Will Prakash Once Again Join BJP | No Comments | Nirbhay Gumara Katha

  Рет қаралды 18,690

Nirbhay

Nirbhay

Күн бұрын

Will Prakash Once Again Join BJP | No Comments | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 60
@MaheswarKar-z8g
@MaheswarKar-z8g 10 күн бұрын
ଗୋଟେ ଗାଈ ପୋଖରୀ ହୁଡାରେ ଚରୁଥିଲା, ହଟାତ ତାର ନଜର ପଡିଲା ଅପର ପାର୍ଶ୍ଵ ର ହୁଡ଼ାରେ ଉଚ୍ଚା ଘାସ, କାଳ ବିଳମ୍ବ ନକରି ଅପର ପାର୍ଶ୍ଵକୁ ଧାଇଁଲା, ସେଠାରେ ଯାଇଁ ଦେଖିଲା ଯେଉଁ ହୁଡ଼ା ଛାଡ଼ି ଦେଇ ଆସିଥିଲା ସେଟାବି ଉଚ୍ଚା ଦେଖା ଯାଉଚଛି, ଶେଷରେ ଏପଟ ସେପଟ ହୋଇ ଉପବାସରେ ଘରକୁ ଫେରିଲା। ପ୍ରକାଶ ବାବୁଙ୍କ ଅବସ୍ଥା ବର୍ତମାନ ସେଇଆ।
@netajidash9367
@netajidash9367 8 күн бұрын
@@MaheswarKar-z8g ବଢ଼ିଆ ବୁଝେଇଲେ। ଉପମାଟା ଭାରୀ ଟେଷ୍ଟି ହେଇଚି। ବୁଝି ହେଲା ନା?
@susantasahoo9544
@susantasahoo9544 10 күн бұрын
ପ୍ରକାଶ ବେହେରା ପଦ୍ମ ଧରିଲେ ମଧ୍ୟ ପାଞ୍ଚ ବର୍ଷ ଜଳକା ହୋଇ ରହିବେ ।
@LAXMINARAYANNAYAK2000
@LAXMINARAYANNAYAK2000 10 күн бұрын
ସାର ଆପଣଙ୍କ ର ଭୁଲ ଧାରଣା PRAKASH BEHERA ଟାଣୁଆ ନେତା ନୁହଁନ୍ତି। ସେ ହେଉଛନ୍ତି ଡରୁଆ, ବେଇମାନୀ ନେତା। ଆଉ ଗୋଟିଏ କଥା ମୁଁ କହିବି Arindam Roy ଙ୍କ ପାଦ ଧୂଳି କୁ ସରି ହେବନାହିଁ Prakash Behera ୨୦୨୯ ରେ ସାଲେପୁର ରେ ପୁଣି Arindam Roy ଲଢିବେ। ବିଜେପି ରେ Prakash କୁ ଯୋଗ କରିବାକୁ ଦିଅନାହିଁ। ମୋର ଏତିକି ଅନୁରୋଧ ରାଜ୍ଯ ବିଜେପି କୁ।
@RanjanBehera-ge1kf
@RanjanBehera-ge1kf 10 күн бұрын
☀️ Thanks............................👍 ସେ ସେଇ କଟକ ରୁ ଲଢ଼ିବେ
@satyamsibammohanty1255
@satyamsibammohanty1255 10 күн бұрын
ସ୍ଵାର୍ଥପର ନେତା !!!
@TigerDon420
@TigerDon420 9 күн бұрын
Prakash behera's base is different and gundaism....not at all decent in past....
@pravatkumarsutar2431
@pravatkumarsutar2431 10 күн бұрын
ବିପଦ ବେଳେ ପ୍ରକାଶ ହାତ ଚଡ଼ିଛି bjp ର ତେଣୁ ତାଙ୍କୁ bjp ରେ ମିଶାନ୍ତୁ ନାହିଁ। ଆରୀମଦମ୍ ଭାଇ ସାଲେପୁର ର ଦାୟିତ୍ୱରେ ରହିବେ
@sarojkumarbehera6697
@sarojkumarbehera6697 9 күн бұрын
ବିଜେପି ରେଭେନ୍ସା ନାମ ପରିବର୍ତ୍ତନ ଚାହୁଁ ନାହିଁ କେବଳ ସେଦିନ ଥିଲା ଧର୍ମେନ୍ଦ୍ର ପ୍ରଧାନ କଂ ବ୍ଯକ୍ତି ଗତ ବାଚାଳାମି... ଜୟ ଶ୍ରୀରାମ 🙏🏼🙏🏼🙏🏼
@dagreswargoud
@dagreswargoud 10 күн бұрын
ଭଗବାନ ଯାହା କରନ୍ତି ଆଉ...
@chhabindramansingh73
@chhabindramansingh73 10 күн бұрын
ଏଗୁଡା ସ୍ୱାର୍ଥ ବାଦୀ ନେତା
@RanjanBehera-ge1kf
@RanjanBehera-ge1kf 10 күн бұрын
☀️ ବିଜେଡି ସାଂସଦ ସୁଜିତ ଙ୍କ ରାଜ୍ୟସଭା ରୁ ଇସ୍ତଫା................... ♥️☀️💙☀️💚☀️🧡☀️🖤☀️ 💛☀️♥️☀️🖤☀️💛☀️♥️☀️ 🖤☀️💙☀️💚☀️🧡☀️🖤☀️ 💛☀️♥️☀️🖤☀️💛☀️♥️☀️ 💙☀️💚☀️🧡☀️🖤☀️💛☀️ ♥️
@SwarnaMohanty-hj5rs
@SwarnaMohanty-hj5rs 8 күн бұрын
Kete koti ra karbar ?
@RanjanBehera-ge1kf
@RanjanBehera-ge1kf 8 күн бұрын
​@@SwarnaMohanty-hj5rs ☀️ No Money Only Swabhiman & Asmita.......♥️🎄💙🎄💛
@brajakishorepadhi4022
@brajakishorepadhi4022 10 күн бұрын
ନବୀନ ପଟ୍ଟନାୟକ ଭଳି ଭଦ୍ର ଡକାୟତ ର ନାମ ଦୟା କରି ମୁହଁ ରେ ଧରନ୍ତୁ ନାହିଁ। ଗାଳି କରିବାର ଅଛି ଯଦି ବୁଢା ନବୀନ ପଟ୍ଟନାୟକ ପ୍ରଯୁଜ୍ୟ। ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ନବୀନ ପଟ୍ଟନାୟକ ନିମ୍ନ ଗାମୀ ହେଉ।
@SwarnaMohanty-hj5rs
@SwarnaMohanty-hj5rs 8 күн бұрын
Padhi bamhuna sabu Pattnaik karana nku ghruna karanti .
@Samar-papun
@Samar-papun 10 күн бұрын
ଅରିନ୍ଦମ ଏବେ ଠୁ base ବନେଇଲାଣି ସାଲେପୁର ରେ, next ଇଲେକ୍ସନ ରେ ତାକୁ ପୁଣି କୋଉଠୁ ଟିକେଟ ଦେବେ
@satyaranjanpatra5902
@satyaranjanpatra5902 10 күн бұрын
Thik thik vai
@LAXMINARAYANNAYAK2000
@LAXMINARAYANNAYAK2000 10 күн бұрын
Arindam ଭାଇ ସାଲେପୁର ରେ ୨୦୨୯ ରେ ବିଧାୟକ ଲଢିବେ।
@Dr.HemantaKumar
@Dr.HemantaKumar 10 күн бұрын
ପ୍ରକାଶ କୁ ବିଜେପି ଗ୍ରହଣ ନ କଲେ ଭଲ ।
@LAXMINARAYANNAYAK2000
@LAXMINARAYANNAYAK2000 10 күн бұрын
@@Dr.HemantaKumar ଠିକ୍ କହିଛନ୍ତି👍
@satyaranjandash388
@satyaranjandash388 10 күн бұрын
ଯେମିତି ହରିୟାଣା ସରକାର ଦଳବଦଳ କରୁଥିବା ନେତା ଙ୍କର pension ବନ୍ଦ କରିବେ ନିଷ୍ପତି ନେଇଛନ୍ତି ଏଟା ଗୋଟେ ରାଜନୈତିକ ସମାଜ ପାଇଁ ଉଚିତ ବ୍ୟବସ୍ଥା, ehi ବ୍ୟବସ୍ଥା କୁ ଆମେ ସ୍ୱାଗତ କରୁଛୁ, ଏଟା ଓଡ଼ିଶାରେ ଆଉ ସାରା ଦେଶରେ କେବେ ଲାଗୁ ହେବ
@BishwaRanjanDas-wn1ru
@BishwaRanjanDas-wn1ru 10 күн бұрын
ବିଶ୍ୱ ମଲ୍ଲିକ ତୁମ କଥା ମାନି ବିଜେପି ପଳେଇ ଗଲେଣି
@tapasswain3231
@tapasswain3231 10 күн бұрын
Arindam bhai bohut hard time re Salepur asile so ame Arindam bhai nku support karibu
@sangramjeetnath6434
@sangramjeetnath6434 10 күн бұрын
ସୁ ସ୍ବାଗତଂ 🌹
@himansusekharrout2433
@himansusekharrout2433 10 күн бұрын
🙏🙏🙏
@chitaranjanbhoi585
@chitaranjanbhoi585 9 күн бұрын
କିରେ ମାଗିହା ତୋ ବୋଉ ବୀଆ
@manjupravamishra8000
@manjupravamishra8000 10 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@lilambersinghBrar4
@lilambersinghBrar4 10 күн бұрын
He should be join in congress
@netajidash9367
@netajidash9367 10 күн бұрын
ପ୍ରକାଶ ଡେଇଁବା ପୂର୍ବରୁ ହିମନ୍ତାଙ୍କ ଆଡ଼କୁ ଟିକେ ଅନେଇଲେ ଭଲ ହବ। ସେ ଜଣେ ଭଲ MLA ଥିଲେ ମୁଁ ଜାଣିଚି। ମୈଦାନରେ ନେତୃତ୍ୱ କ୍ଷମତା କେତେ ଜାଣିନି। ସାଲେପୁର ପ୍ରତିନିଧି ଥିବାବେଳେ ଜାଣିଚି। ହିମନ୍ତାବିସ୍ୱଶର୍ମା ଭଳି ହେଇପାରିବୈ?
@santoshrout6327
@santoshrout6327 10 күн бұрын
Prakash behera ku bjp neba katha nahni . Gote selfish loko
@nirmaldas6621
@nirmaldas6621 10 күн бұрын
Sethi rasa sarigala athi dekhiba.
@akpanda833
@akpanda833 10 күн бұрын
It will be matter of shame if he joins BJP . Congress to BJD & now may move to BJP
@satyamsibammohanty1255
@satyamsibammohanty1255 10 күн бұрын
Congress>BjP>BJD>???
@rashmibijaykumarmishra5543
@rashmibijaykumarmishra5543 10 күн бұрын
Who is he ?
@Funnytrainvideos-u1g
@Funnytrainvideos-u1g 9 күн бұрын
Prakash and Sukanta becme fool,they were destroyed. Couldn't assess the future.
@satyaranjanpatra5902
@satyaranjanpatra5902 10 күн бұрын
Au asile kichi hebani....only arimdam vai
@LAXMINARAYANNAYAK2000
@LAXMINARAYANNAYAK2000 10 күн бұрын
Arindam Bhai 2029 ରେ ବିଜେପି ରୁ ସାଲେପୁର ରେ ବିଧାୟକ ଲଢିବେ।
@satrughnadahoo9193
@satrughnadahoo9193 10 күн бұрын
It will be very sad
@MANOJKUMARPRADHAN-q4u
@MANOJKUMARPRADHAN-q4u 10 күн бұрын
Right
@n.sandipchoudhury5624
@n.sandipchoudhury5624 10 күн бұрын
Again congress
@SeshadabBalbantara
@SeshadabBalbantara 10 күн бұрын
Apana BJP ku support karanti ki ?
@TigerDon420
@TigerDon420 9 күн бұрын
Arindam is far better than Prakah behera....Prakash behera is a gunda character....But Arindam is a decent guy.....He can do far better than Prakash.....We need Arindam only..
@suryakantadash7624
@suryakantadash7624 10 күн бұрын
ଘର କଥା ତ ଖାଲି ଡିଆଁ ଡେଇଁ କରିବେ
@bijoyketanacharya8921
@bijoyketanacharya8921 10 күн бұрын
Only wrong decision is enhancing/allowing his P.S to be the next C.M of this State.
@binodsahoo3374
@binodsahoo3374 10 күн бұрын
Impossible is possible in politics. See how Bhupinder........assassinated
@sudarsanbhoi1788
@sudarsanbhoi1788 7 күн бұрын
Kia dekhichi net time au kuade jibe se bhali neta ketedina koudalare rahibe jiba asiba neta bachantuni
@Jayjagannath.God_456
@Jayjagannath.God_456 10 күн бұрын
Au jane houchanti Nilagiri ex MLA Sukanta Nayak
@user-uw1yk3pk7c
@user-uw1yk3pk7c 10 күн бұрын
Tume kichi janina
@rabindramishra3319
@rabindramishra3319 10 күн бұрын
Dalbadlu ku jota mada thik
@rajendrasamanta4526
@rajendrasamanta4526 10 күн бұрын
ଆପଣ ସବୁ ଜାଣିଛନ୍ତି ଆପଣ ବେକାର କଥା କହୁଛନ୍ତି କଂଗ୍ରେସ କମିଙ୍ଗ
@nrusinghabehera9461
@nrusinghabehera9461 3 күн бұрын
Exsess. Is. Alwase. Bad
@nrusinghabehera9461
@nrusinghabehera9461 3 күн бұрын
Daladia. Nata. Ta. Beiman. Boli. Odisara. Janasadaranna. Jannigalenni.
@Jayashkansa
@Jayashkansa 10 күн бұрын
ନବୀନ ତାଙ୍କ ବାପଙ୍କଠାରୁ କିଛି ଶିଖି ପାରିଲେନି
@SwarnaMohanty-hj5rs
@SwarnaMohanty-hj5rs 8 күн бұрын
24 years chief minister, nothing more to learn .
WORLD BEST MAGIC SECRETS
00:50
MasomkaMagic
Рет қаралды 34 МЛН
Will A Guitar Boat Hold My Weight?
00:20
MrBeast
Рет қаралды 189 МЛН
Apple peeling hack @scottsreality
00:37
_vector_
Рет қаралды 125 МЛН
RSS ഉം ADGP ഉം!''ഗം'  | #GUM | 13 September 2024
19:57
asianetnews
Рет қаралды 201 М.
ମୁଣ୍ଡ ବାଡ଼େଇଲେଣି ଦଳଡିଆଁ
13:16
WORLD BEST MAGIC SECRETS
00:50
MasomkaMagic
Рет қаралды 34 МЛН