@hemantabahera8047
@hemantabahera8047 Жыл бұрын
ପଶ୍ଚିମ ଓଡ଼ିଶାର ନିୟମ ଗିରି ଡଙ୍ଗରିଆ କନ୍ଧମାନଙ୍କ ସଂସ୍କୃତି ଓ ପରମ୍ପରାର ଭିଡିଓ ମାଧ୍ୟମ ରେ ଅବଗତ କରାଇଥିଦାରୁ ବହୁତ୍ ବହୁତ୍ ଧନ୍ୟବାଦ୍,,,,,,BBSR ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@PRAKASHMOHAPATRA143
@PRAKASHMOHAPATRA143 Жыл бұрын
କଳା ଓ ସଂସ୍କୃତି ର ରାଜ୍ୟ ଅଟେ ଆମ ଓଡ଼ିଶା...... ଆମେ ଓଡ଼ିଆ ଭାରି ବଢ଼ିଆ ❤❤❤❤❤❤
@PRAKASHMOHAPATRA143
@PRAKASHMOHAPATRA143 Жыл бұрын
ଧନ୍ୟବାଦ୍ ଆପଣଙ୍କୁ 🙏
@PATITAPABANAKIRTAN
@PATITAPABANAKIRTAN Жыл бұрын
@stmproduction7634
@stmproduction7634 Жыл бұрын
ବହୁତ ଆଗରୁ ଦେଖେଇବାର ଥିଲା ଲଭ ଭାଇ ❤❤❤ ବହୁତ ବଢିଆ
@sbyoutuber599
@sbyoutuber599 Жыл бұрын
Aadibashi re ବହୁତ୍ ପର୍ବ ପାଳନ କରାଯାଏ Thanks loba sir 🎉🎉 aamo ଆଦିବାସୀ କ୍ଲଚର କୁ ଆଗକୁ ବଢ଼ାଇବା ରୁ 🎉🎉🎉🎉
@Xxxlgey
@Xxxlgey Жыл бұрын
ବିଦେଶୀ ଧର୍ମରେ Convert ହେଇଗଲେ ସବୁ ସରିଗଲା...,
@JISHAYAMALLICK-zk3xl
@JISHAYAMALLICK-zk3xl Жыл бұрын
ଭାଇ ବହୁତ ବହୁତ ଧନ୍ୟବାଦ ଆମ ଓଡିଶା ର ଆଦିବାସୀ ଡ଼ଙ୍ଗରିଆ କନ୍ଧ ମାନଙ୍କର ପରମ୍ପରା ଓ କିସ ର ମୋର ଭାଇ , ଭଉଣୀ ଙ୍କୁ ଦେଖେଇ ଥିବାରୁ again very very thank u for showing tribal traditional culture every way god bless u bhai ମୁଁ ଗଜପତି ରୁ କହୁଛି ❤❤❤
@maasitalammacreations9764
@maasitalammacreations9764 Жыл бұрын
ଯୋଉ ଭଉଣୀ explain କରୁଛନ୍ତି ତାଙ୍କୁ ଦିଲ୍ ସେ salam
@prabirakumarnaik1298
@prabirakumarnaik1298 Жыл бұрын
ଆଫ୍ରିକା ଆଦିବାସୀ ଠୁ ଓଡିଶା ଆଦିବାସୀ ବହୁତ ଭଲ କେଉଁ ଭାଇଭଉଣୀ ମାନେ କେନ୍ଦୁଝର ର ଲବଭାଇ ଙ୍କୁ like କରନ୍ତୁ
@lijabal-vv9te
@lijabal-vv9te Жыл бұрын
I from keonjhar ❤❤❤
@akashkuldipia7889
@akashkuldipia7889 Жыл бұрын
Kedujhar ra ki bhai
@SikunMunda-ub5zg
@SikunMunda-ub5zg Жыл бұрын
Dimbo ru
@Subrat-lt8ii
@Subrat-lt8ii Жыл бұрын
Amo keonjhar ku bi travel karantu lobo bhai
@sidhikumari9025
@sidhikumari9025 3 ай бұрын
Bhai kandhamal to ahathu adhiko sundar dekhajahanty
@MantuKulesikaMantuKulesi-oe2hk
@MantuKulesikaMantuKulesi-oe2hk Жыл бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଅମୋ ସଂସ୍କୃତ ଏବଂ ପରମ୍ପରା କୁ ଦେଖେଇ ଦେଇ ଛନ୍ତି ❤
@bapunnayak8966
@bapunnayak8966 Жыл бұрын
ଆମ ଓଡ଼ିଶାରେ ରହୁଥିବା ଆଦିବାସୀମାନେ ବହୁତ ସୁନ୍ଦର ତାଙ୍କର ଚାଲି ଚଳନ ବେଶଭୂଷା ବହୁତ ନିଆରା ଲବ ଭାଇ ତୁମର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ ଏତିକି ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା ❤❤❤❤❤
@HariharMallik
@HariharMallik Жыл бұрын
ବହୁତ୍ ବଢିଆ ଆମ ଓଡ଼ିଶାର ଏମିତି ବି culture ଅଛି... ଦେଖେଇ ଥିବାରୁ ଧନ୍ୟବାଦ ମାଡ଼ି ଚାଲ ଭାଇ
@ODIAMANMRBAPI
@ODIAMANMRBAPI Жыл бұрын
ଅତି ସୁନ୍ଦର ଆପଣଙ୍କ ପ୍ରୟାସ to explore the odisha and also congratulations for your drone ❤❤❤❤❤❤❤❤❤❤❤
@sunitakerketta8420
@sunitakerketta8420 Жыл бұрын
Very nice
@prabeenasanta4961
@prabeenasanta4961 Жыл бұрын
ଯାହା ହେଉ ଆମ ସଂସ୍କୃତି ପାପମ୍ପରା ବଞ୍ଚାଇ ରକିଛନ୍ତି ରାୟଗଡା ଲୋକ ମୁ ବିଜଣେ କନ୍ଦ ଅଟେ ନବରଙ୍ଗପୁର ଜିଲ୍ଲାରୁ ❤❤❤
@Villageshoot314
@Villageshoot314 Жыл бұрын
Really we are touch soon bro
@CHANDRAKULISHIKA
@CHANDRAKULISHIKA Жыл бұрын
Tq bro
@gurudharsantagurudharsanta8117
@gurudharsantagurudharsanta8117 Жыл бұрын
Mu misa Santa laka bhai Nabarangpur Dist Jay jaganth Laba Bhai 🙏🏾🙏🏾🙏🏾🙏🏾🙏🏾🙏🏾🙏🏾
@sidhikumari9025
@sidhikumari9025 3 ай бұрын
Mu vi Kanda Kandhamal ru sabari kandhal bhai Raikaia
@Itismita_Life_Style
@Itismita_Life_Style Жыл бұрын
ଘର କାନ୍ଥ ରେ ଭଲ ପେଣ୍ଟିଂ ହେଇଛି। ସବୁ ଘର ମାନଙ୍କରେ ସମାନ ରଙ୍ଗ ଦିଆ ହେଇଛି।❤
@gopalsahu6657
@gopalsahu6657 Жыл бұрын
Hmm😊
@bhagabanmirdha3286
@bhagabanmirdha3286 Жыл бұрын
Nice ❤
@Vloggingtimeyoutubechannel
@Vloggingtimeyoutubechannel Жыл бұрын
ସେହି ପେଣ୍ଟିଙ୍ଗ ଆମେ ଆଙ୍କିଛି ...🎉🎉🎉❤
@siddhantfm
@siddhantfm Жыл бұрын
ଧନ୍ୟବାଦ ଭାଇ ଆମ ରାୟଗଡ଼ାକୁ ଆସିଛ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଆପଣଙ୍କୁ ସଦାସର୍ବଦା ମଙ୍ଗଳ ହୋଉ ଯେଇ ଜଗନ୍ନାଥ
@manguluwadaka
@manguluwadaka Жыл бұрын
ବହୁତ ସୁନ୍ଦର ହେଇଛି ଆମ ଖମ୍ବେଶି ଗ୍ରାମ ❤️👍👍👍
@kumarranjan8596
@kumarranjan8596 Жыл бұрын
ଓଡ଼ିଶାର ଆଦିବାସୀ ନୃତ୍ୟ ସବୁଠାରୁ ଆଗରେ
@Majhiofficial1431
@Majhiofficial1431 Жыл бұрын
ଜୟ ଡଙ୍ଗରିଆ କନ୍ଦ ଆମର୍ ଓଡିଶା ର୍ ଆଦିବାସୀ କେତେ ସୁନ୍ଦର୍ ତାକର୍ ବେସବୁସା। ❤
@basantisuru2123
@basantisuru2123 Жыл бұрын
Adivasi loka nka culture bahut unique ❤❤ Love From Mayurbhanj ❤❤
@Villageshoot314
@Villageshoot314 Жыл бұрын
We proud as kandha tribe, special thanks to each and Everyone who kept our culture &tradition alive.....i feel very blessed love u family
@rajasheerising9141
@rajasheerising9141 Жыл бұрын
Africa adibasi video bahut sunder Bhai ❤️❤️❤️
@krglbskeyjbkz1004
@krglbskeyjbkz1004 Жыл бұрын
✋✋✋✋✋✋ ହାତ ଟେକନ୍ତୁ ଯଦି ଆପଣ ଲବ ଭାଇଙ୍କୁ ସପର୍ଟ କରନ୍ତି ✋✋✋
@rangalatadehury20
@rangalatadehury20 Жыл бұрын
✋✋✋
@SusantaPalei-we2zz
@SusantaPalei-we2zz Жыл бұрын
🎉
@bvanlalhruaia2108
@bvanlalhruaia2108 7 ай бұрын
✋✋✋
@dhanirambeg7820
@dhanirambeg7820 Жыл бұрын
🎉ଲବ ଭାଇ ଯୁହାର ବହୁତ ସୁନ୍ଦର ଦେଖା ଯାଉଛି ଡ୍ରୋନ ସଟ୍ ଆଉ ବହୁତ ସୁନ୍ଦର ଲାଗୁ ଛେ ଗାଁ ତା'ର ସଙ୍ଗରେ ଗାଁ ର ଲୋକ ଆଉ ମନରୁ ଧନ୍ୟବାଦ ଫୁଲକି ନନି କେ ଗାଇଡ୍ କରି ଥିବାର ଲାଗି I LOVE MY INDIA ❤❤❤
@rajeshnisikaofficial
@rajeshnisikaofficial Жыл бұрын
ବହୁତ ଧନ୍ୟବାଦ ଭାଇ ଆମ ରାୟଗଡ଼ା ଆସିଛନ୍ତି 😮
@PabitraMajhi-yn9lf
@PabitraMajhi-yn9lf Жыл бұрын
ମୋର ହୃଦୟରୁ salam ଲବ ଭାଇ ଆମ ଆଦିବାସୀ ଙ୍କ ପରମ୍ପରା କୁ ଭଲ ପାଉଥିବାରୁ ମୁଁ ଆଜି ଗର୍ବିତ ଆଦିବାସୀ ଘରେ ଜନ୍ମ ହୋଇ ଥିବାରୁ ଜୟ ଆଦିବାସୀ.
@Xxxlgey
@Xxxlgey 11 ай бұрын
😂 ତୁ ମୁସଲିମ ହେଇ ଗଲୁଣି କି ? ଜୁହାର କହି ପାରୁନୁ... ଆଦିବାସୀ ହେଇକି... ଲଜ୍ଯା ରେ ତତେ
@sunilcreation02
@sunilcreation02 Жыл бұрын
ବହୁତ ସୁନ୍ଦର ଓଡିଶା ଆଦିବାସୀ
@rusika_brother
@rusika_brother Жыл бұрын
ବହୁତ୍ ବଢିଆ ଅମୋ ଓଡ଼ିଶା adiwasi।❤❤🎉🎉🎉🎉
@smjmurmu96
@smjmurmu96 Жыл бұрын
ODISHA ra Tribal ,Culture,custom, bahut bhala lage...❤❤🎉🎉 LABA BHAI,,Jay jagannath. .⭕‼️⭕🙏🏼
@Sam-hx2ic
@Sam-hx2ic Жыл бұрын
ଘର ବହୁତ ସୁନ୍ଦର ହୋଇଛି❤
@thabira4160
@thabira4160 Жыл бұрын
ଲଭ, ଭାଇ ହୃଦୟ ସହ ଆପଣକୁ, ଭଗଵାନ, ଭଲରେ, ରଖନ୍ତୁ ❤❤❤ ବହୁତ୍,ଭିଡିୟ,ହେଈଛି
@ykcreationyt1533
@ykcreationyt1533 Жыл бұрын
ଜୟ ଆଦିବାସୀ ଜୟ ମା ମାଝିଗରିଆଣି ଜୟ ରାୟଗଡ଼ା ମୁଁ ରାୟଗଡ଼ ବାସି ଯାହାକି ମୋତେ ଗର୍ବିତ ଲାଗୁଛି କୀ ଆମ ରାୟଗଡ଼ା ନିୟମଗିରି ରେ ଅବସ୍ଥିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ଉପରେ କିଛି ଭିଡ଼ିଓ ମାଧ୍ୟମ ରେ present କରିଥିବାରୁ ଆମ ଲବ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ସହ କୃତଜ୍ଞାତ ଜଣାଉଛି ଆଉ ଆଗାମୀ ସଫଳତା ପାଇଁ ଶୁଭ କାମନା ଜଣଉଛି l ଆଉ ଲବ ଭାଇ ଯଦି ମୋର comment କିଛି ସମୟ କାଡ଼ି ପଡ଼ିତିବେ ତୋ ଛଟ reply ଦେବ ଯାହାକି ମୋ comment ଆପଣଙ୍କ ପାଖରେ ପହଞ୍ଚିପାରିଛି ବୋଲି ମୁଁ ଅନୁଭବ କରିବି 🎉🎉🌹💐💐💐💐
@kariahembram3216
@kariahembram3216 Жыл бұрын
ଲବ ଭାଇଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ❤❤❤
@PankajKumar-17
@PankajKumar-17 Жыл бұрын
ଲଵ ଭାଇ ଶେଷରେ ଆମର "ରାୟଗଡ଼ା" ରେ ଏତେ Descovery କରୁଥିବାରୁ ମୁ ଗର୍ବ ଅନୁଭବ କରୁଛି ଏବଂ ଆପଣ ଏମିତି ହିଁ ଆଗେଇଥାନ୍ତୁ। "Jai johar jai Odisha "
@bhagabanpradhani2255
@bhagabanpradhani2255 Жыл бұрын
Natural Beautiful. Village & culture very nice 😊😊
@gopinathmuduya9441
@gopinathmuduya9441 Жыл бұрын
KISS-Kalinga Institute of Social sciences, is the single place to know about all tribals of Odisha. Thanks KISS for giving opportunity to exchange our Language and culture.
@PankajineeDehury
@PankajineeDehury Жыл бұрын
କୁର୍ଲି, କାଡ୍ରାଗୁମା,ଖଜୁରୀ ଓ ଖମ୍ବେସୀ ଗାଁ ଲୋକ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। 2002 ମସିହା ରେ ମୋତେ ବହୁତ ସାହାଯ୍ୟ କରିଥିବାରୁ।
@prativamanjarimarei9768
@prativamanjarimarei9768 Ай бұрын
Hiii
@arabindabehera95
@arabindabehera95 Жыл бұрын
ପାଣି ତାର ସମ୍ପୂର୍ଣ ଜୀବନ ଦେଇ ଗୋଟେ ଗଛ କୁ ବଡ଼ କରିଥାଏ.ଏଥିପାଇଁ ବୋଧେ ପାଣି କାଠ କୁ କେବେ ବୁଡିବାକୁ ଦେଇ ନଥାଏ. Kunal❤❤❤❤❤
@krushnaguia7912
@krushnaguia7912 Жыл бұрын
I Proud To Be "HO" Tribel 🏹
@sorenofficial3547
@sorenofficial3547 Жыл бұрын
I proud to be Santali tribe❤
@HodishumExplore
@HodishumExplore Жыл бұрын
❤❤❤
@MrkunaSawaiyan
@MrkunaSawaiyan Жыл бұрын
So lovely
@mnkerai6103
@mnkerai6103 Жыл бұрын
HO
@SoyBS
@SoyBS Жыл бұрын
yes bro
@Kkhikaka-eb5ru
@Kkhikaka-eb5ru Жыл бұрын
Love u bro ଆମ ରାୟଗଡା ନିୟମ ଗିରି ଡ଼ଙ୍ଗାରିଆ ଏରିଆ ଆସିତିବାରୁ
@rolex..lover.9375
@rolex..lover.9375 Жыл бұрын
Video pura mast lagila ❤. ...kandhamal ra gote vlog video ...heu...Bhai.
@puspanjalinaik164
@puspanjalinaik164 Жыл бұрын
ବହୁତ୍ ସୁନ୍ଦର୍ l ସର୍ଗିଫୁଲ୍ festival କଥା ମନେ ପଡ଼ିଲା 😢 l ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ l ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ l keonjhar କୁ ବି ଆସନ୍ତୁ l🙏🙏🙏🙏🙏
@lovelycreation8796
@lovelycreation8796 Жыл бұрын
Love from Swampatna, Keonjhar 💓
@nilamanimaharana984
@nilamanimaharana984 Жыл бұрын
Phulaki wadeka was of my students, I proud of you my dear child. And all the best laba hansda.
@tapantapu3588
@tapantapu3588 4 ай бұрын
U are great sir 🙏🙏🙏
@Tikilifestyle
@Tikilifestyle Жыл бұрын
Odisha the Best ❤❤❤❤love from keunjher 👍👍👍👍👍
@lovelycreation8796
@lovelycreation8796 Жыл бұрын
Love from Swampatna, Keonjhar 💓
@travelwithpurna
@travelwithpurna Жыл бұрын
ଆମେ ରାୟଗଡିଆ....ଜୟ ଆଦିବାସୀ ଧନ୍ୟବାଦ ଲବ ଭାଇ
@angurmajhi9651
@angurmajhi9651 Жыл бұрын
Ak no
@chandrasekharsanta-bj2ux
@chandrasekharsanta-bj2ux Жыл бұрын
ଲବ ଭାଇ ଜିନ୍ଦାବାଦ ସେମାନେ ସବୁ ଆମ ଜାତିର ଲୋକ 🙏ମାଣ୍ଡିଆ ମୋର fevorit ❤️❤️❤️
@romeoboy9089
@romeoboy9089 Жыл бұрын
Welcome our rayagada and thanks for vloging to our distct kuwi people to your channel to upload... ..🙏🙏❤️❤️i❤️rayagada....
@prasantadashpupu7853
@prasantadashpupu7853 Жыл бұрын
Thank you for showing us a highly culture riched tribe in Rayagada... Just love to see the development schemes implemented there... Keep sharing bro 💖😇
@gansamurmuvlog20
@gansamurmuvlog20 Жыл бұрын
ଏହି ଭଳି ଭିଡ଼ିଓ ଗୁଡ଼ିକ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିବା ଦରକାର କି ? ତେବେ ହୃଦୟରେ ସହିତ ଗୋଟିଏ like 👍 ହେଉ।।
@kingjamesraitakjr7536
@kingjamesraitakjr7536 Жыл бұрын
Love you Bidika bro, being a Kissian.. Happy to see your village on this video🎥🎥.
@niranjanpattanira321patta5
@niranjanpattanira321patta5 Жыл бұрын
ଆମେ ଓଡ଼ିଆ ସବୁଠୁ ବଢ଼ିୟା......ବହୁତ୍ ବହୁତ୍ ଭଲ ଭିଡିଓ ଲବ ଭାଇ
@STLBABULA
@STLBABULA Жыл бұрын
Proud to be Rayagada adivasi
@ronerisi7686
@ronerisi7686 Жыл бұрын
ସରକାର କିନ୍ତୁ ଅନ୍ଧ କିଛି ସୁବିଧା ନାହିଁ ଆଦିବାସୀ ଜନଜାତି ପାଇଁ
@debashishmahanta4948
@debashishmahanta4948 Жыл бұрын
ସରକାର ଆଦିବାସୀ ଜନଜାତି ପାଇଁ ବହୁତ୍ ଯୋଜନା ମାନ ରହିଛି। କିନ୍ତୁ କିଛି ତଳ କର୍ମଚାରୀ ମାନଙ୍କ ପାଇଁ ସେହି ସୁବିଧା ଗୁଡ଼ିକ ଲୋକ ମାନଙ୍କ ପାଖକୁ ପହଞ୍ଚିପରୁନି
@murmuthakurofficial2778
@murmuthakurofficial2778 Жыл бұрын
Right
@ronerisi7686
@ronerisi7686 Жыл бұрын
@@this_is_venket ଆଉ ଦାଦନ ଖଟିବାକୁ ବାହାର କୁ ଯାଉଛନ୍ତି କଣ ପାଇଁ
@hiramurmu7422
@hiramurmu7422 Жыл бұрын
Bahuta sundara haichi and little girl explained very beautifully, Thanks ❤❤❤❤❤
@moheshwarsabar744
@moheshwarsabar744 Жыл бұрын
Welcome to our Rayagada district laba bhai 🎉🥳🙏
@SajiKulesika
@SajiKulesika Жыл бұрын
Most.... Lagila.... 👍👍👍👍👍👍👍👍👍👍👍ଲବ... ଭାଇ ଙ୍କ 1Million.. Jaldi ହବା ଦରକାର.......ଜୟ ଜଗନ୍ନାଥ 🙏
@abcmstar4046
@abcmstar4046 Жыл бұрын
I love Niyamgiri human life. Mainly thanks Laba babu. All the best.
@Sagarikalifevlogs
@Sagarikalifevlogs Жыл бұрын
ଆମେ ଆଦିବାସୀ ବୋଲି ଆମେ ଗର୍ବିତ 😊😊😊
@singhisking1521
@singhisking1521 Жыл бұрын
❤❤❤
@akashamalik2963
@akashamalik2963 Жыл бұрын
Mu bi ..
@kapilashsunaniofficial2078
@kapilashsunaniofficial2078 Жыл бұрын
Sate ki 🎉❤
@esdyssg2760
@esdyssg2760 Жыл бұрын
Hello
@NiranjanPradhan-fp2vu
@NiranjanPradhan-fp2vu Жыл бұрын
Ready Bhai, all the best bro 👍, odisha vlog Pani gote like heijau, Jay jagnnatha 🙏🙏🙏
@GotiMuktiAndolan_Odisha
@GotiMuktiAndolan_Odisha Жыл бұрын
ବହୁତ ଭଲ ଲାଗିଲା ଦୀର୍ଘ ଦିନ ବ୍ଯବଧାନ ପରେ ନିୟମ ରାଜାର ସନ୍ତାନଗଣଙ୍କ ଜୀବନ ବିନ୍ଯାସ ଦେଖିବା ପରେ। ଶ୍ରଦ୍ଧେୟ ଲବ। ଆଗେଇ ଚାଲ। ନିଷ୍ଠାର ସହିତ ଯେଉଁ ମହତ୍ କାମଟି ହାତକୁ ନେଇଛ, ଜୀବନ ସାରା ସମ୍ମାନର ସହିତ ରୋଜଗାର କରି ନିଜେ ଖୁସି ହେବା ଓ ଅନ୍ୟମାନଙ୍କୁ ଖୁସି ବାଣ୍ଟିବା ପାଇଁ ସାରା ପ୍ରୁଥିବୀ ପଡିଛି। ଲକ୍ଷ୍ଯରୁ ଯଦି ବିଚ୍ଯୁତ ନହୁଅ ମଲାପରେ ତୁମେ ଜଣେ ଐତିହାସିକ ମଣିଷ ହୋଇ ବଞ୍ଚି ରହିବ ନିଶ୍ଚୟ
@laxmidhrabisi371
@laxmidhrabisi371 Жыл бұрын
This place house very nice very beautiful place
@akashsanta3999
@akashsanta3999 Жыл бұрын
ଏମିତି ଭିଡିଓ କର ଭାଇ ସବୁବେଳେ ଭୋଲ ଲାଗିବ👍👍👍❤️❤️❤️
@Dhanushbhai689
@Dhanushbhai689 Жыл бұрын
Ama odisha re emiti loka achanti mu Janina thili thanks bhai ❤
@AlokKumarAD1102
@AlokKumarAD1102 Жыл бұрын
I feel proud to be a Odia......
@bhabanishankarpati466
@bhabanishankarpati466 Жыл бұрын
Most welcome to ours Tribal people.. Wonderful theirs living style & culture..
@RabindraKanhar-iy6jm
@RabindraKanhar-iy6jm 4 ай бұрын
ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଆପଣଙ୍କୁ ଭାଇ
@MahendraHansdah-m6j
@MahendraHansdah-m6j Жыл бұрын
ଯାହା ଆମେ ବହି ରେ ପଢ଼ୁ ଥିଲୁ ଆଜି ଆମେ ଭିଡ଼ିଓ ରେ ଦେଖିଲୁ ବହୁତ ଖୁସି ଲାଗିଲା Lots of love Laba bhai god bless you ❤❤❤❤
@babusorenofficial2974
@babusorenofficial2974 Жыл бұрын
ହଁ ରେ ସାଙ୍ଗ
@theanimal3153
@theanimal3153 Жыл бұрын
ଯାହା ହେଉ ଭାଇ ଆପଣ ଙ୍କ ଯୋଗୁ ଆମେ ଓଡ଼ିଶା ର ବିଭିନ୍ନ ଜାଗା ଓ ଲୋକଙ୍କ ବିଷୟରେ ଜାଣିପାରୁଛୁ❤❤❤❤ thank you so much ❤❤❤
@Mr....Jagan277....
@Mr....Jagan277.... Жыл бұрын
Aame rayagadia ame rayagadia dangara tale achi ama kudia ...... ❤❤❤❤❤❤❤❤❤❤❤❤❤❤❤❤❤❤
@narendradccomedy1933
@narendradccomedy1933 Жыл бұрын
Bhaii puni tare Africa video dekila para laguchii bhaiii most laguchiii ❤
@rajivgamango6904
@rajivgamango6904 Ай бұрын
ଲବ ଭାଇ ଆମ ଗଜପତି ଜିଲ୍ଲା ର ସଉରା ଆଦିବାସୀ ମାନଙ୍କ ତରଫରୁ ଆପଣଂକୁ ନିମନ୍ତ୍ରଣ ରହିଲା, ଜୟ ଜଗନ୍ନାଥ 🙏🙏❤️❤️❤️
@AshokVlogs274
@AshokVlogs274 Жыл бұрын
Odisha ra Adivasi culture bahuta bhala ❤
@gangasagarcreation2034
@gangasagarcreation2034 Жыл бұрын
Odisha ro represent others country to very beautiful ❤️💕
@DeepakPradhan-lb9ve
@DeepakPradhan-lb9ve Жыл бұрын
ଘର ଗୁଡ଼ିକ ବହୁତ ସୁନ୍ଦର ଲାଗୁଛି ❤❤
@Jakabkimbaka
@Jakabkimbaka Жыл бұрын
ଓଡ଼ିଶା ରେ ମଧ୍ୟ ବିଭିନ୍ନ ଜାଗାରେ ବିଭିନ୍ନ ଅଧିବାସୀ ଲୋକ ବସବାସ କରନ୍ତି କିନ୍ତୁ ସେହି ଲୋକ ମାନଙ୍କୁ କେହି ହେଲେ ବି ଜାଣନ୍ତି ନାହିଁ । ସେହି ସବୁ ଜାଣିବା ପାଇଁ ଆପଣ ଙ୍କ ଦ୍ଵାରା ହିଁ ସବୁ କିଛି ସମ୍ଭବ ହୋଇପାରୁଛି। ପୂର୍ଵ ରେ ଯାହା ସବୁ ଅଛି ସେହି ସବୁ ଇତିହାସ କୁ ଆଣି ପାରୁଛନ୍ତି। ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ ।👍🙏🙏 ଭାଇ ଯଦି ସମୟ ହେଲେ ଗୁଡ଼ାରୀ ବ୍ଲକ ପଟେ ନିହାତି ଯିବେ ।।ଭାଇ ଗୁଡ଼ାରୀ ବ୍ଲକ ରେ ମଧ୍ଯ ବିଭିନ୍ନ ଲୋକ ମାନେ ଦେଖା ଯାହାନ୍ତି।
@ratanlalpurty3569
@ratanlalpurty3569 Жыл бұрын
ନମସ୍କାର, ବହୁତ ସୁନ୍ଦର ଜାଗା, ଭଲ ଲାଗିଲା, God blesse you brother, ଧନ୍ୟବାଦ ❤️🙏🌹❤️🙏🌹
@dasharathmuduli2683
@dasharathmuduli2683 Жыл бұрын
Exllent tribes culture & exploring, bro keep it up ❤️❤️💯👌👍👏🎉🎉
@Danguakola370
@Danguakola370 Жыл бұрын
Very nice tribe culture and exploring❤🎉🎉❤
@villagestarsrikanta
@villagestarsrikanta Жыл бұрын
ଭାଇ ଆଫ୍ରିକା ଟ୍ରାଇଵଲ୍ ଆଉ ଓଡ଼ିଶା ତ୍ରାଇବଲ୍ ଭିତରେ ବହୁତ୍ ଫରକ୍ ଲାଗୁଛି ଓଡ଼ିଶା ର ଟ୍ରାଇବାଲ୍ ଲୋକ ମାନେ ଆଉ ତାଙ୍କ ଗାଁ ବହୁତ୍ development ଲାଗୁଛି। ଜୟ ଜଗନ୍ନାଥ 🙏🙏🙏🙏
@bharatvlogs9077
@bharatvlogs9077 Жыл бұрын
ଓଡିଶାର ନଂ1 KZbin channel ଲବଭାଇ❤❤❤ ଏଇମାନକୁ ହିଁ କୁହାଯାଏ youtuber❤
@thakurmajhi94
@thakurmajhi94 Жыл бұрын
One of best vdo.ever seen..thanx bro for showcasing the beautiful culture n traditions of kandha tribe..
@niranjanpattanira321patta5
@niranjanpattanira321patta5 Жыл бұрын
ଲବ ଭାଇ ହିପ ହିପ ଫର୍ ରେ.... ଜୟ ଜଗନ୍ନାଥ ପ୍ରଭୁ 🙏🙏🎂
@dineshbhoi6480
@dineshbhoi6480 Жыл бұрын
Very nice video.. Odisha no-1 international travelar vlogger laba bhai.. god bless every time in your life.. mu Rayagada Ambadola police station re achi.. Dekha kari parili ni sry bro.. jai hind jai bharat 🇮🇳🇮🇳
@ODIA.VOICE84
@ODIA.VOICE84 Жыл бұрын
Natural beauty of village and culture.jay jaganath 🙏🙏🙏
@dhabaleswarpatel7326
@dhabaleswarpatel7326 5 ай бұрын
So much very beautiful video 👌👌💯💯
@Surendra_desia_vlogs
@Surendra_desia_vlogs 3 ай бұрын
ବହୁତ ଭଲ ଲାଗିଲା ଆମର ଆଦିବାସୀ ମାନଙ୍କର ପରମ୍ପରା ଭିଡ଼ିଓ ଦେଖି..!! really i love you lava Bhai ❤❤❤ ବହୁତ୍ ବହୁତ୍ ଧନ୍ୟବାଦ୍ 🙏👍👍
Accompanying my daughter to practice dance is so annoying #funny #cute#comedy
00:17
Funny daughter's daily life
Рет қаралды 23 МЛН
One day.. 🙌
00:33
Celine Dept
Рет қаралды 53 МЛН
Lachhamni village ଚଇତ ପରବ ||2024||🥰🔥💙
12:03
Mr Deepak vlogs
Рет қаралды 30 М.
Accompanying my daughter to practice dance is so annoying #funny #cute#comedy
00:17
Funny daughter's daily life
Рет қаралды 23 МЛН