ମୁଁ ଦେଖିଛି ନବୀନ ବାବୁ ଫିଙ୍ଗିଦେଲେ ନିର୍ମାଲ୍ୟ|Exclusive Interview With Revenue Minister Suresh Pujari।OR

  Рет қаралды 83,004

Odisha Reporter

Odisha Reporter

Күн бұрын

Пікірлер: 330
@user-rabi317
@user-rabi317 2 ай бұрын
ନବିନ ପଠାଣ ❤ ରୁ ଜନ୍ମ ତେଣୁ ସେ ଜଗନ୍ନାଥଙ୍କ କ'ଣ ମା'କୁ ମଧ୍ୟ ଛାଡି ବନାହି।
@prakashkumarjena.babusan.n3760
@prakashkumarjena.babusan.n3760 2 ай бұрын
ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏🙏
@saratmishra7100
@saratmishra7100 2 ай бұрын
ଗ୍ରେଟ୍ words। We will always be with you. କିଛି ପୁରୁଣା BJP ନେତାଙ୍କୁ ମନ୍ତ୍ରୀ ପଦ ମିଳୁ, ସରକାର ପୁରା ଠିକ ଚାଲିବ।
@srikanta671
@srikanta671 2 ай бұрын
ଦିତୀୟ କଳାପାହାଡ଼ ନବୀନ ପଟ୍ଟନାୟକ
@belalsensenapati1300
@belalsensenapati1300 2 ай бұрын
ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରି ଯାଆନ୍ତୁ sir। ଜଗନ୍ନାଥଙ୍କ କଲ୍ୟାଣରୁ ଆପଣଙ୍କ ନାଆଁ ରହିବ। କ୍ଷମତା ଯେତେ ଦିନ ରହୁ, ତାର ସତ ବ୍ୟବହାର କରନ୍ତୁ। ଲୋକେ ମନେ ରଖିବ।
@SatyabanNaik-mt2ze
@SatyabanNaik-mt2ze 2 ай бұрын
Absolutely right
@shantiswarupapati8366
@shantiswarupapati8366 2 ай бұрын
@@belalsensenapati1300 right,bro
@KrupasindhuThakur-hg9vf
@KrupasindhuThakur-hg9vf 2 ай бұрын
Ll​@@shantiswarupapati8366
@SibaramPatra-pm8ym
@SibaramPatra-pm8ym 2 ай бұрын
Ni ni😂😂😂😂😢 uh see 10:42 ​@@shantiswarupapati8366
@sarojpradhan-m4d
@sarojpradhan-m4d 2 ай бұрын
Bilkul right.Thanks to Suresh Pujhari sir🙏
@gobindachandranayak9576
@gobindachandranayak9576 2 ай бұрын
ଧନ୍ୟ ମନ୍ତ୍ରୀ, ଧନ୍ୟ ଆମ ଓଡିଶା
@shrushtisetu8148
@shrushtisetu8148 2 ай бұрын
ଜୟ ହୋ ସୁରେଶ ପୂଜାରୀ
@naikvlogsnaik9688
@naikvlogsnaik9688 2 ай бұрын
Suresh Pujari sir good leader
@munamishra9760
@munamishra9760 2 ай бұрын
Suresh Pujari true leader
@NilamaniSahu-de9rl
@NilamaniSahu-de9rl 2 ай бұрын
ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ୍।କେତେକ କଠୋର ନିଷ୍ପତି ଓ ପଦକ୍ଷେପ ରାଜ୍ୟ ର ଜନସାଧାରଣ o ରାଜ୍ୟର ସ୍ବାର୍ଥ ପାଇଁ ତାଙ୍କୁ ଓ ବିଜେପି ସରକାରଙ୍କୁ ନେବାକୁ ଅଚ୍ଛି।
@laxmansahoo4681
@laxmansahoo4681 2 ай бұрын
ଓଡ଼ିଶାର ବାର୍ତ୍ତମାନିକ ରାଜସ୍ବ ମନ୍ତ୍ରୀଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହିତ ବିନମ୍ର ନିବେଦନ ସତ୍ୟକୁ ମଥାରେ ଅବସ୍ଥାନ କରାଇ ଓଡିଶା ବାସୀଙ୍କର ସରଳ ହୃଦୟକୁ ଜୟ କରନ୍ତୁ 🎉
@shantiswarupapati8366
@shantiswarupapati8366 2 ай бұрын
Right,bro 💯💯👍
@sanjayanaik-n9s
@sanjayanaik-n9s 2 ай бұрын
TATA କମ୍ପାନୀ ର ଠିକାଦାର ଥିଲେ ସବୁ ଅଧିକାରୀ
@manikyabhainsa6621
@manikyabhainsa6621 2 ай бұрын
Proud of Sambalpur...jai maa samlei
@janakiballavdash73
@janakiballavdash73 2 ай бұрын
ମାଡ଼ି ଚାଲନ୍ତୁ ଆଜ୍ଞା। ଆମେ ଆପଣଙ୍କ ପଛରେ ଅଛୁ
@bharatchandrabarik5921
@bharatchandrabarik5921 2 ай бұрын
ଦୁର୍ନିତୁ ଖୋର ଅଫିସର ମାନଙ୍କୁ କେବେ ଗିରଫ କରିବେ ? କେବେ ପଣ୍ଡିଆନ ଗିରଫ ହେବେ
@ManojBhoi-qt1nq
@ManojBhoi-qt1nq 2 ай бұрын
ଏଁ, ପାଣ୍ଡୁ ଆରେଷ୍ଟ ହବ 🙄 😂ଦିବା ସ୍ବପ୍ନ 😂
@dulubiswal
@dulubiswal 2 ай бұрын
They can not if gov officers will go and take bath under bjp wishing mechine. Then they are good . Few will be arrested if they don't go for take bath in bjp wishing mechine. We have already seen so many states and central . I don't believe any political party all are behind the message money.
@Jagannath-oc9ht
@Jagannath-oc9ht 2 ай бұрын
ଭାବୁଛି ହେବ କିନ୍ତୁ ଡେରି ହେବ । ସରକାରୀ ଅଫିସ ରେ ଯେମିତି ଆଗ actionଏବଂ ପଛରେ ଅନୁଧ୍ୟାନ ।ଠିକ୍ ସେମିତି ଆଗ arrest ପଛେ ଅନୁଧ୍ୟାନ ହେଲେ ଠିକ୍ ହେବ।
@somprakashsahu140
@somprakashsahu140 2 ай бұрын
Andhabhakta nku kichhi
@somprakashsahu140
@somprakashsahu140 2 ай бұрын
Andhabhakta nku kichhi
@sripatisandha4437
@sripatisandha4437 2 ай бұрын
Bahut bahut dhanyabad mantri suresh dada Apankar chalapatha kusumita heu o niskalanka heu jay maa samaleswari jai sri ram
@sorotoka9717
@sorotoka9717 2 ай бұрын
କେତେ ମିଛ କହି ବେ 😀😀ରାଜ୍ୟପାଳ ପୁଅ କଥା ଟିକେ କଥା କୁହନ୍ତୁ
@jagadakua5835
@jagadakua5835 2 ай бұрын
ଠିକ କହିଛନ୍ତି ଦୋଷୀ ଙ୍କ ଉପରେ କାର୍ଯ୍ୟଅନୁଷ୍ଠାନ ନିୟନ୍ତୁ
@SatyabanNaik-mt2ze
@SatyabanNaik-mt2ze 2 ай бұрын
Good interview
@munakumar5538
@munakumar5538 2 ай бұрын
ପ୍ରଭୁ, ଏ ନବୀନ ପଟନାୟକ କେବେ ମରିବ?
@RANJANKUMAR-jb1xw
@RANJANKUMAR-jb1xw 2 ай бұрын
ବିଜେପି ସରକାର ଜିନ୍ଦାବାଦ ❤❤❤❤❤❤❤❤❤❤❤❤❤❤
@santoshkumarpaikaray2623
@santoshkumarpaikaray2623 2 ай бұрын
Great !!! Wait & watch.
@GopalcharandashDash-rf6zg
@GopalcharandashDash-rf6zg 2 ай бұрын
Excellent debate Jay ho
@rudrapratapnayak-tq5sy
@rudrapratapnayak-tq5sy 2 ай бұрын
Naveen sir nka nare michha pracharakle knaheba Naveen sabubele Naveen sir
@swarnamohanty3121
@swarnamohanty3121 2 ай бұрын
Ratna bhandar ratna ganati manti kuade gala ?
@bikrammohanty2453
@bikrammohanty2453 2 ай бұрын
ଛାତ୍ର ଜୀବନରୁ ରାଜନୀତି ଆଉ ପଦବୀ ମନ୍ତ୍ରୀ ହିସାବରେ ସୁରେଶ ପୂଝରୀ ନିଶ୍ଚୟ ଭଲ କରିବେ. ମନ ନିର୍ମଳ ଥିଲେ କର୍ମ ନିଶ୍ଚୟ ଭଲ କରିବେ ବୋଲି ସୁରେଶ ଙ୍କ ଠାରୁ ଆଶା.ଭୁବନେଶ୍ୱର ରେ ଏତେ ବସ୍ତି ହେଇଯାଇଛି ଯେ ତାକୁ କଣ କରି ପାରିବ ସରକାର, ଗଳି ଗଳି ବସ୍ତି.. ଯୋଉଟା ଭାଙ୍ଗିବା ଦରକାର ତାହାକୁ ନିଶ୍ଚୟ ଭାଙ୍ଗିବା ଦରକାର.
@sanjeebkusahu6355
@sanjeebkusahu6355 2 ай бұрын
Very good decision regarding land donation to Schools.
@gyanabratamohanty4219
@gyanabratamohanty4219 2 ай бұрын
ଲୋକମାନେ ଯଦି ସେତିକି ବିତସ୍ପୃହ ହୋଇ ନ ଥାଆନ୍ତେ, ତାହାହେଲେ କଣ 24 ବର୍ଷର ଶାସନର ପରିବର୍ତ୍ତନ ହୋଇଥାନ୍ତା ? ସମୟ ନିଶ୍ଚୟ ଲାଗିବ, କିନ୍ତୁ ବ୍ୟବସ୍ଥାରେ ପରିବର୍ତ୍ତନ ନିଶ୍ଚୟ ହେବ | ବିରୋଧୀଙ୍କୁ ଉତ୍ତର - ଗୋଦରୀ ଲୋ ନିଜ ଗୋଡ଼କୁ ଅନା 🙏🙏
@dulubiswal
@dulubiswal 2 ай бұрын
Suresh babu is showing more Jagannath temple gate will close 4 gate . Its showing Nature. Angain closed.
@mastermaneesee2581
@mastermaneesee2581 2 ай бұрын
Thanks bhai.
@gokulchandra9249
@gokulchandra9249 2 ай бұрын
Right Sir .Jay jagannath.
@dipakpanda9075
@dipakpanda9075 2 ай бұрын
Salute you Suresh Dada🙏
@madhusudannaik142
@madhusudannaik142 2 ай бұрын
You are great sir....
@ମୁଁନବୀନ_ପାଣ୍ଡୁ
@ମୁଁନବୀନ_ପାଣ୍ଡୁ 2 ай бұрын
ନବୀନ ପଟ୍ଟନାୟକ ଙ୍କ ଅସଲ ଚେହେରା 😡 ମଡର୍ନ କଳାପାହାଡ଼
@ମୁଁନବୀନ_ପାଣ୍ଡୁ
@ମୁଁନବୀନ_ପାଣ୍ଡୁ 2 ай бұрын
@@diptiskumarbal3778 ନିର୍ମାଲ୍ୟ ପାଫାଡ଼ି ସେବା କରୁଥିଲେ😡
@SatyabanNaik-mt2ze
@SatyabanNaik-mt2ze 2 ай бұрын
​Absolutely not
@shantiswarupapati8366
@shantiswarupapati8366 2 ай бұрын
Right bro,nabin odisha ra kulangar mukhya mantri,o jane Christian 😂,AME janichhu kichhi murkha nabina,au pandu ra pada chata nka pain aji ahi abasta
@shantiswarupapati8366
@shantiswarupapati8366 2 ай бұрын
Nirmalya fopadi dela,jaga mularu upadi dela,kemiti lagila nabina ku,bohut vala lagila,😂😂 jay jagannath 🙏🙏🙏🙏🙏
@jagabandhubehera1984
@jagabandhubehera1984 2 ай бұрын
ଖୁସି ଲାଗିଲା
@BijaykumarSahoo-bb7ds
@BijaykumarSahoo-bb7ds 2 ай бұрын
I salute hon'ble Suresh Pujhari, your historical reformation will give odisha a new life. Demarcation of govt land will help odisha for new generation. We the common people want to see the govt land of all villages in odisha identified .
@kulamanidash9863
@kulamanidash9863 Ай бұрын
As a student leader Sri Pujari never compromised his principles
@harihardhal1974
@harihardhal1974 2 ай бұрын
Right sir
@Mr24811
@Mr24811 2 ай бұрын
ଭାରତ ମାତା କି ଜୟ ଯିଏ ଲେଖିପାରୁନାହି ସେ କ'ଣ କହିବ ନବୀନ ବାବୁଙ୍କୁ ❤
@Manu-nz8gx
@Manu-nz8gx 2 ай бұрын
ବନ୍ଧୁ ! ନବୀନ୍ ବାବୁ ଏ ବିଷୟରେ କେତେ ନିପୁଣ ? ଆଉ ଅଲାଜୁକ ହୁଅନା । ବହୁତ କଥା କହିହେବ ।
@RGPanda-z9s
@RGPanda-z9s 2 ай бұрын
Odisha history re kete gyani janata jananti ! Keun quality tara thik!Only English .
@Odia798
@Odia798 2 ай бұрын
BJP ବହୁତ ଭଲ କରୁଛି ଯେ ବିଜେଡି time ରେ ଯଉ corrupted ବାବୁ ମାନେ ଓଡିଶା କୁ ଲୁଟିଛନ୍ତି ତାଙ୍କୁ ଏବେ ଧରୁଛି.. ତାହାକୁ ମୁ ସ୍ୱାଗତ କରୁଛି .. ହେଲେ ଗୋଟେ ଜିନିଷ ଦେଖିଲେ ଲାଗୁଛି ଯେ ଓଡିଶା ବିଜେପି ବିଜେଡି କୁ ନେଇ ବହୁତ insecurity feel କରୁଛି କାହିଁକିନା ସାଧାରଣ ତ ଓ଼ପ୍ପୋସିସନ ସବୁବେଳେ ସରକାରୀ ଦଳ କୁ ନେଇ ବହୁତ କଥା ରେ ଟାର୍ଗେଟ କରେ ହେଲେ ବିଜେପି ନେତା ଆଣ୍ଡ ବିଜେପି ର ସପୋର୍ଟେଡ଼ କିଛି ଗଣମାଧ୍ୟମ ସବୁବେଳେ ନବୀନ ପଟ୍ଟନାୟିକ ବିରୋଧ ରେ କିଛି ନା କିଛି ଏଆଡୁ ସାଡୁ ଗପୁଚ୍ଛନ୍ତି .. ଏଥିରୁ ଲାଗୁଛି ଓଡିଶା ବିଜେପି ଜାଣିସାରିଛି ସେମାନେ ନବୀନ କୁ ବଦ୍ନାମ ନକଲେ ଆଗକୁ ଇଲେକ୍ସନ ଜିତିପାରିବେନି .. ବିଜେପି ନେତା କଥା ବେଶୀ ଆଉ କାମ କାମ କରୁଥିବାରୁ ଏମିତି ଭାବୁଛନ୍ତି ... ଆରେ ଭାଇ କାମ କର ଦେଲେ ଆଗକୁ ଭୋଟ ପାଇବ ନହେଲେ ପୁରା ୟୁପି ଭଳିଆ ଦଶା ଭୋଗିବ ଆଉ ସେ ରାଜ୍ୟପାଳ ପୁଅ ର ରିପୋର୍ଟ ଟା କେବେ ଦେବେ ରେ ?? ଶଳା ମିଛୁଆ law minister ସେ ପୃଥ୍ୱୀରାଜ ଟା ଗୋଟେ ବିରାଟ ଟାଉଟର . ... ସୁରେଶ ପୂଜାରୀ ଏ କଥା ଯେତେବେଳେ ଦେଖିଲା ସେତେବେଳେ ନ କହି ଏବେ କଣ ପାଇଁ କହୁଛି? ଏ ବି ଗୋଟେ ବିରାଟ ଟାଉଟର
@pramodkumarrout7641
@pramodkumarrout7641 2 ай бұрын
Right man Right placing.
@priyaranjanmohanty1422
@priyaranjanmohanty1422 2 ай бұрын
Suresh Pujari jindabad
@NarottamBehera-e6d
@NarottamBehera-e6d 2 ай бұрын
ବିରୋଧ ଦଳ ଚୋର ଥିଲେ
@prafullamohanty5557
@prafullamohanty5557 2 ай бұрын
ଆଜି ବି ସବୁ ରାଜସ୍ବ ନିରୀକ୍ଷକ କାର୍ଯ୍ୟଳୟ ରେ ଦଲାଲ ପୋଷା ହେଇଛନ୍ତି ଦରମା ନ ଥାଇ ଅମାପ ସମ୍ପତି। ସବୁ ର ତଦନ୍ତ ହେଉ। ସୁରେଶ ପୂଜାରୀ ସାର୍ ଙ୍କୁ ଅନୁରୋଧ। ତୁରନ୍ତ ପଦକ୍ଷେପ ନେବା ଉଚିତ୍।
@HemanthKumar-xh4kv
@HemanthKumar-xh4kv 2 ай бұрын
Right
@dulubiswal
@dulubiswal 2 ай бұрын
Don't talk like your lady MP kangana india got freedom on 2014. How you are explaining odia got freedom 2024 . Please comment...
@aswinipanda5555
@aswinipanda5555 2 ай бұрын
Jay Shree Jagannath Swami Nayana patha gami bhawa🌹 tume 🌹🙏🌷🚩🚩🚩🍈🍈🍈
@tanujamishra2999
@tanujamishra2999 2 ай бұрын
Badhia answer
@CreationOdia1234
@CreationOdia1234 2 ай бұрын
ଓଡ଼ିଆ ଅସ୍ମିତା ଚୁଲି କୁ ଜଉ " ଡାରତ ମାତା କି ଜୟ " ଲଜ୍ୟା ଲଜ୍ୟା ଏତେ ଗଜ ମୂର୍ଖ ତୁମେମାନେ ଛି ଛି ଛି ଆଉ ଥରେ ବର୍ଣ୍ଣବୋଧ ପଢ଼ି ଆସେ ସୁରେଶ ପୁଝାରୀ
@sankarnathmaharana7859
@sankarnathmaharana7859 2 ай бұрын
ସେ ଭୁଲ ଲେଖିଲେ ସେଇଟା ନିଶ୍ଚିତ ଭୁଲ ଆପଣ ବା ପୂଜାରୀ ଜାଗାରେ ପୁଝାରୀ ଲେଖିଛନ୍ତି
@akbiswal1989
@akbiswal1989 2 ай бұрын
Aga se nabina ku kaha
@SANTOSHMANDAL-w5s
@SANTOSHMANDAL-w5s 2 ай бұрын
Any ku kahila bele apana thik lekhantu
@SatyabanNaik-mt2ze
@SatyabanNaik-mt2ze 2 ай бұрын
Absolutely not
@DhirendranathBaskey
@DhirendranathBaskey 2 ай бұрын
Angy apon mane toh bhuspondito, akhiku dekha jaini kouta ଡ ଆଉ koutaଭ
@kulamanidash9863
@kulamanidash9863 Ай бұрын
A fine minister
@skaifoundation8120
@skaifoundation8120 2 ай бұрын
Really. Prabhu 🙏.
@NSkantKumar
@NSkantKumar 2 ай бұрын
ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଅନନ୍ତ ଜୀବନ 🎉 !!
@sanjeebkusahu6355
@sanjeebkusahu6355 2 ай бұрын
Complain ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁନି Sir, ସରକାର ନିଜେ ଦୁର୍ନୀତିକୁ ଧରିବା ଲାଗି ଏକ Corruption Intelligence Cadre (CAC) ସୃଷ୍ଟି କରନ୍ତୁ l ସେମାନେ ନିଜେ Party ହୋଇ ଯିବେ ଓ PC ଓ CC କୁ ଧରିବେ l ଜନତା complain କଲେ ପାରିବେନି l Vindictive action ଦ୍ୱାରା ଶିକାର ହୋଇ ଯିବେ l Public କୁ ଦୋଷ ଦେଇ ସମସ୍ତେ ଖସି ଯାଆନ୍ତି l
@harprasadsenapati3945
@harprasadsenapati3945 2 ай бұрын
Suresh pujari sir is Good and Strong leader in BJP
@tusharkantajagadev9865
@tusharkantajagadev9865 2 ай бұрын
Sir P C banda karidele Congratulations
@kailashpanda8001
@kailashpanda8001 2 ай бұрын
Suresh pujari 👍 Sata sabu . 💕🙏
@nachiketapurohit9921
@nachiketapurohit9921 2 ай бұрын
Yes I know from Honbl. Suresh Pujari from student career, he is a incomparable students leader. Every Student leader should follow hs leadership quality before coming to leader. Nachiketa Purohit
@samirpanigrahi7455
@samirpanigrahi7455 Ай бұрын
💐❤🙏
@laxmansahoo4681
@laxmansahoo4681 2 ай бұрын
ଉତ୍ତରାଧିକାରୀଙ୍କ ପାଈଁ ଏହା ଅତ୍ୟନ୍ତ ସହାୟକ ହେବ 🎉
@prakashsamal9092
@prakashsamal9092 2 ай бұрын
My idol u sir❤❤❤❤❤❤❤
@dhirendraparamanik2975
@dhirendraparamanik2975 2 ай бұрын
ସାରେପତରାଜପୁର ୯୫ବର୍ଷ ହେଲା ବନ୍ଧ ବସ୍ତ୍ ହୋଇନାହହିଁ
@prasanprusty7160
@prasanprusty7160 2 ай бұрын
Good .. your confront to these ministers really appreciates
@reemamaohapatra9821
@reemamaohapatra9821 2 ай бұрын
Jay Nabin patnayak sir
@SatyabanNaik-mt2ze
@SatyabanNaik-mt2ze 2 ай бұрын
Joy mohan majhi,
@rajeshkumarkarmi2048
@rajeshkumarkarmi2048 2 ай бұрын
ଏକ ଲକ୍ଷ ସିମା ବହୁତ୍ ଆଗରୁ ଅଛି ବାବୁ
@nachiketapurohit9921
@nachiketapurohit9921 2 ай бұрын
Yes it is 100% true, even some companies are there not deposited PF MONEY OF EMPLOYEES NACHIKETA PUROHIT
@NarayanRaita-id3lg
@NarayanRaita-id3lg 2 ай бұрын
ରାଜସ୍ବ ମନ୍ତ୍ରୀ ସାରଙ୍କୁ ନିବେଦନ ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଳକର କିଛି ଗାଁ ଅଛି ଦୀର୍ଘ ୩୦ ରୁ ୩୫ ବର୍ଷ ହେଲା ଜମି ପଟ୍ଟା ମିଳିବାର ତ ଦୂରର କଥା ଜଙ୍ଗଲ ଜମି ପଟ୍ଟା ନାହିଁ। ସେଥିମଧ୍ୟରୁ ସତ୍ୟନଗର ଗ୍ରାମ ଅନ୍ୟ ତମ ଦୟାକରି ସେମାନଙ୍କୁ ପଟ୍ଟା ଦେବା ନିମନ୍ତେ ବ୍ୟବସ୍ଥା କରନ୍ତୁ।
@prafulasingh2267
@prafulasingh2267 2 ай бұрын
ନମସ୍କାର ଆପଣଙ୍କ ମାଧ୍ୟମରେ ରାଜସ୍ବ ମନ୍ତ୍ରୀଙ୍କୁ ଜଣାଇବାକୁ ଚାହୁଁଛୁ , ଚକବନ୍ଦୀ ରେ ଥିବା ଇଜିମାଇଲ ସମ୍ପତ୍ତିର ସ୍ବତନ୍ତ୍ର ଭାବେ ବ୍ୟକ୍ତିଙ୍କୁ ପଟ୍ଟା ଦେବା ପାଇଁ କେନ୍ଦ୍ର ସରକାର , ରାଜ୍ୟ ସରକାରଙ୍କୁ ଏକ ବିଜ୍ଞପ୍ତି ଜାରି କରିଥିଲେ , କିନ୍ତୁ ଓଡ଼ିଶା ସରକାର କେବଳ ସାମ୍ବାଦିକ ସମ୍ମିଳନୀ(Presse mit) କରି ବିଜ୍ଞପ୍ତି ଜାରି କଲେ ନାହିଁ , ଯାହାଦ୍ଵାରା ଆମେ ତଥା ବହୁ ଲୋକ ହଇରାଣ ହରକତ୍ ହେଉଛନ୍ତି ଏଣୁ ବର୍ତ୍ତମାନର ସରକାର ତୁରନ୍ତ ବିଜ୍ଞପ୍ତି ଜାରି କଲେ ଆମେ ତଥା ଅଗଣିତ ଲୋକମାନେ ସୁବିଧା ପାଇପାରିବେ । ଧନ୍ୟବାଦ ଜୟ ଶ୍ରୀରାମ
@jayjagannatha7486
@jayjagannatha7486 2 ай бұрын
Amamanankar biswas achhi Sir nka Upare Se jane swaschha o Dakshya neta
@rajeshkumarkarmi2048
@rajeshkumarkarmi2048 2 ай бұрын
Balangir ra BJP office upare kebe step nia heba
@RadhaGovindaPanda
@RadhaGovindaPanda 2 ай бұрын
A gotia Odia birodhi , BASTABA KATHA KU DHANYABAD .A GOTIA FALTU DALA !FIRST AMANE AJOGYA DALA ,5 YEARS RAHIBA NATHILA !
@MrGauravPani
@MrGauravPani Ай бұрын
ସବୁ ଠିକ୍ କିନ୍ତୁ ମହାନଦୀ ପ୍ରସଙ୍ଗରେ ଯାହା କହିଲେ ସେଥିରୁ ବୁଝା ପଡ଼ିଲା ଏଠି ବିଜେପି ସରକାର ର ସେତେ ଯୋଗ୍ୟତା ନାହିଁ ଯେ ଟ୍ରିବୁନାଲ ଗଠନ କରି ପାରିବ। ଡାଟା ଟ୍ରାନ୍ସଫର ହେଲା ବେଳକୁ ରାଜ୍ୟର ୩-୪ ଟା ଜିଲ୍ଲା ଭାସି ଯାଇଥିବ। ଆବଶ୍ୟକ ପରିମାଣର ଡ୍ୟାମ କରିଲେ ନାହିଁ କୌଣସି ସରକାର ଓ କଥା ଚହଟ କରି କହୁଛନ୍ତି ତାଙ୍କ ପାଣିପାଗ ବିଭାଗର ଅଧିକାରୀ ଙ୍କ ସହ ଯୋଗାଯୋଗ ରଖିବେ। କି? ସେ କ'ଣ ଆମ ରାଜ୍ୟର ଜ୍ବାଇଁ ନା ଭିଣେଇ?
@brajasundarsahoo1590
@brajasundarsahoo1590 2 ай бұрын
ମନ୍ତ୍ରୀ ମହାଶୟ ବୁଦ୍ଧିଆ କାହାଣୀ ଶୁଣେଇଲେ କିନ୍ତୁ ପୋଲାଭରମ୍ କଥା କହିଲେ ନାହିଁ କି ସାମ୍ବାଦିକ ମହାଶୟ ପୁନର୍ବାର ପଚାରିଲେ ନାହିଁ l ତେଣୁ କିଛି ସ୍ପଷ୍ଟ ହେଲା ନାହିଁ l
@gadadharsahoo7997
@gadadharsahoo7997 2 ай бұрын
Bahutt bhalla Katha kahile Suresh Bhai bahut bahut dhanyawad
@SubhransuPadhan
@SubhransuPadhan 2 ай бұрын
Ha sir badhia katha ame chasi mane kharaip ra jalakara card lagi adv katuchan kenta sir
@rajat5866shorts
@rajat5866shorts 2 ай бұрын
Good
@damodardas2829
@damodardas2829 2 ай бұрын
24 ବର୍ଷ କୁଶାସନ ପରେ ବିଜେପିକୁ ଆଣି ବହୁତ ଭୁଲ କରିଛୁ ସୁରେଶ ପୂଜାରୀ କହୁଛନ୍ତି ନବୀନ ବାବୁ ନିର୍ମାଲ୍ୟ ଫିଙ୍ଗି ଦେଲେ, ସେତେବେଳେ କାହିଁକି କହିନଥିଲେ
@satyajitdash6859
@satyajitdash6859 2 ай бұрын
One of the best minister of Odisha....as per his confidence & strategy
@AsitKumarSa
@AsitKumarSa 2 ай бұрын
Action zero bakya bira...kamare zero😅😅😅
@kambaskabehera3765
@kambaskabehera3765 2 ай бұрын
Ex-cm is the greatest culprit in devastating the state why bjp not yet arrested ......chalsobraj
@rajeshkumarkarmi2048
@rajeshkumarkarmi2048 2 ай бұрын
Non transferable is a good decision
@DeepakKumar-lv4li
@DeepakKumar-lv4li 2 ай бұрын
ପୂଜାରୀ ସାର ଏଇ ଚା ଦୋକାନୀ ପାନ ଦୋକାନୀ ସାଇକେଲ ଦୋକାନୀ ଏମିତି ଛୋଟ ଛୋଟ ଦୋକାନୀମାନଙ୍କ ଦାନାପାଣି ଛଡ଼ାଇ ନିଅନ୍ତୁନି ଭୁବନେଶ୍ବରରେ ବଡ଼ ବଡ଼ କୋଠା ସରକାରୀ ଜମିରେ ଅଛି ସେଗୁଡ଼ାକ ଭଙ୍ଗାଗଲେ ଗରିବ ଭାଇଭଉଣୀ ମାନେ ଉପକୃତ ହେବେ
@KunjaGouda
@KunjaGouda 2 ай бұрын
Sir ame jomi samasya pain jeevan Ashanti bhagu chhanti tar samadhan karantu
@sumeetsahu1409
@sumeetsahu1409 2 ай бұрын
Jadi Nirmalya phingidele tahele Sei Jaganath 24 barsa jaain Gadi re baseithile kemti... Still Party Harichi But Naveen Sir Harinahanti... Se aji jaain Jituchanti ... Au sbu BJP ra chehera tu Bi CM nathai bi Naveen Sir bahut popular... Jaganath sbu sahibe but Garba au tanka prati apaman sahibeni...
@dhananjayamajhi4162
@dhananjayamajhi4162 2 ай бұрын
ମୋର ପାଖେ ସମଲ୍ପୁରେ। ଅଛେ। ବଲାଙ୍ଗୀର ରେ ମୁ। ଭୂମି ହିନ। ଆଉ। କେତେ ଜ୍ଜନଙ୍କୁ। ଦେବେ। କିଛି ଦିନ ପାଇ। ମୋର। ବାପା ର। ଥାୟେ। ତେବେ। କେତେ ଜଣଙ୍କୁ। ଦେବେ। ପୁଝାରୀ। ସାର୍। ରଙ୍ଗ
@nareshdash3796
@nareshdash3796 2 ай бұрын
Watco ହେଲା ସାଧାରଣ ଲୋକଙ୍କ ପାଇଁ ହଜାରେ ଲିଟରକୁ ଛ ଟଙ୍କା ଆଉ ଶିଳ୍ପ ମାନଙ୍କୁ ମାଗଣା । ଆଗରୁ ମାସିକ ଦେଢ ଣହ ଏବେ ହଜାରେ ଟଙ୍କା ।
@Jagannath-oc9ht
@Jagannath-oc9ht 2 ай бұрын
ମୁଁ ଟି ଭି ରୁ ଯାହା ଦେଖିଛି ନବିନ ଜଗନ୍ନାଥଙ୍କ ତୁଳସୀ ଫିଙ୍ଗି ଦେବା ଭଳି ଅନୁମାନ କଲି। 2. ପାଉଁଶରେ ଭଲ ଇଟା ତିଆରି ହେଉଛି, ଜେ କେ ପେପର ମିଲର ପାଉଁଶ ରେ ଭଲ ଇଟା ତିଆରି ହେଉଛି । ତେଣୁ ପାଉଁଶ ରେ ଇଟା ତିଆରି କରାଯାଉ।
@nabakishoresubudhi2647
@nabakishoresubudhi2647 2 ай бұрын
ଭୁବନେଶ୍ୱର ବସ୍ତିବାସିନ୍ଦାଙ୍କୁ ବିଜେଡି ଦେଇଥିବା 150 ରୁ 160 ସ୍କୋୟାର ଫୁଟ ଜାଗାରେ କେତେଜଣ ରହିପାରିବେ ଏବଂ ଦର୍ଶାଯାଇଥିବା ପ୍ଲଟ ନମ୍ବର କାହିଁକି ଇଣ୍ଟାରନେଟରେ ଉପଲବ୍ଧ ହେଉନାହିଁ..... ପ୍ରହେଳିକା ନା ପ୍ରବଞ୍ଚନା..... ବିଜେପି ସରକାର ପାଖରେ ଏ ସବୁର ସମାଧାନର ରାସ୍ତା ଅଛି କି ?
@maakitchenette
@maakitchenette 2 ай бұрын
BJP jaumli ନାଟକ ଅଭିନୟ କରିବା ଜବି ନାହି ନବୀନ ପଟ୍ଟନାୟକ ଅନନ୍ୟା ନବୀନ ଓଡ଼ିଶା ବଞ୍ଚାଅ
@parsuramsahoo7509
@parsuramsahoo7509 Ай бұрын
ଯଦି ନବୀନ ବାବୁ ନିର୍ମାଲ୍ୟ ଫିଙ୍ଗିଦେଲା ସେ ହେଲେ ପାପି ।ତୁମେ ଦେଖି ନିର୍ମଲ୍ୟାଙ୍କୁ ଉଠାଇ ନ ଥିବାରୁ ଖୟାମା ମାଗି ନଥିବାରୁ ମହପାପି । କହିବାକୁ ସଙ୍କୋଚ ଲାଗୁନି ।ନିଜକୁ ଭକ୍ତ ର ଛଲାନକରିବାରୁ ଶାସ୍ତି ପାଇବେ,,,ସମ୍ୟ କୁ ଅପେକ୍ଷା କାର ମହାପ୍ରଭୁ ସବୁ ଦେବେ ।
@pradeepkumardas5784
@pradeepkumardas5784 2 ай бұрын
Sri nijaku ete sachot boli kuhatunahi. Public jadi kahibe taha hele apana sachot hebe.
@saritamaharana4151
@saritamaharana4151 2 ай бұрын
ଭାରତ ରେ ବି.ଜେ .ପି ଜେତିକି କାମ କରିଛି ଆଜି ପର୍ଯ୍ୟନ୍ତ ଯେତେ ସରକାର ଆସିଛି ସେତିକି କମ କରିନାହାନ୍ତି । ହିରାକୁଦ ଡେମ କେଉ ମୁହୁର୍ତ୍ତ ଭାଙ୍ଗିଯିବ କହି ହେବନି ବି.ଜେଡି 25ବର୍ଷ ଶାସନ ରେ କଣ କରୁଥିଲା ।25ବର୍ଷ ଭିତରେ ବି.ଜେ.ଡି ଦଳ ଲୋକ ମାନେ ଅଜସ୍ର ଅର୍ଥ ଖାଇ ଛନ୍ତି ।
@prafullakumarkhuntia3665
@prafullakumarkhuntia3665 2 ай бұрын
It is expected that BJP govt. will take justified steps for the common man.
@HD.369
@HD.369 2 ай бұрын
ତାଙ୍କ ପାଖ ଜଗୁଆଳି କଣ କରୁଥିଲେ ସବୁ ହାତରୁ ନେଇଗଲେନି!! ନିର୍ମାଲ୍ୟ ହେଲା ଶୁଖା ପ୍ରସାଦ ସେ ତ ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କୁ କଣ ସଜ ପ୍ରସାଦ ଅଭାବ ଥିଲା କି ନିର୍ମାଲ୍ୟ ଦେଉଥିଲ !! କାମ କର! ଏସବୁ ବନ୍ଦ କରି!
@rabindrakumarmohanty9415
@rabindrakumarmohanty9415 Ай бұрын
ଜଗନ୍ନାଥ କାହାରି ଅହଂକାର ସହନ୍ତି ନାହିଁ।
@suryanarayansahu5375
@suryanarayansahu5375 2 ай бұрын
ଲୋକମାନେ ସହରରେ ସରକାରୀ ଜାଗାରେ ଘର ତିଆରି କରି ୪ଚକିଆ ଚଳାଉଛନ୍ତି। ରାସ୍ତା ଅବରୋଧ କରି ଟାଉନ ରେ ମାଡ଼ି ବସିଛନ୍ତି। ବାହାର ରାଜ୍ୟ ଓ ଦେଶ ରୁ ଲୋକମାନେ ସହରରେ ଶାନ୍ତିର ସହିତ ବସବାସ କରି ଚୋରି ଅପରାଧ ମାମଲା ଲିପ୍ତ ବ୍ୟକ୍ତିଙ୍କ ସରକାର ଆଶୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ଗାଁ ମାନଂକରେ ଘରଦ୍ୱାର ଜମି ଥାଇ ସହରରେ ସରକାରୀ ଜାଗାରେ ଘର ତିଆରି କରି ଅପରାଧୀ ଘଟଣା ଲିପ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟାନୁଷ୍ଠାନ ଧନୀ ଶ୍ରେଣୀର ଲୋକ ମାନେ ସରକାରୀ ଜାଗା ବିନାନୁମତିରେ ଜବରଦଖଲ ଉଚ୍ଛେଦ। ସହରକୁ ସରସ ସୁନ୍ଦର କରିବା ଜରୁରୀ ସରକାରଙ୍କ ପୁରା ଦାୟିତ୍ଵ। ନାଳ ପାଖ ସରକାରୀ କାନ୍ଥକୁଲାଗି ଅଫିସ ଗୁଡ଼ିକ କାନ୍ଥରେ ଘର ଦୋକାନ ବସଷ୍ଟାଣ୍ଡ ରେଳ ଷ୍ଟେସନ ରେ ଘର ତିଆରି କରିବା ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସ‌ରକାର ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ। ରାସ୍ତା କଡ଼ରେ ଥିବା ଘର ଦୋକାନ କରି ଅବରୋଧ ହଟାଇବା ପଦକ୍ଷେପ ନିଆଯିବା ଆବଶ୍ୟକ।
@CreationOdia1234
@CreationOdia1234 2 ай бұрын
ପ୍ରମାଣ କାଇଁ ଖାଲି ମୁଁହ ରେ କୁହନି ପ୍ରମାଣ ସହିତ ଦେଖା ସୁରେଶ ପୁଝାରୀ ତୁମେ ମାନେ ଖାଲି କୁହା ଳିଆ କଥା କହୁଛ ଜଗନ୍ନାଥ ଙ୍କ ନାମ ରେ ମିଛ କୁହନି ମରିଯିବ ତୁମେ ମାନେ କେତେ ତଳ ସ୍ତର ର ଲୋକ ତୁମେ ମାନେ ଭଗବାନ୍ ତୁମକୁ କ୍ଷମା ଦେବନି
@motitandi3195
@motitandi3195 2 ай бұрын
Sala khali michha kahibare dhurandhara .....brajaraj Nagar loka bahut galti kale gute chora ku MLA kariki
@sankarnathmaharana7859
@sankarnathmaharana7859 2 ай бұрын
ଗେଣ୍ଡାଦଳ କୋଉ ସତ କହୁଥିଲା ଯେ ବିଜେପି ଏବେ ମିଛ କହୁଛି
@ManojBhoi-qt1nq
@ManojBhoi-qt1nq 2 ай бұрын
@@sankarnathmaharana7859 ଡାରତ ମାତାକି ଜୟ 😂 ମନମୋହନ ଯାଦୁ ମଲମ ଲଗାନ୍ତୁ ଏବଂ କୁଣ୍ଡେଇ ହବାରୁ ଆରାମ ପାଆନ୍ତୁ 👍
@manojbarik413
@manojbarik413 2 ай бұрын
Sir Apana jou Bibhagara daitwa neichanti sethire durniti(Courption) ra chera bahut lamba madi jaichi. Apanka department ra jekaunashi office ku gale peon ku lancha nadele se file ku gote table ru anya table ku nauni. Baki BADA BABU, OFFICER anka katha Apana anuman karuthibe. Kindly request, make odisha Courption Free.
@susantasahoo3457
@susantasahoo3457 2 ай бұрын
Sir... Please arrest everyone who r involved in corruption.. talking in front of media is wasting of time
@rajeshkumarkarmi2048
@rajeshkumarkarmi2048 2 ай бұрын
ରାଜସ୍ବ ବିଭାଗ ରେ ବହୁତ୍ପ ଦବୀ ଖାଲି ପଡ଼ିଛି। ପ୍ରଥମେ ପୁରା କର ଦେଖିବ ଦୁର୍ନୀତି ମୁକ୍ତ ହୋଇ ଯିବ
@BishnucharanSwain-i7r
@BishnucharanSwain-i7r 2 ай бұрын
Ahipari sashaka chalisibarsa .agarudarkar thila ,dhanyabada
Will A Basketball Boat Hold My Weight?
00:30
MrBeast
Рет қаралды 117 МЛН
Когда отец одевает ребёнка @JaySharon
00:16
История одного вокалиста
Рет қаралды 16 МЛН
НИКИТА ПОДСТАВИЛ ДЖОНИ 😡
01:00
HOOOTDOGS
Рет қаралды 2,9 МЛН
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 264 М.