KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
FULL FILM -Tapoi | ତଅପୋଇ | Odia Full Movie | Hd 4k movie | Odia Old Movie |ଅଲିଅଳି ତଅପୋଇର ଦୁଃଖ କାହାଣୀ
1:33:01
Hisab nikas odia old movie //odia old movie
2:02:28
СКАНДАЛЬНЫЙ бой Али, когда в ринге ему противостояли сразу ДВОЕ #shorts
01:12
#JasonDeruloTV // Funny #GotPermissionToPost From @SofiManassyan #SlowLow
00:18
“Don’t stop the chances.”
00:44
Что-что Мурсдей говорит? 💭 #симбочка #симба #мурсдей
00:19
ODIA OLD FILM - SAPANA BANIKA - ଓଡ଼ିଆ ପୁରୁଣା ସିନେମା - ସପନ ବଣିକ | ODIA MOVIE | Sriram Panda,Mahaswata
Рет қаралды 318,986
Facebook
Twitter
Жүктеу
1
Жазылу 794 М.
Big Odia Cinema
Күн бұрын
Пікірлер: 233
@mangulusahu9032
7 ай бұрын
ଏଇ ଉପନ୍ୟାସ ଟି ଯିଏବି ଲେଖିଛି ତାଙ୍କୁ କୋଟି କୋଟି ପ୍ରଣାମ।କ'ଣ ଥିଲା ଆମ ଓଡ଼ିଶାରେ ପୁରା ମାଟି, ପାଣି, ପବନ ରେ ଭରା ଏଇ ଫିଲ୍ମ ଟି।ମୋ ହୃଦୟରୁ ସାଲୁଟ୍ କରୁଛି ନିର୍ଦେଶକ, ସଂଳାପ କାରଙ୍କୁ 🙏🙏🙏।ମୋମନ ପୁରା ଭରିଗଲା।୨୦୨୪ ରେ କିଏ ଦେଖୁଛ ଏଇ ଫିଲ୍ମ ଲାଇକ୍ କର।
@rukmanameher1180
6 ай бұрын
❤ମୁଁ
@narottamdeep9202
6 ай бұрын
I am watching this film
@PratimaBehera-z3t
6 ай бұрын
2024 ରେ କିଏ କିଏ old films ଦେଖି ବାକୁ ଭଲ ପାଅ 🥰🥰👌👌👌👌
@subashmohapatra7448
4 ай бұрын
Mora. Febarit film
@sasmitasahu-qt7mu
4 ай бұрын
Mote bhala lage kintu tv re dauni
@priyabratapalita15
2 ай бұрын
Mu sabu bele puruna film dekhe mote vabut vala lage
@MiluBarik-g5j
2 ай бұрын
❤
@bhaskarbabu4502
7 ай бұрын
Thanks...ei film ku yutube re download kari thibaru.. Old is gold..❤❤❤❤❤
@bhajakanta6145
6 ай бұрын
ଆଜିକାଲି ଫିଲ୍ମର ଗୀତ ବିଲକୁଲ ଶୁଣିବା ଯୋଗ୍ୟ ନୁହଁ କାଟିଦେଲେ ଚଳିବ.. କିନ୍ତୁ ପୁରୁଣା ଫିଲ୍ମର ଗୀତ କାଟିଦେଲେ କେହି ଦେଖିବେ ନାହିଁ.. ତେଣୁ ଗୀତ ସହ ପୁଣିଥରେ ଅପଲୋଡ଼ କରିବାକୁ ଅନୁରୋଧ..
@bijayapattnait5746
6 ай бұрын
ଶିକ୍ଷଣିୟ ଓ ମନରଞ୍ଜନ ର ଫିଲ୍ମ, ଶ୍ରୀରାମ ପଣ୍ଡା, ଦୁଖୁରାମ ସ୍ଵାଇଁ ଭଳି ଅନ୍ୟ କଳାକାରମାନଙ୍କୁ ମୋର❤🙏🏻
@ashokkumarsahoo7041
5 ай бұрын
ବହୁତ ସୁନ୍ଦର ଓଡ଼ିଆ ସିନେମା. ଏଭଳି ସିନେମା ଆଜିକାଲି ବିରଳ. ଗୀତ ସହିତ ସିନେମା ଅତ୍ୟନ୍ତ ମନ ଛୁଆଁ
@bikashmahanta7579
7 ай бұрын
Old ସୁପର୍ ଷ୍ଟାର ଶ୍ରୀରାମ ପଣ୍ଡା
@keshabbehera641
7 ай бұрын
ଯାଇଫୁଲ, ମମତା ମାଗେ ମୂଲ,ପାପ ପୁଣ୍ୟ, ଦଇବ ଦଉଡି, ଇତ୍ୟାଦି ମୁଭି ଅପଲୋଡ଼ କରନ୍ତୁ
@rabindradas9202
6 ай бұрын
Okokokokokokokokokok
@pintukalet9803
4 ай бұрын
@@rabindradas9202
@BTSArmy-hr1wn
6 ай бұрын
ସିନେମା ଟି ବହୁତ ଭଲ, କିନ୍ତୁ ଗୀତ କଟାଯାଇ ଥିବା ହେତୁ, ସିନେମାଟି ଅଧୁରା ରହିଲା, ଆଶା କରେ ଗୀତ ସହିତ ନିଶ୍ଚୟ ଅପଲୋଡ଼ କରନ୍ତୁ l
@farmingflavours
7 ай бұрын
ମୁଁ ବହୁତ୍ ଖୋଜିଛି ଏହି ସିନେମା କୁ
@kishorepolleyi1186
7 ай бұрын
Mun bi aji jayen khojuthili
@sasmitasahu-qt7mu
4 ай бұрын
Mu b ehara gita gudika bahut bhala lage
@PratimaGochayata
7 ай бұрын
ଏଇ ସପ୍ତାହ ସୁଦ୍ଧା ଗୀତ ସହିତ ମୋଭି ଉପଲୋଡ କରନ୍ତୁ
@odiamotivationalworld-t4l
8 күн бұрын
କେତେ ବର୍ଷ ହେଲା ଖୋଜୁଥିଲି ଏଇ ଫିଲ୍ମ.... ଅନେକ ଅନେକ ଧନ୍ୟବାଦ କିନ୍ତୁ ଏତେ ସୁନ୍ଦର ଗୀତ ସବୁ କାହିଁକି କଟାଯାଇଛି
@kabirdas9348
7 ай бұрын
ସୁପର୍ ହିଟ୍ ❤❤❤
@ChefBhanjaKishore
6 ай бұрын
ମନକୁ ଛୁଇଁଲା ପରି ଫିଲ୍ମ ଟା, ପୁରୁଣା ହେଲେବି ଆଜି ର ଏ 2024 ରେ ନୂଆ ପରି ଲାଗୁଚି ❤ଏ ଫିଲ୍ମ ର ପାର୍ଟ 2 ହେବା କଥା ସିନେମା ଟା ସୁପର ହିଟ୍ ହୁଅନ୍ତା
@ManmathaBihari98
6 ай бұрын
ସବୁ ଗୀତ କାଟିଦେଇଛନ୍ତି ଦୟାକରି ଏବିସୟରେ ଆଗକୁ ଧ୍ଯାନଦେବେ ଫିଲ୍ମ ଗୁଡିକ ସମ୍ପୂର୍ଣ୍ଣ ରୁପେ ଦେଖାଯାଏ ତେବେ ଆମେ ଖୁସିହେବୁ ❤❤❤
@manasranjandas3499
6 ай бұрын
ମା ଯାହାର ଶାହା ଫୁଲ ଫ୍ଲିମ ଛାଡନ୍ତୁ ❤❤❤❤
@debendrabehera3
7 ай бұрын
ଗିତ ନାର୍ହିତ ଲାଇକ୍ ନାହିଁ✋🙏🖐️
@bkdas7544
7 ай бұрын
Bahuta dinaru apeksha karthili a film dekhibaku.....hele ati sundar au smrutibhija Gita gudika omit kari kichhi thik kalanahin.....fika fika lagila..... Jay Jagannath 🙏🌺
@lakhmankumarrath8372
7 ай бұрын
ପୁରୁଣା ସିନେମା ର ଗୀତ ଗୁଡିକ ଭୂଷଣ, ଆପଣ ଗୀତ କାହିଁକି କାଟି ଦେଉଛନ୍ତି, ଗୀତ ସହ ଆଉଥରେ ଅପଲୋଡ଼ କରନ୍ତୁ
@Rajeshpanda108Cdc
7 ай бұрын
Copy right ପାଇଁ
@arunamohanty2986
7 ай бұрын
Right bahut sundar git achhi ei filmre
@thewireodisha
7 ай бұрын
Copyright asiba tenu Kati dele
@susantakumarsahu7675
7 ай бұрын
ଗୀତ ଗୁଡ଼ିକ କାହିଁକି କାଟିଦେଲା ? Charm କମିଗଲା ।
@krushna53967
7 ай бұрын
Right bhai song gote cinema ra soul
@harekrushnaraul066
6 ай бұрын
ଆରେ ହଁ ଗୀତ ସବୁ କାହିଁକି କାଟି ଦେଉଛ ... ଗୋଟେ ଫିଲ୍ମର ଗୀତବି ତାର ବହୁତ ବଡ଼ ଭାଗ ...
@BTSArmy-hr1wn
6 ай бұрын
ଏହି ଭଲି ସିନେମା, ହିଁ ଦରକାର ରାଇଟରଙ୍କୁ ବହୁତ ବହୁତ ଧନ୍ୟବାଦ,
@pintukalet9803
7 ай бұрын
Thanks for upload and next odia movie panchu pandava, laal pan bibi, kandhei plz kindly upload 🙏🙏🙏🙏
@arunnayak5410
4 ай бұрын
Bahut sundar film❤
@KanhuBaarik
7 ай бұрын
ଆପଣଙ୍କୁ କୋଟି ଧନ୍ୟବାଦ . ମୋର ସ୍ୱପ୍ନର MOVIE ଆପଣ ମୋତେ ଦେଇଛନ୍ତି . ଭଗବାନ ଆପଣଙ୍କୁ ବହୁତ ଖୁସି ଦିଅନ୍ତୁ ମୋର ଆପଣଙ୍କୁ Bahut Request ମମତା ମାଗେ ମୂଳ ଏହି MOVIE ଦୟାକରି UPLOAD କରନ୍ତୁ
@kalandipradhan5747
6 ай бұрын
Manine,move
@chitrasen122
5 ай бұрын
Mor bi
@Bhaktaexpress
Ай бұрын
Ei Ama Sansar Very good movie please upload
@Prafulla_3372
3 ай бұрын
ପୁରୁଣା ସିନେମା ସପନ ଵଣିକ ଗୋଟିଏ ସୁପର ହିଟି ସିନେମା ଏତେ ସୁନ୍ଦର ସିନେମାର ଗୀତକାଟି ଅସୁନ୍ଦର କରିଦେଇଛନ୍ତି ଯଦି ଆଉଥରେ ସବୁଗିତ ସହିତ ଅପଲୋଡ଼ କରି ଛାଡ଼ନ୍ତି ତାହେଲେ ଜଗନ୍ନାଥଙ୍କରାଣ ବହୁସୁନ୍ଦରଲାଗନ୍ତା ଆପଣଙ୍କୁ ମୋରଅନୁରୋଧ. ମୁଁ ପ୍ରଫୁଲ୍ଲକୁ ମାର ମଲ୍ଲିକ. ଓରଫ ସଙ୍କର. 🙏🙏🙏🌹🌹🌹🌹🌹♥️👌 ରହିଲି ମୋକଥା ଭୁଲିବେ ନାହିଁ 🙏🌹🌹🌹🙏♥️👌.
@Ranjana965
7 ай бұрын
ବହୁତ ବହୁତ ଧନ୍ୟବାଦ 🙏😊 ଦୟାକରି ଆହୁରି ପୁରୁଣା ଫିଲ୍ମ୍ ଅପଲୋଡ଼ କରନ୍ତୁ 😊
@jayadebsahoo2914
6 ай бұрын
ବର୍ତମାନ ଏମିତି ଓଡ଼ିଆ ସିନେମା ଆସୁନାହିଁ
@SmrutiMediaHoSantaliSongs
7 ай бұрын
Super movie jhakas
@gajanannaik6096
6 ай бұрын
Bahut bahut bhala lagail.purana hele b se time re besh lokapriya thile e film ta.e film ra samasta kalakar mananku mor koti koti naman.
@Kaushikjeet
6 ай бұрын
ଗୀତ ଗୁଡିକୁ କଟିଦେଲେ ସିନେମା ଗୁଡିକ ଅସମ୍ପୂର୍ଣ୍ଣ ମନେହେଉଛି, ଦୟା କରି ପୁରୁଣା କଥାଚିତ୍ର ଗୁଡିକର ସମସ୍ତ ଗୀତକୁ କାଟନ୍ତୁ ନାହିଁ ।❤
@Sinusahoowd2dm
6 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଆଜ୍ଞା 👏👏🙏🙏🙏🙏👍👍🇮🇳
@khirodkumarjena2139
7 ай бұрын
Thank you very much for uploading such iconic movie
@payalbehura7753
6 ай бұрын
Old is gold.. really best movie
@swastikapradhan7086
7 ай бұрын
'KAA' , Adina megha, amadabata , upload karantu plz
@ChinkyPradhan993
5 ай бұрын
ସୁନ୍ଦର ତୃପ୍ତିର ଅବସାଦ ନାଇ ଯେତେ ଦେଖୁଥିଲେ ନୂଆ ଦିଶୁଥାଏ।
@prabhatpradhan7300
4 ай бұрын
ଏଭଳି ହୃଦୟସ୍ପର୍ଶୀ ସିନେମା ଆଉ ଦେଖିବାକୁ ମିଳୁନାହିଁ
@nakulkumar1385
7 ай бұрын
Nice ❤❤❤❤❤
@ashokkumarsahoo7041
5 ай бұрын
ମୁଁ ଏ ଫିଲ୍ମ ଟି ଆଗରୁ ଦେଖିଥିଲି . ହେଲେ ଆଉ ଥରେ ଦେଖିବା ପାଇଁ ବହୁତ ଇଛା ଥିଲା. ହେଲେ ଗୀତ ନାହିଁ. ବହୁତ ସୁନ୍ଦର ଏବଂ ମନ ଛୁଆଁ ଗୀତ
@collectioncorner7679
2 ай бұрын
ଚଳଚ୍ଚିତ୍ରର ନାମକରଣ କରିଥିବା ମହାଶୟ ଅନେକ ପ୍ରଶଂସାର ପାତ୍ର I ଦେଖିବା ପରେ ଏତିକି ଅନୁଭୂତ ହେଲା ଯେ କାହାଣୀ ସବୁ ଅନେକ ଆଗରୁ ସରି ଯାଇଛି, ତେଣୁ ଏବେ ସବୁ ଚଳଚ୍ଚିତ୍ରର କାହାଣୀକୁ ବାଧ୍ୟହୋଇ କପି କରୁଛନ୍ତି I ଅଭାବ ଏତିକି ରହିଲା ଯେ ଗୀତ ଗୁଡିକୁ କାଟିଦେଇ ଚଳଚ୍ଚିତ୍ର ର ସୌନ୍ଧର୍ଯ୍ୟ ନଷ୍ଟ କରିଦିଆ ଯାଇଛି...
@jayashreevlogsofficial
7 ай бұрын
ଗୀତ ନାହିଁ ଭଲ ଲାଗୁନି ଦେଖିବାକୁ
@chittaranjansubudhi792
7 ай бұрын
Thanks for uploading
@prabhatsamal5318
7 ай бұрын
ବହୁତ ଦିନ ପରେ ଖୁସି ଲାଗିଲା
@Ajitmuni.
3 ай бұрын
ଏମାନେ ଭଲ acctor ହେଲେ ସବୁ ଅଲଗା
@MAYURIDANCEACADEMY
5 ай бұрын
Ati sunder old is gold
@RanjitaSahoo-pu5lm
5 ай бұрын
Supar ❤❤❤❤❤❤❤❤❤
@harizKhan506
6 ай бұрын
Sriram bhai phuni hero roll kara
@sangramjitphysics
7 ай бұрын
Excellent movie
@LovelyLiju
7 ай бұрын
ବହୁତ୍ ବହତ୍ ଧନୟବାଦ୍ ଏହି movie upload କରିଥିବାରୁ ଗୀତ ଥିଲେ ବହୁତ୍ ବଢିଆ ହୋଥାନ୍ତା ମୋର ଅନୁରୋଧ 🙏 ଧରିତ୍ରୀ movie upload କରନ୍ତୁ ଦୟାକରି❤
@gopalkrushnasahoo5324
7 ай бұрын
Dharitri movie link kzbin.info/www/bejne/r3u4dal_pL6EmK8feature=shared
@ChandanSahoo-n3w
6 ай бұрын
Dhanyawad u tube
@tilottamakaran1971
6 ай бұрын
Nice movie acting of dipti Math is super
@smrutiranjanmishra7711
6 ай бұрын
Parbata parbata parbara ra...... most beautifull song add karantu
@prangyasamantaray9385
4 ай бұрын
Very beautiful romantic couple sriram panda &, mahasweta.
@preetihembramofficial
6 ай бұрын
ମୁଁ ଦେଖି ଥିବା ପ୍ରଥମ ଓଡିଆ ଫିଲ୍ମ। ପଞ୍ଚମ ରେ ପଢିଲା ବେଳେ ସାଙ୍ଗ ସହିତ ଯାଇ ଦେଖି ଥିଲି
@HariharJena-z6u
5 ай бұрын
Supar stAr sriram panda
@purviarts8784
7 ай бұрын
ଛିଣ୍ଡା ସୁତା ନଟେଇ ମୁଁ 👌🏼👌🏼👌🏼👌🏼
@kishorepolleyi1186
7 ай бұрын
Aare aa mora sapana banika gitata superb thila katuchha kahinki sabu gita upload kara
@ashokachakravarti4449
7 ай бұрын
Thank you so much 💓
@TanmayJena-u3j
6 ай бұрын
ଗୀତ କାହିଁକି କାଟି ଦେଇଛନ୍ତି....ଗୀତ ସବୁ ଫିଲ୍ମ 😊ରେ ରଖନ୍ତୁ bohut ଭଲ ଲାଗିବ
@arunamohanty2986
7 ай бұрын
Aadivasi jhiatira nama kan bahut badhia acting katithila
@kishorepolleyi1186
7 ай бұрын
Diptinath
@kishorepolleyi1186
7 ай бұрын
Diptinath tara naa bhai
@arunamohanty2986
4 ай бұрын
Thanks
@abhayrialhindu5336
7 ай бұрын
Badhia movie
@bhagabatrout4610
6 ай бұрын
Film ta Gita sahita prasaran bahut suñdar lagiba❤❤❤
@Suvasisofficial
5 ай бұрын
ମୋ ମାଆ ଙ୍କ ଠାରୁ ଏ ଚଳଚ୍ଚିତ୍ର ର ନାମ ଶୁଣିଥିଲି। ଆଜି ଦେଖିଲି କିନ୍ତୁ ଶୁଣିଥିଲି ଗୀତ ଗୁଡ଼ିକ ବହୁତ ସୁନ୍ଦର କିନ୍ତୁ ଶୁଣିବାକୁ ପାଇଲିନି
@ChandrasekharPanda-n3f
Ай бұрын
Appeal.to.sri.ram.panda.that.he.should.re.emerge.as.the.popular.odiya.cine.hero.ddischarging.the.rOle.of Spiritual.reformer.in Society.there.are.versatile.characters.in.the.present Context.of.complicacies.of.society.
@RANJEET-8249
6 ай бұрын
ପୁରୁଣା movie ର ଯେଉଁ ସ୍ମୃତି ସବୁ ଯୋଡି ରହିଚି ସେସବୁ ଅତୁଳନୀୟ. ସେଇ ସମୟ କଥା ମନେ ପଡିଗଲେ ଆଖିରୁ ଅଜଣାରେ ଲୁହ ଝରି ପଡେ
@nukulchandrasahoo9318
5 ай бұрын
ପୁରୁଣା ଚଳଚ୍ଚିତ୍ରଗୁଡିକ ସେଗୁଡିକର ଗୀତ ସହିତ ଅପଲୋଡ କରନ୍ତୁ
@MinatiBarik-tf8wu
7 ай бұрын
ମମତା, ଉତ୍ତମ ମହାନ୍ତି ଙ୍କ ନିଝୁମ୍ ରାତିର ସାଥି , ମନ ଆକାଶ moovi ଗୀତ ସହିତ u TV ରେ ଛାଡ଼ିବାକୁ ଅନୁରୋଧ।
@niharkantabehera9776
5 ай бұрын
Bahut sundar movie
@PMKumar_classes
5 ай бұрын
ସତରେ ବହୁ ରୋମାଞ୍ଚକର film
@subhasmitasutar4004
7 ай бұрын
Thank you so much mo favourite flim upload kari tibaru
@kishorepolleyi1186
7 ай бұрын
Sriram panda,diptinath,aau mahasweta bahut bhala acting karichhanti
@nukulchandrasahoo9318
5 ай бұрын
ଗୀତ ନ ଥିବାରୁ ଚଳଚ୍ଚିତ୍ରଟି ଭଲ ଲାଗୁନି
@manaskumarmaharana8651
7 ай бұрын
Good movie, Mamata mage mula muvie upload karantu
@roshnijena3899
7 ай бұрын
Ametika movies achhi ki?
@kishorepolleyi1186
7 ай бұрын
Mamata mage mula upload karantu.... plz... Vijay mohanty nka
@kishorepolleyi1186
7 ай бұрын
Sata kabe lichi rahena
@chandanpattanaik7188
6 ай бұрын
କିଛି ଶବ୍ଦ ନାହିଁ ଏପ୍ରିସିଆଟେ କରିବା ପାଇଁ। ଆଜି କାଲି ଏଭଳି ଓଡ଼ିଆ ପିକ୍ଚର କାଇଁ ?? ଏବେ ବି ଫିଲ୍ମ କୁ ଯଦି remake କରାଯିବ ଟା ହେଲେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବୋଧେ ସେଭଳି roll କରିବା ପାଇଁ କଳାକାର କମ ପଡ଼ିବେ। ବହୁତ୍ ବଢିଆ ଲାଗିଲା
@SmrutiMediaHoSantaliSongs
7 ай бұрын
Emiti puruna movie chadantu
@YubrajNaik-bz3eb
5 ай бұрын
Maha sati sabitri film Gita saha up load karantu bahut khusi lagiba
@saradaswain7600
6 ай бұрын
The real heroine is that tribal girl (Mangala) ....my heart says that ❤❤❤❤❤
@bikrammallick5175
7 ай бұрын
❤❤❤❤ thanks
@ommnamahshivay2084
6 ай бұрын
👌👌
@musicmastiodia4235
7 ай бұрын
❤❤❤❤❤❤❤ my favorite Movies
@prabhatsamal5318
7 ай бұрын
ମମତା ମାଗେ ମୂଲ ଅପଲୋଡ଼ କରନ୍ତୁ
@pramodkumarbehera8622
7 ай бұрын
ଗୀତ ସହିତ ଫିଲ୍ମଟିକୁ ଆଉ ଥରେ ଅପଲୋଡ କରନ୍ତୁ
@ganeshbehera8522
7 ай бұрын
Sir gita chadantu 🙏🙏🙏
@ChandrashekharGolari
5 ай бұрын
Old is gold
@pkonthespotlive5597
6 ай бұрын
Mahua odia movie upload please sir
@ashokkumarsahoo7041
5 ай бұрын
Lajabab film
@rajendranayak7239
6 ай бұрын
ସିନେମା ଟି ବହୁତ ଭଲ କିନ୍ତୁ ଗୀତ ନଥିବାରୁ ଜମା ଭଲ ଲାଗୁନାହିଁ l ଦୟାକରି ଗୀତ ଓପୋଲୋଡ଼ କରି ପୁଣି ଛାଡ଼ନ୍ତୁ l
@DileswarMajhi-h8j
3 ай бұрын
ଚଳଚିତ୍ରରେ ଗୀତଗୁଡିକ କାଟି ଦେଇଥିବାରୁ ଖୁସି ଲାଗିଲା ନାହିଁ। ଅନୁରୋଧ ଆଉ ଆଗକୁ ଗୀତ କାଟିବେ ନାହିଁ।
@pintukalet9803
4 ай бұрын
all song hd video upload 🙏🙏🙏
@anandanayak489
5 ай бұрын
ଶ୍ରୀରାମ ପଣ୍ଡା ଙ୍କ ଅନ୍ୟାୟ ସହିବି ନାହିଁ ଫିଲ୍ମ ଅପଲୋଡ଼ କରନ୍ତୁ
@Siba-ig2fe
7 ай бұрын
Sapana.banika.pura.film.chhadontu.plz.plz
@neerajtripathy6526
6 ай бұрын
Plz upload the every movie without any cut.
@saratkumarnayak9559
6 ай бұрын
ଗୀତ ଦୟାକରି ଛାଡନ୍ତୁ
@shonashona123
7 ай бұрын
Odia chalachitra badhu nirupama pua bhangidela suna sansara upload karantu🙏🙏
@shonashona123
7 ай бұрын
@sureshmishra2248 link nai
@gopalkrushnasahoo5324
7 ай бұрын
@sureshmishra2248 kzbin.info/www/bejne/sKmtfJWtaapjia8si=d525KIVOf2Sh7kca[ Badhu nirupama]
@subashmohapatra7448
4 ай бұрын
Jai fulla film uplode karantu
@ChandanSibu
3 ай бұрын
🎉🎉
@oldisgold9015
7 ай бұрын
ମୁଁ ଜଣେ copyright ପାଇଁ ଗୀତ ଗୁଡ଼ିକ କଟା ହୋଇଛି କିନ୍ତୁ mute କରି ତ upload ହୋଇପାରି ଥାଆନ୍ତା ଆ ରେ ଆ ମୋର ସପନ ବଣିକ- ଅନୁରାଧା ପଡୱାଲ | ଏ କେମିତି ପ୍ରେମ ମୋର ଅନୁରାଧା ପଡୱାଲ | କୋଉଠୁ ଆଇଲୁ ରେ ବାବୁ ସୁରେଶ ୱାଡେକର ଏବଂ ଅନୁରାଧା ପଡୱାଲ ପର୍ବତ ଝରଣା ସୁରେଶ ୱାଡେକର | ସୁଖା ଫେରେ ଦୁଖା ଫେରେ ଘନଶ୍ୟାମ ପଣ୍ଡା | ତୁ ମୋର ହଁ ତୁ ମୋର ମାନି ଯା ତୁ ମୋର ସୁରେଶ ୱାଡେକର ଏବଂ ଅନୁରାଧା ପୁଡୱାଲ |
@deepumicrobe
5 ай бұрын
If possible please share the full movie with gdrive. It will be kind of you.
@JaisalKarana-bk3tp
7 ай бұрын
Sudha ,aau mangalaa 2 nayikaa nka charitra mahaan ,ଉଭୟ ଙ୍କ ବଳିଦାନ ର କଳନା ନାହିଁ🎉
@SaltiSingh888Gs
7 ай бұрын
😢❤😢😢❤😢❤😢😢❤😢❤😢❤😢❤
@Ranjana965
7 ай бұрын
ରଜନୀଗନ୍ଧା ଫିଲ୍ମକୁ ଦୟାକରି ଅପଲୋଡ଼ କରନ୍ତୁ
1:33:01
FULL FILM -Tapoi | ତଅପୋଇ | Odia Full Movie | Hd 4k movie | Odia Old Movie |ଅଲିଅଳି ତଅପୋଇର ଦୁଃଖ କାହାଣୀ
Big Odia Cinema
Рет қаралды 396 М.
2:02:28
Hisab nikas odia old movie //odia old movie
ODIA MOVIE DUNIA K
Рет қаралды 59 М.
01:12
СКАНДАЛЬНЫЙ бой Али, когда в ринге ему противостояли сразу ДВОЕ #shorts
BalcevMMA_BOXING
Рет қаралды 1,2 МЛН
00:18
#JasonDeruloTV // Funny #GotPermissionToPost From @SofiManassyan #SlowLow
Jason Derulo
Рет қаралды 14 МЛН
00:44
“Don’t stop the chances.”
ISSEI / いっせい
Рет қаралды 62 МЛН
00:19
Что-что Мурсдей говорит? 💭 #симбочка #симба #мурсдей
Симбочка Пимпочка
Рет қаралды 6 МЛН
2:13:00
Jaagruti 1992 Full Movie - हिंदी एक्शन मूवी - Salman Khan और Karismaa Kapoor की सुपरहिट मूवी
90s Ki Heroine
Рет қаралды 136 М.
2:00:11
ODIA OLD FILM -JWAIN PUA- ଓଡ଼ିଆ ପୁରୁଣା ସିନେମା -ଜ୍ଵାଇଁ ପୁଅ | ODIA MOVIE | OLD IS GOLD | UTTAM MOHANTY
ODIA HD
Рет қаралды 297 М.
2:17:31
Para Jhia Ghara Bhangena | ପରଝିଅ ଘର ଭାଙ୍ଗେନା | Ajit Das | Tandra Ray | #OdiaMovie #FullMovie
Pabitra Entertainment
Рет қаралды 852 М.
2:27:32
Lal Pana Bibi ଲାଲ ପାନ ବିବି 1988 - Odia Film Footage
Vintage Odia
Рет қаралды 258 М.
2:18:25
Jor Jar Mulak Tar | ଜୋର ଯାର ମୁଲକ ତାର | Odia Movie | Uttam Mohanty | Aparajita | Sriram Panda
Pabitra Entertainment
Рет қаралды 4,3 МЛН
32:07
Mahasweta Ray On Her Relationship With Chiranjeevi & Jitendra | EP 40 | Podcast With Mahasweta Ray
Argus Digital
Рет қаралды 270 М.
2:11:50
ରକ୍ତ ସମ୍ପର୍କ ( Rakta Sampark ) | Odia Full Movie | Rachana Banerjee , Prasenjit
Odia Cineplex
Рет қаралды 337 М.
2:00:48
ଚକାଆଖି ସବୁ ଦେଖୁଚି || Chaka Akhi Sabu Dekhuchi Full Odia Movie ||
Old Movie Odia
Рет қаралды 233 М.
2:45:42
Sankha Sindura Odia Full Movie |ସାଙ୍କା ସିନ୍ଧୁରା | Sujata Anand | Aparajita Mohanty | TVNXT Odia
TVNXT ODIA
Рет қаралды 1 МЛН
2:43:37
Tunda Baida (ତୁଂଡ ବାଇଦ) odia movie
Miʜiɿ ЯɒnႱɒn Ƨɒʜoo
Рет қаралды 1,3 МЛН
01:12
СКАНДАЛЬНЫЙ бой Али, когда в ринге ему противостояли сразу ДВОЕ #shorts
BalcevMMA_BOXING
Рет қаралды 1,2 МЛН