ହାକ୍ କରି ବିକ୍ରି ହେଉଛି ଚାକିରି ! || OSSSC || Odisha Job Scam || PEO Job || Odisha Reporter

  Рет қаралды 186,715

Odisha Reporter

Odisha Reporter

Күн бұрын

ଜଣେ ପରୀକ୍ଷାର୍ଥୀ ଗତ ବର୍ଷ ଜୁଲାଇ ମାସରେ ପିଇଓ ପରୀକ୍ଷା ଦେଇଥିଲେ। 180 ମାର୍କରୁ ରଖିଥିଲେ, ମାଇନସ୍ 7 । ମାନେ ଶୂନ ଠାରୁ ବି କମ୍ ମାର୍କ। କିଛି ମାସ ପରେ ଅର୍ଥାତ୍ 2024 ଏପ୍ରିଲ ମାସରେ ସେ ଫରେଷ୍ଟ ଗାର୍ଡ ପାଇଁ ଲିଖିତ ପରୀକ୍ଷା ଦେଲେ । ଆଉ ତାଙ୍କୁ 150 ମାର୍କରୁ ମିଳିଲା 100 ପରସେଣ୍ଟାଇଲ୍ ଅର୍ଥାତ୍ ପରୀକ୍ଷା ଦେଇଥିବା ପିଲାଙ୍କ ଭିତରେ ସର୍ବୋତ୍ତମ ପିଲା । ଯେଉଁ ପରୀକ୍ଷାର୍ଥୀ ପୂର୍ବରୁ ଶୂନ ମାର୍କ ବି ରଖି ପାରୁନଥିଲେ, ସେ ଏବେ କେମିତି ସର୍ବୋଚ୍ଚ ବର୍ଗରେ ରହିପାରିଲେ, ତାହା ବିସ୍ମୟ ସୃଷ୍ଟି କରୁଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #OSSSC #Jobscam #Odishagovt #studentallegation

Пікірлер: 1 600
@AsishKumar-qw2xu
@AsishKumar-qw2xu 14 күн бұрын
ଓଡ଼ିଶାରେ ଦୁର୍ନୀତି ହଉଥିଲା, ହଉଚି ଆଉ ଆଗକୁ ବି ହବ କାରଣ ଓଡ଼ିଶା ପିଲାମାନଙ୍କର ଏକତା ନାହିଁ
@subhasreemalick173
@subhasreemalick173 14 күн бұрын
Hmm re bhai chala samaste misiki Raja rasta ku olheiba
@kkgyanbhandar2857
@kkgyanbhandar2857 14 күн бұрын
Epari gata 3/4 years hela corruption heuchhi... Tenu 3/4 years ra sabu ossc, opsc, osssc exam ra janch heu... Aau jou mane b chakiri pai ki ais karuchhanti, semananku jail danda dia jau
@Mrdas6556
@Mrdas6556 14 күн бұрын
Right Bhai
@Sub....141
@Sub....141 14 күн бұрын
@@AsishKumar-qw2xu ବଡ଼ ବଡିଆ ତାଙ୍କ ପୁଅ ଝିଆ କୁ ପାଇଁ କେତେ କଣ କରୁ ଛନ୍ତି
@sto_ic
@sto_ic 14 күн бұрын
Sabu sarakar ra khelo Bhai 😅 Tamo ku kn laguchi gote board ra hi kamo 😅😅😅
@user-kt8of2jd8w
@user-kt8of2jd8w 14 күн бұрын
ଲୋକେ ମାଓବାଦୀ କାହିଁକି ହେଉଛନ୍ତି, ଏଭଳି ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କ ପାଇଁ। ଏମାନଙ୍କୁ ସାବାଡ଼୍ କରାଯାଉ।
@akshayakumarlohar6831
@akshayakumarlohar6831 13 күн бұрын
Laal salaam
@RupNarayanMajhi
@RupNarayanMajhi 12 күн бұрын
​@@akshayakumarlohar6831good luck comrade
@sri9321
@sri9321 11 күн бұрын
ମାଓବାଦି ହେଲେ କଣ ହବ ଖାଲି ନିରୀହ ଲୋକମାନଙ୍କୁ ହିଁ ମାରିବେ ଦଲାଲ ମାନଙ୍କୁ ଖୋଜି ଖୋଜି ମାରିଲେ ଜୀବନ ଧନ୍ୟ ହବ
@suryakantamahalik3462
@suryakantamahalik3462 14 күн бұрын
Osssc chairman କୁ ବହିଷ୍କାର କରାଯାଉ ଆଉ ଅନ୍ୟ କର୍ମ ଚାରୀଙ୍କୁ ମଧ୍ୟ ବହିଷ୍କାର କରନ୍ତୁ....
@MANUSN45
@MANUSN45 14 күн бұрын
Hm bhai eita heba darkar se chairman parama mg ta
@rakeshnayak672
@rakeshnayak672 14 күн бұрын
ଚେୟାରମ୍ଯାନ କୁ ବହିଷ୍କାର କଲେ କଣ ହବ ଭାଇ.. ମୂଳରୁ ଉପର ମହଲା ହିଁ ଖେଚଡ
@pragyansmitapatbandha2390
@pragyansmitapatbandha2390 13 күн бұрын
Right
@shibanaik4983
@shibanaik4983 13 күн бұрын
​@@rakeshnayak672right bro.. nahele semanankara sahas kemiti heta
@ramachandrasahoo3996
@ramachandrasahoo3996 13 күн бұрын
Correct
@kishanputi1287
@kishanputi1287 13 күн бұрын
ଭାଇ ଯଦି ଏମିତି ହେବ ତାହେଲେ ପରିଶ୍ରମୀ ପିଲା ମାନେ frustated heijibe plz କିଛି କରନ୍ତୁ😢😢😢😢
@ytoliver8881
@ytoliver8881 12 күн бұрын
Tara kete asithila percentile ago kaha ....
@pratap_moharana
@pratap_moharana 14 күн бұрын
Peo ପରୀକ୍ଷା ରେ ଏତେ ସହଜ ପ୍ରଶ୍ନ ରେ ଯିଏ ୦ ରଖି ପାରିଲାନି..😂😂. ଏ ପରୀକ୍ଷା ଏତେ କଷ୍ଟ ପ୍ରଶ୍ନ ଥିଲା computer, science ରେ,ତଥାପି ଟପ୍ପର ହେଇ ଗଲା😢... କାହିଁକି ଗୋଟେ ଅଲଗା ଗନ୍ଧ ବାରି ହେଉଛି..... ଆମର ଦାବି ସବୁ ପିଲାଙ୍କ raw mark and normalised mark publish ହଉ
@adityamishra4857
@adityamishra4857 14 күн бұрын
Right
@letsgetsuccessinlife
@letsgetsuccessinlife 14 күн бұрын
Peo question bi ete easy nathila corruption pae High cut off gala peo odisha police sabuthure ghotala
@pratap_moharana
@pratap_moharana 14 күн бұрын
​@@letsgetsuccessinlifePEO question bhut easy thila bhi.. Fg,Li science pain hard hei gala... corruption ta hauchhi no doubt
@rupaliray6858
@rupaliray6858 14 күн бұрын
Mor se k Ramesh ra ghara thikana darkar..ta saha contact kari mu 15 din re kmti topper hei paribi se bidya grahana karibaku chahuchi..😢 Vivekananda ebe b achhanti mu janila pare mo Munda tension
@pratap_moharana
@pratap_moharana 14 күн бұрын
​@@rupaliray6858Khali setiki nuha dekhile 2 or 4 ta qstns b pachariba computer, science aau gk ru ta shift re jaha padi thila😂😂😂😂
@AsishKumar-qw2xu
@AsishKumar-qw2xu 14 күн бұрын
ଗୋଟିଏ ଥର ସମସ୍ତେ ମିଶି ୟୁପି ,ବିହାର ପିଲାଙ୍କ ଭଳି ରାଜରାସ୍ତା ଜାମ୍ କରିଦିଅ ତାପରେ ଦେଖିବ ସରକାର କେମିତି ଆଣ୍ଠେଇବ ପିଲାଙ୍କ ସାମ୍ନାରେ
@Biru135
@Biru135 14 күн бұрын
ମାଗିଆ OSSSC ମାଗିଆ ସ୍ୱାଶତ ମିଶ୍ର
@prabhatkumardas8803
@prabhatkumardas8803 14 күн бұрын
Sala osssc amaku gandimarisarilani
@Silent-o6x
@Silent-o6x 14 күн бұрын
Home department ra sudhansu sarangi...sebi pura M.C .
@Krishna01123
@Krishna01123 14 күн бұрын
ମାଓବାଡି ହେବୁ ଲାଷ୍ଟ କୁ ଯିଏ ଦୁର୍ନୀତି କରୁଛ ହେଲା ସିଧା ସିଧା ଜଣା ପଡ଼ୁଛି osssc ହେଲା 😡😡😡😡😡😡
@Sub....141
@Sub....141 14 күн бұрын
@@Biru135 ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ 😂😂😂 କୁଆଡେ ଗଲ ହେ
@Biru135
@Biru135 14 күн бұрын
@@Sub....141 ସେ ନବୀନ ଆଉ ପାଣ୍ଡୁ ସବୁ ଖେଳ କରିକି ଯାଇଛନ୍ତି ପରମ ଗାଲୁଆ 2ଜଣ ଯାକ
@lifetraveller6335
@lifetraveller6335 14 күн бұрын
O-Odisha S-support S-system S-Sabuthire C-Corruption
@rajendrapera483
@rajendrapera483 7 күн бұрын
👍
@swagatkumarsahoo8350
@swagatkumarsahoo8350 14 күн бұрын
Dhanyabad ODISHA Reporter..for publishing this news
@sriharash-j3i
@sriharash-j3i 14 күн бұрын
2021 ମସିହାରେ ଓ 2022ମଶିହାରେ RHT ବା teacher ପରିଖାରେ ଏହି ପରି ହାକ୍ କରି ଦଲା ମାନେ କରି ଛନ୍ତି ଏଣୁ ଅନୁରୋଧ କରୁଛୁ ଏହାର ପୁଖାନୁ ପୁଖ ତଦନ୍ତ ନିର୍ଦ୍ଦେଶ ଦିଅ ନ୍ତୁ ମୋହନ୍ ସରକାର ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଜୀବ
@kkgyanbhandar2857
@kkgyanbhandar2857 14 күн бұрын
Epari gata 3/4 years hela corruption heuchhi... Tenu 3/4 years ra sabu ossc, opsc, osssc exam ra janch heu... Aau jou mane b chakiri pai ki ais karuchhanti, semananku jail danda dia jau
@चिंगचांग
@चिंगचांग 14 күн бұрын
Osssc ସବୁ ଷ୍ଟାଫ୍ ମାନଙ୍କୁ ବାହାର କର
@raghunathhembram5881
@raghunathhembram5881 13 күн бұрын
Right
@radhikabudula9660
@radhikabudula9660 13 күн бұрын
Naba das ku tk bhabu chairman 😅
@चिंगचांग
@चिंगचांग 12 күн бұрын
ବହୁତ୍ ବଢିଆ ଭାଇ 👍👍👍
@Abhijeet578
@Abhijeet578 12 күн бұрын
Ossc b seya
@sukumarrana9091
@sukumarrana9091 13 күн бұрын
ଏହା ପର ଠାରୁ ସମସ୍ତ ପରୀକ୍ଷା Offline mode ରେ Single sitting ରେ ହେଉ ।
@RAJESHpradhan01994
@RAJESHpradhan01994 14 күн бұрын
ଓଡିଶାରେ ଏହା ନିତି ଦିନିଆ କଥା ଅଭିଯୋଗ କରିଲେ ଅଧିକାରୀମାନେ କହିବେ ପରିଶ୍ରମ କଲେ ସବୁ ସମ୍ଭବ । ଯେପରିକି ବିଗତ ଦିନ ମାନଙ୍କରେ ଦିଆଯାଇଥିବା police SI, high school teacher, ossc cgl ଏଭଳି ଅନେକ ନିଯୁକ୍ତି ସମୟରେ ଏଭଳି ହୋଇଛି।
@kkgyanbhandar2857
@kkgyanbhandar2857 14 күн бұрын
Epari gata 3/4 years hela corruption heuchhi... Tenu 3/4 years ra sabu ossc, opsc, osssc exam ra janch heu... Aau jou mane b chakiri pai ki ais karuchhanti, semananku jail danda dia jau
@Mukuniabhinetri1
@Mukuniabhinetri1 13 күн бұрын
ମୁଁ ପରିଶ୍ରମ କରି ପାଠ ପଢି ପଢି job ପାଇଲିନି , ଶେଷରେ ମୁଁ ଚୋର ହୋଇଗଲି , , ତମେ ଲାଞ୍ଚ ପଇସା ଦେଇ ଚାକିରି କଲ , ତମେ କଣ ମତେ ଧରି ପାରିବ, 😢
@ratnakarbehera9676
@ratnakarbehera9676 13 күн бұрын
Good
@dillipratha5009
@dillipratha5009 14 күн бұрын
Thanks you for public this news
@biswambharsahoorollno-2653
@biswambharsahoorollno-2653 14 күн бұрын
କେବଳ ଏଥିପାଇଁ ସବୁ ପରୀକ୍ଷାର୍ଥୀ ଙ୍କ ମନ ଭାଙ୍ଗି ଯାଉଛି l ସବୁ ପରୀକ୍ଷା ରେ ସେମିତି ହଉଚି, ଭଲ ପିଲା ସବୁ ରହି ଯାଉଛନ୍ତି l ଏଥିରେ କହିବେ ଆମ ରାଜ୍ୟ ର ସ୍ତର ତଳ କୁ ଯାଉଛି
@ranjeetkumarpradhan5067
@ranjeetkumarpradhan5067 13 күн бұрын
2018 SI, 2019 SI exam ru mo mana vangi jaichi Abe jaaa aau padha padhi thik se hoi paruni...Abe jahabi exam dauchi Mark kami kami jauchi....
@rebatinandan
@rebatinandan 13 күн бұрын
Mu Janichi Emiti Houchi Boli. Sei pain Naa Mu Job Apply Kore Na Exam Die. Aame General Loko. Prati Job Apply Pain 500 ru 1000 Kharcha. Kintu STSC Mananka Pain Sabu Kichi re Chhado. Poisa re Chhado, Mark re Chhado.
@ganeshkumarpanigrahy5522
@ganeshkumarpanigrahy5522 14 күн бұрын
Your truely 4th pillar of democracy
@priyankapradhan6895
@priyankapradhan6895 14 күн бұрын
ସତ ରେ ବହୁତ୍ ଅନାୟ ହଉଚି ଆମ ସହ
@ranjitswain5692
@ranjitswain5692 14 күн бұрын
ଧନ୍ୟ ବାଦ୍ ଓ ଟିଭି, ନବୀନ ପଟ୍ଟନାୟକ ଏହି ଭଳି କରି ଜବ ଦବ ବୋଲି ବସିଥିଲା। ମୋହନ ବାବୁ ଦ୍ୱିତୀୟ ଥର ଏକ୍ସାମ ହଉ
@Ancien958
@Ancien958 14 күн бұрын
Govt change staff change .jaha ra govt tara staf
@srabanameher2477
@srabanameher2477 14 күн бұрын
​@@Ancien958Are bhai abe result bahari6i exam agaru nabin dayi ethi pai....😂
@prateekrout27
@prateekrout27 14 күн бұрын
@@Ancien958 forest guard exam helabele kahara goverment thila???? sala naveen bele sabu exam emiti corruption re hue se sala dakayata emiti kariki vote nie
@Ancien958
@Ancien958 14 күн бұрын
@@ranjitswain5692 present govt change every staff of previous govt even all the ias and oas level mass transform happen . Kehi alga govt ra staff rakhatini .
@Ancien958
@Ancien958 14 күн бұрын
Bjd govt forest guard cut off bohut Kam jae thila and off line exam hae thila . First time this will happen in odisha (percentile method)
@innovativekishu04
@innovativekishu04 13 күн бұрын
ସମସ୍ତଙ୍କୁ ଜଣା ହେଲେ କେହି କିଛି କରି ପାରୁନାହାନ୍ତି odisha govt should strictly examine
@brajanikantabhoi77
@brajanikantabhoi77 14 күн бұрын
ମୁଁ ପଛେ ଫାଶୀ ପାଇବି କିନ୍ତୁ ଓଡ଼ିଶାର ଅଫିସ ରେ ବୋମାମାଡ କରିବି । ଯେଉଁ ଭାଇ ମାନେ ମାଓବାଦୀ ସଙ୍ଗଠନରେ ସାମିଲ ହେବା ପାଈଁ ଇଚ୍ଛୁକ ହଁ ଲେଖନ୍ତୁ ।
@sachidanandabag1625
@sachidanandabag1625 14 күн бұрын
Bhai ak47 jadi mili Pariba.. mue b jibi ..
@brajanikantabhoi77
@brajanikantabhoi77 14 күн бұрын
@@sachidanandabag1625 Bhai sobu milibo America, USSR PAKHRU rifel aniba
@skgauri7392
@skgauri7392 14 күн бұрын
Handgranet paile bi mu jibi bhai...
@chaitanyanaik9807
@chaitanyanaik9807 14 күн бұрын
Right
@susahunter
@susahunter 14 күн бұрын
Yes mote ଗୋଳା ବାରୁଦ first dia
@prakashbhuyan8948
@prakashbhuyan8948 14 күн бұрын
ମୋହନ ସରକାର କିଛି କର ନହେଲେ BJP କୁ ଏଇ ପିଲା ବାୟ ବାୟ କରିବ
@Kalingahealth
@Kalingahealth 14 күн бұрын
Thanks odisha reporter.....for Cover this news.....all students stand with you.....🙏
@LingarajBharasagria
@LingarajBharasagria 13 күн бұрын
ଲାଗୁଛି ଓଡ଼ିଶା ବି ବଙ୍ଗଳାଦେଶ ପରି ହେଇ ଯିବାର ଆଗକୁ ସମ୍ଭାବନା ରହିଛି ।
@binayakbhatra
@binayakbhatra 14 күн бұрын
ସବୁ ପୋଇସା ଖେଳ
@ytoliver8881
@ytoliver8881 12 күн бұрын
Patha padhe re mg... Paisa Kichhi nahi Gyana badha
@RajkumarDas-if7cc
@RajkumarDas-if7cc 13 күн бұрын
Thanks Odisha Reporter 🙏🏻🙏🏻 Pura Full Curruption heuchi 😭😭😭
@PriyankaBehera-w8h
@PriyankaBehera-w8h 14 күн бұрын
+3 ପରେ ଦାଦନ ଖଟି ଆଗ 25 ଲକ୍ଷ୍ୟ ରୋଜଗାର କରନ୍ତୁ,, ତା ପରେ ossc ଆଉ OSSSC ପାଇଁ exam ଦେବେ।
@jagannathpandit3391
@jagannathpandit3391 14 күн бұрын
@@PriyankaBehera-w8h Hnnn😂
@jagannathpandit3391
@jagannathpandit3391 14 күн бұрын
@@PriyankaBehera-w8h Apana nka selection hela ki?
@barikr1077
@barikr1077 14 күн бұрын
ଦାଦନ ରେ ଲକ୍ଷ୍ୟ madam gote juga ବିତିଯିବ jauthi ama sarkar banchi Baku dauni Sethi alga rajyara sarkar godei godei pitibe
@chandrakantpattnaik9057
@chandrakantpattnaik9057 13 күн бұрын
Madam nka laguchi bhala experience achi bodhe😂😂😂 aie field re😂😂
@gobardhanbhoi3333
@gobardhanbhoi3333 13 күн бұрын
ଦାଦନ ଖଟି ଖଟି ମରି ଯିବ ହେଲେ 25 ଲକ୍ଷ ଟଙ୍କା ଯୋଗାଡ କରିପାରିବ ନାହିଁ
@Tanmaya_online
@Tanmaya_online 13 күн бұрын
ଓଟିଭି ଆପଣଙ୍କୁ ଧନ୍ୟବାଦ ଏଇ କଥା ମୁଁ ବି ଶୁଣୁଥିଲି କିନ୍ତୁ ଆଜି ସତ ପ୍ରମାଣିତ ହେଲା
@pipunpipun6519
@pipunpipun6519 14 күн бұрын
ସବୁ ସରକାରୀ ଚାକିରି ଆଗ ପରି ଏବେ ବି ବିକ୍ରି ଚାଲିଛି.. ନୂଆଁ ସରକାର ଙ୍କ ଠାରୁ ଏୟ୍ୟା ଆଶା ନ ଥିଲା...
@priyalifestyle5370
@priyalifestyle5370 14 күн бұрын
Right
@litusahoo4766
@litusahoo4766 14 күн бұрын
Nua sarkar exam karinathila
@susahunter
@susahunter 14 күн бұрын
​@@litusahoo4766right
@tapankumarbehera8154
@tapankumarbehera8154 14 күн бұрын
Yeta puruna sarkar time re exam heithila bhai😂
@User32271
@User32271 7 күн бұрын
BJP bi corruption karuchhi
@Mamu_kansa
@Mamu_kansa 10 күн бұрын
ବେକାର କଥା। କୌଣସି ଚାକିରୀ ବିକ୍ରୟ ହେଉନି। ୟେ ପିଲା ଗୁଡ଼ା ପାଠ ନ ପଢି ପ୍ରେମ ପଛ ରେ ଗୋଡେଇବେ, ରାତି ଯାଏଁ Facebook, whatsapp, telegram etc social media ରେ ସମୟ ଦେବେ। ଏମାନେ କେତେ ଟା mock test ଲଗାଇଛନ୍ତି ପରୀକ୍ଷା ପୁର୍ବ ରୁ??😂😂😂. ଖାଲି ସରକାର ଙ୍କୁ ବଦନାମ୍ କରାଇବା ପାଇଁ ଏସବୁ ରାଜନୀତି
@User32271
@User32271 6 күн бұрын
Nia na thile dhuan bahare nahi
@anadisingh3174
@anadisingh3174 14 күн бұрын
Magia osssc chairman ku suspend kara
@RasmitaSwain-ke4tt
@RasmitaSwain-ke4tt 14 күн бұрын
Thik kahichhanti Bhai...
@AshishSahu-nc9yl
@AshishSahu-nc9yl 14 күн бұрын
Up police ଭଳି ପୁଣି ଥରେ Re exam କରାଯାଉ ଆଉ forest guard ku ଅଲଗା exam କରାଯାଉ
@Jagat_Sahoo1
@Jagat_Sahoo1 14 күн бұрын
OTV କୁ ଏତିକି request 🙏 ଆପଣ ମାନେ ଦୟାକରି ଏଇ forest guard ରେ ଆମକୁ ନ୍ୟାଅ ଦିଅନ୍ତୁ 🙏🙏,, ମୋର 9564 rank ହେଇ selection ହେଇନି କିନ୍ତୁ ଯାହାର rank-1 lakh 61 ହଜାର ପାଖା ପାଖି ରହିଛି ତାର selection ପାଇଛି,, ଏ ସବୁ ଠିକ୍ ହଉନି
@skcraft2857
@skcraft2857 14 күн бұрын
Hnn bhai emti ka jt re bhi heithila .....case kariki Jan ru sep heigala matra kichi lava helani
@alokswain2072
@alokswain2072 14 күн бұрын
Mora Bhai 8050 re heini bi 😢
@Jagat_Sahoo1
@Jagat_Sahoo1 14 күн бұрын
@@alokswain2072 ଭାଈ ବହୁତ୍ ମାତ୍ରା ରେ corruption ହେଇଛି ଯେଉଁଠି ପାଇଁ ଆମକୁ ବାଦ୍ କରୁଛନ୍ତି, ଏ OSSSC ର ରଙ୍ଗ ବହୁତ୍ ହେଇଗଲା
@banyaraninaik4929
@banyaraninaik4929 14 күн бұрын
JT re b emiti heichi
@kkgyanbhandar2857
@kkgyanbhandar2857 14 күн бұрын
Epari gata 3/4 years hela corruption heuchhi... Tenu 3/4 years ra sabu ossc, opsc, osssc exam ra janch heu... Aau jou mane b chakiri pai ki ais karuchhanti, semananku jail danda dia jau
@MahaprasadCreat
@MahaprasadCreat 13 күн бұрын
ଭାଇ ଏକାଠି ସବୁ ହୁଅ strike କରିବା , ଏମାନଙ୍କୁ chadibani Osssc ଭଲ କରିବ ଛୋଡ଼ିପକେଇବ, ଶଳା osssc ମୋ ବାଳ କରିବ
@gsgudu-g3h
@gsgudu-g3h 11 күн бұрын
ଖାଲି ଓଡ଼ିଶା ରେ ନୁହେଁ ସାରା ଭାରତରେ ଏହି ଭଳି ଭାବରେ ଚାକିରି ଦୁର୍ନୀତି , ନ୍ୟାୟ ଓ ଅନ୍ୟ।ନ କିଛି ନା କିଛି ଘଟଣାରରେ ସମସ୍ତେ ଫସୁଛନ୍ତି ହେଲେ ଆମେ ସମସ୍ତେ ଜାଣିକି ବି ଚୁପ୍ ହୋଇ ରହୁଚେ , ଚିନ୍ତା କରିବା କଥା ହେଲା କି ଏସବୁ କୁ ଆମକୁ ହିଁ ସୁଧାରିବା କୁ ପଡ଼ିବ ନ ହେଲେ ଶେଷ ରେ ଆମେ ହିଁ ଅସୁବିଧା ରେ ପଡିବ
@AbhiTvodia24
@AbhiTvodia24 14 күн бұрын
Exam ❌ Cancel କରାଯାଉ
@rakeshs8456
@rakeshs8456 14 күн бұрын
Thank you odisha reporter
@rajeshasamal8314
@rajeshasamal8314 14 күн бұрын
Osssc ra forest guard exam re Full corruption heiji....
@sidharthnayak6443
@sidharthnayak6443 14 күн бұрын
Clearing UPSC mains is easier than clearing OSSSC pre. I had scored 153 in the PEO exam but failed in this current recruitment drive. OSSSC took 5 Months to publish result ? Can you imagine!! Odisha is heading towards Bangladesh. I love Bangladeshi students upsurge regarding recruitment. Junior teacher recruitment - Neither raw score nor normalised score. LI,Forester,Forest Guard - Neither raw score nor normalised score Upcoming RI,ARI qill follow the same How long we will bear ? I remember that OSSC employee" MC BIRANCHI" (Kandhamala Haladi wala). Through this platform I urge our unfit government to do an open bidding for job and make the corruption legal.Base price must be different for different posts. Those who are able to buy posts they will be happy. And we (those who are working hard) will be happier because atleast we won't have fake hopes. Ashamed to be an Odia😢😢
@ambikapatra4500
@ambikapatra4500 14 күн бұрын
Sethipain ta odisha development re sabuthu top state😅... pila Ossc clear Kari dauchanti railway bhi clear karidauchanti ssc prelims bhi clear karuchanti kintu osssc clear Kari parunahanti 😅.. Osssc amaku tara eligible candidates bhabuni😂
@biswaranjanswain6292
@biswaranjanswain6292 14 күн бұрын
ସିଧା ଗୋଟେ କେସ କରିବା ଆଉଥରେ exam ହଉ offline moode ରେ ଆଉ। ଯୋଉ ମାନେ ପଇସା ଦେଇଛନ୍ତି ସେମାନଙ୍କ ର ଅସଲି ଔ କାତ୍ କେତେ ଜଣା ପଡ଼ିବ।
@Kiila-b9p
@Kiila-b9p 14 күн бұрын
Osssc ଅଧକ୍ଷ ସ୍ଵାଶତ ମିଶ୍ର ଜଣେ ଦୃନୀତି ଖୋର ଅଫିସର, ଭିଜିଲାସନ୍ସ ଡାଇରେକଟର ଏହି ଅଫିସର ଙ୍କୁ ଟିକିଏ ଧ୍ୟାନ ଦିଅନ୍ତୁ, ମୋହନ ସରକାର ମଧ୍ୟ୍ୟ ଟିକିଏ ଦେଖନ୍ତୁ.
@technicalteach5373
@technicalteach5373 12 күн бұрын
ଦୟାକରି ଦୁର୍ନୀତି କୁ ରୋକାନ୍ତୁ. ନହେଲେ ଜଣେ ମେଧାବୀ ଛାତ୍ର ର ଆତ୍ମହତ୍ୟା ଲାଗି ଆପଣ ଦାୟୀ ରହିବେ l
@khitishmahanta9057
@khitishmahanta9057 14 күн бұрын
ସେ ଶଳା OSSSC ର ଆଗରୁ ଏମିତି ଗୁଣ ଅଛି | ଆଗରୁ ବି OSSSC ଧରା ପଡିଥିଲା
@amulyamajhi9393
@amulyamajhi9393 3 күн бұрын
ଭାଈ ଆଜିକାଲି ନିଯୁକ୍ତି ନା ରେ ଅନେକ ଦୁର୍ନୀତି ହେଉଛି. ଆପଣ ଜେତେ ପରିଶ୍ରମ କରନ୍ତୁ ସେ ବୃଥା ରେ ଯିବ. ଏଠାରେ ଟଙ୍କା ରେ ପାୱାର 😢😢😢😢
@santoshkumarmishra2620
@santoshkumarmishra2620 14 күн бұрын
PET Teacher ପାଇଁ ମଧ୍ଯ ଏପରି କାରବାର ହୋଇଥିଲା. ତାର ପ୍ରମାଣ ଅଛି.
@premkumarmahanandia818
@premkumarmahanandia818 14 күн бұрын
Proof achi jodi publish kara Bhai
@kailashchandrabehera7120
@kailashchandrabehera7120 14 күн бұрын
High school eaxm ra bi heichhi am school re 4 jan paichhanti
@Travelme-d4k
@Travelme-d4k 13 күн бұрын
ସମସ୍ତ ଙ୍କୁ ବହିଷ୍କାର କରନ୍ତୁ ଓଡିଶା ସରକାର ଅନୁରୋଧ ଏବଂ ଉଚିତ ପିଲା ଙ୍କୁ ସରକାର ଚାକିରୀ ଦିଅନ୍ତୁ 🙏କାରଣ ଆମେ ଦିନ ରାତି କଷ୍ଟ କରି ପଡୁଛୁ 😢ଆମର ଅଭିଶାପ ପଡିବ ଆଜ୍ଞା 😢🙏
@BeAsadisticPerson
@BeAsadisticPerson 12 күн бұрын
Mu cm hele odisha ru govt job utheidebi sabu private job karibe
@samarsamantaray6817
@samarsamantaray6817 14 күн бұрын
Pura system change haba darkar
@Babul1912
@Babul1912 7 күн бұрын
Best news channel ❤❤❤❤❤
@Rabi0011
@Rabi0011 14 күн бұрын
Osssc chairman hata jau Au ossc chairman ଅଭୟ କୁମାର ଙ୍କୁ chairman Kara jau
@alokamalla8520
@alokamalla8520 13 күн бұрын
100% right
@santagahir272
@santagahir272 14 күн бұрын
Online exam ku stop kara 👍offline exam is better for all candidates.
@ankitcreation5282
@ankitcreation5282 13 күн бұрын
Bhai besi question viral heba athire kam bhai but offline ରେ pura sabu corruption
@studycare7982
@studycare7982 12 күн бұрын
Dimba te janichu​@@ankitcreation5282
@studycare7982
@studycare7982 12 күн бұрын
Agree with you
@santagahir272
@santagahir272 12 күн бұрын
@@ankitcreation5282 agaru jete b osssc offline exam karichhi kebe question viral heichhi ki???? Osssc ra kete ta exam tame deichha bhai???? Don't worry bhai kichhi habani offline hele b....
@hemantasukri9117
@hemantasukri9117 14 күн бұрын
କୋରାପୁଟ ଜିଲ୍ଲାର ପିଲା ମନେ ମାଓ ବାଦି ପାଇଁ ଇଛୁକ ଥିବା ବ୍ୟକ୍ତି ରେଡ୍ଡୀ ହୋଇ ରୁହନ୍ତୁ...
@susahunter
@susahunter 14 күн бұрын
Hmm osssc office udaiba
@dandanacha1272
@dandanacha1272 13 күн бұрын
Bhai mu b ready
@s.soumya9406
@s.soumya9406 14 күн бұрын
Thank you odisha report
@SaswatDAchiever
@SaswatDAchiever 13 күн бұрын
Right and True news ❤
@ramchandrabehera7398
@ramchandrabehera7398 14 күн бұрын
You are absolutely correct
@ସାଧାରଣମଣିଷ
@ସାଧାରଣମଣିଷ 13 күн бұрын
ପୁରୁଣା ପଦ୍ଧତି ରେ ଚାକିରି ପାଇଁ ପରୀକ୍ଷା କଲେ ଭଲ ହୁଅନ୍ତା ଯେମିତିକି ପ୍ରତି ଜିଲ୍ଲାପାଳ ଅଫିସ ଦ୍ଵାର କରାଯାଉ ଥିଲା ସେହି ପରି ହେବା ଦରକାର
@SagarKumarPalai
@SagarKumarPalai 14 күн бұрын
500000%% corruption😢😢😢😢😢😢
@prasantamahanta8210
@prasantamahanta8210 14 күн бұрын
Thanks otv
@Nityaabhai
@Nityaabhai 7 күн бұрын
Good supporting for students media Bhai ❤
@angloodia8048
@angloodia8048 14 күн бұрын
Out of 97 toppers more than 35 students are 3rd division in 10th exam.
@prasantakumarmahanta7082
@prasantakumarmahanta7082 14 күн бұрын
😂ki joga hela re
@ahiyaahmed2411
@ahiyaahmed2411 14 күн бұрын
Corruption at its peak
@lokesh3721
@lokesh3721 13 күн бұрын
Yes
@sri9321
@sri9321 11 күн бұрын
Govt ଦଲାଲ ମାନଙ୍କୁ ଧରିବା ପାଇଁ ଗୋଟେ force ଗଠନ ହଉ
@ganeshkumarpanigrahy5522
@ganeshkumarpanigrahy5522 14 күн бұрын
Thanks channel ...very appriciate
@maheshhembram9879
@maheshhembram9879 6 күн бұрын
ଏ ଅଭିଯୋଗ ନୁହେଁ,୧୦୦% ସତ, ମୁଁ ମଧ୍ୟ ଏ ସବୁ ଶୁଣିଛି। ଆଉ ମୋ ସାଙ୍ଗ exam ବେଳେ ସେ ନିଜ ଆଖି ରେ ଦେଖିଛନ୍ତି।
@purnimamohanty6281
@purnimamohanty6281 14 күн бұрын
There is only one solution. Bring TCS to conduct examination. Every matter will be solved.
@ranjitkujena9040
@ranjitkujena9040 13 күн бұрын
Yes same to same ssc exam
@BiswajitStudyIQ
@BiswajitStudyIQ 12 күн бұрын
Percentage ଅନୁଯାଇ ତ merit list କାଢ଼ି ପାରିଥାନ୍ତେ, ନାଇ ନ ହେଲେ, Secured mark ଅନୁଯାଇ merit list କାଢ଼ି ପାରିଥାନ୍ତେ
@satyabratadas3406
@satyabratadas3406 14 күн бұрын
Thank you #Odisha_Reporter
@tapanmallik239
@tapanmallik239 14 күн бұрын
So... many thanks to the Odisha Reporter.. you are truly the fourth pillar of the Democracy
@rahulparija6019
@rahulparija6019 14 күн бұрын
10th September re OSSSC office front re gathering hua all candidates.
@santagahir272
@santagahir272 14 күн бұрын
Puni 10 re strike achhi ki bhai
@ashissahoo6312
@ashissahoo6312 14 күн бұрын
​@@santagahir272Hn vai athara 10 re heba valse ...pura jaliba
@rahulparija6019
@rahulparija6019 14 күн бұрын
@@ashissahoo6312 Nai nai jaha b heba peacefully heba
@subhaprakashmishra5522
@subhaprakashmishra5522 14 күн бұрын
Office jalidaba.. secretary ku road re badeiba.. se sala kahithila ama naa re case kariba boli.
@creationby0156
@creationby0156 14 күн бұрын
Hn sure
@mindfreshdilkhush8575
@mindfreshdilkhush8575 11 күн бұрын
ଯେତେ ଭୁକିଲେ କିଛି ହବନି RHT 2021 ରେ ପ୍ରମାଣ ଥାଇ ମଧ୍ୟ କିଛି ଶୁଣିଲେନି ସରକାର ଓ ପୋଲିସ, high court ଜଜ ବି ଶୁଣିଲେନି ଭିଡିଓ ଆଣ୍ଡ ଅଡିଓ ପ୍ରମାଣ ଥାଇ ମଧ୍ୟ।
@rudraprasadsarangi6644
@rudraprasadsarangi6644 14 күн бұрын
Thank you Odisha Reporter 🙏🙏🙏
@aniadasania6520
@aniadasania6520 6 күн бұрын
ଏତେ ସାରା ଦୃନୀତି କୁ ଭଗବାନ ସହିବେ ନାହିଁ
@Kiila-b9p
@Kiila-b9p 14 күн бұрын
Osssc ossc, oprb, opsc ରେ ଦୃନୀତି ଚାଲିଛି, ଭିଜିଲାସନ୍ସ ଡାଇରେକଟର ଧ୍ୟାନ ଦିଅନ୍ତୁ, ମୋହନ ସରକାର ମଧ୍ୟ୍ୟ ବିଚାର କରନ୍ତୁ. ଏହାର ଅଧକ୍ଷ ଓ଼ କର୍ମଚାରୀ ମାନଂକୁ ଭିଜିଲାସନ୍ସ ଧରିଲେ, ଭିଜିଲାସନ୍ସ ର ପାରିବା ପଣିଆ ଜଣା ପଡିବ,
@kkgyanbhandar2857
@kkgyanbhandar2857 14 күн бұрын
Epari gata 3/4 years hela corruption heuchhi... Tenu 3/4 years ra sabu ossc, opsc, osssc exam ra janch heu... Aau jou mane b chakiri pai ki ais karuchhanti, semananku jail danda dia jau
@aruppattnaik8368
@aruppattnaik8368 13 күн бұрын
ଓ.ଏସ.ଏସ.ଏସ.ସି ମେଧାବୀ ପରୀକ୍ଷାର୍ଥୀ ଙ୍କ ସହ ଏହିପରି ନ ଖେଳି ଅଫଲାଇନରେ ଆର..ଆଇ ପରୀକ୍ଷା କରୁ ।
@debarchanbehera6826
@debarchanbehera6826 14 күн бұрын
Thanks odisha reporter news channel...❤❤ Please cm nka pakhre ea news rakhantu
@gyantherapy1999
@gyantherapy1999 13 күн бұрын
Mo Bala cm sala vote ta mora cancel hela deiki Bala kou balaku taku select kale
@creativity7406
@creativity7406 13 күн бұрын
ଯଦି ସବୁ ଗଣ ମାଧ୍ୟମ ରେ ଏହି ବିଷୟ ରେ ଚର୍ଚ୍ଚା ହୁଏ ତେବେ ଏହାର ସମାଧାନ ହେଇ ପାରିବ ।
@creativity7406
@creativity7406 13 күн бұрын
କାରଣ ଜଣେ ଗରିବ ପରିବାରର ପିଲା କେବେ ବି ସରକାର ସହ ଲଢ଼ି ଜିତି ପାରିବନି ତେଣୁ ଯଦି ସବୁ ସମ୍ବାଦ ପତ୍ର ଓ ଗଣ ମାଧ୍ୟମରେ ଏହା ପରିବେଷଣ କରାଯାଏ ଏହାର ସମାଧାନ ହେଇ ପାରିବ
@sk05134
@sk05134 14 күн бұрын
Dhanyabad
@krishnachandrarouta9425
@krishnachandrarouta9425 12 күн бұрын
ସବୁ ଦଳର ରାଜନେତା ସୁଧି୍ରୀ ଯାଅ ନଚେତ ଜନତା ନୁଆ ସମ୍ବିଧାନ ଲେଖିବେ
@SunilKumar-el9hq
@SunilKumar-el9hq 14 күн бұрын
ସେଇ ମାନଙ୍କୁ ପୁଣି ଥରେ ଡାକି Peo + forest ର total ଆସିଥିବା qustion ku exam କରାଯାଉ dekhiba 50% bhi mark asibani
@reporterdebiprasadsahoo1653
@reporterdebiprasadsahoo1653 13 күн бұрын
Media wala semanku samna re question pachhara dhara padijiba
@Laughinghub5
@Laughinghub5 13 күн бұрын
Thanks odisha reporter❤❤
@dipak07-1
@dipak07-1 14 күн бұрын
କୋବି ଦାସ ଆଉ ବିଜେଡି ର ଏଥିରେ ପ୍ରମୁଖ ଭୂମିକା । ଧନ୍ୟବାଦ୍ ୨୫ ବର୍ଷ ର ସରକାର କୁ 🙏
@dubrajmurmu1270
@dubrajmurmu1270 14 күн бұрын
Bjd bjd kohuc😂hhu, Abe ko ho bjp ro soi rasta re Bjp
@Ayush25058
@Ayush25058 14 күн бұрын
NEET exam paper leak kahara dharama😂
@Itz_travel
@Itz_travel 14 күн бұрын
@@dipak07-1Bjp kao vala ta ki neet scam ra master mind bjp
@sambhu1683
@sambhu1683 14 күн бұрын
Party katha kuhani corruption ku ବିରୋଧ କର ।।ଯୋଉ ସରକାର ବି କରୁ।।ପାର୍ଟି ଯଦି ଏତେ ଖାଇବାକୁ ଦେଉଚି exam କନ ପାଈ ଦେଉଛ ।।ନେତା ପଛରେ ବୁଲ।।।
@Itz_travel
@Itz_travel 14 күн бұрын
@@sambhu1683 Bhai tame 10 th fail upsc clear karuchi se pila kaiki forest guard clear na kariba au kichi prove achi jadi kuhantu
@biswajitmishra2535
@biswajitmishra2535 13 күн бұрын
Exam cancel karajau And Re exam heu
@papunaik2829
@papunaik2829 13 күн бұрын
Kete Mark thila?
@milanpradhan5058
@milanpradhan5058 14 күн бұрын
Exam should be cancelled
@SandeepSahu-cz2sy
@SandeepSahu-cz2sy 7 күн бұрын
ମୁଁ ତ କହିବି definitely corruption hei chi.. Happy Classes institute Jaydev vihar ra owner Jaga Ray ମତେ offer ଦେଇ ଥିଲା କି 16 lkh de , Forester job confirm ଦବ, E ଲୋକ ତାଙ୍କ ନୟାଗଡ଼ area ରୁ 11 ଟା ପିଲା ଙ୍କ କାମ କରି ବ ବୋଲି ପଇସା ନେଇ ଥିଲା 😢😢😢
@krushnachandrasethi2776
@krushnachandrasethi2776 14 күн бұрын
Selected candidate manaka mobile phone check karajau, 100% jana padijiba kie kete hard work kariki result asichi
@ahiyaahmed2411
@ahiyaahmed2411 14 күн бұрын
Well said
@chakradharasahoo5948
@chakradharasahoo5948 14 күн бұрын
Strong action needed
@KUMARARJUN91
@KUMARARJUN91 14 күн бұрын
Osssc ku exam koraibaku deba kotha nuho tar sabu bele emiti problem houchhi Mohan majhi sir kichhi koro
@Secretgirlsumi
@Secretgirlsumi 13 күн бұрын
Action niajau👮🏻‍♀️👮🏻‍♀️
@binitabadaik2090
@binitabadaik2090 14 күн бұрын
Padhiba ichha heuni ye sabu tamsa dekhi😢😔
@OdishaTime-hn2lo
@OdishaTime-hn2lo 14 күн бұрын
ପ୍ରଥମ ପ୍ରଶ୍ନ - percentile କେମିତି କରାଗଲା shift wise kemiti dhoragola calculation 2nd prashna- godho pila sabu kemiti topper hele 3- merit list re bhut bhul bhal rahila kemiti 4- categotwise filter separate kn pain koragolani 5- ur pila, sebc, sc, st category wise top ranking kn pain kora golani 6- ur pila 3096 pila kn pain selection helani 7- OSSSC i like your attutude Khelo bodhiya korucho
@ranjankumarbehera9046
@ranjankumarbehera9046 14 күн бұрын
ଯୋଉମାନେ ଏ ଦୁର୍ନୀତିରେ ସାମିଲ୍ ଅଛନ୍ତି ସରକାରଙ୍କୁ ଅନୁରୋଧ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। SAY TO STOP CORRUPTION.👮‍♂️👮‍♂️🚔🚔
@bighnarajjal5548
@bighnarajjal5548 8 күн бұрын
We believe Mohan charan Majhi govt, pls CM sir takes proper steps against the currpted authority ,otherwise the future of the Odhisa candidates will be going to the darkness.. we heartily believe on you CM Sir 🙏🙏🙏🙏🙏
@khagagoud3640
@khagagoud3640 14 күн бұрын
Ri exam postpone heiki offline karjau
@ommjena8676
@ommjena8676 13 күн бұрын
Keep your effort. Thanks for your assistance and fight...
@sasmitabehera6365
@sasmitabehera6365 14 күн бұрын
Jail warder bi pura bikri heichi.2023
@student9846
@student9846 14 күн бұрын
100% real
@umakantaroul3191
@umakantaroul3191 14 күн бұрын
Right 10 lakh re
@Mr_RedRhino_7
@Mr_RedRhino_7 13 күн бұрын
9 lakh re sanga paichi
@radhamohancomedy1383
@radhamohancomedy1383 13 күн бұрын
ମୁଁ ନିଜେ 10 ଲକ୍ଷ ଦେଇଛି ଚାକିରୀ ପାଇଛି
@thinkbyjitendrapujari
@thinkbyjitendrapujari 13 күн бұрын
Right
@chinmayamuduli1865
@chinmayamuduli1865 14 күн бұрын
Govt take serious action otherwise student will start fight against corruption
@TheCricketEnthusiast555
@TheCricketEnthusiast555 14 күн бұрын
Thanks for the news
@zone35
@zone35 13 күн бұрын
ଆଶା ଥିଲା ବିଜେପି ଆସିଲେ ଭ୍ରଷ୍ଟାଚାର କମିବ ହେଲେ ସେ ବି ସେଇଆ
@Mehnat9999
@Mehnat9999 12 күн бұрын
Bjp desh prem naa re vote nia aau corruption kare ...
@sunilkumarz95
@sunilkumarz95 14 күн бұрын
Niceeee.. odisha reporter 👍👍👍
@heavenscrew655
@heavenscrew655 13 күн бұрын
We want justice
@helpinghandayush6095
@helpinghandayush6095 14 күн бұрын
Thank you to Odisha Reporter .... specially thank you this channel...yaa upare auri khabar spread heba darkar 🙏
Players vs Corner Flags 🤯
00:28
LE FOOT EN VIDÉO
Рет қаралды 34 МЛН
HAH Chaos in the Bathroom 🚽✨ Smart Tools for the Throne 😜
00:49
123 GO! Kevin
Рет қаралды 12 МЛН
GIANT Gummy Worm Pt.6 #shorts
00:46
Mr DegrEE
Рет қаралды 13 МЛН