ସରକାରୀ ଜମି: କେବଳ ଗରିବଙ୍କୁ ଉଚ୍ଛେଦ ? | Odisha Reporter

  Рет қаралды 375,689

Odisha Reporter

Odisha Reporter

Күн бұрын

କେବଳ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ କେତେ ସରକାରୀ ଜମି ଜବରଦଖଲରେ ଅଛି ଆଉ କେତେ ମାମଲା ହୋଇଛି? ଭୁବନେଶ୍ବରରେ 479.044 ଏକର ସରକାରୀ ଜମି ଜବରଦଖଲ ହୋଇଥିବାବେଳେ 10,663 ମାମଲା ହୋଇଛି। ସବୁଠାରୁ ଅଧିକ 148.143 ଏକର ଜମି ଜବରଦଖଲ ହୋଇଛି ଜୟଦେବ ବିହାର ମୌଜାରେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #GovtLand #bmc #Bhubaneswar #odisha #news #odishareporter

Пікірлер: 534
@bijaypingua9571
@bijaypingua9571 Ай бұрын
ଧନୁଶର ଧର ସରକାରକୁ ମାର ମୋ ବାଳ ସରକାର ଆମ ଗରିବମାନଙ୍କୁ ହିଁ ମାରୁଛି।
@deepaksandha1394
@deepaksandha1394 Ай бұрын
Actual re vai...
@SANTALI_STATUS_POINT
@SANTALI_STATUS_POINT Ай бұрын
Besi dino tistiba nahin bjp sarkar odisha re age cm moriba
@sukantadalapati3845
@sukantadalapati3845 Ай бұрын
Bhala heichi Bhai hele bi Andhabhakta akheel kholi ki dekhi parunahanty.
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath.
@Liputech37
@Liputech37 Ай бұрын
Sarkar Jaga Pai jaichho to Sethi pain
@SushilMahakud-qo3vs
@SushilMahakud-qo3vs Ай бұрын
ଯାହା ହେଉଛି ସବୁ ଗରିବ ଲୋକଙ୍କ ଦୁଃଖର କାରଣ,ଧନୀ ଓ ବଡ ବଢିଆ ଙ୍କ ପାଇଁ ସବୁ ଛାଡ଼
@omprasadmishra3641
@omprasadmishra3641 Ай бұрын
Nai agya bhula katha athi dhaneka munda kaharap bareba chatu ra haila
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
@Alliswell75029
@Alliswell75029 Ай бұрын
Kana heichhe bhai Jen dhani lok achhan samku local public support karuchhan dhani lok an mui tahaku chinhichhe bali dekhei hebar lagi bele indirectly public hi support karuchhe against re ne jibar amar Babu ki Malik an bali
@davidpahad3
@davidpahad3 Ай бұрын
ମୋହନ ମାଝୀ ପାଗଳ ହେଲାଣି
@vlog...7777
@vlog...7777 Ай бұрын
Tui next election ra cm hebu dekhiba kemiti kama karibu
@SANTALI_STATUS_POINT
@SANTALI_STATUS_POINT Ай бұрын
​@@vlog...7777tamane tame bjp. Chamcha budhe ,sala gariba lukonko ghara bhagiba start karilani Bala sarkar dekhei heuchhi ,
@TaraniMahanta-ss5qn
@TaraniMahanta-ss5qn Ай бұрын
Bakarcmmaduacm
@jamesrinku1995
@jamesrinku1995 Ай бұрын
Pagala se nuha pagala amemane
@davidpahad3
@davidpahad3 Ай бұрын
ତୁ ବି ସେ ପାଗଳ ​@@vlog...7777
@user-zs4vp2ce9u
@user-zs4vp2ce9u Ай бұрын
ବିଜେପି ଧନୀ ମାନଙ୍କର ସରକାର
@puspa8408
@puspa8408 Ай бұрын
Right
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
@alimuddin9427
@alimuddin9427 25 күн бұрын
BJD Jindabaad 🇮🇳
@aswinibanchhor8945
@aswinibanchhor8945 Ай бұрын
ସରକାରଗରିବଲୋକଙ୍କ ସୁବିଧାକରିପାରୁନାହିଁ ଅସୁବିଧାକଣପାଇଁକରୁଛି ଏସରକାର5ବର୍ଷରୁ ଅଧିକାରହିପାରିବିନି
@premanandasuna7436
@premanandasuna7436 Ай бұрын
ଆଗ‌ କୋଟିପତି ଙ୍କ ପାଖରୁ ଆରମ୍ଭ ହେଉ
@RupNarayanMajhi
@RupNarayanMajhi Ай бұрын
ବଡ଼ ବଡ଼ ପୁଞ୍ଜିପତିଙ୍କ ଠାରୁ ଆରମ୍ଭ ହେଉ ।
@laxmijena6054
@laxmijena6054 Ай бұрын
Right 👍
@balabantasing613
@balabantasing613 Ай бұрын
Right
@rajasuna2720
@rajasuna2720 Ай бұрын
Koti pati mane chanda dei khasi jibe durdasa bhogiba middle class ru talaku thiba lokamane😮
@omprakashdansana7002
@omprakashdansana7002 Ай бұрын
@@rajasuna2720 absolutely right...
@RupNarayanMajhi
@RupNarayanMajhi Ай бұрын
ଯୋଉ ଗାଁ ର ଲୋକମାନେ ରୋଜଗାର ଆଶାରେ ସହର କୁ ଆସି ବସ୍ତି କରି ରହୁଛନ୍ତି, ତାଙ୍କର ଆଗ 1 କୋଟିର ବୀମା ଯୋଜନା ଦିଆଯାଉ ଆଉ ଗ୍ରାମରେ ରୋଜଗାରର ବ୍ୟବସ୍ଥା ଦିଆଯାଉ । ତାପରେ ତାଙ୍କୁ ବସ୍ତିରୁ ଉଚ୍ଛେଦ କରାଯାଉ । ବିନା suitable compensation ରେ ଉଚ୍ଛେଦ ନ କରାଯାଉ ।
@bhaktimarga853
@bhaktimarga853 Ай бұрын
ଆଗେ ଧନୀ ଲୋକଙ୍କୁ ଉଛେଦ କର.😊😊
@anandhhh143h
@anandhhh143h Ай бұрын
ଜମି ପାଇ ଉତ୍ତରପ୍ରଦେଶ ରେ BJP ହାରି ଗଲା
@gobardhanbehera7908
@gobardhanbehera7908 Ай бұрын
ସତ କଥା ଭାଈ ତାମିଲନାଢୁରେ ବି ହାରିଲା ବିଜେପି ଆଉ କେରଳବି ହାରିଛି
@bijaykumarmarandi4047
@bijaykumarmarandi4047 Ай бұрын
​@@gobardhanbehera7908South re BJP Jitiba muskil bhai
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
@alokrout7968
@alokrout7968 Ай бұрын
@@bimalhansdah3927 କାହିଁକି BJD kou Bala bhala je ,,,BJP 100 ଗୁଣରେ bjd thu bhala ,,,nabin babu nija neta nka କୁକର୍ମ କୁ ଦେଖିକି ବି ଅଣଦେଖା କରୁଥିଲେ ।ସବୁ dept scam କରୁଥିଲେ rti mageiki dekhinia । ତମେ ସବୁ ମାଗଣା ଖିଆ ,ଖାଲି free re ମିଳିଲେ ପାଦ ଚାଟିବା ଲୋକ ତମେ ।
@khusirajalaxmidiptiexpress5041
@khusirajalaxmidiptiexpress5041 Ай бұрын
ସବୁ ସରକାର ଗୋଟିଏ ଲାଉର ମଞ୍ଜି ଆଉ କଣ ଅଧିକ ଆଶା ନୂଆ ସରକାର ଠାରୁ ନା କଣ...
@chandrapanda7222
@chandrapanda7222 Ай бұрын
ପ୍ରଥମେ ସହରାଞ୍ଚଳ ରେ କାର୍ଯ୍ୟକାରୀ କରନ୍ତୁ.
@dillipkhara7123
@dillipkhara7123 Ай бұрын
ଯେଉଁ ଲୋକ ମାନଙ୍କର ଜମି ହୀନ ସେମାନଙ୍କ ପାଇଁ ଏହି ସରକାର କଣ କରିବ ଭାବୀ ଚିନ୍ତୀ କରନ୍ତୁ
@_mr___rajput
@_mr___rajput Ай бұрын
Gariba nku pm abasa dia jauchhi 👍 bhuli hina ku apartment kariki dia jauchhi 👍👍
@Learnxtraa
@Learnxtraa Ай бұрын
Correct sir
@Luckysum14126
@Luckysum14126 Ай бұрын
​@@Learnxtraabanda Kariba bjp sarkar aga gariba ଲୋକଙ୍କୁ ଘର ଦେଉ ତାପରେ ଯାଇ ଘର ଭାଙ୍ଗିବା
@priti1461
@priti1461 Ай бұрын
Right
@user-wc4ik9xc9u
@user-wc4ik9xc9u Ай бұрын
M sarkar
@ananya-x2e
@ananya-x2e Ай бұрын
ଆମ ସରକାରଙ୍କ କଥା କଥାରେ କାମରେ ନୂହେଁ! ଏହା ଧନୀମାନଙ୍କର ସରକାର! 😅😊😂
@kshirodkumarbehera5105
@kshirodkumarbehera5105 Ай бұрын
ଯାହା କଥାରେ ଅଛି ଗରିବ ମାଇପ ସମସ୍ତଙ୍କ ଶାଳୀ।ଏ କଥା କିଏ ଟାଳିବ ଦେଖାଯାଉ।
@friend9449
@friend9449 Ай бұрын
ବଡ଼ ବଡିଆ ଠାରୁ ଆରମ୍ଭ ହେଇ ଗରିବ ଲୋକମାନଙ୍କ ପାଖରେ ଉଚ୍ଛେଦ ପ୍ରକ୍ରିୟା ସମାପ୍ତ ହେଉ ।ଧନୀ ଲୋକଙ୍କର ଉଛେଦ ବେଳେ ଶହ ଶହ ପୋଲିସ ମୁତୟନ ହେଉଛନ୍ତି ଗରିବ ଲୋକଟି ଯଦି ହେଇଥିବ ସ୍ଥାନୀୟ ଗ୍ରାମବରକ୍ଷୀ ଠିଆ ହେଲେ ଉଛେଦ ପ୍ରକ୍ରିୟା ସୁରୁଖୁରୁରେ ହେଇଯିବ । ତେଣୁ ଲୋକଙ୍କ ଠାରୁ କାର୍ଯ୍ୟ ଆରମ୍ଭ ହେଉ
@user-ko4ve6bu5o
@user-ko4ve6bu5o Ай бұрын
Nirat sata katha
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
@bhupendrasikha257
@bhupendrasikha257 Ай бұрын
ଭୁବନେଶ୍ବର ଆରମ୍ବ କର
@Pruseth_10
@Pruseth_10 Ай бұрын
ନେତାଙ୍କ ଠାରୁ ଆରମ୍ଭ ହଉ
@bijayakumarsahoo4623
@bijayakumarsahoo4623 Ай бұрын
ସମସ୍ତଙ୍କ ପାଇଁ ସମାନ ନ୍ୟାୟ କରାଯାଉ।
@surathmahapatra-zj4xu
@surathmahapatra-zj4xu Ай бұрын
ଗରିବର ସେବା କରନ୍ତୁ
@anandhhh143h
@anandhhh143h Ай бұрын
ଯିଏ ଆସୁ ଜମି ଖାଲି କରିବା ପାଇଁ ଯିଏ ଆସିବ ସିଏ ମରିବ ଆମେ ଗରିବ ଲୋକ ଆମର କିଛି ନାଇ ମାରିବୁ ଆଉ ମରିବୁ
@BhubaneswarBehera-nr8ir
@BhubaneswarBehera-nr8ir Ай бұрын
ସରକାର ଭୂମିହୀନ ମାନଙ୍କୁ ଘରଦିହ ଏବଂ କୃଷିପାଇଁ ଜମି ଯୋଗେଇଦିଅନ୍ତୁ ତାପରେ ଜମି ଜବରଦଖଲ ହଟାନ୍ତୁ ନହେଲେ ଆଗାମୀଦିନରେ ଗରିବ ଭୂମିହୀନ ମାନେ ସରକାରଙ୍କୁ ହଟାଇବାକୁ ବାଧ୍ୟ୍ୟହେବେ 🙏
@jagannath_jena
@jagannath_jena Ай бұрын
Baharu rohingya aau anya rajya ra loka asi sarkari jami madi basi rahichanti, tanku kana sarkaar jami deiki odisha ra basindha kariba naa kana?
@beherababu8797
@beherababu8797 Ай бұрын
ଠିକ୍ କଥା ଭାଇ
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
@pravatkumarmishra9760
@pravatkumarmishra9760 Ай бұрын
ଗ୍ରାମାଞ୍ଚଳ ରେ ଉଛେଦ‌ ହେଲେ ବି ଜେ ପି ଡୁବିଵ
@brahmanandam7370
@brahmanandam7370 Ай бұрын
Sabuthi heu, gaon aau sahara
@RatiSuchi123
@RatiSuchi123 Ай бұрын
ତମେ କେତେ ଦଖଲ କରିଛ।
@suryakantasubudhi726
@suryakantasubudhi726 Ай бұрын
Sabuthi hau... good decision
@Travelwithuttam-hz6zl
@Travelwithuttam-hz6zl Ай бұрын
​@@RatiSuchi123bhai gaa gahali re bhumihina mane bahut rahuchanti semane jibe kuade
@srajendra7660
@srajendra7660 Ай бұрын
Sabu sarakari jami jabar dakhal mukta kari sethire gachha laga jau
@laxminarayansahu1115
@laxminarayansahu1115 Ай бұрын
ଘୋର ଅନ୍ୟାୟ
@sanatanmajhi6232
@sanatanmajhi6232 Ай бұрын
ସରକାର ଆଗେ ଧନୀ ମାନଙ୍କୁ ଉଛେଦ କରୁ ଦେଖିବା କେତେ ଦମ ଅଛି l
@laxmanmeher484
@laxmanmeher484 Ай бұрын
SALUTE BHAI Mardoowalibaat KALIYUGG SARAKAR
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
@basantasahu3719
@basantasahu3719 Ай бұрын
ଆଗ ଭୁବନେଶ୍ୱର ରୁ ଆରମ୍ଭ କରା ଯାଉ
@sradhanjali691
@sradhanjali691 Ай бұрын
ଗରିବଙ୍କୁ ଆଗରେ ରଖି ବଡ଼ ବଡିଆ ମାନେ ଖସିବାକୁ ଚାହୁଁଛନ୍ତି ଯାହା ହବ ଭଲ ହବ 👍👍
@maheswarmandalofficial5028
@maheswarmandalofficial5028 Ай бұрын
ଭୂମି ହିନ ଯିବେ କୁଆଡେ?
@saikalyan4918
@saikalyan4918 Ай бұрын
Plot kiniba pai joga jog karun mate mor ରୟତି plot ବିକିବି
@maheswarmandalofficial5028
@maheswarmandalofficial5028 Ай бұрын
@@saikalyan4918 ଭାଇ ପଇସା ଥିଲେ ଆମେ ଏଠି କିଣି ନ ଥାନ୍ତୁ ଆମ ଗରିବ ଲକ
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
@azubizu2534
@azubizu2534 Ай бұрын
ପ୍ରାଏଭେଟ ଲିମିଟେଡ଼ (ପ୍ଲେଟ ପ୍ଲାଣ୍ଟ ) ସବୁ ସରକାର ଙ୍କ ଜମି 🤣🤣🤣🤣🤣🤣🤣(ସ୍ଥାନୀୟ ନିୟୁକ୍ତି ଆଉ କେବେ )
@raghunathbhoi3852
@raghunathbhoi3852 Ай бұрын
ଆମର ଆଶା ଯେ ମାଝୀ ସରକାର ଠିକ ପଦକ୍ଷେପ ନେବେ । ଧନୀ ଗରିବ ସମସ୍ତଙ୍କ ପାଇଁ ସମାନ ନିୟମ ହବା ଉଚିତ । ନହେଲେ ସରକାର ବଦଳିବାକୁ ସମୟ ଲାଗିବନି । ଲୋକ ଯଦି 25 ବର୍ଷ ର ସରକାରଙ୍କୁ ହଟେଇ ପାରୁଛନ୍ତି 5 ବର୍ଷ ର ସରକାରଙ୍କୁ ହଟେଇବାକୁ ବେସି ସମୟ ଲାଗିବନି
@gobardhanbehera7908
@gobardhanbehera7908 Ай бұрын
ସିଏ ଆଉ କିଛିକରିପାରିବ ନାହି ଖାଲି କଥା ବଡ ବଡ ହେବ ସିନା କିଛି କରିପାରିବ ନାହି
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
@KedarJena-ki9el
@KedarJena-ki9el Ай бұрын
ଆଗେ ଧନୀ ବେପାରୀ,officer ମାନଙ୍କ ଦଖଲ କୁ ଭାଙ୍ଗି ଦିଅ
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath.
@Sudamkousalievolag
@Sudamkousalievolag Ай бұрын
Cm.ku.anurdha.garibalokanku.hairankarntunai
@user-vv8on1qe9i
@user-vv8on1qe9i Ай бұрын
ଆଗରୁ ସରକାରୀ ଅଫିସର ମାନେ କଣ କରୁଥିଲେ ସେ ସମୟରେ ସରକାର ନିଘୋଡ଼ ନିଦ୍ରାରେ ଶୋଇ ପଡ଼ିଥିଲେ କି, ଏ ପ୍ରଶ୍ନ ଜନ ସାଧାରଣ ଙ୍କ ପ୍ରଶ୍ନ, ଏବେ ଆମ ମିଡ଼ିଆ ଭାଇ ମାନେ ଚିତ୍କାର କରୁଛନ୍ତି କଣ ପାଇଁ ପୂର୍ଵ ରୁ ଚିତ୍କାର କରିବା ଜାଣି ନଥିଲେ,
@niteshkumara8771
@niteshkumara8771 Ай бұрын
କେବଳ ଗରିବ ଲୋକଙ୍କୁ ଉଠାଇ ଦିଆଯାଉଛି
@niteshkumara8771
@niteshkumara8771 Ай бұрын
ଏଇ ଆମ ମୁଖ୍ୟମନ୍ତ୍ରୀ
@buddhadevkant4951
@buddhadevkant4951 Ай бұрын
ଧନୀ ବଞ୍ଚାଅ ଗରୀଙ୍କୁ ମାରି ପକାଅ ଏହି କମ୍ ମାଝି ବାବୁ କରୁଛନ୍ତି, ଭୁଷୁଡି ବଲା ମନ୍ତ୍ରୀ
@yaniprusty8582
@yaniprusty8582 Ай бұрын
ଆଗେ ଭୁବନେଶ୍ୱର ରେ ବଡ ଜାଗା ଗୁଡିକୁ ବାହାର କର. ତା ପରେ ଅନ୍ୟ ଜିଲ୍ଲା କାମ ହେବ
@RajaMarndi-if6cq
@RajaMarndi-if6cq Ай бұрын
ନବୀନ ସରକାର ଭଲ ଥିଲା ମୋହନ ମାଝୀ ବେକାରିଆ ସରକାର । ଜନତାଂକ କଣ ତାହେଲେ ଭଲ କରୁଛି?
@alokrout7968
@alokrout7968 Ай бұрын
Nabin sarkar choronka pain bhala thila ...ebe parda uthuchi
@ranjansuna5425
@ranjansuna5425 Ай бұрын
Garib chor amir mane sahukaar.tuma kahi bara hisab re ​@@alokrout7968
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
@tarunkumarsingh675
@tarunkumarsingh675 Ай бұрын
ଗରିବ ଲୋକ ଗରିବ ହଁ ରହିବ ଧୋନୀ ଲୋକ ମାନଙ୍କୁ ଆଉରି ଧନୀ କରିବ
@hknoorstatus813
@hknoorstatus813 Ай бұрын
ସୁନ୍ଦରଗଡ଼ ଜିଲ୍ଲା ରେ ବି ସବୁ ବ୍ଲକ ରେ ସରକାରୀ ଜାଗା , ଆଉ ଜଙ୍ଗଲ ଜାଗା ବେଆଇନ୍ ଭାବେ କାର୍ଯ୍ୟ ଚାଲିଛି କିଣା ବିକା ଚାଲିଛି.. କେବେ ଓଡିଶା ସରକାର ଦେଖିବ ଆଉ ଗରିବ ଲୋକଙ୍କୁ କେବେ ଚାଷ ପାଇଁ ଦବ..🇮🇳🙏
@jugalsahu6671
@jugalsahu6671 Ай бұрын
ଜଣେ ଗରିବ କୁ 4 ଡିସମିଳ ଦିଆ ଯାଉ ଜମି ସମସ୍ତ କର ଅଧିକାର ଅଛି..
@kamlugond292
@kamlugond292 Ай бұрын
ଗରିବ ଲୋକ ଝାଗା ଛାଡ଼ିଭେ ଧନୀ ଲୋକ ମଦିହ୍ ଜାଗା ଛାଡ଼ ଧନୀ ଲକର୍ 67 ମହଲାଗର ଗର। ଚାତ ଗର ନତିଲେ ହାମର ଜିଲିର ଗର ଅଚି ନା ସରକାରୀଜମି ରେ ସମ୍ତକର ହଦିକାର ଅଛି ମହାନ ଭାବୁ
@kamlugond292
@kamlugond292 Ай бұрын
❤️🌹🌷🌺💐🥀💝🇮🇳👍👍
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
@GVaraprasad-gs4ye
@GVaraprasad-gs4ye Ай бұрын
349plots522,35acrsadivasi jomi 112,91acrs govtjomi jkpm rgda 60borsoru bhguchi adivasi somajoku jekounosi vunnothi nahi 7,50gocharjomi govt action guesthousere mathro😢jaibjp
@user-yq2gb1sj1s
@user-yq2gb1sj1s Ай бұрын
CMC ୱାର୍ଡ 48 ଓ 49 ରେ କିଛି ଧନୀ ଲୋକ ବିଜେଡି ପଦ ପଦବୀ ରେ ଥାଇ ରୋଡ ସାଇଡି ରେ ଘର ଓ ହୋଟେଲ୍ କରି ବ୍ୟବସାୟ କରୁଛନ୍ତି
@auctionmoviehindi3201
@auctionmoviehindi3201 Ай бұрын
Good discussion 🎉🎉🎉
@HariharaGomango-ck6cq
@HariharaGomango-ck6cq Ай бұрын
Bala discussion
@madhabchandrahansdah-fe2iz
@madhabchandrahansdah-fe2iz Ай бұрын
ମୋହନ ମାଝୀ ସରକାର ଏଥିରେ ଫେଲ ହେବାର ପ୍ରଥମସ୍ବାଦ ଚାଖିବେ। ତା ପରେ ଅଭ୍ୟାସ ରେ ପରିଣତ ହୋଇଯିବ
@user-kq5wb9go4p
@user-kq5wb9go4p 26 күн бұрын
ବିଜେପି ସାରକାର ବଡ଼ ବଡ଼ିଆ ଲୋକ ଙ୍କ ସରକାର ଆମ ଗରିବ ଲୋକଙ୍କ ନୂଅ
@mahendramajhimajhi3890
@mahendramajhimajhi3890 Ай бұрын
ଆପଣ କୁ ଅନୁରଧ ପହିଲା idco company ତଥା ବଡ କମ୍ପାନୀ କୁ lease ରେ କଣ ପାଇଁ ସରକାର ଦେଉଛନ୍ତି ଏବଂ ତାଙ୍କ ଉପରେ ହସ୍ତ କ୍ଷେପ ନାହିଁ. ଛୋଟ ମୋଟ ଜମି ହୀନ ମାନଙ୍କୁ ହୋଇ ରାଣ କରୁଛନ୍ତି
@rabindrarouta2465
@rabindrarouta2465 Ай бұрын
ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ!! ଗରିବ ପାଇଁ ତ ଏ ସବୁ ଯୋଜନା ହେଲେ ଗରିବ ନାଆଁ ରେ ସବୁ ଖାଇଗଲ "ହେଲେ ଧନୀ ପେଟ କିଆଁ ବଢୁଛି?????😅😅😅😅
@user-nq1gn4eh3h
@user-nq1gn4eh3h Ай бұрын
ଆରେ ଭାଇ ରାହୁଲ ଗାନ୍ଧୀ ପରା ଚିତ୍କାର କରି କରି କହିଲା ଯେ, BJP ସରକାର ହେଉଛି ଧନୀମାନଙ୍କର ସରକାର , ଆଉ Congress ହେଉଛି ଗରୀବ ମାନଙ୍କର ସରକାର, ତଥାପି କେହି ତାଙ୍କର ଏହି କଥାରେ ଓଡ଼ିଶାବାସୀ କେହି ବି ଧ୍ୟାନ ଦେଲେ ନାହିଁ । ଜଗନ୍ନାଥଙ୍କ ନାମ ନେଇ ଆସିବାରୁ ଖୁସି ଖୁସିରେ BJP କୁ ଭୋଟ ଦେଲ, ଏବେ ତା'ର ପରିଣାମ ଭୋଗ କରିବାକୁ ପ୍ରସ୍ତୁତ ହୋଇଯାଅ
@santanughibila5137
@santanughibila5137 Ай бұрын
Sata Katha Bhai gariba upare chapa dhani upare nahi
@SanjayKumar-km5ff
@SanjayKumar-km5ff Ай бұрын
Jou jagare sarkari office ki hospital school haba taku hatajau jadi ete action naba bjp sarakara gharaku jiba.....
@prabodhapanda5184
@prabodhapanda5184 Ай бұрын
ଏବେର ଅନେକ ବିଜେପି ନେତା, ଯେଉଁମାନେ ପୂର୍ବରୁ କଂଗ୍ରେସ ରେ ନେତା ଥିଲେ, ସେଇମାନେ ଅଧିକ ସରକାରୀ ଜମି ଦାଖଲ କରିଛନ୍ତି, ଅନେକ ଗୋଚର ଓ ସ୍ମଶାନ ଜାଗା, ସେମାନେ ଦାଖଲ କରିଛନ୍ତି. ଯଥାଶୀଘ୍ର ସେମାନଙ୍କୁ ବେଦଖଲ କରାଯାଉ.
@nareshpattnaik2454
@nareshpattnaik2454 Ай бұрын
ଧନୀକ ଶ୍ରେନୀଙ୍କ ନଭଙ୍ଗି ଗରିବଙ୍କ ଭଗାଈ ଦିଅ ଯାଉଚି ଏ ଭଳି ଛିଗୁଲେଇବା ବନ୍ଦ କରି ଧନୀକ ଯୋଉ ଘର୍ କରି ଛନ୍ତି ତାକୁ ଭାଙ୍ଗିଲେ କୋଟି କୋଟିର ଧନ ବରବାଡ ହେବ ସେ ଘର୍ କୁ ନଭାଙ୍ଗି ସରକାର ତାକୁ ହାତକୁ ନେଇଦଖଳ କରନ୍ତୁକିମ୍ବା ସରକାରୀ ଚାକେରିବଳଙ୍କୁ ଭଡ଼ା ଦିଅନ୍ତୁ କିନ୍ତୁ ଗରିବ ଧନୀ କାହାକୁ ନ ଛାଡନ୍ତୁ
@manasdash8604
@manasdash8604 Ай бұрын
ଅପେକ୍ଷା କର ଆଜ୍ଞା ହରବର ହେଲେ କଣ ହେବ ଏତେ ଛାନିଆଁ ହୁଅନ୍ତୁନି ନଇନଦେଖୁଣୁ ନଙ୍ଗଲା କାହିଁକି ହଉଛନ୍ତି ସବୁ ସରକାରୀ ଜମି ଜବରଦଖଲ୍‌ କୁ ବୋଲ୍‌ଡୋଜୋର୍‌ ଲଗେଇ ଭାଙ୍ଗି ଦିଆଜିବ ସେଟା ଧନୀ କି ପ୍ରଭାବଶାଲି ଲୋକ ହେଲେ ମଧ୍ୟ ଏଇଥିରୁ ବାଦ୍‌ ପଡ଼ିବନୀ ଆଜ୍ଞା ଏଇଟା ନବୀନ ସରକାର ନୂହଁ ଏଇଟା ମୋହନ ସରକାର କାହାକୁ ଛଡ଼ାଜିବ ନାହିଁ
@sanjauakumar8999
@sanjauakumar8999 Ай бұрын
ବଡ ବଡ କୋଟିପତି ଙ୍କୁ ଆଗ ଜବର ଜସ୍ତ ଉଛେଦ କରାଯାଉ
@sibapadhi3133
@sibapadhi3133 Ай бұрын
ବିଜେପି ସରକାର ଜମିକୁ ବହୁତ ଭଲ କାର୍ଯ୍ୟ ପଦକ୍ଷେପ ନେଇଛନ୍ତି l ଓଡିଶା ରେ ଆଇନ କୁ ଅନ୍ଧ କରିଛନ୍ତି ରାଜସ୍ୱ ବିଭାଗ ର ଆରାଇ, ତହସିଲଦାର ଓ ଜିଲ୍ଲାପାଳ ବଡ ବଡ଼ ଧନୀ ଙ୍କ ଧନ ଖାଇ ଗରିବ ଲୋକ ମାନେ ଅନେକ ସରକାର ଜମି ଉପରେ ଅଭିଯୋଗ କରିଥିଲେ ସୁଦ୍ଧା ସରକାରୀ କମ୍ପ୍ଲେନ ରେକଡ଼ କୁ ଦବାଇ କିଛି ନ୍ୟାୟ ଆଜି ପର୍ଯ୍ୟନ୍ତ ମେଲୁନାହିଁ ଓଡିଶା ସରକାରୀ କୋଳରେ ଥିବା କର୍ମଚାରୀ ମାନେ ହରିଲୁଟ ଲାଞ୍ଚ ଖାଇ ଗରିବ ନିରୀହ ଲୋକଙ୍କୁ ବାଟ ଗଡା ଦିନ ଭୁଆଁ ବୁଲାଇ କିଛି କାମ କରୁନାହାନ୍ତି l ଓଡିଶା ସରକାରୀ କୋଳ ବଡ଼ ଦୁର୍ବଳ ଦୁର୍ନୀତି ର ମୂଳ ସାଝିଛନ୍ତି l ଲୋକ ମାନେ ବହୁତ ଟଙ୍କା ଦେଇ ପଟା ଜମି କିଣିଛନ୍ତି ସରକାର ଙ୍କ ଜମି ଉପରେ ବଡ ବଡ଼ ଦୋକାନ ଘର ଅଟାଳିକା ବାନ୍ଧି ମାସିକ ଭଡା ଲକ୍ଷ୍ୟ ଲକ୍ଷ୍ୟ ଖାଇ ଜମି ବିକ୍ରି କରି ମାଫିଆ ମାନେ ମାଲାମାଲ ହେଇଛନ୍ତି l ଏବେ ଓଡିଶା ରେ ବିଜେପି ସରକାର ଙ୍କ ଏହି ପଦକ୍ଷେପ କୁ ଜିଲାପାଳ, ତହସିଲଦାର, ଆରାଇ ମାନେ କେଉଁ ଭଳି କାର୍ଯ୍ୟ କରିବେ ଜନସାଧାରଣ ଦେଖିବାକୁ ବାକି ରହିଲା l 🌹👍ଓଡିଶା ଜମି ଭାରତ ମାତାକି ଜୟ 🌹ବିଜେପି ଜିନ୍ଦାବାଦ 👍ବହୁତ ଭଲ ପଦକ୍ଷେପ ନେଇଥିବାରୁ ଧନ୍ୟବାଦ 👍
@MasiahMallick
@MasiahMallick Ай бұрын
ସରକାର ସମସ୍ତଙ୍କ ପାଇଁ ସମାନ ରହିବା ଉଛିତ୍, ନା କାଲି ଧନୀ ପାଇଁ ନା କାଲି ଗରୀବ ପାଇଁ? ଯ୍ୟାଦପି ବେ ନିୟମ କରିବ/ବେଧ ଭାବ କରିବ (କରୁଛି) ତାହା ହେଲେ ସେ ସରକାର କୁ ଡାଇରେକ୍ଟ ଫାୟାରିଂ, ଗୋନ୍, ବୁଲେଟ, 🔪 ଚଲାଇ ରଖନ୍ତୁ ଯାହା ହେବ ପରେ ଦେଖା ଯିବ। ଧନୀ ହିଁ ମଣିଷ ଆଉ ଗରୀବ କୁକୁର ....Laws are the same for all, rich or poor, and government is the same for rich or poor .✅🇮🇳
@statusjiban7930
@statusjiban7930 Ай бұрын
ସରକାର ଅଗ ନା ଆଦିବାସୀ ଆଗ
@basantajena3220
@basantajena3220 Ай бұрын
Ago bhumi hina manku jami dio
@prafullakumarsahu9372
@prafullakumarsahu9372 Ай бұрын
ଗରିବଙ୍କୁ ଜମି ସରକାର ଦେଇଥିଲେ ବି ପରେ ସେ ଜମି ବଡ ବଡିଆ ହାତେଇଛନ୍ ତାପରେ ସେଇ ଗରିବମାନେ କହୁଛନ୍ ଆମେ ଭୂମୀହୀନ ।
@patelnpatelyoutube194
@patelnpatelyoutube194 Ай бұрын
ସରକାର ଯଦି ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣ କଲେ କଣ କରା ଯିବ।
@jagannath_jena
@jagannath_jena Ай бұрын
Sarkaar chahile tama jami nei pariba kichi bi project kama kariba pain. Kichi bi byakti gata jami nahi. Paisa daba abasya.
@patelnpatelyoutube194
@patelnpatelyoutube194 Ай бұрын
Mora jamire 40 dismil Rasta achhi ,,,kana karibi,dayakari kuhantu
@bimalhansdah3927
@bimalhansdah3927 Ай бұрын
ଭାଇମାନେ ସମସ୍ତେ ଏକଜୁଟ ହୁଅ ମୁଖ୍ଯମନ୍ତ୍ରୀ ପୋଦରୁ ହଟେଇବା ପାଇଁ। jay Jagannath
@antaryamipanda3021
@antaryamipanda3021 Ай бұрын
Bilkul right kahile bhai sambadika bhai
@jogeshtandia9033
@jogeshtandia9033 Ай бұрын
Absolutely right question answer sir ❤❤❤
@birajpradhan9386
@birajpradhan9386 Ай бұрын
ଓଡ଼ିଶାରେ ଜନ ସଂଖ୍ୟାର ବୃଦ୍ଧି ଦିନକୁ ଦିନ ବଢୁଥିବାରୁ ନିରିହ ଜନସାଧାରଣ ସରକାରୀ ଜମି ଉପରେ ଜବରଦଖଲ କରି ରହିବା ପାଇଁ ବାଧ୍ୟ ହେଉଛନ୍ତି। ପୂର୍ବତନ ବିଜେଡିର ନବୀନ ସରକାର ଭୁମିହିନ ଜନ ସାଧାରଣଙ୍କ ପାଇଁ ଜାଗା ମିଶନ ଏବଂ ବସ୍ତି ବାସିନ୍ଦା ଅଧି ନିୟମ ୨୦୧୭, ଅନୁସାରେ ଥଇଥାନ କରିବା ପାଇଁ ବିଭିନ୍ନ ଯୋଜନା କରିଥିଲେ। କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ବିଜେପିର ମହୋନ ସରକାର ଗୋଟିଏ ମାସ ନ ପୁରୁଣୁ ନିରିହ ଜନସାଧାରଣଙ୍କ ଭିଟାମାଟି ଉଛେଦ କରିବା ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଜାହା ଫଳରେ ନିରିହ ଜନସାଧାରଣ ସରକାର ପରିବର୍ତ୍ତନ କରିବା ଭୁଲ୍ ହେଲା ବୋଲି ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି। ଏହା ଉପରେ ରାଜ୍ୟ ସରକାର ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଜାଗା ମିଶନ ଯୋଜନାକୁ କାର୍ଯ୍ୟକାରୀ କରିବା ଦରକାର ନଚେତ୍ ବିଜେପିର ମହୋନ ସରକାର ଖୁବଶୀଘ୍ର ବଦନାମ ହେବାକୁ ଯାଉଛି। ଧନ୍ୟବାଦ।
@banshidharpatra5160
@banshidharpatra5160 Ай бұрын
ସେଟେଲ ମେଣ୍ଟ କ୍ୟାମ୍ପ କାର୍ଯ୍ୟ କେବେ ଠାରୁ ଆରମ୍ଭ ହେବ ରାଜସ୍ବ ବିଭାଗ ର ସଚିବ ଓ ମନ୍ତ୍ରୀ ତୁରନ୍ତ ଜନସାଧାରଣ ଙ୍କୁ ଜଣାନ୍ତୁ
@kunaltoppo440
@kunaltoppo440 29 күн бұрын
जय हिंदुस्तान जय संविधान जय कांग्रेस 🙏
@rohitcreativitykuna5672
@rohitcreativitykuna5672 Ай бұрын
ସରକାର ଧନୀ ବ୍ୟକ୍ତିଙ୍କ ପୋଷା କୁକୁରର ଗରିବ ଉପରେ ନାଲି ଆଖି
@DillipBhoi-op6xh
@DillipBhoi-op6xh Ай бұрын
ଗରିବ ଲୋକଙ୍କୁ ସେବା କରନ୍ତୁ ସବୁ ବେଳେ ଭୋକିଲା ଆଖିରେ ଲୁହ ଦେଖି ପାରିବିନି ବୋଲି କହୁ ଥିଲ କଣ କରୁଛ ମୋ ଓଡିଶା ବିକାଶ ପାଇଁ ଭଲ କାମ କରନ୍ତୁ
@omprakashkhamari-cv2kc
@omprakashkhamari-cv2kc Ай бұрын
Good dicition
@LaxmiDhar-fi5ok
@LaxmiDhar-fi5ok 6 күн бұрын
1972 ମସିହା ଠାରୁ ଜମି କାହାର ଦେଖା ଯାଉ ବହୁତ ସରକାରୀ ଜମି ହଡ଼ପ କରିଛନ୍ତି
@Mr.Santali_Tech
@Mr.Santali_Tech Ай бұрын
Har har mahadev
@kirttanmahanta9806
@kirttanmahanta9806 Ай бұрын
Action taken of c.m of Odisha.
@AngelinaChristina-o1t
@AngelinaChristina-o1t Ай бұрын
ଆଉ ବୋଟ ଦିଅ ସମସ୍ତେ ମୁଖ୍ୟମନ୍ତ୍ରୀଟୁ ପ୍ରଧାନ ମନ୍ତ୍ରୀ ବନେଇବ
@user-pk1tz5lf8w
@user-pk1tz5lf8w Ай бұрын
ସେ ଲୋକ ମାନଙ୍କୁ କଣ ସରକାର ମାରିଦେବେ ନା କଣ
@user-ip1wx5fi5r
@user-ip1wx5fi5r Ай бұрын
ଗୋଟେ ବଡ଼ ଗାତ ଖୋଳି ସମସ୍ତ ବେସାହାରା ଗରିବ ମାନଙ୍କୁ ମାରି ପୋତି ଦିଅ ମୋହନ ମାଝି ତା ପରେ ଶାନ୍ତି ରେ ରାଜ୍ୟ କୁ ଶାସନ କରିବ
@prasantkudas3438
@prasantkudas3438 Ай бұрын
ମାଇଚିଆ ନବୀନା ଯୋଗୁଁ ଏସବୁ କାରଣ,
@ArpitasahooArpitasahoo-rv9ow
@ArpitasahooArpitasahoo-rv9ow Ай бұрын
ଏହି ଭଳିଆ ଖବର ଳେକ ଜାଣନ୍ତୁ ସରକାର କଥା ଧନ୍ୟବାଦ
@pradeepkumarsinha803
@pradeepkumarsinha803 Ай бұрын
🙏Jay Jagannath 🙏 🙏Jay Jagannath 🙏 BJP ସରକାରଙ୍କୁ ମନେ ରଖିବାକୁ ହେବ ଯେ ଓଡିଶାର ଜନସାଧାରଣ ଦୁର୍ନୀତି, ନାରୀ ଧର୍ଷଣ, ଗୁଣ୍ଡାରାଜ, ମାଫିଆ ରାଜ, ଜଙ୍ଗଳ ରାଜରୁ ମୁକ୍ତ କରିବାପାଇଁ ଓଡିଶାର ଆରାଧ୍ଯ ଦେବତା, ଗର୍ବ ଗଞ୍ଜନବାନା ଉଡାଉଥିବା, ଦୁଃଖୀ ଦରିଦ୍ରର ବନ୍ଧୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଏଥର ଓଡିଶାର ଶାସନ ଭାର ଅର୍ପଣ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସଦାସର୍ବଦା ମନ ଭିତରେ ରଖିବା ଉଚିତ। ବର୍ତ୍ତମାନର ବିଜେପି ସରକାର ଯଦି ପୂର୍ବରୁ ଥିବା BJD ସରକାରଙ୍କ ମାର୍ଗକୁ ଅନୁସରଣ କରନ୍ତି, ତେବେ ବିଜେପି ସରକାର ୧୦୦ ବର୍ଷ ଶାସନରେ ରହିଲେବି କୌଣସି ଦୁର୍ନୀତି ଓ ବେକାର ସମସ୍ୟାକୁ କସ୍ମିନ କାଳେ ସମାଧାନ କରିପାରିବେ ନାହିଁ।କାରଣ ପୂର୍ବ ସରକାର ଲୋକ ଦେଖାଣିଆ ହିସାବରେ କେତେଜଣ ହାତଗଣତି ଦୁର୍ନୀତିଗ୍ରସ୍ତ ଏବଂ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କେବଳ ସ୍ଥାନାନ୍ତର ଓ ନିଲମ୍ବନ କରି ଚୁପଚାପ ବସିଯାଉଥିଲେ। "0" TOLERANCE ନୀତି ଆପଣାଇବାକୁ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। କାରଣ " ସ୍ଥାନାନ୍ତର ଏବଂ ନିଲମ୍ବନ କରିବା ଏକ ଲଲିପପ୍ ପରି ". ଏହାଦ୍ବାରା ଭ୍ରଷ୍ଟ ଏବଂ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସରକାରୀ କର୍ମଚାରୀମାନଙ୍କୁ ଅଧିକରୁ ଅଧିକ ଦୁର୍ନୀତି ଏବଂ ଲାଞ୍ଚ ଓ ବେଆଇନ କାର୍ଯ୍ୟକଳାପ କରିବାପାଇ ପ୍ରେତ୍ସାହନ କରାଉଛି । (1) କୌଣସି ବୁଝାମଣା କରିବାର ପ୍ରଶ୍ନ ଉଠୁନାହିଁ। (2)କୌଣସି ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ବେଆଇନ କାର୍ଯ୍ୟକଳାପ ବିରୋଧରେ କୌଣସି ବଦଳି କିମ୍ବା ନିଲମ୍ବନ ଆଦେଶ ଦିଆ ନ ଯାଇ,କେବଳ ଘଟଣାସ୍ଥଳରେ ହିଁ ତୁରନ୍ତ ବହିଷ୍କାର କରାଯିବା ଉଚିତ। (3) ଦୋଷୀ ସରକାରୀ କର୍ମଚାରୀଙ୍କ ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯାଇ, 100 ଗୁଣା ଜରିମାନା ଦେୟ ଆଦାୟ କରାଯିବା ଉଚିତ। । (4) ମାମଲା ପ୍ରକ୍ରିୟା ଆରମ୍ଭ କରିବାର କୌଣସି ଆବଶ୍ୟକତା ନାହିଁ ଯେଉଁଠି ଦୃଢ ପ୍ରମାଣ ସହ ଭିଜୁଆଲ୍ ରେକର୍ଡିଂ |ଏବଂ ଦସ୍ତାବିଜ ଉପଲବ୍ଧ ରହୁଛି।। ଏହାଦ୍ୱାରା ବେକାର ସମସ୍ୟାର ସମାଧାନ ହୋଇପାରିବ। (5) ଅବସର ପରେ କାହାରିକୁ ପୁନର୍ବାର ସେହି ସେବାର ଅବସ୍ଥାପିତ କରା ନ ଯାଉ। । କାରଣ ଏହାଦ୍ୱାରା ବେକାର ସମସ୍ୟାର ସମାଧାନ ହୋଇପାରିବ। (6)ଦୃଢ ହସ୍ତରେ ଗୁଣ୍ଡାରାଜ, ବାଲି ମାଫିଆ, ଖଣି ମାଫିଆ, ଜଙ୍ଗଳ ମାଫିଆ ଇତ୍ୟାଦି ଇତ୍ୟାଦିଙ୍କୁ ତୁରନ୍ତ ଦମନ କରାଯିବା ଉଚିତ। ଯାହାଦ୍ୱାରା ମୁଁ ଅନୁଭବ କରୁଛି ଯେ ନିଶ୍ଚିତ ଭାବରେ ଦୁର୍ନୀତି ଏବଂ ବେକାରୀ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇପାରିବ । ଏହାଦ୍ୱାରା ଯେଉଁସବୁ ସରକାରୀ କର୍ମଚାରୀ ଦୁର୍ନୀତିଗ୍ରସ୍ତ ଓ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବେ/ ମନ ବଳାଇବେ ସେମାନଙ୍କ ମନରେ ଭୟଙ୍କର କୋକୁଆ ଭୟ ସୃଷ୍ଟି କରିବ। 🙏Jay Jagannath 🙏 🙏Jay Jagannath 🙏
@somanathkhara8368
@somanathkhara8368 Ай бұрын
କେମିତିକା ସରକାର ହେ, ଏମିତି କାମକୁ ବିରୋଧ କରୁ ନଥିଲା ,ମନ ଇଛା ଜବରଦସ୍ତ ଅଧିକାର କରୁଛନ୍ତି ପଶୁ ଶଳା ବୁଦ୍ଧି ର ମଣିଷ।
@SkKamran-ns7xy
@SkKamran-ns7xy Ай бұрын
Wow re sarkar gariba loka rahuthiba jaga ku bi chhadibani
@pritimayeeNaik-zy2xr
@pritimayeeNaik-zy2xr Ай бұрын
ଗରିବ ଲୋକଙ୍କ କଥା ବୁଝି ସରକାର ନିଷ୍ପତି ନେଲେ ଭଲ
@ashisswain8499
@ashisswain8499 Ай бұрын
Tumara best news
@jibankrushnamohanty8807
@jibankrushnamohanty8807 Ай бұрын
ଏମାନେ ବି ନୁଆ ଆସିଛନ୍ତି କିଛି ହାତେଇ ବେ
@bijaydas-nj1jh
@bijaydas-nj1jh Ай бұрын
Jaha kahile sir apana thik kahile gariba mananka paain chinta kale dhanyabad
@SudhakarNayak-r9q
@SudhakarNayak-r9q Ай бұрын
100/ right speech sir
@pramodnaik6980
@pramodnaik6980 Ай бұрын
Sir right kahila
@hareshchandranaik8065
@hareshchandranaik8065 Ай бұрын
Please gives land to poor people and landless people 🙏
@Sirdharapatra471
@Sirdharapatra471 Ай бұрын
ଅନ୍ଧ ସରକାର
@dhirajbehera8734
@dhirajbehera8734 Ай бұрын
Right kahela DaDa
@hbrpresent5782
@hbrpresent5782 Ай бұрын
ଯାହା ବି କରନ୍ତୁ ଭାବିଚିନ୍ତି କରନ୍ତୁ
@kaliamajhi5134
@kaliamajhi5134 Ай бұрын
Ok
@Oddipakyt
@Oddipakyt Ай бұрын
Jay Mohan Sir❤
@ChitrasenBhoi-lx4qq
@ChitrasenBhoi-lx4qq Ай бұрын
BJP ସରକାର ଶାସନ ଆରମ୍ଭରୁ ଆକ୍ସନ ମୁଡ଼ରେ ନିଜର କ୍ଷତି କରିବାକୁ ଯାଉଅଛି । ତା ସଙ୍ଗେ ସଙ୍ଗେ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ପରିବାରର ମଧ୍ୟ ବେଘର କରିବାକୁ ଯାଉଅଛି।ଏଥିରେ ଚିନ୍ତା କରିବା କଥା ନିଯପାଟିର କିମ୍ବା ସମ୍ଭ୍ରାନ୍ତ ପରିବାର ପାଇଁ ଏହା କାର୍ଯ୍ୟକାରୀ ହେବ ତ? ନହେଲେ ବିପକ୍ଷ ପାଟିକୁ ନିଜର ଭୋଟ୍ ବ୍ୟାଙ୍କ ଧରେଇ ଦେବା ଛଡା ଆଉ କିଛି ନୁହେଁ ।ଏହି ଆକ୍ସନ ନେବା ଦ୍ବାରା BJP ସରକାର କ'ଣ ଭାବୁଛି ? ପାଟିର କ୍ରେଡିଟ ବଢିବ ନା ଲୋକଙ୍କର ମଙ୍ଗଳ ହେବ ? BJP ପାଟି ଓଡ଼ିଶାରେ ଟିକିବାର ଅଛି ତ ଭାବି ଚିନ୍ତି ଆକ୍ସନ ନିଅ । ନହେଲେ BJD ସରକାର ବାଟ ଚାହିଁ ବସିଛି - - - ।
@Rakeshpuja346
@Rakeshpuja346 Ай бұрын
CM babu a 5 barsha last lokanku thu vote paiba ta pare lokanku mariba.
@nabaghanbhoi3671
@nabaghanbhoi3671 Ай бұрын
Right
@sobhashreedhall3792
@sobhashreedhall3792 Ай бұрын
Right 👍
@sandhyaranisinghrima3785
@sandhyaranisinghrima3785 Ай бұрын
ସୁନାର ଓଡ଼ିଶା ଅବସ୍ଥା ଏବେ କ'ଣ ହେବ ?
@p.r.pradhan41
@p.r.pradhan41 Ай бұрын
Good decision
@jnanaranjandash7706
@jnanaranjandash7706 Ай бұрын
ବଡ଼ ଲୋକଙ୍କ ସରକାର ବିଜେପି ସରକାର
SPILLED CHOCKY MILK PRANK ON BROTHER 😂 #shorts
00:12
Savage Vlogs
Рет қаралды 47 МЛН
小丑把天使丢游泳池里#short #angel #clown
00:15
Super Beauty team
Рет қаралды 42 МЛН
Zombie Boy Saved My Life 💚
00:29
Alan Chikin Chow
Рет қаралды 9 МЛН
ହଠାତ୍ ଦବିଗଲା NH | Odisha Reporter
5:37
Odisha Reporter
Рет қаралды 2,1 М.
SPILLED CHOCKY MILK PRANK ON BROTHER 😂 #shorts
00:12
Savage Vlogs
Рет қаралды 47 МЛН