ODISHA PUBLIC SAID ABOUT THE OPPOSITION LEADER NAVEEN PATNAIK

  Рет қаралды 120,768

Rajdhani Reporter

Rajdhani Reporter

Күн бұрын

ODISHA PUBLIC SAID ABOUT THE OPPOSITION LEADER NAVEEN PATNAIK
ସତ୍ୟ ଓ ନିର୍ଭୀକ ସମ୍ବାଦ, ଆପଣଙ୍କ ପାଖରେ ପହଞ୍ଚାଇବା ର କେବଳ ଏକ ମାଧ୍ୟମ |
(ଆପଣଙ୍କ ଭରଷା ,ଆମର ଆସା)
(ଓଡିଶା ର ସମସ୍ତ ଜିଲ୍ଲା ପାଇଁ ସାମ୍ବାଦିକ , ସାମ୍ବାଦିକା ଆବଶ୍ୟକ)
ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ-୭୦୦୮୯୬୧୩୦୩
========================
Thanks For Watching 🙏Please 👍Like, Share & Subscribe 🔔 Also Comment
========================
#rajdhanireporter
#naveenpatnaik
#bjpgovernment
#mohancharanmajhi
#mamatabanerjee
#potato
#odishanews
#bhubanewar
#breakingnews
#odishatv
#otvlive
#odishabreakingnews
#odishalatestnews
#odishakhabar
#todaynews
========================
Our Website For Visit & Join Also Subscribe For Latest Update 👉 www.rajdhanireporter.com
Our KZbin Channel Link For Subscribe 👇
• ODISHA PUBLIC SAID ABO...
Our WhatsApp Channel Link👇
whatsapp.com/c...
Our Facebook page 👇
www.facebook.c...
Our Facebook Official Page For Update News Follow 👇
www.facebook.c...
Our Twitter Daily Update 👉 @RajdhaniReporter

Пікірлер: 430
@PramodKumarPradhan-mw8vp
@PramodKumarPradhan-mw8vp Ай бұрын
ମୋହନ ସରକାର ଆଗେ ସିତଳ ଭଣ୍ଡାର ବେବସ୍ଥାକରନ୍ତୁ
@SanatanNayak-hi5ut
@SanatanNayak-hi5ut Ай бұрын
ଚାଷୀ ଫ୍ରି ଚାଉଳ ପାଇ ଚାଷ କରିବାକୁ ଭୁଲିଗଲେଣି ଆଉ ଆଳୁ ଚାଷ କରିବେ କଣ ପାଇଁ ଏ ହଉଛି ଓଡ଼ିଶାର ହାଲତ ଧନ୍ୟବାଦ
@nilakantkara6591
@nilakantkara6591 Ай бұрын
@@SanatanNayak-hi5ut ହଁ ରେ ଭାଈ ଆମେ ହେଲୂ ଚାଷୀ କୋଲ୍ଡଷ୍ଟର କାହିଁ ଫୁଟା ଣୀ ମାରୁଚ ଚାଷୀ ର ଚାଷ କରିବାଟା କେତେ କଷ୍ଟ ଜାଣିଛ ଆଳୁ ଚାଷ କରି ଆମ କୋରାପୁଟ ଜିଲ୍ଲାର ଚାଷୀ ଦିନେ କାନ୍ଦି କାନ୍ଦି ଫୋପା ଡି ଚୁ ସବୁ କହ ଚାଷୀଙ୍କ ନରେ କେବେବି ଲୋକହସା ଭବାନୀ
@sushantabehera7111
@sushantabehera7111 Ай бұрын
@@SanatanNayak-hi5ut ନିଜେ କେତେ ଜମିରେ ଚାଷ କରୁଛନ୍ତି
@user-ju3dv4oo8n
@user-ju3dv4oo8n Ай бұрын
ଠିକି କହିଛନ୍ତି ସାର
@diptiranjanpradhan9433
@diptiranjanpradhan9433 Ай бұрын
ସବୁ ଖାଇଦେଲେ ଏ କୃଷି ମନ୍ତ୍ରୀ ଆଉ block ଅଫିସର ମାନେ
@nimaicharandeheri9064
@nimaicharandeheri9064 Ай бұрын
ଠିକ୍ କଥା କହିଛନ୍ତି, ମୁଖ୍ୟ କାରଣ ଶୀତଳ ଭଣ୍ଡାର ଓଡ଼ିଶା ରେ ନାହିଁ
@Jswain-en4sr
@Jswain-en4sr Ай бұрын
@@nimaicharandeheri9064 chasa Karu nahanti agyan.
@puspakkumarmahanta9307
@puspakkumarmahanta9307 Ай бұрын
ଆପଣ ପୁରା ପୁରି ଠିକ୍ କଥା କହୁଛନ୍ତି sir
@dambarutitisilet4476
@dambarutitisilet4476 Ай бұрын
ବାଣ୍ଡ kahuche
@PramodGanda-nq9gb
@PramodGanda-nq9gb Ай бұрын
ସବୁ ଠିକ୍ କହୁଛନ୍ତି ଅଜ୍ଞା
@nishikantabirabar1385
@nishikantabirabar1385 Ай бұрын
24 ବର୍ଷ ସରକାର ରେ ଶହେ ବାଳ ଯୋଜନା କରି ପୁରା ରାଜ୍ୟ କୁ ଖାଇଦେଲେ ,ଓଡ଼ିଶା ଜନତା କୁ ଫ୍ରୀ ଖାଇବା ମିଳୁଛି ତେଣୁ ଜନତା ଚୁପ୍ ।
@PujaPujasahu-cg9xo
@PujaPujasahu-cg9xo Ай бұрын
@@nishikantabirabar1385 bhai sarkary job ro garbo nahele to v bapa naveen bapa naveen hebu
@user-sn2nq3ph4z
@user-sn2nq3ph4z Ай бұрын
@@nishikantabirabar1385 ଭାଇ ତମେ ନବିନି ବାଳ ଜୁଜନା ନା ରେ ଯେମିତି ତୁ କିଛି ବି ପାଈନୁ ତୁ ତ ଲୋକ ମାନଙ୍କ ଠାରୁ ଗାଣ୍ଡି ମାରି ଖାଈବୁ ତର କଣ ଯିବ
@lingarajmaharana2144
@lingarajmaharana2144 Ай бұрын
To bapa bi khauchi babu
@nishikantabirabar1385
@nishikantabirabar1385 Ай бұрын
@@lingarajmaharana2144 ତୋ ବୁନିଆଦି ସାରା ମାଗି ଖିଆ ତେଣୁ ତୁମେ bjd ପେଳ କୁ ଜଗି ଥିବ କେତେବେଳେ ଖସିବ ।ଆମେ କଂଗ୍ରେସ ଖଟିବୁ ଖାଇବୁ ।
@uttambaba6800
@uttambaba6800 Ай бұрын
@@nishikantabirabar1385 Navin free re to khaiba deu thila au 24 Barsha bi free dionta dum achhi
@user-tm1kk4sd3q
@user-tm1kk4sd3q Ай бұрын
ଆପଣ ଠିକ୍ କହିଛନ୍ତି। ବିଜେଡ଼ି ସରକାର ବିଦା ହେବା ଠିକ୍ । କିଛି ଗାଲୁଆ ଲୋକ ନ ବୁଝି ବିଜେଡ଼ି କୁ ସମର୍ଥନ କରୁଛନ୍ତି । ସେମାନେ ମଣିଷ ରେ ଗଣା ନୁହନ୍ତି । ଆଳୁ ମିଶନ ଗଲା କୁଆଡେ । ଇଜରାଇଲ ଯାଇଥଲେ ଚାଷ କିପରି ହେଉଛି ବୁଝିବା ପାଇଁ କ'ଣ ହେଲା ।
@biswanathsitha5142
@biswanathsitha5142 Ай бұрын
ଆପଣଙ୍କ ମତ ୧୦୦ ରୁ ୧୦୦ଠିକ
@dillipmohanty1000
@dillipmohanty1000 Ай бұрын
ବହୁତ ସୁନ୍ଦର କମେଟ୍
@parshuramsahoo6912
@parshuramsahoo6912 Ай бұрын
24ବର୍ଷରେ ଚାଷର ଭିତିଭୂମି, ଶୀତଳ ଭଣ୍ଡାର, ଜଳସେଚନ ପାଇଁ ପଦକ୍ଷେପ ଅଭାବରୁ ଏ ଅବସ୍ଥା, ବର୍ତମାନ ଶୁଖିଲା ରାଜନୀତି 😢😢😢😢
@sadanandajena8216
@sadanandajena8216 Ай бұрын
ଏ ବାବୁ ସବୁ କଥା ବୁଝି ପାରୁଛି ବଜେଟ ରେ ରଖିବା କଥା
@binodnayak5778
@binodnayak5778 Ай бұрын
୧୦୦ ଟା ବାଳ ଯୋଜନା ଭିତରୁ ଏ ବାଳୁ ମିଶନ ଯୋଜନା କୁ ପଙ୍ଗୁପାଳ ଖାଇଗଲେ।
@sridharsahu3710
@sridharsahu3710 Ай бұрын
Mote laguchi Nabina Babu kahithibe aalu na debaku
@RamakantPradhan-fm7gt
@RamakantPradhan-fm7gt Ай бұрын
ଠିକି କଥା କହିଛନ୍ତି ନବୀନ ଵାଲ୍ କରୋଛି
@jashoda7446
@jashoda7446 Ай бұрын
ତୁ kn କରୁଥିଲୁ ଆଳୁ ଚାଷ କଲୁନି ତ ପୁଅ କଲାନି ଚାକିରି କରିବ ତୁମେ 😃😃😃
@pranatidildilbecharasahoo6719
@pranatidildilbecharasahoo6719 Ай бұрын
Very good.
@deenabandhusripallab1144
@deenabandhusripallab1144 Ай бұрын
ହେ ଓଡ଼ିଆ ଭାଇ ଭଉଣୀ ଆଳୁ ପାଇଁ ଚିନ୍ତା ନକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗ କୁ ଦୟାକରି ଅନୁଧ୍ୟାନ କର ଆଳୁ ତ ଆଳୁ ଟମାଟ ମଧ୍ୟ ଏଥିରେ ପଡେ ନାହିଁ ତେଣୁ ଆଳୁ ନଖାଇ ମାସେ ସଂଭାଳି ନିଅ ଆଳୁ ଦଶ ଟଙ୍କା ରେ ତୁମ ଗୋଡ ପାଖରେ ପହଞ୍ଚିବ। ଜୟ ଜଗନ୍ନାଥ।
@user-lm6hj4yj7k
@user-lm6hj4yj7k Ай бұрын
@@deenabandhusripallab1144 ମାଆବିଆ
@pradoshamishra5461
@pradoshamishra5461 Ай бұрын
You are right sir
@prafullachandramohanty7096
@prafullachandramohanty7096 Ай бұрын
ଲୋକଙ୍କୁ akarma କରିଦେଲା । ଅଯୋଗ୍ୟ ଲୋକଟା ସେ ତ ଓଡ଼ିଆ ନୁହଁ ଓଡ଼ିଆ କହିଆସେ ।ଓଡ଼ିଆ ଭାଷାକୁ khatei ହୁଏ ।ଓଡ଼ିଶାକୁ ଖାଇଦେଲା । ଫୁଟଣୀ ବତ୍କୋଡ଼ି ବହୁତ୍ galua ଟା
@sudarshanjena3631
@sudarshanjena3631 Ай бұрын
Right sar
@sankarsansethy7305
@sankarsansethy7305 Ай бұрын
Good opinion
@sarajusethi4575
@sarajusethi4575 Ай бұрын
I Salute sir because you are a brilliant
@harihardhal1974
@harihardhal1974 Ай бұрын
Nabin ra karsadi
@prabhatisahu709
@prabhatisahu709 Ай бұрын
Samasya r samadhan hela pare bahut gpucha .ene bjp sarakar ku kuha 30 ta sitala vandara kholibe. Apana nkar kichhi ta katha thik kintu bjd kichhi karine ni boli kahi ba vul.
@uttambaba6800
@uttambaba6800 Ай бұрын
Bjd kolani bjd kolani kohi kohi 5 year's koti jibo 😅😢😂
@user-bm2zn3hj6q
@user-bm2zn3hj6q Ай бұрын
Right Sir
@kailashbiswal2958
@kailashbiswal2958 Ай бұрын
Right bhai
@bijayadas2852
@bijayadas2852 Ай бұрын
Ye Sarkar jo bhi decision lenge achchi hi lenge kiun ki Modi ji Jab tak rahenge oh achchi hi hoga.
@priyacb9323
@priyacb9323 Ай бұрын
ନବୀନ ସରକାରଙ୍କୁ ଲାଜ ନାଇଁ
@dambarutitisilet4476
@dambarutitisilet4476 Ай бұрын
ତୁ କହୁଛୁ ତତେ ଲାଜ ନାଇଁ
@uttambaba6800
@uttambaba6800 Ай бұрын
Bjp kichhi koribo pari Boni kichhi no hele eita Karu gandire jodi dum achhi 😅😢😂
@malayabehera7040
@malayabehera7040 Ай бұрын
Excellent
@user-yo4yq5cm8u
@user-yo4yq5cm8u Ай бұрын
Right
@rinkyandramesh
@rinkyandramesh Ай бұрын
Right 👍
@sarajusethi4575
@sarajusethi4575 Ай бұрын
Kete sundar Katha kahuchhanti bhai sahab. Thank you
@BabuliSahoo-og2tf
@BabuliSahoo-og2tf Ай бұрын
Good
@ArunDas-lv4gz
@ArunDas-lv4gz Ай бұрын
Many many thanks
@nareshchadarasahu9844
@nareshchadarasahu9844 Ай бұрын
Very very good news
@Prasarna
@Prasarna Ай бұрын
Good Satya Katha kahichhanti
@CalmAlbatross-wh4wz
@CalmAlbatross-wh4wz Ай бұрын
Salute sir 🙏🙏🙏🙏thik kahichhanti apana
@gangadharsatapathy316
@gangadharsatapathy316 Ай бұрын
ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଯାହା କହୁଛନ୍ତି !! ଅପ୍ରିୟ ସତ୍ୟ। ବାସ୍ତବିକ୍ କଥା କୁହୁଛନ୍ତି। ରୋକ୍ ଠୋକ୍ କଥା କୁହୁଛନ୍ତି।❤❤
@manoranjanmohanty2797
@manoranjanmohanty2797 Ай бұрын
Very good statement.
@jksaraf4437
@jksaraf4437 Ай бұрын
Krita dasha ra guru chithi lekhile alu ashila😃😆😁
@suryakantadas3618
@suryakantadas3618 Ай бұрын
Ei babu ku agriculture bisaya re jana nahi. Odisha soil is not suitable for potato production
@gobindasahoo3222
@gobindasahoo3222 Ай бұрын
କାଠିଆ କଦଳୀ ଗୋଟେ କୁ 15 ଟଙ୍କା ତୁମ ସରକାର ମହୋନା କୁ କହିକି କଣ୍ ଗୋଟେ କର
@sumanthbehera1885
@sumanthbehera1885 Ай бұрын
କଦଳୀ ଗଛ ଲଗାଅ 👈ମୂର୍ଖ ପରି କଣ କମେଣ୍ଟ କରୁଛ
@gobindasahoo3222
@gobindasahoo3222 Ай бұрын
Tuma jami daba lageibi
@sukantapradhan4727
@sukantapradhan4727 Ай бұрын
Very nice analysis Thanks a lot ❤❤❤
@akshayakumarnayakakshayaku8881
@akshayakumarnayakakshayaku8881 Ай бұрын
Good information sir
@BhagabanPanda-ti3up
@BhagabanPanda-ti3up Ай бұрын
That's a grassroots think any political leader in 24 years does not inhis own knowledge
@ashoksethy6675
@ashoksethy6675 Ай бұрын
ଆଛା ଆପଣ କେତେ ଚାଷ କରୁଛନ୍ତି
@kunjatuku
@kunjatuku Ай бұрын
Sabu sugar mill Stop heigala bjd Bala Khali vote pagal
@PrahalladRana-kc1ft
@PrahalladRana-kc1ft Ай бұрын
Aaaa kukur ...tuei nabin sarkaar ra kichhi ni khaayebaar ge re salaa tuei gute kuttaa re
@parameswarbehera6625
@parameswarbehera6625 Ай бұрын
Sir thanks very good speech 😲😲😲😲
@BasantaBehera-gl3li
@BasantaBehera-gl3li Ай бұрын
ଆଳୁ କଣ naveen ସାର୍ ଚାଷ କରିଥାନ୍ତେ ନା କିଏ କରିବ
@gaganbiharipradhan9675
@gaganbiharipradhan9675 Ай бұрын
@@BasantaBehera-gl3li mamata aalu chasa karuchhi bodhe
@ARCHANAKANHAR-sq4ot
@ARCHANAKANHAR-sq4ot Ай бұрын
ଏ ଭାଇ ଟିକି କହିଛି 24 ଛବିଶ ବିଷ ନବୀନ କଣ କରୁତେଲା 24 ବ ଷ ରେ ଆଳୁ ପାଇ ଏ ବେ ମମତା ଦିଦି କୁ ଛି ଟି ଲେକୁଛି ନବୀନ ବୁବୁ ଆମର ମୁଖ୍ୟମନ୍ତ୍ରୀ କୁ ହଁ ଇରାଣ କରୁଛନ୍ତି ମମତା ଦିଦି ଷ ଇ ତ ମିଶିକି ନବୀନ ବୁବୁ ଧନ୍ୟବାଦ ରେ ନବୀନ ତମକୁ ବହୁତ ହଁ ଇରାଣ କରୁଛ
@user-zb8so1bl6h
@user-zb8so1bl6h 20 күн бұрын
Very nice video 📹
@karunakarmohanty89
@karunakarmohanty89 Ай бұрын
ଆପଣ ବିଧାନ ସଭାରେ ଯୋଗୁଦିଅନ୍ତୁ
@KumarNilu-x4s
@KumarNilu-x4s Ай бұрын
Nabin sarkar bele kahin Emiti mahanga hoinathila?
@manasimohanty942
@manasimohanty942 Ай бұрын
Correct
@tutu26054
@tutu26054 Ай бұрын
Bhai pura thik kahila
@duryodhansahu976
@duryodhansahu976 Ай бұрын
Bahut bhala katha kahila
@pkpati3805
@pkpati3805 Ай бұрын
Yes you are right
@binodnaik8626
@binodnaik8626 Ай бұрын
Thank you sir
@sukantachandradash445
@sukantachandradash445 Ай бұрын
Please try to open Sital Bhandar in all districts of the state of Odisha. Don't beg to west bengal for Patato.
@srabindrakumar3482
@srabindrakumar3482 Ай бұрын
ଶଳା ଜୀବନରେ କେବେ ଚାଷ କରିଛୁ?
@chandankumarsantara8289
@chandankumarsantara8289 Ай бұрын
ଆପଣ କଣ ଚାଷ ଜାଣି ନାହାନ୍ତି କି
@srabindrakumar3482
@srabindrakumar3482 Ай бұрын
@@chandankumarsantara8289 ମୁଁ ଜଣେ ଚାଷୀ ବୁଝିଲ
@sanghamitradas371
@sanghamitradas371 Ай бұрын
Sata kahile tamaku badhuchi kahiki
@himanshumoharana3129
@himanshumoharana3129 Ай бұрын
କିଛି ଜଣା ନାହିଁ ଖାଲି ତାସ,ମଦ ମାଡ଼ ଦରକାର
@kailashbiswal2958
@kailashbiswal2958 Ай бұрын
Bhai app great
@gayatrisima3048
@gayatrisima3048 Ай бұрын
Naveen sir kari nahanti ta ebe bjp sarkar aasisarilani ta se karantu odissa ru sankata dura hei jiba aau aalu baharu aasibani
@user-pt2yo7sr7v
@user-pt2yo7sr7v Ай бұрын
ଫ୍ରୀ ଚାଉଳ ଖାଇକି ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାରୁ ଚାଷି ବି ଭୁଲିଗଲେଣି ଆଜ୍ଞା ନବୀନ ଖାଲି ଚିଠି ଲେଖିବା ଯାଣିଛି
@sumanthbehera1885
@sumanthbehera1885 Ай бұрын
ସବୁ ପଞ୍ଚାୟତ ରେ ଶୀତଳ ଭଣ୍ଡାର କରା ଯାଉ ମୋହନ ସରକାର ଙ୍କୁ ମୋର ଅନୁରୋଧ 🙏
@ManuRaj-bd9us
@ManuRaj-bd9us Ай бұрын
Good sir 👍😊
@jagabandhudash1753
@jagabandhudash1753 Ай бұрын
Sundar👌🏽👍🏽
@parameswarpatra3209
@parameswarpatra3209 Ай бұрын
Right my brather
@sadanandasahoo3707
@sadanandasahoo3707 Ай бұрын
ସବୁ ରାଜ୍ୟ ର ସବୁ ଜିନିଷ ଉତ୍ପାଦନ ହୁଏ ନାହିଁ।‌ ଯେଉଁ ଜିନିଷ ଯେଉଁ ରାଜ୍ୟର ଅଧିକା ଉତ୍ପାଦନ ହୁଏ, ତାହା ଅନ୍ୟ ରାଜ୍ୟ କୁ ଯାଏ । ଆଳୁ ସମାସ୍ୟା ହେବାରୁ ଆଜି ଆଳୁ ଚାଷ କଥା ଉଠୁଛି, ପିଆଜ, ଅଣ୍ଡା, ଫଳ, ଫୁଲ ? ସବୁ ଚାଷ ନିଜର ଚାହିଦା ଅନୁସାରେ କରି ପାରିବ କି? ଯେତେ ଲୋକ କହୁଛନ୍ତି,କେତେ ନିଜେ ଚାଷ କରୁଛନ୍ତି
@khirodrout1795
@khirodrout1795 Ай бұрын
You are right
@STiger-np5qb
@STiger-np5qb Ай бұрын
Right point
@prafullakumarnayak3209
@prafullakumarnayak3209 Ай бұрын
Very good
@RabiJakaka-rd2cr
@RabiJakaka-rd2cr Ай бұрын
Right Katha sir
@user-fh5pi5ls8v
@user-fh5pi5ls8v Ай бұрын
Ekdom right sir
@snehalatarath6659
@snehalatarath6659 Ай бұрын
DUE TO DALAL ALOO IMPORT STOPPED BY THE DINT OF BRIBE THEY BROUGH BENGAL ALOO 🙏🏻🙏🏻🙏🏻🙏🏻🙏🏻🙏🏻
@DamayantiPeda
@DamayantiPeda Ай бұрын
Your right sir
@sushilbehera820
@sushilbehera820 Ай бұрын
Ur.Right
@amulyagadatia1569
@amulyagadatia1569 Ай бұрын
ଆଳୁ ପାଇଁ ଦାୟୀ ନବୀନ ପଟ୍ଟନାୟକଙ୍କ ସବୁ କାମରେ ଦାୟୀ କିନ୍ତୁ 45ଦିନର ମନ୍ତ୍ରୀ ମୂର୍ଖ ଲୋକ ମାନେ ହଇରାଣ କରୁଛନ୍ତି
@sudarsansahoo2986
@sudarsansahoo2986 Ай бұрын
Okokok sir
@smrutirekhakhatua9885
@smrutirekhakhatua9885 Ай бұрын
Thanku U r right sir 👍
@priyacb9323
@priyacb9323 Ай бұрын
Tanksbhai
@rabindrabehera8421
@rabindrabehera8421 Ай бұрын
Very nice sir🙏🙏🙏🙏🙏🙏
@subhagamer123
@subhagamer123 Ай бұрын
ଆପଣଙ୍କୁ ଧନ୍ୟବାଦ୍ ନ ଦେଇ ରହି ପାରୁନାହିଁ ।
@laxmansahoo4681
@laxmansahoo4681 Ай бұрын
ମଦ ପାଈଁ ସମୟ ନାହିଁ, ଆଳୁ କଥା ପଚାରେ କିଏ 🎉
@user-lc9ck6lx9i
@user-lc9ck6lx9i Ай бұрын
Se jaha hau nabin sir nku dhanyabad se jaha karichhanti setiki au kehi bi kariparile nahin
@sumanthbehera1885
@sumanthbehera1885 Ай бұрын
ଆମର ଆଳୁ ଚାଷ ହୁଅ କିନ୍ତୁ ବିକ୍ରି କରିବା ବେଳେ 5,3ରେ ବିକିଲୁ ଶୀତଳ ଭଣ୍ଡାର ନ ଥିବା ରୁ ଖେତି ସହିବାକୁ ପଡିଲା ସେଥିପାଇଁ ଆଉ ଆଳୁ ଚାଷ କରୁନୁ
@artatranatripathy7618
@artatranatripathy7618 Ай бұрын
Alajya Naveen,Behia muhanre batha hele,abu hoichhi kahuchhi
@khajuriaentertainers7298
@khajuriaentertainers7298 Ай бұрын
Sata katha bhai👍
@hnfamilyodisha1831
@hnfamilyodisha1831 Ай бұрын
100 percent thik kahuchanti.
@ashoktripathy6975
@ashoktripathy6975 Ай бұрын
🎉ସବୁ ରାଜନୈତିକ ଚାଲ ଚାଲିଛି
@kaliabehera4956
@kaliabehera4956 Ай бұрын
Right kahila
@tusarkantadash6744
@tusarkantadash6744 Ай бұрын
Right.sir
@lingarajsahu316
@lingarajsahu316 Ай бұрын
କଲିକତା ବଡ଼ ରାଜ୍ୟ ତା ଜାଗା ବଡ଼ ଏଣୁ ଆଳୁ ଚାଷ ଅଧିକ ଓଡ଼ିଶା ରେ ସେତିକି ଜାଗା ନାହିଁ ଏଣୁ ସବୁ ଚାଷକୁ ଦେଖିଲେ ଆଳୁ କମିବ ଏତିକି ସାଧାରଣ ଜ୍ଞାନ ରହିବା ଉଚିତ୍
@santoshmallick1955
@santoshmallick1955 Ай бұрын
ଏମିତି ବାହାଦୁରିଆ ରାଜନୀତି କଲେ ଭବିଷ୍ୟତରେ ଆମ୍ଭ ମାନଙ୍କର ଵଂଶଧର ସୃଷ୍ଟି ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ,
@gangadharsatapathy316
@gangadharsatapathy316 Ай бұрын
ଆଗରୁ ଆମେ ଦେଖିଛୁ ପ୍ରାୟେ ଲୋକେ ନିଜ ନିଜ ବାଡି ରେ ଆଳୁ ଚାଷ କରୁଥିଲେ କିନ୍ତୁ ବର୍ତ୍ତମାନ୍ ଆକାଶିଆ ଗଛ ଚାଷ କରାଯାଇ ଅଛି।
@rabindrakumarmohanty9415
@rabindrakumarmohanty9415 Ай бұрын
ଯଦି ମମତା ବାନାର୍ଜୀ କୁ ଆଳୁ ପାଇଁ ନଵୀନ ପଟ୍ଟନାୟକ ଚିଠି ଲେଖିଲେ ମମତା ବାନାର୍ଜୀ କୋଉ ନଵୀନ ପଟ୍ଟନାୟକ ମହତ ରଖିଲା। ଲଜ୍ଜା, ଲଜ୍ଜା ପଚିଶ ବର୍ଷ ରେ ଗୋଟିଏ ଶୀତଳ ଭଣ୍ଡାର କରି ପାରିଲ ନାହିଁ ଅନ୍ୟ ପାଖରେ ଆମକୁ ହାତ ପତେଇ ବାକୁ ପଡୁଛି।
@Hemantkumarsahoo-xk6ht
@Hemantkumarsahoo-xk6ht Ай бұрын
Thank🙏💕 C M SIR SABADA kARANTU
@lokanathpatra704
@lokanathpatra704 Ай бұрын
Right answer
@user-og8fu3jp3g
@user-og8fu3jp3g Ай бұрын
Bahuta badhia kahila
@pravatkumarmishra9760
@pravatkumarmishra9760 Ай бұрын
ନବୀନ ସରକାର ରେ ଟମାଟୋ ତିନି ଶହ
@thanadisari9173
@thanadisari9173 Ай бұрын
ଆପଣ ଯାହା କହିଲେ ଠିକ କଥା କହିଲେ ଜୟ ଶ୍ରୀ ରାମ
@sasanksekharaswain9208
@sasanksekharaswain9208 Ай бұрын
Beautiful
مسبح السرير #قصير
00:19
سكتشات وحركات
Рет қаралды 11 МЛН
Real Or Cake For $10,000
00:37
MrBeast
Рет қаралды 60 МЛН
Dad gives best memory keeper
01:00
Justin Flom
Рет қаралды 20 МЛН
Why PM Modi is in Brunei | Vantage with Palki Sharma
8:30
Firstpost
Рет қаралды 299 М.
ODISHA'S PEOPLE SAID ABOUT THE OPPOSITION LEADER NAVEENPATNAIK
8:38
Rajdhani Reporter
Рет қаралды 36 М.
MLA UPASANA MOHAPATRA RAISED HER VOICE IN LEGISLATIVE ASSEMBLY
6:25
Rajdhani Reporter
Рет қаралды 16 М.
مسبح السرير #قصير
00:19
سكتشات وحركات
Рет қаралды 11 МЛН