BJD Playing A Double Game | Nirbhay Gumara Katha

  Рет қаралды 75,420

Nirbhay

2 күн бұрын

BJD Playing A Double Game | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: kzbin.info/door/_Sk...
Facebook: nirbhayodia/
Twitter: nirbhaytube
Instagram: in
PH NO -9124469621

Пікірлер: 479
@jayalaxmi5517
@jayalaxmi5517 2 күн бұрын
ଓଡ଼ିଶାର କିଛି ବିଜେପି ର ପଦପଦବୀ ରେ ଥିଲେ କିନ୍ତୁ ନିର୍ବାଚନ ପୂର୍ବରୁ ଜୟନାରାୟଣ ମିଶ୍ର ଯୋଗୁଁ ଓଡିଶା ର ଲୋକେ ଜାଣି ପାରିଲେ ଯେ ଏଭଳି ଦମ୍ ଥିବା ନେତା ବିଜେପିରେ ଅଛନ୍ତି, ଆଉ ବିଜେପିରେ ଯଦି ଗୋଷ୍ଠୀ କନ୍ଦଳ ବଢେ ତା ହେଲେ ନିକଟ ଭବିଷ୍ୟତରେ ଓଡ଼ିଶା ରେ ଆଉ କେବେ ମଧ୍ୟ ବିଜେପି ଉପରେ ଭରସା କରିବେ ନାହିଁ
@prananathpati9976
@prananathpati9976 2 күн бұрын
ମୋହନ ମାଝି ଓଡ଼ିଶା ଲୋକଙ୍କର ସ୍ୱାର୍ଥ ପାଇଁ କାମ କରିବେ ନା ବିଜେଡି ଲୋକଙ୍କୁ ବଞ୍ଚେଇବାକୁ କାମ କରିବେ? ସ୍ପଷ୍ଟ କରନ୍ତୁ।
@soumyajitpradhan8042
@soumyajitpradhan8042 2 күн бұрын
ବହୁତ୍ ଭଲ ବିଶ୍ଳେଷଣ କରୁଛନ୍ତି। ସାହାସ ମାନିବାକୁ ହେବ । ସଦାବେଳେ ଏମିତି ବିଶ୍ଳେଷଣ ଚାଲୁଥାଉ । ଧନ୍ୟବାଦ୍ 🎉🎉🎉🎉।
@prananathpati9976
@prananathpati9976 2 күн бұрын
କୋଇଲା ଚୋର ଧର୍ମେନ୍ଦ୍ର ପ୍ରଧାନ ଏ ଖେଳ ଖେଳୁନି ତ! କାରଣ ସେଇ ଶଳା ଟାର ପାଣ୍ଡିଆ ବବି ସହ ଭଲ ସମ୍ପର୍କ ଅଛି।
@maheswarparihari5189
@maheswarparihari5189 2 күн бұрын
ଦଳ ଭିତରେ ଦଳର ନେତାକୁ ଦଣ୍ଡ ମିଳିବା ଉଚିତ
@bidhubhusandas4146
@bidhubhusandas4146 2 күн бұрын
ଆପଣଙ୍କ ବିସ୍ଲେଷଣ ଅତି ଚମତ୍କାର 🎉🎉
@sportswithdubu4633
@sportswithdubu4633 2 күн бұрын
Tame baigan kete tanka re kinicha
@surendrakumarsethy8816
@surendrakumarsethy8816 2 күн бұрын
ସାର ସବୁ ନାଟକ ର ଯବନୀକା ପଜିବ ! ଜଦି ମୋହନ ସରକାର ମଜୁବୁତ ହେବ। ED CBI should reach Odisha as soon as possible!ଚା ପରେ ଖେଳହେବ ।
@jullysamal6626
@jullysamal6626 2 күн бұрын
Mohan nai ଯାଇଛି ମୋଦି b ସେଣ୍ଟର୍ ରେ ନି ଯାଇଛି
@sanjayadebta8681
@sanjayadebta8681 2 күн бұрын
ନିର୍ଭୟର ଚାରି ବର୍ଷ ପୂର୍ତ୍ତିର ଅଗ୍ରୀମ ଅଭିନନ୍ଦନ, ପ୍ରଭୁ ଜଗନ୍ନାଥ ନିର୍ଭୟକୁ ଓ ଆପଣଙ୍କୁ ଆଶୀର୍ବାଦ ଓ ସାହସ ଦିଅନ୍ତୁ
@jullysamal6626
@jullysamal6626 2 күн бұрын
ନିର୍ଭୟ ନବୀନ ଚୁଟିଆ ତା bjp ku ସୁହାଇଲା ଭଳି କଥା ଗୁଦେ ଗପୁଚି ହାରାମି ମାରାତ୍ମକ a ଲୋକଟା
@user-sk6cm7km1g
@user-sk6cm7km1g 2 күн бұрын
ତୁ ମାଦର ଚୁତ କଣ ପାଇଁ ଦେଖୁଛୁ ଓ ଶୁଣୁଛୁ କି ? ତୋ ଗାଣ୍ଡି ପୋଡ଼ୁଛି ତ ଯାଆ ବରଫ ସେକ ଦେବୁ... ପୁଅ ଭାଷା କହନା ।​@@jullysamal6626
@kastucharansahu6656
@kastucharansahu6656 2 күн бұрын
ବିଶ୍ଳେଷଣ ଅତି ସୁନ୍ଦର
@durgaprasadsamantaray7084
@durgaprasadsamantaray7084 2 күн бұрын
ଅନ୍ୟ କୁ ଏକ ଅଙ୍ଗୁଳି ଦେଖାଇବା ପୂର୍ବରୁ ନିଜ ଆଡକୁ ଚାରୋଟି ଆଙ୍ଗୁଳି ଦେଖାଯାଇଥାଏ, ଏହା ମନେ ରଖିଥାନ୍ତୁ।
@santoshpattnayak2589
@santoshpattnayak2589 2 күн бұрын
ସବୁ ଠିକ୍ ଅଛି କିନ୍ତୁ ମୋଦି କଣ ଠିକା ନେଇଛନ୍ତି କି କାହାକୁ ବୁଢ଼ା, କୁଇନି, ଛୋଟା , ପୋଡ଼ା ଟ୍ରାନ୍ସଫର ଇତ୍ୟାଦି ଇତ୍ୟାଦି କହିବାକୁ ?
@manojdash2036
@manojdash2036 2 күн бұрын
Rahul Gandhi kan thika neichhi ki Chay wala, Mat ka soudagar, Chowkidar , Hindu Hinsa karanti emiti kahibaku.
@omsahoo4370
@omsahoo4370 Күн бұрын
@@santoshpattnayak2589 Bikul chirstian neta nabin , rahul corruption kari olta sidha kahile , bikul kahi ba darkar . National herald case re rahul 2013 ru bail re achi . bikul jail re purei ba darkar . Army ku olta sidha kahichi , desh ku ulta sidha kahichi , third grade dia hau
@bhubanmohanty3853
@bhubanmohanty3853 2 күн бұрын
BJD ସରକାର ଥିଲା ବେଳେ ଦରଦାମ ପାଇଁ କଣ କରିଥିଲେ
@sasikantkant4780
@sasikantkant4780 2 күн бұрын
ମରିବା ଆଗରୁ ଲୋକ ବାଚାଳିଆ ଚରିତ୍ର ଦେଖାଯାଏ, ଏଣୁ ଆପଣ ବୁଝନ୍ତୁ
@whatnot9845
@whatnot9845 2 күн бұрын
Hari.... Ki
@PURNA7382
@PURNA7382 2 күн бұрын
ଗଣତନ୍ତ୍ର ରାଷ୍ଟ୍ରରେ ଗଣ ବା ଲୋକ ମାନଙ୍କର ଜାଗ୍ରତ ହେବା ନିତାନ୍ତ ଆବଶ୍ଯକ। ଏଥିରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା ବୋହୁତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ବିଶ୍ଲେଷଣ ଓ ନିର୍ଭୀକ ଉପସ୍ଥାପନା ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣଙ୍କ କଲ୍ୟାଣ ହେଉ, ମଙ୍ଗଳ ହେଉ ।
@prananathpati9976
@prananathpati9976 2 күн бұрын
ମୋହନ ମାଝି ଯଦି ବିଜେଡି ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ କରି ପାରିବେ ତେବେ ମୁଖ୍ୟମନ୍ତ୍ରୀ ପଦ ଛାଡି ଦିଅନ୍ତୁ। ତଦନ୍ତ ଆଦେଶ ନଦେଇ ଅପେକ୍ଷା କରିବାର ମାନେ କଣ? କିଛି ଭିତିରି ବୁଝାମଣା ଚାଲିଛି କି?
@chhabindramansingh73
@chhabindramansingh73 2 күн бұрын
କେହିତ ନାଁହାନ୍ତି ଲୋକସଭାରେ bjd ର ଫାଳେ ଅଧେ ରାଜ୍ୟସଭାରେ ଅଛନ୍ତି, bjd ହେଉଛି ନିର୍ମୁଳି ତାର ନିହାତି ଗୋଟିଏ ଆଶ୍ରା ଦର୍କାର ଆଗରୁ bjp ଏବେ କଂଗ୍ରେସ ସାହାରା ହୋଇପାରେ, ସିଧାତ କହୁନି bjd ହୋହୋ ହେଉଛି ଆମକୁ bjp ରେ ମିଶା ଧିକ ନିର୍ଲଜ
@jullysamal6626
@jullysamal6626 2 күн бұрын
To gjare jou bsky,ani rasta to bopa କରିଚି ସାଢ଼େ ୪କୋଟି ଓଡ଼ିଆରେ ୪କୋଟି ଓଡ଼ିଆ BJD,au jaha bjp କଂଗ୍ରେସ ର ବୁଝିଲୁ କଣ evm tampering lagi bjp jitichi boli kan seta jan samrthan , mechine ସମଠାନରେ BJP ରାଜ ଆଉ gundaraj କରୁଚି
@manojdash2036
@manojdash2036 2 күн бұрын
​@@jullysamal6626gata 20 year hela Naveen sarkar bi EVM tampering kariki sarkar karithila ki.
@nirmalbehera2741
@nirmalbehera2741 2 күн бұрын
Pandian କୁ ଭାଜପା ଭଲ ଭାବରେ ବୟବହାର କରିଛି
@tirtharajpanda7237
@tirtharajpanda7237 2 күн бұрын
Jai Jagannath Very true analysis Proud of U Sir
@sushantasahoosahoo4222
@sushantasahoosahoo4222 2 күн бұрын
ବାର୍ଷିକ ଜନ୍ମ ଦିବସ ଉପଲକ୍ଷେ ନୀର୍ଭୟ ଗୁମର କଥା କୁ ଅନେକ ଅନେକ ଶୁଭେଚ୍ଛା।ଆଉ ନବୀନ ସାର୍ କୁଂ ମୋର ପ୍ରଣାମ। ଆପଣଙ୍କ ବିଶ୍ଳେଷଣ ବହୁତ ଉଚ୍ଚକୋଟୀର। Thank you sir.👃👃
@rout-family3030
@rout-family3030 2 күн бұрын
ଏକ ମାସ ମଧ୍ୟରେ ଭେଣ୍ଡି , କଲରା ‌ ଉତ୍ପାଦନ କ'ଣ ସମ୍ଭବ ?
@sachidanandagochhayat2805
@sachidanandagochhayat2805 2 күн бұрын
ରାଜ୍ୟ ସରକାର ଙ୍କ ଗୃହଭେଦି ବିବିଷଣ ଙ୍କୁ ଖୁବ ଶୀଘ୍ର ଲୋକ ଲୋଚନକୁ ଅଣାଯାଉ l ଆପଣଙ୍କ ସତସହାସ କୁ କୋଟି କୋଟି ପ୍ରଣାମ 🙏🏼
@heroic_nilko0001
@heroic_nilko0001 2 күн бұрын
ଯିଏ ହିନ୍ଦୁଙ୍କ ବିରୋଧ ରେନୁହେଁ, ଅନ୍ୟ ଧର୍ମ ବିରୋଧରେ କହିବ ସେ ସାମ୍ପ୍ରଦୟିକ ଦଳ। କହୁଥିବା ଲୋକମାନେ କେଉଁ ଧର୍ମ ର? ଏଇଟା କି ରାଜନୀତି।
@pabitramohandas6943
@pabitramohandas6943 2 күн бұрын
ଦଳ ଭିତରେ ଦଳ, ଦଳକୁ ହେବ କାଳ !
@jeetendrakumarmohanty2963
@jeetendrakumarmohanty2963 2 күн бұрын
ଅତି ସୁନ୍ଦର ବିଶ୍ଳେଷଣ ଓ ବର୍ଣନା, ସଠିକ୍ ଓ ଭବିଷ୍ୟତ ବାଣୀ ଭଳି ଲାଗୁଛି, ଧନ୍ୟବାଦ୍।
@akshayabehera1086
@akshayabehera1086 2 күн бұрын
Namaskar sir
@manoranjan34680
@manoranjan34680 2 күн бұрын
ସାର ନମସ୍କାର, ଆପଣଙ୍କ ଆଲୋଚନାରୁ ଜଣାପଡିଲା ଯେ ବିଜେପିରେ "ଢୋଲ ଭିତରେ ମୂଷା "ଏହା ତ ସାଙ୍ଘାତିକ ବ୍ୟାପାର, ଧନ୍ୟ କହିବ, ଜୟ ଜଗନ୍ନାଥ ଜୟ ଶ୍ରୀରାମ 🙏🌺🙏🌺w🌺
@janakiballabhabaral4517
@janakiballabhabaral4517 2 күн бұрын
ନମସ୍କାର ବହୁତ ବଢିଆ ବିସ୍ଲେସଣ l
@user-sq9no6jz7d
@user-sq9no6jz7d 2 күн бұрын
ବିଜେଡି ସରକାର ବେଳେ ପରିବା ଆଳୁ ପିଆଜ ତେଲ ଆହୁରି ବେଶୀ ଦମ ଥିଲା
@sureshchandradash6900
@sureshchandradash6900 2 күн бұрын
ତାମାନେ ଓଡ଼ିଶାରେ ଚୋର ଧରାଯିବ ନାହିଁ, ନବୀନ ବାବୁ ସାନମାନୀୟ ବୋଲି
@stonlinekui
@stonlinekui 2 күн бұрын
B J D କୁ ଶାସନ କରିବା ପାଇଁ ଜାଗା ଙ୍କ ଆସିର୍ବାଡ ଥିଲା ,କିନ୍ତୁ b j d ଜଗାଙ୍କୁ ଅପମାନ କରିଛନ୍ତି ତେଣୁ ଆଜି ଠାକୁର ଜାନିକି b j p କୂ ସମର୍ପଣ କରିଛି ହେଲେ ଆଜି ସରଳ ମୁଖ୍ୟମନ୍ତ୍ରୀ କୁ ବଦନାମ ଷଡଯନ୍ତ୍ର କରିବାଟା ମଧ୍ୟ ସବୁ ଦେଖୁଛନ୍ତି
@routranjit5027
@routranjit5027 2 күн бұрын
ଆଜ୍ଞା ନମସ୍କାର ପୁରୁଣା ସରକାରଙ୍କ ଠାରୁ ଆହୁରି ବିପଥଗାମୀ ହେବାକୁ ଯାଉଛନ୍ତି ମୋହନ ମାଝୀଙ୍କ ସରକାର। ସେ ଯେମିତି ଅଦରକାରୀ ଭାବେ ମୋ ବସ ମେଞ୍ଚାଏ ଛାଡିଛନ୍ତି ଥରେ ଦେଖନ୍ତୁ କଟକ CDA ରୋଡ ରେ କେତେ ବସ ରାସ୍ତାକଡ଼ରେ ଥୁଆ ହୋଇଛି । ଗୋଟେ ବସରେ ୪/୫ ଜଣ ଲୋକ ଆସୁଛନ୍ତି ପ୍ରତି ୧୦ /୧୫ ମିନିଟ୍ ରେ ଗୋଟେ ବସ କୋଉଥିରେ ଲୋକ ଆସୁଛନ୍ତି ମାତ୍ର ୧/୨ ଜଣ । ଏ ସରକାର ପୁଣି ୨୦୦ ବସ କଟକ ଭୁବନେଶ୍ବର ପାଇଁ ଘୋଷଣା କରିଛନ୍ତି । ଏହର ମାନେ ସିଏ ଯେମିତି ବର୍ବାଦ କରିଛନ୍ତି ଆମେ ତାଠାରୁ ଅଧିକ କରି ଦେଖେଇବୁ
@swarajkumarbej3768
@swarajkumarbej3768 2 күн бұрын
ବିଜେଡିର ନେତ୍ରୀ ଜଣେ କହିଥିଲେ ଦଳର କେହି ବାଳବଙ୍କା କରିପାରିବେନି ବୋଲି। କିନ୍ତୂ ଓଡ଼ିଶାର ଭୋଟରଗଣ ବିଜେଡିର କି ପ୍ରକାର ବାଳ ନିର୍ମୂଳ କଲେ ତାହା ସମସ୍ତଙ୍କୁ ଅବଗତ।ଏଣୁ ଏଥର ଭାଜପା ଖୂର ରେ ବିଜେଡି ଲଣ୍ଡା ହେବା ଥୟ।
@jullysamal6626
@jullysamal6626 2 күн бұрын
ସତ କହିଲେ bjd ନେତ୍ରୀ କାରଣ ୨ ନମ୍ୱର EVM BJP jitichi ୮୦ mla au mp ୨୦ ta,bjp netri bi u tube re bite ଦେଇଥିଲେ କିଏ କହୁଥିଲେ ଵୁଝୁଥିବ
@manojdash2036
@manojdash2036 2 күн бұрын
​@@jullysamal6626lasr 20 year Naveen EVM tampering karuthila ebe BJP jadi kaka tahele jan heigala? Tampering khali BJD kariba na kan?
@jullysamal6626
@jullysamal6626 2 күн бұрын
@@manojdash2036EC ନିକୁଞ୍ଜ ଧଳ bjp agent ,ta ସେମିତିରେ ଲୋକ ଭୋଟ ଦିଅନ୍ତି ନବୀନ ବ୍ରାଣ୍ଡ,ସେ କହାଠି ଏମିତି କଥାରେ ପ୍ରେଷ୍ଟିଜ ହରାଇବେନି ଜମା ଏଥର ବିହାରୀ ନିକୁଞ୍ଜ ଧଳ ସହ ଲଟ ର ପଟର ହୋଇ a kam କରାଇଛି ତୁ କିଏ କିରେ ବେଶି କହୁଚୁ ଗୁଜରାଟୀ ମରାଠୀ ଆହୁରି ମୋଦି ପ୍ରେମ ଆରେ ଓଡ଼ିଆ ଏଡେ ମୂର୍ଖ ବାପାକୁ bopa na kahi ମଉସାଙ୍କୁ ବାପା କହୁଚ ଇଣ୍ଡିଆର ସବୁ ରାଜ୍ୟ ମୋଦି ଚିଂହିଲେ ଓଡ଼ିଆ bjp ma ଭଉଣୀକି ଆସି ପିଚା ମାରି ଗଲେ ବୁଝିପାରି e ଯାଏ
@jullysamal6626
@jullysamal6626 2 күн бұрын
@@swarajkumarbej3768 bjp ra ୨୪ barsa jou ଉପଡ଼ିଥିଲ kie
@ishwarchandra3980
@ishwarchandra3980 2 күн бұрын
100%ଠିକ କଥା କହିଲେ !
@nabinbeura3225
@nabinbeura3225 2 күн бұрын
ଦୁଃଖିନୀ ଘରଣୀ
@supriyasahoo4400
@supriyasahoo4400 2 күн бұрын
Bjd ବାଲା ନିର୍ଲଜ ହୋଇଯାଇଛନ୍ତି
@aganiswain4789
@aganiswain4789 2 күн бұрын
ଠିକ୍ ସମୟରେ ଠିକ୍ ବିଶ୍ଳେଷଣ କରୁଛନ୍ତି , ଜୟ ଜଗନ୍ନାଥ
@sushantadas2518
@sushantadas2518 2 күн бұрын
Khub bhalo
@sujatadash_73
@sujatadash_73 2 күн бұрын
ବିରୋଧୀ ଦଳ ହେଲେ। ତେଣୁ ସେମାନେ ତାଙ୍କ କାମ କରିବେନା
@udayamohapatra1647
@udayamohapatra1647 2 күн бұрын
Analysis on BJD and BJP is fantastic.
@user-mj1bz2ec1u
@user-mj1bz2ec1u 2 күн бұрын
Overwhelming and bewildering political analysis sir. Hope you will continue doing so for the best interest of the society.
@hemantkumarsingh1387
@hemantkumarsingh1387 2 күн бұрын
Very correct analysis.
@basantibalapanigrahi5289
@basantibalapanigrahi5289 2 күн бұрын
It need transfer of all Secretaries and clerks and so Otherwise the got will be failure.
@debiprasadpanda3490
@debiprasadpanda3490 2 күн бұрын
Same Thoda badi khada ........
@user-kt9nv9fd5j
@user-kt9nv9fd5j 2 күн бұрын
That person is none other than Dharmendra and Sameer mohanty group. That is the party inside the party.
@debiprasadpanda3490
@debiprasadpanda3490 2 күн бұрын
U are Perhaps correct.
@anupamanayak8568
@anupamanayak8568 2 күн бұрын
ନମସ୍କାର ସାର ।ଆଜି ର ଆଲୋଚନା ଖୁବ୍ ଭଲ ଲାଗିଲା ।ଜୟ ଜଗନ୍ନାଥ ।
@Uttamdihudi
@Uttamdihudi 2 күн бұрын
ସାର୍ BJD ଟାଉଟର ମାନେ କେବଳ ମୋହନ ସରକାର କୁ ବ୍ଲେମ କରିବା ପାଇଁ ସୁଯୋଗ ଖୋଜୁଛନ୍ତି
@AshokPanda-qt4qn
@AshokPanda-qt4qn 2 күн бұрын
Semane Birodhi dala Taha semankar kama
@jullysamal6626
@jullysamal6626 2 күн бұрын
Mohan handia pi କିଅଟଳ ମୋଦି airport dah ଓଡ଼ିଶାକୁ ବିକିବାକୁ deal କରିଚି ଅମ୍ବାନୀ କୁ ତୋ ma bhauniku ଗୁଜୁରାଟ ରେ chhadiluni କିରେ
@jullysamal6626
@jullysamal6626 2 күн бұрын
Mohan ta କିଛି କରିପାରିବ ନାହିଁ copy kari padhichi handia khai ଗୁଟଖା ଖାଇ ରଙ୍ଗ ନବୀନ ଗାଡିରୁ କାଈ change karichi mohan ଗାଣ୍ଡିରେ ଦମ୍ ନାହିଁ ଗୋଟେ ଯୋଜନା ନିଜ ନରେ କରିବାକୁ କି
@nintyanandanaik716
@nintyanandanaik716 2 күн бұрын
Correct Analysis
@gangadhardash3430
@gangadhardash3430 2 күн бұрын
ମୋହନ ସରକାର ଙ୍କ ଆଗରେ ପ୍ରଭୁ କଳା ଘୋଡା ଉପରେଖଣ୍ଡାଧରି ସତର୍କ ଅଛନ୍ତି
@lokeswarpadhan4307
@lokeswarpadhan4307 2 күн бұрын
Top level analysis. Thanks Nirvay
@niranjanpanda8574
@niranjanpanda8574 2 күн бұрын
Very true discussion.
@sasankabiswasray
@sasankabiswasray 2 күн бұрын
Retired persons are also hijacked the Odisha govt. So now the active govt should take necessary action. Before the election BJP promised that a retired person should take rest. But this active govt is doing nothing . Every department in Odisha has high level corruption.
@sureshchandradash6900
@sureshchandradash6900 2 күн бұрын
2023 ମସିହା june, july, august ପରିବା ଦର କେତେ ଥିଲା BJD ବ୍ୟକ୍ତିଙ୍କୁ ପଚରା ଯାଉ, କଣ ପାଇଁ କେନ୍ଦ୍ର ଏପର୍ଯ୍ୟନ୍ତ ED କାର୍ଯ୍ୟକ୍ରମ ଆରମ୍ଭ କରୁ ନାହାନ୍ତି, ଓଡିଶାଵାସୀ ଅପେକ୍ଷାରେ
@user-wj3lf4xi7n
@user-wj3lf4xi7n 2 күн бұрын
CBI enquiry required
@sureshrout9311
@sureshrout9311 2 күн бұрын
Very good analysis
@ramchandrahota2430
@ramchandrahota2430 2 күн бұрын
Mind blowing and political Awaking News for Amelirating mistakes that may weaken b.j.p's position in Odisha .
@bijaypanda2274
@bijaypanda2274 2 күн бұрын
Critical apriciation exactly
@manojdas-cq4eh
@manojdas-cq4eh 2 күн бұрын
Ebe BJD ra kichi MLA BJP re bahut jaldi misibe.
@jullysamal6626
@jullysamal6626 2 күн бұрын
Tu bjp munfi na bjd mundi
@gayadhargiri6258
@gayadhargiri6258 2 күн бұрын
Wise analysis thank you
@savanabhabani1885
@savanabhabani1885 2 күн бұрын
Sir, Namaskar, Nirbhaya gave a lot of knowledge about poltics without seeing TV. Everyday I like to see Nirbhaya much eagerly . There is no words to praise you Sir for your better explaining everything so well. Namaskar
@user-vr9ro7bn9f
@user-vr9ro7bn9f 2 күн бұрын
ବହୁତ ସୁନ୍ଦର ଉପସ୍ଥାପନା
@saratmishra7100
@saratmishra7100 2 күн бұрын
Jay Jagannath. ସତ କହିବାକୁ ଗଲେ Pandian ପୁରା active ଅଛନ୍ତି। ଯାହା ସବୁ ହେଉଛି, କିମ୍ବା ଯେଉଁମାନେ front କୁ ଆସୁଛନ୍ତି, ସେସବୁ Pandian ଙ୍କ ଇସାରରେ। କିନ୍ତୁ ଏହା ସତ୍ୟ ଯେ BJD 2029 ବେଳକୁ ଚାରି ଫାଳ ହେଇ ଯାଇଥିବ।
@jullysamal6626
@jullysamal6626 2 күн бұрын
Bjp kie kaha thi ପଡ଼ିଛି କେବେ ଦେଖିଛୁ Evm tampering କରି bjp ଜିତିଛି ରାଜ au gundaraj କରୁଚି କେତେଦିନ ଅନ୍ଧ ଭକ୍ତ ମୋଦି ଆସନ ଟଳମଳ
@ArundhatiSahoo-bp1cd
@ArundhatiSahoo-bp1cd 2 күн бұрын
Fast views sir
@sudhansugantayet2786
@sudhansugantayet2786 2 күн бұрын
Nabin babu explained in a biased way
@itsbikram24
@itsbikram24 2 күн бұрын
ଯଦି ଏହି ଗୋଷ୍ଠି ସତରେ ଅଛି ଏବଂ ଦଳ ସରକାର ବିରୋଧରେ ଦଳ ଭିତରେ ଦଳ କିଛି କରୁଛି ତେବେ ତାକୁ ନିଷ୍କ୍ରିୟ କରାଯାଉ ।କେନ୍ଦ୍ରୀୟ ନେତୃତ୍ବ ଏଥି ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍ ଦଳ ର କ୍ଷତି ହେବ ।
@jullysamal6626
@jullysamal6626 2 күн бұрын
କେନ୍ଦ୍ରୀୟ ଆଦାନ ଟଳମଳ ଦେଖ କଣ ହୋଉଛି
@AjitKumar-fb9dw
@AjitKumar-fb9dw Күн бұрын
Nirbhay Mausa BJD ku sabudin target karila election time re bahuta bhala katha , Laxmi bus jadi ghutala thila BJP kahinki taku color kari puni chalauchi? 300 unit bijuli free ? Rationn chaula? Kalia Paisa? Ring Road? coastal Highway? kuade gala BJP ra sabu jojana, Remote sarkar kahuchanti mada band karibe bhala katha kintu Chura re jaun mada asiba taku roki paribe ta desi mada roki paribe ta, police au neta manaku roki paribe ta, bihar re kan mada miluni? baki rahila rojagar ambhe wait karichu 5barsa ama anchala re kete loka rojagar pauchanti dekhibaku...
@AmbeswarDash
@AmbeswarDash 2 күн бұрын
Namaskar Sir You are really a Nirbhay Sambadika. May God Bless You.
@shyammajhi1082
@shyammajhi1082 Күн бұрын
Your describe news so good ❤
@udayalima9094
@udayalima9094 2 күн бұрын
Good discussion thanks Nobin sir. Jay jagannath🙏
@laxmidharnayak4191
@laxmidharnayak4191 2 күн бұрын
Excellent analysis. Dhanyawad ji 🙏. Bibhisan and sakuni are more active. People are watching all. They kickout all the culprits oneday. Mind it all the currupt politicians. Jai jagannath
@binayamishra3723
@binayamishra3723 2 күн бұрын
Excellent analysis sir
@raghubirdas7621
@raghubirdas7621 2 күн бұрын
Very nice analysis sir
@ashwinisahu6584
@ashwinisahu6584 2 күн бұрын
NABIN SARKAR 25 YEAR RAHIKI SABU GP RE CHASINKA PAIN COLD KARICHHANTI .. TENU RATE ....HEUCHHI PARIBA😅😅😅😅
@sureshpradhan5947
@sureshpradhan5947 Күн бұрын
ଅତି ସୁନ୍ଦର 🙏
@GeetajiBehera
@GeetajiBehera 2 күн бұрын
ସାରେ, ସେଇଟା ଇଂଡିଆ ମେଣ୍ଟ .... ଇଂଡିଆ. ନାଁ ଟା କଂଗ୍ରେସ ପାଇଛି ତୁମ ମନ ଦୁଖଃ
@Mishkasgarden
@Mishkasgarden 2 күн бұрын
Amit saha pandian samparka bisayare odisha loka janiba darkar
@paritoshkamila5169
@paritoshkamila5169 2 күн бұрын
Very deep and perfect analysis
@pramodkumarbiswal4883
@pramodkumarbiswal4883 2 күн бұрын
Well topic
@hardworkneverdies5679
@hardworkneverdies5679 2 күн бұрын
ଜଉ ଗୁଡ଼ା କହୁଥିଲେ ନିର୍ଭୟ ଗୁମର କଥା odisha politics ପାଇଁ ଜନ୍ମ ହେଇଚି ତେଣୁ ସେ neet ବିଷୟରେ ସ୍ୱର ଉଠେଇବନି 😅😅😅 କାହିଁକି ଆଜି ରାଜ୍ୟ ସଭା ବିଷୟରେ ଚର୍ଚ୍ଚା??
@aurodanceecademi9305
@aurodanceecademi9305 2 күн бұрын
Sir right katha kahile.
@laxmikantnayak922
@laxmikantnayak922 2 күн бұрын
Real analysation that touches mind.
@PradeepDhal-wj2ug
@PradeepDhal-wj2ug 2 күн бұрын
God bless you, I pray that your long life
@gaurangadas2630
@gaurangadas2630 Күн бұрын
Analysis is ok.
@bijaykumarparida1936
@bijaykumarparida1936 2 күн бұрын
Your information is correct
@bijaypanda2274
@bijaypanda2274 2 күн бұрын
Dash babu apankara alochana very good
@mamatasoren8469
@mamatasoren8469 2 күн бұрын
Very good sir
@golokbiharipradhan9175
@golokbiharipradhan9175 2 күн бұрын
Who are the leaders in BJP party please mention their names
@sanghamitramohanty7736
@sanghamitramohanty7736 2 күн бұрын
Very nice ❤❤❤❤❤
@RANJITKUMAR-wq4ox
@RANJITKUMAR-wq4ox 2 күн бұрын
ସେଥିରେ ଧର୍ମେନ୍ଦ୍ର ବାବୁ ଅଛନ୍ତି
@bharatpatra1068
@bharatpatra1068 2 күн бұрын
Best wishes.,.to u
@ramachandrasahoo1921
@ramachandrasahoo1921 2 күн бұрын
ବହୁତ ସୁନ୍ଦର କଥା ଜୟ ଶ୍ରୀରାମ 🚩🙏🚩
@dksahu5541
@dksahu5541 2 күн бұрын
Right sir
@user-rz3du7rv5n
@user-rz3du7rv5n 2 күн бұрын
God bless you
@sudhakarsahu3252
@sudhakarsahu3252 2 күн бұрын
Sir 🙏, God sees the truth but waits,Jay Shree Ram 🙏 ଚାବୁକ ବାଜିନି ଜଗନ୍ନାଥଙ୍କର ଏ ପର୍ଯ୍ୟନ୍ତ ଆଜ୍ଞା, ଠାକୁରଙ୍କ ଘୋଷ ଯାତ୍ରା ସରିଯାଉ ନ ହେଲେ ଭକ୍ତଙ୍କ ମନ ଅଶାନ୍ତ ହେବନି କି ଆଜ୍ଞା
@RanjitMahapatra-hs3kk
@RanjitMahapatra-hs3kk 2 күн бұрын
Bhala
@ramachandrapanipani7424
@ramachandrapanipani7424 2 күн бұрын
ଏହି ଦୁଃସାହସ ପ୍ରଦେଶର ହିତ ପାଇଁ ନା ନିଜ ସ୍ୱାର୍ଥ ପାଇଁ ? ଧୂର୍ତ୍ତତା ମନେ ହୁଏ ।
@sureshrout9311
@sureshrout9311 2 күн бұрын
All right
@user-mb4dj9lu8s
@user-mb4dj9lu8s 2 күн бұрын
🙏
@kumarmitanofficial9631
@kumarmitanofficial9631 Күн бұрын
ହଇଓ ନିର୍ଭୟ ବାବୁ ଆପଣ ବର୍ତ୍ତମାନ ସରକାରଙ୍କ ବିରୁଦ୍ଧରେ ଖବର କେବେ ପ୍ରସାରଣ କରିବ. ନା ତମେ ବି ବିକ୍ରୀ ହୋଇଯାଇଛ 😂😂😂
@ajitkumarpanda6388
@ajitkumarpanda6388 2 күн бұрын
ଆପଣଙ୍କ ବିଶ୍ଳେଷଣ ପୁରା ପୁରି ଠିକ୍ ଲାଗୁଛି,,,,,,,,ଓଡ଼ିଶା ରେ ବିଗତ ଦିନରେ ହୋଇଥିବା ଦୁର୍ନିତୀ ର ପେଡ଼ି ଖୋଲିବା ପାଇଁ କେନ୍ଦ୍ର କିନ୍ତୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ହେବ,,,,,,,ତେବେ ଯାଇ ସେମାନଙ୍କ double game fail ମାରିବ,,,,,,,
@prananathpati9976
@prananathpati9976 2 күн бұрын
ଦଳ ଭିତରେ ଦଳ! ସେମାନେ କିଏ? ତାଙ୍କ ମୁଖା ଖୋଲନ୍ତୁ। ଆମେ କଣ ବିଜେପିକୁ ଭୋଟ ଦେଇଥିଲୁ ଏଇ କୁକର୍ମ ଦେଖିବାକୁ।
@PradeepKumarPradhan-rt7th
@PradeepKumarPradhan-rt7th 2 күн бұрын
You are right sir
@bijayakumarchoudhury959
@bijayakumarchoudhury959 2 күн бұрын
ଭଲ
@shuvammohanty991
@shuvammohanty991 2 күн бұрын
Ebe arambha hela, tame Nirvaya ruha, bahut jaldi tame haba khola 🥰
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 1,6 МЛН
你们会选择哪一辆呢#short #angel #clown
00:20
Super Beauty team
Рет қаралды 9 МЛН
OMG🤪 #tiktok #shorts #potapova_blog
00:50
Potapova_blog
Рет қаралды 18 МЛН
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 1,6 МЛН