KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
କିଏ ସେହି ଝୁମ୍ପୁଡ଼ି ଘରର ମଉସା ମାଉସୀ? || Lord Jagannatha || Jagannatha Anubhti||
9:21
ଭାବ ଓ ଭକ୍ତିର ଲୁହ ସହିପାରିଲେନି ମହାବାହୁ || Lord Jagannatha|| Anubhuti||
10:29
Уральские пельмени в Камеди 🥰 #ComedyClub #КамедиКлаб #овршоу #уральскиепельмени #тнт #харламов
00:58
I thought one thing and the truth is something else 😂
00:34
Farmer narrowly escapes tiger attack
00:20
أختي الشريرة تزعجني! 😡 استخدم هذه الأداة #حيلة
00:24
ନିମନ୍ତ୍ରଣ ରକ୍ଷା କରି ଝିଅ ବାହାଘରରେ ପହଞ୍ଚିଗଲେ ମହାପ୍ରଭୁ || Lord Jagannath|| Short Story||
Рет қаралды 2,030,181
Facebook
Twitter
Жүктеу
1
Жазылу 71 М.
Bhaktara Jagannatha
Күн бұрын
Пікірлер: 4 400
@BHAJAMANADadhibamana
Жыл бұрын
ସତରେ ମୋ କାଳିଆ ଠାକୁର କରୁଣା ସାଗର ତାଙ୍କୁ ଯିଏ ଯେପରି ଡାକିଛି ତାଙ୍କ କରୁଣା ଓଜାଡ଼ି ଦେଇଛନ୍ତି ଅତି ସୁନ୍ଦର ଉପସ୍ଥାପନା ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏
@swainmrutunjay1998
Жыл бұрын
ଭାଇ ଆପଣଙ୍କୁ ଧନ୍ୟବାଦ. ମୋ ମହାପ୍ରଭୁ ଙ୍କର ଏତେ ସୁନ୍ଦର କାହାଣୀ କହିଥିବାରୁ 🙏.. ସତରେ ଆମ କଳା ଠାକୁର ର ଲୀଳା ବୁଝିବା ଅସମ୍ଭବ..
@sibanathbehera4764
Жыл бұрын
ସେତ ଅନୁଭବର ଠାକୁର ତାଙ୍କୁ ଯିଏ ହୃଦୟରୁ ଡାକିଚି ସେ ତାଙ୍କର ମହିମା ନିଶ୍ଚୟ ଅନୁଭବ କରିଛି ଜୟ ଜଗନ୍ନାଥ 🙏
@susantakumarmahunta1936
Жыл бұрын
Jay shree jagarnath ❤️💪💪🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@baradaprasadbehera
Жыл бұрын
ସେ ଭାବର ଠାକୁର, ଏବଂ ତାଙ୍କ ଅଲୌକିକ ଲୀଳା ନିତ୍ୟ ନିଳାଚଳରେ ପ୍ରତ୍ଯକ୍ଷ ରୂପେ ଅନୁଭୂତ ହୁଏ।ମୋ ସହିତ ମଧ୍ୟ ଏମିତି କିଛି ଘଟିଥିଲା। ଜୟ ଶ୍ରୀଜଗନ୍ନାଥ ସ୍ବାମୀ। 🙏🙏
@dillepsamal
Жыл бұрын
ମୋ ଦେହ ବି ଶୀତେଇ ଗଲା, ହେ ମହାପ୍ରଭୁ ତୁମ ନୀଳା ସତରେ ମହାନ 🙏🏾🙏🏾🙏🏾🙏🏾
@banabasipradhan1170
Жыл бұрын
ଏ ଘଟଣା ଶୁଣି ଆନନ୍ଦ ଅଶ୍ରୁ ବାହାରିଗଲା 🙏🙏🙏ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
@soumyaranjandas678
Жыл бұрын
ଆଜ୍ଞା ଏହି କାହାଣୀ ଶୁଣିବା ପରେ ଆଖିରୁ ଲୁହ ଝରିଆସିଲା🥺ହେ ମହାପ୍ରଭୁ ଆପଣଙ୍କ ମହିମା ଅପାର🙏🏻 ସବୁବେଳେ ଆପଣଙ୍କ ଆଶୀର୍ବାଦ ଥାଉ ମୋ ମୁଣ୍ଡରେ🥰🙏🏻ମୋ କାଳିଆ ସୁନା💝
@dipupari3179
5 ай бұрын
Jaya Baba Jagannatha Mahaprabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️
@nitunmoharana2427
Жыл бұрын
ଆଖିରୁ ଲୁହ ଆସିଗଲା ବନ୍ଧୁ ❤️ ସତରେ କାଳିଆ ସାନ୍ତେ ତୁମ ଲୀଳା ଭାରି ବିଚିତ୍ର 🙏🙏🙏🙏 ଜୟ ଜଗନ୍ନାଥ ପ୍ରଭୁ 🙏🙏🙏🙏
@Fulloflight
Жыл бұрын
ସତରେ ହୃଦୟସ୍ପର୍ଶୀ କାହାଣୀଟିଏ ... ଆଖିରେ ଲୁହ ଆସି ଗଲା ଶୁଣିକି ..... ଧନ୍ୟ ମହାପ୍ରଭୁ ମହିମା ତୁମର 🙏🙏🙏
@prusethpradeep5283
Жыл бұрын
ଯେତିକି ଆଶ୍ଚର୍ଯ୍ୟ ସେତିକି ହୃଦୟ ସ୍ପର୍ଶି l ଧନ୍ୟ ତୁମର ଲୀଳା ଖେଳା ପ୍ରଭୁ l ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏 ଜୟ ଜଗନ୍ନାଥ
@rabindrakumar3344
5 ай бұрын
ହେ ମହାବାହୁ
@amlanalokpradhan4125
Жыл бұрын
ଯେତେ ଯେତେ ଗହନତା ବଢୁଛି ସେତେ ସେତେ ମୋ ଦେହ ଶିହରୀ ଉଠୁଛି । ମୁଁ ଜାଣେ ତୁ ଲୀଳାମୟ , ତୋ ପାଇଁ ଛାତିରେ ଛାତିଏ କୋହ , ଆଖି ରେ ଆଖିଏ ଲୁହ ।
@pradeepshortsvideocomedy6379
Жыл бұрын
ମୋ ଦେହ ଶୀତେଇ ଯାଉଛି ଶୁଣିଲା ବେଳକୁ. ଧନ୍ୟ ତମ ଲୀଳା ପ୍ରଭୁ ଶ୍ରୀ ଜଗନ୍ନାଥ ❤️ 📿🙏🚩⚫❗⚫🚩
@paramitasubhadarsini2940
Жыл бұрын
ଧନ୍ୟ ମହାପ୍ରଭୁ । ଧନ୍ଯ ତୁମ୍ଭର ଲୀଳା । ସେ ତ ଭାବର ଠାକୁର। ତୁମ ଚରଣ ରେ କୋଟି ପ୍ରଣାମ ମହାପ୍ରଭୁ 🙏
@ChandanPati-i7y
5 ай бұрын
ଜୟ ଜଗନ୍ନାଥ ଜୟ ❤❤❤❤
@tapaswinimohanty4709
Жыл бұрын
ଅତି ସୁନ୍ଦର ଆଖିରେ ଲୁହ ଆସିଗଲା ♥️🙏 ହେ ପ୍ରଭୁ ସମସ୍ତଙ୍କୁ ସେମିତି ଆଶୀର୍ବାଦ କର 🙏♥️
@pkmishra9206
Жыл бұрын
ଭକତ ବତ୍ସଳ ଭକତର ପାଇଁ, କେତେ ଯେ ଲୀଳା ତୁମର । ନୀଳାଦ୍ରି ବିହାରୀ ନୀଳାଚଳ ନାଥ, ଧନ୍ୟ ମହିମା ତୁମର ।। 🙏🏻😭🙏🏻 ଜୟ ଜଗନ୍ନାଥ ମହାପ୍ରଭୁ 🙏🏻
@vivekanandashikshakendra5409
Жыл бұрын
ଘଟଣାଟି ଶୁଣି ମୋ ଦେହ ଶୀତେଇ ଯାଉଛି ମୋ ମହାପ୍ରଭୂ ଶ୍ରୀଜଗନ୍ନାଥ 🙏🙏🙏
@bhabagrahibehera8156
Жыл бұрын
Jay jaganatha 🙏😭🙏 Swami Nayana patha gami bhova tume prabhu
@lipinaparida9079
Жыл бұрын
ସିଏ ବା ଆମ ମଉଡମଣୀ କାଳିଆ ଶାନ୍ତ ତାଙ୍କ ପରି କିଏ ସେ ହେବ ସତରେ ପ୍ରଭୁ ତୁମେ ବହୁତ ମହାନ ମାନିଲି ପ୍ରଭୁ ମାନିଲି 🙏⭕️‼️⭕️🙏 ଆହେ ମହାବାହୁ 🙏
@Happy-mv1kx
Жыл бұрын
ସତ ରେ ଭାଇ ମନ ଭିତରେ ଯେତେ ଯାହା ଦୁଃଖ ଥାଉ ଜୋଦି ଆପଣ ଙ୍କ ମୁଖରୁ ପ୍ରଭୁ ଜଗନ୍ନାଥଙ୍କ ମହିମା ଶୁଣିଲେ ସତ ରେ ମନ ଟା ଖୁସି ରେ ଭରି ଯାଉଛି ଜୟ ଜଗନ୍ନାଥ 🙏🙏
@sangitamahapatra4392
Жыл бұрын
ସତରେ ଲୀଳାମୟ ଙ୍କ ଲୀଳାକୁ କିଏବା ବୁଝିପାରିବ ଏ କଥା ଶୁଣିକି ଆଖି ର ଲୁହ ଝରିଯାଉଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻
@kalyanmuni5563
Жыл бұрын
ଭାବକୁ ଅବଶ୍ଯ ଭାବଗ୍ରାହୀ ଗ୍ରହଣ କରନ୍ତି।ଚମତ୍କାର କେବଳ ସରଳ ଭକ୍ତଙ୍କ ଜୀବନରେ ଘଟେ। ଶଂକା ସଂନ୍ଦେହର ସ୍ଥାନ ହିଁ ନାହିଁ। ସେ ତ ଭକ୍ତ ଭାବରେ ବନ୍ଧା, ଭକତ ଜୀବନ ଧନ।💐👏
@chittamishra3157
Жыл бұрын
ଏ କଥା ଶୁଣି ମୁଁ ଧନ୍ୟ ହୋଇଗଲି ମହାପ୍ରଭୁ, ତୁମକୁ କୋଟି ନମସ୍କାର. 🙏🙏🙏🙏🙏
@SanjaySanjay-qi2pf
Жыл бұрын
A sabu bakar katha ok
@manjumanojsortsyoutbevideo2748
Жыл бұрын
He kalia saante apanka nila dhanya... Mu aji apanaka ahi ambruta katha suni dhanya heli..... Jay jagannath... 🙏🙏🙏🙏🙏🙏🙏🙏🙏🙏🙏🙏❤
@alokdhrua3443
Жыл бұрын
ହୃୟସ୍ପର୍ଶୀ..ମନ ଛୁଇ ଗଲା❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏❤️
@rashmisutar2082
Жыл бұрын
ଏ କଥା ଶୁଣି ମୋ ଦେହ ପୁରା ଶୀତେଇ ଗଲା ଆଉ ମୋ ଆଖି ରୁ ଲୁହ ଧାର ଧାର ହେଇ ବୋହିଗଲା ସତରେ ପ୍ରଭୁ ତମେ ମହାନ ଜୟ ଜଗନ୍ନାଥ 🙏🙏ତମକୁ କଟି କଟି ପ୍ରଣାମ 🙏🙏🙏
@Ipsitapattanaik9
10 ай бұрын
ସବୁ ତୁମରି ଲୀଳା ରେ କାଳିଆ🥺🙏
@satyabratsahoo3461
Жыл бұрын
ମୋ' ପ୍ରଭୁ ଦୟାର ଅସୀମ ସାଗର। ଟିକେ ଭଲପାଇବା ଦେଲେ ସେ ଗୋଟାପଣେ ନିଜର ହୋଇଯା'ନ୍ତି । ଜୟ ଜଗନ୍ନାଥ ।
@pmprasannashorts2141
Жыл бұрын
ଜୟ ଜଗନ୍ନାଥ 🙏
@pmprasannashorts2141
Жыл бұрын
ସାର୍ ଆପଣଙ୍କ ଫୋନ୍ ନମ୍ବର ଦିଅନ୍ତୁ
@sukantidash7269
Жыл бұрын
ହେ ପ୍ରଭୁ କେଉଁଠି ଅଛ ତୁମେ, ଏ ଆଖିରେ ଲୁହ ତୁମେ ବୁଝି ପାରୁଥିବ, ଜୟ ଜଗନ୍ନାଥ ସ୍ଵାମୀ 🙏 ଭାଇ ଆପଣଙ୍କର ଭକ୍ତି ଭାବପୂର୍ଣ୍ଣ ପଠନ ହୃଦୟରେ ଭାବ ଜାଗ୍ରତ କରେ,ଧନ୍ୟବାଦ୍ ଆପଣଙ୍କୁ,
@narayanasahoo4501
Жыл бұрын
ବହୁତ୍ ସୁନ୍ଦର୍ ପୁରା ସତ୍ୟ ଘଟଣା ପରି ଲାଗୁଛି ଦେହ ଶୀତେଇ ଗଲା ପ୍ରଭୁଙ୍କୁ ସ୍ପରଣ କରି 🙏
@narendrasahu4218
Жыл бұрын
ହେ ଲୀଳାମୟ ଜଗନ୍ନାଥେ, ଧନ୍ୟ ତୁମ ମହିମା। ମୁଁ ସୁଦାମା ଠାରୁ ଦରିଦ୍ର, ବନ୍ଧୁ ମହାନ୍ତି ଭଳି ନିରାଶ୍ରୟ । ତୁମେ ଏକା ଭରଷା । ପ୍ରଭୁ କାଳିଆ ଠାକୁର
@arunakumardas4719
Жыл бұрын
ପ୍ରଭୁ ଆପଣଙ୍କ କ୍ଷେତ୍ର ରେ ଆପଣଙ୍କ ଓଡିଶା ରେ ଯନ୍ମ ହୋଇ ଧନ୍ୟ ହୋଇଗଲି ପ୍ରଭୁ 🙏🙏🙏😭😭😭🙏🙏 ଜୟ ଜଗନ୍ନାଥ 🙏🙏🙏
@rudrnoodia440
Жыл бұрын
Jai jagannath Jai shree ram 😭😭😭😭😭😭😭😭😭😭
@Rashmitamalik345
Жыл бұрын
Jai jaganntha
@jagrutinayak5202
Жыл бұрын
Anubhuti
@litunabehera4240
Жыл бұрын
ଧନ୍ୟ ସେ ଭକ୍ତ ଧନ୍ୟ ମୋ ମହାପ୍ରଭୁ ଙ୍କ ନିଳା 🥺😭 ଜୟ ଜଗନ୍ନାଥ ମହାପ୍ରଭୁ 🙌🚩
@aadhikari7615
Жыл бұрын
ଧନ୍ଯ ସେ କଳା ଠାକୁର କେତେବେଳେ କାହାକୁ କିଭଳି କରୁଣା କରନ୍ତି ସାଧାରଣ ଲୋକଙ୍କ ପକ୍ଷରେ ବୁଝିବା ମୁସ୍କିଲ🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@GitanjaliSahoo-wx3ud
Жыл бұрын
. kalia re aji au thare anuvuti tiku suni akhiru Luha jhari paduchi....... pranam prabin sir...............
@Paragkumar982
Жыл бұрын
🙏 ଯିଏ ତାଙ୍କୁ ବିନା ସ୍ବାର୍ଥ ମନରେ ଭାବରେ ଡାକିବ ସେ ସତରେ ଆସିବେ 🙏 ହେ ମହାପ୍ରଭୂ ଶ୍ରୀଜଗନ୍ନାଥ ତୁମ ଚରଣ ରେ କୋଟି କୋଟି ପ୍ରଣାମ 🙏💖
@bhubananandabehera2754
Жыл бұрын
ଜୟ ଜଗନ୍ନାଥ, ଧନ୍ୟ ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ଲୀଳା ଘଟଣା ଟି ଶୁଣୁ ଶୁଣୁ ଅସରାଏ ଲୁହ ବୋହି ଗଲା 🙏🙏🙏🙏
@snehalotajena8961
Жыл бұрын
Jay jagannatha Jay jagannatha
@truptimayeepradhan1469
Жыл бұрын
Jay jaganath
@thebiswagunu9195
Жыл бұрын
ସତରେ ଆଜ୍ଞା ଆପଣଙ୍କ କାହାଣୀ ଶୁଣିଲେ ଆଖିରେ ଆଖିଏ ଲୁହ ଆସିଗଲା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏
@raghunathpradhan6189
4 ай бұрын
ଜଗାରେ ଶବୁ ତୋରି ଲିଳା ତୋ କୃପା ଥିଲେ.. ସବୁ ସମ୍ଭବ ବଡ ଠାକୁର ତୁ ମୋ ରାଜକୁମାର❤❤❤❤🙏🙏🙏🙏🌹🌹🌹🌹
@Gamer_odisha
Жыл бұрын
ଜୟ ଜଗନ୍ନାଥ ଆମ ମୌଡମଣି ଗଜପତି ମହାପ୍ରଭୁ🚩💖❤️
@sourajitsahoo2900
Жыл бұрын
ଯେତେବେଳେ ବି ଆପଣଙ୍କ ର କାହାଣୀ ଶୁଣେ ମୋର ମୋ ପ୍ରଭୁ ଜଗନ୍ନାଥଙ୍କ ଉପରେ ଆହୁରି ବିଶ୍ୱାସ ବଢ଼ି ବଢ଼ି ଯାଏ ଆଉ ବହି ଆସେ ଆଖିରୁ ଦୁଇ ଟୋପା ଲୁହ ସତରେ ମୋ ପ୍ରଭୁ କେତେ ମହାନ୍ ଜୟ ଜଗନ୍ନାଥ।
@pramoddhal7799
Жыл бұрын
d3d33
@binodiniparida197
Жыл бұрын
Jay jagannath
@litunabehera4240
Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙌🥺
@mahalaxmisahu3723
Жыл бұрын
Jay gannath
@jayjagannath616
Жыл бұрын
Jay Jagannath
@sm_muku5404
Жыл бұрын
ଦେହ ମୋର ଶୀତେଇ ଗଲା ଆଖିରୁ ଲୁହ ବୋହି ଗଲା।ମୋ ମହାପ୍ରଭୁ ଙ୍କର ଲୀଳା ଅତୁଳନୀୟ।ଜୟ ଜଗର୍ନାଥ।🙏
@swarnapravakar8706
Жыл бұрын
Satare prbhutume acha
@mbbalarambehera7119
Жыл бұрын
Jay Jagannath Mora bi luha asigala
@jayantirana3582
Жыл бұрын
ସତରେ ପ୍ରଭୁ ତୁମ କୃପା ଅପାର ମୁଁ ଧନ୍ୟ ହୋଇଗଲି ଜୟ ଜଗନ୍ନାଥ 🙏🏻🙏🏻🙏🏻 😥😥😥
@taranisahu7966
Жыл бұрын
@@mbbalarambehera7119 no
@puspitasethi9282
Жыл бұрын
Jai Gagannath 🙏🙏
@edkmaster7628
Жыл бұрын
Jay jagannath 🙏🥺❣️🙏 Jay MAA Laxmi 🙏🥺❣️🙏❤️❣️🙏❤️❣️🙏❤️❣️🙏
@itiranjansahoo4074
Жыл бұрын
ହେ ପ୍ରଭୁ କାଳିଆ ଠାକୁର ତୋର ଲୀଳା ଖାଲି ତତେ ହିଁ ଜଣା ତୋ କଥା ଶୁଣିଲେ ଆଖିରୁ ଲୁହ ଚାଲି ଆସୁଛି ଜୟ ଜଗନ୍ନାଥ ପ୍ରଭୁ ହେ ମଣିମା ତୋତେ କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@binodgochhayatbinodgochhay8064
Жыл бұрын
🙏🙏🙏🙏🙏🙏🙏🙏🙏🙏🙏🙏Jay Jagannath 🙏
@Strilochan9
Жыл бұрын
ହେ ମହାପ୍ରଭୁ ଜଗନ୍ନାଥ ତୁମ ଚରଣ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🥺🥺🥺🥺🥺
@bibekparimanik7658
Жыл бұрын
🙏🏻🙏🏻🙏🏻ହେ ପ୍ରଭୁ ଜୟ ଜଗନ୍ନାଥ ମହାପ୍ରଭୁ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କର ଜୟ ହେଉ 🙏🏻🙏🏻🙏🏻
@ସତକହିବାକୁକିଆଁଡରିବି
8 ай бұрын
🙏🙏🙏ମୋ ପ୍ରଭୁ ଶ୍ରୀ ଜଗନ୍ନାଥ 🙏🙏🙏କୋଟି ଓଡ଼ିଆ ଜୀବନ ଧନ୍ୟ ମହାବାହୁ ♥️ଧନ୍ୟ ଆପଣଙ୍କ ମହିମା
@papunnayak3447
Жыл бұрын
ଜୟ ମହାପ୍ରଭୁ ତୁମ ଲୀଳା ଅତୁଟ ରହୁ 🙏🙏🙏
@sushreesangita4827
Жыл бұрын
ଶିହରି ଉଠିଲି। ଧନ୍ୟରେ ତୁ ଜଗା! ଧନ୍ୟ ତୋ ଲୀଳା! ଜୟ ଜଗନ୍ନାଥ। 🙏❤️
@rakeshsatapathy5803
Жыл бұрын
ସତରେ ମୁଁ ଭାବ ବିହ୍ବଳ ହେଇ ଗଲି ,,, 🥺🥺🥺
@sushreesangita4827
Жыл бұрын
@@rakeshsatapathy5803 ଜୟ ଜଗନ୍ନାଥ। 🙏
@subrajitbeura1500
Жыл бұрын
ତା ଆଗେ ସବୁ ପରା ହୀନ ସେତ ଭକ୍ତ ବତ୍ସଳ ଭଗବାନ🙏🙏🙏💖💖💖
@rabindramohapatra4986
Жыл бұрын
ଜଗତର ନାଥ ଜଗନ୍ନାଥ ଓଡ଼ିଆଙ୍କ କୋଟି କୈବଲ୍ୟନାଥ ପ୍ରଭୁଙ୍କ ଲୀଳା ଅପାର 🙏🙏 ଜୟ ଜଗନ୍ନାଥ ସ୍ଵାମୀ ମୋ ପ୍ରଭୁ କାଳିଆ ସାଆନ୍ତ 🌹🌹🙏🙏🌹🪔🪔🪔🪔🪔🪔🙏🙏🙏
@ranjitbehera4815
Жыл бұрын
ଭକ୍ତ ବତ୍ସଳ ଭାବଗ୍ରାହୀ ମୋ କାଳିଆ ସାଆନ୍ତ। ସତରେ ମୋ ଜଗବନ୍ଧୁ ପରି ନାହିଁ ବନ୍ଧୁ କେହି ତ 🙏🏻🙏🏻🙏🏻🙌🙌🙌
@SingerBudheswar
Жыл бұрын
ସତରେ ଆଖିରେ ଲୁହ ଆସିଗଲା।ହେ ଜଗନ୍ନାଥ ତମେ ସତରେ ମହାନ।ଜୟ ଜଗନ୍ନାଥ 🙏
@sanjitapatra5925
Жыл бұрын
ସତରେ ପ୍ରଭୁ ଆପଣଙ୍କ ଲୀଳା କୁ କିଏ ବା ବୁଝିବ 🙏🙏🙏ଜୟ ଜଗନ୍ନାଥ 🙏🙏🙏
@subhalaxmimishra8818
Жыл бұрын
ଏଇ କାହାଣୀ ସୁଣିକି ସତରେ ମୋ ଦେହ ଶିହରୀ ଉଠିଲା। ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏
@Q-uee
Жыл бұрын
ହେ ଭାବଗ୍ରାହୀ, ଭାବରେ ଭାବରେ ମୋତେ ନିଜର କରି ନେ, ହେ ଦୀନବନ୍ଧୁ ତୁମକୁ ତୁମ ବଂଧୁ ମହାନ୍ତିଙ୍କ ରାଣ ରହିଲା ମୋତେ ତୋର ଭାବରେ ବାନ୍ଧି ଦେ ରେ କାଳିଆ ❤️🙏 ହେ ମହା ବାହୁ ତୋର ଇଛା ପୂର୍ଣ୍ଣ ହେଉ.
@dillipdas314
Жыл бұрын
Jagannath apananka ichha purana karantu . Jay Jagannath 🙏🙏🙏🚩🚩🚩
@chandiprasaddas5325
Жыл бұрын
ଧନ୍ୟ ସେ କାଳିଆ ଠାକୁର । ସେ ଭକ୍ତ ର ଦେବତା । ଧନ୍ୟ ସେ ଭକ୍ତ ନବଘନ ମଉସା । ସେ କାଳିଆ ଠାକୁରଙ୍କୁ ସତ ସତ ପ୍ରଣାମ 🙏🙏🙏
@SarmisthaMahapatra-dd3bk
7 ай бұрын
Jay Jagannath Jay Jagannath Jay Jagannath
@chittaranjanbanchhor7074
Жыл бұрын
ସତରେ କାହାଣୀ ଶୁଣି ଆଖିରୁ ଲୁହ ଆସିଗଲା 💐 jai jagarnath 🙏🏻
@runitkumarsabar3626
Жыл бұрын
ପ୍ରଭୁ ଙ୍କ ଲୀଳା ଶୁଣି ଆଖି ରେ ଲୁହ ଆସିଗଲା ମୋ କାଳିଆ ସାଆନ୍ତ 🙏🙏🙏
@kalyanisenapati9391
Жыл бұрын
ସତରେ ଭାଇ ଆପଣ ଙ୍କ କଥା ଶୁଣି ଆଖିରେ ଲୁହ ଆସିଗଲା। Jay JAGANATH 🙏
@madhusmitadey1585
Жыл бұрын
ଜୟ ଜଗନ୍ନାଥ ।ସତରେ ହୃଦୟସ୍ପର୍ଶୀ ହୋଇଛି।ହେ ପ୍ରଭୁ ସତରେ ତୁମେ ବଡ଼ ଠାକୁର
@sunshinemeryrashmi3738
Жыл бұрын
He prabhu kalia santa tuma charann talle mor koti koti prannam🙏🙏🙏Jay Jagannath Maha prabhu🙏🙏
@rameshchandrasahoo2332
Жыл бұрын
ଅତି ସୁନ୍ଦର ପ୍ରାକୃତିକ ଉପସ୍ଥାପନା । ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଆହୁରି ବଢିଯିବ ।
@sushantraul1543
Жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏🙏🙏🙏🙏🙏🙏🙏
@rakeshbarik997
7 ай бұрын
JAY JAGANNATH PRABHU
@rakeshrk189
Жыл бұрын
ସତରେ କାଳିଆ ସାାଆନ୍ତେ କେଡ଼େ ଲୀଳାମୟ...ଜୟ ଜଗନ୍ନାଥ..
@natabardasdas9876
Жыл бұрын
ସେପରା ଭକ୍ତ ଭାବରେ ବଧା 🙏 🙏 ମୋ ପ୍ରଭୁ ଜଗନ୍ନାଥ ଅତି ସୁନ୍ଦର 🙏 🙏 ❤️ ହେ ପ୍ରଭୁ ଜଗନ୍ନାଥ ତମ ଚରଣରେ ଶରଣ ପସୁଛି ଜାହା ଇଛା ତମର 🙏 🙏
@sabitrichattar6337
Жыл бұрын
Jaye Jagannath 🙏🌷🙏🌷🙏🌷
@sankarbehera8056
Жыл бұрын
ମୋହାବାହୁ♥️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🤲🙏🙏🙏🙏🙏🙏🙏🙏🙏🙏🙏🙏🙏ହେମୋହାବାହୁ🥥🤲
@chinmayeesamal343
Жыл бұрын
Prabin babu u r really lucky how much sweet your voice??? Am anxious to listen this type of real story delly.ple send me.
@elisasahu4621
Жыл бұрын
ମୋ ପ୍ରଭୁ ମହାନ ଆଖି ରେ ଲୁହ ଆସିଗଲା
@prachisahani8679
Жыл бұрын
ସତରେ ମୋ ପ୍ରଭୁ ମହାନ୍ 🙏 ଆଖିରେ ଲୁହ ଆସିଗଲା 😭
@SWAINSENORITA
Жыл бұрын
Hi
@mitaliparida1626
Жыл бұрын
ଜୟ ଜଗନ୍ନାଥ
@Bandeutkaljanani
Жыл бұрын
kzbin.infoQlNq8gsZnGE?feature=share
@SWAINSENORITA
Жыл бұрын
@@mitaliparida1626 oo bhala u
@dhaneswardas548
Жыл бұрын
ବହୁତ ବହୁତ ସୁନ୍ଦର... ହୃଦୟ ରୁ କୋଟି ପ୍ରଣାମ... ଜୟ ଜଗନ୍ନାଥ
@Rajubabu803
Жыл бұрын
ଧନ୍ୟ ତୁମେ ମହାପ୍ରଭୁ ଧନ୍ୟ ତୁମ ମହିମା 🙏
@Mr.ManjitVlogs
Жыл бұрын
ଧନ୍ୟ ମହିମା ଧନ୍ଯ ତୁମ ଲୀଳା........ 🥺🙏❤ ଏ କଥା ଶୁଣି ମୋ ଆଖିରୁ ଲୁହ ବାହାରି ପଡିଲା 🥺🙏 ଜୟ ଜଗନ୍ନାଥ 🙏
@Gudulpatlam_Life_style
Жыл бұрын
ଜୟ ଜଗନ୍ନାଥ 🙏🏻🙏🏻🙏🏻 ସତରେ ଜଗା ତୋ ଲିଳା ତୁ ହିଂ ଜଣା .....😊☺️
@Gopabandhu91
Жыл бұрын
ହେ ମଣିମା ତମେ ସବୁ ଅସହାୟ ମଣିଷ ପାଇଁ ସହାୟ ହୁଅ ଜୟ ଜଗନ୍ନାଥ 🙏🏻🙏🏻🙏🏻
@gitaanjali1156
Жыл бұрын
Mahabahu tumaku koti koti pranam
@alokpradhan5865
Жыл бұрын
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ କାଳିଆ ଠାକୁର 😭🙏❤️
@prasantjena4043
Жыл бұрын
ଜୟ ଜଗନ୍ନାଥ ସ୍ୱାମୀ 🚩🚩⭕❗⭕🙏 ମୋ କାଳିଆ ସାଆନ୍ତ ତୁମକୁ କୋଟି କୋଟି ପ୍ରଣାମ ମୋ ପ୍ରଣାମ ଘେନ କରହେ ମହାବାହୁ 😭😭😭🙏🙏🙏
@harishnayak8993
3 ай бұрын
ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଯାହା ମୁଁ ନିଜେ ଅଙ୍ଗେ ଲିଭେଇଚି ଜୟ ଜଗନ୍ନାଥ
@jyoshnavillagelifestylevlo1958
Жыл бұрын
ତମୋ ଲୀଳା ମହାନ୍ କାଳିଆ ଠାକୁର 🙌🙌🤗😢😢ଆଖିରୁ ଲୁହ ଆସିଗଲା ଦେହ ଶୀତେଇ ଉଠିଲା ମୋ କାଳିଆ ସୁନା⭕❗⭕🤗🤗ଜୟ ଜଗନ୍ନାଥ
@BikashVlogs38448
Жыл бұрын
ସତରେ କାହାଣୀ ଶୁଣି ଆଖି ରୁ ଲୁହ ବାହାରି ଗଲା . ସତରେ ଜଗା ରେ ତୋ ଲୀଳା ଅପାର ..🙏🏻🙏🏻🙏🏻
@biswaranjannath5996
Жыл бұрын
ପ୍ରଭୁ ଜଗନ୍ନାଥ ପ୍ରତ୍ୟକ୍ଷ ଠାକୁର, ତାଙ୍କୁ କୋଟି ପ୍ରଣାମ 🙏
@chandrakantasamantaray5348
4 ай бұрын
ହେ ପ୍ରଭୁ ଜନ୍ନାଥଙ୍କୁ କୋଟି ପ୍ରଣାମ
@tridebdungdung6500
Жыл бұрын
ଜୟ ଜଗନ୍ନାଥ ପ୍ରଭୁ ତମେ ଏତେ ମହାନ ଆପଣ କୁ କୋଟି ନମସ୍କାର 🙏🙏🙏🙏
@suryasnatabarik8499
Жыл бұрын
ସତରେ ପ୍ରଭୁ ମୁ ବି ଧନ୍ଯ ତୁମ ପାଖରେ 😭😭😭😭 ମୁ କେବେ ଭୁଲିପାରିବି ନାହି ସେ ଦିନ 🙏🙏🙏🙏🙏🙏😭😭😭 ତମ ଲୀଲା ଓପାର 🙏🙏🙏😭 ଜୟ ଜଗନ୍ନାଥ
@sabitanayak3422
Жыл бұрын
ସତରେ ଦୀନବନ୍ଧୁ ମଉସା କେତେ ଭାଗ୍ୟବାନ। ମହାପ୍ରଭୁ ଜଗନ୍ନାଥ ଙ୍କ ଲୀଳା ଅପାର। ସେ କେବଳ ଭକତ ପାଖରେ ଥାଆନ୍ତି। ଏହା ପ୍ରମାଣ କରିଦେଲେ। ଜୟ ଜଗନ୍ନାଥ 🙏🙏🙏🙏
@kartikpradhan7740
6 ай бұрын
ଭାଇ ମୋ ପାଖରେ ମହା ପ୍ରାଭୁ ଜଗନ୍ନାଥଙ୍କ ଗୋଟେ ଅନୁଭୂତି ଅଛି,,, ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ
@bijayakumarbarik9323
Жыл бұрын
ଧନ୍ୟ ତୁମେ ପ୍ରଭୁ..... ❤️❤️❤️❤️🙏🙏🙏🙏🙏
@indboy5462
Жыл бұрын
ଭାଈ ମୋ ଆଖିରୁ ଲୁହ ଆସିଗଲା 🥺😭😭😭😭 ଜୟ ଜଗନ୍ନାଥ 🙏🙏🙏🌍
@thelx9676
Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁଙ୍କର ଜୟ🙏❤️
@AswiniBiswal-ct4cu
Жыл бұрын
ଏହି କାହାଣୀ ଶୁଣିଲା ପରେ ମୋ ଆଖି ରୁ ଧାର ଧାର ହୋଇ ଲୁହ ବେହି ଗଲା ଜୟ ଜଗନ୍ନାଥ 🙏🙏🙏🙏
@syamaprasadmahapatra
Жыл бұрын
ମଣିମାଙ୍କର ଜୟ ହେଉ 🙏 ମହାପ୍ରଭୁଙ୍କର ଜୟ ହେଉ 🙏
@tejarajsahu1501
Жыл бұрын
ଧନ୍ୟ ମହାପ୍ରଭୁ ତୁମେ 🙏🙏🙏🙏🙏
@kanhumunuodiavlog6560
Жыл бұрын
ପ୍ରଭୁ ଜଗନ୍ନାଥଙ୍କର ଜୟ ହେଉ ମଣିମା🙏
@subhashreebhuyan8416
4 ай бұрын
ଜୟ ଜଗରନ୍ନାଥ........ ଭାବର ଠାକୁର ସେ ଆମ କାଳିଆ ସାଆନ୍ତ🙏🏻🙏🏻🙏🏻🙏🏻
@ganeshpanigrahi5258
Жыл бұрын
🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱାମୀ🚩🙏...
@abhiramabhiramparida7241
Жыл бұрын
ଜୟ ଜଗନ୍ନାଥ ସ୍ୱାମୀ🌹 କୋଟି କୋଟି 👏👏👏ନମସ୍କାର 👏
@DillipjenaPapi
Жыл бұрын
ସତରେ ଏ କଥା ଶୁଣି ଆଖି ରୁ ଲୁହ ବାହାରି ଆସିଲା ..ଜୟ ଜଗନ୍ନାଥ 🚩🙏🙏
@8908558592
Жыл бұрын
😭😭😭😭
@aparnar6081
Жыл бұрын
I can't stop crying.jai jagannath..lucky to be married in puri🙏
@nevergiveup.6103
Жыл бұрын
⭕️‼️⭕️ ଜୟ ଜଗନ୍ନାଥଙ୍କ ଚରଣରେ ମୋର ଏ ଦାସନୁ ଦାସର କୋଟି କୋଟି ନମସ୍କାର 🙏, ସତରେ ଏ ଭାବ ପୂର୍ଣ୍ଣ ସତ୍ୟ କାହାଣୀ ଶୁଣି ମୋ ଦୁଇ ନୟନଟି ଲୋତକ ପୂର୍ଣ୍ଣ ହୋଇଗଲା..
@jagannathbaba4035
Жыл бұрын
ମୋ ବାପା ସବୁବେଳେ ସେମିତି ସେ ଅବର୍ଣ୍ଣନୀୟ ପରା।jauthi ସମର୍ପଣ ସେଇଠି ମୋ ବାବା
@prakashswain1857
Жыл бұрын
ସତରେ ଭାରି ବଢିଆ ଲାଗିଲା ଜଗନ୍ନାଥଙ୍କ କଥା 😢😢😢😢😢
9:21
କିଏ ସେହି ଝୁମ୍ପୁଡ଼ି ଘରର ମଉସା ମାଉସୀ? || Lord Jagannatha || Jagannatha Anubhti||
Bhaktara Jagannatha
Рет қаралды 288 М.
10:29
ଭାବ ଓ ଭକ୍ତିର ଲୁହ ସହିପାରିଲେନି ମହାବାହୁ || Lord Jagannatha|| Anubhuti||
Bhaktara Jagannatha
Рет қаралды 66 М.
00:58
Уральские пельмени в Камеди 🥰 #ComedyClub #КамедиКлаб #овршоу #уральскиепельмени #тнт #харламов
Comedy Club
Рет қаралды 7 МЛН
00:34
I thought one thing and the truth is something else 😂
عائلة ابو رعد Abo Raad family
Рет қаралды 12 МЛН
00:20
Farmer narrowly escapes tiger attack
CTV News
Рет қаралды 13 МЛН
00:24
أختي الشريرة تزعجني! 😡 استخدم هذه الأداة #حيلة
JOON Arabic
Рет қаралды 42 МЛН
21:44
ज्ञान की जरूरत क्यों पढ़ती है | Krishna Motivational Speech | कृष्णा वाणी | गीता का वर्णन
PK Krishna Vani
Рет қаралды 453
8:43
ଜଗନ୍ନାଥଙ୍କ ହାତ, ପାଦ, କାନ, ଆଖି ପତା କୁଆଡ଼େ ଗଲା ? | ମନୋଜ ପ୍ରଧାନ | ଭକ୍ତି ସମର୍ପଣ 🙏😲
Bhakti Samarpan
Рет қаралды 6 МЛН
10:13
ଜଗନ୍ନାଥ ଙ୍କ apara କରୁଣା ରୁ jia ଯାହା ମାଗିଛି ସେ ପାଇଛି,
Jay jagannath
Рет қаралды 7 М.
15:23
ରାତି ଅଧରେ ପାନଦୋକନରେ ଜଗନ୍ନାଥ ଓ ବଳରାମ/Lord jaganath story | Odia short story
Jay Gopinath Tv
Рет қаралды 496 М.
14:08
କିଏ ସେ ଡାକ୍ତର ଅଜିବି ମାନେପଡ଼େ ସେ ରାତି @ShishirkantYoutube|| lord Jagannath
JAGANNATHA BHARASHA
Рет қаралды 32 М.
38:25
ଦେବ ଦୀପାବଳିରେ ଅମାବାସ୍ୟା ନାରାୟଙ୍କ ଦର୍ଶନ କଲେ ଅଶେଷ ପୁଣ୍ୟ ଫଳ ମିଳିଥାଏ | ଶେଷଦେବ ସାହୁ | JAY JAGANNATH TV
JAY JAGANNATH TV
Рет қаралды 552
7:45
ଶ୍ରୀଅଙ୍ଗ ଛୁଇଁ ଆସିଲା ପେନ୍, ମିଳିଲା ଚାକିରି || Lord Jagannatha|| Short Story||
Bhaktara Jagannatha
Рет қаралды 171 М.
8:09
ନିଜ ହାତରେ ଅବଢା ଖୁଆଇଦେଲେ କଳାଠାକୁର ||Lord Jagannath|| Short Story||
Bhaktara Jagannatha
Рет қаралды 731 М.
31:42
30 Jilara Prasidha Mandira🙏ତିରିଶି ଜିଲ୍ଲାର ପ୍ରସିଦ୍ଧ ମନ୍ଦିର 🙏କେଉଁ ଜିଲ୍ଲାରେ କେଉଁ ମନ୍ଦିର ପ୍ରସିଦ୍ଧ ଦେଖିବା
Sai pragnya Creation
Рет қаралды 33 М.
7:56
ବ୍ରହ୍ମକମଳ ଫୁଲ ପାଇଁ ଏମିତି ଲୀଳା କଲେ ଭାବଗ୍ରାହୀ || Lord Jagannatha|| Anubhuti||
Bhaktara Jagannatha
Рет қаралды 374 М.
00:58
Уральские пельмени в Камеди 🥰 #ComedyClub #КамедиКлаб #овршоу #уральскиепельмени #тнт #харламов
Comedy Club
Рет қаралды 7 МЛН