କଣ ସତରେ ଗିରଫ ହେବେ ନବୀନ ,କଣ କହିଲେ ବରିଷ୍ଠ ସାମ୍ବାଦିକ ରବି ଦାସ Should Naveen Be Arrested?

  Рет қаралды 80,731

Odisha Bhaskar

Odisha Bhaskar

Күн бұрын

Пікірлер: 226
@bibekanandadash4327
@bibekanandadash4327 2 ай бұрын
ମନ୍ତ୍ରୀ ମହୋଦୟ ଆଗ ରାଜ୍ୟପାଳଙ୍କ ପୁଅକୁ ଗିରଫ କରି ଦେଖନ୍ତୁ l
@thunder_ff9930
@thunder_ff9930 2 ай бұрын
ରାଜ୍ୟପାଳ ପୁଅ ନୁହେଁ ସେ ମାଘିଆ ରାଜ୍ୟପାଳ କୁ ଆଗ ଗିରଫ କରାଯାଉ
@ranajitkumarmohanty9740
@ranajitkumarmohanty9740 2 ай бұрын
ଏଭଳି ମୂର୍ଖଙ୍କୁ ବିଜେପି ମନ୍ତ୍ରୀ କେମିତି କଲା? ଏମାନେ ଓଡ଼ିଆ ଓ ଓଡ଼ିଆ ଅସ୍ମିତା ସହିତ ଖେଳିଛନ୍ତି ll ସେଥିପାଇଁ ନଡ୍ଡା ଆଉ ମୋଦୀ କୁ arrest କରାଯାଉ ll
@thunder_ff9930
@thunder_ff9930 2 ай бұрын
ଆରେ ତାଙ୍କ ମୁଖିଆ ତ ମୂର୍ଖ ଆଉ ତାଙ୍କ ନେତା କୁଆଡୁ ଭଲ ଆସିବେ
@sadanandasahoo3707
@sadanandasahoo3707 2 ай бұрын
ଆଇନ ଜଣା ଥିଲେ ତ। ନୂଆ ନୂଆ ମନ୍ତ୍ରୀ ହୋଇଛନ୍ତି, ଧରା କୁ ସରା ମନେ କରୁଛନ୍ତି। ଭାବୁଛନ୍ତି ସବୁ କ୍ଷମତାର ଅଧିକାରୀ।
@Mishkasgarden
@Mishkasgarden 2 ай бұрын
Nua dahani ghua khauchi
@PrabiraSahoo-j9m
@PrabiraSahoo-j9m 2 ай бұрын
ଏ ସରକାର ଚଳାଇ ପାରିବ ନାହିଁ
@hiranyasahoo3548
@hiranyasahoo3548 2 ай бұрын
ବିଜେପି ଓଡିଶା କୁ କଣ ଦେଲା ଆନ୍ଧ୍ର କୁ ବିହାର କୁ ଦେଲା ଓଡିଶା କୁ କଣ ବାଳ ଦେଲା
@Cricket_lover_96683
@Cricket_lover_96683 2 ай бұрын
A question ta pachari thiba ru dhanyawad jay jaganath 🙏
@Cricket_lover_96683
@Cricket_lover_96683 2 ай бұрын
Au gote katha odisha re mukhya mantri haba Odisha ku Paisa asibani kn pain ata odia asmita
@gitanjalidas5581
@gitanjalidas5581 2 ай бұрын
Bala dila 😂😂😂
@dillipkumarsatapathy2574
@dillipkumarsatapathy2574 2 ай бұрын
୬୦ ଭାଗ ମନ୍ତ୍ରୀ ଅଯୋଗ୍ୟ ଭଳି ଜଣାପଡୁଛି ସେମାନଙ୍କ କଥାରୁ,କିନ୍ତୁ କାମରେ ହିରୋଭଳି ବିରଦର୍ପରେ ମାଡିଚାଲୁଥିବାର ଦେଖାଯାଉଛି,କେତେଦିନ ଚାଲୁଛି କି ଟ୍ରାକ୍ ରୁ ବିଚ୍ୟୁତହୋଇ ଚିତ୍ ପଟାଙ୍ଗ ମାରୁଛନ୍ତି ଦେଖିବା କଥା....
@sridharkumarbhola3042
@sridharkumarbhola3042 2 ай бұрын
Naveen Patnaik is always odisha King ❤. Naveen sir nka arrest heba. Katha minister nka swapna 😅. Jahaki swapna re rahijiba 😢.
@CreationOdia1234
@CreationOdia1234 2 ай бұрын
ଓଡ଼ିଶା ର BJP ଦଳ ର ନେତା ମାନେ ନିପଟ ମୂର୍ଖ ଯାହାକୁ କହନ୍ତି 😂😂😂😂😂 ଏମିତି ତୁମର କାଢ଼ ନବୀନ ପଟ୍ଟନୟକ ଙ୍କୁ ତୁମେ ଗିରଫ କରିଦେବ ବିନା ଦୋଷ ରେ ଜଗତେ କେବଳ ଜନେ ହସିବେ 😂😂😂😂
@PrabiraSahoo-j9m
@PrabiraSahoo-j9m 2 ай бұрын
ମହାଲିଙ୍ଗ ବାବୁ ଗୋଟିଏ ପାଗଳ
@kunasahoosahoo
@kunasahoosahoo 2 ай бұрын
ମନେ ମନେ ଖୁସି ହେଇଜା କୋଉଁଦିନ ନବୀନ ସାର ଗିରଫ ହେବେ... ବାଳ ନା
@kamaldash-s5s
@kamaldash-s5s 2 ай бұрын
You are right
@sitanathbalsamant1943
@sitanathbalsamant1943 2 ай бұрын
ରବି ବାବୁ ଆଇନ ଯିବି ବୋଧ ହୁଏ ଅତୀତ ରେ ଯାହା ହୋଇଥିଲା ସେ ବିଷୟ ରେ ଜାଣନ୍ତି କି
@sangramkumarkalu9052
@sangramkumarkalu9052 2 ай бұрын
Jhadkhandia tame
@Ambassador_Christ
@Ambassador_Christ 2 ай бұрын
Whatever he is. ..hebis telling the fact.
@ChittaranjanDalai-rn6hi
@ChittaranjanDalai-rn6hi 2 ай бұрын
ଯାହା ଜଣାପଡ଼ୁଛି ସଂସଦିୟ ମନ୍ତ୍ରୀଙ୍କ ସଂସଦ ବିଷୟ ରେ ଜ୍ଞାନ ନ ଥିବା ଭଳି ମନେହୁଏ।
@suryakantapanda4561
@suryakantapanda4561 2 ай бұрын
Minister kemiti hele ? . Kichi jani nanhanti !
@PrafulaKumarDalai-f4s
@PrafulaKumarDalai-f4s 2 ай бұрын
Rabi Babu is 💯%correct
@bimalagrawal9314
@bimalagrawal9314 2 ай бұрын
ସଂସଦୀୟ ବ୍ୟାପାର ମନ୍ତ୍ରୀନ୍କର ବିଧାନସଭାରେ ଭାଷା ଓ ଟୋନ୍ ଗୋଟେ ଗୁନ୍ଡା ଭଳି ଥିଲା । ନୁଆନୁଆ ମନ୍ତ୍ରୀ ହୋଇଥିବାରୁ ମଗଜ ଟିକେ ହାଇ ହୋଇଯାଇଛି । ସେମାନେ ଯେମିତି ନିର୍ବାଚିତ ହୋଇ ସରକାର ଗଢିଛନ୍ତି ବିରୋଧିଦଳ ସଦସ୍ୟମାନେ ବି ନିର୍ବାଚିତ ସଦସ୍ୟ । ଯଦି ସେମାନନ୍କର ବିଧାନସଭାରେ ବସିବାର ଯୋଗ୍ୟତା ନାହିଁ ତେବେ ତେବେ ତମର କେମିତି ଅଛି ? ରାଜ୍ୟପାଳନ୍କ ପୁଅର ଗୁନ୍ଡାମୀକୁ ଏମାନେ ଓଡିଆ ଅସ୍ମିତା କହିବା ମଧ୍ୟ ତାନ୍କର ଆଚରଣ ଦୃଷ୍ଟିରୁ ଅସ୍ବାଭାବିକ ନୁହେଁ।
@PurnachandraPanda-vx2nj
@PurnachandraPanda-vx2nj 2 ай бұрын
ସ୍ୱାଧି ନତ।ର77ବର୍ଷ ଭିତରେ ଏ ଭଳିସରକ। ର ରାଜ୍ୟ ଦେଖିନଥିଲ
@shrinathsoren-r2t
@shrinathsoren-r2t 2 ай бұрын
ମନ୍ତ୍ରୀ ଆଇନ କାନୁନ୍ ବାବଦରେ ଅଜ୍ଞ ବୋଲି ଜଣା ପଡୁଛି।
@tatahunngama7828
@tatahunngama7828 2 ай бұрын
Jia kohichi age taku giropf korajau se sola ku hotao odisha bochao... Jai Naveen Patnaik sir 🙏❤️ Jai BJD
@bijayparida8085
@bijayparida8085 2 ай бұрын
ଏ ସରକାର ଚାଲି ପାରିବ ନାହଁ ଆଚରଣ ଉଚ୍ଚା ରଣ ବିଜେପି ସିକିନାହି
@jagatballavpattnaik6893
@jagatballavpattnaik6893 2 ай бұрын
ଲଟେରୀ ଉଠିଗଲା l ନୂଆ ନୂଆ ମନ୍ତ୍ରୀ l ଆତ୍ମବିଭୋର l ବାଚାଳାମି କରୁଛନ୍ତି l
@ramakantasahoo5597
@ramakantasahoo5597 2 ай бұрын
ଜଣେ ମନ୍ତ୍ରୀ କହୁଛନ୍ତି ବିରୋଧୀ ଦଳ ନେତାଙ୍କୁ ଗିରଫ କର, ଆଉ ଜଣେ ମନ୍ତ୍ରୀ ତାକୁ ସମର୍ଥନ କରୁଛନ୍ତି। ଆଇନ ମନ୍ତ୍ରୀ କହୁଛନ୍ତି, ଅଭିଯୁକ୍ତର ବାପା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଭିଯୋଗର ତଦନ୍ତ କରିବା ପାଇଁ। ମୁଖ୍ୟମନ୍ତ୍ରୀ କହୁଛନ୍ତି, କ୍ରୀଡା ସମ୍ମାନରୁ ବିଜୁବାବୁ ନାଁ କଟାଯିବା ସଂପର୍କରେ ମୁଁ ମିଡିଆରୁ ଜାଣିଲି । ଏହିପରି ଅବାସ୍ତବ ବୟାନ ଦେବା ଦ୍ଵାରା ସରକାରଙ୍କର ଭାବମୂର୍ତ୍ତି ନଷ୍ଟ ହେଉନି କି ? ଏଥିପାଇଁ ଯତ୍ନବାନ ହେଲେ ଭଲ ହୁଅନ୍ତା।
@SibanarayanaDas
@SibanarayanaDas 2 ай бұрын
ସଂସଦୀୟ ମନ୍ତ୍ରୀ ଆଇନ ପଢିବା ଦରକାର.ବିଜେପି ଵାଲା ନୂଆ ନୂଆ ସରକାର କୁ ଆସିଛନ୍ତି ତ ଟିକେ ଉତୁଫୁଲିଆ ହେଉଛନ୍ତି.
@SwarnaMohanty-pm8gm
@SwarnaMohanty-pm8gm 2 ай бұрын
Well said 🎉
@jiturockez8572
@jiturockez8572 2 ай бұрын
ନୂଆ ନୂଆ ଖାଲି କନ କନ...
@jagannathbhagwan9385
@jagannathbhagwan9385 2 ай бұрын
ଯିଏ କହୁଛି ସିଏ ପରମ ମୁର୍ଖ ବିଜେପି ମୁର୍ଖ
@deepakranjan1736
@deepakranjan1736 2 ай бұрын
ମୁର୍ଖ ମନ୍ତ୍ରୀ ଟା କିଛି ଜାଣିନି
@SwarnaMohanty-pm8gm
@SwarnaMohanty-pm8gm 2 ай бұрын
U r right sir 🎉
@sridhardas8509
@sridhardas8509 2 ай бұрын
ମୁକେଶ ମହାଲିଗ ଗୋଟିଏ ବଧ ପାଗଳ ଚୋଦଣା , ତାକୁ ମେଣ୍ଟାଲ ହସ୍ପିଟାଲ ରେ ପୁରାଇ ଦିଅ ।
@gyanaranjanmaharathi2451
@gyanaranjanmaharathi2451 2 ай бұрын
ନବୀନ ବାବୁ ତ ସବୁଦେଇଛନତି ଓଡ଼ିଶାକୁ ଚବିଶି ବର୍ଷରେ ଓଡ଼ିଶାରେ କେହି ଆଉ ଗରିବ ନାହିଁ ତେଣୁ ବିଜେପି ଆଉକଣଦେବ ତେଣୁ ରବିଅଜା ମୁଁ ତୁମକୁ ଅନୁରୋଧ କରୁଛି କି ତୁମେ ନବୀନ ବାବୁ କୁ।ବୁଝାଇଦିଅଜେ ସେ ବିଧାନ ସଭାରେ ସେଶ ପର୍ଯ୍ୟନ୍ତ ବସି ରହି ବିଧାନ ସଭାକୁ ଠିକିରେ ଚାଲିବାକୁ ବିଜେପି ବାଂଲା କୁ କୁହନ୍ତୁ
@raghunathpuspalak279
@raghunathpuspalak279 2 ай бұрын
ରବିବାବୁ ଚାଟୁକାର କାହାକୁ କୁହାଯାଏ,
@satyapriyamohanty2110
@satyapriyamohanty2110 2 ай бұрын
Well said
@parsantdas9893
@parsantdas9893 2 ай бұрын
Right sir
@ReshmaMohanty-q3z
@ReshmaMohanty-q3z 2 ай бұрын
Super ❤❤❤
@prataprath3632
@prataprath3632 2 ай бұрын
BJD ଶାସନ କାଳରେ ପ୍ରମିଳା ମଲ୍ଲିକ 2ଜଣ BJP ବିଧାୟକ ଙ୍କୁ ବିଧାନ ସଭା ରୁ ନିଲମ୍ବନ୍ କରିଥିଲା
@sangramkumarkalu9052
@sangramkumarkalu9052 2 ай бұрын
Girap heitileki
@jiturockez8572
@jiturockez8572 2 ай бұрын
ଆଗ law ପଢ଼ି ଆସନ୍ତୁ.... 😄😄😄
@chaturamahanta013
@chaturamahanta013 2 ай бұрын
ନବୀନ ଗିରଫ ହେଲେ ଓଡ଼ିଶା ରେ ଭଲକଥା।
@SwarnaMohanty-pm8gm
@SwarnaMohanty-pm8gm 2 ай бұрын
Congratulations 🎉
@bipinbiharinayak5973
@bipinbiharinayak5973 2 ай бұрын
Supporter rabi babu age rabi babu nku jail vejo
@amitakar948
@amitakar948 2 ай бұрын
ବାପା କୁ ମାରିଦେଉଛନ୍ତି ନବୀନ ବାବୁ କଣ କି କିଛି ଗିରଫ କରିବା ବଡ଼ କଥା ନୁହେଁ
@shakaharipruthivi8696
@shakaharipruthivi8696 2 ай бұрын
ନବୀନ ପଟ୍ଟନାୟକ ଭଲ। ପାଣ୍ଡିଆନ ଖରାପ । ଦୀର୍ଘ ୨୪ ବର୍ଷ ର କଳା ଇତିହାସ ଦେଖିଲେ କେନ୍ଦ୍ର ମନ୍ତ୍ରୀ ଥିବା ସମୟ ର ଦୁର୍ନୀତି ରୁ ବି ଆରମ୍ଭ କରା ଯାଇ ପାରେ। ଶାସନ ରୁ ପ୍ରଭୁ ଜଗନ୍ନାଥ ଠେଲି ତଳେ ପକେଇଲା ପରେ ବି ଏ bjp ବାଲା ନବୀନ ନବୀନ ହୋଇ ବାଉଳି ହୋଇ ଯେଁଉ ସମ୍ମାନ ଦେଖାଉଛନ୍ତି ଏହା ଠାକୁର ଓ ଜନତାଙ୍କ ପାଇଁ ଅପମାନ ହିଁ କୁହାଯିବ। ରଥଯାତ୍ରା ରେ ଦେଖିଲୁ। ଏବେ ମୁଖ୍ୟ ଓ ଉପମୁଖ୍ୟ ମନ୍ତ୍ରୀ ଯେମିତି ଡାକିବାକୁ ଯାଇଥିଲେ ସେଥିରୁ ଜଣାପଡେ ଏବେ ବି ନବୀନ ଶାସନ ରେ ଅବସ୍ଥିତ। ଏ ଗୋଲାମ , ଚାଟୁକାର ମାନସିକତା ହିଁ ଓଡ଼ିଆ ଜାତି ର ବିନାଶ ର କାରଣ ଆଗକୁ ହେବ। ରହିଲା ଦଣ୍ଡ ର କଥା। ଏ ସରକାର ସେ ଭଳି ମାନସିକତା ରେ ହିଁ ନାହିଁ । ନ ହେଲେ କେବଳ ଠାକୁରଙ୍କ ମଠ ମନ୍ଦିର ଭାଙ୍ଗିବା, , ଜମି, ଧନ ରତ୍ନ ସମ୍ପଦ, ମୂର୍ତ୍ତୀ,ଲୁଣ୍ଠନ କରିବା, ପୂଜା ପରମ୍ପରା ବନ୍ଦ କରିବା,ଠାକୁରଙ୍କୁ ନେଇ ବେପାର କରିବା, ରଥ ଯାତ୍ରା ବନ୍ଦ ପାଇଁ ହିନ ଉଦ୍ୟମ କରିବା, , ଡାଲା ଅଟୋ ରେ ଭିକ ମଗେଇବା ଭଳି ଧର୍ମ ଦ୍ରୋହ ହିନ୍ଦୁ ଦ୍ରୋହ ପାଇଁ ମୃତ୍ୟୁ ଦଣ୍ଡ ବି କମ୍ ହେବ । ଏତେ ବଡ ଜୀବନ୍ତ ଠାକୁର ସହ ଯେ ଖେଳ ଖେଳି ଦେଲା। ଏମାନେ ମୁଣ୍ଡ ରେ ମୁଣ୍ଡେଇ ବୁଲିଲେ କଣ ହେବ ? ଠାକୁରଙ୍କ ଇଚ୍ଛା ବିରୁଦ୍ଧ ରେ ଯିଏ ବି ଯିବ ସେ ବିନାଶ ହିଁ ହେବ। ନିଆଁ ଗିଳୀଛି ଯିଏ ସେ ଅଙ୍ଗାର ତ ହଗିବ। କେବଳ ସମୟ କୁ ଅପେକ୍ଷା। ଏ ଧର୍ମ ଯୁଦ୍ଧ। ଏ କ୍ଷମତା ସୁଖ କ୍ଷେତ୍ର ନୁହେଁ।
@something40
@something40 2 ай бұрын
Bhala manamohak prabachan kintu arthhina
@shakaharipruthivi8696
@shakaharipruthivi8696 2 ай бұрын
ମଦ ମାଂସ ଖାଉ ଥିବା ମିଛ କହୁଥିବା ଧର୍ମ ଛଡ଼ା ହୋଇ ଥିବା ଲୋକଙ୍କ ପାଇଁ ସିନା ଅର୍ଥ ହେଇ ଯିବ। ମାତ୍ର ସତ୍ୟ ତ ଯୁଗେ ଯୁଗେ ସତ୍ୟ ରହିବ।
@shakaharipruthivi8696
@shakaharipruthivi8696 2 ай бұрын
@@something40 ଏ ପ୍ରଳୟ କାଳ ୨୦୩୧ ପର୍ଯ୍ୟନ୍ତ ଗୋଟେ ସମୟ ଦିଆ ଯାଇଛି। ସମସ୍ତେ ଦେଖିବେ ଜଗନ୍ନାଥଙ୍କ ଶକ୍ତି ଓ ସାମର୍ଥ୍ୟ କଣ?
@shakaharipruthivi8696
@shakaharipruthivi8696 2 ай бұрын
@@something40 ମୋର ବଡ ଦେଉଳ ରୁ ଯେବେ ପଥର ଖସିବ। ତାର ତେଇଶି ବରଷେ କଳି ଦେଶ ଛାଡି ଯିବ। ୧୯୯୦ ରେ ଖସିଲା ୨୩ ବର୍ଷ ମିସିଲା ହେଲା ୨୦୧୩ ଭୀମ ଭୋଇ ଆହୁରି ସରଳ କଲେ ଦୁଇ ଡ଼ାହାଣେ ଶୂନ ଏକତିନି ବସା ସେ ଠାରୁ ଯୁଗ ପରିବର୍ତ୍ତନ ୨୦୧୩ ୨୦୧୩+୧୮ ହେଲା ୨୦୩୧
@shakaharipruthivi8696
@shakaharipruthivi8696 2 ай бұрын
@@something40 ସବୁଠୁ ଗୁରୁତ୍ୱପୂର୍ଣ୍ଣଏ ଯୁଗ ର ଶେଷ ଯୁଦ୍ଧ।ପରମାଣୁ ଯୁଦ୍ଧ, ଗୃହ ଯୁଦ୍ଧ, ସାତ ଦିନ ର ପ୍ରଳୟ। ହେଲା ପରେ ଜଣା ପଡ଼ିବ ଠାକୁର କଣ? ୬୪ ମହାମାରୀ ପ୍ରାକୃତିକ ତାଣ୍ଡବ ଜୀବ ମାନଙ୍କ ଆକ୍ରମଣ ଦୈବୀ ଶକ୍ତିଙ୍କ ପ୍ରତ୍ୟକ୍ଷ ଦର୍ଶନ ଓ ଦଣ୍ଡ ଭୟାନକ ଦୁର୍ଘଟଣା ଉଲ୍କା ପାତ ହୀରାକୁଦ ଜଳଭଣ୍ଡାର ସହିତ ସବୁ ଭଣ୍ଡାର ନଷ୍ଟ ହେବ। ହେଉ
@amrjitbiswal7243
@amrjitbiswal7243 2 ай бұрын
ରବି ପାଗଳ ଚାଟୁକାର
@gyanendradas9686
@gyanendradas9686 2 ай бұрын
ମନ୍ତ୍ରୀ ଙ୍କର ଅପରିପକ୍ଵ ଭାଷଣ l
@nishikantabirabar1385
@nishikantabirabar1385 2 ай бұрын
bjd ର 51 ଜଣ ବିଧାୟକ, ତେଣୁ bjp ବାଲା ଯେ କୌଣସି devlop କାମ କରିବା ପାଇଁ ଯିବ ତାକୁ ଏମାନେ ପ୍ରତି ବନ୍ଧ ସୃଷ୍ଟି କରିବେ ,ଏମିତି କରି କରି 5 ବର୍ଷ ବିତିଯିବ। bjd ପୁଣି ଶାସନ କୁ ଆସିବ ।
@KeertyGagarai
@KeertyGagarai 2 ай бұрын
ଠିକ୍ କଥା କହିଛନ୍ତି
@AjaykumarDas-h6w
@AjaykumarDas-h6w 2 ай бұрын
Right ✅️
@thunder_ff9930
@thunder_ff9930 2 ай бұрын
୫ମାସ ଅପେକ୍ଷା କରନ୍ତୁ ମୁଖ୍ୟମନ୍ତ୍ରୀ ମନକୁ ଇସ୍ତଫା ଦେବେ ତାଙ୍କ ମନ୍ତ୍ରୀ ଗଣ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ତାହା ଆମ ମୁଖ୍ୟମନ୍ତ୍ରୀ ଙ୍କୁ ଜଣା ପଡୁନି ଆଉ ସିଏ କି ବାଳ ମୁଖ୍ୟମନ୍ତ୍ରୀ
@belalsensenapati1300
@belalsensenapati1300 2 ай бұрын
ଆରେ ଭାଇ, ନବୀନ ବାବୁ ସିନା ରାଜନୀତି କରୁଛନ୍ତି, ଆପଣ ରବିବାବୁ ପରା ସାମ୍ବାଦିକ ଏ କାମଳ ସାମ୍ବାଦିକତା କାହିଁକି? ଦୁଇ ପକ୍ଷର କଥା କୁହନ୍ତୁ, ନବୀନ ଯାହା କଲେ ରାଜ୍ୟବାସୀ ତାହା ଚାହୁଁଥିଲେ କି?
@Rockstarbibhuti
@Rockstarbibhuti 2 ай бұрын
ମାଙ୍କଡ ହାତରେ ଶାଳଗ୍ରାମ ଦେଲେ ଏମିତି ହେବ
@SwarnaMohanty-pm8gm
@SwarnaMohanty-pm8gm 2 ай бұрын
Naveen sir super 🎉
@PabitrakumarDas-tu3sy
@PabitrakumarDas-tu3sy 2 ай бұрын
Mahaling is a Talent leader
@gangadhardash3430
@gangadhardash3430 2 ай бұрын
ନୂଆ ଡାହାଣୀ କୁଆ ଖାଏ 😢
@BudhuDandpat
@BudhuDandpat 2 ай бұрын
ଆଉ ବଲେ ବଲେ ଢାଵା ରଂଗ ଶାଳା ଚଳିବନି ବଲୁଡୁଜର ଚଢିବ ଥୟ ଧର ଅପେକ୍ଷା କର ନମ ନେବଜେ
@dineshrath2500
@dineshrath2500 2 ай бұрын
Governor son ku arrest Kara
@JayJagannath0307
@JayJagannath0307 2 ай бұрын
ଭାଷଣ ମରା ସରକାର
@sabitarani6363
@sabitarani6363 2 ай бұрын
ରାଷ୍ଟ୍ରପତି ମହମହିମ ଯେତେବେଳେ ବାରିପଦାକୁ ଆସିଥିଲେ ଗତବର୍ଷ ତାଂକ ସଭାରେ କରେଣ୍ଟ କାଟିଥିଲେ ବିଜେଡି ର ମନେଥିବ, ତେଣୁ ଫାର୍ସ ବନ୍ଦ କରି ଯେଉଁ ଉଦ୍ଦେଶ୍ୟ ପାଇଁ ବିଧାନସଭା ଯାଇଛନ୍ତି ସେମାନେ ସେ ଦାୟିତ୍ଵ ସମ୍ପାଦନା କରନ୍ତୁ
@belalsensenapati1300
@belalsensenapati1300 2 ай бұрын
ଆରେ ବାବୁ କେହି ବି କାହିଁକି ସାଧାରଣ ଲୋକଙ୍କ କଥା ଭାବୁନାହଁ? ଯୋଉ ନବୀନ ରାଜ୍ୟପାଳଙ୍କ ଅଭିଭାଷଣ ନ ଶୁଣି ଗୃହତ୍ୟାଗ କଲେ, ସେ ମୁଖ୍ୟମନ୍ତ୍ରୀ ହିସାବରେ କେତେ ଉତ୍ତର ଦେଇଛନ୍ତି ???
@HimansuSahu-n5n
@HimansuSahu-n5n 2 ай бұрын
BJD ଚୁର ଓଡ଼ିଶା ବାସୀ ଚିହ୍ନ
@BasantaBehera-gl3li
@BasantaBehera-gl3li 2 ай бұрын
ଠିକ୍ କଥା କହିଛନ୍ତି ସାର୍ 🙏🙏
@pradeepkumarmohanty8855
@pradeepkumarmohanty8855 2 ай бұрын
Minister is fully mental. it's unfortunate to say for arresting mr Navin patnaik. Ok, arrest and watch what is going to happen.
@subhamcomputer5362
@subhamcomputer5362 2 ай бұрын
ବିବୃତି ର ବ୍ୟବସ୍ଥା ନାହିଁ ta ଗିରଫ କାହିଁ ନାହିଁ
@chittaranjanswain010
@chittaranjanswain010 2 ай бұрын
New BJP government in Odisha is always immature statement
@jotiprakashpattnayak
@jotiprakashpattnayak 2 ай бұрын
୨୪ ବରଶ ର ହିଶାବ ଦିଅ
@Ambassador_Christ
@Ambassador_Christ 2 ай бұрын
BJP au BJD misiki khaichhanti hisaba rakha
@rajeshmohanty8469
@rajeshmohanty8469 2 ай бұрын
Tu kan banda mundi
@gourangasa6027
@gourangasa6027 2 ай бұрын
BJD ଦଳ ର ଟାଉଟର। ମୂର୍ଖ ପଣ୍ଡିତ କେଉଁଠି କାର।
@Ambassador_Christ
@Ambassador_Christ 2 ай бұрын
Nonsense
@srisaidesignvastu9209
@srisaidesignvastu9209 2 ай бұрын
ଅପରାଧ କୋର୍ଟ ବିଚାର କରିବେ ,ତମେ ବିଚାର କରିବାକୁ କିଏ ! ତମର ବିଚାର କ୍ଷମତା ନାହିଁ !
@dillipkumardillipkumar3669
@dillipkumardillipkumar3669 2 ай бұрын
ମୁକେଶ ମାହାଲି ଗୋଟେ ନିରିହ ଭାଲୁ
@balramjenabalramjena7465
@balramjenabalramjena7465 2 ай бұрын
Nia Jaliba
@balramjenabalramjena7465
@balramjenabalramjena7465 2 ай бұрын
Pura Odisha Re Nia Jaliba
@Ambassador_Christ
@Ambassador_Christ 2 ай бұрын
Naveen Patnaik ❤
@ShibasankarHansdah-um4wd
@ShibasankarHansdah-um4wd 2 ай бұрын
ତା ପାଇଁ ଦମକଳ ବ୍ୟବସ୍ଥା ଅଛି ।
@Ambassador_Christ
@Ambassador_Christ 2 ай бұрын
@@ShibasankarHansdah-um4wd Damakala ku neiki bhaseidiajiba Odisha ku
@amitakar948
@amitakar948 2 ай бұрын
ଲୋକ କହିବେ କେହି କାହା ପାଟି ବନ୍ଦ କରି ପରି ବେନି ଚୁପ ବସିଲେ ଭଲ ଯିଏ କହିବ ସେ କଥା ର ମୂଲ୍ୟ ନାହିଁ
@suryakantadash7624
@suryakantadash7624 2 ай бұрын
କୋଇଲା ମନ୍ତ୍ରୀ ଥିଲା ବେଳେ ବହୁତ ଖଣି, କୋଇଲା ଦୁର୍ନୀତି ହୋଇଥିଲା ନବୀନ ପଟ୍ଟନାୟକ ମନ୍ତ୍ରୀ ଥିଲା ବେଳେ ସେ କେଶ ଚାଲିଚି ଏବେ ବି ସିବିଆଇ ଧରିବ ନବୀନ ବାବୁଙ୍କୁ
@betexshyamsundar990
@betexshyamsundar990 2 ай бұрын
ବାଳ ଓପଡି ପକାଇବ ବିଜେପି
@betexshyamsundar990
@betexshyamsundar990 2 ай бұрын
ବାଳ ଓପଡି ପକାଇବ.
@subhamcomputer5362
@subhamcomputer5362 2 ай бұрын
1000 of ଲକ୍ଷ ସମ୍ପତି ନଷ୍ଟ ହୋଇଛି. Arrest it
@rabindranathpradhan5212
@rabindranathpradhan5212 2 ай бұрын
ସାମ୍ବାଦିକ ବାବୁ ଆପଣ ଜଣେ BJD ଲୋକ,
@durgashish90
@durgashish90 2 ай бұрын
👍 good question
@PrabiraSahoo-j9m
@PrabiraSahoo-j9m 2 ай бұрын
ଏ ପାଗଳ ସରକାର
@BiduutaravaSahoo
@BiduutaravaSahoo 2 ай бұрын
The CBI investigation against Nabina and Pandiyan
@Ambassador_Christ
@Ambassador_Christ 2 ай бұрын
BJP will be nomore bcos BJP has also given their consent in all matters.
@rajeshmohanty8469
@rajeshmohanty8469 2 ай бұрын
Sabu opadiba kichi rakhibani
@srinibassamal604
@srinibassamal604 2 ай бұрын
But no body can predict who will be arrested and not arrested. The Law is equally applicable to all citizens of India.Law will take its own course.
@kalpataruparida2239
@kalpataruparida2239 2 ай бұрын
ଝିଅ ବାହାଘର, ପାଇଁ, - ନେଇ - ଏ ?
@nabikasriutkalsourav4807
@nabikasriutkalsourav4807 2 ай бұрын
ଆଗୁରୁ ହେଉଥିଲା ବୋଲି କଣ ସବୁବେଳେ ହେବ.... ଅନ୍ଧବୁଦ୍ଧିଜୀବୀ ମୁଣ୍ଡରେ ଗୋବର.... ବିଧାନସଭାର ରୁଲ୍ ବୁକ୍ ମାର୍ଗଦର୍ଶିକା ପଢିକି ବାଇଟ ଦିୟରେ ବାଇଆ, ମାଗି ଖିଆ ବୁଢ଼ା.... ହଇରେ ରବି ଦାସ ତୁ କିଏ ବେ?
@ManojPradhan-uv6fg
@ManojPradhan-uv6fg 2 ай бұрын
ଏ ମୂର୍ଖ ଚମଚାକୁ କାହିଁକି ପଚାରୁଛ
@pradeepnayak3392
@pradeepnayak3392 2 ай бұрын
Jadi odisha bjp ra sat sahasa achhi tebe naveen babunku arrest kariba.
@bidyutranjanpradhan652
@bidyutranjanpradhan652 2 ай бұрын
ଭାଗ୍ୟ ତୁମକୁ ସମ୍ପତ୍ତି /ରାଜପଦ ଦେଇପାରେ , ବାକି ତାକୁ ରଖିପାରିବ ତୂମର ଯୋଗ୍ୟତା ।
@hiranyasahoo3548
@hiranyasahoo3548 2 ай бұрын
ମୁକେଶ ମହାଲିଙ୍ଗ ଗୋଟେ ପାଗଳ
@PremanandaPalei
@PremanandaPalei 2 ай бұрын
Ea.bjd.chamacha
@Ambassador_Christ
@Ambassador_Christ 2 ай бұрын
Why? He is telling the truth . If you don't have guts then don't listen
@gagansamal296
@gagansamal296 2 ай бұрын
Minister 's lack of knowledge, his statement is malicious
@srinibassamal604
@srinibassamal604 2 ай бұрын
The leaders who have committed crime have been arrested including ex Prime Minister and ex chief minister in India. Without crime arrest normally doesn't happen.
@PrasannaKumarMalik-eh5uo
@PrasannaKumarMalik-eh5uo 2 ай бұрын
Pari,bebina,mamita,ruchika,itisree,madhabilata,bidyabharati,madhu smita,sradhanjali,tikina,pihu,aditya,soumya ekane ki naya paichhanti
@something40
@something40 2 ай бұрын
😂
@nageshkumardandpat9581
@nageshkumardandpat9581 2 ай бұрын
Rabi Babu ra chatukar bhala laguchhi.
@SAGARODISHA500
@SAGARODISHA500 2 ай бұрын
Pagala hegaleni minester .
@MrupyunjayaPradhan
@MrupyunjayaPradhan 2 ай бұрын
ମହାଲିଙ୍ଗ ବାବୁ ତମ ବାପ ପାଗଳ ଥିଲେ କିନ୍ତୁ? ମୂର୍ଖ ଟା, ଛି
@biswambarsahoo6344
@biswambarsahoo6344 2 ай бұрын
You are from the beginning support to BJD always...
@BasantaBehera-gl3li
@BasantaBehera-gl3li 2 ай бұрын
ଆଗ ରାଜ୍ୟ ପାଳ ପୁଅ କୁ ଅlରେଷ୍ଟ କର ତାପରେ ଦେଖିବା
@SibanarayanaDas
@SibanarayanaDas 2 ай бұрын
ଯେଉଁଠି ମୁଖ୍ୟମନ୍ତ୍ରୀ ମାନେ ଜେଲ ଯାଉଛନ୍ତି? ଏଠି ରାଜ୍ୟପାଳ ତ ତାଙ୍କ ପୁଅ ନୁହନ୍ତି. ଗିରଫ ରେ ଅସୁବିଧା କେଉଁଠି? ଯେଉଁଠି ଅଣ ଓଡ଼ିଆ ଆସି ଓଡିଶା ରେ ଓଡ଼ିଆ ଙ୍କୁ ବାଡ଼େଇବ ଏଇଟା ବୋଧେ ଓଡ଼ିଆ ଅସ୍ମିତା?
@SAGARODISHA500
@SAGARODISHA500 2 ай бұрын
Bachal hegaleni minester
@DeepaksatpathyDeepaksatpathy
@DeepaksatpathyDeepaksatpathy 2 ай бұрын
Hema ke gane Marwadi
@baralsubash7787
@baralsubash7787 2 ай бұрын
Mahalinga Babu dharaku sara manekaruchanti.
@Ajitmuni.
@Ajitmuni. 2 ай бұрын
ଡରାଉଛନ୍ତି
@dilliptripathy8813
@dilliptripathy8813 2 ай бұрын
ହାଲି ହାଲି ଡାଆଣି ଘୁଅ ଖାଉଛନ୍ତି
@sanjibkar7495
@sanjibkar7495 2 ай бұрын
Minister already mentioned the act against it .If you don't know you should ask our youngest minister Mr.Suraj & he can explain details as per Indian constitution .😂
@gitanjalibehera9648
@gitanjalibehera9648 2 ай бұрын
CM sir apan a arrest bisaya re kn kahibe ?
@AsokakumarDas-m5z
@AsokakumarDas-m5z 2 ай бұрын
ପାଦ ଚଟା ରବି ଦାସ
@shreekiduniya9144
@shreekiduniya9144 2 ай бұрын
law kana kahuchhi seita kuhantu
@bibhutidas6785
@bibhutidas6785 2 ай бұрын
Kichi janini,Nua nua mantri.
버블티로 부자 구별하는법4
00:11
진영민yeongmin
Рет қаралды 18 МЛН