Odisha Cyclone News: ଆଶା ଦିଦିଙ୍କୁ ଫୋନ୍ କଲେ ମୁଖ୍ୟମନ୍ତ୍ରୀ ! | CM Call to ASHA Didi |Odia News

  Рет қаралды 103,020

News18 Odia

News18 Odia

Күн бұрын

Пікірлер: 343
@hrudayaranjan8217
@hrudayaranjan8217 3 сағат бұрын
ବହୁତ ବଢିଆ ଅନ୍ୟ ଆଶା ଦିଦି ମାନେ ବି ଏପରି ସେବା କରିବେ ଆଉ ସରକାରଙ୍କୁ ସାହାର୍ଯ୍ୟ କରିବେ ବୋଲି ମୋର ଆଶା
@ashokkumar-o7p2g
@ashokkumar-o7p2g 2 сағат бұрын
ମାଆ ତୋତେ କୋଟି ପ୍ରଣାମ 🙏🙏🙏
@rupa1073
@rupa1073 2 сағат бұрын
ବହୁତ୍ ଭଲ କାମ କରିଛନ୍ତି ଆଶା ଦିଦି ସମସ୍ତେ ଆପଣଙ୍କ ଭଳି ହେବା ଉଚିତ😢😢ଆଶା ଦିଦିଙ୍କ ଏମିତି ଭଲ କାମ କରିବା ଦେଖି କୋଉ ମାନଙ୍କୁ ବହୁତ୍ ଖୁସି ଲାଗିଲା😢😢 ତାଙ୍କ ପାଇଁ ଗୋଟେ 👍
@sweetytripathy5180
@sweetytripathy5180 2 сағат бұрын
ସରକାର ଆଶା ଦିଦି ମାନଙ୍କ ର ଟଙ୍କା ବଢେ଼ଇବା ଦରକାର
@Odiaranjan848
@Odiaranjan848 Сағат бұрын
Kama kariba bhu uchit emiti kama didi nka bhali
@sashibhusanmishra7147
@sashibhusanmishra7147 3 сағат бұрын
ପ୍ରଭୁ ଜଗନ୍ନାଥ ସଦୟ ସହାୟ ହୁଅନ୍ତୁ ଏଇଭଳି ଦୁଃଖିରଖିଙ୍କୁ ତୁମେ ସହାୟ ହେଉଥାଅ
@rinkyswain2772
@rinkyswain2772 2 сағат бұрын
Cm sir call kale bahut sundar katha
@Bishivillagetech.
@Bishivillagetech. 2 сағат бұрын
ସରକାର ଆଶା ଦିଦି ମାନଙ୍କ ଦରମା ବଢ଼ାଇବା ଦରକାର, ଯା ଫଳରେ ଦିଦିମାନେ ଏମିତି ଆଗକୁ ବହୁତ ଭଲ କାମ କରିବେ /ଧନ୍ୟବାଦ
@pankajinipradhan6770
@pankajinipradhan6770 2 сағат бұрын
ବହୁତ ଧନ୍ୟବାଦ୍ ଆପଣଙ୍କ କାମ
@lifelinegyan8619
@lifelinegyan8619 3 сағат бұрын
ମୁଖ୍ୟମନ୍ତ୍ରୀ ହେବେ ତ ଆପଣଙ୍କ ଭଳି. ଆଗରୁ ଏତେ ସବୁ ଦେଖିବାକୁ ମିଳୁ ନ ଥିଲା.ମୁଖ୍ୟମନ୍ତ୍ରୀ ଆଗରୁ ସାଧାରଣ ଲୋକଙ୍କୁ ବୁଝୁ ନ ଥିଲେ
@hkstarofficial.590
@hkstarofficial.590 2 сағат бұрын
Bhai re a sobu dekha niya hela
@BhajaharidasDas-h6u
@BhajaharidasDas-h6u 2 сағат бұрын
​@@hkstarofficial.590 etiki ex cm karuthileki janeibe
@lambodardas4439
@lambodardas4439 Сағат бұрын
Esabu creat kara haichi ea asara jiban jauchi
@kirtikap-22
@kirtikap-22 2 сағат бұрын
ଦିଦି ଆପଣଙ୍କୁ ହୃଦୟରୁ ସଲାମ
@lifelinegyan8619
@lifelinegyan8619 3 сағат бұрын
ସତରେ ଆପଣଙ୍କୁ ହୃଦୟରୁ ସଲାମ ❤️🙏
@dillippradhan996
@dillippradhan996 2 сағат бұрын
Congratulations Shibani Madam. You are one of the role model of others. God bless you 🙏. Everybody should follow you and also learn from you noble work. Govt should award you for your valuable services.
@rajeshmohanty3872
@rajeshmohanty3872 2 сағат бұрын
ବହୁତ୍ ବହୁତ୍ ଧନ୍ୟବାଦ୍
@laxmikumarihota3636
@laxmikumarihota3636 2 сағат бұрын
Respected. M. C. Sir. You. Are. Great.. Manymany. Thanks. ❤
@RudramaniSahu-y1c
@RudramaniSahu-y1c 2 сағат бұрын
ମୁଖ୍ୟମନ୍ତି ବି ଆମର ବହୁତ ଭଲ
@dibya63
@dibya63 Сағат бұрын
Great work done by ମୋହନ ମାଝୀ
@MarkoBaghBaghmarko
@MarkoBaghBaghmarko 2 сағат бұрын
ଦିଦି କୁ awards ଦିଅନ୍ତୁ ମହୋନ ସରକାର
@Orsu.adimmaOrsu.adimma
@Orsu.adimmaOrsu.adimma 3 сағат бұрын
Salute asha didi ❤👍
@REENADIGAL-jk3pc
@REENADIGAL-jk3pc 2 сағат бұрын
Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻thank u didi u are great 👍👍👍
@jitendrajena3863
@jitendrajena3863 Сағат бұрын
ଏଭଳି ଦିଦିଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ
@dfm0160
@dfm0160 Сағат бұрын
ଆଶା ଦିଦି କହୁଛନ୍ତି ବୃଦ୍ଧ ବୃଦ୍ଧା ମୁକ୍ଷ ମନ୍ତ୍ରୀ କହୁଛନ୍ତି ବୁଢ଼ା ବୁଢୀ
@jbjagadish9236
@jbjagadish9236 2 сағат бұрын
very nice CM sir
@gandhitudu5535
@gandhitudu5535 Сағат бұрын
Mohan sir❤❤❤
@jayakrishnapradhan-ms6tm
@jayakrishnapradhan-ms6tm 2 сағат бұрын
ବହୁତ ଧନ୍ୟବାଦ ଦିଦି
@rashmitapanda4972
@rashmitapanda4972 2 сағат бұрын
@bijaykumarnayak1028
@bijaykumarnayak1028 2 сағат бұрын
ବହୁତ ସୁନ୍ଦର ଦିଦି 💐💐
@jhiliranibarik1905
@jhiliranibarik1905 2 сағат бұрын
ହୃଦୟରୁ ଧନ୍ୟବାଦ ଦିଦି ଆପଣଙ୍କୁ ❤❤❤❤❤
@KulamaniPanda-r3r
@KulamaniPanda-r3r Сағат бұрын
ଓଡିଶା ର ସବୁ ଭାଇ ଭଉଣୀ ଆଶା ଦିଦି ଙ୍କ ପା ଖ ରୁ ଭଲ ପାଇବା ଶୀ ଖ ମାନବ ସେବା ମାଧବ ସେ ସେବା ହିସା କାହାକୁ କଦାପି କରିବା ନାହିଁ ଧନ୍ୟବାଦ
@sudarsanbiswal3333
@sudarsanbiswal3333 2 сағат бұрын
We are grateful for getting such a dedicated and people friendly chief minister of odisha
@sudhansusekharmaharana3566
@sudhansusekharmaharana3566 39 минут бұрын
ଧନ୍ୟବାଦ ଦିଦି ଆପଣଂକୁ. ଓଡ଼ିଶାରେ ସବୁ ଆଶା ଦିଦି ଏ ଦୃଶ୍ୟ ଦେଖି ଶିଖିବାର ଅଛି
@gyananbarik-tc1uj
@gyananbarik-tc1uj 2 сағат бұрын
ଆଶା ଦିଦି ମାନେ ବହୁତ କାମ କରୁଛନ୍ ତାଙ୍କର ଟଙ୍କା ବଢା଼ ଯିବା ସହ ତାଙ୍କୁ ସ୍ଥାୟୀ କରାଯାଉ
@asutoshbiswal7173
@asutoshbiswal7173 3 сағат бұрын
ଜୟ ଜଗନ୍ନାଥ 👏🏻👏🏻
@baidharkhuntia399
@baidharkhuntia399 2 сағат бұрын
ବହୁତ ବହୁତ ଧନ୍ୟବାଦ
@avayjena9238
@avayjena9238 2 сағат бұрын
ସେ ଆଶା ଦିଦୀଙ୍କର ଯୋଗ୍ୟତା ଏ ମୋହନ ମାଝୀଙ୍କ ଠାରୁ ଅଧିକ,
@tapangamer2013
@tapangamer2013 2 сағат бұрын
Jumlabjp 😂😂😂😂😂😂
@manoranjanbehera7517
@manoranjanbehera7517 2 сағат бұрын
Mohan majhi kahila budhi Ma kahile burdha. Maa intelligent
@bimbadharbehera4543
@bimbadharbehera4543 2 сағат бұрын
ହୃଦୟରୁ ସେବା ହିଁ ପ୍ରକୃତ ସେବା ସମସ୍ତ ଙ୍କ ହୃଦୟ ଜିତିଥିବାରୁ ଭଗବାନଙ୍କ ଆଶିଷ ଥିବାରୁ ମୁଖ୍ୟମନ୍ତ୍ରୀ କଥାହେଲେ ,ଇଶ୍ୱର ତୁମକୁ ଦୀର୍ଘାୟୁ କରନ୍ତୁ ଏହାହିଁ କାମନା ଜୟ ଜଗନ୍ନାଥ
@sukantajena1970
@sukantajena1970 2 сағат бұрын
ମାଆ ତତେ ଅଶେଷ ଅଶେଷ ଧନ୍ୟବାଦ. ଭଗବାନ ତତେ ଦୀର୍ଘାୟୁ କରନ୍ତୁ
@hemantsethy1046
@hemantsethy1046 3 сағат бұрын
ଧନ୍ଯବାଦ ଆପଣଙ୍କୁ ।
@ersubhasish
@ersubhasish 2 сағат бұрын
Asha didi great Mohan sir great Odisha great❤❤❤❤❤❤❤❤
@bichitrajena-p4n
@bichitrajena-p4n 2 сағат бұрын
ଧନ୍ୟବାଦ୍ ଆମ ମୁଖ୍ୟ ମନ୍ତ୍ରୀ
@luckydesign6935
@luckydesign6935 2 сағат бұрын
ମା 🙏🙏🙏🙏ନମସ୍ତେ ଆପଣ ସାକ୍ଷାତ ଦେବୀ ସମାନ
@adyashamohapatra4663
@adyashamohapatra4663 2 сағат бұрын
Cm sir may god bless u please listen every problem
@RudramaniSahu-y1c
@RudramaniSahu-y1c 2 сағат бұрын
ହୃଦୟ ରୁ ସଲାମ
@Ranjita-o4f7o
@Ranjita-o4f7o 2 сағат бұрын
Thanks u Didi 🙏🙏🙏
@srpcreation2584
@srpcreation2584 Сағат бұрын
ଧନ୍ୟବାଦ
@LatestMoviesForMe
@LatestMoviesForMe Сағат бұрын
ଯାହା ହେଉ ଦିଦି ଆପଣଙ୍କ ହୃଦୟରେ ଗୋଟେ ମଣିଷ ପଣିଆ ଅଛି । ମୋହନ ବାବୁ ଙ୍କୁ ମୋର ଅନୁରୋଧ ଯେ ସବୁ ଆଶା ଦିଦୀଙ୍କୁ ନୁହେଁ କେବଳ ଏଇ ଦିଦୀଙ୍କର ମାସକୁ Rs 3000 ଦରମା ବୃଦ୍ଧି କରନ୍ତୁ କିମ୍ବା ସବୁ ଆଶା ଦିଦିଙ୍କ ସାମନାରେ ଗୋଟିଏ ଓଡ଼ିଶା ପୁରସ୍କାର ଦିଅନ୍ତୁ କାରଣ ସେ ନିଜ ଜୀବନ କୁ ବାଜି ଲଗେଇ ସାହାଯ୍ୟ କରିଛନ୍ତି। ଧନ୍ୟବାଦ୍ ଦିଦି।
@RudramaniSahu-y1c
@RudramaniSahu-y1c 2 сағат бұрын
ବହୁତ ଭଲ ଦିଦି
@BiplabaSardar
@BiplabaSardar 2 сағат бұрын
ଧନ୍ୟବାଦ ନମସ୍କାର
@radharanidakua364
@radharanidakua364 3 сағат бұрын
Thank you🙏🙏🙏
@shantanukumar7502
@shantanukumar7502 Сағат бұрын
ବହୁତ ଧନ୍ଯବାଦ
@SmartCityBBSR
@SmartCityBBSR Сағат бұрын
Salute maa 🙏🙏🙏🙏🙏🙏🙏🙏🙏🙏
@KabitaNayak-cn9sq
@KabitaNayak-cn9sq 3 сағат бұрын
Good 👍
@abhimanyusutar4466
@abhimanyusutar4466 Сағат бұрын
ଜୟ ଜଗନ୍ନାଥ
@Pratimakar445
@Pratimakar445 Сағат бұрын
ଆଶା ଦିଦି ମାନଙ୍କର ଦରମା ବଢାଯାଉ 🙏🙏
@muralidharmajhi5548
@muralidharmajhi5548 2 сағат бұрын
God bless you
@ManojSamal-n9c
@ManojSamal-n9c 2 сағат бұрын
Great CM
@LaxmanSetia
@LaxmanSetia Сағат бұрын
🤦
@sadhudas2758
@sadhudas2758 2 сағат бұрын
ଜୟ ଆଶା ଦିଦି
@sorenfilms
@sorenfilms Сағат бұрын
bahut bhala lagila kathabarta
@bikashanayak7304
@bikashanayak7304 Сағат бұрын
Koti koti namaskar ei asha didinku🎉🎉🎉
@MamataraniMohapatra-sh4uq
@MamataraniMohapatra-sh4uq Сағат бұрын
Sabu asha didi amiti kama karichanti❤❤
@PrashanaBarik-sv1vp
@PrashanaBarik-sv1vp 3 сағат бұрын
Jay jagannath
@sarojtripathy5668
@sarojtripathy5668 2 сағат бұрын
Nice step asa madam and cm sir nice step ❤
@ItishreeNayak-n1c
@ItishreeNayak-n1c Сағат бұрын
Salute maa
@Sridhara444Bandaki
@Sridhara444Bandaki 2 сағат бұрын
Thank you sar❤❤❤🎉🎉🎉
@ramakantasahoo5597
@ramakantasahoo5597 51 минут бұрын
ଏପରି ଆଶା ଦିଦିଙ୍କୁ ହୃଦୟରୁ ଧନ୍ୟବାଦ। ତାଙ୍କର ଏ ସେବା ମନୋଭାବକୁ ନେତା, ମନ୍ତ୍ରୀମାନେ ଅନୁସରଣ କଲେ ରାଜ୍ୟର ମଙ୍ଗଳ ହୁଅନ୍ତା।
@bimlesabar3595
@bimlesabar3595 Сағат бұрын
Cm sir nku anurodh asha didi mananku darama diantu🙏🙏🙏
@RajkishorPanda-t3u
@RajkishorPanda-t3u 2 сағат бұрын
Jay Jagannath 👏
@jatraloversarat1460
@jatraloversarat1460 55 минут бұрын
ବହୁତ ବଢିଆ କାମ କରିଛନ୍ତି ,ଦିଦି, ଭଗବାନ ଆପଣଙ୍କ ର ମନ୍ଗଳ କରନ୍ତୁ
@RamakantaPradhan-o1w
@RamakantaPradhan-o1w Сағат бұрын
Jai jagannath mohan sir
@sahadevsaha4721
@sahadevsaha4721 2 сағат бұрын
ଆଶା ଦିଦି ସଲାମ,ଯେତେ ହେଲେ ବି coastal area ର ଦିଦି different, ଧନ୍ୟବାଦ୍, ଜୟ ଜଗନ୍ନାଥ
@RamakantaPradhan-o1w
@RamakantaPradhan-o1w Сағат бұрын
Didi tumaku pranam jay Jagannath
@sasmitamallick9299
@sasmitamallick9299 2 сағат бұрын
Inspiration of our odisha
@dillipkumar9348
@dillipkumar9348 2 сағат бұрын
Salute our didi Great C.M odisha
@Rahul-d1k2p
@Rahul-d1k2p 2 сағат бұрын
Salute
@NiranjanKhatei-y6i
@NiranjanKhatei-y6i 2 сағат бұрын
God bless maa
@asutoshjena2528
@asutoshjena2528 5 минут бұрын
Salute You
@sonalimirkap4255
@sonalimirkap4255 Сағат бұрын
Great Women❤🙏God always bless you mam🥰
@laxmilaxmi6239
@laxmilaxmi6239 44 минут бұрын
Heartily my respect for you❤
@sasmitamangaraj4843
@sasmitamangaraj4843 Сағат бұрын
Thanks didi
@manojfine7386
@manojfine7386 2 сағат бұрын
Great CM sir 🙏🙏🙏
@LakdaramS.M.IPlant
@LakdaramS.M.IPlant 2 сағат бұрын
Dhny didi vite nice
@premamishra2387
@premamishra2387 Сағат бұрын
Jay jagannath ....Thanks for your social service.......
@rameshwarbadamali4742
@rameshwarbadamali4742 Сағат бұрын
ମାନବ ସେବା ହିଁ ମାଧବ ସେବା..
@fakirmohansahoo2079
@fakirmohansahoo2079 Сағат бұрын
ମା ଆପଣ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲
@thelegalzone6507
@thelegalzone6507 Сағат бұрын
Salute to you 🙏
@pradeepsarkar8253
@pradeepsarkar8253 47 минут бұрын
Respect
@rebabatipati7833
@rebabatipati7833 Сағат бұрын
ଦିଦି ବହୁତ୍ ବହୁତ୍ ଧନ୍ୟବାଦ୍
@samalak8335
@samalak8335 Сағат бұрын
May be salute 😮
@arunavlog6980
@arunavlog6980 Сағат бұрын
Hmm didi ଆପଣଙ୍କ କାର୍ଯ୍ୟ କୁ ସଲାମ୍ କରୁଛି ଆପଣଙ୍କୁ ବହୁତ୍ ବହୁତ ଧନ୍ୟବାଦ
@jyotikhatua4584
@jyotikhatua4584 38 минут бұрын
Super Mausi
@AmitanayakAmitanayak-tv7co
@AmitanayakAmitanayak-tv7co Сағат бұрын
ସତରେ ବହୁତ ଖୁସି ଲାଗୁଛି ମା ତୁମକୁ ସଲାମ। କରୁଛି ❤
@basudebsahoo2732
@basudebsahoo2732 55 минут бұрын
Very nice sir.
@tahseenilyas6734
@tahseenilyas6734 3 минут бұрын
Always stayblessed shibani madam 🤲Orissa govt give reward to shabanu didi 😊
@Nibedita-e3k
@Nibedita-e3k 2 сағат бұрын
Thank you didi
@lipikaagasti8771
@lipikaagasti8771 35 минут бұрын
Great C.M
@Madangond-nd3dv
@Madangond-nd3dv Сағат бұрын
Jay Shree Sita Ram Sita Ram 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🇮🇳
@MukhalingaPatnaik
@MukhalingaPatnaik Сағат бұрын
Great didi
@anitamahalik3121
@anitamahalik3121 Сағат бұрын
Thank you maa 🙏🙏🙏
@SukantiSingh-b2i
@SukantiSingh-b2i Сағат бұрын
God bless u didi
@trilochannahak5499
@trilochannahak5499 2 сағат бұрын
Very good didi
@lalatlenka1912
@lalatlenka1912 2 сағат бұрын
Dhanyawad didi 🙏🙏🙏
REAL 3D brush can draw grass Life Hack #shorts #lifehacks
00:42
MrMaximus
Рет қаралды 12 МЛН
Will A Basketball Boat Hold My Weight?
00:30
MrBeast
Рет қаралды 113 МЛН
How it feels when u walk through first class
00:52
Adam W
Рет қаралды 25 МЛН
Wait for the last one 🤣🤣 #shorts #minecraft
00:28
Cosmo Guy
Рет қаралды 12 МЛН
REAL 3D brush can draw grass Life Hack #shorts #lifehacks
00:42
MrMaximus
Рет қаралды 12 МЛН