KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ସିସିଟିଭି କହିଦେଲା ମିଛୁଆ ଡ୍ରାଇଭରର ସତ...ନେତାଙ୍କୁ ଧକ୍କା ଦେବା ପରେ ଗାଡିରୁ ଓହ୍ଲାଇ ଏମିତି କରିଥିଲା ଡ୍ରାଇଭର
4:25
କାଳ ରାତିର କଳା କାହାଣୀ ବଖାଣିଲେ କାର୍ ଡ୍ରାଇଭର | BJP Leader Attacked in Sambalpur | Road Accident | OR
8:32
Что будет если украсть в магазине шоколадку 🍫
00:39
1% vs 100% #beatbox #tiktok
01:10
So Cute 🥰 who is better?
00:15
My scorpion was taken away from me 😢
00:55
କ୍ୟାମେରା ସାମ୍ନାକୁ ଆସିଲା ହାଇୱା ଡ୍ରାଇଭର, BJP ନେତାଙ୍କୁ କେମିତି ମାରିଲା ସବୁ ଖୋଲି କହିଲା Sambalpur Incident
Рет қаралды 381,320
Facebook
Twitter
Жүктеу
1
Жазылу 2,9 МЛН
Odisha Bhaskar
Күн бұрын
Пікірлер: 315
@Ramesh-Podh
16 күн бұрын
ଭାଇ ସେମାନେ ନେତା ଥିଲେ ବଲି ଏତି କି ପ୍ରଶ୍ନ କରୁଛ ପବ୍ଳିକ ହେଇଥିଲେ କିଛି ପଚାରି ନ ଥାନ୍ତ
@ishwarchandra3980
16 күн бұрын
ମୂର୍ଖ ଏଇଟା ହତ୍ୟା ଅଭିଯୋଗ ହେଇଛି ! ତେଣୁ ବୁଲାଇ ବଙ୍କାଇ ପଚାରୁଛନ୍ତି !
@ganeshkujur5491
16 күн бұрын
@@ishwarchandra3980tame pura sikhit aau se Mane kichi ta kahi thibe thik haiche..
@Akashme3749
16 күн бұрын
Bhai ki prakar re neta aan janicha tme ni jani Kari kichi faltu katha nai kaha aamr gaa ra semane hela@@ChinuPattnayak
@laxmikantatandi8706
16 күн бұрын
100%
@antaryamimishra449
16 күн бұрын
Right
@rajendrasetha7077
16 күн бұрын
ସାଧାରଣ ଲୋକ ମରିଗଲେ ମିଡ଼ିଆ ଭାଇ କୁଆଡେ ଯାଉଛ
@SibaniBisoyi-s1w
15 күн бұрын
Right bhai
@arr-h7v
15 күн бұрын
Driver lokanka ei mentality pain sadharana loka bi maruchanti
@SouravSahu-p7o
15 күн бұрын
Tanka ghare khira pianti time na thaye,tanka mile ni
@shyampaligudia3550
16 күн бұрын
ଭାଇ ମାନେ ସେମାନେ ନେତା ବଳି ଏମିତି ପ୍ରଶ୍ନ କରୁଛ ପବ୍ଲିକ ହେଲେ ବାଳ ପଚାରି ନ ଥାନ୍ତ
@josephkimbaka3613
16 күн бұрын
ଏମିତି ଲୋକଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ ନ ହେଲେ ଆଉ କେତେ ଜଣ ପ୍ରାଣ ହରାଇବେ... ଏମାନେ ମହା ମୂର୍ଖ ଲୋକ... ଶେଷରେ ଆଉ କାହା ନାମ ନେଇ କହିବେ କି ସେମାନେ କହିବା ଦ୍ବାରା ଏମିତି କଲି ବୋଲି... ମଦ ଯୋଗୁଁ ତ ଏ ସବୁ ର ନାଟ...
@CreationOdia1234
16 күн бұрын
ମଦ କୁ ଓଡ଼ିଶା ରୁ ହଟାଓ ମଦ ପିଇ ଗାଡ଼ି ଚଲେଇଲେ କଣ ହେବ ଯାହା ହେବା କଥା ହେବ ଓଡ଼ିଶା ସରକାର ବିରୋଧୀ ରେ ଥିଲା ବେଳେ ଗଳା ଫଟେଇ କହୁଥିଲେ ଓଡ଼ିଶା ରୁ ମଦ ହଟାଓ ଏବେ ନିଜେ ସରକାର ଅଛନ୍ତି ମଦ ହଟାଅ ଓଡ଼ିଶା ବଞ୍ଚାଅ ନଚେତ୍ ଏମିତି ସବୁ ମରିବେ
@DharanidharBehera-t5t
15 күн бұрын
Ago mohan majhi ku hatao odisha banchao
@sissis8654
16 күн бұрын
ଏ, ଶଳା ପୁରା ଟାଉଟର ଏହା କୁ ଚିକେନ ପରି ଫ୍ରାଇ କରାଯାଉ
@MahendraBariha-tw2zh
16 күн бұрын
A.mga timr cmt tautr dui patty madha pigtail.
@PradeepSabar-m2y
16 күн бұрын
Tubi neta he chu heter lagi henta lekhe chu
@chittaranjanmajhi6738
15 күн бұрын
Mu bi driver, hele madua driver ku support karunahi. Taku danda milu
@sudhirthnksbroderspicforkh7056
16 күн бұрын
ଏନ୍ କାଉନ୍ଟର କରିଦିଅ ମାମଲା ସଫା ତା ଇଗ ଉପରେ ଜାଇ ଦେଖେଇବ
@suryasuryaentertainment7575
16 күн бұрын
ଆରେ ମେଡ଼ିଆ ଭାଇ ମାନେ ତାକୁ ପୁରୀ ନେଇ ଯାଅ ପାପର ପ୍ରାୟଶ୍ଚିତ ହେବ ତୁମେ ଜାଣି ସବୁ ପଚାରୁଚ ତୁମେ କଣ ଅନ୍ଧ କି ଏ ସବୁ ମିଛ କହୁଛି ଆଉ ତାର ମାରିବାର ପ୍ଲାନ ଥିଲା ସେ ମାରିଲା ଆଉ ତାକୁ ଆଜୀବନ ସଜା ଦିଆ ଯାଉ.
@MoheswarRetta
16 күн бұрын
ଜାଣିଶୁଣି ଦୁର୍ଗ ଘଣା କରିଛି ଡ୍ରାଇଭରର ବୟାନରୁ ଜଣାପଡୁଛି,
@pptransport7046
16 күн бұрын
ମଦ ପେଇଦିଅ ସବୁ ସତ କହିବ ନାହିତ ଥାଡଡିଗ୍ରୀ ଲଗୁକଲେ ସତ ବାହାରିବ ଥରେ କରି ଦେଖନ୍ତୁ।
@KunujaniKunujani
16 күн бұрын
ଆରେ ମିଡ଼ିଆ ସୋଡା ହାରାମି ମାନେ ପ୍ରଶ୍ନ କରୁଛ ,ଗରିବ ର ଅସୁ ବିଧା ହେଲେ ପଚାରୁଚ କି,।
@SurendraNaik-s4f
16 күн бұрын
ସବୁ ରାଜ୍ୟରେ ମଦ ମିଳୁଛି କ'ଣ ଅନ୍ୟ ରାଜ୍ୟ ରେ ଆସ୍କିଣ୍ଡେଟ ହଉ ନାହିଁ କି
@PratimaSarangi-fg7wd
16 күн бұрын
ଅଜାଣତରେ ମାରିବା ଆଉ ଜାଣି କରି ମାରିବା ଭିତରେ ବହୁତ ଫରକ୍ ଅଛି
@GhanaBhoi-q3n
15 күн бұрын
Ki a kahila sabu rajyare madamiluchi boli kebala odishare hi madam miluchi
@lalitmohanmohapatra8761
16 күн бұрын
ଏଇଟାକୁ ତମେ କଣ କହୁଛ ? ଏଇଟା କୋଉ ଭିଆଇପି କି? ଆକୁ ଠିଆକରି ଗୁଳି କରାଯାଉ । ନଚେତ୍ ସେ କେତେ ଲୋକ ମାରିପାରେ ?
@santoshsuna5558
15 күн бұрын
Right bhai
@chittaranjanmajhi6738
15 күн бұрын
Correct 👍
@SwadharmaOdisha
16 күн бұрын
ଏମାନେ ସତ କହୁନାହାନ୍ତି।।ଲାଗୁଛି।ଦୁଇ ଦୁଇ ଜଣକୁ ମାରିଛନ୍ତି ଟିକେ ବି ଦୁଃଖ ନାହିଁ କି, ଅନୁତାପ ର ଛାପ ହିଁ ନାହିଁ। ସଂଦେହ
@manojkumarbehera3655
15 күн бұрын
ଏ ଶଳା କୁ ଆଜୀବନ କାରାଦଣ୍ଡ ଦିଆଯାଉ 🙏🙏🙏🙏🙏
@sarojakumarbiswal8148
16 күн бұрын
ଏମାନେ ନିଉଜ ୱାଲା ନା ଓକିଲ?
@pratapjena1193
16 күн бұрын
ଏ ଗୋଟେ ପାଗଳ, ଆଗକୁ ବଡ଼ ବିପଦପୂର୍ଣ୍ଣ
@PradyumnaPanda-dv6tb
16 күн бұрын
ବିଜେଡି ର ହାତ ଅଛି ଡ୍ରାଇଭର ମିଛ କହୁଛି
@Childrenstory78
16 күн бұрын
Jaha heichi vala heichi emiti kichi ta marile sabu line ku asijibe
@ganeshkujur5491
16 күн бұрын
Bhai bjd ra hata nahin driver ra hata achi😅😅😅
@bolangirboybgr550
16 күн бұрын
Bjp plan ke dekha 😀😀😀
@subhransusahu3974
16 күн бұрын
Tu Banda kn bujhilu bjd ra. Hata nai bjp ra a drama
@DeepakKumarSahoo-tw6gc
16 күн бұрын
Bhai badhia kama karicha ,neta mane kahara nuha se jeun party ta hau ,mu tamaku full support karuchi ,good job
@RanjanPradhan-i9r
15 күн бұрын
ସିଏ କିଛି ବି କରିନି.........ସେମାନଙ୍କର ମୁତ୍ୟୃର ସମୟ ଆସି ଯାଇଥିଲା.........ଯମ ତା ଦ୍ୱାରା ସେମାନଙ୍କୁ ମାରିଦେଲା..........ସୃଷ୍ଟିର ନିୟମ
@fanmade5008
15 күн бұрын
ଆଉ ଆପଣ ଏ ମହାନ ସୂଚନା ଦେବାର କାର୍ଯ୍ୟ ଭାର ସମ୍ଭାଳିଛନ୍ତି
@suvendukumarsuvendukumar6445
16 күн бұрын
My dear brothet odisha me mr jogi ji ka sasana darakar jay jaganath
@U-AngryBird
16 күн бұрын
Unh... Nija jaga re Kan Tadu chanti Yogi Sabu neta choro RIP
@dumarbhatra7910
16 күн бұрын
Yogi magya gai kati bikuchi mansha andhabhakta kichi janiparuno.
@kuidinakandhamal7070
16 күн бұрын
ଭୁଲରେ ଥରେ ଧକ୍କା ହୁଏ ବାରମ୍ବାର ହେବା ଠିକ ମନେ ହେଇନି ମୋତେ
@sameerjena931
15 күн бұрын
ସାଧାରଣ ମଣିଷ ହେଇଥିଲେ ।କିଏ ପଚାରିବେନି। ସାଧାରଣ ମଣିଷ ମଣିଷ ନୁହେଁ।
@EshwarBhakti-ii9nk
16 күн бұрын
Bahut badhia inquiry. .
@tanka42
16 күн бұрын
ଏ ମାଜ୍ଞା କୂ ଫାଶୀ ଦିହଯାଉ ଭଲସେ ଇନ୍କୟାରୀ ସବୁ ପ୍ଲାନ ନିଦରେ ନାଇଁ ସେ
@SanuPradhan-um5ky
16 күн бұрын
tu,magaea
@jolimurmu6601
15 күн бұрын
Se jani suni Mari deichhi
@ramanandabiswal4334
15 күн бұрын
ଭଲ ହେଲା
@KKFamilylifediary
15 күн бұрын
ଏ ଭଳି ଡ଼୍ରାଇଭର ମାନଙ୍କର ଲାଇସେନ୍ସ କାନ୍ସେଲ କରି ଫାଶୀ ଦେଇଦେଲେ ଆଉ ଏଭଳି ସାହାସ କରିବେନି। ତା ସାହାସ ଦେଖ ।
@chintamanimajhi640
15 күн бұрын
ଏ ହାରାମି ଡ୍ରାଇଭରକୁ ଫାଶୀ ଦିଆଯାଉ
@maminajena6386
16 күн бұрын
ସାର ଆପଣ ମାନେ କଣ ପାଁଇ ଡ୍ରାଇଭର କୁ ପ୍ରେସର କରୁଛ
@PratimaSarangi-fg7wd
16 күн бұрын
ଆଉ କଣ ତୋତେ ପ୍ରେସର କର।ହେବ ଏ ବାବଦରେ ତମେ ତାହେଲେ କିଛି ଜାଣିଛ
@Rajanprusti
15 күн бұрын
Alo mamina tu kichhi janiparunu tu bayani ta ki...
@saiprasannadas9873
16 күн бұрын
Daily road ରେ accident heuchi, media ଵାଲା ଏମିତି inquiry କରୁଛନ୍ତି
@Adityachanle
15 күн бұрын
Bhai bhala karichu
@Bluerlame
15 күн бұрын
ଇତାର ଭିତରେ ବହୁତ ବଡ ରହସ୍ୟ ଅଛେ ଭଳିଆ ଲାଗୁଛେ
@JayBamanVeer04
16 күн бұрын
ଯଦି ନିଦ ମାଡୁଥିଲା ତ ସୋଇପାରିଥାନ୍ତ | ତାହା ନକରି ଲୋକଙ୍କୁ ମାରୁଛ, ଲାଜ ଲାଗୁନାହିଁ
@prafulladash6726
16 күн бұрын
Licence Cancel Heu.Bou Giha ku Phasi DiaJau.
@suvendukumarsuvendukumar6445
16 күн бұрын
ଓଡିଶା ରେ ମେଡିୟ ପ୍ରଚାର ଦରକାର ନାହିଁ
@nidhiramjena2398
16 күн бұрын
ଏ media ଵାଲା ଏତେ ପ୍ରଶ୍ନ କାହିଁକି ପଚାରୁଛନ୍ତି,
@user-premanada
15 күн бұрын
ବିଜେଡି ଠାରୁ ଟଙ୍କା ନେଇ ମାରିଛି ଏଥିରେ ସନ୍ଦେହ ନାହିଁ
@BiswanathJani-yy9te
16 күн бұрын
ଆଗରେ ଓଡିଶା ରେ ମନ୍ଦ ବନ୍ଦ କର ତାପରେ ଏ ସବୁ ଘଟଣା ବନ୍ଦ ହେବ ଏ ସବୁ ମନ୍ଦ ଯୋଗୁଁ ଘଟୁଛି
@mr.sanjayinformationdiscov3282
16 күн бұрын
ସୁପାରୀ କିଲର କୁ ଫାସୀ ହେଉ 💀
@jolimurmu6601
15 күн бұрын
Right...
@paridarmanas6377
16 күн бұрын
ମିଛ କହୁଛି
@JaySreeRam452
15 күн бұрын
ଜାଣି କି ମାରିଛି ।କାହା କଥାରେ ମାରିଛି
@BenudharMajhi-oj2dd
15 күн бұрын
ଡ୍ରାଇଭର ମହାସଂଘ ଜିନ୍ଦାବାଦ। ଏମିତି କରିଚାଲ ❤❤❤
@PramodBhai-hf4ke
16 күн бұрын
20 ବର୍ଷ ଜେଲ,,, ମଦ ପିଇ,,
@SumantaSahu-mi1ve
16 күн бұрын
ବିଜେପି vs ବିଜେପି
@anilkumarmahapatra4824
16 күн бұрын
PUSPA JHUKEGA NEHIN
@sambitmm7287
16 күн бұрын
ନଦୀନ ଚାଚା ର ଅସଲ ରୂପ
@HarekrushnaSwain-l9t
16 күн бұрын
କାହାର ଜୀଵନ ନେବା ଏମାନଙ୍କର ଏମାନଙ୍କ ଅଧି କାର ନାହିଁ ଫାଇନାଲ ଫାଶୀ 🙏🙏🙏
@jitenmirdha6461
16 күн бұрын
ଦୁଇ ହାତ କାଟିଦେଲେ ବି ହେବା ସାର୍
@B.Sankar-sq5pm
15 күн бұрын
Right,,,,Jiban neba driver ra Kama nuhe
@achyutamajhi5509
15 күн бұрын
ବିଜେଡି ନେତାମାନେ କହିଥିବେ ମାରବାଲାଗି ସଲାଠକୁଛି ଭଲକରି ପଚର
@susantadas7242
16 күн бұрын
Cbi janch kara jau
@PinkeswarBhoi
16 күн бұрын
Driver janishuni emiti ghatana karichhi e bhula bayan dauchhi
@kiranrautaray3898
16 күн бұрын
Phasi dia
@arjunsahu7919
16 күн бұрын
ବାଇଶି ହେଉ
@Kalundia436
16 күн бұрын
Body language ru ଯାହା ଲାଗୁଚି supari killer .
@Riyasmile143
16 күн бұрын
Bahut bhal kam karla
@ssahu6657
16 күн бұрын
ପୋଲିସ୍ ଇମାନ କୁଁ ଏତେ ଇଙ୍କ୍ୱାରୀ କର୍ ବାର୍ କେ ପାର୍ ମିସନ୍ କେନ୍ତା ଦେଲା।
@niharranjan5009
16 күн бұрын
ବିଜେପି ବିଧାୟକ ଗୋଟିଏ ଗୋଟିଏ ସବୁ ମରିବେ ବୁଢା ବୁଢ଼ୀ ଓ ଭିନ୍ନକ୍ଷମ କ ଅଭିଶାପ ପଡୁଛି ଗୋଟିଏ କଥା କହି ଅନ୍ୟ ଗୋଟିଏ କରୁଛନ୍ତି
@pravatpatra6398
15 күн бұрын
Right
@PradeepKuDas-ls5xf
15 күн бұрын
ସବୁ କେଶ୍ କୁ ମିଡିଆ ବନ୍ଧୁ ମାନେ ଏପରି ଭାବ ରେ ଯଦି ପଚାରନ୍ତି ଭଲ ହୁଅନ୍ତା
@ManitaBhatra-wr6wo
15 күн бұрын
Very good daraibar 🙏🙏
@manasamajhi8925
15 күн бұрын
ଜଣେ ସାଧାରଣ ମଣିଷ ଯଦି ହେଇଥିଲେ କିଛି ନାଇଁ, ନେତା ହେଲା ବୋଲି ଏତେ ପଚାରୁଛ
@gopalmarndi9205
16 күн бұрын
ମିଡିଆ ମାନେ ବାହାଦୂରୀ ଦେଖାଉଛନ୍ତି, ଯେ ଆମେ ଆସାମୀ କୁ କେମିତି ଜେରା କରୁଛୁ। କାରଣ ଇଏ ଜଣେ ସାଧାରଣ ମଣିଷ।
@ODIACRIMESTORYOFFICIAL
16 күн бұрын
Immediately action neba darkar
@RohitkumarSethy-tn3jm
16 күн бұрын
A driver ku third degree darkar
@Nirashkumarnayak
15 күн бұрын
ଭାଇ ମିଡ଼ିଆ ଏତେ ନୀଚ ଝିଅ ହଉ ପୁଅ ହଉ ଏତେ ମାନସିକତା ହିନ, ଡ୍ରାଇବାର ସତ କହିଲା ପରେ ବି ଏତେ ପ୍ରଶ୍ନ, ଛି ଛି,
@mohanmeher3448
16 күн бұрын
Narco test require
@BinodDora
15 күн бұрын
Bhala hela
@pravashmallick9561
16 күн бұрын
Encounter karajau No Jail
@Jay_Jagannath-f1k
16 күн бұрын
ତମେ ପଚାର ୪ ରିଥର ମାରିଦେଲା
@bijaykumarmarandi4047
15 күн бұрын
Mari deichho BHALA Karichha Bhai😅
@pravatpatra6398
15 күн бұрын
Right
@Odiamotivational-r3h
15 күн бұрын
ସାଧାରଣ ଲୋକ ଥିଲେ ତମେ ସବୁ କୁଆଡେ ଯାଅ ତମେ ବି ଭାସ୍ତୂ ହୁଅନି ତମ ଉପରେ ବି ଚୋଡ଼ିବ 🎂
@pinku881
15 күн бұрын
May be pre planning May be e take ପଇସା ଦିଆ ହିଁ ଥିବା E thakuchhe
@TejasWorld123
15 күн бұрын
ମୁଖ୍ୟ କଥା ସବୁ ପଚାର ଫାଲତୁ କଥା କେତେ ଜଣ ପଚାରୁଛନ୍ତି
@AjayMalik-ql1cw
15 күн бұрын
ଫାସୀ ଦିଆଯାଉ 😡😡😡😡
@DillipKumar-zv5mw
16 күн бұрын
ଏ ଟୋକା ଟା ଡlହା ମିଛ କହୁଛି, ହଉ ଦେଖିବା ରାଜନୀତି କିଏ କରୁଛି
@amitmallick9025
16 күн бұрын
ମିଛ କହୁଛେ ହୋ😢
@sanjibpradhan4159
14 күн бұрын
ଏତାକୁ ଏନ କାଉଣ୍ଟର କରାଯାଉ
@rameshmeher656
15 күн бұрын
ସେ ଲୋକ ର ସବୁ ଯାଞ୍ଚ କରାଯାଉ ସବୁ ସତ ବାହାରିବ
@sadanandapurohit4913
15 күн бұрын
ଆପଣ ପାରିବେନି ପୋଲିସ ଚାହିଁଲେ ସତ ବାହାର କରିପାରିବେ
@Dhruba-e7o
16 күн бұрын
ସବୁ ମିଛ,,
@subhransudalai8360
16 күн бұрын
ସେ ଚାରିଥର ଧକା ଖାଇବା ଯାଏ କାଇଁ ଅପେକ୍ଷା କରୁଥିଲେ
@jitenpatel9493
15 күн бұрын
କାହିଁକି ପଚାରୂଛୂ ଏତାକୁ ଫାସୀ ଦିଅ
@shortsvideo949
15 күн бұрын
Direct ଫାଶୀ ଦୀୟ । ସୁପାରିଶ ଅନୁସାରେ କରୁଛି।ବିଜେଡି ଅମଳରୁ ଖସୁଛି।
@goutamnahak5147
15 күн бұрын
Incounter kari diyantu
@Radhakanta_Music_Official
15 күн бұрын
ଆମ ସମ୍ବଲପୁର ଜିଲ୍ଲା ରେ ବି ଏମିତି muder କରିବା ଲୋକ ଜନ୍ମ ହୋଇଛନ୍ତି ଆଜି ମୁଁ ପ୍ରଥମେ ଦେଖିଲି ଜାଣିଲି ଛିଛି😢
@manojkumarbehera3655
15 күн бұрын
ଏ ଶଳା ମିଛ କହୁଛି
@biswanathmajhimajhi2130
16 күн бұрын
Driver ra sabu ✋ hat au leg 🦵Kati dia jeba katha
@akashkumarkanhar9765
16 күн бұрын
Driver ra CDR check kara sabu jana padi jiba
@sagarofficial493
15 күн бұрын
ମିଡ଼ିଆ ବାଲେ ପୋଲିସ ର କାମ କରୁଛନ୍
@SanjibSingh-c9f
15 күн бұрын
Sanjib singh
@Prashant2819
15 күн бұрын
Reoprter maane faaltu questions pacharauchhan. Point to point questions nai jaanbar pachreyi. Nijar nijar bhitre confuse hei jaauchhan excitement re. Dhetttttt....
@Monalik608
15 күн бұрын
Bhal hoicha 😅😅
@prasanttiwari-md1zz
15 күн бұрын
Taku kana pai ate pachharuchha fasi re jhule dhia
@PramilaMajhi-q3y
15 күн бұрын
Driver bhai vala karicha
@bptec4316
15 күн бұрын
#ମଦ ବନ୍ଦ#😢😢😢😢
@GoutamRautray
16 күн бұрын
😢😢😢😢
@AnilKumar-b9g4q
15 күн бұрын
😂 very good
@babub4u901
15 күн бұрын
ନବ ଦାସ କେଶ୍ ଭଳିଆ 😀 ଏମିତି ବର୍ଷକୁ ଚାରି ଛଅଟି ନେତା ମନ୍ତ୍ରୀ ମଲେ ଅଳିଆ ଆବର୍ଜ୍ଜନାରୁ ମୁକ୍ତି ହେବ 🤣🤣🤣 ନାଁ ଥିବ ବାଉଁଶ ନାଁ ବାଜିବ ବଇଁଶୀ 😀
@sambalpurialoverniranjan8616
16 күн бұрын
Eta k fasi diya
@MahendraBehera-g8w
16 күн бұрын
Bina galti re kihe nai chepe ho semane kahu chhan ki j Khali amku dhusla bali ky j dhusla j heta ta nai kahebar
@JatindraNaik-wd2mp
16 күн бұрын
ram
@sanjibpradhan4159
14 күн бұрын
ଇ ସଲା ସବୁ ଠକୁଛେ
4:25
ସିସିଟିଭି କହିଦେଲା ମିଛୁଆ ଡ୍ରାଇଭରର ସତ...ନେତାଙ୍କୁ ଧକ୍କା ଦେବା ପରେ ଗାଡିରୁ ଓହ୍ଲାଇ ଏମିତି କରିଥିଲା ଡ୍ରାଇଭର
Odisha Bhaskar
Рет қаралды 282 М.
8:32
କାଳ ରାତିର କଳା କାହାଣୀ ବଖାଣିଲେ କାର୍ ଡ୍ରାଇଭର | BJP Leader Attacked in Sambalpur | Road Accident | OR
Odisha Reporter
Рет қаралды 120 М.
00:39
Что будет если украсть в магазине шоколадку 🍫
Miracle
Рет қаралды 3,2 МЛН
01:10
1% vs 100% #beatbox #tiktok
BeatboxJCOP
Рет қаралды 67 МЛН
00:15
So Cute 🥰 who is better?
dednahype
Рет қаралды 19 МЛН
00:55
My scorpion was taken away from me 😢
TyphoonFast 5
Рет қаралды 2,7 МЛН
3:05
ପୋଲିସର ଥାର୍ଡ ଡିଗ୍ରୀ ପରେ..ବିଜେପି ନେତାଙ୍କୁ ହତ୍ୟା ପାଇଁ କିଏ ଦେଇଥିଲା ସୁପାରି କହିଲା ଅଭିଯୁକ୍ତ..
Odisha Bhaskar
Рет қаралды 115 М.
6:26
Train Accident : ବଞ୍ଚିବାକୁ ଯାଇ ମରିଗଲେ ! | Major train accident at Jalgaon Pachora | Odia News
News18 Odia
Рет қаралды 836
7:49
Shocking CCTV Footage of Truck Hitting the Car | ସିସିଟିଭିରେ ଗାଡ଼ି ଚଢ଼ାଇ ହତ୍ୟା ବେଳର ଦୃଶ୍ୟ | Sambalpur
Nandighosha TV
Рет қаралды 85 М.
5:12
ରାସ୍ତା ଉପରେ କାର୍କୁ ଅଟକାଇ ଘେରିଗଲେ ଗୋମାତା.. ଖୋଜୁ ଖୋଜୁ ଜଣାପଡିଲା ସତ
Odisha Bhaskar
Рет қаралды 599 М.
16:32
ହଠାତ୍ ନିର୍ଜୀବ ହୋଇଗଲେ ସମସ୍ତ ଯାତ୍ରୀ ଓ ପାଇଲଟ୍, ତଥାପି ଆକାଶରେ ଉଡୁଥିଲା ବିମାନ
Odisha Bhaskar
Рет қаралды 1,6 МЛН
4:44
ମୁଣ୍ଡ ଅଲଗା କରି ଗୋଡ଼ ଧରି କାନ୍ଦୁଛି ଲକ୍ଷ୍ମୀଧର ! ସ୍ତ୍ରୀ କଥାରେ ପଡି କରିଦେଲା ଏମିତି...
Odisha Bhaskar
Рет қаралды 197 М.
3:27
ଭୟଙ୍କର ଦୁର୍ଘଟଣାରେ ବସ୍ ହୋଇଗଲା ଗୁଣ୍ଡ... ରାସ୍ତାରେ ଗଡିଲା ୪ ମୁଣ୍ଡ, ପୋଲିସ ଦେଖି...
Odisha Bhaskar
Рет қаралды 35 М.
6:35
Bhubaneswar Murder Case Today: Sister Breaks Down in Tears After Losing Her Brother | Watch
Nandighosha TV
Рет қаралды 228 М.
6:29
ହତ୍ୟାର ଶିକାର ହୋଇଥିବା ସହଦେବଙ୍କ ଘରେ ପହଞ୍ଚିଲେ ରାଣୀ... ଘୋଷଣା କଲେ ସାହାଯ୍ୟ...
Odisha Bhaskar
Рет қаралды 579 М.
5:26
ଛେଳି,ବୋଦାଙ୍କ ଲୁହର ଅଭିଶାପ ପଡିଗଲା କି କିଶୋର ଭାଇନା ଉପରେ | Kishore Mutton | Bhubaneswar News | A1 ODIA
A1 ODIA
Рет қаралды 1 МЛН
00:39
Что будет если украсть в магазине шоколадку 🍫
Miracle
Рет қаралды 3,2 МЛН