କେନ୍ଦ୍ର ଭତ୍ତାକୁ ଡାଇଭର୍ଟ କରିଛି ଓଡ଼ିଶା ! | CAG: Central Grants Diverted in Bhubaneswar's BMC Review

  Рет қаралды 582,629

Odisha Reporter

Odisha Reporter

Күн бұрын

କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ଅନୁଦାନରେ ମିଶାଇ ଅନେକ ସମୟରେ ରାଜ୍ୟ ବାହାବା ନିଏ ବୋଲି ଅଭିଯୋଗ ହୁଏ। ତେବେ ଏଭଳି ଏକ ଅଭିଯୋଗର ସତ୍ୟତାକୁ ଏବେ ଧରିଛନ୍ତି ସିଏଜି। ନିକଟରେ ସିଏଜି ବିଧାନସଭାରେ ଉପସ୍ଥାପନ କରିଥିବା ସ୍ଥାନୀୟ ପଂଚାୟତିରାଜ ଅନୁଷ୍ଠାନ ଓ ପୌର ସଂସ୍ଥାଗୁଡ଼ିକର ଅଡିଟ କରିବା ବେଳେ ଏହା ପଦାକୁ ଆସିଛି । ନମୁନା ରୂପେ 9ଟି ପୌର ସଂସ୍ଥାର ଅନୁପାଳନ ସମୀକ୍ଷା କଲାବେଳେ ସିଏଜି ଭୁବନେଶ୍ବର ମହାନଗର ନିଗମ ବା ବିଏମସିରେ କେନ୍ଦ୍ରୀୟ ଅନୁଦାନ ଡାଇଭର୍ସନକୁ ଧରିଛନ୍ତି। Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #pensions #Odisha #OdishaSarkar #OdishaGovernment #PM #NarendraModi #KendraSarkar #KendraPension

Пікірлер: 253
@sandhatoka3091
@sandhatoka3091 Жыл бұрын
Bjd ସରକାର କେବଳ ଏଇ ଗୋଟେ କାମ ହିଁ ଜାଣିଛି.. କେନ୍ଦ୍ରୀୟ ଯୋଜନା କୁ ହରିଲୂଟ କରି ନିଜ ନା ରେ କରିବା.. ବିଜୁ ନା ରେ କରିବା.. ଲୋକଙ୍କୁ ଭୁଆଁ ବୁଲେଇବା ଛଡା 22ବର୍ଷ ରେ ଆଉ କିଛି ବି କରିନି... ଭକୁଆ ଓଡିଶା ବାସି ଙ୍କୁ ଆଉ ଅଧିକ ଭକୁଆ ବନେଇବା
@jituraut3869
@jituraut3869 Жыл бұрын
କେନ୍ଦ୍ର ଓଡିଶାରୁ ଯେତିକି ନେଇଥାଏ ତାର ଅଧାବି ଦେଇ ନଥାଏ 😅
@adityamallick7881
@adityamallick7881 11 ай бұрын
​@@jituraut3869ଆଉ ତୁମେ ତାହାର ହିସାବ ରଖ ... ସ୍ବପ୍ନ ରେ😂😂😂😂 ଗାଳୁଆ ଙ୍କ ବାରବାଟି ଚାଷ
@Gaganmallik-zx9xx
@Gaganmallik-zx9xx 4 ай бұрын
ଓଡ଼ିଶାର ଅଧିକାଂଶ ଗ୍ରାମ ରେ ବୃଦ୍ଧ ଲୋକ ମାନଙ୍କ ପ୍ରଥମ ଭତା ରୁ ଏମାନେ2,3,4,5, ମାସ ଟଙ୍କା କଟାଯାଇଛି, କାରଣ ଏମାନେ ବୃଦ୍ଧ ମାନଙ୍କ ଭତା ଇସୁ ହେବାପରେ ବର୍ଷ ବର୍ଷ ପକେଇ ପକେଇ ରଖିଲେ ଟଙ୍କା ଦେବା ସମୟ ରେ କାଟିଲେ ବୃଦ୍ଧ ଲୋକ ମାନେ କଣ କହିବେ.......
@LionKing-jl7xo
@LionKing-jl7xo Жыл бұрын
କେନ୍ଦ୍ର ତା ବାପା ଘରୁ ଦେଉଛି
@odiainstantlearning2242
@odiainstantlearning2242 Жыл бұрын
ସେଥିପାଇଁ ଆମେ ଆମ sticker ମାରିଦଉଛୁ...
@mayadharnayak4763
@mayadharnayak4763 4 ай бұрын
Odisaku au kichhi anudana diantu ni Modi ji,odisare sabu Mantri ,nete chora,age free diajauthiba chaulaku banda karantu,dekhibe odisabasi thiki bataku asibe,
@KrishnaJena-xx8up
@KrishnaJena-xx8up 3 ай бұрын
Dekhiba tame kan karucha, tamara CM Adani remote re chaliba.
@achyutanandatofan7891
@achyutanandatofan7891 Жыл бұрын
Tama Malika bjp ra tame kahibani
@Rseries-93
@Rseries-93 Жыл бұрын
Àadhar card link a/c ରେ କେନ୍ଦ୍ର ସରକାର ଟଙ୍କା ନ ଦେଲେ ଭବିଷ୍ୟତ ରେ ମଧ୍ୟ ଏହିଭଳି ଟଙ୍କା ହଡ଼ପ ଦେଖିବାକୁ ମିଳିବ....କାହିଁକି ନା ଏମାନଙ୍କର ବର ଗଛ ଓହଳ ରେ ଚେର ଧରିବା ଭଳି ଅଭ୍ୟାସ ହେଇଗଲାଣି....!
@RanjanKumar-mx1ki
@RanjanKumar-mx1ki Жыл бұрын
ସରକାର ପରିବର୍ତନ ହେଲେ bjd ବଡ଼ କିଳା ନେବ
@jituraut3869
@jituraut3869 Жыл бұрын
ଦିବାସ୍ବପ୍ନ 😂😂😂
@adityamallick7881
@adityamallick7881 11 ай бұрын
​@@jituraut3869ତୁ ଦେଖୁଛୁ ... ତୋର ଭାରି ପୋଡ଼ାଜଳା ହେଉଛି... ସମସ୍ତ ଙ୍କୁ reply ଦେଉଛୁ 😂😂😂
@rameshmohanty1211
@rameshmohanty1211 Жыл бұрын
ଦଲାରି ଧୋକେବାଜ୍ ବିଜେଡି ସରକାର
@birendrasahu8282
@birendrasahu8282 7 ай бұрын
Bjp kn vl
@GirdharMajhi-py9ln
@GirdharMajhi-py9ln 4 ай бұрын
ତୁଇମୁର୍ଖ
@ratnakarbarik7186
@ratnakarbarik7186 Жыл бұрын
ବିଜେଡି ସରକାର ଗୋଟେ ହାରାମୀ ସରକାର ll ସମସ୍ତଙ୍କର ବଢିଲା କିନ୍ତୁ ବାର୍ଧକ୍ୟ, ବିଧବା ଓ ବିକଳାଙ୍ଗ ମାନଙ୍କ ପାଇଁ ସାମାନ୍ୟ ଟିକେ ଦରଦ ନାହିଁ, ତେଣୁ ୨୦୨୪ ନିର୍ବାଚନରେ ନବୀନ ସରକାର କୁ ପ୍ରତ୍ୟାଖ୍ୟାନ କରନ୍ତୁ l ଜଣେ ବିକଳାଙ୍ଗ ହିସାବରେ ଏହା ମୋର ବିଶେଷ ଅନୁରୋଧ l ଜୟ ଜଗନ୍ନାଥ 🙏🙏
@jituraut3869
@jituraut3869 Жыл бұрын
ରାଜତନ୍ତ୍ର ଶାସନ ନୁହ ଏଟା ଲୋକତନ୍ତ୍ର ଶାସନ,ଲୋକତନ୍ତ୍ର ଶାସନରେ ଉତ୍ତମ ଅର୍ଥନୈତିକ ,ସାମାଜିକ ଜିବନ ଯାପନ ଆଶାକରିବା ଦିବାସ୍ବପ୍ନ
@Umesh....Majhi-23
@Umesh....Majhi-23 Жыл бұрын
Right sir...
@birendrasahu8282
@birendrasahu8282 9 ай бұрын
Bjp kn vl Bjp bjd ek
@satyanandasahu335
@satyanandasahu335 4 ай бұрын
ନବୀନ ମାଗିଲା କିଛି ବି କରିନାହିଁ କାଲିଆ ଯୋଜନା କରିଛି ଦେଇ ପାରୁନି ଚୋର ମାଗିହା
@pradiptarout4070
@pradiptarout4070 Жыл бұрын
ଚୋରି ବେଇମାନି ରେ ବିଜେଡି ଏକ ନମ୍ବର
@birendrasahu8282
@birendrasahu8282 7 ай бұрын
Bjp kt n
@SantoshMishra-jb5kb
@SantoshMishra-jb5kb Жыл бұрын
ସାଧାରଣ ଲୋକ ମଦ, କୁକୁଡ଼ା ରେ ମସଗୁଲ, ସେ ସେମିତି ଗାଣ୍ଡି ଦେଖୋଉ ଥିବେ ବିଜେଡି କୁ ବିଜେଡି ସେମିତି ଗାଣ୍ଡି ମାରୁଥିବ
@mognaamonaaa1491
@mognaamonaaa1491 Жыл бұрын
ନବୀନ ମୁର୍ଦାବାଦ ତାମିଲ ହଟାଅ ପାଦ ଚଟା ନେତା
@chaturbhujam6687
@chaturbhujam6687 Жыл бұрын
Bjd ସରକାର ୧୦୮ ଠାରୁ ଆରମ୍ଭ କରି ବାର୍ଧକ୍ୟ, ବିଧବା, ଭିନ୍ନକ୍ଷମ, ଭତା ସବୁ ରାଷ୍ଟ୍ରିୟ ଟଙ୍କାକୁ ନିଜ ଯୋଜନା ରେ ନାମିତ କରି ଓଡ଼ିଶା ବାସିଙ୍କୁ ଭୋକୁଆ ବନେଇ ଆଜିକୁ ୨୩ ବର୍ଷ ହେଲା ଶାସନ କରୁଛି। ମୁର୍ଖ ମଦୁଆ ଜନସାଧାରଣ କିଛି ବୁଝି ନ ପାରି ନିଜ ଅଧିକାର କୁ କିଛି ଟଙ୍କା ରେ ବିକ୍ରୀ କରି ଦେଉଛନ୍ତି।
@biswanathsitha5142
@biswanathsitha5142 Жыл бұрын
ନବିନ ମଲେ ଓଡିଶା ଖୁସିରେ ରହିବ।।।।
@birendrasahu8282
@birendrasahu8282 7 ай бұрын
Modi navena mala India khausi rahiba
@PurnimaRana-kn9ke
@PurnimaRana-kn9ke 3 ай бұрын
Tui male tumor ghaara lok khus hebe ki
@satyaprakashsahoo7630
@satyaprakashsahoo7630 Жыл бұрын
ନବୀନ ପଟ୍ଟନାୟକ ମଲେ ଓଡ଼ିଶା ଶାନ୍ତି ପାଇବ
@prakashrao3341
@prakashrao3341 Жыл бұрын
BJD is froud
@prasantakumarswain3419
@prasantakumarswain3419 Жыл бұрын
କାହିଁକି ପାଣ୍ଡିଆନ୍ ଯାଉ ନାହିଁ ତା ଗାଁ କୁ, ଏମିତିବି ନବୀନ ପଟ୍ଟନାୟକଙ୍କ ଆଉ କେତେ ଦିନ ?
@rakeshkarmi4392
@rakeshkarmi4392 Жыл бұрын
Pandu😂😂
@SarojPatara
@SarojPatara Жыл бұрын
Right katha Bhai
@digitalheman1288
@digitalheman1288 Жыл бұрын
ନବୀନ ପଟ୍ଟନାୟକ ଆଉ ମରିବନି ବୋଧେ ନହେଲେ ଟିକେ ତ ଭଗବାନ କୁ ଡରନ୍ତା ଗାଦି ଲୋବ ରେ ବିଚାରା ମରିବାକୁ ଭୁଲିଯାଇଛି😂😂😂
@manojbabu6690
@manojbabu6690 11 ай бұрын
BJD ହଟାଅ ସବୁ ଠିକ ହେଇଯିବ👈
@sarojrout9173
@sarojrout9173 4 ай бұрын
ଓଡ଼ିଶା ନବୀନ ଚେର ଟାଉଟର ସରକାର ଦରକାର ନାହିଁ ଓଡ଼ିଶା ରେ ମୋଦି ଙ୍କ ଡବଲ ଇଞ୍ଜିନ ସରକାର ଦରକାର 🎉
@brahmanandapradhan4859
@brahmanandapradhan4859 Жыл бұрын
ସବୁ ପାଣ୍ଡିଆ ବୁଦ୍ଧି । ଏ ଗଞ୍ଜାମ ଚୋର ଟା। ଅଶୋକ ପଣ୍ଡା ବଡ଼ ଚୋର ଟା।।
@SkynetCyber
@SkynetCyber 11 ай бұрын
IAS sabu bada chora. Simple graduation kariki IAS huanti. Govt power deichi boli loka bhabanti je se bahut educated😂😂. Desa ra talent 1st IIT, AIIMS, ISRO ku join karanti naa 1st IAS join karanti au jie ias na paila se IIT, AIIMS join kare😂😂 IAS interview re kete tautar check karanti. Jadi govt ku protect karila bhalia diplomatic answer deipariba then selection 💯% au jadi sabu truth kahiba candidate dekhibe taku reject karidebe coz se jadi govt ra fault media agare kahiba then govt problem re padiba. Tautar & chora 1st ru select karanti. Au eguda kan sadhu boli bhabucha ki Bhai ?
@digitalheman1288
@digitalheman1288 Жыл бұрын
ନବୀନ ପଟ୍ଟନାୟକ ଆଉ ମରିବନି ବୋଧେ ନହେଲେ ଟିକେ ତ ଭଗବାନ କୁ ଡରନ୍ତା ଗାଦି ଲୋବ ରେ ବିଚାରା ମରିବାକୁ ଭୁଲିଯାଇଛି😂😂😂
@purnendusarangi3816
@purnendusarangi3816 Жыл бұрын
ଏଗୁଡାଙ୍କ ଅପେକ୍ଷା କଂଗ୍ରେସ ପାର୍ଟିର ଲୋକ ଦେଖି ଭୋଟ ଦେବା ଭଲ। ବିଜେପି ଓ ବିଜେଡ଼ି ମିଶି କରୋନା ଆଳରେ କୋଟି କୋଟି ଖାଇଲେ। ଲୋକମାନଙ୍କୁ ଲକଡାଉନ କରି ନେତା ମନ୍ତ୍ରୀ ଅର୍ଚ୍ଚନା ନାଗକୁ ସଚିବାଳୟ ରେ ପୁରେଇଲେ ଓ ମଠ ମନ୍ଦିର ସହିତ ଗର୍ଭଗୃହ ସୁନା ଲୁଟିଲେ। ଇଏ ବି ଗୋଟାଏ ଯୋଜନା !
@pradiptakumarmahakhuda2377
@pradiptakumarmahakhuda2377 Жыл бұрын
ଭାଡୁଆ ସରକାର ପାଇଁ ସବୁ ସମ୍ଭବ
@laxmidharapanda6086
@laxmidharapanda6086 Жыл бұрын
ମରିବା ପୂର୍ବରୁ ନବୀନାକୁ ଏକନମ୍ବର ଯୋଜନାଚୋର ଉପାଧି ଦେଇଦେବା ଉଚିତ !,
@yudhisthirkundu4180
@yudhisthirkundu4180 11 ай бұрын
କେନ୍ଦ୍ରର କାର୍ଯ୍ୟାନଷ୍ଠାନ କଣ ହେଉଛି ଅପେକ୍ଷା
@pabitranath5075
@pabitranath5075 Жыл бұрын
Modi pelo ku dhari nabina odisha re pari hauchi
@biranchinarayanbehera3614
@biranchinarayanbehera3614 Жыл бұрын
😂😂😂😂
@pramodkumarbarik1552
@pramodkumarbarik1552 Жыл бұрын
BJD hata odisha ru
@pradeepkumarsinha803
@pradeepkumarsinha803 Жыл бұрын
BJD CENTRE ର ଅନୁଦାନକୁ ହରିଲୁଟ ବା ହଡପ କରି ବାଃ ବାଃ ନେବାରେ ନମ୍ବର 1।
@natureindian4346
@natureindian4346 Жыл бұрын
ଅପାରଗ ନବୀନ ବିଜେଡି ହାଟାଓ ଓଡ଼ିଶା ବଞ୍ଚାଅ
@rameshpanda193
@rameshpanda193 Жыл бұрын
ଓଡ଼ିଶା ର ସବୁଠାରୁ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
@ManoranjanMuduliNepal
@ManoranjanMuduliNepal Жыл бұрын
ମତେ ହସ ଲାଗୁଛି ଓଡିଶା ଯାହା କରୁଛି କେନ୍ଦ୍ର କଣ ଜାଣିପାରୁନି ,ରାଜ୍ୟ କଣ ଦେଶ ବାହାରେ ,ସବୁ ଭାଇ ଏଠି ଗାଣ୍ଡିମରା ,ତେଲିଆ ତେଲି ସବୁ ଏକ ରାଜନୀତିର ଖେଳ 😂😂😂😂😂😂
@sasankabiswasray
@sasankabiswasray Жыл бұрын
BMC commission ku suspend karajau
@prasantapurohit3646
@prasantapurohit3646 8 ай бұрын
ବିଜେଡ଼ି ହଟାଅ ସବୁ ଠିକ ହୋଇଯିବ
@prafullasatpathy4597
@prafullasatpathy4597 11 ай бұрын
ବିଜେଡି ସରକାର ଖରାପ ଆମେ ଜାଣିଛୁ କିନ୍ତୁ ବିଜେପି କୋଉ ଭଲ ଶେ ବିଖ୍ୟାତ ଚୋର ଜଦି ବିଜେଡି ଖରାପ ତେବେ ବିଜେପି କାହିଁକି ବିଜେଡି ସାଙ୍ଗେ ମିଶିକି ରହିଛି ମୋଦି ଆଗେ ଅଦାନୀ କୁ ଏଡ଼. ଛବି ଚଢ଼ାଉ କରୁ ଆମେ ଜାଣିବା ବିଜେପି ସତୀ ସାବିତ୍ରୀ
@debarajnanda7130
@debarajnanda7130 11 ай бұрын
ସବୁ ଗୋଟିଏ ମାଗି ଆଣି ନିଜ ନା ନେବା ତାଙ୍କ ଧର୍ମ
@swapneswarpaikaray1229
@swapneswarpaikaray1229 Жыл бұрын
ଏକା କଥା ।କେନ୍ଦ୍ର ବିଜେପି ସରକାରଙ୍କ ଗୁମାସ୍ତା ଓଡିଶା ବିଜେଡି ।ସିଏ ଦେଲେ ଇଏ ଆଣି ଲୋକଙ୍କୁ ବାଣ୍ଟିଲେ।
@papumohanty1609
@papumohanty1609 7 ай бұрын
ଆମର କଣ କିଛି ନାହିଁ ସବୁ କେନ୍ଦ୍ର ଦଉଚି ଯୋଉ ମାନେ କହୁଛନ୍ତି ସେମାନେ ଜାଣିଛନ୍ତି କି ଆମ ରାଜ୍ୟରୁ କେନ୍ଦ୍ର କେତେ ନେଉଛି
@rajendrakisan2164
@rajendrakisan2164 11 ай бұрын
ଝାଡ ma-----nku ସଲା ଅନ୍ୟ ର ଦୂଧ ରେ ଛୁଆ ପୋଶୁ ଛନ୍ତି
@swapnajittarai
@swapnajittarai 11 ай бұрын
ମୋଦି ସଫା ହେଲେ ସବୁ ଠିକ୍ ହେବ 🙏🙏🙏
@sarojkumarpatra6473
@sarojkumarpatra6473 Жыл бұрын
Mularu mu kahichhi BJD and Nabina are as cunning as fox. Lovi Genda Dalia. 😂😅😮😢😊🎉
@skumar7960
@skumar7960 4 ай бұрын
ନବୀନ ବାବୁ ମୁଁହ ଦେଖି ଲୋକ ମାନକୁ ଭତା ଠାରୁ କାଳିଆ ଯୋଜନା ପର୍ଯ୍ୟନ୍ତ bjd ଲୋକ ମାନଙ୍କୁ ଦେଉଛନ୍ତି କିନ୍ତୁ କହୁଛନ୍ତି ସାଢେ଼ ଚାରି କୋଟି ଜନତା ମୋର, ଏକଥା କହିବା ପୂର୍ବରୁ ସେ ତାଙ୍କ ମୁଁହ କୁ ଲଗାମ ଦିଅନ୍ତୁ,jay BJP
@sandhatoka3091
@sandhatoka3091 Жыл бұрын
ଏବେ ଅଶୋକ ପଣ୍ଡା କୁ ଖୋଜିଲେ ବି ପାଇବନି
@PitabasaSenapati
@PitabasaSenapati Жыл бұрын
କେନ୍ଦ୍ର ରେ ଚଳିଲା ଓଡିଶା କୁ ଲୁଟିଲା
@rajendrakisan2164
@rajendrakisan2164 11 ай бұрын
ଯାହା କରୁଛି ପାଣ୍ଡିଆଣ ନବୀନ ର ଚଢ଼ି ଖୋଲି କି କରି ସାରିଲାଣି
@banojnayak7862
@banojnayak7862 Жыл бұрын
Saru khol mahadev milib
@rabinayak7585
@rabinayak7585 Жыл бұрын
ଏଥି ପାଇଁ ମୋଦୀ ସରକାର ଦାୟୀ
@sunilkumarsahu7853
@sunilkumarsahu7853 Жыл бұрын
ସବଠୁ ବଡ଼ ଚୋର ହୋଇଛି ମୋଦୀ
@aaaa2tggsaarfyhhkirsaqwrt
@aaaa2tggsaarfyhhkirsaqwrt Жыл бұрын
Modi kn kala😂😂
@aaaa2tggsaarfyhhkirsaqwrt
@aaaa2tggsaarfyhhkirsaqwrt Жыл бұрын
​@@sunilkumarsahu7853achha.. 😂😂😂
@aaaa2tggsaarfyhhkirsaqwrt
@aaaa2tggsaarfyhhkirsaqwrt Жыл бұрын
​@@sunilkumarsahu78535t secretary main culprit
@studywithme1961
@studywithme1961 Жыл бұрын
Emiti swachha sarkar ba ba re 5 t. 😅😅😅😅😅
@bhagabatabehera332
@bhagabatabehera332 Жыл бұрын
Odisha BJP very lazy in Odisha.
@AlokMishra-w3e
@AlokMishra-w3e 2 ай бұрын
ତେଲିଆ ମୁଣ୍ଡରେ ତେଲ ଯାହାର ନାହିଁ ନାହିଁ ସଲା BJD ସରକାର
@jyotiprakashdas7786
@jyotiprakashdas7786 Жыл бұрын
Penalty pakao bmc upare
@upendraparida2450
@upendraparida2450 Жыл бұрын
ନବୀନ ବାବୁ ତମେ ଏମିତି ଗାଣ୍ଡିମାରୁଛ
@TSSHORTS0707
@TSSHORTS0707 Жыл бұрын
Kn karuchi nabin bhata ta 500 dauchi mu ghara ta delani jaha kalia 2000 dauchi au kn ta dauchiki 😊
@Ranasurabhi
@Ranasurabhi 6 ай бұрын
ତୁ ଶଳା, ହାରାମି, ଚୂତିଆ, ବେଇମାନ , ନିମକହାରମ୍ ଭତ୍ତା ଟଙ୍କା 3000 ନୋ ବଢେଇ, ତାଙ୍କ ପଇସା ମାରି ଖାଉଛୁ, ତୁ ଶଳା ଟା ମରିବୁ
@SanatanchattarChattar
@SanatanchattarChattar 7 ай бұрын
ଦୁଇ ଭାଇ ଭିତରେ ହେଇଛି bjp ,bjd, କଣ କ୍ଷତି ହେଲା,,ଓଡ଼ିଶାର ଲୋକ ପାଇଲେ ସେ ଅଫିସର ର ଭାଗ ମିଳିଲା ନାହିଁ ବୁଲି ଛୁଡ଼ୁଛି,,,
@jituraut3869
@jituraut3869 Жыл бұрын
କେନ୍ଦ୍ର ରାଜ୍ୟମାନଙ୍କର ବଳରେ ବଳିଆର ଏବଂ ରାଜ୍ୟମାନଙ୍କର ଧନରେ ଧନଶାଳୀ। କେନ୍ଦ୍ରର ନିଜସ୍ବ ରୋଜଗାର ନାହିଁ। ରାଜ୍ୟ ଗୁଡିକ ଭିକଦେଲେ କେନ୍ଦ୍ର ପୋଷିହୋଇଥାଏ😇
@ghasiramsing4216
@ghasiramsing4216 Жыл бұрын
Karan odisha ra loka buka banda aalua murkha.
@kailashbhoi1319
@kailashbhoi1319 4 ай бұрын
ବିଜେଡିଚାଳଧରାପଡିଳାଣି,ଏଥରମୂଳରୁଯିଵ25ବରଷସରକାର,ଲୋକବିକଳହେଲେଣି
@surendrabagbag9898
@surendrabagbag9898 Жыл бұрын
BJD party sabko CBI enquiry hona chahiye bahat paisha se vote lete hai
@bikramsahoo2416
@bikramsahoo2416 11 ай бұрын
ଏଇଟା ପୁରୁଣା କଥା, କେନ୍ଦ୍ର ଯୋଜନା ନହେଲେ odissa ଦେଇପାଇବନି , ସେଥିପାଇଁ ତ 10 ରୁ 8 ଦେଲେ nabin pm nku
@swapnajittarai
@swapnajittarai 11 ай бұрын
gst ru cgst କାଟ ଯାଉ 🙏🙏🙏
@niranjanbiswal4414
@niranjanbiswal4414 Жыл бұрын
BAHAPIA KAPILA CHANNEL ALWAYS READY to BROADCAST News against BJD government biruddhare Prachaar KARUCHHI BESHARAM 😂😂😂😂😂😂
@narayansahoo975
@narayansahoo975 5 ай бұрын
ଗୋଟିଏ ଲୋକ ମରିଗଲା ପରେ ସେଲୋକର ୫ବର୍ଷ ଯା ଏ ପଞ୍ଚା ୟତରେ ଭତା ଖାଉଛନ୍ତି ହାରମୀ ବିଜେଡି ସରକାର
@brajakishorepadhi4022
@brajakishorepadhi4022 Жыл бұрын
Kendra ra ahetuka anukampa murddar naveen pattanayak paine.. Ye sabu gandi mara karjya naveen pattanayak karuchi..
@biswanathpadhy8371
@biswanathpadhy8371 4 ай бұрын
ଯିଏ divert କରିଛନ୍ତି ତାଙ୍କ ଉପରେ action ନିଆଯାଉ।
@santoshpradhanfoodvlogs
@santoshpradhanfoodvlogs 3 ай бұрын
Sir madhu babu bhatta dt 3.24 ru 1000/- lagu hela bank ac Bala mananku 500/- dia jaichi...paray jou manay cash nelay say manku 1000/- dea gala...bank ac balanka bardhita 500/- kuaday gala.. enquiry Kara jau. 🙏🙏🙏🙏
@suryanarayanchalan9341
@suryanarayanchalan9341 Жыл бұрын
Aji janla kain
@panditnayak293
@panditnayak293 6 ай бұрын
ଚୋର ଗଲାପରେ ପଛରୁ ପାଟି କରିବା କେନ୍ଦ୍ରର କାମ । ଆଗରୁ କ'ଣ କରୁଥିଲେ ?
@upendrapanigrahi8035
@upendrapanigrahi8035 Жыл бұрын
Very good video, beautiful description about corpted B J D sarkar ra. Jago Odia jago, jago Odisha jago, Odia jagile Odisa banchiba. Jay Sri Ram, Jay Hanuman, 🙏🌷🙏🌷🙏🌷
@jagabandhugiri6980
@jagabandhugiri6980 4 ай бұрын
Odisha rape double engine Sarkar aana chahie Bhartiya Janata party aana chahie Jay Hind 🇮🇳🇮🇳🙏🙏🙏 Happy New year 2024 🙏🙏🙏
@SarbeswarBaral-h9g
@SarbeswarBaral-h9g 3 ай бұрын
ବହୁତ ଚୋରି ହୋଇଛି ସେମାନଙ୍କୁ ଗିରଫ କର ।
@SarojPatara
@SarojPatara Жыл бұрын
Bjd ku au vote dio nahi
@mithunnaik2960
@mithunnaik2960 11 ай бұрын
💯 Right 👍👍
@jibankrushnamohanty8807
@jibankrushnamohanty8807 5 ай бұрын
ଭତ୍ତା ଟଙ୍କା ବି,ଏମ, ସି ଟଙ୍କା ଲୁଟୁଛି ଏଇଟା ପୁରା ସତ
@sanjeevmunda2738
@sanjeevmunda2738 Жыл бұрын
Sambalpur district gaan gudikare bhata paisa miluni sabu BJD chaal ...
@nabakishoresahoo5712
@nabakishoresahoo5712 5 ай бұрын
CAG ଧରିଲା ଯେ କଣ ACTION ନେଇଛି?
@SubodhPradhan-te3zw
@SubodhPradhan-te3zw Жыл бұрын
😂😂 bhatta b center ru hele etthi bjd ra naama paduchhi 🤔
@aaaa2tggsaarfyhhkirsaqwrt
@aaaa2tggsaarfyhhkirsaqwrt Жыл бұрын
Yes bro
@aaaa2tggsaarfyhhkirsaqwrt
@aaaa2tggsaarfyhhkirsaqwrt Жыл бұрын
Nija name re sabu karideichhi😁😁😁😁
@sanjayapatra9530
@sanjayapatra9530 Жыл бұрын
I am sanjaya Kumar Patra from Bhadrak loksabha constituency.I Want to contest from Bhadrak loksabha constituency.Will any party give me ticket.
@swapnajittarai
@swapnajittarai 11 ай бұрын
ଆମେ କଣ ପାଇଁ କେନ୍ଦ୍ର କୁ ଟିକସ ଦେବୁ 😡😡😡😡😡
@omofficial9265
@omofficial9265 3 ай бұрын
ମାଗିହା ମୁଦି ତାର ମାଁ ର ପୁଦି ଗିଁହାଳା ଜେ କହେଳା ଦେମି ବଳି
@purnachandrapanda2499
@purnachandrapanda2499 11 ай бұрын
ODISHA special state center ra policy lagu karajiba ki nahi decision neyi pariba
@abinashkar7551
@abinashkar7551 Жыл бұрын
Right katha
@sibasankarsamal3514
@sibasankarsamal3514 Жыл бұрын
Central government kn pain chup Action ta naiparibo na
@prashantkumarsamantaray5631
@prashantkumarsamantaray5631 Жыл бұрын
Mantri Ashok panda chorata bhali dekha jauchhi se kan Uttar deba
@kabichandrasethi9432
@kabichandrasethi9432 11 ай бұрын
ନବୀନ ନ ମାନିଲେ ଆମେ କଣ ହଟେଇ ପାରିବାନି
@rameshsahu8640
@rameshsahu8640 Жыл бұрын
ବିଜେପି ଓ କଂଗ୍ରେସ କରୁଛ କଣ ???
@RAMA854
@RAMA854 11 ай бұрын
Aji porjonto thik se kohi parilani odiya bhasa re se kon devolved kori paribo ki?
@santoshkumar-pr3hz
@santoshkumar-pr3hz 11 ай бұрын
300 କୋଟି ଟଙ୍କା ଖର୍ଚ୍ଚ✈️🛩️🚁
@baikunthapanda279
@baikunthapanda279 4 ай бұрын
A -Nabin sarkar chor sarkar .bjd hattao odisha banchao .
@AnilPal-yd3tg
@AnilPal-yd3tg Жыл бұрын
Ya chora cm naveen ra au kana kama chore kare neja na rea batao jago odisha Odisha ru ya chora naveen ku hatao
@beautyofnature9160
@beautyofnature9160 Жыл бұрын
Ae news channel ra kichhi kama nanhi, khali michha re olta palat news deuchha😅
@BirenPujhari
@BirenPujhari 4 ай бұрын
ଇଥର ନାମନେବ ବିଜେଡି ସରକାର
@kailashbhoi1319
@kailashbhoi1319 4 ай бұрын
ବିଜେଡିଚୋରସରକାରହଟିବାଦରକାର
@maheswarhansdah7714
@maheswarhansdah7714 Жыл бұрын
Very good CHG
@JayamalSahu
@JayamalSahu 3 ай бұрын
Aeta michha prachar thaku News ok😊😅😮
@GirdharMajhi-py9ln
@GirdharMajhi-py9ln 4 ай бұрын
ମୁଦି ମରିଗଲେ ଭଳ ହେତ|
@skjamlu4292
@skjamlu4292 7 ай бұрын
iska janglo Dam Hai To rakh le
@Ranasurabhi
@Ranasurabhi 6 ай бұрын
Bikalanga bhatta RS 3000 karajau,semane chalibe kemiti
@PrabhatMohanty-story
@PrabhatMohanty-story Жыл бұрын
Election asile sabu janna paduchhi kintu anya bele bhai bhai
@sarojallinone9634
@sarojallinone9634 11 ай бұрын
GM karuchanti, jabab dia 2024 re
@funnyv203
@funnyv203 11 ай бұрын
Nabin sarkar chore BJP nai ta CNG asiba darkar
@ChandiniKanar-i9x
@ChandiniKanar-i9x 3 ай бұрын
କେବେ ମିଳିବ ଭତା 3000
An Unknown Ending💪
00:49
ISSEI / いっせい
Рет қаралды 56 МЛН
LIFEHACK😳 Rate our backpacks 1-10 😜🔥🎒
00:13
Diana Belitskay
Рет қаралды 3,9 МЛН
Миллионер | 1 - серия
34:31
Million Show
Рет қаралды 2 МЛН
BJD, Congress Target BJP Govt Over Subhadra Scheme
7:39
Odisha Sambad
Рет қаралды 455 М.