ବିଜେଡିର ଆଉ ଏକ ରଙ୍ଗଶାଳା, ବଲେ ବଲେ ଢାବା | Odisha Reporter

  Рет қаралды 447,752

Odisha Reporter

Odisha Reporter

Күн бұрын

ଯାଜପୁର ଜିଲ୍ଲାର ଧର୍ମଶାଳାଠାରେ ଥିବା ଏହି ବିଲଡିଂକୁ ଟିକେ ଭଲ କରି ନଜର ପକାନ୍ତୁ। ବାହାରେ ବଲେ ବଲେ ଢାବା ଲେଖାଥିବା ଏହି କୋଠାଟି ପଛରେ ରହିଛି ସାଂଘାତିକ କାହାଣୀ। ଢାବା ଲେଖା ହୋଇଥିଲେ ବି ଭିତରକୁ ଗଲେ ଆପଣଙ୍କୁ ଲାଗିବ ଫାଇଭ ଷ୍ଟାର ହୋଟେଲ ଭଳି। ଅତ୍ୟାଧୁନିକ ସାଜସଜା ସାଙ୍ଗକୁ ସମସ୍ତ ସୁବିଧା କୁଆଡେ ଏଠାରେ ଉପଲବ୍ଧ। ରାତି ହେଲେ ଏଠାକୁ ଆସନ୍ତି ଟପ ଟପ ରାଜନେତା, ଖଣି ମାଫିଆ, ବଡ ବଡ ଠିକାଦାର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #bjd #jajpur #balebaledhaba #Dharmasala #Himanshusekharsahoo #liku #odisha #OdishaReporter

Пікірлер: 587
@sankarhembram6150
@sankarhembram6150 3 ай бұрын
ବାଃ ବାଃ ରେ ଦୂର୍ନୀତି ବିଜେଡି ଘୂଷୁରି ଦଳର ଢାବା,,,
@sumeshmaharana7779
@sumeshmaharana7779 3 ай бұрын
ସରକାରୀ ଦଳ ଅଭିଯୋଗ ନକରି ବରଂ କାର୍ଯ୍ୟନୁଷ୍ଠାନ କରିଲେ ଶୋଭାପାଇବ
@subhamcomputer5362
@subhamcomputer5362 3 ай бұрын
ସବୁ ବ୍ଲକରେ ଅଛି ଏ bale bale ଢ଼ାବା. ଖାଲି ଖୋଜି ବାହାର କଲେ ହେଲା. ଗୁମର ସବୁ ଫିଟିଯିବ ଏ ମୂର୍ଖ ବିଧାନ ସଭାର ପ୍ରତିନିଧିଙ୍କ ର. ବହୁତ ଦୁର୍ନୀତି.......
@sureshchandradash6900
@sureshchandradash6900 3 ай бұрын
ଢାବାକୁ ଯଥାଶୀଘ୍ର ଧୂଳିସାତ କରିଦିଅ, ଫୁରସତ ଦିଆନଯାଉ
@AshokPanda-qt4qn
@AshokPanda-qt4qn 3 ай бұрын
Apananka News channel ku Bisesh Dhanyabad 👍👏
@ajayasir6069
@ajayasir6069 3 ай бұрын
Good step
@Pankajkumbhar1991
@Pankajkumbhar1991 3 ай бұрын
Tank u liku bhai...
@SilantaBarla
@SilantaBarla 3 ай бұрын
ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ।
@duryodhannayak73
@duryodhannayak73 3 ай бұрын
ଧନ୍ୟବାଦ ହିମାଂଶୁ
@nareshkumarswain769
@nareshkumarswain769 3 ай бұрын
GREAT MLA
@ganeshpanigrahi4808
@ganeshpanigrahi4808 3 ай бұрын
ଏ'ସବୁ ଅନେକ କେଳେଙ୍କାରୀ, ନୀତିହୀନ, ସ୍ବାଭିମାନହୀନ, ଭ୍ରଷ୍ଟାଚାରୀ, ଦୁଷ୍କର୍ମକାରୀ, ହତ୍ୟାକାରୀ, ଅନୈତିକ କାର୍ଯ୍ୟରେ ଲିପ୍ତ, ଅବାଞ୍ଛିତ ମାନସିକତା, ମାନବିକତାହୀନ, ଅନାର୍ଯ୍ୟ, ନିନ୍ଦନୀୟ ନେତୃତ୍ୱ, ଲଜ୍ଜା ସଙ୍କୋଚ ଓ ଇଜ୍ଜତହୀନ ଏବଂ ଦୁର୍ନୀତିଖୋର ରାଜନୈତିକ ଦଳର କଳାକାରନାମାର ଚରମସୀମା ପାର କରିଥିବା ସତ୍ତ୍ବେ ଧିକ୍କାରଯୋଗ୍ୟ ଘୃଣ୍ୟ 'ବିଜୁ ଜନତା ଦଳ'ର ସମସଦୃଶ୍ୟ ବାରଆଡିଆଛୁଆ ସମର୍ଥକଗୁଡାଙ୍କୁ ଅଶ୍ଳୀଳ ଶବ୍ଦର ମତାମତଗୁଡିକ ବହୁତ ଖରାପ ଲାଗେ !!!???...
@ChandanKumar-he4xn
@ChandanKumar-he4xn 3 ай бұрын
Jay Jagannath bhai
@dibya63
@dibya63 3 ай бұрын
ଏ ଥିଲା ନବୀନ ବାବୁ ଙ୍କ ସ୍ୱଚ୍ଛ ଶାସନ
@rojalinsahoo133
@rojalinsahoo133 3 ай бұрын
Good👍👍👍👍👍
@abhinashamallick7906
@abhinashamallick7906 3 ай бұрын
ଏଇ କାମ ସବୁ ଆଡ଼େ ହବାଦରକାର
@bikashmahanta7579
@bikashmahanta7579 3 ай бұрын
ଅର୍ଚ୍ଚନା ନାଗ ବହୁତ୍ ଥର ଆସିଛି ପଲଙ୍କ ସେବା ପାଇଁ
@litutripathi-su6gj
@litutripathi-su6gj 3 ай бұрын
Right, sir
@ManojBerera
@ManojBerera 3 ай бұрын
ବହୁତ ଭଲ ଏ ଶଭୁ ଏମିତି❤❤❤❤❤
@JustforMe-gw6cp
@JustforMe-gw6cp 3 ай бұрын
goodwork
@tulsirammajhi3022
@tulsirammajhi3022 3 ай бұрын
ଶିଘ୍ର ଆକ୍ସନ ନିଅନ୍ତୁ
@santoshkumarpradhan7614
@santoshkumarpradhan7614 3 ай бұрын
good mla
@AnilKumarSamal-s6i
@AnilKumarSamal-s6i 3 ай бұрын
Agru soithil ❤❤❤❤❤
@sagarkumarpal
@sagarkumarpal 3 ай бұрын
Combination of Dhaba& resturant 😱
@bhaedebasunani8394
@bhaedebasunani8394 3 ай бұрын
ଆ ମ୍ ମହନ ସରକାର ସ୍ୱୟମ ଅଜୁର୍ନ ଅବତାର ହୁଇ ଆଇ ଛନ୍ତି ସ୍ୱଗରୁ ମଚକୁ ଭାଇ ମାନେ ଧର ମ୍ ଜୟ ହେଉ ପାପ ବିନାଶ
@SurendraNaik-s4f
@SurendraNaik-s4f 3 ай бұрын
ବିଜେଡି ର ନେତାମାନଙ୍କୁ ଅତି ଶିଘ୍ର ଜେଲ୍ ପଠା ଜାଉ
@ajitnayak5890
@ajitnayak5890 3 ай бұрын
ସବୁଠୁ ପରମ ମାଘିଆ ନବୀନ ପଟନାୟକ ସବୁ ଜାଣିକି କିଛି ନ ଜାଣିଲା ଭଳିଆ ହଉଛି ବିଜେଡି ବିଜେଡି ହଉଛ ଦେଖ ସବୁ ଗୋଟେ ପରେ ଗୋଟେ ଗୁମର ଖୋଲୁଛି ବିଜେଡି ର ନେତା ନେତ୍ରୀ ମନ୍ତ୍ରୀ ମାନଙ୍କର ଓଡିଶାଟା କୁ ଏଇମାନେ ଅଧା ବର୍ବାଦ କରିଦେଇଛନ୍ତି ଶଳା 👍👍
@RahulB10-u8l
@RahulB10-u8l 3 ай бұрын
କଂଗ୍ରେସ ବାଂଲାକୁ କିଛି ଦେଖାଯାଉନି?
@amareshamohanty69
@amareshamohanty69 3 ай бұрын
କେବଳ କଥାରେ ନୁହେଁ । ଏହାର ତୁରନ୍ତ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଥୀବା ସରକାରୀ ଅଫିସର, ନେତା , ନେତ୍ରୀ ଓ କୁଜି ନେତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଉକ୍ତ ଅବୈଧ ନିର୍ମାଣକୁ ଉଛେଦ କରାଗଲା ପରେ ସାଧାରଣ ଜନତା ଦେଖିବେ ବିଜେପିର ଦମ୍ ।
@BhawaniPrasad-b9c
@BhawaniPrasad-b9c 3 ай бұрын
NABINA NIBAS SARKARI JAGA .DHABA KAHIK NAHEB.
@sangrammishra8751
@sangrammishra8751 3 ай бұрын
Liku bhai MLA tiger .....dharamasala dohaliba
@samarendramohanty1038
@samarendramohanty1038 3 ай бұрын
ବିଜେଡି ଦୁର୍ନୀତି ରେ ବୁଡି ରହିଛି କାର୍ଯ୍ୟ ଅନୁଷ୍ଠାନ ହେବା ଦରକାର
@Bijaya-d8h
@Bijaya-d8h 3 ай бұрын
ଏ ଚୁଳ ନଥିବା ଲଣ୍ଡା କିଏ ଦେଖାଯାଉଛି ନିରୀହ କିନ୍ତୁ ସଇତାନ୍
@GeetaMarndi-w6k
@GeetaMarndi-w6k 3 ай бұрын
Archita nag ର ଢାବା
@PRITAMPRIYADARSHIDHAL
@PRITAMPRIYADARSHIDHAL 3 ай бұрын
Bobby Das is a good leader, Unfortunately, channels like OTV, Argus, Odisha Reporter, and Kanak News are attempting to spoil his reputation. Bobby Das has done various constructions project in Jajpur. He has a good political background, his father Ashok Das was a good leader. Construction of Jajpur new Bus stand Jajpur Medical Jajpur medical college Widening roads Kusuma Pond transformation Pandian and Bobby did all school transformations In the other hand Baijayant Panda contribution is Zero for Odisha
@biprapriya
@biprapriya 3 ай бұрын
ବୁଲ୍ ଡୋଜର ଚଢେଇ ଭାଙ୍ଗିବା ଦରକାର।
@birbalbagh7624
@birbalbagh7624 3 ай бұрын
Bhai apananku dhanyabad
@adaparamakrishna131
@adaparamakrishna131 3 ай бұрын
Wait the Buldozer will be ready for few days.
@abakashmangaraj7585
@abakashmangaraj7585 3 ай бұрын
ତମ ଶଳା ଙ୍କର କାମ କିଛି କାମ ନାହିଁ
@KUNABHAIOFFICIAL
@KUNABHAIOFFICIAL 3 ай бұрын
ଏବେ ବିଜେଡି ଵାଲା କୁଆଡେ ଗଲେ, ବହୁତ କଥା କହୁଥିଲେ
@CHHABIPRADHAN-cf8ce
@CHHABIPRADHAN-cf8ce 3 ай бұрын
ସବୁ gm ମାନେ ଧରା ପଡିବ. ଆମ ଓଡିଶା କୁ ଭଲ gm କାମ କରୁଥିଲା ବିଜେଡି
@swaticreation6559
@swaticreation6559 3 ай бұрын
ବୁଲଡେ ଜର.... Late କାହିଁ କି
@aroundtheworld1992
@aroundtheworld1992 3 ай бұрын
ବମ୍ ପକେଇକି ଉ ଡେ ଇ ଦୀୟ।
@ramratan3907
@ramratan3907 3 ай бұрын
Only action no reaction
@bhaktiprasannamahapatra6944
@bhaktiprasannamahapatra6944 3 ай бұрын
Started on from black shortlisted 😂
@KrishnaJena-xx8up
@KrishnaJena-xx8up 3 ай бұрын
Baijayant panda, D pradhan, daradam mahanga, privatisation bisayare dekhauna.
@RabindraSahoo-gq6zj
@RabindraSahoo-gq6zj 3 ай бұрын
Is collector unknown about that.perhaps collector is the servant of BJD
@ratiranjanrout1546
@ratiranjanrout1546 3 ай бұрын
Bjd govt Starting ru ta emiti wait karantu odisha ra bjd basi agaku kete kn houchi . Mohan Sir jindabaad
@manamohanrout4856
@manamohanrout4856 3 ай бұрын
Himanshu tiger
@tilottamamohanta8117
@tilottamamohanta8117 3 ай бұрын
Swadhin re win heichi liku ta pare bjp re samil hela
@ashishkumardas723
@ashishkumardas723 3 ай бұрын
Agaru kana andha thela ?
@minutesaboutShantikunjbyDSLenk
@minutesaboutShantikunjbyDSLenk 3 ай бұрын
କେବେ ବୁଲଡୋଜର ଚାଲିବ
@tankadharsabar1656
@tankadharsabar1656 3 ай бұрын
Dharmendra prahan ra jaal question lick neet certificate postal service kana hela
@pradeepnayak3392
@pradeepnayak3392 3 ай бұрын
BDO agaru kouthi thile. Prathame BDO ku job ru termination karajau.
@KumarSushil-t3k
@KumarSushil-t3k 3 ай бұрын
BJP power 🚩🚩🚩🚩🚩👍👍👍👍
@biswachinmayaacharya2543
@biswachinmayaacharya2543 3 ай бұрын
ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ
@AratiLenka-bv7xo
@AratiLenka-bv7xo 3 ай бұрын
ବିଧାୟକ କହୁଥିଲେ ତୁ କଣ କରୁଥିଲୁ
@panchanantripathy5780
@panchanantripathy5780 3 ай бұрын
C c tiv jancha karajau
@TapanKumarsahoo-x5p
@TapanKumarsahoo-x5p 3 ай бұрын
Very nice sir❤
@RAJESHKUMAR-pk2dq
@RAJESHKUMAR-pk2dq 3 ай бұрын
BDO mahasoy kichhi jani nahanti bhari sorolia.
@snigdhasorenofficial863
@snigdhasorenofficial863 3 ай бұрын
ଓଡ଼ିଆ ଅସ୍ମିତା ଏଠି ଅଣ ଓଡ଼ିଆ ରାଜ୍ ମାନେ ନୂଆ ସରକାର ରେ ଅଣ ଓଡ଼ିଆ ବେଶୀ ରାଜ୍ କରିବେ,ମୁଖ୍ୟ ଶାସନ ସଚିବ ଅଣ ଓଡ଼ିଆ କୁଆଡେ ଗଲା ଓଡ଼ିଆ ଅସ୍ମିତା
@SIPUBHOI-md5dj
@SIPUBHOI-md5dj 3 ай бұрын
Sabu kholiba
@rajlakshmibarad8508
@rajlakshmibarad8508 3 ай бұрын
Jajapur re bahuta famous achi ahi kaam pai karan jhia bikari heauthila....athiri kichi nua nahi
@aratisamantara7395
@aratisamantara7395 3 ай бұрын
BJP please you immediately take action against unauthorised construction after proper verification otherwise no one will believe this news
@ମୁଁନବୀନ_ପାଣ୍ଡୁ
@ମୁଁନବୀନ_ପାଣ୍ଡୁ 3 ай бұрын
ନବୀନ ସେଇଟି ଭାଲେ ଭାଲେ କରୁଥିଲା 😂😂
@cuty_mama9801
@cuty_mama9801 3 ай бұрын
Sabu chora dharapadile Bhai dhanya bad
@abhirambiswal4538
@abhirambiswal4538 3 ай бұрын
ଆହୁରି କେତେ ବାହାରିବ, ଖଣି ମାଫିଆ, ବାଲି ମାଫିଆ ଙ୍କ ଆଡ୍ଡା, ତୁରନ୍ତ ଭାଙ୍ଗ
@readytohelp30
@readytohelp30 3 ай бұрын
so sad..nua sarkar jatha sighra emananku girapha karantu..
@ch.prasadkumarpatnaik3428
@ch.prasadkumarpatnaik3428 3 ай бұрын
Bhai, tike wait koro. Byosto huoni. Sabu hebo. Nua, puruna sabu hebo.
@RG_BADAL
@RG_BADAL 3 ай бұрын
Banjha nabin balki dukan
@shibuprasadswain7671
@shibuprasadswain7671 3 ай бұрын
OTV ko sadbuddhi Bhagwan de aur sadbuddhi sikhayen
@rajendarsingh4304
@rajendarsingh4304 3 ай бұрын
SDM kon koruthela
@BISWAJITSENAPATI-i3y
@BISWAJITSENAPATI-i3y 3 ай бұрын
Nabin nka lagi alajya kanduthile
@anjanasahoo9816
@anjanasahoo9816 3 ай бұрын
Step immediate niantu Sir
@dhaneswarabiswala5795
@dhaneswarabiswala5795 3 ай бұрын
Bala Katha
@Jagannath990
@Jagannath990 3 ай бұрын
E sabu hospital nohele college korajau
@odiaknowledgehubranjit4985
@odiaknowledgehubranjit4985 3 ай бұрын
Jadi govt jaga re achhi tahale govt office karidia
@NandaprasantPapu
@NandaprasantPapu 3 ай бұрын
Hn thik katha mu jaichi 2600 deichi toki peliki asichi 1hour 3000 but 2600dei chi
@debendranarayandash9040
@debendranarayandash9040 3 ай бұрын
କହିଲେ ହେବନି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ଅଭିଯୋଗ କଲେ ହେବନାହିଁ
@gyanaranjannayak8457
@gyanaranjannayak8457 3 ай бұрын
Right
@dibyalochanbehera3012
@dibyalochanbehera3012 3 ай бұрын
ବିଜୁ ଜନତା ଦଳ ର ଅନେକ କେଳେଙ୍କାରୀ ରହିଛି, ଇଏ ଗୋଟେ ନୁହଁ ତେଣୁ ଆମେ ଯୋଉଁ ଭିଜିଲାସନ୍ସ କଥା କହୁଛେ, ଏ ବିଭାଗ ର ଛୋତା ତଳେ ଥିଲେ ବି ଜେ ଡି ନେତା ମନ୍ତ୍ରୀ, ଏ କଥା ସତ ନହେଲେ ପଚିଶ ବର୍ଷ ଧରି ଏ ଭିଜିଲାନ୍ସ କୋଉଟି ଥିଲା. ତେଣୁ ନୂଆ ସରକାର ର କୁରାଢ଼ୀ ଚୋଟ ରେ ଏ ବିଭାଗ ଆଜି ତତ୍ପର, ତେଣୁ ଗୁମର ଗୋଟିଏ ଗୋଟିଏ ସାମ୍ନା କୁ ଆସୁଛି
@pravashmandal3845
@pravashmandal3845 3 ай бұрын
​@@gyanaranjannayak8457❤❤❤❤❤❤
@ranjankumarmohanta2003
@ranjankumarmohanta2003 3 ай бұрын
ହିମାଂଶୁ ଭାଇ ଅତିଶୀଘ୍ର JCB ରେ ଭାଙ୍ଗିଦିଅ ...
@jayanteenanda768
@jayanteenanda768 3 ай бұрын
ଆଉଥରେ ବିଜେଡି ଆସିଥିଲେ ଓଡିଶାର ପରିଚୟ ବିରାଟ ବେଶ୍ଯାଳୟ ରାଜ୍ଯ ମାନ୍ଯତା ମିଳିଥାନ୍ତା
@Manas_Bhoi
@Manas_Bhoi 3 ай бұрын
Sata katha, emiti ghatana odisha re, luchajaichhi ,
@bapisadangi3373
@bapisadangi3373 3 ай бұрын
Right
@Richo047
@Richo047 3 ай бұрын
Right
@Zanil-kr7ll
@Zanil-kr7ll 3 ай бұрын
BJP wala jete bhukucha bhuka michha prachar karibare expert 😁😁😁 Modi toh ab Gaya re ba ba
@AsitKumarSa
@AsitKumarSa 3 ай бұрын
😅😅😅kichhi jano naa emiti​@@bapisadangi3373
@chiranjibsahu9961
@chiranjibsahu9961 3 ай бұрын
ଓଡିଶା ରେ ଏମିତି ଆହୁରି ବହୁତ୍ ଜାଗା ରେ ଚାଲିଛି
@amarbag5933
@amarbag5933 3 ай бұрын
ଜାଗାର ନାମ ଲେଖାନ୍ତୁ
@odiaknowledgehubranjit4985
@odiaknowledgehubranjit4985 3 ай бұрын
​@@amarbag5933Babi Das ghara quarter vitare double quarter gote MLA ku amt bahariba bhai wait and watch
@madhabdash985
@madhabdash985 3 ай бұрын
ସବୁ ଖୋଳ କରଛନ୍ତି ଟଙ୍କା ଏମିତି ଟଙ୍କା ଖର୍ଚ୍ଚ କରିଛନ୍ତି ଏତିକି ସାଶନ ଭିତରେ ବିକାଶ କଣ ହେବ ଓଡିଶା
@anandamohakuda4943
@anandamohakuda4943 3 ай бұрын
Vikas b heichi no doubt
@pradeep9108
@pradeep9108 3 ай бұрын
Tu bhabuchi bjp vikas Kariba sie Khali dosa dei 5yr biteiba aau pacha adu nije khaiba
@ayushkumarnath9388
@ayushkumarnath9388 3 ай бұрын
Nai maghiya BJD banda chhodiba banda bikash karichi
@uttambaba6800
@uttambaba6800 3 ай бұрын
Bikash to mobile recharge ru hebo tike rohija😅😢😂
@chandipadapanda4707
@chandipadapanda4707 3 ай бұрын
ବାଃ ବାଃ ରେ ବିଜୁ ଜନତା ଦଳ, ନବୀନ ବାବୁ ,ପାଣ୍ଡିଆନ,ଜୀତୁବାବୁ ଆଉ ଖଣି ମାଫିଆ ଦଳ।
@ranjankumarmohanta2003
@ranjankumarmohanta2003 3 ай бұрын
ହିମାଂଶୁ ଭାଇ ଯୋଉ ଅଫିସର୍ ମାନେ ଦୁର୍ନୀତି କରିଛନ୍ତି ତାଙ୍କ ପ୍ୟାଣ୍ଟ ଖାଲି ଦିଅ ....ଆଉ ନଣ୍ଡା କରି କି ଛାଡ଼ .....
@anandamohakuda4943
@anandamohakuda4943 3 ай бұрын
Se kuadu kholiba , swadhin babu
@ashokbadajena8568
@ashokbadajena8568 3 ай бұрын
BJD ବାୟା ଭୋଟର୍ ମାନଙ୍କୁ ଏଗୁଡl କିଛି ସୁଭୁ ନ ଥିବ ,,,,,,,
@FirstRespect.
@FirstRespect. 3 ай бұрын
Nai tanka gandi ra thipi lagi jaichi 😂😂
@Manas_Bhoi
@Manas_Bhoi 3 ай бұрын
BJD kukura mane kichhi bujhibe nahin, karan emane gutie gutie kukura kritadasa
@santoshsahoo2727
@santoshsahoo2727 3 ай бұрын
Sabu michha katha. Bkz ame bjd party ra loka.
@The_Avengers_Assemble
@The_Avengers_Assemble 3 ай бұрын
Nija swartha hasala hele sabu excuse karidebe ama odisha loka
@Subodeep2998
@Subodeep2998 3 ай бұрын
Aaila re gote BJD baya loka😏
@manojsahu2039
@manojsahu2039 3 ай бұрын
ଖଜୁରୀ ଗଛର କି ଗୁଣ ଗାଇବୀ ମୂଳରୁ ପାହାଚ ପାହାଚ, ଯାହେଉ ୨୫ ବର୍ଷ ଭଲ ରଙ୍ଗୋଉଥିଲ
@Zanil-kr7ll
@Zanil-kr7ll 3 ай бұрын
Modi bhala rangauchi meloni saha
@AsitKumarSa
@AsitKumarSa 3 ай бұрын
Hahaha....faltu katha....Modi bhala lutuchhi...
@shubhammohanty6199
@shubhammohanty6199 3 ай бұрын
​@@Zanil-kr7llପୋଡ଼ା ଜଳା 😂
@Debadutta-nb3rg
@Debadutta-nb3rg 3 ай бұрын
​@@Zanil-kr7ll tu bi jaa nachibu
@Zanil-kr7ll
@Zanil-kr7ll 3 ай бұрын
@@shubhammohanty6199 😁😁😁 parliament re aaji bhala podichi Modi ra ja tk Burnol lageidabu
@ashokbadajena8568
@ashokbadajena8568 3 ай бұрын
BDO ଙ୍କୁ କୋର୍ଟ ରେ ଦାଖଲ କରାଯାଉ,,
@SankirtankanharSankar
@SankirtankanharSankar 3 ай бұрын
ବିଧାୟକ ମହୋଦୟ ଠିକ୍ ପଦକ୍ଷେପ ନେଇଛନ୍ତି ତେଣୁ ବିଧାୟକଙ୍କୁ ବହୁତ ବହୁତ ଧନ୍ୟବାଦ୍
@bijayapppradhan4563
@bijayapppradhan4563 3 ай бұрын
ସରକାରୀ ଅଧିକାରୀ ଙ୍କୁ ଧର ସେମାନେ ପୂରା ଶୈତାନ।
@bibhutibhusanbehera5147
@bibhutibhusanbehera5147 3 ай бұрын
ବୁଲଡଜର ଚଳାଇ ଏ ସବୁ ଭାଙ୍ଗ ନୁଆ ସରକାର, ଓଡ଼ିଶା ଲୋକ ଖୁସି ହେବେ 🎉
@manasranjandas7029
@manasranjandas7029 3 ай бұрын
100% right
@Shivap644
@Shivap644 3 ай бұрын
ବଲେ ବାଲେ ରେ କିଏ ରେ ନାରଣ
@saratkumargajendra1001
@saratkumargajendra1001 3 ай бұрын
ଯୋଗୀ ସରକାର ପରି, ସରକାରୀ ଜମି ଜବରଦଖଲକୁ ବୁଲଡୋଜ଼ର ଲଗାଇବା ଭାଙ୍ଗି ଦିଆଯାଉ
@chiranjibsahu9961
@chiranjibsahu9961 3 ай бұрын
ନନ୍ଦିଘୋଷ TV ରେ ଏ ଖବର ବାହାରିବ ନାହିଁ
@bapisadangi3373
@bapisadangi3373 3 ай бұрын
Right
@manojjena1934
@manojjena1934 3 ай бұрын
BJD Bala kara
@manojakumarsahoo2180
@manojakumarsahoo2180 3 ай бұрын
ଦେଖରେ ଗେଣ୍ଡା ଭକ୍ତମାନେ ତୁମ ସରକାର କେତେ ସ୍ୱଛ
@Zanil-kr7ll
@Zanil-kr7ll 3 ай бұрын
Dekha re pankua dala tama Modi kete bada chora Ram mandir Paisa ghotala karichi Mandir leak NEET leak NET leak Air port leak Evm leak Government leak
@shubhammohanty6199
@shubhammohanty6199 3 ай бұрын
​@@Zanil-kr7llତୁ ଓଡ଼ିଶାରେ ନା ଓଡ଼ିଶା ବାହାରେ ରହୁଛୁ ? ତୁ ସାଧାରଣ ଓଡ଼ିଆ ନାଗରିକ ନା ରାଜନୀତିଆ ଗେଣ୍ଡା?
@Zanil-kr7ll
@Zanil-kr7ll 3 ай бұрын
@@shubhammohanty6199 kanhi badhuchi sata hazam hauni Manoj Ahuja kie kire odia ki ana odia tama odisha BJP bopa ku pachare 😁😁😁
@shubhammohanty6199
@shubhammohanty6199 3 ай бұрын
@@Zanil-kr7ll On line Burnol😂
@shreetam716
@shreetam716 3 ай бұрын
ଧନ୍ୟବାଦ ହିମାଂଶୁ ଭାଇ ଏଭଲି ଲୋକଙ୍କୁ ଛାଡନ୍ତୁ ନାହି ସବୁ ପର୍ଦାଫାସକର
@harekrishnatripathy7344
@harekrishnatripathy7344 3 ай бұрын
ବୋଲଡଜ଼ଏର ଦରକାର
@chittaranjanojha9439
@chittaranjanojha9439 3 ай бұрын
ଏଥିରେ ନବୀନ ପଟ୍ଟନାୟକ କୁ ଆଗ ଗିରଫ କରାଯାଉ ସବୁ କେଳେଙ୍କାରୀ ର ମୂଳ ହେଉଛି ନବୀନ ପଟ୍ଟନାୟକ plz 🙏ମୁଖ୍ୟମନ୍ତ୍ରୀ sir 🙏
@AsitKumarSa
@AsitKumarSa 3 ай бұрын
Gote case dekhao....😅😅😅😅
@chittaranjanojha9439
@chittaranjanojha9439 3 ай бұрын
@@AsitKumarSa ସମୟ କୁ ଅପେକ୍ଷା କର ଆଗକୁ କଣ ହେଉଛି
@uttambaba6800
@uttambaba6800 3 ай бұрын
Eito arombho hela mobile recharge ru 😅😢😂
@DusmantakumarBehera-hh7jb
@DusmantakumarBehera-hh7jb 3 ай бұрын
ବଲେ ବଲେ କାହାପଇସାରେ ଢାବା ଚାଲେ
@jagannathmishra5300
@jagannathmishra5300 3 ай бұрын
କେତେ କଣ ବାହାରୁଛି ରେ। ସେଠି କୁଆଡେ MP LAD & MLA LAD ପଇସା ଲାଗିଛି। ବିଜେଡି ସରକାର କୁ ପଚାରନ୍ତୁ ରେ। ବିଜେପି ସରକାର କିଛି କର।
@bhagirathisahu9617
@bhagirathisahu9617 3 ай бұрын
This is power of an MLA
@deviprasadmishra6563
@deviprasadmishra6563 3 ай бұрын
ନିର୍ମଳ ଶାସନର ନମୁନା, ଏଭଳି ଆହୁରି ଲକ୍ଷେ ବିଜୁ କର୍ମୀ ରହିଛନ୍ତି ଓଡ଼ିଶାରେ
Новый уровень твоей сосиски
00:33
Кушать Хочу
Рет қаралды 4,9 МЛН
From Small To Giant Pop Corn #katebrush #funny #shorts
00:17
Kate Brush
Рет қаралды 70 МЛН
WORLD BEST MAGIC SECRETS
00:50
MasomkaMagic
Рет қаралды 54 МЛН
କବଜାରେ ଥାନା...
28:34
Argus News
Рет қаралды 617 М.