Foundation Day After 7 days, Naveen In A State Of Confusion | Nirbhay Gumara Katha

  Рет қаралды 12,122

Nirbhay

Nirbhay

Күн бұрын

Пікірлер: 85
@durgaprasadsamantaray7084
@durgaprasadsamantaray7084 32 минут бұрын
ଅତି ସୁନ୍ଦର ମଞ୍ଜକଥା ର ବିଶ୍ଳେଷଣ।
@DinabandhuNaik-yw1xs
@DinabandhuNaik-yw1xs Сағат бұрын
ନବୀନ ର ଶାର୍ଦ ଦିବସ ପାଳନ କରିବେ
@laxmidharapanda6086
@laxmidharapanda6086 2 сағат бұрын
ନବୀନଙ୍କ ଦିମାଗରେ ଥିବା ପାଣ୍ଡିଆନ ବୁଦ୍ଧିସବୁ ଏକ୍ସପାଇର ହୋଇ ସାରିଲାଣି 6ମାସ ଭିତରେ ! ଏବେ ତାଙ୍କ ସନ୍ୟାସୀ ଗୁରୁ କେବଳ ଦୁର୍ବୁଦ୍ଧିଗୁଡ଼ା ଅନଲାଇନରେ ପ୍ରେରଣ କରୁଛନ୍ତି ସତ କିନ୍ତୁ ତାହା ମୂଲ୍ୟହୀନ ସାବ୍ୟସ୍ତ ହେଉଛି !
@trilochanpatnaik6321
@trilochanpatnaik6321 2 сағат бұрын
ନବୀନ ଦାସ ବାବୁ! ଆପଣ ଯାହା ଅନୁମାନ କରିଛନ୍ତି about ବିଜେପି ( ମୋହନ) ସରକାର is really the extended Pandian guided 5T ସରକାର। କାରଣ ସେମାନେ ଏ ପର୍ଯ୍ୟନ୍ତ Pandian ଦ୍ଵାରା ନିର୍ଦ୍ଦେଶିତ ଦୁର୍ନୀତି ଗୁଡିକରୁ କୌଣସି ଗୋଟିକର ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କରୁ ନାହାଁନ୍ତି କି ଆଗକୁ କରିବେ ବୋଲି ଆଶା ନାହିଁ।
@prananathpati9976
@prananathpati9976 44 минут бұрын
ନବୀନ ବାବୁ ଆପଣ ଯେଉଁ ବାଣ ମାରୁଛନ୍ତି ସେଥିରେ ଉଭୟ ବିଜେଡି ବିଜେପି ଘାଇଲା। ଏମାନଙ୍କ ଭିତରେ ଗୋଟାଏ ନେକ୍ସସ ଅଛି। ଆଗକୁ ବିଜେପି ଧରା ପଡ଼ିବ ଆଉ ଚାରି ପାଞ୍ଜିରୁ ଯିବ। ଲୋକଙ୍କୁ ଭୂତେଇ ଦିନ ଗଡ଼େଇ ଚାଲିଛନ୍ତି।
@brajakishorepadhi4022
@brajakishorepadhi4022 2 сағат бұрын
ନବୀନ ପଟନାୟକ ର ମହାପାପ ତା ପିଛା ଛାଡିବ ନାହିଁ। ଆପଣା କଲା କର୍ମ ମାନ ବେଳୁ ହୋଇବ ସାବଧାନ। ନବୀନ ପଟ୍ଟନାୟକ ସବୁ ପ୍ରପଂଚ ପ୍ରତାରଣା ର ଆଇକନ।
@bishnucharnrana3282
@bishnucharnrana3282 2 сағат бұрын
ବର୍ତ୍ତମାନ ବିଜୁ ଜନତା ଦଳ ଗୋଟିଏ ବଡ଼ ଢମଣା ସାପ ଯାହାର ଆଦୌ ବିଷ ନାହିଁ ବୋଲି ମୋହନ ମାଝୀ ସରକାର ଜାଣି ସାରିଲେଣି ।
@arucharanpradhan5502
@arucharanpradhan5502 3 сағат бұрын
୫ ଟି ବୋଲି ଗୋଟିଏ ବିଭାଗ କୌଣସି ରାଜ୍ୟରେ କିମ୍ବା ଦେଶରେ ଏପରି ନାହିଁ। ନବୀନ ବାବୁ ନିଜ ଇଚ୍ଛାରେ ବିଭାଗ ଖୋଲା ଥିଲେ। ମୋହନ ସରକାର ତାକୁ ନଉଠଆଇ ଚାଲୁ କରିବାର କାରଣ କ'ଣ ହୋଇପାରେ। ମୋହନ ସରକାର କ'ଣ ବିଜେଡି ପରି ଲୁଟିବାର ଆଶା ରଖିଛନ୍ତି? ଜୟ ଜଗନ୍ନାଥ।
@drsushantkumarmishra1181
@drsushantkumarmishra1181 Сағат бұрын
Health deptt ରେ ପାଣ୍ଡିଆନ ଅନୁଗାମୀ OAS ବାବୁ ମାନେ ଏବେ ବି ସକ୍ରିୟ ଅଛନ୍ତି. ମୋହନ ସରକାର କାହିଁକି ଗାଦି ମଡ଼ା OAS କୁଁ ହଟାଉ ନାହାନ୍ତି ଜାଣୀହେଉନି. ଦେଖାଯାଉ ଶୁଭାନନ୍ଦ ମହାପାତ୍ର ଭଳି OAS କେବେ ଯାଉଛନ୍ତି
@kushadhwajanahak186
@kushadhwajanahak186 2 сағат бұрын
ସାର୍ ନମସ୍କାର ଆଜିର ଏପିସୋଡ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା ଆପଣ ଛଅ ମାସ ହେଲା ପାଣ୍ଡିଆନ୍ ଇକୋ ସିଷ୍ଟମ କୁ ନେଇ ଆଲୋଚନା କରୁଛନ୍ତି କିନ୍ତୁ ମୋହନ ମାଝୀ ଙ୍କର କାର୍ଯ୍ୟ କଳାପ ରେ କିଛି ସୁଧାର ଆସିବା ପରି ଲାଗୁନି,
@sasthakumarpurohit2580
@sasthakumarpurohit2580 2 сағат бұрын
ନିର୍ଭୟ ଗୁମର କଥା କୁ ଧନ୍ୟବାଦ୍, ଛା ୟା ମନ୍ତ୍ରୀ ଗ ଠ ନ କରି।ଲାଭ।କଣ b j d ର,୨୮ ତମ ପ୍ରତଷ୍ଠା ଦିବସ ପାଳନ କରେ ଲାଭ କିଛି ନାହିଁ ,b j d ,ଲୁଟେରା ଦଳ ବୋଲି ଲୋକେ ଜାଣି ସ।ରିଲେନି, ଏ ବିଶ୍ୱାସ ଭାଜନ ଦଳ ନୁ ହେଁ,,,,,,,, ଷଷ୍ଠ କୁମାର ପୁରୋହିତ।।,,,,,,
@PurnachandraBehera-if5tu
@PurnachandraBehera-if5tu 2 сағат бұрын
Pandiyan ଜାଣନ୍ତି କୋଉଠି ଅଛି ମାଲ। ମାଲ ମିଳିଗଲେ ନବୀନ ବାବୁ ଦିଲ୍ଲୀ ଗସ୍ତ କରିବେ।
@rabindrapatra8223
@rabindrapatra8223 Сағат бұрын
Very beautiful presentation sir . Thanks for awareness Jay Jagannath ❤
@pramodkumarrout7641
@pramodkumarrout7641 2 сағат бұрын
ଫାଇଟି ଉପବିଭାଗ କଣ ଏବେବି ସବୁ ବିଭାଗ ରେ ଚାଲିଛି ?ଯଦି ନଥାଏ ,ପିଆଇଓ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।
@deepanjalimohanty9756
@deepanjalimohanty9756 3 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@bhubanmohanty3853
@bhubanmohanty3853 3 сағат бұрын
ସରକାର ବଦଳିଲେ ଅମଲାତନ୍ତ୍ର ସାଙ୍ଗେ ସାଙ୍ଗେ ବଦଳି ଯାଏନା. ଏଠି ତ ପାଣ୍ଦଆନ ଇକୋ ସିଷ୍ଟମ ଚାଲିଛି ।
@bulusethy9220
@bulusethy9220 3 сағат бұрын
❤❤❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@biswaranjankhandai8928
@biswaranjankhandai8928 2 сағат бұрын
Nabin Babu apana kimiti sabu janiparuchanti
@ghanshyamkampa2620
@ghanshyamkampa2620 Сағат бұрын
❤❤❤
@satyanaryannanda51
@satyanaryannanda51 2 сағат бұрын
Yes sir
@SabitaKhuntia-ih5yq
@SabitaKhuntia-ih5yq 36 минут бұрын
Jay Jagannath sir namaskar very beautiful presentation absolutely right 🙏🙏
@BasantaPanda-jk9we
@BasantaPanda-jk9we 19 минут бұрын
Very nìce.
@RanjanBehera-ge1kf
@RanjanBehera-ge1kf 2 сағат бұрын
☀️ ଏ ୬ ମାସ ଭିତରେ ଏମିତି ବାତାବରଣ ସୃଷ୍ଟି ହେଇଛି ବିଜେପି ବିରୋଧରେ ଯାଉଛି..! ତା'ର କାରଣ ଶାସନବ୍ୟବସ୍ଥା ଢ଼ିଲା,୩୦୦ୟୂନିଟ ମୁକ୍ତ ବିଜୁଳି ନାହିଁ, ଦରଦାମ ଉପରେ ନିୟନ୍ତ୍ରଣ ନାହିଁ, ଭାଗଚାଷୀ ଭୂମିହୀନଙ୍କୁ ପୂର୍ବରୁ ମିଳୁଥିବା ଅର୍ଥ ଦିଆଯାଉନି, ଏମିତି ବହୁତ କାରଣ ଅଛି...
@manojkumarsaint7803
@manojkumarsaint7803 Сағат бұрын
Jay Shree Jagannath ❤❤❤
@gangadhardash3430
@gangadhardash3430 Сағат бұрын
🎉🎉
@sangramnayak3375
@sangramnayak3375 3 сағат бұрын
1 st view sirrr..
@PurnachandraBehera-if5tu
@PurnachandraBehera-if5tu 3 сағат бұрын
ହାତୀ ପଡିବ ଫୁସ୍।😊
@manasdas5715
@manasdas5715 2 сағат бұрын
ଜେମିତି ବିଜେଡି ର ପ୍ରଚାର ଥିଲା "ଆମ ନବୀନ ଆମ ଘରେ" ସେମିତି ଏବେବି ଚାଲିଛି ଆମ ସନ୍ୟାସୀ ଆମ ଲୋକସେବା ଭବନ ରେ, ଧନ୍ୟ ରେ
@saratsahoo268
@saratsahoo268 25 минут бұрын
, କେବଳ ଦୁଇ ଜଣଙ୍କୁ ଛାଡ଼ି ଦେଲେ ଆଉ କେହି ମନ୍ତ୍ରୀ ଭଳି ଲାଗୁନି😊
@mituprdhan2020
@mituprdhan2020 2 сағат бұрын
Jai shree jagannath
@manjushaswain1037
@manjushaswain1037 35 минут бұрын
ଯେତେ ଯାହା କଲେ ଭୈରବ ଓଡ଼ିଶା ବାସୀ ଙ୍କ ଦ୍ଵାରା ‌ଗ୍ରହଣୀୟ ହୋଇ ପାରିବେ ନାହିଁ ।ସେଇ ଅନୁସାରେ ନବୀନ ।
@manaswinisatapathy6176
@manaswinisatapathy6176 3 сағат бұрын
Mo mane mohan❤
@prafullamohanty5557
@prafullamohanty5557 2 сағат бұрын
Pandiyan ku ଛାଡ଼ି ପାରିବେ ନାହିଁ କାରଣ ବିଜେଡି ର ପାର୍ଟି ଫଣ୍ଡ।Ligal and illegal ଭାବରେ ଥିବା ପ୍ରଚୁର ଅର୍ଥ।
@SagarikaKanungo
@SagarikaKanungo Сағат бұрын
ରାଜ୍ୟର ବିକାଶ ପାଇଁ ଯିଏ କର୍ଯ୍ୟକରେ, ସେମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼େ। ଏତେ ସମାଲୋଚନା ହେଉଛି ଅର୍ଥ ରାଜ୍ୟ ବିକାଶ ପଥରେ ଚାଲୁ ଥିଲା ।ବି
@Subashswain-r7b
@Subashswain-r7b 3 сағат бұрын
ନବୀନ ସାର୍,ଆପଣଙ୍କ ଏହିଭଳି ବିଶ୍ଳେଷଣ ଶୁଣିବା ପରେ ମୋହନ ସାର ଙ୍କ ଉପରୁ ଆସ୍ଥା ଧୀରେ ଧୀରେ କମିବାରେ ଲାଗିଛି।This is high time to pull up his 🧦 socks.Activities of some cabinet ministers are very dismal and proves incompetent.Hence request Mohan Sir to be very proactive to prove his mettle .
@niharranjandas1353
@niharranjandas1353 50 минут бұрын
ନବୀନ ପଟ୍ଟନାୟକ ଭାଲୁ ଧରିଛନ୍ତି ଧରିଲେ ମଲେ ଛା ଡ଼ିଲେ ମଲେ, ତ୍ରି ସଙ୍କୁ ଅବସ୍ଥା
@akshayakumarnayak492
@akshayakumarnayak492 3 сағат бұрын
Good
@abinashnayak3913
@abinashnayak3913 3 сағат бұрын
ସାହା ଅଉ ପାଣ୍ଡିଆନ ଭିତରେ ରେ ତ ସ୍ୱାମୀ ସ୍ତ୍ରୀ ସମ୍ପର୍କ l କିନ୍ତୁ ଆପଣ ଟିକେ ବିଷ୍ଣୁ ସେଠି ଙ୍କୁ ସିବିଆଇ ଜେରା କଲା କିନ୍ତୁ ବିଭାଗୀୟ ମନ୍ତ୍ରୀ କେମିତି ନିର୍ଦୋଷ ହେଲେ l
@laxminarayanbehera2467
@laxminarayanbehera2467 2 сағат бұрын
Sadhubada sradha purna naman.
@bijaykumarparida1936
@bijaykumarparida1936 3 сағат бұрын
Yes
@pravatmahunta1375
@pravatmahunta1375 3 сағат бұрын
Absolutely right
@chandipadapanda4707
@chandipadapanda4707 Сағат бұрын
ନମସ୍କାର ଆଜ୍ଞା ,ସବୁ ଆଶଂକା ଓ ଅନୁମାନକୁ ଅନ୍ତ କରି ଆପଣ ପ୍ରମାଣ କରି ଦେଇ ପାରିଛନ୍ତି ଯେ ପାଣ୍ଡିଆନ ଇଫେକ୍ଟ ଏବେ ବି ସକ୍ରିୟ ହୋଇ ରହିଛି ।
@rajanikantabiswal2669
@rajanikantabiswal2669 3 сағат бұрын
ସାର୍ ନମସ୍କାର ଟେଣ୍ଡର ସମ୍ବନ୍ଧୀୟ ଜଦି ହୋଇ ଥିବ ପୂର୍ବରୁ ଚୁକ୍ତି ଥିଲେ ବର୍ଷ ଶେଷ ପର୍ୟ୍ଯନ୍ତ ୩୧ ମାର୍ଚ୍ଚ ରହିବ
@akhsyakumarbehera7298
@akhsyakumarbehera7298 49 минут бұрын
ଅନ୍ଧ ଧୁତରାଷ୍ଟଙ୍କ ପୁତ୍ର ମୋହ ପାଇଁ କୁରୁ ବଂଶର ଅବସ୍ଥା ଯାହା ହେଲା, ପାଣ୍ଡିଆନ ମୋହରେ ବି ଜେଡି ଅବସ୍ଥା ତାହା ହିଁ ହେବ
@prafulasingh2267
@prafulasingh2267 16 минут бұрын
CD , CBI ଯେମିତି ମାତିଛନ୍ତି , ୭ ଦିନପରେ କ'ଣ ହେବ , ଆଶଙ୍କାରେ ୭ ଦିନ ପୂର୍ବରୁ ନବୀନ ବାବୁ ତାଙ୍କ କଥା କହିଦେଲେ ଅର୍ଥାତ ୭ ଦିନ ଭିତରେ CD , CBI ଦ୍ଵାରା ଯଦି କିଛି ହୁଏ ତେବେ ତାଙ୍କ ଲୋକେ ଆନ୍ଦୋଳନ କରିବେ , ନବୀନ ବାବୁଙ୍କ ଭୟ ।
@Skstarvlog3735
@Skstarvlog3735 46 минут бұрын
Sir ଅଫିସର ଲୁଟେରା ସେଥି ପାଇଁ ଆପଣକୁ ପଣ୍ଡିଆଁ ଭଳି ଲାଗୁଚି।ନହେଲେ।actually ସେୟା ନୁହଁ।ପାଣ୍ଡୁ ଗଲା ଥୁ ସିଷ୍ଟମ୍ ଗଲା
@prasantakumarswain3419
@prasantakumarswain3419 2 сағат бұрын
ପାଣ୍ଡିଆନ ତ ଏବେ ବି ଗାଦି ମାଡ଼ି ବସିଛି ନବୀନ ନିବାସ ରେ, ପାଣ୍ଡିଆନ ସରକାର ଯାଇଛି ବୋଲି କିପରି ଭାବିବା ?
@sop828
@sop828 3 сағат бұрын
BJD " JOKER DAY " 🍷😅
@adityaprasad1673
@adityaprasad1673 3 сағат бұрын
Present govt. is not working as expected. Corruption is increasing.
@JaduPradhan-x3b
@JaduPradhan-x3b 3 сағат бұрын
Yes, if Pandian is removed from BJD and admits some mistakes made by the party.
@sasankabiswasray
@sasankabiswasray 2 сағат бұрын
If again Pandian will stand for any party. The public will not leave him in a direct encounter.
@jyotiprakash7563
@jyotiprakash7563 3 сағат бұрын
Yes.Mohan govt is an extended Bjd govt.Shame to Bjp govt.
@GolokSahoo
@GolokSahoo Сағат бұрын
Don't worry.His 5t brain is with him.Naveenbabu may not take others advice.His adviser is with him.
@KumarBishoi
@KumarBishoi 2 сағат бұрын
Amiti samdadika janmahabadarakara
@raghubirdas7621
@raghubirdas7621 Сағат бұрын
Why BOTH are not not arrested so far not यों sent to Jharapara jail
@pramodkumarsamal133
@pramodkumarsamal133 2 сағат бұрын
Yes because pandian govt & mohan govt are equal with triangle they are congratulations to each other in every point of the triangle
@gouripanda1990
@gouripanda1990 3 сағат бұрын
2nd view sir
@jayaramasahoo7106
@jayaramasahoo7106 2 сағат бұрын
ସାହା ମୋଦି +ନବୀନ + pandu= ମୋ ବିଜେପି ନାମାଧାରୀ ପାଣ୍ଡୁ ର ଶାସନ ଏବେ ଚାଲିଛି ଏବଂ ଚାଲିବ ମଧ୍ୟ ଗୋଡ଼ଟଣା ଧରମୁ ଏବେ ବି ପାଣ୍ଡୁ ସାଙ୍ଗରେ ଅଛି
@satyanarayanbehera4887
@satyanarayanbehera4887 3 сағат бұрын
Not extended its the same padu sarakar old wine with new bottle
@Jagannath-oc9ht
@Jagannath-oc9ht 2 сағат бұрын
ମୋହନ ବହୁତ ଗଧ ଗୁଡାକୁ ପାଳନ କରିଛନ୍ତି । 2. Moha Sarkar is extended as pandian Sarkar. 3. କଛି କଛି ନାହିଁ ମଲା ବେଳକୁ ନୋଆ ବସ୍ତ୍ର । 4. ହଁ ସମସ୍ତେ ସାବାରଥ ତି ଆଗ କରିଦେବେ ଆଉ ସେ ତାକୁ ଧରିକି ବସିଥିବେ। 4. ଦରଦାମ ନବିନ କବଳ ବଢେଇଛନ୍ତି, ରାହୁଲ ଜେଭିତି କିଛି ଫାଉନି ଦରଦାମ ଦରଦାମ ଆଦାନି ହେଉଅଛି ଇଏ ତାଙ୍କୁ ଅନୁସରଣ କଲେଣି ଦରଦାମ ବଦଳରେ ମଦଛାଡ ଆନ୍ଦୋଳନ କଲେ ଭଲ ହୋଇଥାଆନ୍ତା ।
@ajayakumardash9582
@ajayakumardash9582 2 сағат бұрын
BJP rupantarita 5t sarakaraki?
@trinathsahu8159
@trinathsahu8159 3 сағат бұрын
Rojagaria putra ku pitasri kebe parihar kari pareki
@kapileswarsahoo7732
@kapileswarsahoo7732 3 сағат бұрын
BJP Mohan Sarkar nku Jete kahile Bises Paribartan Kanhi ? Namaskar.
@aksahoo346
@aksahoo346 2 сағат бұрын
Pranam sir prakrutare odisa ra bjp + bjd ahi dui dala hni gotia dala bujhaja a.
@biswaranjankhandai8928
@biswaranjankhandai8928 2 сағат бұрын
Apananka third eye 👁️ mu bhabuchi bodhe khub sighra kholibaku jauchi
@RamchandraMarndi-g5f
@RamchandraMarndi-g5f Сағат бұрын
Naibinsir pranamam. 2029belaku nabin na thiba auo mahan bi na thi. Modinka digital jugar Luka sabu Jani paruchhanti
@prafullamohanty5557
@prafullamohanty5557 3 сағат бұрын
ବିଜେପି ସରକାର ବିଜେଡି ସରକାର ଙ୍କ ଅଂଶ ବିଶେଷ ପରି ମନେ ହୁଏ।
@sahoochittaranjan5973
@sahoochittaranjan5973 3 сағат бұрын
Ebe madhya mohan sarkar pandiyan ra hata barisi pari kama karuchi
@surusahu
@surusahu 2 сағат бұрын
BJD thila mula,hela dala.Ebe BJP heichhi mula and ebe BJD heichhi dala .Tenu duhen duhinkar paripurak Pandian najiba parjyanta. Dhanyabad Sir apankara mosarakara comment ku.Janata janileleni chintakaleni ebe heba kana?
@gandharbanayak5660
@gandharbanayak5660 2 сағат бұрын
Mohan babu jane aadivasi neta ! kintu pandia jane pokhata iAS, pandian naven vali naga sapa ku, pedire purei, gada sunghei rakhichi! aau e mohan chhara niriha matibiradi sapata!
@SagarikaKanungo
@SagarikaKanungo Сағат бұрын
ନବୀନ ପଟ୍ଟନାୟକ କେବେ ଦ୍ବନ୍ଦରେ ରୁହନ୍ତି ନାହିଁ । ତାଙ୍କୁ କଣ କରିବାର ଅଛି ଭଲ ଭାବେ ଜାଣନ୍ତି।
@UdayanathMohanta-pz5dm
@UdayanathMohanta-pz5dm Сағат бұрын
Let pandian be arrest, as this person is involved in all corruption in his tenure, hence Nabinji will not date to drive out clever pandian. He had engaged all South contracyors to get heavy tips from them.
@Jagannath-oc9ht
@Jagannath-oc9ht 2 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ।
@manjupravamishra8000
@manjupravamishra8000 2 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹
So Cute 🥰 who is better?
00:15
dednahype
Рет қаралды 19 МЛН
REAL or FAKE? #beatbox #tiktok
01:03
BeatboxJCOP
Рет қаралды 18 МЛН
So Cute 🥰 who is better?
00:15
dednahype
Рет қаралды 19 МЛН