ନୃସିଂହ ଚରଣ ହୋତା ଙ୍କ ସମ୍ପୂର୍ଣ୍ଣ ଭାଗ ପାଲା || Gayak Nrusingh Charan Hota || BADI PALA || Bhakti Sagar

  Рет қаралды 251,900

BHAKTI SAGAR

BHAKTI SAGAR

Күн бұрын

Пікірлер: 99
@parsuramsahoo7509
@parsuramsahoo7509 5 ай бұрын
ପରିବେଷଣ ବହୁତ୍ ଭଲ,,ଅଙ୍ଗ ଭାଙ୍ଗି ଅଧିକ ସଙ୍ଗୀତ ପିଲା ପରି ଲାଗୁଛି ,, ଗାୟକ ସମ୍ରାଟ ଶ୍ରୀଯୁକ୍ତ ବିଶ୍ଵନାଥ ପଟଯୋଶୀ ଆମ ଘର ପାଖ ର ତାଙ୍କ ପାଲା ଆମେ ଦେଖିଛୁ , ବ୍ରାହ୍ମଣ ଲୋକ ରାଗିବେନି ,ଏ ହା ଅପ୍ରିୟ ସତ୍ୟ, କ୍ଷମା କରିବେ ,ଧନ୍ୟବାଦ୍ ।❤🎉🎉🎉🎉🎉🎉🎉🎉🎉🎉❤
@GaganMishra-vi8mq
@GaganMishra-vi8mq 3 ай бұрын
LLM no p ok p 😃😗😗
@JagabandhuDas-k1y
@JagabandhuDas-k1y 13 күн бұрын
ସୁନ୍ଦର ଭାଇନାଙ୍କ ପରିବେଷଣ 🙏
@basantnayak-xo4mz
@basantnayak-xo4mz 4 ай бұрын
ପାଲା କଳାକୁ ନୁଆ ଦିଗ ଦେଖାଇଥିବା ଗାୟକ ମହାଶୟ ଙ୍କୁ ଭଗବାନ ଦୀର୍ଘ ଜିବୀ କରନ୍ତୁ। ପୂରାତନ ଶୈଳୀକୁ ମଧ୍ୟ ଆପଣାଇ ଟିକେ ଏକ୍ସଟ୍ରା ଆଡିନାରି ରୁ ନିବୃତ ହୁଅନ୍ତୁ।
@prashantamohanty9136
@prashantamohanty9136 Ай бұрын
ସଦ ଗୁରୁ ଯେବେ ମାରେ ଗୋଇଠା ଅନ୍ଧାର ଘରେ ଜଳି ଉଠେ ବଈଠା 🙏❤️🙏
@AlokBiswal-j6x
@AlokBiswal-j6x 27 күн бұрын
Really he is an outstanding pala gayak
@BaikunthaSa-g9k
@BaikunthaSa-g9k 5 ай бұрын
Bahuta Sundar paribesana jay. Jagannath
@radhekrishna1916
@radhekrishna1916 4 ай бұрын
Jaha kuha maal ra kamal na bhakti ra kamal..hota sir bahut sundar pradarsan karuchhanti..🙏🙏🙏
@SnehalataBesan-b4b
@SnehalataBesan-b4b 3 ай бұрын
Bahut Sundar action hota sir No -1 pala gayak🙏🙏🙏🙏🙏
@radhekrishna1916
@radhekrishna1916 4 ай бұрын
Hota sir you are great.god bless you sir your presentation is different from other.. your style and naration is different heart touching sir..i like you sir.🙏🙏🙏
@BanamalimahantaBani
@BanamalimahantaBani 3 ай бұрын
Super talent sir
@sontoshkatayat7938
@sontoshkatayat7938 6 ай бұрын
Jay jagrntha
@GyanPradeep2023
@GyanPradeep2023 2 ай бұрын
Bhai MahaPrabhu nkara naam ra spelling thik Kari lekhantu
@JitendraMohanty-g4d
@JitendraMohanty-g4d Ай бұрын
No 1 pala❤
@rabindrakumarpanda2907
@rabindrakumarpanda2907 2 ай бұрын
ସୁପର ପାଲା ହୋତା ବାବୁ
@shibaprasadsahoo6207
@shibaprasadsahoo6207 4 ай бұрын
Khub sundor paribesan🎉
@bhagabananaik6915
@bhagabananaik6915 4 ай бұрын
Guru dev Pranam Jay Baba Satyanarayan Swami sundar paribeshan
@nbehera_2023
@nbehera_2023 5 ай бұрын
Great gayak hota sir
@KagaKumar-k8e
@KagaKumar-k8e 4 ай бұрын
Jay Jagannath ❤❤❤❤
@alokkumarpani
@alokkumarpani Ай бұрын
Excellent, Fantastic depiction
@pravatcreations4837
@pravatcreations4837 4 ай бұрын
Bhala paribesana karuchhanti
@premanandarout2293
@premanandarout2293 2 ай бұрын
Radhe. Radhe. 🙏🏿🙏🏿
@bineshku.behera1802
@bineshku.behera1802 2 ай бұрын
super pala hota babu
@bidyutlatamishra5906
@bidyutlatamishra5906 5 ай бұрын
Verynice
@brundabanbagh9085
@brundabanbagh9085 5 ай бұрын
ଏହି ପାଲା ର ବର୍ଣ୍ଣନା ଏବଂ ଅଙ୍ଗ ଭଙ୍ଗି ବେଶ୍ ଉଚ୍ଚ କୋଟୀର ହୋଇଛି। ଜୟ ଜଗନ୍ନାଥ।
@purnachandra-pi6gx
@purnachandra-pi6gx 5 ай бұрын
ଖାଲି ବଡପାଟି ଅଛି ଆଉ କିଛି ନାହଁ, ଦୁଖ ଶୋକ,
@RamakantaSamantaray-ht6ro
@RamakantaSamantaray-ht6ro 3 ай бұрын
ପାଲା ଜଗତର ଅମ୍ଲାନ ପ୍ରତିଭା 🙏🙏
@HarishChandraSenapati-h7w
@HarishChandraSenapati-h7w 4 ай бұрын
ATI Sundar pala ❤❤❤
@aswinisamal7618
@aswinisamal7618 4 ай бұрын
ଆକ୍ସନ ଅଧିକ ଆଜ୍ଞା 🙏
@BikarttanAcharya
@BikarttanAcharya Ай бұрын
Very nice.
@susilkumarparida279
@susilkumarparida279 2 ай бұрын
Sangita(basu & mehar sahita)....bahut volo Odisha re kahi nanhi Jie sangita re hota nku takakr debo .
@anathkhatei
@anathkhatei 2 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
@drbijoypatra8864
@drbijoypatra8864 4 ай бұрын
ଏହା ହୋତା ଙ୍କ ନିଜ ଲେଖା ନା କେଉଁ ବହିରେ ଲେଖା ଅଛି।
@SubhaRajalaxmiJetta
@SubhaRajalaxmiJetta 4 ай бұрын
Bahut sundara paribesana
@jadunathpanda850
@jadunathpanda850 2 ай бұрын
Very nice 🎉
@monaranjanmohapatra3849
@monaranjanmohapatra3849 4 ай бұрын
ପାଲା ହେଉଛି ଲୋକ ଶିକ୍ଷା | ଆଛା ହୋତା ବାବୁଙ୍କର ଯେଉଁ ଅଙ୍ଗଭଙ୍ଗୀ ହେଉଛି ଭାଇ ଭଉଣୀ ଓ ବାପା ଝିଅ ବସିକି ଦେଖି ପାରିବେ ତ ? ତୁମର ପତନ ନିଶ୍ଚିତ ନିକଟରେ । ବହୁତ୍ ଉଦ୍ଧତ ଅଙ୍ଗଭଙ୍ଗୀ
@radhekrishna1916
@radhekrishna1916 4 ай бұрын
Na bhai tume bhul hota sir bahut sundar pradarsan karu chhati..tankari chamtkar abhinaya satare kete real..je kehi bi kahiba.. hota sir 🙏🙏🙏
@udayanathswain1569
@udayanathswain1569 4 ай бұрын
ତାଙ୍କର ଅଭିନୟ ଶୈଳୀ ଏ ଭଳି
@ddeducation7171
@ddeducation7171 3 ай бұрын
ଭାଇ ତୁମେ ଏମିତି କୁହନି ସେ ଜଣେ ଉଚ୍ଚ କୋଟିର ଗାୟକ. ଓଡ଼ିଶାରେ ଜଣେ ସୁନାମାଧନ୍ୟ ପାଲାକାର
@pabitramohanpattanayak5611
@pabitramohanpattanayak5611 3 ай бұрын
ନୃସିଂହ ହୋତା ଜଣେ ଭଲ ଗାୟକ ।କିନ୍ତୁ ସେ ତାଙ୍କ ଭାଷା ଓ ଅଭିନୟରେ ସୁଧାର ଆଣିବା ଆବଶ୍ୟକ । ତାଙ୍କର ଯେଉଁ ଗ୍ୟାନ ଅଛି ତାହା ଯଥେଷ୍ଟ, କିନ୍ତୁ ତାହାର ଉଚିତ ପ୍ରୟୋଗ ଆବଶ୍ୟକ ।
@birenking598
@birenking598 2 ай бұрын
Tame pala kn janina ok
@parsuramsahoo7509
@parsuramsahoo7509 5 ай бұрын
ଏଇ ସବୁ ମାଲ କି କମାଲ, ମାଲିଷ୍ଟି ଙ୍କର ଭକ୍ତି ଜୋର୍ , ମାଲ୍ଟା ଅଙ୍ଗ ଭାଙ୍ଗି ରେ ଜଣା ଯାଉଛି,,।❤😂🎉🎉🎉🎉🎉🎉🎉🎉🎉🎉😂❤
@jugalkishore8026
@jugalkishore8026 5 ай бұрын
ତୋ ବାପା ଙ୍କୁ ମାଲ ପେଇ କହିଲୁ ପଦେ କହିବେ
@parsuramsahoo7509
@parsuramsahoo7509 4 ай бұрын
ମାଲ ଟା ଫୁଲ ହେଲା ପରେ ମୋ ବୋପା କଣ ତୋ ବୋଉ ବି ତୋ ମାଇପ୍ ଗାଇବା ।ଯଦି ମୋକଥ ଆ। ବିଶ୍ୱାସ ହେଉନି ।ପୀଆଇକି ଦେଖ ।ପିଆଇବୁ ମାନେ ପାଲା ବାହାରିବା ଜୟେନ୍ ପିଆଈବୁ ।ଟା ପରେ ମଜା ଦେଖିବୁ ।ତୁ ମୂର୍ଡଙ୍ଗ ବାଯାଇବୁ ।😂😂😂😂😂😂😂​@@jugalkishore8026
@parsuramsahoo7509
@parsuramsahoo7509 4 ай бұрын
​ମାଲ ଟା ଠିକ୍ ସାଇଜ ରେ ଲାଗିଲେ ମୋ ବାପା କଣ ତୋ ବୋଉ ବି। ଆଉ ତୋ ମାଇପ ବି ପାଲା ଗାଇବେ।ତୋ ରାଣ ।ମୋ କଠା ଯଦି। ବିଶ୍ୱାସ ନ ହେଉଛି ମାଲ ଆଣି ପିଆ ।ପାଳା ବାହାରିବା ଯାଏ ପୀଆଇବୁ ।ତୁ ମୂର୍ଦଙ୍ଗ ବଜେଇବୁ । ତାପରେ ମଜା ଦେଖିବୁ ।କେତେ ଲୋକ ହେବେ । ନିର୍ଲଜ😂😂😂😂😂😂😂@@jugalkishore8026
@udayanathswain1569
@udayanathswain1569 4 ай бұрын
ମିଛରେ ଏ ମିତି କୁହନି ....... ତୁ ପିଇ କି କହ ତ 😂😂😂
@soumyaranjanbehera4121
@soumyaranjanbehera4121 3 ай бұрын
Jay Jagannath..emite 120 year dhari Karu thaa....God bless you
@pratapswain8224
@pratapswain8224 2 ай бұрын
ଏ ଭଳି ଗାୟକ ଓଡ଼ିଶା ହରାଇଲା ପରୀ ଲାଗୁଛି 😢
@jatadharibehera1097
@jatadharibehera1097 4 ай бұрын
ଅତି ସୁନ୍ଦର ଉପସ୍ଥାପନା
@radharaninanda5464
@radharaninanda5464 2 ай бұрын
@KagaKumar-k8e
@KagaKumar-k8e 4 ай бұрын
Tama pala ra paribesana bahut sundar ateu jajapur jila ra garha madhupur ru apananka bahut bada fan ate please apana bahut agagku jantu au emiti nua nua vedio chhadantu
@surajchannel1983
@surajchannel1983 5 ай бұрын
Bhaina pranam
@kishorchandramandal2721
@kishorchandramandal2721 3 ай бұрын
Verynicehotasir
@manaskumarpattanayak6480
@manaskumarpattanayak6480 3 ай бұрын
🙏🙏🙏🙏🙏🙏🙏🙏🙏🙏🙏🙏🙏
@biswambharmaharana9522
@biswambharmaharana9522 2 ай бұрын
ତୁମଗୁରୁ ଭାଷ୍କର ବେହେରା ଙ୍କୁ ଧନ୍ୟବାଦ ଯିଏକି ଏଭଳି ଶିକ୍ଷା ଦାନ କରିଛନ୍ତି
@RabindranathMuduli-g9b
@RabindranathMuduli-g9b 3 ай бұрын
ବୟକନମ୍ବର ‌। ୧
@RAlok687
@RAlok687 4 ай бұрын
ଏ ପାଲାଗାଉଛନ୍ତି ନା ମଦ ପିକି ମଦୁଆ ରୋଲ କରୁଛନ୍ତି ପାଲା ଦେଖନ୍ତୁ ଦତକୃସ୍ନ ପଣ୍ଡା ମୋହଦୟଙ୍କର ସେକେମିତି ପାଲା ଗାଉଛନ୍ତି
@premanandamahanta4740
@premanandamahanta4740 2 ай бұрын
Tumar bodhe fatuchhi
@ChaturbhujajenaChaturbhuja
@ChaturbhujajenaChaturbhuja 6 ай бұрын
Au gotie palia kuade gale paisa ku pancha janare bantibaku subidha request to all organiser don't allow the gayak which is not consists of six member as per pala guide
@niranjanjena538
@niranjanjena538 Ай бұрын
Tumar minaketan voice
@PranabandhuSrichandan
@PranabandhuSrichandan Ай бұрын
The description of the Topic is Acceptable to me but the physical action is not normal.
@dusmantachhatoi1482
@dusmantachhatoi1482 5 ай бұрын
Hotta sir please apanku thare veta hoi dekha karibi . I'm big fan of u
@brahmanadabehera2396
@brahmanadabehera2396 6 ай бұрын
Nua pala chhadantu
@asishkumarojha-ep9qz
@asishkumarojha-ep9qz 5 ай бұрын
Mu bayaka
@rajsahoo9309
@rajsahoo9309 5 ай бұрын
❤ 4:❤😂22
@chittaranjannath1761
@chittaranjannath1761 5 ай бұрын
😮
@LabaRana-be2lx
@LabaRana-be2lx 4 ай бұрын
🎉🎉🎉🎉🎉🎉❤❤❤❤❤❤ 😊😊😊😊😊
@AkshayaDalei-p2s
@AkshayaDalei-p2s 5 ай бұрын
ମଦତମକୁଖାଇଲାଭାଇନାସଯତକରନାଚ ଆଟିଙ୍ଗିଅଡ୍କରୁଚିସବୁଭଲ
@udayanathswain1569
@udayanathswain1569 4 ай бұрын
ଆପଣ କେମିତି ଜାଣିଲେ ମଦ ପିଇ ଛି ବୋଲି
@santoshkumardhal5241
@santoshkumardhal5241 2 ай бұрын
ଆରେ ନୃସିଂହ ହୋତା, ଷ୍ଟେଜରେ ବାରମ୍ବାର ଗୁଟୁଖା ଖାଇ ଶହ ଶହ ଦର୍ଶକଙ୍କ ସାମନରେ ବାରମ୍ବାର ଛେପ ପକାଇବା ଇଏ କୋଉ ଆଦର୍ଶ,ତୁ କେତେ ନମ୍ବର ମ୍ଳେଛକିରେ ନୃସିଂହ???
@dharanidhararout3663
@dharanidhararout3663 Ай бұрын
Gh
@foodkamadhenu
@foodkamadhenu 3 ай бұрын
Dirgha jibi karantu thakura
@supriyarout2182
@supriyarout2182 3 ай бұрын
Laxmidhara rout and dattakrushna panda nka thu kichhi sikha
@mahadevparida1059
@mahadevparida1059 4 ай бұрын
Hota is a mad
@SureshMahanta-h1j
@SureshMahanta-h1j 2 ай бұрын
Pala sundara kintu over action
@ashokkumardas5139
@ashokkumardas5139 3 ай бұрын
MR Nrusingh ch hotaa your extra ordinary xn is not satisfaction
@gnayak9691
@gnayak9691 2 ай бұрын
Sabu chaliba Tike Over Acting hei zauchi.Bujha paduni
@pmcreatives6995
@pmcreatives6995 4 ай бұрын
ଯେଉଁ ବନ୍ଧୁ ମାନେ ଏଭଳି ମୂଲ୍ୟହୀନ ଗାଲୁଆ ଗାୟକ କୁ ମଞ୍ଚ ରେ ସୁଯୋଗ ଦେଇ ପବିତ୍ର ସତ୍ୟ ନାରୟଣଙ୍କ ଅପମାନିତ କରୁ ନାହାନ୍ତି ତ
@dhrubabarik4320
@dhrubabarik4320 Ай бұрын
ଭାଇ ତମ ମୋବାଇଲ ନମ୍ବର ଟା ଦେବ ଆମ ଗ୍ରାମର ପାଲା ଅନୁଷ୍ଠାନ କୁ ଗାଇବା ପାଇଁ ଆସନ୍ତ
@dhrubabarik4320
@dhrubabarik4320 Ай бұрын
ଭାଇ ତମ ମୋବାଇଲ ନମ୍ବର ଟା ଦେବ ଆମ ଗ୍ରାମର ପାଲା ଅନୁଷ୍ଠାନ କୁ ଗାଇବା ପାଇଁ ଆସନ୍ତ
@sukadevsamantaray4914
@sukadevsamantaray4914 3 ай бұрын
Your over acting does not match to a palagayak
@Balarmdas-u3i
@Balarmdas-u3i 4 ай бұрын
ଏଇଟାଚୋରଟା
@Mr_Mohanty6
@Mr_Mohanty6 3 ай бұрын
Sursinga hota sir contact no please
@rangaballavrout8226
@rangaballavrout8226 4 ай бұрын
Ovar.actingi
@rameshrath8691
@rameshrath8691 3 ай бұрын
Worst pala of the decade
@jugalkishore2356
@jugalkishore2356 2 ай бұрын
Very good
@kulamanidash6502
@kulamanidash6502 4 ай бұрын
Excellent pala. 🎉
@StudioShuvam
@StudioShuvam 3 ай бұрын
Great gayak hota sir
@purnachandrakamila1642
@purnachandrakamila1642 3 ай бұрын
Jay jagannath
@Kedareswarmahanta
@Kedareswarmahanta 5 ай бұрын
Jay jagrnat
@reeteshranjan1561
@reeteshranjan1561 3 ай бұрын
Jay jagannath🙏🙏🙏
@santanuparida9398
@santanuparida9398 2 ай бұрын
Jai jagannath 🙏❤️
It’s all not real
00:15
V.A. show / Магика
Рет қаралды 20 МЛН
1% vs 100% #beatbox #tiktok
01:10
BeatboxJCOP
Рет қаралды 67 МЛН
BAYGUYSTAN | 1 СЕРИЯ | bayGUYS
36:55
bayGUYS
Рет қаралды 1,9 МЛН
It’s all not real
00:15
V.A. show / Магика
Рет қаралды 20 МЛН