ସରିଗଲା ମାଂସ, ଗୋଡ ଧରିଲେ ଝିଅର ବାପ, ବାହାହେବାକୁ ମନା କଲା ଝିଅ, ଗୋଡ ଧରିଲା ବର

  Рет қаралды 4,059,205

Odisha Bhaskar

Odisha Bhaskar

Күн бұрын

Пікірлер: 8 100
@srikantakumarhota6134
@srikantakumarhota6134 Жыл бұрын
ବହୁତ ଭଲ ପଦକ୍ଷେପ ନେଈଛି ଝିଅଟି। ଧନ୍ୟବାଦ। ଏହା ଏକ ଶିକ୍ଷା ଏହି ଲୋଭି ମଣିଷ ମାନଙ୍କୁ।
@sarojinirout9022
@sarojinirout9022 Жыл бұрын
Good decision
@anantaswain2638
@anantaswain2638 Жыл бұрын
Right 👍
@purnachandrabantha-cd6ui
@purnachandrabantha-cd6ui Жыл бұрын
Right sister
@rajashreemalik5331
@rajashreemalik5331 Жыл бұрын
Thik
@ramcharansuna6751
@ramcharansuna6751 Жыл бұрын
U r right 👍
@ankitsuna9558
@ankitsuna9558 Жыл бұрын
ସାବାସ୍ ଝିଅ ତୋ ପରି ଝିଅ ନାରୀ ସମାଜ ପାଇଁ ଏକ ଉଦାହରଣ ତୋ ବାପା ମା ଧନ୍ୟ ତୋ ପରି ଝିଅ ପାଇ,I SALUTE YOU BETA
@bichitrarout5316
@bichitrarout5316 Жыл бұрын
ଭଉଣୀ ଜମାରୁ ମନ ଦୁଃଖ କରନି ଭଗବାନ ତୋପାଇଁ ଦୁନିଆର ସବୁଠୁ ସୁନ୍ଦର ଜୀବନ ସାଥି ରଖିଛନ୍ତି ଜଗନ୍ନାଥ ତୋ ମଙ୍ଗଳ କରିଛନ୍ତି
@pabitrampradhan
@pabitrampradhan Жыл бұрын
ସବୁଠୁ ସୁନ୍ଦର ଝିଅ.. ଭାଗ୍ୟବାନ ସେ ଝିଅ ର ପିତା ମାତା. ଏକ ଉଚିତ ଶିକ୍ଷା ପୁରୁଷ ସମାଜ ପାଇଁ. ଧନ୍ୟବାଦ ମା.. କୋଟି ପରମାୟୁ ପାଇ ଥା. 👌👌
@susantasahoo4310
@susantasahoo4310 7 ай бұрын
Start practice karate now.
@dillipkumarmohanta9711
@dillipkumarmohanta9711 4 ай бұрын
​@@susantasahoo4310yes sure🎉
@RajendraBehera-x2l
@RajendraBehera-x2l 2 ай бұрын
@@susantasahoo4310 👆 with
@suryanarayan2292
@suryanarayan2292 Жыл бұрын
ଝିଅ ତୁମର ଧର୍ଯ୍ୟ ସାହସ ଏବଂ ଉଚିତ ନିଷ୍ପତି ପାଇଁ ତୁମକୁ ଧନ୍ୟବାଦ, ପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ
@narasingheducation1483
@narasingheducation1483 Жыл бұрын
ଝିଅ ହେବତ ଏମିତି ।
@khusbucreations9090
@khusbucreations9090 Жыл бұрын
Right 👍🏾👍🏾
@dillipsabar4130
@dillipsabar4130 Жыл бұрын
​@@khusbucreations9090ed
@amulyagadatia1569
@amulyagadatia1569 Жыл бұрын
Right decejan
@keshabasahu6260
@keshabasahu6260 8 ай бұрын
ଭ ଗ ଵା ନ ତୁ ମ ମଙ୍ଗଳ କ ନ୍ତୁ... ଜମା ସ ମ ଲା ଇ
@santanumishra4752
@santanumishra4752 Жыл бұрын
ସବୁ ଝିଅ ଠାରୁ ତୁମେ ଅଲଗା ଜିଏ କାହିଁକି ତୁମର ହୃଦୟ ବହୁତ ନିର୍ମଳ ତୁମକୁ ଯିଏ ବାହା ହେବା ସେ ବହୁତ ଭାଗ୍ୟବାନ,,ମୁ ତୁମର ସୁଭ ମାନାଶୁଚି
@minatipanigrahi2355
@minatipanigrahi2355 Жыл бұрын
ସାବାସ ଝିଅ ,ତୁମର ଏହି ଉପଯୁକ୍ତ ପଦକ୍ଷେପ ପାଇଁ ବହୁତ ବହୁତ ଧନ୍ୟବାଦ ଏବଂ ତୁମକୁ ହୃଦୟରୁ କୋଟି କୋଟି 🙏 ପ୍ରଣାମ । ତୁମେ ହିଁ ପ୍ରକୃତ ରେ ମା ନାରୀ ରୁପି ନାରାୟଣୀ । ତୁମର ଆଗାମୀ ଭବିଷ୍ୟତ ନିଶ୍ଚୟ ଉଜ୍ଜଳମୟ ହେବ ।
@Mani53083
@Mani53083 Жыл бұрын
ଏହି ଜଗତରେ ଏମିତି ଝିଅ ଅଛନ୍ତି ମୋ ଭଗବାନ ପ୍ରାର୍ଥନା କରୁଛି ସେହି ଝିଅକୁ ଭଗବାନ ସାତ଼଼ ରହିଥାଉ ନିଷ୍ପତିକୁ ଠିକ ଅଛି very very thanks sister
@parthasarathirout6522
@parthasarathirout6522 Жыл бұрын
ସେ ବାପା ମା ନିଶ୍ଚିତ ଗର୍ବିତ ମନେ କରିବାର କଥା, ଏ ଭଳି ଝିଅ କୁ ଜନ୍ମ ଦେଇଛନ୍ତି, very well decision
@Diamond.supar.
@Diamond.supar. Жыл бұрын
ଏଭଳି ସର୍ବ ଗୁଣ ସମ୍ପନ୍ନ ଝିଅ ଙ୍କୁ ହୃଦୟ ରୁ ନମସ୍କାର ।🙏
@banishreedas5242
@banishreedas5242 Жыл бұрын
Great action😊
@khiraswain6266
@khiraswain6266 Жыл бұрын
ବହୁତ ଭଲଝିଅ
@sarojnajak5517
@sarojnajak5517 Жыл бұрын
@sarojnajak5517
@sarojnajak5517 Жыл бұрын
Dhanuabad jhia
@sumannayak332
@sumannayak332 Жыл бұрын
ତୁ ପୁଅ ଖୋଜିଦେ
@SagarSahu-ez9lk
@SagarSahu-ez9lk Жыл бұрын
ହୃଦୟରୁ ତୁମକୁ ଧନ୍ୟବାଦ ଭଉଣି ❤
@chamanasumana9902
@chamanasumana9902 Жыл бұрын
Ik
@CKS6881
@CKS6881 Жыл бұрын
Very nice jhio❤👍
@rabindrarabindranathbehera8354
@rabindrarabindranathbehera8354 Жыл бұрын
, ସବୁ ଝିଅ ଏମିତି ହେବା ଦରକାର ସାବାସ ଭଉଣୀ
@nilakanthasahoo8101
@nilakanthasahoo8101 Жыл бұрын
ସମାଜ ପାଇଁ ଗୋଟିଏ ବଡ ଉଦାହରଣ ସାବାସ ଝିଅ ଧନ୍ୟବାଦ୍ ବାପ ମା ଙ୍କ ପାଇଁ ଗୋଟେ ଗର୍ବ ର କଥା
@bijayabhusanacharya5743
@bijayabhusanacharya5743 Жыл бұрын
ବହୁତ ବଢିଆ ପଦକ୍ଷେପ। ଭଗବାନଙ୍କ ଆର୍ଶୀବାଦ ଓ ଆମ ମାନଙ୍କ ଶୂଭେଛା ସବୁବେଳେ ତୁମ ସାଙ୍ଗରେ ଅଛି।
@kanhucharanrana1000
@kanhucharanrana1000 Жыл бұрын
ଅତି ଉତ୍ତମ ନିଷ୍ପତ୍ତି ତଥା ଏପରି ଲୋକଙ୍କୁ ଏକ ସମୁଚିତ ଶିକ୍ଷା ।
@SNRana-qr9wh
@SNRana-qr9wh Жыл бұрын
ଅତି ଉତ୍ତମ ନିଷ୍ପତି I ବାହା ନହେଇ ମଧ୍ୟ ଲୋକ ରହିଛନ୍ତି .....
@sudamsshusahusudam1179
@sudamsshusahusudam1179 Жыл бұрын
ऐसे बेटी को दिल से प्रणाम
@khatamithaswad825
@khatamithaswad825 Жыл бұрын
ଧନ୍ୟବାଦ୍ ଦିଦି ଆପଣ ଯାହା କରିଛନ୍ତି ଠିକ୍ କରିଛନ୍ତି ନିଜ ବାପା ମାଙ୍କ ସମ୍ମାନ ସହିତ ନିଜର ସମ୍ମାନ ବଂଚେଇଦେଇଛନ୍ତି 👍
@sunilkumarbehera5139
@sunilkumarbehera5139 Жыл бұрын
ବହୁତ ସୁନ୍ଦର ନିଷ୍ପତ୍ତି...ଏମିତି ପାନେ ଦେବା ଉଚିତ.... 💐💐💐💐
@sukantapradhan2088
@sukantapradhan2088 Жыл бұрын
ଉଚିତ୍ ନିଷ୍ପତି ନେଇଛନ୍ତି ଦିଦି, ଏହାକୁ ହୃଦୟରୁ ସ୍ବାଗତ ଯୋଗ୍ୟ. ଦିଦି 🙏🙏🙏
@niranjanpatra5772
@niranjanpatra5772 Жыл бұрын
👍👍ଝିଅକୁ ଅଶେଷ ଧନ୍ୟବାଦ l ଭଗବାନ ତାଙ୍କର ମଙ୍ଗଳ କରନ୍ତୁ l ଏଭଳି ନିଷ୍ପତ୍ତି କିଛି ଅପରାଧ ନୁହେଁ l
@dasrajesh-ru9iw
@dasrajesh-ru9iw Ай бұрын
Nise sister ❤❤❤
@gangaramsahu5204
@gangaramsahu5204 Жыл бұрын
ଧନ୍ୟବାଦ ଝିଅ ହେଵତ ଏମିତି କା ଅଯୁଗ୍ୟ ବର ବୋଲି ଜାଣିଥିବାରୁ ଆଓ ଗୋଟେ ଧନ୍ୟବାଦ
@kishorepatnaik2681
@kishorepatnaik2681 Жыл бұрын
ଝିଅ ରେ ତୋ ବାପା ଓ ମାଆ ଙ୍କୁ କୋଟି ପ୍ରଣାମ, ତୋ ଭଳି ଝିଅ ଜନ୍ମ କରିଥିବାରୁ 👍
@bhubanewardharua9631
@bhubanewardharua9631 Жыл бұрын
ଧନ୍ୟବାଦ ଝୀଅ ତୋ ପରି ଝୀଅ ସମସ୍ତ ବାପା ଙ୍କୁ ମିଲୁ l
@manojmohapatra798
@manojmohapatra798 Жыл бұрын
Good ଏପରି ଝିଅ ଆମ ସମାଜର ଗୌରବ ମୋଗ ଏପରି ଝିଅ ଦରକାର ଏଝିଅର ବାପା ହେବା ସୌଭାଗ୍ଯ ର କଥା ମନୋଜ ୭୦୭୭୯୨୭୪୭୫
@subashnayak4611
@subashnayak4611 Жыл бұрын
ଯାହା ହଉ ଭଗବାନ୍ ବଞ୍ଚେଇ ଦେଲେ। ସେ ଝିଅ ପାଇଁ ତାର ହେବାକୁ ଯାଉଥିବା ଶାଶୁ ଘର ଠିକ୍ ନଥିଲା। ସାବାସ୍ ଭଉଣୀ।❤❤❤
@manojkumarsingh6285
@manojkumarsingh6285 Жыл бұрын
Yes 100
@biswaranjanmeher9104
@biswaranjanmeher9104 Жыл бұрын
Yes
@ScavengerYT9
@ScavengerYT9 Жыл бұрын
Eita sabu ade huye
@pranatisahoo9047
@pranatisahoo9047 Жыл бұрын
Bhala karicha jhia ❤❤
@rajkishoreguru9218
@rajkishoreguru9218 8 ай бұрын
Right
@ansumandey2231
@ansumandey2231 Жыл бұрын
ଭଉଣୀ ଚିନ୍ତା କରନି ଭଗବାନଙ୍କ ଆଶୀର୍ବାଦ ତୁମ ଉପରେ ଅଛି ତୁମେ ଗୋଟେ ଭଲ ଆଉ ସଂସ୍କାରୀ ଘରକୁ ବହୂ ହେଇକି ଯିବ ।ମୋର ପୁରା ବିଶ୍ୱାସ ଅଛି। God bless you ଭଉଣୀ 🙂🧡❤️
@khetramajhilifestyle491
@khetramajhilifestyle491 Жыл бұрын
👍❤️
@nilayabeheravlogs535
@nilayabeheravlogs535 Жыл бұрын
ଜୟ ଜଗନାର୍ଥ.. ସେ ଝିଅକୁ ଆଶୀର୍ବାଦ କରନ୍ତୁ.. ସେ ଝିଅକୁ. ବହୁତ ଭଲ ପିଲା ମିଳୁ.. ତାଙ୍କର ଜୀବନ ସୁଖମୟ ହେଉ....
@ManjulaDas-gg5ff
@ManjulaDas-gg5ff Жыл бұрын
Very good Avadra family r pua sosupal hebata thik
@bhaiejanbhaiejan7267
@bhaiejanbhaiejan7267 Жыл бұрын
Very good sister SE gharaku jaina bhala heichi
@prakashswain8674
@prakashswain8674 Жыл бұрын
ଏମିତିକା ଝିଅ ସମାଜ ପାଇଁ ଦରକାର ।ତାହେଲେ ସମାଜ ସୁଧୁରିଯିବ ।ଏହି ଝିଅଙ୍କର ବିବେକର ପଦକ୍ଷେପ ପାଇଁ ହାର୍ଦ୍ଧିକ ଶୁଭକାମନା ସହ ଅଶେଷ ଅଶେଷ Congratulations ଜଣାଇ ଉତ୍ତରାତ୍ତୋର ମଙ୍ଗଳ କାମନା କରୁଛି ।
@dipansahoo8600
@dipansahoo8600 Жыл бұрын
କୋଉ ଜନ୍ମ ରେ କି ପ୍ରୂନ୍ୟ କରିଥିଲ ଭଗବାନ୍ ବଡ ବିପଦରୁ ରକ୍ଷା କଲେ ଝିଅ ଘର ଲୋକଙ୍କୁ🙏🙏🙏
@bharatbehera8671
@bharatbehera8671 Жыл бұрын
ପ୍ରକୃତ ସାହସୀ ଝିଅ। ଭଗବାନ କରନ୍ତୁ, ଏ ଝିଅ ପାଇଁ ଭଲ ବର ଟିଏ ମିଳୁ।
@Kklassictech
@Kklassictech Жыл бұрын
ବହୁତ ସୁନ୍ଦର ଏମିତି ଘରକୁ ଯାଇ ଥିଲେ ଦିନେ ତତେ ମାରି ଖାଇ ଦେଇଥା ନ୍ତା.... ମାଂସ ସହିତ ମାଡ଼ ବି ଦରକାର ଥିଲା ବର ଯାତ୍ରୀଙ୍କୁ
@prasantashaoo3475
@prasantashaoo3475 Жыл бұрын
Thik karici e vauni
@sumitrupamajhi2347
@sumitrupamajhi2347 Жыл бұрын
ଏ ଭଳି ନାରୀ ମାନେ ଆମ ଦେଶ ପାଇଁ କୋଟି କୋଟି ସଲାମ ❤
@nirmalamohanty1913
@nirmalamohanty1913 Жыл бұрын
ସବାସ ଝିଅ 👌 ଏ ପଦକ୍ଷେପ କୁ ମୁଁ dilse salute କରୁଛି. 💪💪💪💪💪💪💪💪💪💪 ଏମିତି ପଶୁଙ୍କୁ ବିଭାହେବା ଅପେକ୍ଷା ସାରାଜୀବନ ଏକା ରହିବା ଉଚିତ ହେବ. 🙏🙏🙏
@spicymithi297
@spicymithi297 Жыл бұрын
ପ୍ରକୃତରେ ଏଇଭଳି ଝିଅ ପ୍ରତ୍ୟେକ ବାପାଙ୍କୁ ପ୍ରାପ୍ତ ହେବା ଦରକାର୍। ଝିଅଟି ର ନିଷ୍ପତି କୁ ମୁଁ ସ୍ବାଗତ କରୁଚି ଆଉ ଆଶୀର୍ବାଦ ବି କରୁଚି ଯେ ଏଭଳି ଝିଅ ଟିକୁ ଗୋଟେ ଭଲ ପାତ୍ର ଟିଏ ପ୍ରାପ୍ତ ହେଉ ଏହା ପ୍ରଭୁଙ୍କ ଠାରେ ପ୍ରାର୍ଥନା।
@ganeshnayak6851
@ganeshnayak6851 Жыл бұрын
ଧନ୍ୟବାଦ ରେ ମା ତୋର ଏତେ ବୁଦ୍ଧି ତୁ ଝିଅ ସମାନ ହେଲେବି ତୋତେ ମୋର ବହୁତ ଆଶୀର୍ବାଦ ତୋତେ ସହ ସହ କାହିଁ ହଜାର ହଜାର ସୁ ବର ପ୍ରାପ୍ତି ହଉ 🙏🙏
@prasantasahu5156
@prasantasahu5156 7 ай бұрын
ଧନ୍ୟ ରେ ତୁମ ଜୀବନ, ସାମାନ୍ୟ କେଇ ଖଣ୍ଡ ମାଂସ ପାଇଁ ଏତେ ନିଚ ବ୍ୟବହାର କରୁଛ, ବରଯାତ୍ରୀ ନୁହଁ ତୁମେ ସବୁ ମାଂସ ବିକଳିୟା ଦଳ!
@prabhatkumarnaik8440
@prabhatkumarnaik8440 Жыл бұрын
ସାବାସ ଦିଦି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏଭଳି ଚରିତ୍ରହୀନ ମଣିଷକୁ ବାହା ହେବାକୁ ମନା କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।👌🙏👏
@sarojkumaramat2715
@sarojkumaramat2715 Жыл бұрын
ଝିଅ ତୁମେ ସମାଜ ପାଇଁ ଉଦାହରଣ । I am proud of you
@kamalakantamohapatra1195
@kamalakantamohapatra1195 Жыл бұрын
Good dissision in real time sister,God bless you.
@Shortsbeta24
@Shortsbeta24 Жыл бұрын
ଏହିପରି ଝିଅ ପୃଥିବୀରେ ବିରଳ ହେବା ଦରକାର ଏପରି ବରକୁ କେହି ଝିଅ ଦିଅନ୍ତ ନାହିଁ ❤❤
@rasmisahoo4752
@rasmisahoo4752 Жыл бұрын
ଏଭଳି ଝିଅ ପ୍ରତି ଘରେ ଦରକାର 🙏
@desivillagefoods2837
@desivillagefoods2837 Жыл бұрын
ବହୁତ ବହୁତ ଧନ୍ୟବାଦ ଝିଅ ଉଚିତ ଶିକ୍ଷା ଦେଇଛ ଦେଶର ସବୁ ଝିଅ ଏମିତି ହେବା ଦରକାର
@rishikesh4340
@rishikesh4340 Жыл бұрын
ଝିଅଟି ବଢିଆ ନିଷ୍ପତ୍ତି ନେଇଛି ଏତେ ସୁନ୍ଦରୀ ଝିଅକୁ ବି ଭଲ ବରପାତ୍ର ର ଅଭାବ ରହିବନି। ଦେଖିବ ସେ ବର ଶିଶୁପାଳ ହେଇ ନିଜ ଘରକୁ ଫେରିଲା ପରେ ସାମାନ୍ୟ ମାଂସ ବିକଳିଆ ବୁଦ୍ଧି ପାଇଁ ସବୁଠି ଖାଲି ଲୋକହସା ହେବ।
@jayadevdas5832
@jayadevdas5832 Жыл бұрын
Guna bi sundar.
@lipunpradhan9459
@lipunpradhan9459 Жыл бұрын
Au jhia ku kehi baha hebeni, jhia bapa Mansa deiparibina kahibe tebe kn heba
@kishorechandraroutray4967
@kishorechandraroutray4967 Жыл бұрын
​@@lipunpradhan9459 tamar jetebele nijara gote jhia haba setebele janiba
@rishikesh4340
@rishikesh4340 Жыл бұрын
@@lipunpradhan9459 କାହିଁକି ବାହା ହେବେନି ବହୁତ୍ ଭଲ ପିଲା ମିଳିବେ
@rishikesh4340
@rishikesh4340 Жыл бұрын
@@jayadevdas5832 ରୂପ ସହିତ ଯଦି ଗୁଣ ସୁନ୍ଦର୍ ତେବେ ବହୁତ୍ ଭଲ ଭଲ ପିଲା ଆସିବେ
@jyotiprakashparida384
@jyotiprakashparida384 Жыл бұрын
ଧନ୍ୟବାଦ୍ ଭଉଣୀ,ଏ ସମାଜ ପାଇଁ ଏହା ଏକ ଶିକ୍ଷା,ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ରୁ ତମକୁ ବହୁତ୍ ସୁନ୍ଦର ଜୀବନ ସାଥୀ ଟିଏ ମିଳିବ ନିଶ୍ଚିତ,
@ChakradattaNayakNayak
@ChakradattaNayakNayak Жыл бұрын
ବର୍ ପିଲାଟା ତାର୍ ବୁଆର୍ ଦିନେ କେଭେଁ ମାଂସ ନାଇଁ ଖାଇଥିବା.. ସଲାକେ ଠିକ୍ ହେଇଛେ... ସାବାସ୍ ଝିଅ..ବହୁତ ବଢିଆ ପଦକ୍ଷେପ..।
@mrganulolodia1491
@mrganulolodia1491 Жыл бұрын
ବହୁତ ସାହାସିକତା ର ପଦକ୍ଷେପ ❤🙏🏻
@satyabratasamal6414
@satyabratasamal6414 Жыл бұрын
ହୃଦୟରୁ ଧନ୍ୟବାଦ। ଝିଅ, ତୁମ ପାଇଁ ଏ ଦେଶ ଆଜି ଗର୍ବିତ। ପ୍ରକୃତରେ ତମେ ରାଣୀ ଲକ୍ଷ୍ମୀ ବାଇ, ମା ଦୂର୍ଗା, ଲକ୍ଷ୍ମୀ, ସରସ୍ଵତୀ ଓ ସାବିତ୍ରୀଙ୍କ ଅବତାର। ତୁମର ଏ ମହାନ କର୍ମ ଅନ୍ୟ ଝିଅ ମାନଙ୍କ ପାଇଁ ପ୍ରେରଣା ହେଉ।
@ranjitarana8112
@ranjitarana8112 Жыл бұрын
Thank you sister good bells you
@kpatra4291
@kpatra4291 Жыл бұрын
ଧନ୍ୟବାଦ୍ ଦିଦି ତୁମର ଏ ସାହାସ କୁ କୋଟି ପ୍ରଣାମ
@gulbadan3477
@gulbadan3477 6 ай бұрын
ବହୁତ ସୁନ୍ଦର ପଦକ୍ଷେପ ନେଇଛନ୍ତି ଝିଅ ଯୟ ଶ୍ରୀ ଜଗନ୍ନାଥଙ୍କ
@KumarN860
@KumarN860 Жыл бұрын
ଉଚିତ୍ ଶିକ୍ଷା ଦେଇଥିବାରୁ ମୁଁ ଏ ଦିଦି ଙ୍କୁ ୧୦୦୦ ପ୍ରଣାମ.
@BhubaneswarBehera-nr8ir
@BhubaneswarBehera-nr8ir Жыл бұрын
ଏହି ଝିଅର ନିଷ୍ପତ୍ତି କୁ ମୋର ହୃଦୟରୁ ସ୍ୱାଗତ 👍
@suranjan9651
@suranjan9651 Жыл бұрын
ବହୁତ ବହୁତ ଧନ୍ୟବାଦ ଭଉଣୀ। ଭଗବାନ ତୁମର ମଙ୍ଗଳ କରିବେ
@kshyamasilapradhan9882
@kshyamasilapradhan9882 Ай бұрын
ବହୁତ ବଢିଆ ପଦକ୍ଷେପ ଭଗବାନଙ୍କ ଆଶ୍ରିବାଦ ଓ ଆମ ମାନଙ୍କ ଶୁଭେଚ୍ଛା ସବୁବେଳେ ତୁମ ସାଙ୍ଗରେ achi
@nabinchandranaik4240
@nabinchandranaik4240 Жыл бұрын
ତୁମ ସାହାସକୁ ଧନ୍ୟବାଦ। ତୁମ ବାପାମା ପରିବାର ବର୍ଗ ଙ୍କୁ ମଧ୍ୟ ଧନ୍ୟବାଦ। ବ୍ୟସ୍ତ ବିବ୍ରତ ହୁଅନା। ଭଗବାନ ତୁମ ପାଇଁ ନିଶ୍ଚିତ ସଥୀଟିଏ ସୃଷ୍ଟି କରିଛନ୍ତି। ସମୟକୁ ଅପେକ୍ଷା କରନ୍ତୁ।
@sarojinimohapatra9603
@sarojinimohapatra9603 Жыл бұрын
ଧନ୍ୟବାଦ ଝିଅ ବାହାଘରକୁ ମନାକରି ପୁରା ଠିକ୍ କରିଛ ଭଗବାନ ତୁମଲାଗି କିଛି ଭଲ ଲେଖିଛନ୍ତି ସେମାନଙ୍କର ଯୋଗ୍ୟତା ନାହିଁ ତୁମକୁ ବୋହୁ ଭାବରେ ପାଇବାକୁ।
@sahoobabu3602
@sahoobabu3602 Жыл бұрын
ସବୁ ଝିଅ ଏମିତିକା ହେବା ଦରକାର
@ashutoshpradhan9923
@ashutoshpradhan9923 Жыл бұрын
Sabas mahila
@JagannathBahuria-cc8tm
@JagannathBahuria-cc8tm Жыл бұрын
Sabas.salam
@asimasahuyoutubechannel7469
@asimasahuyoutubechannel7469 Жыл бұрын
You are right
@binayakdas4851
@binayakdas4851 Жыл бұрын
Right bro👍👍👍
@mahendramahanta2947
@mahendramahanta2947 Жыл бұрын
Maa tate Salaam tumor ahi pada khepaku,
@gouttamarout7331
@gouttamarout7331 Жыл бұрын
ତୁମ ଭଳି ଝିଅଙ୍କୁ ସତ ସଲାମ ❤❤❤❤❤❤❤
@Mylife-cj7wc
@Mylife-cj7wc Жыл бұрын
ଏତେ ଦିନ ପରେ ମନକୁ ଛୁଇଁ ଲା ଭଳି ଖବର ଦେଖିବାକୁ ମିଳିଛି ଧନ୍ୟବାଦ ଜଣାଉଛି ସେଇ ଝିଅକୁ
@bharatimohanty1327
@bharatimohanty1327 Жыл бұрын
ମାନିବାକୁ ପଡିବ ମୋ ମା କୁ, ବାପା ମା ଙ୍କର ସଂମାନ ରଖି ଥିବାରୁ, ଭଗବାନ ତାର ମଙ୍ଗଳ କରନ୍ତୁ 👍🏻❤️
@sachidanandamalik2332
@sachidanandamalik2332 Жыл бұрын
ଧନ୍ୟବାଦ ଭଉଣୀ ତୁମର ଉଚିତ୍ ନିଷ୍ପତ୍ତି ପାଇଁ ସମୟ ଆସିବ ଭଉଣୀ ପାଇଁ ବର ଙ୍କ ର ଲାଇନ୍ ଲାଗିବ Ilove you my sister ❤❤ ତୁମର ଏହି ଗୁଣ ପାଇଁ ମୁ ବହୁତ୍ ଗର୍ଭ ଅନୁଭବ କରୁ ଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@ketipradhan8987
@ketipradhan8987 Жыл бұрын
ଝିଅ ହେବ ତ ଏମିତି
@ketipradhan8987
@ketipradhan8987 Жыл бұрын
ସାହସୀ ହେବା ଦରକାର
@mohangadnayak4087
@mohangadnayak4087 Жыл бұрын
Good🎉
@salilsahu7967
@salilsahu7967 10 ай бұрын
Heartily respect to this sister who taught a great legal lesson to the society. May God bless her
@educationforstudents4624
@educationforstudents4624 Жыл бұрын
ଭଉଣୀ ତୁମେ ବଢ଼ିଆ ନିଷ୍ପତ୍ତି ନେଇଛ । ତୁମକୁ ଅନେକ ଧନ୍ୟବାଦ ।
@studiovedmata6806
@studiovedmata6806 Жыл бұрын
ଝିଅ ମାନଙ୍କୁ ଏଭଳି ଏକ ସାହସିକ ପଦକ୍ଷେପ ନେବା ପାଇଁ ଏକ ଉଦାହରଣ ।।। ଧନ୍ୟବାଦ ତୁମକୁ ଝିଅ 👍 ଶୁଭ ବିବାହରେ ଅଶୁଭ ଦାବି ପାଇଁ ଉଚିତ ଜବାବ 👏
@kamallochansatpathy5784
@kamallochansatpathy5784 Жыл бұрын
ଏପରି କନ୍ୟା ଜନ୍ମଦେଇ ବାପ ମାଆ ଧନ୍ୟ ହେଲେ ଜୟ ଜଗନ୍ନାଥ।
@krushnamohanprusty2728
@krushnamohanprusty2728 6 ай бұрын
ଆଜିର ଆଧୁନିକ ଶିକ୍ଷିତ ଯୁବତୀଙ୍କ ସମୟୋପଯୋଗୀ ପଦକ୍ଷେପ ! ସ୍ବାଭିମାନ ନିମନ୍ତେ ଅଶେଷ ଶୁଭେଚ୍ଛା !❤
@rameshchandranayak575
@rameshchandranayak575 Жыл бұрын
ଧନ୍ୟବାଦ ଝିଅ । ଏ ଭଳି ଝିଅ ସବୁ ବାପା ମାଆଙ୍କୁ ମିଳୁ । ସେଇ ମାନଙ୍କୁ ନମିଳୁ ଯିଏ ଝିଅକୁ ଆଦର ସମ୍ମାନ କରି ଶିଖି ନାହାଁନ୍ତି । ଆଉ ଏଭଳି ଜ୍ବାଇଁମାନେ ସବୁବେଳେ ଶିଶୁପାଳ ହିଁ ହୋଇଥାନ୍ତି ।
@ashokentertainmentlimited9865
@ashokentertainmentlimited9865 Жыл бұрын
ଏମିତି ଝିଅଙ୍କୁ ସତରେ କୋଟି କୋଟି ନମସ୍କାର ଆଉ ଧନ୍ୟବାଦ ଏହି ଝିଅକୁ ସତରେ ଯିଏ ପାଇବ ସେ ବହୁତ ଭାଗ୍ୟବାନ ହେବ ଆପଣଙ୍କୁ ନିଶ୍ଚୟ ଭଲ ପିଲା ମିଳିବ ସବାସ ଝିଅ ଆପଣ ବହୁତ ଭଲ କାମ କରିଛନ୍ତି 👍👍
@kshirasindhusagaria1811
@kshirasindhusagaria1811 Жыл бұрын
ଏହି ଭଳି ଝିଅ ଙ୍କୁ କୋଟି କୋଟି ସଲାମ ❤
@lover_boy_1039
@lover_boy_1039 Жыл бұрын
Rright right ❤❤❤❤❤❤❤
@dinasubham2988
@dinasubham2988 Жыл бұрын
A jhia alaga kou toka lafadare aachhi
@nandininath8098
@nandininath8098 Жыл бұрын
​@@dinasubham2988tume dekhi thila ki
@gabrelbigal1029
@gabrelbigal1029 Жыл бұрын
​@@lover_boy_1039 ❤
@AnitaDas-ft5zx
@AnitaDas-ft5zx Жыл бұрын
​@@lover_boy_1039p hu 0😊😊 ni ni bhi hu
@hariharapanda678
@hariharapanda678 Ай бұрын
ବହୁତ ସୁନ୍ଦର ପଦକ୍ଷେପ ନେଇଛି ଝିଅ ଭଗବାନ ତାକୁ ସାହା ହୁଅନ୍ତୁ
@SaanvikaOfficial2020
@SaanvikaOfficial2020 Жыл бұрын
ବହୁତ ଭଲ ନିଷ୍ପତ୍ତି,ତୁମ ପଦକ୍ଷେପ ସାରା ଓଡ଼ିଶା ପାଇଁ ସ୍ବାଗତଯୋଗ୍ୟ 👍
@bountydalai881
@bountydalai881 Жыл бұрын
ବହୁତ୍ ବଢ଼ିଆ କରିଛନ୍ତି ଝିଅ ଜଣକ।
@milanmohanty1727
@milanmohanty1727 Жыл бұрын
ଏଭଳି ଝିଅ ଭାଗ୍ୟରେ ଥିଲେ ମିଳେ । ଭଗବାନ ନିଶ୍ଚୟ ଏ ଝିଅକୁ ବହୁତ ଭଲରେ ରଖିବେ, No doubt🙌
@nirupamapanda9802
@nirupamapanda9802 Жыл бұрын
Thanks didi
@rdworld1452
@rdworld1452 7 ай бұрын
Proud of you Jhia❤❤❤ Love from Your Brother ❤❤
@munuraiguru7699
@munuraiguru7699 Жыл бұрын
I'm from Sambalpur, i feel proud of our daughter. Yr decision is a lesson to the society. I wish for a bright future of our daughter
@vawanibehera5013
@vawanibehera5013 Жыл бұрын
Yes💪,.. Lesson to the society... Think over it....
@anupkumarsahoo3959
@anupkumarsahoo3959 Жыл бұрын
ଭଉଣୀ ତୁମ ଜୀବନ୍ ରେ ଆହୁରି ବହୁତ୍ ବହୁତ୍ ବହୁତ୍ ଖୁସି ଅଛି..... 🙏
@AnupamaPatra-xr9ee
@AnupamaPatra-xr9ee Жыл бұрын
ବହୁତ ଗୁରୁତ୍ବପୁର୍ଣ ପଦକ୍ଷେପ ଆପଣଙ୍କୁ କୋଟି କୋଟି ସଲାମ sister 🙏🙏🙏🙏 ଆପଣ ଆମ ଦେଶ ର example ଗୌରବ
@somanathparida448
@somanathparida448 Жыл бұрын
ଏକ ନମ୍ବର ନିଷ୍ପତ୍ତି ସେ ଝିଅକୁ ଧନ୍ୟବାଦ
@ranjitkumarbarik7171
@ranjitkumarbarik7171 Жыл бұрын
ସଂସ୍କାରି ପରିବାର ସଂସ୍କାରି ଝିଅ 🙏🙏🙏🙏🙏
@jnyanendraprakashsahoo5638
@jnyanendraprakashsahoo5638 Жыл бұрын
ଏଇ ଝିଅକୁ ଶତ ଧନ୍ୟବାଦ ଦେଉଛି l ଇଏ ହେଉଛି ପ୍ରକୁତ ଝିଅ l Thank you so..... much ଝିଅ l
@bijayanandapattanayak6238
@bijayanandapattanayak6238 Жыл бұрын
ଏ ଭଳି ଝିଅ କୁ ଯେତେ ପ୍ରନ୍ସସା କଲେ ବି ବହୁତ କମ୍ ପଡିବ।ଏ ଭଳି ରାକ୍ଷସ ମାନକୁ ଠିକ୍ ଏଭଳି ସଜା ଦରକାର। ଜଗନ୍ନାଥ ଝିଅ କୁ ଦୀର୍ଘାୟୁ କରନ୍ତୁ ଜୟ ଜଗନ୍ନାଥ 🌹
@chinmayeetripaathy3051
@chinmayeetripaathy3051 Жыл бұрын
ଝିଅ ତୁ ମା ଜାହା କଲୁ ଭଲ କଲୁ ବପା ମାଆଙ୍କୁ ଦୁଃଖ କଷ୍ଟ ଲାଗିଥିବ ସେଥି ପାଇଁ ମୁଁ ମଧ୍ଯ ଅଶେଷ ଦୁଃଖୀ ତତେ ମୋର ଅଶେଷ ଧନ୍ୟବାଦ ଠାକୁରଙ୍କ ପାଖରେ ମୋର ଏତିକି ଗୁହାରି ତୋପରି ଝିଅ ସମସ୍ତଙ୍କୁ ମିଳୁ ବାପାମାଆ କଂ ମୁହଁ ରେ ଚୁନ କାଳି ବୋଳୁ ଥିବା ଝିଅ ପୁଅ ମାନେ କିଛି ଶିଖ
@trilochansha9836
@trilochansha9836 Жыл бұрын
ବୋହୁତ ଭଲ କାମକରିଛନ୍ତି ଭୋଉଣୀ ଜୋତାରେ ମାରିବା କଥା ବରକୁ ଅଶେଷ ଅଶେଷ ଧନ୍ୟବାଦ 🙏🏿ଜୟ ଜଗନ୍ନାଥ 🙏🏿
@jbjmotivetion123
@jbjmotivetion123 Жыл бұрын
ଭଉଣୀ ତୁମକୁ ବହୁତ ବହୁତ ଧନ୍ୟବାଦ, ଗୋଟିଏ ବେସଂସ୍କାରି ପରିବାରକୁ ତୁମେ ଶିକ୍ଷା ଦେଲ, ଯାହାକି ଦୁନିଆବି କିଛି ଶିକ୍ଷା ପାଇଲା, କାରଣ ଲୋକ ପ୍ରଥମରୁ ଜଣାପଡ଼ିଗଲେ
@sitakantrath3341
@sitakantrath3341 Жыл бұрын
Brave girl. Really proud that such daughters are there in our society. I wish her all the best for a bright future.
@susantapanda2513
@susantapanda2513 Жыл бұрын
Jhia habta emiti , jeea nejar bapaku sanman kare thankyou so much
@kaliabarik8556
@kaliabarik8556 Жыл бұрын
👍👍👍
@chamanasumana9902
@chamanasumana9902 Жыл бұрын
Tu bhari sanskar ghara ra chua ta
@KANHANETKING
@KANHANETKING Жыл бұрын
@@chamanasumana9902 Tu sanskara ghara ra nuha ki.... To ra kainki fatuchi??
@DhadubandhuLenka
@DhadubandhuLenka 5 ай бұрын
ଧନ୍ୟବାଦ ଆପଣ ଙ୍କୁ ସମ୍ମାନ ଦେଇଛନ୍ତି ଝିଅକୁ ଜଗନ୍ନାଥ ମଙ୍ଗଳକରନୁ ନମ୍ଃ ସ୍ତେ ଆମେ ତୁମପାଇଁ ଗର୍ବିତ
@pratappanda1819
@pratappanda1819 Жыл бұрын
ଝିଅମା ତୁମପାଇଁ ଭଗବାନ ଓ ବାପା ମାଙ୍କ ଆଶୀର୍ବାଦ ଅଛି ।
@kunmuncreative
@kunmuncreative Жыл бұрын
ଦିଦି ଯଉ ପିଲା ମାଂସ ଖାଇବା ପାଇଁ ବାପା ଙ୍କ ସହ ଏମିତି ବ୍ୟବହାର କଲା ତାକୁ ତମେ ବାହା ହେଇଥିଲେ କେତେ କଷ୍ଟ, ଭାଗିଥାନ୍ତ ଆଉ ତମେ ବାପା ଙ୍କ ସମ୍ମାନ ଫେରେଇ ଆଣିଛ ଏହି ନିର୍ଣ୍ଣୟ ନେଇକି ସବୁବେଳେ ଖୁସି ରେ ରହିବ ଦିଦି Love You 💓 ଦିଦି 🙌☺️
@gaganbehera5412
@gaganbehera5412 Жыл бұрын
ସବୁ ଝିଅ ଏ ଝିଅଠାରୁ ଶିଖିବା ଉଚିତ I ଏହା ସମ୍ପୂର୍ଣ ଝିଅସମାଜ ସମର୍ଥନ କରିବା ଉଚିତ I
@Narihadu
@Narihadu 7 ай бұрын
ବହୁତ ବହୁତ ଧନ୍ୟବାଦ ଝିଅ ।
@amitkumarsahu7133
@amitkumarsahu7133 Жыл бұрын
ଜୟ ଜଗନ୍ନାଥ 🙏🙏🙏... Old culture vs. New trend... Today's society should remember our old culture... ହରେ କୃଷ୍ଣ 🙏🙏🙏
@sorotoka9717
@sorotoka9717 Жыл бұрын
ଝିଅ କୁ ଭଲ ପିଲ୍ଲା ଦେଖି ବାହାଘର କର ସେ ଗରିବ ହେଲେ ବି ଚଳିବ ଝିଅ କୁ ଖୁସି ରଖୁ ପାରୁ ଥିବ ❤️
@rajendraluhar7558
@rajendraluhar7558 Жыл бұрын
Mate diantu mu chakiri karuchhi keonjhar medical re bhal se rakhibi sohela padampur r 2024 re marriage karibar achhi
@djabstyle354
@djabstyle354 Жыл бұрын
BHAI PILA JADI KHARAP HEI THILE BI JADI PAISA ACHHE BELE TUKEL DEUCHHEN AAU KENTA HEBA ARU JETE BELE CHHOT GHAR GUTE TUKEL DEKHI JIBA BELE PILA KICHHU NI KAR BAR BALBE PILA JETEBI BHAL HEI THAU HELA 😢 MUI BHABI PARUCHHE TUKEL KE KENTA LAGU THIBA HELA
@badapuadhal3963
@badapuadhal3963 Жыл бұрын
ଧନ୍ୟବାଦ୍ ଜଣାଉଛୁ ଭଉଣି ତୁମକୁ
@akshayakumarlenka1198
@akshayakumarlenka1198 6 ай бұрын
ଧନ୍ୟବାଦ ଭଉଣି ତମ ନିଷ୍ପତ୍ତି ସମସ୍ତଙ୍କର ହୃଦୟ ଜିଣିଛି🎉 ମୁଁ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି ତମର ଜିଏ ହାତ ଧରିବ ସିଏ ଭଲ ମଣିଷ ଟିଏ ହେଇଥାଉ
@SarojSamal-uo3me
@SarojSamal-uo3me Жыл бұрын
ଆଗରୁ ସାବଧାନ ହଇଚ ବହୁତ ଭଲ. ଜୟ ଜଗନ୍ନାଥ. ତମକୁ ବହୁତ ବହୁତ ଦନବାଦ
@HumanistFirst01
@HumanistFirst01 Жыл бұрын
ସାବାସ ଝିଅ, ତୁମ ଭଳି ଝିଅ ହିଁ ସମାଜରେ ସଂସ୍କାର ଆଣି ପାରିବେ। ଭଗବାନ୍ ତୁମକୁ ସୁଖୀ ରଖନ୍ତୁ।
@Mani53083
@Mani53083 Жыл бұрын
Thank you Brother and sister all my family friend ok thanks for sharing this Post
@SisiraNayak-ky4qv
@SisiraNayak-ky4qv Жыл бұрын
@@Mani53083 a
@razking5536
@razking5536 Жыл бұрын
ଯୌତୁକ ବାବଦକୁ ମତେ କିଛି ଭି ଦରକାର ନାହିଁ ଖାଲି ମତେ ଏଭଲିଆ ବିଶ୍ଵାସି ଝିଅ ଦରକାର
@Economics365
@Economics365 Жыл бұрын
Best wishes, should approach for this girl
@ajitsahu1519
@ajitsahu1519 Жыл бұрын
ଏଭଲି ଝିଅ କୁ ଧନ୍ୟବାଦ
@kalujally4079
@kalujally4079 Жыл бұрын
ଜଗନ୍ନାଥ ତୁମ ଚଲାପଥ କୁସୁମିତ କରନ୍ତୁ ଜୟ ଜଗନ୍ନାଥ 🙏🙏🙏
@rishikesh4340
@rishikesh4340 Жыл бұрын
ଲାଗୁଛି ବର ଆଉ ତା ବାପା ପାଖରେ ମଣିଷ ପଣିଆ ନାହିଁ।
@niranjansahu6147
@niranjansahu6147 Жыл бұрын
Good decision.
@balaramdash5612
@balaramdash5612 Жыл бұрын
Right. Sala. Mansa lovi. Loka guda
@lipunpradhan9459
@lipunpradhan9459 Жыл бұрын
Kanya pakhyara kete Manisha pania achi atithi satkar kari parunahanti, khali tankalia chakiria bara darkar iade mans aki jautuka dela bele Gandhi fatuthiba
@kishorechandraroutray4967
@kishorechandraroutray4967 Жыл бұрын
​@@lipunpradhan9459 remember jetebele puamane male ego chadibeni emiti sisupala hei ghara ku feribe
@lipunpradhan9459
@lipunpradhan9459 Жыл бұрын
@@kishorechandraroutray4967 jhia mane kauthi female ego chhaduchanti, bara Landa heithile, baha hebeni, bara ekama karuthile baha hebeni bara se kama karuthile baha hebeni. Bara darkar suna Munda bhalia au Suna Munda pain Sei Bhalia Tanka Debaku padithae seita kahiki bhuli jaucha. 55000 tanka suna 5000 re miliba ki kauthi. Suna Munda pari bara darkar jadi, Seibhalia Dam deba Sikha. Bhoji re kichi bapa jani suni nianta karanti. Are Bhai tame jadi Mansa dei pariba nahi tahele mandirare baha karauna jhiaku. Sethi kahipariba mandirare mans allow nahi boli
@chitrabariki4621
@chitrabariki4621 Жыл бұрын
ଧନ୍ୟବାଦ ଝିଅ ଏମିତି ହିଁ ହେବା ଦରକାର
@saipariba
@saipariba 6 ай бұрын
ବୋହୁତ ବୋହୁତ ଧନ୍ୟବାଦ ଭଉଣୀ ଭଗବାନ ଆପଣଙ୍କୁ ଶହାୟ ହେବେ ବୋହୁତ ଭଲ ମଣିଷ ଟିଏ ଆପଣଙ୍କ ଜୀବନରେ ଆସିବ
So Cute 🥰 who is better?
00:15
dednahype
Рет қаралды 19 МЛН
How to treat Acne💉
00:31
ISSEI / いっせい
Рет қаралды 57 МЛН