ପିଲାଙ୍କୁ ପଠାଇଲା କିଏ ? ମ୍ୟାଡମ ଠେଲିଲେ, ସାର ଥରିଲେ | Ramadevi Student joins BJD’s Protest Incident |OR

  Рет қаралды 114,798

Odisha Reporter

Odisha Reporter

Күн бұрын

Пікірлер: 599
@GOURANGAADAYADAVofficeal
@GOURANGAADAYADAVofficeal 15 күн бұрын
ଦୁଇ ଜଣଙ୍କୁ ବହିସ୍କାର କରାଯାଉ
@SaratKumar-m6o
@SaratKumar-m6o 15 күн бұрын
ଏହି ମାଡାମ ଙ୍କ କଥାରୁ ଜଣାପଡ଼ୁଛି ଏଥିରେ ପୁରା ଶାମିଲ ଅଛନ୍ତି ।
@BulakiSwain-n4c
@BulakiSwain-n4c 15 күн бұрын
ଯେଉଁ ପିଲାମାନେ ପାଠ ପଢ଼ିବାକୁ ଯାଇ ଦଳୀୟ ରାଜନୀତି ରେ ଭାଗ ନେଇଥିଲେ ସେମାନଙ୍କ କଣ୍ଡକ୍ଟ ବ୍ଯାଡ୍ ଲେଖି କଲେଜ ରୁ ରଷ୍ଟିକେଟ୍ କରାଯାଉ।
@himansudash9149
@himansudash9149 15 күн бұрын
ଛୋଡ଼ି ପକେଇଵ ରବରଷ୍ଟାମ୍ପ ସରକାର।
@saratchandrabiswal8285
@saratchandrabiswal8285 15 күн бұрын
Right 👍
@bidyadharraut55
@bidyadharraut55 15 күн бұрын
Right 👍
@superdragonchannel429
@superdragonchannel429 15 күн бұрын
Right ghare jaiki poltics karibe
@SandhyaraniMalik-f4p
@SandhyaraniMalik-f4p 14 күн бұрын
Bhai madam bahut chalak college re kn class haunahi na madam office baharaku asunahanti tanka th pilanko tharu gani gani neuchonti 😏 +3 pila ya vitore Bus kari junior senior mise rali karite goleni athoba kaunosi sir/madam Jani nahanti baa bhakua bonei bonei abhyas hai golani college principal Mane pila nko bapa, maa rakto ku chosi khau chonti ate moruchonti paisa pain +3 pila kn ate pilanko bus bhada nijo hatoru dele ?
@pradipray6127
@pradipray6127 15 күн бұрын
ଏମାନଙ୍କ ବିଜେଡି ପ୍ରେମ ଯାଈ ନାହିଁ ଏମାନଙ୍କ ଉପରେ କଠୋର ଦଣ୍ଡ ମିଳୁ
@poopingscomment007
@poopingscomment007 15 күн бұрын
Au kn Khali bjp Prema karia
@BulakiSwain-n4c
@BulakiSwain-n4c 15 күн бұрын
କଲେଜ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ଚାକିରୀ ରୁ ବହିଷ୍କାର କରାଯିବା ଉଚିତ୍।
@SureshMohanty-ez2us
@SureshMohanty-ez2us 15 күн бұрын
Mohan majhi bahar Kariba na apana
@skdcreation2839
@skdcreation2839 15 күн бұрын
BJD ବାଲା ସବୁ ପାଗଳ କୁକୁର ପରି ହେଇ ଗଲେଣି ହାରିଲା ଦିନରୁ ମନ ଇଚ୍ଛା ଆନ୍ଦୋଳନ ଜାରି ରଖିଛନ୍ତି 😂😂😂😂😂😂😂👉BJD ଆଉ ଆଗକୁ ଜିତି ପାରିବ ନାହିଁ ✅
@s.n.desikhiladi3197
@s.n.desikhiladi3197 15 күн бұрын
ନୂଆ ଓ ହେଇଥିବ ଭାବିକି ଯାଇଥିଲେ ଆଉ ସେ ଲ୍ଫି ନେଇ ଥାଆନ୍ତେ
@sasmalhansdah9431
@sasmalhansdah9431 15 күн бұрын
Tu poka .mahghiha
@s.k.n.jayho....
@s.k.n.jayho.... 15 күн бұрын
Kn vai mohan Majhi bopa ra ​@@SureshMohanty-ez2us
@Jayakrishnabarad1985
@Jayakrishnabarad1985 15 күн бұрын
ଏମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଉ
@CreationOdia1234
@CreationOdia1234 15 күн бұрын
ତୋ ବାପା ଦେଇଥିଲା ତାଙ୍କୁ ଚାକିରୀ ନାଇ ରେ ଚୂତିଆ 😂😂😂😂
@bijoyprusty4675
@bijoyprusty4675 15 күн бұрын
ପିନସପାଲ କୁ ସସପେଣ୍ଠ କରାଯାଉ
@rabindrapradhan7646
@rabindrapradhan7646 15 күн бұрын
ଏ ଦୁଇ ଜଣଙ୍କୁ ବହିସ୍କାର କର।
@DaitariBarik-n1l
@DaitariBarik-n1l 15 күн бұрын
Right
@skylife2273
@skylife2273 15 күн бұрын
ତୋ ବାପା ଇଛା ରେ ଆଉ। ମୁଁ ଯୁଆଡେ ମନ ଯିବି ଦେଖିବା ମତେ କିଏ ରୋକିବ। ମୋ ଘର ଲୋକଙ୍କୁ କିଛି ଅସୁବିଧା ନାହିଁ ବାହାର ଲୋକ କଣ କହିବେ? କାହାର ଅଧିକାର ନାହିଁ ଆମ ଛାତ୍ରଙ୍କୁ ମନାକରିବା ପାଇଁ। 75% attendance ଆଉ ସବୁ semester, internal exam ଦେଲା ପରେ କାହାର କୌଣସି ଅଧିକାର ନାହିଁ ଆମ ଉପରେ ଆଙ୍ଗୁଠି ଉଠାଇବ। ଆମେ ଛାତ୍ର କୌଣସି ସରକାରୀ କର୍ମଚାରୀ ନୁହଁ ଯେ ଆମକୁ suspend କରିବ। 75% attendance ଦେଲା ପରେ ଆମେ bar, disco ଗଲେ ବି କାହାର ଅଧିକାର ନାହିଁ ଆମକୁ କିଛି କହିବ
@himansudash9149
@himansudash9149 15 күн бұрын
​@@skylife2273ଏଗୁଡ଼ିକ ନିଚମନା ବିଜେପି ର କାମ। ଆଗକୁ ଏମାନେ ଜୋତା ଖାଇବେ।
@Therightwinger0007
@Therightwinger0007 15 күн бұрын
Magiha padhite asichu na rally karite​@@skylife2273
@chanducreation1851
@chanducreation1851 15 күн бұрын
​@@skylife2273BJD au taku support କରୁଥିବା ପିଲାମାନେ, ସେମାନେ ଯାହା କୁହନ୍ତି ଆଉ କରନ୍ତି ସବୁ ଉଚ୍ଚ କୋଟିର, ମାନିବାକୁ ପଡ଼ିବ ତମ ଶିକ୍ଷାକୁ 😂😂😂😂
@nabakishoresamal9219
@nabakishoresamal9219 15 күн бұрын
ବିଜେଡି ର ପୁରୁଣା ରୋଗ, ପିଲାଙ୍କୁ ବର୍ବାଦ କରିବା. ଆଗେ କଲେଜ ପିଲାଙ୍କୁ ସଲାଟ, ଡାଲେମା, ପାମ୍ପଡ ଦଉଥିଲେ, ଏବେ ସେମାନଙ୍କୁ ବୋଧେ ମାଳିସାହି ପଠେଇ ଦବ 😡😡
@jnanaranjanbarik5178
@jnanaranjanbarik5178 15 күн бұрын
😂😂😂
@nrusinghcharanpalei8938
@nrusinghcharanpalei8938 13 күн бұрын
Naba kishor babu bhadrami sikha .jhia pilanku mali sahi pathaiba kahinki kahila sapose se jhia pilanka vitare tumara jhia ki samperkiara jhia hoithibe .raliku jaichhanti ta au kuade jainahanti .
@susilranjandas3172
@susilranjandas3172 15 күн бұрын
ଆଗ ପିନ୍ସିପଲ୍ କୁ ସସ୍ପେଣ୍ଡ କରାଯାଉ
@rockychinu8210
@rockychinu8210 15 күн бұрын
ଏ ସମ୍ପୂର୍ଣ ବିଜେଡି ଦାଇ
@BikashkumarPradhan-y9u
@BikashkumarPradhan-y9u 15 күн бұрын
ଏଥିପାଇଁ ନବୀନ ବାବୁ ଦାୟୀ।
@bijaykumarmishra7689
@bijaykumarmishra7689 13 күн бұрын
Ame gaurdian mane dayee
@krushnachandrabehera7912
@krushnachandrabehera7912 15 күн бұрын
ଆକ୍ସନ ନିଆଯାଉ ପିଲା ମାନେ କହୁଛନ୍ତି ଆମଙ୍କୁ teacher ପଠେଇଛନ୍ତି
@TulasiMunda-g6x
@TulasiMunda-g6x 15 күн бұрын
ବିଜେଡି ପିନସିପାଲ
@BulakiSwain-n4c
@BulakiSwain-n4c 15 күн бұрын
ରମାଦେବୀ ମହିଳା ମହାବିଦ୍ୟାଳୟ କୁ ଭାଙ୍ଗି ଦିଆ ଯାଉ।
@marndi3221
@marndi3221 15 күн бұрын
Mandira hau
@AnilKumarTudu-og4ss
@AnilKumarTudu-og4ss 15 күн бұрын
Nai sir
@sewanayak945
@sewanayak945 15 күн бұрын
ଆଉ ଚଳିବନୀ ବିଜେଡି ରାଜ 😜👍
@AVIRAM_143
@AVIRAM_143 15 күн бұрын
Good Reporter odisha reporter 👌
@muodia2002
@muodia2002 15 күн бұрын
ଇସ୍ପିତା ସାହୁ କଥାରେ ଜାଇଥିବେ
@Tukunu7248
@Tukunu7248 15 күн бұрын
Ipsita thile arrest karajau .
@SandhyaraniMalik-f4p
@SandhyaraniMalik-f4p 14 күн бұрын
Sir apna janithibe se choto college heu ki bada college jete parjyanto principal madam/sir ko permission nahi pila hali paribeni th athi kn pain Amiti hela ?puni jhio chua jodi Kia kauthi rago rakhila abeka ain kanun th apano janithibe au bahut case b suni thibe tenu apari karuthiba principal madam 1,2 bahishkar Kara gole sabu line ku asijibe🙏
@bijaykumarmishra7689
@bijaykumarmishra7689 13 күн бұрын
Sulata Deo
@kamallochanmohanta8870
@kamallochanmohanta8870 15 күн бұрын
College କର୍ତ୍ତୁପକ୍ଷ କିଛି ଜାଣି ନାହାଁନ୍ତି ମିଛ କଥା ଏ ମାନଂକୁ suspend କର
@DR.476
@DR.476 15 күн бұрын
Take Action immediately
@cuty_mama9801
@cuty_mama9801 15 күн бұрын
ଜୟଶ୍ରୀ ରାମ ବିଜେପି ବଞ୍ଚାଅ ଦୁନିତ ଅଟାଅ ଜୟ ଜଗନ୍ନାଥ ପାପିକୁ ବିନାଶ କର
@Pradeepkumar-new24
@Pradeepkumar-new24 15 күн бұрын
Mahon Babu ଏ madam କୁ ଆଉ ଏହି କାର୍ଯ୍ୟରେ ଯୋଗ ଦେବା ପାଇଁ ଯେଉ lectures staff ପିଲାମାନଙ୍କୁ କହିଛନ୍ତି ସେମାନଙ୍କୁ suspend କର । ଏଭଳି ଶିକ୍ଷକ odisha school, college ରେ ଦରକାର ନାଇ । ଏମାନେ ସଳେ କେବଳ ପଇସା ଖାଇ ଜାଣିବେ ପିଲାଙ୍କ ଭବିଷ୍ୟତ କଣ ଜାଣିବେନି
@PRAKASHMOHANTY-x1x
@PRAKASHMOHANTY-x1x 15 күн бұрын
ପିଲା କ'ଣ ନାକରେ କ୍ଷୀର ପିଉଛନ୍ତି କି? ତାଙ୍କୁ ପଠେଇବା କଥା କ'ଣ ତର୍ଜମା କରାଯାଉଛି ? ଆଜିକାଲି ପିଲା,ନିଜ ହାତରେ ନିଜେ ଚଉଦ ପା' ଭଳି କାମ କରୁଛନ୍ତି।ବୋପା,ମା'ଙ୍କ କଥା ମାନୁନାହାନ୍ତି।ଆଉ ସ୍କୁଲ ବା କଲେଜ ସାର୍ ଙ୍କୁ କିଏ ପଚାରେ। ସରକାର ତ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରିଦେଇଛନ୍ତି ସ୍କୁଲକୁ। ସେବେଠାରୁ ସାର୍ ମାନେ ଡରିକି ଚଳୁଛନ୍ତି ସ୍କୁଲରେ।ଏଗୁଡା କେଵଳ ପିଲାଙ୍କ ଆଳରେ ରାଜନୀତି କରିବା ଛଡା ଆଉ କିଛି ନୁହେଁ।
@pratapchandrasamal2396
@pratapchandrasamal2396 15 күн бұрын
ଯେଉଁମାନେ କଲେଜରେ ପାଠ ପଢିଥିବେ ଏ ପ୍ରକାର କଥା କହିବେ ନାହିଁ। କଲେଜରେ କେଉଁଦିନ ଗୋଟିଏ କ୍ଲାସ ଥାଏ ତ କୋଉ ଦିନ 5 ଟା। ତା ପରେ ପିଲା ସମ୍ପୂର୍ଣ୍ଣ ସ୍ଵାଧୀନ। କଲେଜ୍ ପିଲା ଯେତେବେଳେ ସିନେମା ଯାଉଛନ୍ତି, ମଲ୍ ରେ ବୁଲୁଛନ୍ତି, କାଫେ ରେ ଖାଉଛନ୍ତି ଏହି ସାମ୍ବାଦିକ ତାର କେତେଟା ଭିଡିଓ କରିଛି। ଆଜି ଯେତେ ଜଣ ଏ ବିଷୟରେ ବଡ଼ ବଡ ଭାଷଣ ଦେଉଛନ୍ତି, ଟିକେ ସତ କହିବେ ଆଜ୍ଞା ମାନେ କଲେଜ ଜୀବନରେ ଆପଣ କଣ ଜମାରୁ କ୍ଲାସ ନକରି ଏସବୁ କାମ କରିନାହାନ୍ତି। ସମ୍ପୂର୍ଣ୍ଣ ରାଜନୈତିକ, ଗୁରୁତ୍ଵ ହୀନ ରିପୋର୍ଟ। ମାଲିକଙ୍କୁ ଖୁସି କରାଇବାର ଚେଷ୍ଟା।
@kanharana3856
@kanharana3856 13 күн бұрын
ପିଲା ଙ୍କୁ ତ ଇଲେକ୍ସନ ପୂର୍ବରୁ ୧୦ ହଜାର ଦେଇକି ସେଟ୍ କରିକି ରଖିଚନ୍ତି ,ଏବେ ତର୍ଜମା କଲେ କଣ ହେବ
@AmiyarajJati-wo1ge
@AmiyarajJati-wo1ge 15 күн бұрын
ବିଜେଡି ଦଳରେ ଦଲାଲ୍ ଭାବରେ କାମ କରିବା ଭୁଲ୍, ବାପୁନ୍ 24ବର୍ଷ ଅଣ୍ଡା ଖାଇଲ ଆଉରି ଲୁଟ୍ ପଟ କରିବାକୁ ମନ୍
@bishnuprakashsuna
@bishnuprakashsuna 15 күн бұрын
Students are future of nation. Well done children for standing with Truth.
@niranjanpanda9430
@niranjanpanda9430 15 күн бұрын
ଛାତ୍ରି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଭଲ ହୁଅନ୍ତା
@shubharantkumarrath4799
@shubharantkumarrath4799 14 күн бұрын
Strong action ସେହି+3 ପିଲା against ରେ ନେବା ଯିବା ଉଚିତ୍।
@RajibBanka-in6lt
@RajibBanka-in6lt 15 күн бұрын
ସବୁ ଜାଣି ଶୁଣି କରିଛନ୍ତି
@dasarathisingh599
@dasarathisingh599 15 күн бұрын
ତୋତେ ଜଣା ନାହିଁ କି ଏଠି ଭାଷଣ ଦଉଛୁ ଏବେ ସମ୍ଭାଳିବୁ ବିଜେଡି ଆଉ ବିଜେପି ହେଲା
@RabindranathSamal-c7j
@RabindranathSamal-c7j 15 күн бұрын
ସବୁ ପିଲାମାନଙ୍କୁ ପଚାର ଯଉ ଯେ କିଏ ତାଙ୍କୁ ପଠାଇ ଥିଲେ ଯୋଉମାନେ ପଠାଇଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ଯଦି ପିଲାମାନେ କହିବେ ନିଜ ଇଚ୍ଛାରେ ଯାଇଥିଲେ ବୋଲି ପିଲାମାନଙ୍କୁ ପଚାର ଯାଉ ଯେ କଲେଜ ଡ୍ରେସ ପିନ୍ଧି କ'ଣ ପାଇଁ ଯାଇଥିଲେ ତା ପରେ ଯିଏ ଦୋଷି ବିଚାର କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ଏ ବିଜେଡି ପିଲାମାନଙ୍କୁ ବରବାଦ କରିଦେବ ଏତେ ଯଦି ପିଲାଙ୍କୁ ରାଜନିତି ଶିଖାଇବାର ଥିଲା କଲେଜ ଇଲେକସନ କ'ଣ ପାଇଁ ବନ୍ଦ କରିଥିଲା ଆଉ ସେ ମନଇଚ୍ଛା ଚଳିବନି ବର୍ତ୍ତମାନ ବିଜେପି ସରକାର ଆସି ଯାଇଛି
@chakradharabhoi5958
@chakradharabhoi5958 15 күн бұрын
ଏଭଳି ଭୂଲ ଅକ୍ଷମଣୀୟ
@prasantkudas3438
@prasantkudas3438 15 күн бұрын
ଦୁର୍ନୀତି BJD ସରକାର
@bharatchandrabarik5921
@bharatchandrabarik5921 15 күн бұрын
Principal Madam ସବୁ ଜାଣିଛନ୍ତି ତାଙ୍କ ଦ୍ଵାରା ପିଲାମାନଙ୍କୁ ପଠାଇଛନ୍ତି
@soshilamahalik1306
@soshilamahalik1306 15 күн бұрын
College madam ku suspend kara
@bikashkumar-u5x9j
@bikashkumar-u5x9j 15 күн бұрын
ସେ କଲେଜ ର ସବୁ ଷ୍ଟାଫ୍ ଙ୍କୁ ଗିରଫ କରାଯାଉ ଆଉ କାର୍ଯ୍ୟ ରୁ ବିଦାୟ କରାଯାଉ
@poojasmilequeen2325
@poojasmilequeen2325 13 күн бұрын
Who are u ea katah kahiba pai tame kia eathire jamabi principal anka hata nahi ke se bhul bi karinahati jahabi karuchanti se ta apana mane karuchanti apana hni sabu micha katha prachara karuchanti
@kunaprasad5058
@kunaprasad5058 15 күн бұрын
ବିଜେଡି hangover ପିଲା ଙ୍କର ଯାଉନି। ସାର୍ ମାଡାମ୍ କଣ କରିବେ? ସିଏ କଣ ସବୁ ପିଲା ଙ୍କୁ ଜଗିକି ବସିବେ। ଜଣେ ପିଲା ଯଦି କଲେଜ କୁ ଆସି କଲେଜ୍ ନଯାଇ ଅଲଗା ଆଡେ ଯିବ ସାର୍ କଣ କରିବେ? ଦୟାକରି ତାଙ୍କୁ ଦୋଷ ଦିଅନ୍ତୁ ନାହିଁ।
@soumyapanda9625
@soumyapanda9625 15 күн бұрын
Every gvt employee should transfer in every 3 to 4 years of job continiously
@raghumaninayak9593
@raghumaninayak9593 15 күн бұрын
ଦାୟିତହୀନ କର୍ତ୍ତବ୍ୟ କରୁ ଉଭୟଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଉ ଏ ଦୁଇ ଜଣ ବିଜେଡି ଵାଲେ 😄😄😄
@radheradhe515
@radheradhe515 15 күн бұрын
Right 👍👍
@Eagleeye774
@Eagleeye774 15 күн бұрын
ପାଠରେ ତ ଆଉ ମନ ନାହିଁ.. ସାଠରେ (ଯୁବତୀ ଗୁଣ୍ଡା ବାହିନୀ) ରେ ଲାଗିପଡନ୍ତୁ..
@sanjayabehera5625
@sanjayabehera5625 15 күн бұрын
Need strong action against those students are involved with the BJD political rally along with this particular lecture and Prinipal.
@sanjaytripathy9675
@sanjaytripathy9675 13 күн бұрын
ପ୍ରିନ୍ସିପାଲ କୁ ଚାକିରିରୁ ବହିଷ୍କୃତ କରାଯାଉ।
@rameshchandraroutray7307
@rameshchandraroutray7307 15 күн бұрын
Immediate suspension both principal and incharge then enquiry
@debiprasadmishra2699
@debiprasadmishra2699 15 күн бұрын
କଲେଜ୍ ସ୍କୁଲ ନୁହେଁ। ସ୍କୁଲ୍ ର ଗୋଟିଏ ଶ୍ରେଣୀ କକ୍ଷ ରେ ପିଲାଏ ଦିନ ୧୦ ରୁ ଅପରାହ୍ନ ୪ ପର୍ଯ୍ଯନ୍ତ ବସନ୍ତି। କେହି ପ୍ରଥମ ପିରିଅଡ୍ ରେ ଉପସ୍ଥିତ ଥାଇ ପରବର୍ତୀ ପିରିଅଡ୍ ରେ ନଥିଲେ,ଜଣାପଡେ। ଖୋଜା ହୁଏ ।ତାଗିଦ୍ କରାଯାଏ ।ଅବିଭାବକଙ୍କୁ ଖବର ଦିଆଯାଏ। କଲେଜ୍ ରେ ସେମିତି ହୁଏନି। ଯେତେ ଗୋଟି ପିରିଅଡ୍ ,ସେତେ ଗୋଟି ଶ୍ରେଣୀ କକ୍ଷ ଓ ପ୍ରତ୍ଯେକ କ୍ଲାସ ଆରମ୍ଭରେ ଉପସ୍ଥାନ ନେବା ହୁଏ। ଜଣେ ଛାତ୍ର ଘରୁ କଲେଜ ଆସି ଆଦୌ କ୍ଲାସ୍ କୁ ଯାଇନପାରେ,କେବଳ ଗୋଟିଏ ଦୁଇଟି କ୍ଲାସ ରେ ଉପସ୍ଥିତ ରହି ପରବର୍ତୀ କ୍ଲାସରେ ଅନୁପସ୍ଥିତ ରହିପାରେ। କଲେଜ୍ ରେ ଛାତ୍ର ର ଗତିବିଧି ଅଧ୍ଯାପକଙ୍କ ନଜରରେ ରହିପାରେନି। ହୁଏତ ଆବାସିକ କଲେଜ୍ ରେ ଛାତ୍ର ଅଧ୍ଯାପକଙ୍କ ନିୟନ୍ତ୍ରଣ ରେ ଥାଇପାରନ୍ତି। ରମାଦେବୀ ମହିଳା କଲେଜ୍ ର ଅଧ୍ଯକ୍ଷ ମହୋଦୟାଙ୍କୁ ଯେଉଁ ପ୍ରଶ୍ନ ସବୁ ପଚରାଯାଉଛି ,ତାହା ଅବାନ୍ତର। ମହାଶୟ ଥଥ ମମ ହେଉଛନ୍ତି ,କାରଣ ସେ ସରକାରୀ ଚାକିରିଆ। ମୋହନ ସରକାର " ଆକ୍ସନ " ନେଇଯିବେ, ଚାକର ର ଚାକିରୀ ଖାଇଦେବେ ! ଓଡିଶା ରିପୋର୍ଟର ଆପଣ ଜାଣିବା ଦରକାର ଯେ, ଆଦ୍ଯ ଯୌବନାବସ୍ଥା ରେ ଜଣେ କଲେଜ୍ ଛାତ୍ର ଅତ୍ଯନ୍ତ ସ୍ୱାଧୀନଚେତା,ଗଭୀର ଆତ୍ମବିଶ୍ୱାସୀ ଓ ଗତାନୁଗତିକ ଶ୍ରୁଙ୍ଖଳା ଭଙ୍ଗି ଅନନ୍ଦ ପାଉଥିବା ବ୍ଯକ୍ତିତ୍ୱ। +୨ ର ପ୍ରଥମ ବର୍ଷ ରେ ସେ କଲେଜ୍ ରାଜନୀତି ରେ ସକ୍ରିୟ ହୁଏ। ରାଜନୈତିକ ଦଳର ରାଲି ରେ ଆସିବା ତା ନିଜ ବ୍ଯକ୍ତିଗତ ଆଗ୍ରହ ଓ ଉଦ୍ଦାମତା ପରିପ୍ରକାଶ। ସେଥିପାଇଁ ଜଣେ ଛାତ୍ର କୁ ପ୍ରଶ୍ନ କରିବାକୁ ତୁମେ କିଏ ?? ରମାଦେବୀ କଲେଜ ପ୍ରିନ୍ସିପାଲଙ୍କୁ ପ୍ରଶ୍ନବାଣ ରେ ହନ୍ତସନ୍ତ କରିବା ତୁମ ପକ୍ଷରେ ଅତ୍ଯନ୍ତ ଅସୋଭନୀୟ।
@ramachandrapanigrahy8319
@ramachandrapanigrahy8319 14 күн бұрын
This was the common practice over the years . University administrators were doing it for their survival and continuance !!
@pramodapradhan9257
@pramodapradhan9257 15 күн бұрын
ଏକ ନଂ ନବୀନ କଣ କିଛି ଦେଖୁନି ନା କ୍ଷମତା ନିଶା ଏବେବି ଛାଡ଼ିନି
@bibhuprasadmohapatra6941
@bibhuprasadmohapatra6941 15 күн бұрын
କେତେ ଟଙ୍କା ପ୍ରିନସିପାଲ ମାଡାମ ନେଇଛନ୍ତି, ପିଲାଙ୍କୁ rally ରେ ଯୋଗ ଦେବାକୁ.
@muralidharparida9228
@muralidharparida9228 15 күн бұрын
ଦର ଦାମ୍ ବଢିବା କଥା ମିଡିଆରେ ପ୍ରସାରଣ କରୁନାହାନ୍ତି କାହିଁକି
@Eagleeye774
@Eagleeye774 15 күн бұрын
ସ୍ୱଚ୍ଛଳ ବର୍ଗ ମାଗଣା ଜିନିଷ, କାଳିଆ ସୁଭଦ୍ରା ଗ୍ରହଣ ନ କଲେ, ସମସ୍ତେ ନିଜ ଜମିବାଡ଼ିରେ ଶସ୍ୟ ପନିପରିବା ଚାଷ କଲେ ଦରଦାମ ଆପେ କମିବ.. ଦରଦାମ ବୃଦ୍ଧିର କାରଣ ଆମେ ନିଜେ..
@_mr___rajput
@_mr___rajput 15 күн бұрын
Ethi pai kahaku dai kariba ??25yr ra safalata naa ,60-70 ru alu 25-30 ku khasiba tamato 15 ku asiba new govt ra safalata ??
@AlokSahoo79
@AlokSahoo79 15 күн бұрын
​@@_mr___rajput 25 year sasana re cold kn paiin karini BJD tike kuha bhai au 100 politics Kari thile karithanta cold storage thile other state upare depends habaku padi n thanta.
@_mr___rajput
@_mr___rajput 15 күн бұрын
@@AlokSahoo79 tame mo cmt bujhi parilani ind re 2nd mada piuthiba rajya odisha kintu agriculture upare kichhi new policy nanhi cold store banhi khali mada piaa vote dia kudhia hua 😂😂
@rabindrakumarmohanty9415
@rabindrakumarmohanty9415 15 күн бұрын
ନଵୀନ ବାବୁ ଙ୍କୁ ପଚାର ପଚିଶ ବର୍ଷ ରେ କେତେଟା ଶୀତଳ ଭଣ୍ଡାର ରାଜ୍ୟ ରେ କରିଛନ୍ତି।
@bhaktaharimishra6437
@bhaktaharimishra6437 13 күн бұрын
ପଇସା ଖାଇଛନ୍ତି ଯିବେନି କେମିତି ହାରାମି principal and madam
@ashutoshpattnaikofficial
@ashutoshpattnaikofficial 15 күн бұрын
କ୍ୟାମ୍ପସ୍ ଠିକ୍ କରି ଲେଖନ୍ତୁ ।
@mandardharbehera7503
@mandardharbehera7503 15 күн бұрын
ସ୍ୱାତୀ ମାଡାମ ଆନ୍ଦୋଳନ ତୁମ ରିପୋଟର ମତରେ ଠକି ନଥିଲାକି? ଆପଣ ଙ୍କୁ ଦରଦାମ ବାଡ଼ୁନିକି?
@rabindrakumarmohanty9415
@rabindrakumarmohanty9415 15 күн бұрын
ଶିକ୍ଷା ବିଭାଗର ମନ୍ତ୍ରୀ ମହୋଦୟ ଙ୍କୁ ଅନୁରୋଧ କଲେଜ ଅଧ୍ୟକ୍ଷ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପିଲାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରନ୍ତୁ।
@pinkysethi7537
@pinkysethi7537 15 күн бұрын
ନବୀନ କଂ ଲୋକ ପିର୍ୟତା କେତେ ଏଇଠାରୁ ବାରି ହେଉଛି ଯେ କଲେଜ ଛାତ୍ର ଛାତୀ ସହିତ ଅନେକ ରାଜ୍ଯ ବାସୀ ବିନା ମତଲବ ରେ ନବୀନ କଂ ସହିତ ଠିଆ ହେଲେ।
@dsmbharat9668
@dsmbharat9668 15 күн бұрын
RD WOMEN'S COLLEGE 😜😜😜😜😜 ବହୁତ Famous
@PratapMangaraj-l8y
@PratapMangaraj-l8y 15 күн бұрын
ମାଡ଼ମ୍ ଟଙ୍କାନେଇ ପିଲାଙ୍କୁ ରାଲି କରିବାକୁ ଛାଡିଛନ୍ତି ପିଲାଙ୍କୁ ଖାଲି ଗୁପଚୁପ୍ ଖାଇବାକୁ କିଛି ପଇସାଦେଇ ଆଉ ସବୁ ମାଲ୍ ନିଜେ ନେଇଥିବେ
@poojasmilequeen2325
@poojasmilequeen2325 13 күн бұрын
Apana ta bahut kataha janicahnati na please chup ruhantu sata Katha na jani dosa kahaku diantuni apana aga nijaku dekhantu apana kan karucnati
@goodlypriticreations2110
@goodlypriticreations2110 15 күн бұрын
Suspend karidia thik size heijibe😂😂😂
@steelmeltingshopwaterdistr5174
@steelmeltingshopwaterdistr5174 15 күн бұрын
Suspend kara
@DusasanDwari
@DusasanDwari 14 күн бұрын
ଆରେ BJP କୁକୁର ଗୁଡାକ ଏଇଟା ଓଡିଶା ରେ ନୁହେଁ ସବୁ ରାଜ୍ୟ ରେ କଲେଜ ପୁଅ ଝିଅ ହରତାଳ କରୁଛନ୍ତି ଏ ଅନ୍ଧ ଭକ୍ତ ମାନେ ଜାଣିବା ଦରକାର ଆଉ ଏ OR ରିପୋର୍ଟର ତ ପରମ ମାଗିହା
@SARJAMBANDRA-BJD
@SARJAMBANDRA-BJD 14 күн бұрын
Ok❤
@mithuntudu7189
@mithuntudu7189 12 күн бұрын
Tk educate hei thile ei mantabya dei na thanta
@debasishmeher7942
@debasishmeher7942 15 күн бұрын
ପିନ୍ସିପାଳ ଆଉ କଲେଜ ଇନ୍ଚାର୍ଜ କେତେ ପିସି ଖାଇଛ ନ ନବିନ୍ ପାନ୍ଡୁ ତୁମକୁ ପେଳିଛି ନା ତାର ପେଲା ଖାଉଛ
@76jyg
@76jyg 15 күн бұрын
Deserving action taken
@rabindrarout4477
@rabindrarout4477 11 күн бұрын
ପିନ୍ସପାଲ କୁ ସଂସ୍ପେଣ୍ଡ କରାଯାଉ ମାଡାମ ପିଲାଙ୍କୁ ଦୁଧ ଦିଅ ସେ ପିଲାଙ୍କୁ କିଛି ଜଣାପଡୁନି
@babajinath2067
@babajinath2067 15 күн бұрын
Pzzz immediately suspended karajau.
@santoshkumarmishra2620
@santoshkumarmishra2620 15 күн бұрын
ରମାଦେବୀ =ବିଜେଡି.
@ratnakardehuri3409
@ratnakardehuri3409 14 күн бұрын
ଏ ଅଧିକାରୀ ମାନେ ସେଇ ଗୋଟେ ଦିନ totallly କ୍ଲାସ ନ କରି ପିଲାଙ୍କୁ ରାଲୀ ରେ ଯୋଗ ଦେବା ପାଇଁ ଜନିକୀ ପଠେଇ ଛନ୍ତି , ସେମାନଙ୍କ ଗୋଟେ ମାସ ର ଦରମା ଦିଆ ନ ଯାଉ
@pramodkumarsithapramodkuma3612
@pramodkumarsithapramodkuma3612 15 күн бұрын
Turanta action niajau 🤣😂🤣😂
@bishnuprakashsuna
@bishnuprakashsuna 15 күн бұрын
Navin Pattanaik is very popular amongst students also
@SarojKumar-rb9so
@SarojKumar-rb9so 15 күн бұрын
Good reporter
@muralidharparida9228
@muralidharparida9228 15 күн бұрын
କ୍ଲାସ ସରିଲା ପରେ ପିଲାଙ୍କୁ ଜଗିବା କଣ ପ୍ରିନସିପାଲ ଙ୍କର କି???
@rabindrakumarmohanty9415
@rabindrakumarmohanty9415 15 күн бұрын
ଵିଜେଡି ରାଲି କଣ ରାତିରେ ହେଉଥିଲା କି।
@Riya-cg8yc
@Riya-cg8yc 11 күн бұрын
Class bi Dina Sara hueni hela ta boli kn tanku jagi thibe class pare bi au bi jadi kau pila class na asiki sethiki jiba kehi kichhi kariparibeni ​@@rabindrakumarmohanty9415
@jeetprusty7946
@jeetprusty7946 15 күн бұрын
500 tanka re soi
@niranjanpradhan4800
@niranjanpradhan4800 13 күн бұрын
ଏ ସଳା ମାଗିହା ସାର୍ ଙ୍କୁ ବହିସ୍କାର କରାଜାଉ ଜେଲ୍ ପଠା ଜାଉ ❤
@Balaram222Behera
@Balaram222Behera 15 күн бұрын
I love odisha reporter
@shinquanone8714
@shinquanone8714 15 күн бұрын
ଯାଇ ଥିବା ଛାତ୍ର ଛାତ୍ରୀ ମାନେ ବି ଏତେ ଟା ବୋକା ବୋକୀ ବି ହେଇ ନ ଥିବେ କେବେ। ପଢ଼ିବା ଛାଡ଼ି ଏସବୁ ଥିରେ ମାତିଲେ ନିଜେ ହିଁ ନାମ ନବ।😅😅😅😅
@Manas_Bhoi
@Manas_Bhoi 13 күн бұрын
Principal ku arrest karajau
@akhilasahu4386
@akhilasahu4386 5 күн бұрын
କଲେଜ କୁ ଯାଇ 500 ଲେଖାଏଁ ଦେଇଛନ୍ତି ବିଜେଡି ବହୁତ ହାରାମି
@gbudhadevdora5118
@gbudhadevdora5118 15 күн бұрын
Principal ku saspend karajau😅😅😅😅😅😅😅😅😅😅
@JyotiPrakashBehera-fu4lw
@JyotiPrakashBehera-fu4lw 15 күн бұрын
ବେଲଜ୍ୟା ଚାନେଲ ସାମ୍ବାଦିକ karucha😘
@ParameswarMuduliTutu
@ParameswarMuduliTutu 15 күн бұрын
🤣🤣🤣 ବିଜେପି ର ଚମଚା ଗିରି କରିବା ଠିକି ଚାଲିଛି ଆଉ ସବୁ ଭୁଲୁ
@Indianarmy143
@Indianarmy143 15 күн бұрын
Dog is dog
@marndi3221
@marndi3221 15 күн бұрын
​@Indianarmy143 tame chahan daradam badhu 😅 ki loka be
@RanjitKingal
@RanjitKingal 14 күн бұрын
ମେଡମ ଏଥିରେ ସମ୍ପୂର୍ଣ ଦାହି. ଦୁଇ କର୍ମଚାରି ଚାକିରିରୁ ବାହାର କରାଯାଉ l
@dipakchhatoi8178
@dipakchhatoi8178 14 күн бұрын
କଲେଜ ପିଲା ସରକାର ଙ୍କ ବିରୋଧରେ ସଭା ସମିତି ରାଲିରେ କ'ଣ ଯୋଗଦେଇ ପାରିବନି? ସ୍ବାଧୀନତା ସଂଗ୍ରାମ ସମୟରେ ହଜାର ହଜାର ଛାତ୍ରଛାତ୍ରୀ ସ୍କୁଲ କଲେଜ ଛାଡି ଆନ୍ଦୋଳନ ରେ ଯୋଗଦାନ କରିଥିଲେ। ସରକାର ଙ୍କୁ ବିରୋଧ କରିବା ଦେଶ ଦ୍ରୋହ ନୁହେଁ, ଏହା ରାଜଦ୍ରୋହ ତେଣୁ ଏପ୍ରସଙ୍ଗକୁ ଅତି ରଞ୍ଜିତ କରାଯାଉ।
@amiyabehera4870
@amiyabehera4870 15 күн бұрын
କାଈ ସେ ଛାତ୍ରୀ କଣ ମହଙ୍ଗା ରେ ମାଡ଼ ହେଉନାହିଁ କି
@sarojpatra9465
@sarojpatra9465 14 күн бұрын
College ପିଲା କଣ ରାଲି କରିପାରିବେ ନାହିଁ କି? ପ୍ରକୃତ ଘଟଣା ଉପରେ ସମ୍ବାଦ ପରିବେଷଣ କର ଦରଦାମ୍ ବୃଦ୍ଧି କଥା ସରକାର ଙ୍କୁ ପଚାର ବିଜେପି ର ଦଲାଲ୍ ଗିରି ଛାଡ଼
@prasantkumarpanda4593
@prasantkumarpanda4593 5 күн бұрын
ସ୍କୁଲ ଓ କଲେଜ ର ଅଧ୍ୟକ୍ଷ ଜାଣି ନାହାନ୍ତି ତ ଆଉ କିଏ ଜାଣିଛି? ସରଳ ଏବ ନିଷ୍କପଟ ପିଲାମାନଙ୍କ ଭବିଷ୍ୟତ କୁ ଖରାପ ପାଇଁ କିଏ ମଞ୍ଜି ବୁଣିଚି ଆମ ଦେଶ, ରାଜ୍ୟ ଏବଂ ତାଙ୍କର ପରିବାର ନିହାତି ଜାଣିବା ଆବଶ୍ୟକ!
@santoshpanda4444
@santoshpanda4444 15 күн бұрын
ମାସକୁ ଲକ୍ଷାଧିକ ଦରମା ପାଉଛନ୍ତି ମାତ୍ର ସାମାନ୍ୟ ତମ ଦାୟିତ୍ଵବୋଧ ନାହିଁ।ପିଲାମାନେ କଲେଜ କୁ ପାଠ ପଢୁଛନ୍ତି ନା ନାହିଁ ତାହା ଦେଖିବା କଥା
@padmanavadash-md1mc
@padmanavadash-md1mc 15 күн бұрын
100 percent right
@JogeswarMajhi-lt7hj
@JogeswarMajhi-lt7hj 15 күн бұрын
ବିଜେଡ଼ି ରମାଦେବୀ କଲେଜ
@kumudapradhan8864
@kumudapradhan8864 15 күн бұрын
Principal is totally unfit.
@jitenpanigrahi
@jitenpanigrahi 9 күн бұрын
BJD ପ୍ରେମ ଯାଉନି ଏମାନଙ୍କର l ଏମାନଙ୍କୁ ବହିସ୍କୃତ କରାଯାଉ l
@arucharanpradhan5502
@arucharanpradhan5502 15 күн бұрын
ଯାହା ଅନୁମାନ ହେଉଛି ପିଲାମାନଙ୍କର ପ୍ରତି ଆପଣଙ୍କର ଦାୟିତ୍ଵ ନାହିଁ। ଆପଣଙ୍କ ଦାୟିତ୍ବହୀନତା ପାଇଁ ଆପଣ ଦଣ୍ଡିତ ହେବା ଉଚିତ ହେବ। ଯଦି ସିନିଅର ପିଲା ମାନେ ନେଇ ଛନ୍ତି ତେବେ ସେହି ରାଜନୀତି ଆଗ୍ରହୀ ପିଲାମାନଙ୍କୁ କଲେଜରୁ ବାହାର କରାଯାଉ।
@pinkysethi7537
@pinkysethi7537 15 күн бұрын
ସୁବାଷ ବୋଷ କଂ ଦିଲ୍ଲୀ ଚଲୋ .....ପରେ ନବୀନ କଂ ରାଜଧାନୀ ଚଲୋ ଡାକରା ରେ ସମୁଦ୍ର ଭଳି ଜନ ମାନସ ଦେଖିବାକୁ ମିଳିଥିଲା ❤❤❤
@tukunsahoo6188
@tukunsahoo6188 15 күн бұрын
ସେଇଥି ପାଇଁ କଲେଜ ଛୁଆ ଙ୍କୁ ନେଇଥିଲେ। ରୁହ ପାପ ପାତାଲୁ ବାହାରିବ
@rabindrakumarmohanty9415
@rabindrakumarmohanty9415 15 күн бұрын
ସୁବାସ ବୋଷଙ୍କ ନାତି ଦିଲ୍ଲୀ ନୁହେଁ ଵଙ୍ଗଳା ଦେଶ ଚଲୋ କହିଲେ ଠିକ୍ ହେଵ।
@DilliproutRout-m5p
@DilliproutRout-m5p 15 күн бұрын
Right
@nabinraj7474
@nabinraj7474 15 күн бұрын
Teacher ମାନଙ୍କୁ ସସ୍ପେଣ୍ଡ କରାଯାଉ
@DaitariBarik-n1l
@DaitariBarik-n1l 15 күн бұрын
ଏ ଦୁଃଖ
@kanharana3856
@kanharana3856 13 күн бұрын
ପଇସା ନେଇଚନ୍ତି ୧୦ ହଜାର ,ରାଲି ରେ ଆସିବେନି ଆଉ କେତେବେଳେ ବିଜେଡି ପ୍ରେମ ଦେଖିଇବେ
@benudharpradhan4323
@benudharpradhan4323 13 күн бұрын
Princepal କୁ ପ୍ରଥମେ ସସ୍ପେଣ୍ଟ କରାଯାଉ.
@santappradhan
@santappradhan 15 күн бұрын
ଜାଣି ପାରି ନାହାନ୍ତି ସ୍ମାର୍ଟ ସିଟି ର ପିଲା ସ୍ମାର୍ଟ କହୁଛନ୍ତି।😂
@SARJAMBANDRA-BJD
@SARJAMBANDRA-BJD 14 күн бұрын
कॉलेज ଛୁଆ ଯାହା କରୁଛନ୍ତି ଭଲ କରିଛନ୍ତି ❤❤❤
@sanjaykumarbehera3771
@sanjaykumarbehera3771 15 күн бұрын
Principal nku suspend karanau
@sudhansukumarbal3419
@sudhansukumarbal3419 15 күн бұрын
The authorities are responsible for it
@sridharsingh690
@sridharsingh690 15 күн бұрын
Principal ପିଲାଙ୍କୁ ଜଗିବା ପାଇଁ ଚାକିରୀ କରିଛନ୍ତ???
@AjitRaut-i1d
@AjitRaut-i1d 15 күн бұрын
Politics re join na karichha jadi karijao
@AVIRAM_143
@AVIRAM_143 15 күн бұрын
Bjd raj abe bi sabu jagare chalichi
99.9% IMPOSSIBLE
00:24
STORROR
Рет қаралды 31 МЛН
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН
BAYGUYSTAN | 1 СЕРИЯ | bayGUYS
36:55
bayGUYS
Рет қаралды 1,9 МЛН
ପୁରୀ ପଣ୍ଡା ମୋଠୁ ସବୁନେଇଗଲେଶେଷରେ ଏମିତି କଲେ... || DinalipiLive
7:02
DINALIPI LIVE (ସବୁ ଖବର, ସବୁ ବେଳେ)
Рет қаралды 505 М.
99.9% IMPOSSIBLE
00:24
STORROR
Рет қаралды 31 МЛН