ପରୀକ୍ଷା ଖାତା ଦେଖି ସାର ହୋଇଗଲେ ବେହୋସ, ଏମିତି ଉତ୍ତର ଲେଖିଲେ ସାରା ଓଡ଼ିଶାରେ ହେଲା ଭାଇରାଲ

  Рет қаралды 616,123

Odisha Bhaskar

Odisha Bhaskar

Күн бұрын

Пікірлер: 329
@j-skm914
@j-skm914 2 жыл бұрын
ଏ ଗୀତ ଏମିତି ପ୍ରସିଦ୍ଧ ହେଲା ଯେ ଭୋଟ ପ୍ରଚାର ରେ ବି ଲଗେଇଲେ, ଆଉ ଶେଷ ରେ ପରୀକ୍ଷା ଖାତା ରେ ପହଁଚିଲା😄😄😄😄👌
@_RRGAMER
@_RRGAMER 2 жыл бұрын
Sahi h
@ashoksi3231
@ashoksi3231 2 жыл бұрын
ଏ ହେଉଛି ଦଣ୍ଡମୁକ୍ତ ସ୍କୁଲର ପରିଣାମ। ଏଥିପାଇଁ କେବଳ ସରକାର ହିଁ ଦାୟୀ। ଏଇଟା କେବଳ ଟ୍ରେଲର ଥିଲା ଆଗକୁ ଦେଖ ଆହୁରି କେତେ କଣ ହଉଛି। 😀
@doubleadoubleagang9378
@doubleadoubleagang9378 2 жыл бұрын
😂😂😂😂
@samikhyaparida1514
@samikhyaparida1514 2 жыл бұрын
Hm aeta samanya katha agaku auri kn kn haba thik nahi😂😂
@uttambaba6800
@uttambaba6800 2 жыл бұрын
Sola patho chhadi mobile dhari game khelibe au nungurae be tapare sarkar dayi valo bahuto valo...
@BadBoy-jv7ci
@BadBoy-jv7ci 2 жыл бұрын
Chhua patha padhibeni khali gua ghia vdo dekhibe ethi pain pi government dayi waa bhai 😂👍🏻
@keertanakeertana3433
@keertanakeertana3433 2 жыл бұрын
Pila nku tike punishment deu deu.. Ehi medea bhai mane pahanchi jibe.... Pila nku dara nahin... Jouthi bhaya nahin sethi bhakti kouthu asiba?
@rajpravat379
@rajpravat379 2 жыл бұрын
ଗୁଆ ଘିଅ ଗୁଆ ଘିଅ 😛😛😛😛 like ଦିଅ ରେ 🤥
@doubleadoubleagang9378
@doubleadoubleagang9378 2 жыл бұрын
😂😂
@Dharua479
@Dharua479 2 жыл бұрын
Like ku nee ki hua ghia re bhaji khae dia
@Chitta626
@Chitta626 2 жыл бұрын
ଧନ୍ୟବାଦ୍ ଓଡ଼ିଶା ଶିକ୍ଷା ବ୍ୟବସ୍ଥା। ଧନ୍ୟବାଦ୍ ଓଡ଼ିଶା ଶିକ୍ଷା ମନ୍ତ୍ରୀ।
@kmcreation.5124
@kmcreation.5124 2 жыл бұрын
ଓଡ଼ିଶା ଯେମିତି No-1 ସେମିତି ପ୍ରଶ୍ନ ର ଉତ୍ତରବି No-1 ହେବା ଦରକାର 😂😂
@Sun_Dil
@Sun_Dil 2 жыл бұрын
No1 RUM he to kya gum he
@rptcreation892
@rptcreation892 2 жыл бұрын
😂
@raghunathlenka6051
@raghunathlenka6051 2 жыл бұрын
Naveen sir au Samir sir apana mane khusi taaaaaaaaa.....
@bulupanigrahi9693
@bulupanigrahi9693 2 жыл бұрын
ଛାତ୍ର ଟି ଧର୍ମନିପେକ୍ଷତା ତା ର ତାପ୍ତର୍ଯ୍ୟ ର ସଠିକ୍ ଉତ୍ତର ଦେଇଛି
@rihanmajhi9908
@rihanmajhi9908 2 жыл бұрын
ଯାହା ଲେଖିଛି ଠିକ୍ ହିଁ ଲେଖିଛି। କାହିକିଁ ନା କପି କରି କି 600 ରୁ 600 କିମ୍ବା 600 ରୁ 601 ପାଇବା ଅପେକ୍ଷା ନିଜ ମନରୁ ତ କିଛି ଭାବିକି ଲେଖିଛି। ମୋ ମତ ରେ ତ ସେ ପିଲାକୁ ବି 10 ରୁ 10 mark ମିଳିବା କଥା ସେଇ ପ୍ରଶ୍ନ ରେ। ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛି ସେଇ ଉତ୍ତର ପାଇଁ ପିଲାଟିକୁ ମଧ୍ୟ 10 ରୁ 10 mark ମିଲୁ। ଲାଞ୍ଚ ଖାଇକି ତ ପିଲାଙ୍କୁ 600 ରୁ 600 ଆଉ 600 ରୁ 601 ମାର୍କ ଦେଉଛନ୍ତି। ତେବେ ପିଲାଟିର କିଛି ବି ଭୁଲ୍ ନାହିଁ। ଭୁଲ୍ ଅଛି ଆପଣ ମାନଙ୍କ ଭଳିଆ ଲାଞ୍ଚୁଆ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କର।
@arjunsa6195
@arjunsa6195 2 жыл бұрын
ବହୁତ ବଲ କାମ କରିଛୁରେ ବାବୁ ଓଡିଶା ର ନା ରଖି ଦେବୁ
@_RRGAMER
@_RRGAMER 2 жыл бұрын
Really
@shibanandadas7690
@shibanandadas7690 2 жыл бұрын
ଓଡ଼ିଶା ସବୁଥିରେ ନମ୍ବର 1 😂😂
@sushilchakisushil557
@sushilchakisushil557 2 жыл бұрын
Exam re b 😂😂
@samikhyaparida1514
@samikhyaparida1514 2 жыл бұрын
Hm exam re bi 1 no 10th class re pila 600 ru 598 mark rakhi ki topper hauchati!! Aeta utkala re garba gauraba sabuthi re 1 no...
@pmprasannashorts2141
@pmprasannashorts2141 2 жыл бұрын
ପିଲା ମାନେ କ'ଣ ପାଇଁ ଏମିତି ହେଉଚ ଭଲ ପାଠ ପଡ ନାଁ ରଖ
@bkrrrr3893
@bkrrrr3893 2 жыл бұрын
Au surat bengalore jibe😂
@rptcreation892
@rptcreation892 2 жыл бұрын
@@bkrrrr3893 😛😂
@kalia4402
@kalia4402 2 жыл бұрын
ଦିନଥିଲା ଶିଷ୍ୟ ଟିଏ ଗୁରୁଙ୍କୁ ଦେଖିଲା ମାତ୍ରେ ହାତଯୋଡ଼ି ସାଷ୍ଟାଙ୍ଗ ପ୍ରଣିପାତ କରୁଥିଲା. ସଂସ୍କାର. ଗୁରୁ ଭକ୍ତି. ପିତାମାତାଙ୍କୁ ସଂମାନ. ପରମ୍ପରା. ଏସବୁ ଶିକ୍ଷା କରୁଥିଲା. କାରଣ ଗୁରୁଙ୍କ ପ୍ରତି ଭକ୍ତି. ଓ ଭୟ ରହୁଥିଲା. କିନ୍ତୁ ଆମ ଛାତରଖିଆ ସରକାର ଏମିତି ନିୟମ କଲେ. ଗୁରୁଙ୍କୁ ନିଜ ସାଙ୍ଗ. ବୋଲି ଗାଣ୍ଡିରେ ହାତ ମାରୁଛନ୍ତି.
@playeroftheyear9398
@playeroftheyear9398 2 жыл бұрын
🤭😄right bhai
@j.rsonycreation3062
@j.rsonycreation3062 2 жыл бұрын
😁😁😁
@ashoksi3231
@ashoksi3231 2 жыл бұрын
@Bad Boy @UTTAM BABA ଆରେ ଭାଇ ଦେଶରେ ଆଇନ କାନୁନ ସରକାର ନ ହେଲେ ଲୋକଙ୍କର ଅବସ୍ଥା ଯେମିତି ହୁଏ ବତ୍ତମାନ ସ୍କୁଲ୍ ପିଲାମାନଙ୍କର ଅବସ୍ଥା ଠିକ୍ ସେମିତି । ସ୍କୁଲରେ ପିଲାଙ୍କର ଭୟ ନାହିଁ ସମ୍ମାନ ସିଷ୍ଟାଚାର ଭକ୍ତି କୁଆଡୁ ଆସିବ।
@prashantbehera629
@prashantbehera629 2 жыл бұрын
👌👌👌👌👌
@ajayabhoi485
@ajayabhoi485 7 ай бұрын
Sir... ଖାତା ଦେଖିଲା ବେଳେ ତୁ କଣ video ସୁଟିଂ କରୁଥିଲୁ ନା କଣ...😅😅
@prabhakarsenapati1721
@prabhakarsenapati1721 2 жыл бұрын
ମୋର ଗୋଟେ PG ଛାତ୍ର ଏମିତି ଅଜବ answer ଲେଖି ଖାତା ଭାରି ଥିଲା। ଆଉ ତା ଭାଗ୍ୟ ଭଲ, examiner ନ ପଢ଼ି ଖାଲି ରାଇଟ ମାରି ଚାଲିଲେ, ଆଉ ଫାଷ୍ଟ class ବି ପାଇଗଲେ। ଚତ୍ର ଜଣକ ତାଙ୍କ ଉତ୍ତରରେ 'likely to be' word ku mana icha byabayar କରି ଉତ୍ତର ଲେଖିଲେ। Sentence ଗୋଟେ ବି ଠିକ୍ ନାହିଁ। ମୁଁ ବି ଆଶ୍ଚର୍ଯ୍ୟ ହେଲି। ପଚାରିଲି ଚତ୍ର କୁ ଏଭଳି କାହିଁକି ଲେଖିଲ। ସେ କହିଲା, କିଛି ପଢି ନଥିଲି ସାର୍। ଭ୍ୟାଗ୍ୟ ତାର ବଦଳି ଗଲା। ସେ ଭଲ job tie କରୁଛି। ହେଲେ ଏଇ ଢ଼ାବା ମରା ଟ୍ରିକ୍ ସେ ସବୁଠି ଫୋଲୋ କରେ। ଏଇ ଆମ ଛାତ୍ର ମାନଙ୍କ ବେଖାତ୍ରି ବ୍ୟବହାର।
@sudhakarsuna7396
@sudhakarsuna7396 2 жыл бұрын
ତାର" tution,ମାଷ୍ଟର... ମୁଁ !!
@indraideochanel3338
@indraideochanel3338 2 жыл бұрын
ବୋଉଥ ବଲ ପିଲା thanks
@jagannath334
@jagannath334 2 жыл бұрын
ତା ପରେ ହଳଦି ଗିନା😄😁୨୦୨୩ coming
@ଗାଁମାଟିରବାସ୍ନା
@ଗାଁମାଟିରବାସ୍ନା 2 жыл бұрын
ଏ ପିଲା ଖାଲି ଚାଲାକ ନୁହେଁ ଏ ବହୁତ ହିମ୍ମତ ଦେଖେଇଛି....ଆଉ ଆମ ଶିକ୍ଷା ବ୍ୟବସ୍ଥା କୁ ଚାଲେଞ୍ଜ କରିଛି....ଏଥିପାଇଁ ଏ ପିଲାକୁ ଉଚିତ ଶିକ୍ଷା ଦେବା ଦରକାର......ଆଉ ଶିକ୍ଷକ ମାନେ ବି ଜାଣିବା ଦରକାର ଯେ ସେମାନେ କେମିତିକା ଶିକ୍ଷା ଦେଉଛନ୍ତି ପିଲାମାନଙ୍କୁ
@nalinibag1349
@nalinibag1349 2 жыл бұрын
Power of nabin babu aapana mane khusi ta
@Sun_Dil
@Sun_Dil 2 жыл бұрын
Sabu to nabin 😁😁😁 nabina asi uttara lekhi thanta na kana
@jugeswarmajhi9123
@jugeswarmajhi9123 2 жыл бұрын
ଆରେ ତମ Questions ଭୁଲ୍ ଅଛି Answer - Correct ଅଛି ଏଇଟା ଦେଖିତ ଏଥର 100 ରୁ 100 ମିଳିଛି ମାଟ୍ରିକ ପରୀକ୍ଷା ଫଳ 2022 100% 😃😃
@samikhyaparida1514
@samikhyaparida1514 2 жыл бұрын
Hm ba 100 ru 100 mu bi anichi sanskrit re....
@pragyanraneedevi1903
@pragyanraneedevi1903 2 жыл бұрын
🤣
@jitendramahapatra1581
@jitendramahapatra1581 2 жыл бұрын
He is genius sarakara ku sabak sikhichhi good
@techknowledge9921
@techknowledge9921 2 жыл бұрын
ସାର୍ ଅଚାନକ ବେହୋଶ ହୋଇଗଲେ😱😱
@meera9818
@meera9818 2 жыл бұрын
😁🧐😂😂
@niranjandas1953
@niranjandas1953 2 жыл бұрын
ଆଜି କାଲି ସାହିତ୍ୟରେ ତ 100 ରୁ 100 ଆଣି ଛନ୍ତି , ଖାତା ଦେଖିବା sir ଙ୍କୁ ସଲାମ
@Extragamingbikram
@Extragamingbikram 2 жыл бұрын
ଯେତେ ହେଲେ ଓଡ଼ିଶା ପିଲା ପରା ତ ଖେଳ କରିବେ ହିଁ
@pragyanraneedevi1903
@pragyanraneedevi1903 2 жыл бұрын
Thik thik 😂😂
@mrityunjay5114
@mrityunjay5114 2 жыл бұрын
ପୂର୍ବ ଓଡିଶା ର ପାଠପଢା 😂😂😂
@prathamesh1998
@prathamesh1998 2 жыл бұрын
Tame au kn Padhucha ki.. gotie taw patha.. tame pate sabuthu adhika fail.
@ranjanapanda6538
@ranjanapanda6538 2 жыл бұрын
ପ୍ରୂର୍ବ ଜନ୍ମର ପାପ ଥିଲେ ହିଁ ମାଷ୍ଟ୍ର ଚାକିରୀ କରିବ ଆଜିକାଲିର ଏ ବିଶୃଙ୍ଖଳିତ ଦୁନିଆରେ ଛି ଛି ଛି ଭିକ ମାଗି କି ଖାଇବ ପଛେ ସିନା ଆଉ ଏଣିକି Teacher ହେବନି। ମୁଁ ଜଣେ ଟିଚର୍‌। ମୋର ବୋଧେ ପୂର୍ବ ଜନ୍ମ ର କିଛି ପାପର ଫଳ ଭୋଗ କରିବାର ବାକି ରହିଥିଲା।
@ranjanapanda6538
@ranjanapanda6538 2 жыл бұрын
କେତେକ ଖରାପ ଗୀତ ଏପରି ସମାଜକୁ କଳୁଷିତ କରୁଛି।ଛି ଛି ଛି ଛି ଛି ଛି ସେ ଗୁଆଘିଅ ଗୀତ। ସମାଜକୁ ନଷ୍ଟ କରିଦେଲା।
@chandrasekharnayaka9658
@chandrasekharnayaka9658 7 ай бұрын
5G ର କମାଲ ,ଅତ୍ୟନ୍ତ ବିଜ୍ଞାନ ର ଉନ୍ନତି,ଆଉ କମ୍ ବୟସରେ ମୋବାଇଲ୍ ବ୍ୟବହାର ,ଏହାକୁ ହିଁ କୁହାଯାଏ ବିଜ୍ଞାନର ଉନ୍ନତି ଆଉ ସ୍ମାର୍ଟ ଯୁଗର ସ୍ମାର୍ଟ ପିଲା ବୋଲି ଆଗକୁ କଣ ହଉଚି ଦେଖି ଯାଆନ୍ତୁ ।ଏହାକୁ ହିଁ ପଞ୍ଚ ସଖା ମାଳିକା ରେ ସାତ ଶହ ବର୍ଷ ପୂର୍ବେ ଲେଖି ଥିଲେ ଯାହା ଏବେ ସତ୍ୟ ହେଉଚି । ଅଦେଖା ଦେଖିବୁ ଅପଢା ପଢ଼ିବୁ ବୋଲି ।
@kgahfun7581
@kgahfun7581 2 жыл бұрын
Very good Best like thanks much
@proudtobeanindian2149
@proudtobeanindian2149 2 жыл бұрын
ବେହୋସ୍ ହୋଇଗଲେ କି ଫାଲତୁ କଥା
@satyasamanta812
@satyasamanta812 2 жыл бұрын
👍👍👍👌🏼😂😂 waah beta moj kr di
@ranjanapanda6538
@ranjanapanda6538 2 жыл бұрын
କିଏ କେମିତି ସଜାଡ଼ିବେ ପିଲାଂକୁ ମାଷ୍ଟ୍ର ତ କଥା କହିଲେ ଦୋଷ ଏପରି ପିଲାକୁ ସଜାଡ଼ିବ ଯଦି ମାଷ୍ଟ୍ର ଜେଲ୍‌କୁ ପଳେଇବ। ଯାଉ ଆଗକୁ ତ ସମାଜ ଧ୍ୱଂସାବମୁଖୀ ହେବାକୁ ଯାଉଚି ଯାଉ। ଆମର କଣ ଯାଉଚି। ଅନୁଶାସନ ନାହିଁ। ଓଲଟା ଯୁଗରେ ପିଲା ଡରୁନି ମାଷ୍ଟ୍ର କୁ ବୁଝିଲ ମାଷ୍ଟ୍ର ଡରୁଚି ପିଲାକୁ। ତେଣୁ ଆଗକୁ ଆଉ ମାଷ୍ଟ୍ର ଚାକିରୀ ନ କଲେ ଭଲ।
@gourangajena7680
@gourangajena7680 2 жыл бұрын
Jay jagannath
@subash.mohanty09
@subash.mohanty09 2 жыл бұрын
Excellent answer
@prashantasethi9922
@prashantasethi9922 2 жыл бұрын
Very nice answer 😃😃😃😃
@sanjeebRsseven7272
@sanjeebRsseven7272 2 жыл бұрын
ଭଲ ବାଃ ବେଟା, 👍👍👍👍👍👍👍
@lks...1757
@lks...1757 2 жыл бұрын
Good student
@durbindaamat8401
@durbindaamat8401 2 жыл бұрын
Telented boy good 👍👍 o amar beta
@PradipBiswal-pf9gt
@PradipBiswal-pf9gt 8 ай бұрын
😀😃😃😂😀😃😃😀😀😀😃😃 yaku hi kuhanti sangita premi sir apilaki 100 ru 100 mark diantu kahiki na a pilata hauchi agami pidhira human sagar😀😀😀😃😃😃😃😃😃😃😃😃😃🙏🙏🙏🙏👍👌
@reya12345
@reya12345 2 жыл бұрын
A pilata Pura famous heigola ,very beautiful 😍 written
@priyadarshininayak636
@priyadarshininayak636 2 жыл бұрын
ଏମିତି ଉତ୍ତର ପାଇଁ କେମିତିକା ମାର୍କ ଦିଆ ଯିବ.......
@niranjandas1953
@niranjandas1953 2 жыл бұрын
ଦଶମ ରେ ତ ନିଶ୍ଚୟ ପାସ
@PadmanavaBaral-qh5ml
@PadmanavaBaral-qh5ml 8 ай бұрын
Guaghia pura famous hoigala Sasaku exam khatare😂😂😂😂😂 Guaghia guaghia Tk pass kareidia😂😂😂😂
@sakilahembram2339
@sakilahembram2339 2 жыл бұрын
Sabas bohut khub ☺️
@ranjanapanda6538
@ranjanapanda6538 2 жыл бұрын
ଯେଉଁମାନେ ବି ଟିଚର୍‌ ହେବାର ଲକ୍ଷ୍ୟ ରଖିଚ ଜଲ୍‌ଦି ଲକ୍ଷ୍ୟ ପଥକୁ ବଦଳେଇ ଦିଅ। ସ୍କୁଲ୍‌ରେ ଯିଏ ଯାହା ବି ଦୋଷ କଲେ ନିର୍ଦୋଷୀ ମାଷ୍ଟର ର ଏକା ସବୁ ଭୂଲ୍‌। ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌।ତେଣୁ ଶିକ୍ଷକ ବୃତ୍ତିକୁ ଗ୍ରହଣ କରିବା ମାନେ ନିଜ ଜୀବନକୁ ବହୁତ ବଡ଼ ବିପଦ ଭିତରକୁ ଟାଣିନେବା।
@manassahu8123
@manassahu8123 2 жыл бұрын
Very good beta
@pranavkumar6268
@pranavkumar6268 2 жыл бұрын
Mu 8th class re geography paper re balunga toka song lekhithili trending re thila setebele 😂mo head master direct paper dhari mo ghare 🤣
@samikhyaparida1514
@samikhyaparida1514 2 жыл бұрын
😂
@pranavkumar6268
@pranavkumar6268 2 жыл бұрын
@@samikhyaparida1514 😝😝
@subhasmita095
@subhasmita095 2 жыл бұрын
😁😁😁😁
@pranavkumar6268
@pranavkumar6268 2 жыл бұрын
@@subhasmita095 😃😃
@dailylifestyle420
@dailylifestyle420 2 жыл бұрын
ସାବାସ ବେଟା 😂
@BharatArmyy
@BharatArmyy 2 жыл бұрын
Mo sanga lekhithila, buliba buliba bara hatta khanda, saptama srenire, ta bapa ku daaki master dekhei thila.....🤣🤣🤣🤣🤣
@Simpleboyjitu547
@Simpleboyjitu547 2 жыл бұрын
Mu ta lekhichi ei 10th bord exam re pura jabar dast song ta🤭🤭🤭🤭
@NilakanthaPradhan-p9f
@NilakanthaPradhan-p9f 8 ай бұрын
ବାଳ ଭାସ୍କର, ଆଉ କିଛି ମିଲୁନି
@ranjanray7460
@ranjanray7460 2 жыл бұрын
Bhala
@sam944....
@sam944.... 2 жыл бұрын
Adbhuta , chamatkar Bhaskar news
@mamaalok117
@mamaalok117 2 жыл бұрын
Nice
@sushreesangitamahunta9520
@sushreesangitamahunta9520 2 жыл бұрын
Ehi answer ku dekhiki aamara sikhyaka madhya tanku bahut bhala mark deidauchanti ......aneka khyatrare taha heuchi
@smart_dinosaur
@smart_dinosaur 2 жыл бұрын
ସତରେ ବେହୋସ ହେଲେ କି? Tume media wale bi besi chalak dekhei heuchha... Video jemiti long heba sethi pain gotia jinis ku barambar kahuchha.. Behos hele behos hele. Se pila au tuma bhitre farak kana? Se pila khata purauchhi au tume bi ajatha bakwas kari 3 minutes time purauchha
@Sunilfixofficial26
@Sunilfixofficial26 8 ай бұрын
Media bala ka chal hai jo view badhane ki liye isse magada kahani bata Rahi hai agar ye sach hota toh iska name or kis school ka hai pata chalta ye media bala ne hi lekha hai jo ek gua Ghia gana ka lekha hua ye sab toh media bala hai isee aleba or koi nahi ho sakta
@stechnology4533
@stechnology4533 2 жыл бұрын
O my god
@skbabu9741
@skbabu9741 2 жыл бұрын
Baba re
@littlecartoontv9929
@littlecartoontv9929 2 жыл бұрын
ଈଏ ସବୁ ଦେଶର ନାଁ ରଖିବେ😀
@veerpaika
@veerpaika 2 жыл бұрын
Good answer 👍 We don't have any interest in secularism.
@sanjeebbiswal7237
@sanjeebbiswal7237 2 жыл бұрын
Sir marinahanti ta
@sunilkhandayat9542
@sunilkhandayat9542 2 жыл бұрын
Very good
@baidyanathnayak2761
@baidyanathnayak2761 2 жыл бұрын
One day that student definitely get No-Bell certificate
@doubleadoubleagang9378
@doubleadoubleagang9378 2 жыл бұрын
😂😂😂
@bikashrajkumar91
@bikashrajkumar91 2 жыл бұрын
Sabas beta..🙏 we proud of you
@motivationforaminute5979
@motivationforaminute5979 2 жыл бұрын
😂😂😂ଅଦ୍ଭୁତ ପିଲା😆😆😆
@Sangram63
@Sangram63 2 жыл бұрын
So funny 😂😂😂
@pkraut1550
@pkraut1550 2 жыл бұрын
ଏହା ପରୀକ୍ଷା ଖାତା ନୁହେଁ।
@biswajitbehera7977
@biswajitbehera7977 2 жыл бұрын
Aparajita madam nku tike dekhao punishment free zone ra subarna results
@stitimayeepadhan7938
@stitimayeepadhan7938 2 жыл бұрын
Excellent answer 🤭😂😂😂🤣🤣
@baishakhidhir7109
@baishakhidhir7109 2 жыл бұрын
Ba beta moj kardi
@krishnarasi1997
@krishnarasi1997 2 жыл бұрын
Good boy
@KulamaniJal-e7n
@KulamaniJal-e7n 8 ай бұрын
Supper 😂😂😂😂😂
@lolendra1239
@lolendra1239 2 жыл бұрын
Bodia 465 marks deidiya
@SudhirPradhan-e2i
@SudhirPradhan-e2i 7 ай бұрын
100 ରୁ 100 number ଦିଅ
@behold-girly
@behold-girly 2 жыл бұрын
Latest version of students.. take it's guaghia....guaghiaaa.....😁🤣🤣🤣🤣
@shravankumarmishra5513
@shravankumarmishra5513 2 жыл бұрын
😂😂😂😂😂😂😂😂
@strugglelife6345
@strugglelife6345 2 жыл бұрын
UPSC topper haba future re....aei sana bhai amara 👍
@akshyasahu4335
@akshyasahu4335 2 жыл бұрын
ବାଟରେ ହଗିଲେ ନାଁ, ମନ୍ଦିର ତୋଳିଲେ ବି ନାଁ,
@mrutyunjayarath5677
@mrutyunjayarath5677 2 жыл бұрын
Beutiful
@KesaniNayak
@KesaniNayak 6 ай бұрын
Wow wow🎉🎉😂😂😂😂😂
@Vms2097
@Vms2097 2 жыл бұрын
Behosss heii sir dei dele 100/100
@jpteemff56
@jpteemff56 2 жыл бұрын
Bhai ie to 100/100 paiba dorokar 😂😂😅😅🤣🤣
@asitranjansenapati5635
@asitranjansenapati5635 2 жыл бұрын
Ye jama nua katha nuhe, emiti answer lekha bahut puruna
@dibyajyothicreative
@dibyajyothicreative 2 жыл бұрын
kau school ra kia se pila tk ta badana ta dekeile ame bodhe dhanya heijibu
@bishnupradhan2901
@bishnupradhan2901 2 жыл бұрын
Tapper
@skijhar2762
@skijhar2762 2 жыл бұрын
Honey singh ro geeto lekhithile sir bholo mark deithante....sir ku bodhe gua ghio bholo nagi la nhi😂😂🤣🤣😁😁😀😃😃😄😅😆
@sushreesangita4622
@sushreesangita4622 2 жыл бұрын
Tike College pate bi dhyana diontu corona pain pila mane ebe dirgha dina chhuti ra parinama bhoguchanti gote semistar sarila to next semistar date declar heuchi.cource nabujhi exam dele bhala pila hele bi aee kama hi karibe .
@lipun8223
@lipun8223 2 жыл бұрын
A to creative thinking ro adikari pila kintu se pila thik jagare upojogo kori parini jodi patho podhi bare apori thinking ku use koronta tebe hua to volo patho podhonta
@binayamalik601
@binayamalik601 2 жыл бұрын
Ethi sabu dharmara lokanku bhalapaibare jodideichhi mark full deidia ta nija anubhutire lekhichhi....
@anuska2389
@anuska2389 2 жыл бұрын
Just see it carefully it's not an exam paper it's a sample paper .....
@adisha21
@adisha21 2 жыл бұрын
Joy hin odisha amoro😛😛😛😛😛😛😛😛😛😛😛😛
@jagankumarpadhy445
@jagankumarpadhy445 2 жыл бұрын
Aaita puruna news but this year ra
@smrutiranjanparida4580
@smrutiranjanparida4580 2 жыл бұрын
Talented boy. 😄
@southmusicmovie7928
@southmusicmovie7928 2 жыл бұрын
Lockdown learning yar
@shashimishralifestylewdcoo4842
@shashimishralifestylewdcoo4842 2 жыл бұрын
Master patha padheile ta padhibe
@agastysir9984
@agastysir9984 2 жыл бұрын
Hn
@debasmitaparida2072
@debasmitaparida2072 2 жыл бұрын
Patha jadi Jana nahin khata fanka chhadi dia .nahele Anya kichhi bhala katha lekha .pila emiti lekhiba dwara teacher je khrap patha padheichanti taha pramanita heuni.baram se pila Ra bapa maa Tara paribara taku uttama sanskara deinahanti taha pramanita heuchi.prathame ghare pilanku sanskara diantu ta pare school re sikhyaka pilaku sikhya debe .
@shashimishralifestylewdcoo4842
@shashimishralifestylewdcoo4842 2 жыл бұрын
@@debasmitaparida2072 apana kebe rural anchala ra gan school ku buli baku asantu tapre kahibe....jau parents nka pakhare chaliba thu tik adhika paisa achhi,semane chhua ku.....tusn deiki ..patha au ghare sanskar deuchhanti..au j ta thu b kastre chaluchhanti.....tanka chhua nku b semane val sanskar deuchhanti..bujhile,kintu...jete biswas re tan school ku pathaichhanti..sethare teachets mane..khali fon dhariki ytub dekhuchhanti....au khaiki gapa karuchhanti..chhua...mane aram re kheluchhanti mada gola heuchhanti au....4 ta re gharaku..asuchhanti.......ta sethare b parents nka vul ki.....sabu parents nka setki samaya nai j pilanku dhariki padheibe...tanku majuri kale jai peta posibe.....mu semti kichi.kahaku akshyep kari lekhi ni..mu b M.A kariki..b.ed karuchhi...n gariba chhuanku tusn karuchhi..au jaha nije dekhuchi..anubhab karichi..chuanka thu sunichhi se anusare kahichi.....
@abinashsahoo95567
@abinashsahoo95567 2 жыл бұрын
ଗୁଆ ଘିଅ ଗୁଆ ଘିଅ
@monalisamonalisa5165
@monalisamonalisa5165 2 жыл бұрын
😂😂😂 exam ta offline hele amiti hi haba . smart school Smart pila 🤣🤣🤣🤣
@jitendrakumarpradhan8244
@jitendrakumarpradhan8244 2 жыл бұрын
2014 +2 main exam samayare ama sanga mane emiti lekhi dei english re mark pai jaithile😂😂😂
@sudiptamallick1111
@sudiptamallick1111 2 жыл бұрын
Seriously?😂
@sanam151
@sanam151 2 жыл бұрын
Se student Ku imdetly action Nia jau
@ommsairamamrut7802
@ommsairamamrut7802 2 жыл бұрын
ମାରାଣ ପୁରା ଗୁଆ ଘିଅ
@himeshkumarjena
@himeshkumarjena 2 жыл бұрын
😂😂
@saiisradha2557
@saiisradha2557 2 жыл бұрын
Gua Ghia ra prabhab 😂😂
@alinasahoo2432
@alinasahoo2432 2 жыл бұрын
He prabhu kain emiti karucha sabu
Amazing remote control#devil  #lilith #funny #shorts
00:30
Devil Lilith
Рет қаралды 12 МЛН
the balloon deflated while it was flying #tiktok
00:19
Анастасия Тарасова
Рет қаралды 35 МЛН
Wood polish work tutorial full course ଓଡ଼ିଆ ରେ
16:53
Odia Carpenter
Рет қаралды 133 М.
Amazing remote control#devil  #lilith #funny #shorts
00:30
Devil Lilith
Рет қаралды 12 МЛН