Рет қаралды 60,695
22 ବର୍ଷ ଭିତରେ ହେଲେନି ମାତ୍ର 22 ଦିନରେ ହେଇଗଲା ? ସରକାରୀ ଜମିକୁ ଧୀରେ ଧୀରେ ଖାଉଛି କିଟ୍ । ପୌର ନିର୍ବାଚନ ପରେ କିଟ୍ ହାତକୁ ଜମି ଟେକି ଦେଲା ସରକାର । ସ୍ଥାନୀୟ ବାସିନ୍ଦାଙ୍କ କଥାକୁ ହେୟ ଜ୍ଞାନ କଲେ ବୋଧେ ସରକାର । ଶାସକ ଦଳର ସାଂସଦ ବୋଲି ସରକାର ଦେଖାଇଲେ କି ଅନୁକମ୍ପା ।
#Odisha #OdishaNews #OdishaGovt
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter