Naveen’s contribution to create innumerable crorepati officers in Odisha.

  Рет қаралды 37,658

Nirbhay

Nirbhay

Күн бұрын

Naveen’s contribution to create innumerable crorepati officers in Odisha| No Comments | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 203
@jchoudhury274
@jchoudhury274 Ай бұрын
ନବିନ ବାବୁ ଙ୍କ ୨୪ ବର୍ଷ ର କଳଙ୍କିତ ଅବଦାନ ଆଉ ତାମିଲ ଶାସନ ଓଡ଼ିଶା ବାସୀ ଭୁଲିପlରି ବେ ନି ଜୟ ଜଗନ୍ନାଥ
@anilkumardakua3555
@anilkumardakua3555 Ай бұрын
ନବୀନ ଆଜ୍ଞାଙ୍କ ନବୀନଙ୍କ ପ୍ରତି ଶାଣିତ କଟାକ୍ଷ ଅତି ଉତ୍ତମ ଏବଂ ଚମତ୍କାର । ନିରପେକ୍ଷ ଉପସ୍ଥାପନ କରୁଥିବା ହେତୁ ହୃଦୟରୁ ନମସ୍କାର।
@AjayakumarGochhi
@AjayakumarGochhi Ай бұрын
ଆପଣଙ୍କ କଥା କୁ କିଛି ନବୀନ ପ୍ରେମୀ ସହଜରେ ହଜମ କରିପାରୁ ନାହାନ୍ତି ତାଙ୍କ ପାଇଁ କିଛି ଗୋଟେ କରନ୍ତୁ 😄😄😄
@brajakishorepadhi4022
@brajakishorepadhi4022 Ай бұрын
ନ କରନ୍ତୁ। ମିଥ୍ଯା କୁ ନିତି କରିଥିଲା ବିଜେଡି ନବୀନ ପଟ୍ଟନାୟକ।
@ashokkumarbadamali
@ashokkumarbadamali Ай бұрын
ସେମାନଙ୍କୁ ପାଣ୍ଡୁମାୟିଶେଣୀ ଇଞ୍ଜେକସନ୍ ଦିଆଯାଉ
@bijayapujari5078
@bijayapujari5078 Ай бұрын
engg deptt au irrigation dept sethire guru tanku kia roki pari beni
@gyanendrakumarray5414
@gyanendrakumarray5414 Ай бұрын
Tu mg modi ra pela chat
@subhamdash2047
@subhamdash2047 Ай бұрын
Prabhas Pradhan balasore irrigation department ra Superintendent Engineer kara 86 plot baharichi ....sethipain gote exclusive video karantu ....aparjyanta kahinki parabhas Pradhan ku girafa karinahi vigilance department????? Ahara answer aponaka pakhare achhi ki ???
@Manoranjansahoo34680
@Manoranjansahoo34680 Ай бұрын
ବାଃ ସାର ବାଃ କିପରି ଆପଣଙ୍କୁ ଧନ୍ୟବାଦ ଦେବି ଜାଣିପାରୁନି, ଏହି ଉପସ୍ଥାପନା ପାଇଁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ 🙏🌺🚩🙏🌺🚩
@bibhutinanda2359
@bibhutinanda2359 Ай бұрын
ଆପଣଙ୍କ ଉପସ୍ଥାପନା ବହୁତ ଉଚ୍ଚକୋଟୀର.... ଧନ୍ୟବାଦ l
@Jagannath-oc9ht
@Jagannath-oc9ht Ай бұрын
ଓଡିଶାକୁ ନବିନଙ୍କ ସବୁଠାରୁ ବଡ଼ ଅବଦାନ ହେଲା ଓଡିଶାକୁ ଲୁଟିବା ତାଠାରୁ ବହୁତ ବଡ ଅବଦାନ ହେଲା ଲୁଟେଇବା।
@sudhirmishra5255
@sudhirmishra5255 Ай бұрын
ନବୀନବାବୁଙ୍କ ଉଦ୍ଦେଶ୍ୟ ଥିଲା ଯିଏ ଯାହା କରୁଛ କର, କିନ୍ତୁ ମୋ ଉପରକୁ ଛିଞ୍ଚଡା ନ ଆସୁ। ସବୁ ଯାଣି ଅଜଣା।
@motilalmunda2816
@motilalmunda2816 Ай бұрын
ଆପଣଙ୍କ ଉପସ୍ଥାପନା ଉଚ୍ଚକୋଟୀର ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ sir
@DinabandhuNaik-yw1xs
@DinabandhuNaik-yw1xs Ай бұрын
ନବୀନ ର ଅବଦାନ ଦୁର୍ନୀତି ଖଣି ଲୁଟ ନାରୀ ଧର୍ଷଣ
@ranjitanayak4596
@ranjitanayak4596 Ай бұрын
Sir khali corruption re orissa.
@giridharisahu9387
@giridharisahu9387 Ай бұрын
ଏହିପରି ଜଣେ ଜଣେ କୋଟିପତି ଯନ୍ତ୍ରୀ, ସରକାରୀ ଅଫିସର ଙ୍କ କଳା ଟଙ୍କାରେ ଗୋଟିଏ ଗୋଟିଏ ପଞ୍ଚାୟତ ର ଗରିବ ଲୋକଙ୍କ ପାଇଁ ଗରିବ ହଟା ଯୋଜନା କରାଯାଇ ପାରିଥାନ୍ତା ।
@dipakpanda9075
@dipakpanda9075 Ай бұрын
ମଦର ବନ୍ୟା ଆଉ ମୁଷ୍ଟିମେୟ ଲୋକଙ୍କୁ ଲୁଟିବାକୁ ଅନୁମତି ଦେବା l
@laxmidharapanda6086
@laxmidharapanda6086 Ай бұрын
ଓଡିଶାକୁ ନବୀନାର ଅବଦାନ ଦୁର୍ନୀତି ! କୋଉ ଶଳା ୟାକୁ ପୁରସ୍କାର ଦେଇଛି ? ସେଟା ନିଶ୍ଚୟ ମହାମୂର୍ଖ ହୋଇଥିବ !
@basantajena5418
@basantajena5418 Ай бұрын
Sir, ମନେ ପକାନ୍ତୁ,ପ୍ରଥମେ ଯେତେବେଳେ lower suktel ପ୍ରକଳ୍ପ ପ୍ରସଙ୍ଗ ଉଠିଲା, ନବୀନ ବାବୁ କହିଲେ "lower suktel" ଓ କ୍ୟା ହେ?
@Manoranjansahoo34680
@Manoranjansahoo34680 Ай бұрын
😜😜😜👌👌👌
@sagarika555
@sagarika555 Ай бұрын
ଓଡିଶାକୁ ଧୋକା ଛଡା ଓଉ କିଛି ନାହିଁ ନବୀନ ପଟନାୟକ ଧୋକା ହିଁ ଧୋକା
@trilochanpatnaik6321
@trilochanpatnaik6321 Ай бұрын
ଚାଟୁ କାରୀ ମାନେ ନବୀନ ବାବୁ ଙ୍କୁ ଗାନ୍ଧୀ ଗୋପବନ୍ଧୁ ଙ୍କ ସହ ତୁଳନା କରୁଛନ୍ତି ।
@santoshkumarsahoo8671
@santoshkumarsahoo8671 Ай бұрын
😅😅😅
@manojdikshit1308
@manojdikshit1308 Ай бұрын
ବିଜୁ ଜନତଦଳର ନେତାମାନେ କୁହନ୍ତୁ ନବୀନ ପଟ୍ଟନାୟକ ଅରେଷ୍ଟ ହେବାକଥା କି ନୁହଁ ?
@saratmishra7100
@saratmishra7100 Ай бұрын
ସତ କହିବାକୁ ହେଲେ ନବିନ ବାବୁ ଙ୍କ ଅବଦାନ ବହୁତ୍ କମ୍। ସବୁଠାରୁ ବଦମାସ୍ CM, ever said in history after Kejriwal.
@pallimadhuriodiafolksong2771
@pallimadhuriodiafolksong2771 Ай бұрын
ଖାଇ ଖାଇ ଖୋଳ କରିଦେଲେ , ତଥାପି ଆହୁରି ଲୋଭ ।
@user-kt4sh2sm6s
@user-kt4sh2sm6s Ай бұрын
ଧନ୍ଯବାଦ ନବୀନସାର ଆପଣ ସତ କହିଲେ ନବୀନ ସରକାର ଗତ ୨୪ ବର୍ଷ ରେ ସତରେ ଓଡ଼ିଶା କୁ ଲକ୍ଷ ଲକ୍ଷ କୋଟିପତି ଅଫିସର ଦେଇପାରିଛନ୍ତି। ଏଣୁ ସେ ଏକ ନମ୍ବର ମୂଖ୍ଯମନ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ କାହିଁକି ନା ମୁଣ୍ଡ ପିଛା ଆୟରେ ଓଡ଼ିଶା ତଳ ଆଡୁ ଦ୍ବିତୀୟ ସ୍ଥାନ ହାସଲ କରିପାରିଛି।
@tnanda1432
@tnanda1432 Ай бұрын
ତଥାପି କିଛି ନବୀନ ବାବୁ ଙ୍କ ୁ ଏବେବି ଆମ ମୁଖ୍ୟମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀ ଆମେ ତୁମ ଫ୍ୟାନ୍ ବୋଲି ରଟୁଛନ୍ତି,
@sudhakarsahu3252
@sudhakarsahu3252 Ай бұрын
ଦ୍ଵିତୀୟ ସାରଥୀ ବାବା ପରା ନବୀନ ହିଞ୍ଜିଳିକାଟୁ ନ ହେବେ କେମିତି ଏମିତି ଆମ ଓଡିଆ ଜାତିର ମାନ ଓ ଅଭିମାନ
@pravatmohapatra9889
@pravatmohapatra9889 Ай бұрын
Thik katha
@bijayakumarsahu4945
@bijayakumarsahu4945 Ай бұрын
ନବୀନ ବାବୁ କୋଟିପତି ଅଫିସର ସୃଷ୍ଟି କରିଛନ୍ତି
@krushnaprasadmohanty3831
@krushnaprasadmohanty3831 Ай бұрын
ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ - ଏହି ଭଳି ତଥ୍ୟ ସାଧାରଣ ଜନତା ଙ୍କୁ ଅତି ସରଳ ଭାଷାରେ ଜଣାଇ ଦଉଥିବାରୁ...
@bipracharanjena2736
@bipracharanjena2736 Ай бұрын
ନବୀନବାବୁ ଡ଼କାୟତ ମାନକର ପ୍ରିୟ ମୁଖ୍ୟମନ୍ତ୍ରୀ ଥିଲେ
@santoshpurohit8540
@santoshpurohit8540 Ай бұрын
The, truth
@sureshchandradash6900
@sureshchandradash6900 Ай бұрын
ଆଜ୍ଞା ଆଗେ କୁହନ୍ତୁ ଦିଦି ଓଡିଶାକୁ ଆଳୁ ନଦେବାର ଓଡ଼ିଶାର କାହାର ମନ୍ତ୍ରଣାରେ ବନ୍ଦ କରିଛନ୍ତି. ମୋହନ ସରକାର head strong ହେଲେ ନବୀନାରା ପ୍ରକୃତ ରୂପ ପଦାକୁ ଆସିବ ଓ ଅନ୍ୟସବୁ ଠିକ ହୋଇଯିବ.
@samarprusty212
@samarprusty212 Ай бұрын
ମହାଶୟ ନମସ୍କାର l ଟିକେ ଜଗନ୍ନାଥ ପରିକ୍ରମା ବେଳର, ଆଦାୟ ଚାଉଳ କୁଆଡେ ଗଲା, ସେବିଷୟରେ କିଛି ଅନୁସନ୍ଧାନ ମୂଳକ ବିଷୟରେ ଆଲୋଚନା କଲେ, ଓଡିଶା ବାସୀ ଜାଣନ୍ତେ ଚାଉଳ ର ଗୁମର କଥା, ଧନ୍ୟବାଦ l
@binodbhuyan8540
@binodbhuyan8540 Ай бұрын
ଓଡ଼ିଶାକୁ ସେଣ୍ଟର ତ ଲୁଟୁଛି .... ତା ସଙ୍ଗେ ସଙ୍ଗେ ଓଡିଶାର ମିନିଷ୍ଟର ଆଉ ଅଫିସର ମାନେ ଭଲଭାବରେ ଓଡ଼ିଶାକୁ ଲୁଟିବାକୁ ଲାଗିଥିଲେ। ତେଣୁ ଏମାନଙ୍କ ପାଇଁ ବହୁତ୍ ଜଲ୍ଦୀ ଏକ୍କସନ ନେବା ଦରକାର। ଧନ୍ୟବାଦ୍
@nababarika4028
@nababarika4028 Ай бұрын
Thanks to Nabinbabu for creating of so many Sunil Rout
@bibhutibhusanbehera5147
@bibhutibhusanbehera5147 Ай бұрын
ନଦୀନ ଦାସ ବାବୁ ଆପଣ କଠିନ ପରିଶ୍ରମ କରି ଏତେ ସବୁ ଦୁର୍ନିତୀ ର ପର୍ବାଫାସ କରୁଛନ୍ତି ହେଲେ ମହନ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହିଁନ୍ତି ଏହା ଆମକୁ ଭାରି ଦୁଃଖ ଲାଗୁଚି, ଦୟାକରି ଏହା ଉପରୁ ପରଜା ଉଠାଇବେ କି🙏🙏🙏
@debiprasadpanda3490
@debiprasadpanda3490 Ай бұрын
Very Very correct analysis. Real face of ex.CM is being revealed one by one gradually.
@santoshnarayanbhagat2437
@santoshnarayanbhagat2437 Ай бұрын
Best analices sir ji
@pramodkumarrout7641
@pramodkumarrout7641 Ай бұрын
His main contribution is illiteracy, ill-health like Nagada , crime ,consumption of liquor, Ganja and corruption. Last twenty four years is known as black era in Odisha. .
@netajidash9367
@netajidash9367 Ай бұрын
ଆଉ ଜଣେ ମୁଖ୍ୟଯନ୍ତ୍ରୀ ପ୍ରଧାନ ବାବୁ ଯିଏ ଏବେ ବିଜଦରୁ ନିର୍ବାଚନ ଲଢ଼ି ଦିଥର ହାରିଲେଣି, କୋଟିପତି କନେଷ୍ଟବଳ, ପୋଷ୍ଟଲ କଲୋନୀରୁ ଧରାପଡ଼ିଥିବା ବାବୁ ଆଉ ନାଗ ନାଗୁଣୀ ଉପାଖ୍ୟାନ - ନବୀନଙ୍କ କିର୍ତ୍ତିରାଜିର ଅସରନ୍ତି ଚିଠା। ଓଡ଼ିଶା ଇତିହାସର ସବୁଠାରୁ କରିତକର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ନୀତିର ପଟ୍ଟ ନାୟକ ନବୀନ ପଟ୍ଟନାୟକ।
@Funnytrainvideos-u1g
@Funnytrainvideos-u1g Ай бұрын
Absolutely right analysis
@sushantakumardas9901
@sushantakumardas9901 Ай бұрын
WOW- What a Lovely, Extremely Beautiful, Highly Commendable, Appreciable , Memorable as well as Absolute Praiseworthy BJD Ministry Continued Consequitively for 24 Years in Odisha headed by Honourable Number-1 Mr Clean / Mr White Super Ex-Chief Minister Naveen Patnaik .
@bishnucharnrana3282
@bishnucharnrana3282 Ай бұрын
ପାଣ୍ଡିଆନ୍ ହିଁ ନବୀନ ପଟ୍ଟନାୟକଙ୍କ ଉତ୍ପତ୍ତି ଓ ଉତ୍ପାତର ହେତୁ ।(ଡ.ଗୋବିନ୍ଦ ଭୂୟାଁ : ଗତକାଲି ସମ୍ବାଦର ମୁଖ୍ୟ ସ୍ତମ୍ଭରେ ପ୍ରକାଶ ପାଇଥିଲା)
@deepakmishra1311
@deepakmishra1311 Ай бұрын
Excellent works..
@sadanandapradhan8954
@sadanandapradhan8954 Ай бұрын
Odisha ku khol. Kariba
@mahendramishra9663
@mahendramishra9663 Ай бұрын
ଆପଣଙ୍କର ଉଦ୍ୟମ ଏବଂ ସାଧନା ପାଇଁ ଧନ୍ୟବାଦ
@dr.surendranathdash8861
@dr.surendranathdash8861 Ай бұрын
True facts please continue
@pradeeptadash6501
@pradeeptadash6501 Ай бұрын
କୋରାପୁଟ ରେ ଅବସ୍ଥାପିତ C. F i/c RCCF of Forest ଭି ସୁନୀଲ ରାଉତ ଙ୍କ ଠୁ କମ ନୁହଁ.... କିନ୍ତୁ ସୁରକ୍ଷିତ ଅଛନ୍ତି..... ତାଙ୍କ ବିଷୟରେ କେବେ କହିବେ କି please
@shantanumohinthya4799
@shantanumohinthya4799 Ай бұрын
Sir, you have nailed it.😂
@pradeeppattanayak1723
@pradeeppattanayak1723 Ай бұрын
2023 ଥିବା M l A ମାନଙ୍କର କେବେ ରେଡ୍ ହେବ
@AshokPanda-qt4qn
@AshokPanda-qt4qn Ай бұрын
Dhanyabada Sir 🙏
@pradoshnayak999
@pradoshnayak999 Ай бұрын
Perfect katha sir woww🎉✌️🙏🌄
@suryadas1087
@suryadas1087 Ай бұрын
You forgot to mention regarding contribution of Naveen Pattnaik for producing thousands thousands alcohol and drug addicted youths for Odisha.
@sukantabaliarsingh9769
@sukantabaliarsingh9769 Ай бұрын
You are right
@user-od2fs9gq4v
@user-od2fs9gq4v Ай бұрын
ଜୟ ଶ୍ରୀ ଜଗନ୍ନାଥ
@sanjayamahalik9802
@sanjayamahalik9802 Ай бұрын
R8
@shyammajhi1082
@shyammajhi1082 Ай бұрын
Right katha Sir
@adityadash2500
@adityadash2500 Ай бұрын
ଏ ପ୍ରୟାସ ଠିକ୍, ସବୁ ଜାଣିବେ,ସବୁ ବୁଝିବେ, ପ୍ରକୃତରେ କଣ ଥିଲା ? ଆମେ କଣ ଭାବୁଥିଲୁ? ପ୍ରୟାସ ର ପ୍ରଭାବ ନାହିଁ ମାନେ ଚେଷ୍ଟା ବୃଥା।
@nrupamajhi9654
@nrupamajhi9654 Ай бұрын
Thik katha kahile sir
@drgoutambiswal6717
@drgoutambiswal6717 Ай бұрын
ନବୀନ ପଟ୍ଟନାୟକ ଶାସନ କଂସ ରାବଣ ଦୁର୍ଯୋଧନ ଶାସନର ପୁନରାବୃତ୍ତି
@binapanimishramishra7730
@binapanimishramishra7730 Ай бұрын
Sir... Koraput re କାର୍ଯ୍ୟରତ RCCF of forest deptt.ପ୍ରସନ୍ନ କୁମାର ବେହେରା କିପରି 500crore ରୁ ଅଧିକ ସମ୍ପତି ର ମାଲିକ ହେଲେ ତର୍ଜମା କରାଯାଉ.... Vigillance କଣ ଦେଖିପାରୁନି ତାଙ୍କର ଭଣଜା ବିକ୍ରମ ଆରୁଖ ର PS ଥିଲା ସେଇଥି ପାଇଁ କେହି କିଛି କରିପାରିବେନି
@mahanadmi4417
@mahanadmi4417 Ай бұрын
ଓଡିଆ। ବୁଝିଛନ୍ତି ବଢିଆ। ବୁଝିବେ ମଧ୍ୟ ବଢିଆ।
@niharranjandas1353
@niharranjandas1353 Ай бұрын
ଜୟ ଜଗନ୍ନାଥ, କୁସଲରେ ଥାଆନ୍ତୁ, ଅମାଙ୍କୁ ଏମିତି ନୂଆ ନୂଆ ଖବର ପରିବେଷଣ କରି ଚାଲ ନ୍ତୁ।
@sukantabaliarsingh9769
@sukantabaliarsingh9769 Ай бұрын
Why not Navin Pattanaik should be blamed?
@sashibhusanmahanta617
@sashibhusanmahanta617 Ай бұрын
One remarkable project done by Nabin is outsourcing posting in Odisha.
@niranjanpanda8574
@niranjanpanda8574 Ай бұрын
Valuable information & description sir, but present Govt is inaction to all corruption.
@rabinarayanpradahan9380
@rabinarayanpradahan9380 Ай бұрын
ଏଠି ଆମର ବହୁତ୍ କୋଟିପତି ସରକାରୀ ଅଧିକାରୀ ସୃଷ୍ଟି ହେଇଛନ୍ତି,,,, ସେ ଲକ୍ଷପତି ଦିଦି ରୁ ଆମକୁ କ'ଣ ମିଳିବ,,,,🤪
@sahadebapradhan6457
@sahadebapradhan6457 Ай бұрын
thank
@Katak_Dk
@Katak_Dk Ай бұрын
ଅଲି ବାବା ନବିନ ପଟ୍ଟନାୟକ ଆଉ ସୃଷ୍ଟି କରିଛନ୍ତି ଅନେକ ଚୋର
@dwarikanath1958
@dwarikanath1958 Ай бұрын
BJP given him well/very good/excellent certificates.
@chakradharswain9603
@chakradharswain9603 Ай бұрын
ନବୀନ ବାବୁ ଓଡ଼ିଶାକୁ ବଡ ଉପହାର ହେଉଛି, ୫ ଟି_ ମାନେ _ ୫ ବଡ ଟାଉ ଟର, 👍👍👍👍👍👍👍👍👍
@sanjaykumarmohanty1762
@sanjaykumarmohanty1762 Ай бұрын
Created by Father but utilised by Son.
@ghasiramsing4216
@ghasiramsing4216 Ай бұрын
M
@sujatapatnaik5421
@sujatapatnaik5421 Ай бұрын
Justice Ananga Babu😂🤣🙏
@janardanpanda5378
@janardanpanda5378 Ай бұрын
ଓଡିଶାକୁ ନବୀନ ବାବୁ ଙ୍କ ଅବଦାନ ହେଲା ଓଡିଶାକୁ ଲୁଣ୍ଠନ କରିବା
@harekrushnahotta2072
@harekrushnahotta2072 Ай бұрын
ମାର୍ ମାର୍ ଭଣ୍ଡାରୀୟାକୁ ମାର୍ କରି ନବୀନ ବାବୁ ସ୍ୱଚ୍ଛ ବ୍ୟକ୍ତି ଥିଲେ।
@pratapchandramohapatra2118
@pratapchandramohapatra2118 Ай бұрын
ଓଡ଼ିଶା ଇତିହାସ ରେ ସବୁଠୁ ଅଧିକ ଦୁର୍ନୀତି କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିହାତି thirdgread cm
@Susantabhanja-gp9hu
@Susantabhanja-gp9hu Ай бұрын
ସତ
@kabitasahoo8385
@kabitasahoo8385 Ай бұрын
🙏👍❤
@bijayakumarmohanty8180
@bijayakumarmohanty8180 Ай бұрын
ଅବଦାନ ଗୋଟିଏ ବାଳ
@sarojbehera1361
@sarojbehera1361 Ай бұрын
Bilkul theek sir....Odisha ku gariba Kari emane sabu cotipati....manibakupadiba...Naveen ku
@rajeshbiswal819
@rajeshbiswal819 Ай бұрын
Jay Jagannath Ji ❤
@prabhakarswar1226
@prabhakarswar1226 Ай бұрын
Thanks to Ex-CM who created a lot of crorepati officers by corruption during his 24 years of ruling.
@user-cw9gp5ty9f
@user-cw9gp5ty9f Ай бұрын
You are absolutely right. Jai Jagannath, Jai Jagannath, ... ... ...
@tubesun28
@tubesun28 Ай бұрын
Hundreds engineer officer hv been raided but not one is punished!,,,,,,
@user-bk4mo8vj3l
@user-bk4mo8vj3l Ай бұрын
😊😊
@nrushinghnathsahu1630
@nrushinghnathsahu1630 Ай бұрын
ଜଳ ସମ୍ପଦ ବିଭାଗ ଅଫିସର ମାନଙ୍କ ପାଇଁ ଟଙ୍କା ର ଖଣି. ଏଠି ଧୋଇ ହେଲେ ବି ଟଙ୍କା, ମରୁଡି ହେଲେ ବି ଟଙ୍କା. କେବଳ ଟଙ୍କା ଟଙ୍କା ଟଙ୍କା ହିଁ ଟଙ୍କା
@nareshdash3796
@nareshdash3796 Ай бұрын
ନବୀନ ବାବୁ ଙ୍କ ସୁସାଶନ ର ଆରମ୍ଭ ରୁ ଆଦିବାସୀ ହତ୍ୟା, ବରଗଡ ସିମେଣ୍ଟ କାରଖାନାକୁ ଘରୋଇ କରଣ ସାଗ ମାଛ ଦରରେ , ସରକାରୀ କଳ କାରଖାନା ବନ୍ଦ, ଖଣି ଲୁଟ ଇତ୍ୟାଦିର ଲମ୍ବା ଲିଷ୍ଟ ଓ ବିଜୁଳି ବିତରଣ ଟାଟା କୁ ଟେକି ଦେଲେ । ଏସବୁ ଅବଦାନ ପାଇଁ ଓଡିଆ ନବୀନ ଙ୍କୁ ଭୁଲି ପାରିବ ନାହିଁ ।
@samarmohapatra-jr3ne
@samarmohapatra-jr3ne Ай бұрын
It's a sample of 5T effects in Odisha. There are so many incidents coming very soon. Don't worry , wait & watch
@bijayasahoo6259
@bijayasahoo6259 Ай бұрын
Bjd ର ଜଉ ପୋଷା ଶୁଆ ମାନେ ଟିଭି ସାମ୍ନାରେ ବସି ଆମ ନେତା ଜିରୋଟଲରେନ୍ସ ରେ ବିଶ୍ୱାସ କରନ୍ତି, କେବେ ଯଦି କହାସହ ଭାଗବାନ୍ଟ ନ ଛିଡ଼ିଲା ତାକୁ ଭିଜିଲାନସ୍ ରେ ଧରେଇ ଦେଇ ବହୁତ୍ ବାହା ବାହା ନିଅନ୍ତୀ
@netajidash9367
@netajidash9367 Ай бұрын
ଆପଣ ଯେତିକି ବଖାଣିଲେ ସୁନୀଲ ବାବୁଙ୍କ ବିଷୟରେ ଏବେ ଟିଭି କହୁଚି ସେତକ ବାଦ ରାଇଜ ବାହାରେ ବି ଅଛି।‌ ହଁ। ବୁନ୍ଦାବନରେ, ମଥୁରାରେ। ବାବୁଙ୍କ ବୋଧହୁଏ ପଞ୍ଚବାର୍ଷିକ ଯୋଜନା ଅଣନାତି ପଣନାତି ଡେଇଁ ଆହୁରି କ'ଣ ନାତି ପର୍ଯ୍ୟନ୍ତ
@dayanidhl1067
@dayanidhl1067 Ай бұрын
ମୁଖିଆ ହିଞ୍ଜଡ଼ା ଥିବା ଯୋଗୁଁ ଆଜି ସୁନୀଲ ରାଉତ ମାନେ କୋରଡ଼ପତି
@chandipadapanda4707
@chandipadapanda4707 Ай бұрын
ଏକେନାପି କୁ ବୃକ୍ଷେଣ କୋଟର ସ୍ଥିତ ବହ୍ନିନା, ଦହ୍ଯତେ ତଦ ବନଂ ସର୍ବଂ କୁପୁତ୍ରେଣ କୁଳଂ ଯଥା । ଏହାହିଁ ଚବିଶି ବର୍ଷରେ ଓଡିଶାକୁ ଅବଦାନ ନବୀନ ବାବୁଙ୍କର ।
@rabindarnathdash2512
@rabindarnathdash2512 Ай бұрын
ଅମଲାତନ୍ତ୍ର ରାଜ ଚାଲିବା ଫଳରେ ଲୁଟଲୋ ଅଫର ପ୍ରତିଯୋଗିତା ଚାଲିଲା,ଭାଡ ମେ ଯାଏ ଲୋକ ପ୍ରତିନିଧି ।
@RanjanBehera-ge1kf
@RanjanBehera-ge1kf Ай бұрын
Nabina Ra Special Dilogue....... Aieen ta batare jiba......Apan Mane Khusita........😅😅😅😅😅😅😅😅😅😅😅😅😅😅
@binayakmishra8091
@binayakmishra8091 Ай бұрын
ଓଡିଶା ସାରା ଅଫିସ୍ ମାନଙ୍କରେ ଷ୍ଟାଫ୍ ମାନେ ଦିନ ସାଢେ ଗୋଟେ ରୁ ଖାଇ ବାକୁ ଘର କୁ ଯାଉ ଛନ୍ତି ଅପରାହ୍ନ ଚାରି ଟା ବେଳ କୁ ଅଫିସ୍ କୁ ଆଉ ଘଣ୍ଟାଏ ରହି ଫେରୁଛନ୍ତି କାମ କଣ କରୁ ଛନ୍ତି. ନବୀନ ବାବୁ ଙ୍କୁ କିଛି ଜଣା ନ ଥିବ ମାସ କୁ ଦୁଇ ଟା ଶନି ବାର ଚାରି ଟା ରବି ବାର ଛୁଟି.
@factofodisha1135
@factofodisha1135 Ай бұрын
Apan sabu kahuchhanti.kintu madhu Babu pention yojana kathaupare video karantu.jane 80 barash pare 3500 pailek'n heb.jane k'n80 barash banjib?
@pnayak6527
@pnayak6527 Ай бұрын
BJP should make no delay jn making a special Vigilance Division in Odisha to enquire into BLOCK WISE and DEPARTMENT WISE corruption during Nabin Regime in a time bound special operation. Works specially done particularly during the last 10 years be investigated on priority basis. NABIN IS THE MAIN CULPRIT. Wearing white pant and punjabi, talking fluent english and claiming to be the son of great BIJU BABU does not make him a SADHU.Delay in action against Nabin and Pandian will create doubt on BJP in the minds of public.
@chittaranjannayak3265
@chittaranjannayak3265 Ай бұрын
Yes,odisha lost pro gress in last 24 year
@akashkumarrout674
@akashkumarrout674 Ай бұрын
Sabu chora dalal tautor neta officer arrest heba darkar . Bjp kebe action neba Odisha loka wait karichanti jadi action nebani tahale next time bjp hariba 😂😂
@basantibalapanigrahi5289
@basantibalapanigrahi5289 Ай бұрын
What about Pandian?
@saktimoharana8487
@saktimoharana8487 Ай бұрын
Ebhali engineer babut achanti... Vigilance dhari parile hela😂.. Thik kahichanti apana.. Odisha pain bahut abadan rahichi.. Magana khuai odia mananku kodhia kari deichanti..
@user-ye6mn5fi1g
@user-ye6mn5fi1g Ай бұрын
Odisha history re last 24 years kalankita history.Its hero bastard Naveen patnaik.
@birendrakumarpradhan3603
@birendrakumarpradhan3603 Ай бұрын
ଆଜ୍ଞା ନମସ୍କାର 🙏ଖାଲି ମୁଖ୍ୟ ଯନ୍ତ୍ରୀ ନୁହନ୍ତି, ପାଣ୍ଡିଆନ ପନ୍ଥୀ ଜିଲ୍ଲାପାଳ ଓ ପୋଲିସ ବଡ଼ ବଡ଼ିଆ ବି ମାଲେ ମାଲ ହେଇଛନ୍ତି 😄ନାୟକ ଚଳଚିତ୍ର ର ନାୟକ ଅନିଲ କପୁର ଙ୍କ ଭଳିଆ କେହି ଦିନିକିଆ ମୁଖ୍ୟମନ୍ତ୍ରୀ ଯଦି ହୁଅନ୍ତେ... ତେଵେ ଅମରିଶ ପୁରୀ ବାହାରିବେ ତାର ହିସାବ କରିହେବନି... ଛ ମାସ ଅପେକ୍ଷା ବେଳକୁ କଣ ଘାଳିଆ ଆଉ ଥିବ ମୋହନ ବାବୁଙ୍କ ପାଇଁ 🙏
@rabindrabehera7244
@rabindrabehera7244 Ай бұрын
ଅଲାଜ୍ୟା ବିଜେଡି ,ଚୋର ମୁହଁ ଟାଣ ନା
@worldgift1159
@worldgift1159 Ай бұрын
ବେଲଜ୍ୟା ବିରୋଧି ଙ୍କ କଥା ର ମୂଲ୍ୟ କେତେ 😂😂😂😂😂 bjd
@lipanmallick1896
@lipanmallick1896 Ай бұрын
Five ଟ ର କମାଲ 😆😆
@haramohansahoo4381
@haramohansahoo4381 Ай бұрын
Sunil ku Jharpada patha.Cell khali.
هذه الحلوى قد تقتلني 😱🍬
00:22
Cool Tool SHORTS Arabic
Рет қаралды 92 МЛН
Gli occhiali da sole non mi hanno coperto! 😎
00:13
Senza Limiti
Рет қаралды 24 МЛН
WILL IT BURST?
00:31
Natan por Aí
Рет қаралды 42 МЛН
Does Rahul Gandhi have a Wife & Two Kids..? | Congress | Nationalist Hub
8:15
هذه الحلوى قد تقتلني 😱🍬
00:22
Cool Tool SHORTS Arabic
Рет қаралды 92 МЛН