ମୋ ଜୀବନ କଥା - ଡକ୍ଟର ଗୌରହରି ଦାସ | Story of My Life - Dr Gourahari Das

  Рет қаралды 8,245

OdishaLIVE

OdishaLIVE

Күн бұрын

Пікірлер: 29
@Timelapse_Xpl
@Timelapse_Xpl Жыл бұрын
ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଅନନ୍ୟ ସ୍ତ୍ରଷ୍ଟା।
@geetanjaliprusty608
@geetanjaliprusty608 Жыл бұрын
ଜୀବନରେ ସଫଳତାର ଶୀର୍ଷକୁ ଚଢିବା ପାଇଁ ଗତିରୋଧ କରୁଥିବା ସମସ୍ୟା ଏବଂ ବିରୋଧାଭାଷ ହିଁ ସୁନାର ପାହାଚ ଭଳି କାମ କରେ l ଗୌରହରି ସାରଙ୍କ ଜୀବନୀ ଏବଂ ତାର ବର୍ଣ୍ଣନା ଶୈଳୀ ଉଭୟ ଖୁବ ମାର୍ମିକ 🙏ଅଜସ୍ର ଅଭିନନ୍ଦନ 🙏ଆହୁରି ଆଗକୁ ଆଗକୁ ଏମିତି ଚାଲିବା ଜାରିରହୁ 💐ଜୟ ଜଗନ୍ନାଥ 🙏
@susamamisra2838
@susamamisra2838 10 ай бұрын
ହୃଦୟସ୍ପର୍ଶୀ
@nilambarrath
@nilambarrath 2 жыл бұрын
ପ୍ରତିଟି ମଣିଷର ଜୀବନ-କାହାଣୀ ଅନ୍ୟଠାରୁ ଏକବାରେ ନିଆରା। ଏହି ବାଟରେ ଅନେକ ଉଠା-ପକା, ସଫଳତା-ବିଫଳତା ଏବଂ ନାମ ଓ ଦୁର୍ନାମ ଥାଇପାରେ। କିନ୍ତୁ ଅତୀତର ସେହି ଦିନଗୁଡ଼ିକୁ ଦୁନିଆ ଆଗରେ ହୃଦୟ ଖୋଲି କହିବା ଲାଗି ସାହସ ଦରକାର। ଧନ୍ୟବାଦ ଡକ୍ଟର ଗୌରହରି ଦାସ।
@sachitradas6257
@sachitradas6257 18 күн бұрын
@shaktiprada4002
@shaktiprada4002 Жыл бұрын
ପ୍ରଣାମ ସାର୍🙏
@abhishekray286
@abhishekray286 2 жыл бұрын
ଗୌରହରି ଦାସଙ୍କ ଜୀବନର ସଂଘର୍ଷ ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ସମସ୍ତଙ୍କ ପାଇଁ ଏକ ଆଦର୍ଶ।
@sibaprasadswain5060
@sibaprasadswain5060 7 ай бұрын
Sir, Namaskar,I have deep respect to you,Once l requested to my honorable sir Dr . Govinda Bhuyan to invite you to be presented in our school function.l am very much impressed with your struggle in life.
@journeytowardswealth
@journeytowardswealth 2 жыл бұрын
ଆପଣଙ୍କ ଜୀବନକୁ ଦେଖିବାର ଦୃଷ୍ଟିଭଙ୍ଗୀ ଆଉ ତାକୁ ଅତ୍ୟନ୍ତ ସରଳ ଢଙ୍ଗରେ ବର୍ଣ୍ଣନା କରିବାର ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ।
@madanmohansial3485
@madanmohansial3485 10 ай бұрын
God gifted talent in ODISHA
@sunilpanda1665
@sunilpanda1665 2 жыл бұрын
Odisha live is always with rich content
@smitra2024
@smitra2024 2 жыл бұрын
ଜଣେ ଲେଖକ ଅସାଧାରଣ ମାନସିକତା ଧାରଣ କରୁଥିବା ସାଧାରଣ ମଣିଷ।ସାଧାରଣ ଓ ଅସାଧାରଣ ସ୍ଥିତିର ମଧ୍ୟବର୍ତ୍ତୀ ସତ୍ତାଟି ଲେଖକ। ଗୌରହରି ଦାସ ଜଣେ ଉତ୍ତରିତ ସ୍ରଷ୍ଟା। ତାଙ୍କୁ ପଢିବାପରେ ହୃଦ୍ ବୋଧ ହେଲା। ସାର୍ ଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧା ଓ ସମ୍ମାନ।
@sarojmohapatra1600
@sarojmohapatra1600 2 жыл бұрын
ବହୁତ ଦିନ ତଳେ ଗୌରହରି ସାରଙ୍କ ଜୀବନୀ ସମ୍ପର୍କରେ ଏକ ଖବରକାଗଜରେ ପଢିଥିଲି। କିନ୍ତୁ ତାଙ୍କ ମୁହଁରୁ ନିଜ ଜୀବନୀ ବିଷୟରେ ଅନେକ କଥା ଶୁଣିବାକୁ ମିଳିଲା।
@educationforall.7424
@educationforall.7424 2 жыл бұрын
ଅତ୍ୟନ୍ତ ହୃଦୟସ୍ପର୍ଶୀ । ପ୍ରେରଣାଦାୟୀ ଆପଣଙ୍କ ଜୀବନ କାହାଣୀ। ଆପଣ ଓଡ଼ିଶାର ଗର୍ବ ।
@OdishaLIVE
@OdishaLIVE Жыл бұрын
ଜ୍ୟୋତି ମିଶ୍ରଙ୍କ ଅଭିନୟ ଜୀବନ | Ollywood Actress Jyoti Mishra - Life Story | OdishaLIVE Exclusive. Watch Now. kzbin.info/www/bejne/anW3h2uCqbOKgas ନବେ ଦଶକରେ ଯେଉଁ କେତେଜଣ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ସେମାନଙ୍କ ଭିତରେ ଜ୍ୟୋତି ମିଶ୍ର ହେଉଛନ୍ତି ଅନ୍ୟତମ। 'ମାତୃଶକ୍ତି', 'ତୋ ଆଖି ମୋ ଆଇନା', 'ମନ ରହିଗଲା ତୁମରିଠାରେ' ଆଦି ସୁପରହିଟ୍ ଫିଲ୍ମ ମାଧ୍ୟମରେ ଜ୍ୟୋତି ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ। ଓଲିଉଡର ଏହି ଆଗଧାଡ଼ିର ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ସହ ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର।
@jyotsnamayeesatpathy8610
@jyotsnamayeesatpathy8610 2 жыл бұрын
So inspiring sir you are so great. Iam a reader of your book. Jebanara jalachhabi is one of my favorite feature. Thank you so much for sharing your struggle life story. Your life is a motivation for a human being .
@nabanir6788
@nabanir6788 4 ай бұрын
🙏🏾
@pranatimohapatra136
@pranatimohapatra136 7 ай бұрын
🙏
@padmalayakitchen1635
@padmalayakitchen1635 2 жыл бұрын
So interesting and inspiring life history. I like very much to read your books and mostly Jeebana ra jalachhabi
@ambikaprasadbarik9580
@ambikaprasadbarik9580 2 жыл бұрын
Realistic experience.
@dailylife5637
@dailylife5637 2 жыл бұрын
❤️
@chitaranjanbehera6794
@chitaranjanbehera6794 2 жыл бұрын
Sir 👌👌👌 I am inspired for you
@nirupamamishra974
@nirupamamishra974 Жыл бұрын
ଆପଣଙ୍କୁ ଶୁଣୁଥିଲି ଆଉ ମୋ ଆଖିରୁ ଅନବରତ ଲୁହ ବହି ଚାଲୁଥିଲା। କଣ ପାଇଁ? ମଣିଷ ଆଉ ସମାଜ ଉପରେ କି ଦୃଢ ଆସ୍ଥା ଆପଣଙ୍କ ର।
@rajendrapadhy9023
@rajendrapadhy9023 2 жыл бұрын
ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୌରହରି ଦାସ ଙ୍କ ଦୀର୍ଘ ସଂଘର୍ଷ ମୟ ଜୀବନ ବ୍ୟଥା ଓ ଗାଥା ଅତ୍ୟନ୍ତ ମାର୍ମିକ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ l ଜୀବନରେ ବହୁ ଘାତ ପ୍ରତିଘାତ ସହି ସେ ନିଜକୁ ସଫଳତାର ଶୀର୍ଷ ରେ ପହଞ୍ଚାଇ ପାରିଛନ୍ତି ,ତାହା ଶିକ୍ଷଣୀୟ ନିଶ୍ଚୟ l ଡକ୍ଟର ଦାସ ମହୋଦୟଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି 🙏
@gyanaprakashsahu3752
@gyanaprakashsahu3752 2 жыл бұрын
What a story
@basantajena5418
@basantajena5418 2 жыл бұрын
ପୁରସ୍କାର ସବୁ ଘରେ ସଜାଇ ରଖିଛନ୍ତି | କିନ୍ତୁ ଦିଲ୍ଲୀ ଯାଇ ସେଠାରେ award wapsi gang ଙ୍କ ସହ ମିଶି ଆନ୍ଦୋଳନ କରୁଥିଲେ |
@gouraharidas2239
@gouraharidas2239 2 жыл бұрын
I was never with the award wapsi gang. One should not mislead others without facts.
@dasmausumi1
@dasmausumi1 2 жыл бұрын
May God bless you with good health and lifetime success always baba. Keep inspiring 🙂
@prafullakumarpradhan8129
@prafullakumarpradhan8129 2 жыл бұрын
Nataka bhali jibani atyanta hrudaya sparsi. Kichhi sata kichhi michha udvata prerana diba swapna.
Мен атып көрмегенмін ! | Qalam | 5 серия
25:41
Каха и дочка
00:28
К-Media
Рет қаралды 3,4 МЛН
So Cute 🥰 who is better?
00:15
dednahype
Рет қаралды 19 МЛН
Manoj Das Receives Mystic Kalinga Literary Award
7:45
Мен атып көрмегенмін ! | Qalam | 5 серия
25:41