ନିରାଶ୍ରୟIଷ୍ଟକମ || A Complete Spiritual Orison || Lord Bishnu || Nirasryastakam

  Рет қаралды 1,615,643

aaksi utkal

aaksi utkal

Күн бұрын

Пікірлер: 676
@jayshreeparidatr3913
@jayshreeparidatr3913 Жыл бұрын
ଆମେ ଓଡ଼ିଆ - ଆମ କାଳିଆ ଭାରି ବଢିଆ ❤❤❤
@laxmipriyapanigrahi1594
@laxmipriyapanigrahi1594 Жыл бұрын
ଅତି ସୁନ୍ଦର ଭଜନ ଆପଣ ଙ୍କୁ କୋଟି କୋଟି 🙏🙏🙏🙏🙏🙏
@laxmidhargope6678
@laxmidhargope6678 Жыл бұрын
ଏଇ ଗିତ ଶୁଣି ଅସାନ୍ତ ମନ ଶାନ୍ତ ହେଲା ଏହାକୁ ଲେଖୀ ମୁ ଗାଇବି ଯୟ ଶ୍ରିକ୍କୃଷ୍ନ❤❤❤
@kalpanakalpa9518
@kalpanakalpa9518 Жыл бұрын
ଜୟଶ୍ରୀ କ୍ରୃଷ୍ଣ। ହେ ଦୟା ମୟ ଦୟାକର ପ୍ରଭୁ।
@kumudapanigrahi6403
@kumudapanigrahi6403 2 жыл бұрын
ମହାଶୟ ଆପଣଙ୍କୁ କୋଟି କୋଟି ଧନ୍ୟବାଦ। ଆପଣଙ୍କ ଏ ଗୀତଟି ଏତେ ଶାନ୍ତି ଦିଏ ଯେ ସତେକି ଜଗଦୀଶ ରକ୍ଷା ପାଇଁ ଆଗରେ ଦଣ୍ଡାୟମାନ। ବହୁତ ପ୍ରାଣ ଭରା କଣ୍ଠରେ ଗାଉଛନ୍ତି।ମୁଁ ପ୍ରତ୍ୟେକ ରାତିରେ ଶୁଣି ଶୁଏ ସୁନ୍ଦର ନିଦ ହୁଏ,ଶାନ୍ତି ଲାଗେ।ନମସ୍କାର।
@yogaboyr7670
@yogaboyr7670 Жыл бұрын
ମୁଁ ବହୁତୁ ଭଜନ ଶୁଣିଛି ବହୁତୁ ଗୀତ ଶୁଣିଛି କିନ୍ତୁ ଏ ଭଜନ ଶୁଣିଲେ ଆଖିରୁ ଧାରା ଧାରା ଲୁହ ବୋହି ଯାଉଛି, ଦେହ ଲୋମ ମୂଳ ଶିହରୀ ଯାଉଛି, ଆଉ ମନ କଷ୍ଟ ହେଲେ ସବୁବେଳେ ଏକୁଟିଆ ଶୁଣିକି କାନ୍ଦି ପକାଏ, ଏ ସଂସାର ତୁଛ ଲାଗେ, ମନ ଶାନ୍ତି ଲାଗେ ପ୍ରଭୁ ଙ୍କ ପ୍ରତି ଭଲ ପାଇବା ବହୁତୁ ବଡ଼ିଯାଏ 🙏🙏🙏❤️❤️❤️ ଜୟ ଜଗନ୍ନାଥ 🙏🙏🙏❤️❤️❤️❤️ଆପଣଙ୍କ ଙ୍କଣ୍ଠରେ ଯାଦୁ ଅଛି ଇଏ ସେଇ ପ୍ରଭୁ ଜଗତରନାଥ,ଶ୍ରୀ ଜଗନ୍ନାଥଙ୍କ କୃପା 🙏🙏🙏
@rajendrasethi287
@rajendrasethi287 2 жыл бұрын
ସ୍ୱାମୀଜୀ ଆପଣ ଙ୍କୁ ଅନେକ ଅନେକ ନମନ, ଆପଣଙ୍କ କଣ୍ଠ ସ୍ୱର କୁ ପ୍ରଣାମ, ଆପଣ ମୋ ସନାତନ ଶ୍ରୀ ହରି ପିତା ଙ୍କ ଅଷ୍ଟକ ପ୍ରସାଦ ଆମକୁ ଶୁଣାଇଛନ୍ତି. ମୁଁ ଗର୍ବ କରିକି ଯେ ମୁଁ ସନାତନ ଧର୍ମ ଓ ସନାତନ ରକ୍ତ ରେ ଜନ୍ମ ନେଇଛି. ମୁଁ ରହେ ନ ରହେ କିନ୍ତୁ ମୋ ଠାକୁର ଥାନ୍ତୁ. 🙏🙏🙏🙏🌹🌹
@princearyan3657
@princearyan3657 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ
@niharikadas4451
@niharikadas4451 13 күн бұрын
😭😭😭😭😭😭😭😭Jay Jagannath 🙏🙏🙏🙏🙏🌹🌹🌹🌹🙏🙏🙏🙏🌹🌹🌹🌹
@aloksamal9152
@aloksamal9152 2 жыл бұрын
ଆଃ କି ଶାନ୍ତି ଲାଗୁଚି ଏମିତି ଅମ୍ଭୃତମୟ ଗୀତ ଗୋବିନ୍ଦ ଶୁଣିବାକୁ ମିଳୁଛି ଏହି ଗୀତ ଶୁଣିଲେ ମନ ଶାନ୍ତି ଲାଗୁଚି ଆତ୍ମା ଶାନ୍ତି ହୋଇଯାଇଛି ଜୟ ଜଗନ୍ନାଥ ଜୟ ଶ୍ରୀକୃଷ୍ଣ 🙏❤️🙏❤️🙏❤️🙏
@jhunulatamuduli2032
@jhunulatamuduli2032 Жыл бұрын
Jay jagannath.. 🙏🙏🙏
@babitamishra5385
@babitamishra5385 Жыл бұрын
Odia lekha madhyamadele besy tike bhal laganta sir Jay sri krishna
@madanmohansahu5070
@madanmohansahu5070 5 ай бұрын
ଜୟ ଜଗନ୍ନାଥ । ଚମତ୍କାର ହୋଇଛି ଆପଣଙ୍କ ଗାୟନ ଶୈଳୀ । ମୁଁ ଯେତେବେଳେ ଶୁଣିଛି ମୋ ଆଖିରୁ ଅନବରତ ଲୁହ ଆସିଯାଏ । ଗୀତିକାର, ସୁରକାର, ଗାୟକ ଓ ପ୍ରସ୍ତୁତ କର୍ତାକୁଂ ଅ ଶେଷ ଧନ୍ଯବାଦ
@pintusahu7716
@pintusahu7716 Жыл бұрын
He jagat pita🙏 he jagannath maha prabhu🙏he maha bahu apono jemiti apononko 2hato amo ku jemiti alingon karibaku dakuchi he maha bau emiti hi apononko asirbad amo upore sada sarbada amo upore rakhithao he maha bahu mu jete thar apononku dekhuchi kejani kahiki mo akhiru luho baharuchi he param pita🙏🙏🙏🙏
@sarojsahoo7555
@sarojsahoo7555 4 күн бұрын
Apanaku koti koti dhanya bad apana ata sundar bhajan gaithibaru
@santoshkumarmishra7514
@santoshkumarmishra7514 11 ай бұрын
Bahut sundar angya......michha maya sansara pain amiya bani.....jetebele mo chari pakhe sapta rathi aau mun abhimanyu hoijaen....ehi strotra mote banchai dia......😢😢
@niharikadas4451
@niharikadas4451 14 күн бұрын
Nilachala Nibasaya Nityaya Paramatmane Balabhadra Subhadra bhyang Jagganathayate Namah namaha🙏🙏🙏🙏🌹🌹🌹🌹🙏🙏🙏🙏🙏🌹🌹🌹🌹🌹🌹🙏🙏🙏🙏🙏🌹🌹🌹🌹🌹🌹🙏🙏🙏🙏🙏🌹🌹🌹🙏🙏🙏
@susantanath8775
@susantanath8775 Жыл бұрын
🌹🕉ଜୟ ଜଗନ୍ନାଥ ଅତି ସୁନ୍ଦର 🕉🌹🙏🙏🙏🙏🙏
@debasistechnical4437
@debasistechnical4437 Жыл бұрын
🙏🙏🙏🙏🌺🌺🌺🌺ଓଁ ନମଃ ଭଗବତେ ବାସୁଦେବାୟ 🌺🌺🌺🌺🙏🙏🙏🙏
@geetanjalibharati9905
@geetanjalibharati9905 2 жыл бұрын
ନିରାଶ୍ରୟ ମାଁ ଜଗଦୀଶ ରକ୍ଷ 🙏🙏🙏
@tutusahoo5215
@tutusahoo5215 Жыл бұрын
ଯା ହେଉ ମୁଁ ଓଡ଼ିଆ heitibaru ନିଜକୁ ଗର୍ବିତ ମନ karuchi ଜୟ jagannth 🙏🙏🙏
@sarojsamal5988
@sarojsamal5988 26 күн бұрын
Guru Bramha Guru Bisnu Gurudev Mahasora 👏
@Pandit.rudraprasaddas
@Pandit.rudraprasaddas 11 ай бұрын
ବହୁତ ସୁନ୍ଦର ଗୀତ❤ଜଗନ୍ନାଥ ପ୍ରଭୁଙ୍କ ଚରଣତଳେପ୍ରଣାମ🇳🇵🇳🇵🇳🇵⭕❗⭕
@Anand01319
@Anand01319 Жыл бұрын
🙏🙏🙏🙏🙏🌅🌅🌦️🌦️🌨️🌨️🌜🌝🌞🌟🌍🌠🌒🌓🌔🌻☘️🔊🎼🎵🎶🕉️✡️🔯 ଜୟ ଜଗନ୍ନାଥଙ୍କ ଆଶ୍ରୀ ବାଦ ଥାଉ ସଦା ସର୍ବଦା ସମସ୍ତ ଙ୍କ ପାଇଁ 🕉️ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
@diludash1781
@diludash1781 Жыл бұрын
ଅଶାନ୍ତ ମନକୁ ବହୁତ ଶାନ୍ତ କରିଦିଏ । ଜୟ ଜଗନ୍ନାଥ ପ୍ରଭୂ ।।ତୁମକୁ କୋଟି କୋଟି ପ୍ରଣାମ ପ୍ରଭୁ
@guruprasad5307
@guruprasad5307 2 жыл бұрын
ଜୀବନ ର ପ୍ରକୁତ ମୂଲ୍ୟବବୁଝେଇ ଦେଉଥିବା ଅତି ଚମତ୍କାର ଅଷ୍ଟକମ୍ ଆହାଃ ☺️ ॐ ଶାନ୍ତି 🤲🏻
@rajadahs1012
@rajadahs1012 2 жыл бұрын
Namasakaram
@saradaacharya6000
@saradaacharya6000 Жыл бұрын
🙏🙏🙏
@shreeramstickaring
@shreeramstickaring 2 жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏❤️🙏ଏ ଗୀତ ଯେତେଥର ଶୁଣିଲେ ଆଉ ଥରେ ଶୁଣିବାକୁ ଇଛା ହଉଚି. 🙏🙏🙏
@sibaprasadpanda8628
@sibaprasadpanda8628 Жыл бұрын
ମନ ଦୁଃଖ ଥିଲେ ଏ ଗୀତ ଶୁଣି ବାକୁ ଭଲ ଲାଗେ ମନ ଭଲ ଲାଗେ😊❤
@maheshbehera1320
@maheshbehera1320 Жыл бұрын
ଜୟ ଜଗନ୍ନାଥ 🙏🙏🙏🙏🙏
@jagannathbaba4035
@jagannathbaba4035 2 жыл бұрын
ଯେତେ ବିପଦ ଠାରୁ ବି ମହା ବିପଦ,ଦୁଃଖ ଜଞ୍ଜlଳ ଆସୁ କାଳିଆ ନାମ ନେଲେ ସବୁ ଅସମ୍ଭବ ସମ୍ଭବ
@rjbarik7894
@rjbarik7894 Жыл бұрын
ହେ ମହା ବହୁ ❤❤❤❤❤
@gitanjalitripathy5389
@gitanjalitripathy5389 2 жыл бұрын
ମୋ ମନ ଯେତେ ବେଳେ ବ୍ୟସ୍ତ ହୁଏ. ମୋତେ ଏକୁଟିଆ ଲାଗେ ସେତେବେଳେ ଏହା ମୁଁ ଶୁଣି ଶୁଣି କାନ୍ଦିଥାଏ. ପ୍ରଭୁଙ୍କୁ ପାଖରେ ଦେଖେ ଗୁହାରି କରେ 🙏🙏
@prataptripathy7830
@prataptripathy7830 2 жыл бұрын
ଜୟ ଜଗନ୍ନାଥ
@smrutikantabiswal3204
@smrutikantabiswal3204 2 жыл бұрын
ସେ ଦେବତା ହଁ ଏମିତି , ସେ ପାଖକୁ ଆସିଲେ କାଇଁ କେଜାଣି ଆପେ ଆପେ ଆଖିରେ ଲୁହ ବୋହିଆସେ
@ranjankumarbarad4666
@ranjankumarbarad4666 2 жыл бұрын
My favourite song Jay sri Jagannath
@drawingmaster2480
@drawingmaster2480 2 жыл бұрын
1q
@ganeshprasadswain6769
@ganeshprasadswain6769 Жыл бұрын
He will not leave you alone
@minadas292
@minadas292 4 ай бұрын
ରାଧେ ରାଧେ ଜୟ ଶ୍ରୀ ରାଧେ କୃଷ୍ଣ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଜୟ ଜୟ
@suryakanttripathy6830
@suryakanttripathy6830 Жыл бұрын
Aakhire luh rahuni to astakam sunile re କହେଁଇ 😭😭😭😭😭😭
@debasistechnical4437
@debasistechnical4437 Жыл бұрын
🙏🙏🙏🙏🌺🌺🌺🌺 ଜୟ ଶ୍ରୀ କ୍ରୀଷ୍ଣା ଗୋବିନ୍ଦ ହରେ ମୁରଲୀ ହେ ନାଥ ନାରାୟଣ ବାସୁଦେବ🌺🌺🌺🌺🙏🙏🙏🙏
@pabitramohandash9190
@pabitramohandash9190 5 ай бұрын
😢 ନିରାଶ୍ରୟ କୁ ଆଶ୍ରୟ ଦିଅ ମହାବାହୁ,ତୁମ ପାଦପଦ୍ମେ ଏ ଛାର ଜୀବନ ସମର୍ପିତ ହେଉ 😢 ସଦା ତୁମ ନାମ ଗାଇ ଏ ଜୀବନ ଚାଲିଯାଉ ମହାବାହୁ ଏତିକି କରୁଣା ହେଉ।ତୁମ ନାମ ଗାଇ ଏମିତି ଆଖିରୁ ଲୁହଧାର ଝରୁଥାଉ ପ୍ରଭୁ ପାପ ତାପ ଧୋଇ ଯାଉ।😢ଜୟ ଜଗନ୍ନାଥ 🙏❤️‍🩹🙏
@chittaranjansahoomereram123
@chittaranjansahoomereram123 2 жыл бұрын
ଆଃ! ହୃଦୟସ୍ପର୍ଶୀ। ଆପଣଙ୍କ ହୃଦୟର ପ୍ରେମ ସବୁ କଣ୍ଠରେ ସ୍ପଷ୍ଟ ଜଣାପଡୁଛି। 🙏🙏❤️❤️ରାଧାକୃଷ୍ଣ
@santoshkumarsahu6586
@santoshkumarsahu6586 Жыл бұрын
❤️🙏❤️ Jay Sri Jagannath Mahaprabhu Sri Charane Saranam Prabhu ❤️🙏❤️💐💐💐💐💐❤️🙏❤️
@kunumohapatra8284
@kunumohapatra8284 Жыл бұрын
Jay Hari🙏🙏🙏🙏
@OD29-ABHIJiT
@OD29-ABHIJiT Жыл бұрын
ଯଦି ତୁମେ ମନ ଭିତରେ ପ୍ରଭୁଙ୍କୁ ନରଖି ଏଇ ଗୀତ ଶୁଣିବ ତାହେଲେ ତମକୁ ଇଏ କେବଳ ଗୀତ ଲାଗିବ ଯଦି ପ୍ରଭୁଙ୍କ ପ୍ରତିବିମ୍ବ ଆଉ ପ୍ରଭୁଙ୍କ ଶ୍ରଦ୍ଧା,ପ୍ରେମରେ ଶୁଣିବା ତାହେଲେ ଏଇ ଗୀତ ସ୍ୱର୍ଗସୁଖ ଦେବ ଆପଣଙ୍କୁ ଲୋମ ଟାଙ୍କୁରି ଉଠିବ trust me 😊
@madhuaditya1097
@madhuaditya1097 Жыл бұрын
ଏ ଗୀତ ଆପଣଙ୍କ କଣ୍ଠ ର ସ୍ୱର ବହୁତ ଭଲ ଲାଗୁଛି ଶାନ୍ତି ଲାଗୁଛି. ଧନ୍ୟବାଦ ଆଜ୍ଞା କୋଟି କୋଟି ପ୍ରଣାମ...
@ratikantabehera2131
@ratikantabehera2131 Жыл бұрын
ହେ ପ୍ରଭୂ ଆପଣଙ୍କ ଚରଣାବିନ୍ଦେ ନତ ମସ୍ତକ
@nityanandanath1533
@nityanandanath1533 2 жыл бұрын
ଜୟ ଜଗନ୍ନାଥ ⚫❗⚫। ଆପଣ ଙ୍କ ସ୍ୱର ରୁ ଗୀତ ଟି ବହୁତ୍ ହୃଦୟ❤️ ସ୍ପର୍ଶ 🙏🏻।🥰
@jagannathbaba4035
@jagannathbaba4035 2 жыл бұрын
ଅଦ୍ଭୁତ ଆନନ୍ଦ ମୟ ଅଷ୍ଟକମ୍ କାଳିଆ ବାବା ଜଗନ୍ନାଥ ଧନ
@gitanjalitripathy5389
@gitanjalitripathy5389 Жыл бұрын
ନିରାଶ୍ରୟ ମା ଜଗଦୀଶ ରକ୍ଷ୍ୟ
@kaberidas7083
@kaberidas7083 3 ай бұрын
ନିରାଶ୍ରୟମାମ୍ ଜଗଦୀଶ ରକ୍ଷ ଜୟ ଶ୍ରୀଜଗନ୍ନାଥ
@bindasrinku6310
@bindasrinku6310 11 ай бұрын
ଜୟ ଶ୍ରୀ ଜଗନ୍ନାଥ 🔱🕉️♥️❤🙏ବାବା 🔱🕉️♥️❤🙏
@prasannkumardash3247
@prasannkumardash3247 2 жыл бұрын
Prasann Ku Dash Bedari Kendrapada Jay Gurudeva Saranam👌👌👌🌱🌹🌱🌹🌱🌹
@narenkumarnaren7974
@narenkumarnaren7974 3 жыл бұрын
🙏🙏🙏ହେ ଗୋବିନ୍ଦ 🙏🙏🙏
@niranjanmohapatra1396
@niranjanmohapatra1396 Ай бұрын
🙏
@debasistechnical4437
@debasistechnical4437 Жыл бұрын
🙏🙏🙏🙏🌺🌺🌺🌺 ଜୟ ଜଗନ୍ନାଥ ପ୍ରଭୁ 🌺🌺🌺🌺🙏🙏🙏🙏
@Krisnakripa-creators
@Krisnakripa-creators Жыл бұрын
ରାଧେ କୃଷ୍ଣ 🌹🌹🌹
@rajalaxmipanda7550
@rajalaxmipanda7550 Жыл бұрын
ଆପଣଙ୍କ ସବୁ ଗୀତ ବହୁତ ଭଲ ଲାଗୁଛି 🙏🙏🙏
@riteshrout1974
@riteshrout1974 Жыл бұрын
Jay Jagannath Swami Nayana patha gami bhaba tume
@samal2110
@samal2110 Жыл бұрын
ହେ ନୂତନାମ୍ବୁ ଧର ଚାରୁମୂର୍ତ୍ତି ହେ କୁନ୍ତୀପଞ୍ଚ ତନୟା ବହନ୍ତି ହେ ବିପ୍ରଦାମୋଦର ମୁକ୍ତିଦାତା ନିରାଶ୍ରୟମାଂ ଜଗଦୀଶରକ୍ଷ||1|| କ୍ଷୀରାବ୍ଧିଜା ବଲ୍ଲଭ ବାସୁଦେବ ବ୍ରହ୍ମାଣ୍ଡ କାରୀ ପ୍ରଣତା ମ୍ମୁଜାର୍କହଃ ହେ ଦ୍ରୌପଦୀ ଦୁଃଖ ସମୀରସର୍ପ ନିରାଶ୍ରୟମାଂ ଜଗଦୀଶରକ୍ଷ||2|| ମହାପ୍ରଭୁ କଂସ ଦଶାନନାରି ତାପତ୍ରୟତ୍ତ ପିତଶିତ୍ତ ରଶ୍ରୀ ଅନାଥ ବନ୍ଧୁ କରୁନୈକ ସିନ୍ଧୁ ନିରାଶ୍ରୟମାଂ ଜଗଦୀଶରକ୍ଷ||3|| ବିଧ୍ରୁତ ଧତ୍ରୀ ସବଗ୍ରୁର ରୀତ ସୁରମ୍ୟରାଦିବ ଦଳାୟତାକ୍ଷ ହେ କାମକାମି ପ୍ରଦକାମ ଚାରି ନିରାଶ୍ରୟମାଂ ଜଗଦୀଶରକ୍ଷ||4|| ହେ କୃଷ୍ଣ ହେ ବିଶ୍ୱନ୍ନିନାଦ ବିଷ୍ଣୁ ହେ ଦେବକୀ ମାନସ କୌରବେନ୍ଦ୍ର ହେ ଶ୍ୟାମ ହେ ରିଷ୍ଟକମର୍କ ଦେବ ନିରାଶ୍ରୟମାଂ ଜଗଦୀଶରକ୍ଷ||5|| ହେ ପିକ କୌଶିୟ ଧରାଦି ଦେବ ହେ ବେଣୁଧାରୀ କମନୀୟ ରୂପମ୍ ହେ ଗୌତମ ସ୍ତ୍ରୀ ସ୍ତୁତି ଶଳିନେଚ ନିରାଶ୍ରୟମାଂ ଜଗଦୀଶରକ୍ଷ||6|| ହେ ଗକୁଳ ରକ୍ଷଣ ଗୋପୀନାଥ ଗୋପାଳ ଗୋପୀ ଜନ ପ୍ରାଣବନ୍ଧୁ ଶ୍ରୀମଦ ଯୋସଦା ହୃଦୟାଭି ଚନ୍ଦ୍ର ନିରାଶ୍ରୟମାଂ ଜଗଦୀଶରକ୍ଷ||7|| ହେ କୃଷ୍ଣ ଗୋବିନ୍ଦ ହରେ ମୂରାରୀ ହେ ନାଥ ନାରାୟଣ ବାସୁଦେବ କୃପାମ୍ ଭିଦେହିଃ ମହୀପାପ ସିନ୍ଧୁ ନିରାଶ୍ରୟମାଂ ଜଗଦୀଶରକ୍ଷ||8|| ହରେ ମୁରାରୀ ମଧୁକୈଟଭାରୀ ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରୀ ଯଂଗ୍ୟେଷ ନାରାୟଣ କୃଷ୍ଣ ବିଷ୍ଣୁ ନିରାଶ୍ରୟମାଂ ଜଗଦୀଶରକ୍ଷ||9|| ***ଅଥଃ ଶ୍ରୀ ନିରାଶ୍ରୟାଷ୍ଟକଂ ସମାପ୍ତ ***
@LalitMoharana-bj6ed
@LalitMoharana-bj6ed 4 ай бұрын
Thank you
@sunitajojovlogger88
@sunitajojovlogger88 Жыл бұрын
Bahut sundar song , jetebele dukha lage setebele ai song ti sunile mind fresh heijai
@ranjit..pradhan..143
@ranjit..pradhan..143 11 ай бұрын
He mahaprabhu Krupa kara 🙏🙏🙏🙏
@ranjanranjanbagh1416
@ranjanranjanbagh1416 Жыл бұрын
He Mhasaya Apananku pranam prabhu Narayan ku koti koti pranama prabhu daya kari Ai nirasraya ku AASrayatiki A deba nirasraya Rakshama
@amarendrarout2147
@amarendrarout2147 Жыл бұрын
🙏ମା ରକ୍ଷାକରନ୍ତୁ
@uttamapani7785
@uttamapani7785 9 ай бұрын
Ye geet jeneke liye ek prerana Jay jagarnnath shyami Nayan pathagami bhavatu main
@malayakumarsahoo7846
@malayakumarsahoo7846 2 жыл бұрын
Omm Namoh vagabate Basudebayah. Hey Antaryami apanku koti koti pranam. Hey parambrahma tume hin varasa mora.
@subratkarmi6921
@subratkarmi6921 Жыл бұрын
ଜଯ ଜଗନାଥ❤
@deepakkumarpanda9350
@deepakkumarpanda9350 6 ай бұрын
ମାମ୍ ଅହୋଭାଗ୍ୟ 🙏🙏ସବୁଦିନ ଏହା ଶୁଣିବା ମୋର ଅଭ୍ୟାସ ହୋଇଗଲାଣି। ଏହାକୁ ଶୁଣି ମୁଁ ନିଜର ଅସ୍ତିତ୍ବ କୁ ଭୁଲିଯାଏ। ଧନ୍ୟବାଦ ଆଜ୍ଞା 🙏🙏
@tanushreemishra1738
@tanushreemishra1738 2 жыл бұрын
Nirasraya mam jagadisha rakhya 🙏🙏 Jahara kehi nahni tara tame hni sabu kichhi prabhu 🙏🙏
@jhunulatamuduli2032
@jhunulatamuduli2032 Жыл бұрын
Han.... Bhauni... Sie hin eka saha bharosa... Tanka bina jibana ra mane hin kichhi nhi... Jay jagannath swami🙏🙏🙏
@gitanjalitripathy5389
@gitanjalitripathy5389 2 жыл бұрын
ବହୁତ ବହୁତ ମଧୁର ଲାଗୁଚି ଶୁଣିବାପାଇଁ, ଜୟ ଜୟ ଜଗନ୍ନାଥ 🙏🙏
@indiradevi400
@indiradevi400 4 ай бұрын
ଆପଣଙ୍କ କଣ୍ଠ ରେ ଏହି ଭଜନ ଟି ବହୂତ ସୁନ୍ଦର , ରାତିରେ ଶୋଇଲା ବେଳେ ସୂଣେ
@anilpradhan4010
@anilpradhan4010 Жыл бұрын
🙏🙏🙏🙏ମୋ ଗାଁ କଥା ମନେ ପଡ଼ିଲେ ମୁଁ ଏହି ଗୀତ ଶୁଣିଲେ ବହୁତ ଭଲ ଲାଗେ 🙏🙏🙏🙏 2:19
@debasistechnical4437
@debasistechnical4437 Жыл бұрын
🙏🙏🙏🙏🌺🌺🌺🌺 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ ଭବ ତୁମେ 🌺🌺🌺🌺🙏🙏🙏🙏
@sjena9474
@sjena9474 2 ай бұрын
Jay maatadi maaa mahalaxmi mahamaayee girija nandini maa narayani maalo maa tuhi amaa Saha bharosha maaa jagat janani maaa namasthute maaa biraja maaa tarini maaa dukha harini maa nadia Rani maa mandara malini maa ghatagaon tarini thakurani maa namasthute maa jagat janani maaa sarva mangala maaa jaulai maaa narayani maaalo maaa namasthute maaa jagat janani maaa namasthute maaa ugratara maaa taradei maaa bhuashuni maaa banadurge maaa kochilei maaa shikhara chandi maaa basanti durge maa santoshi maa Gayatri maa Shivani maa bhawani maa shailaputri maa brahmacharini maa kushmandha maa chandraghanta maa skandhamaata maa katayeni maa kalaratri maalo maa mahaGouri maaa Ambegouri maaa namasthute maaa siddhidatri maa jagadhatri maalo navadurge maaa sherawaleia maaa namasthute maaa jagat janani maaa namasthute maaa jhankata sarala maaa dakshina Kali maaa narayani maaa namasthute maaa bhogorai maaa basulei maaa bagalamukshi maaa dakshina Kali maaa bhagavati maaa taratarini maaa namasthute maaa jagat janani maaa namasthute maaa jagat janani maaa bata Mangala maaa kuansha Mangala maaa kakatapura Mangala maaa namasthute maaa taratarini maaa gada chandi maa cuttacka chandi maa kamakhya devi maaa momai maaa sri gundicha maaa namasthute maaa mahaSaraswati maaa mahaLaxmi maaa mahaKali maaa namasthute maaa mahaGouri maaa Ambegouri maaa namasthute maaa biswa bashini maaa kampilya bashini maaa jagat janani maaa subhadra maaa namasthute maaa bimala devi maaa namasthute maaa jagat janani maaa namasthute maaa Sitamaayaa maaa Radhamaayaa maaa Vrundavatimaayaa maaa Parvatimaayaa maaa namasthute maaa jagat janani maaa namasthute maaa jagat janani maaa padmavatimaaya maaa namasthute maaa jagat janani maaa namasthute maaa kamala maaa sarva Mangala maaa namasthute maaa jagat janani maaa namasthute maaa jagat janani maaa amaa adhisthatri devi maaa namasthute maaa jagat janani maaa sarve bhabantu sukhinoh sarve santu niramaya sarve bhadrani paschantu maa kaschith dukha bhag bhabeth omm namaha shivaya omm namaha narayanayah deva namaha namaha shivaya omm namaha shivaya omm namaha bhagavate vasudevaya Namaha Namaha Namaha Namaha omm Sri radhe radhe radhe radhe jay sri radhe radhe radhe radhe radhe radhe radhe radhe radhe radhe jay sri srikrishna Govinda hare murari hey natha narayana vasudeva jay sri radhekrishna Govinda hare murari hey natha narayana vasudeva omm🩷💐💯🌄🌄🩶🩶🙏🏽🚩🛕🪻🪻🪷🪜🌼🌼🌱🙏🙏🏾🌾🍁🌞💖🥹🇮🇳🌼🌱🙏🏾🌾😁🪜💐🩶🚩🛕💐🩷😁🪻🛕🚩🙏🏽🩶🌄🪜💐🪜👍🏽🩶🚩🛕🪻💯🌄🩶🙏🏽🚩🛕🪻🛕🙏🏽🩶💯💐🩷
@pareshpadhan5028
@pareshpadhan5028 Күн бұрын
Radhe Krishna
@SudhansuRana-e2z
@SudhansuRana-e2z Жыл бұрын
Sata re mana ku bahut Santi miluchi Joy jaganath 🙏🙏🙏
@situbehera5717
@situbehera5717 Жыл бұрын
Jay shree Jagannath Swami nayanapathagami bhabatumeba 🙏🙏🙏
@ranjanswain9176
@ranjanswain9176 2 жыл бұрын
Super se vi upara Jagannath swami nayan pathagami
@malayakumarsahoo7846
@malayakumarsahoo7846 2 жыл бұрын
Omm Namoh vagabate Basudebayah. Hey Antaryami apanku koti koti pranam.
@biswanathswain4574
@biswanathswain4574 Жыл бұрын
Touch my heart ଜୟ ଜଗନ୍ନାଥ
@SUSHILARJUNNDAS
@SUSHILARJUNNDAS 6 ай бұрын
🌅🌅🌅🌅🌅🌅🌅🔱🔱🔱🔱🔱🔱🔱🪷🪷🪷🪷🪷🪷🪷🐚🐚🐚🐚🐚🐚🐚🌾🌾🌾🌾🌾🌾🌾ଓଁ*****ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ ନମଃ*****ଓଁ 🌾🌾🌾🌾🌾🌾🌾🐚🐚🐚🐚🐚🐚🐚🐚🪷🪷🪷🪷🪷🪷🪷🪷🔱🔱🔱🔱🔱🔱🔱🌄🌄🌄🌄🌄🌄🌄
@purnachandra287
@purnachandra287 Жыл бұрын
JAY JAGANNATH JAY JAGANNATH JAY JAGANNATH JAY JAGANNATH 🎉🎉🎉🎉🎉🎉🎉🎉🎉
@rajkumarvlogs090
@rajkumarvlogs090 2 жыл бұрын
ସବୁ ଦିନ ସକାଳେ ଦୋକାନ ପୂଜା କରିବା ପରେ ମୁଁ ଏହି ଅଷ୍ଟକମ୍ ଶୁଣିବାକୁ ଭଲ ପାଏ
@achyutprasad4521
@achyutprasad4521 Жыл бұрын
Apart from this daily worship your parents first ,then other Gods....otherwise no God will listen your prayer
@bindasrinku6310
@bindasrinku6310 Жыл бұрын
ଜୟ ଶ୍ରୀ ଜଗନ୍ନାଥ 🔱🕉️♥️❤🙏
@mantupanda5233
@mantupanda5233 Жыл бұрын
Radhe radhe
@bijayalaxmimohanty866
@bijayalaxmimohanty866 Жыл бұрын
Hrudayasparsi bhajan namaste 🙏 🙏
@THESKD6116
@THESKD6116 6 ай бұрын
ସତରେ ପ୍ରଭୁ ଏତେବଡ ଦୁନିଆଁରେ ତୁମ ଛଡା ଆଉ କେହି ନିଜର ନୁହଁ 🙏
@jayshreeradhamadhaba2462
@jayshreeradhamadhaba2462 Жыл бұрын
Mo mana jetebele bichalita heijaye tatha mn jetebele dukhare thaye ye ku sunile mo mana santa heijaye❤❤❤❤❤🙏🙏🙏🙏jay shree Radhamadhaba🙏🙏🙏🙏
@tlbgaming4609
@tlbgaming4609 Жыл бұрын
Om nama Laxmi Narayan ❤️🙏
@debadattasha7353
@debadattasha7353 11 ай бұрын
Jay..jaganntha
@tripatiraulo5360
@tripatiraulo5360 4 ай бұрын
🙏ଶ୍ରୀ ହରି ଶରଣଂ🙏
@jitendrasahoo4757
@jitendrasahoo4757 2 жыл бұрын
ହେ ମହାବାହୁ ଆପଣଙ୍କ ପାଦ ପଦ୍ମରେ ଅନନ୍ତ କୋଟି କୋଟି ଦଣ୍ଡବତ ମଣିମା
@ranjanpanigrahi6447
@ranjanpanigrahi6447 6 ай бұрын
🙏🙏🙏🙏🙏🙏🙏🙏🙏
@sanjaymishra280
@sanjaymishra280 2 жыл бұрын
Otti sundar bhajana ଶୁଣିଲେ mon ru dukha ଦୁରେଇ ଜୀଵ
@jaymaamangala4297
@jaymaamangala4297 Жыл бұрын
ବହୁତ ସୁନ୍ଦର ଅତି ସୁନ୍ଦର ଗାୟନ ଶୈଳୀ
@subhransuharichandan8576
@subhransuharichandan8576 2 жыл бұрын
Nila chala Nibasaya Nitya Paramatma ne Bhala vedhra Suvdra Vhyam Jagannath Yate Namah 🕉️🙏✡️
@bishnuprasadpalei6497
@bishnuprasadpalei6497 Жыл бұрын
Gurudev Apana'nka Charanara Tale Hrudayaru Koti'koti Pranam Janauchhi...E Slokaku Jete Sunilebi Tathapi Mana Bujhena...Ahuri Thare Apana'nka Charanara Tale Koti'koti Pranam Janauchhi
@SUSHILARJUNNDAS
@SUSHILARJUNNDAS 6 ай бұрын
🎙️🙏🎙️🙏🎙️🙏🎙️🙏🎙️🙏🎙️🙏🎙️🙏🎙️
@sibasankarpradhan2907
@sibasankarpradhan2907 2 жыл бұрын
Jay Jagannath 🙏 prabhu Sri Hari 😭😭😭🙏🙏🙏
@himansusekharpati4254
@himansusekharpati4254 2 жыл бұрын
Jay shree Gopal Jew Jay Radha Krishna Jay Laxmi Narayan 🙏🏻🙏🏻🙏🏻💖💖💖😭😭💐💐💖🙏🏻🙏🏻🙏🏻🌹🌹🙏🏻🙏🏻🙏🏻💖😭😭💐💐💐😭💖💖🙏🏻🙏🏻🙏🏻🌹🌹🙏🏻🙏🏻💖💖😭💐💐😭😭😭🙏🏻🙏🏻
@JaganMalik-p3y
@JaganMalik-p3y Жыл бұрын
1000coment 🙏jaysitaram 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@shantilatamohanty6380
@shantilatamohanty6380 2 жыл бұрын
Jai jagnnathha 🌹🌺🌼🌼🌺🌺🌸🌼🌺🌼🌸🙏🙏🙏🕉️🌷🙏🕉️🙏🌹🕉️🙏🌹🙏 Ballia Baba 🌷🙏 ki jai 🌸🌸🙏
@rajenderbeheragrajender.be748
@rajenderbeheragrajender.be748 2 жыл бұрын
👍 Sanjaysasmita ❤️🙄🙄👍🙏😂
@kagajinayak9823
@kagajinayak9823 Жыл бұрын
Ehaku jete sunile adhika sunibaku ichha heuchhi satare bohut Santi lagila suniki🙏🙏🙏
@DeepakKumarMohapatra-d4d
@DeepakKumarMohapatra-d4d 11 ай бұрын
Ati Sundar song Jay Jagannath 🙏
@basantkumarchoudhury3861
@basantkumarchoudhury3861 2 жыл бұрын
Jay Jagannath 🙏 apananka kanthare ehi sulkati sunibaku bahut bhala lagila ..God bless you always
@divadoll135
@divadoll135 Жыл бұрын
Prabhu 😢😢😢😢😢 Jai jagannath Prabhu
@kanchandasvlogs
@kanchandasvlogs Жыл бұрын
Horebol Horebol Horebol 👏👏👏 Jay jay shree Jagannath 🙏 Jay jay shree Jagannath 🙏 Jay jay shree Jagannath 🙏🙏🙏🌹❤️🌼🌹🌼🌹🌼🌹🌼🌹🌼🌹🙏
@pnsahoosahooyoutubeenterte3481
@pnsahoosahooyoutubeenterte3481 3 жыл бұрын
Bahut sundar sir, ଆତ୍ମାକୁ ଶାନ୍ତି ‌ଲାଗୁଚି
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 651 М.
УДИВИЛ ВСЕХ СВОИМ УХОДОМ!😳 #shorts
00:49
Mom Hack for Cooking Solo with a Little One! 🍳👶
00:15
5-Minute Crafts HOUSE
Рет қаралды 18 МЛН
Thank you Santa
00:13
Nadir Show
Рет қаралды 59 МЛН
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 651 М.