Рет қаралды 37,524
'ଷ' ତ୍ବ ବିଧି - 'ସ' ସ୍ଥାନରେ 'ଷ' ହେବାକୁ 'ଷ' ତ୍ବ ବିଧି କୁହାଯାଏ।
'ଅ' ବା 'ଆ' ପରେ 'ସ' ର 'ଷ' ହୁଏ ନାହିଁ ।
'ଇ' ଠାରୁ 'ଔ' ପର୍ଯ୍ୟନ୍ତ ଯେ କୌଣସି ସ୍ବରବର୍ଣ୍ଣ ପରେ 'ସ' ଥିଲେ ତାର 'ଷ' ହୁଏ।
ଶବ୍ଦ ପରେ ସାତ୍ ପ୍ରତ୍ଯୟ ଥିଲେ , 'ସ' ର 'ଷ' ହୁଏ ନାହିଁ ।
By Padmalochan Acharya Sir
#odialearning #odiagrammer #shatwabidhi #WithMe #odia #padmalochansir #sanskritgurujiodisha