ଅଟୋ ଚାଳକଙ୍କ କାମ ଦେଖି ଗୋଡ଼ ଧରିଲେ ମହିଳା | Humanity of Auto Driver | Odisha Reporter

  Рет қаралды 1,421,738

Odisha Reporter

Odisha Reporter

Күн бұрын

ବେଶଭୁଷା ଓ ଧନୀ-ଗରିବ ଦେଖି ମଣିଷ ଚିହ୍ନିବା ବୋଧେ କଷ୍ଟକର। ବୃତ୍ତିରେ ଅଟୋ ଡ୍ରାଇଭର କିନ୍ତୁ ହୃଦୟବାନ ମଣିଷ ଜଣେ। ରାତି ପାହିଲେ ଝିଆରୀ ବାହାଘର ହେବ, ସେଥିପାଇଁ ସୁନା ଗହଣା ଧରି ବାହରିଥିଲେ ଶୁଭସ୍ମିତା ଲେଙ୍କା। କିନ୍ତୁ ଦୁର୍ଭାଗ୍ୟବଶତଃ ସୁନାଗହଣା ଭର୍ତ୍ତି ବ୍ୟାଗଟିକୁ ଅଟୋରେ ଛାଡ଼ି ଦେଇଗଲେ ମହିଳା। ଏବେ କଣ କରିବେ ? ଝିଆରୀ ବାହାଘର ହେବ କେମିତି ? ଏମିତି ଭାବି ବିଚଳିତ ହୋଇପଡିଲେ ମହିଳା। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଅଟୋ ଚାଳକ ଜଣକ ସଚ୍ଚୋଟତାର ସହ ସୁନା ଭର୍ତ୍ତି ବ୍ୟାଗ ଧରି ଥାନାରେ ପହଞ୍ଚିଥିଲେ ଆଉ ସଂପୃକ୍ତ ମହିଳାଙ୍କୁ ତାଙ୍କର ସମସ୍ତ ସୁନା ଅଳଙ୍କାର ଫେରାଇ ଦେଇଥିଲେ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #autodriver #kindness #bhadrak #ornamentbag #return #humanity #ornaments

Пікірлер: 1 600
@gobindabhoi9994
@gobindabhoi9994 7 ай бұрын
ଭାଇ ହେଉଛନ୍ତି ପ୍ରକୃତ ହିରୋ ଏଭଳି କାମ ପାଇଁ ଭାଇଙ୍କୁ ହୃଦୟରୁ ନମସ୍କାର 🙏
@subratku9454
@subratku9454 7 ай бұрын
🙏🙏🙏🙏🙏
@suniljanko3857
@suniljanko3857 6 ай бұрын
❤❤❤
@deepaksethi2822
@deepaksethi2822 7 ай бұрын
ସ୍ୱାର୍ଥପର ଦୁନିଆଁରେ, ସଚ୍ଚୋଟ ପଣିଆର ଏହା ଏକ ବାସ୍ତବିକ ଉଦାହରଣ 🙏🙏
@pramodnayak557
@pramodnayak557 7 ай бұрын
ଅଟୋ ଚାଳକ ଙ୍କ ଏ ମଣିଷ ପଣିଆ ବାସ୍ତବରେ ଉଚ୍ଚ ପ୍ରଶଂସନୀୟ। ତାଙ୍କର ସଚ୍ଚୋଟତା ସମସ୍ତଙ୍କ ପାଇଁ ଉଦାହରଣ। ସେ ପ୍ରମାଣିତ କରିଛନ୍ତି ମାନବିକତା ହିଁ ଶ୍ରେଷ୍ଠ ଧର୍ମ। ଈଶ୍ୱର ତାଙ୍କୁ ଏବଂ ତାଙ୍କ ପରିବାରର ସଦା ମଙ୍ଗଳ କରନ୍ତୁ।
@surajkumarpanda5862
@surajkumarpanda5862 7 ай бұрын
Bhai mun b kori thili hele gorib nuhe dhoni ro gote bag 3 ta mobile saha 10k tanka au 4 ta atm ..pan adhar card..call korili sei mobile ru number bahar kori ta uncle pakhaku asila bag dhorila polaila..no thanks no word to mee ..
@surajkumarpanda5862
@surajkumarpanda5862 7 ай бұрын
Sie mote ki6i kohi lani bas nei gola ta bag .seida b tar mansa pania.. jete hele dhoni soo
@tilucreations
@tilucreations 7 ай бұрын
Tears rolling down
@tilucreations
@tilucreations 7 ай бұрын
​@@surajkumarpanda5862may God bless you brother
@Kalandicharansahoo-pz6gj
@Kalandicharansahoo-pz6gj 7 ай бұрын
Right❤❤❤❤❤❤❤
@Ajitsadangi4839
@Ajitsadangi4839 7 ай бұрын
ଏଇଠି ଦେଖ ଜଣେ ମୁସଲମାନ ଭାଇଙ୍କର ମାନବିକତା,,,,ଏଇଠି ମଣିଷ ହିଁ ଖରାପ ଆଉ ଭଲ ଥାଆନ୍ତି,କୌଣସି ଜାତି କି ଧର୍ମ ଖରାପ୍ ନୁହଁ
@PrakashChandra766
@PrakashChandra766 6 ай бұрын
Sata kahila bhai
@shubhranshushekhar1012
@shubhranshushekhar1012 5 ай бұрын
Laguchi mulla Mane Tama gharaku jaanti 😂
@gajendramallick6549
@gajendramallick6549 7 ай бұрын
ଏହା ହେଉଛି ପ୍ରକୃତ ମଣିଷ ପଣିଆ ଏହା ସମସ୍ତଙ୍କ ପାଖରେ ରହିଲେ ରାମରାଜ୍ୟ ପୁଣି ଫେରିଆସିଵ
@sarojpanda8334
@sarojpanda8334 6 ай бұрын
କାଦ୍ରି ଭାଇ, ତୁମେ ସାରା ଓଡ଼ିଶା କଣ ସାରା ଭାରତ ବର୍ଷର ଲୋକ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ଓ ଉଦାହରଣ ପାଲଟି ଯାଇଛ ଓ ହୃଦୟ ଜିତି ଯାଇଛ। ତୁମକୁ ପ୍ରଣାମ 🙏
@DontMindDost
@DontMindDost 7 ай бұрын
ଏହି ଭଳି ଲୋକଙ୍କୁ ଉଚ୍ଚ ସଂମାନ ଦେବା ନିହାତି ଦରକାର....🎉🎉🎉🎉❤❤
@arunamohanty2986
@arunamohanty2986 7 ай бұрын
Ansuman sir auto bhainku sammanita karantu
@sanatanbarik2429
@sanatanbarik2429 2 ай бұрын
​😮8 poo inewwww2weeé44
@SantanuDas-861
@SantanuDas-861 7 ай бұрын
Really you r great......aji kali duinare emiti keteta lokaku dekhibaku miluchi
@ashoknaik4542
@ashoknaik4542 7 ай бұрын
ଧନ୍ୟବାଦ ଭାଇ,ତୁମକୁ ନମସ୍କାର୍ ତୁମର ବିଶାଳ ହୃଦୟ କାହିଁକିନା ତୁମ ଠାରେ ଲୋଭ ନାହିଁ ମୁଁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରୁଛି ସମସ୍ତ ଙ୍କୁ ପ୍ରଭୁ ଏ ପରି ବୁଦ୍ଧି ଦିଅନ୍ତୁ ।
@SandhyaSahoo-ou8xd
@SandhyaSahoo-ou8xd 7 ай бұрын
T
@Shreeram2004
@Shreeram2004 7 ай бұрын
I appreciate the auto driver and salute to him profoundly of my heart as he done grate work towards the humanity .I hope this reflects respect of others . this is the great message to our society and the new generation . Even today's humanity is still remaining. This is our own culture that we have as well. God bless him ever for his kindness,love and humanity towards society. Jai jagarnnath❤❤❤
@minaketan5562
@minaketan5562 7 ай бұрын
ଭଗବାନ୍ ସେଇ ଅଟ ଚାଳକ ଙ୍କୁ ସବୁବେଳେ ଖୁସି ରେ ରଖନ୍ତୁ ।
@ROBINVLOGS2902
@ROBINVLOGS2902 7 ай бұрын
Muslim loka ta ebe deshdrohi kahuna
@tripuraribehera8679
@tripuraribehera8679 7 ай бұрын
ଖୁସିରେ ଥିବା ଲୋକଙ୍କ ଲୋଭ ନଥାଏ। ଯିଏ ଲୋଭୀ ସିଏ କେବେବି ଖୁସିରେ ରହିପାରିବନି। ଏ ଭାଇ ସବୁଦିନ ଖୁସିରେ ରୁହ।
@Hindutwa829
@Hindutwa829 7 ай бұрын
​@@ROBINVLOGS2902tame jadi abdul kalam bhali hele bhala sia kahibe aame abjal khan habu tahele loka aatankwadi desadrohi kahibeni
@manojkumarsingh6285
@manojkumarsingh6285 7 ай бұрын
Yes 💯
@kamalsahu9333
@kamalsahu9333 7 ай бұрын
​@@ROBINVLOGS2902samaste Samana nuhanti
@vapianjali8901
@vapianjali8901 7 ай бұрын
Thank you bhai You are great odisha ikon God bless you your family 🙏🙏🙏
@Panda-ix5nl
@Panda-ix5nl 7 ай бұрын
ଏମିତି କିଛି ଲୋକଙ୍କ ପାଇଁ ଦୁନିଆଁ ଚାଲିଛି. ମହାନ୍ କାମ କରିଛ ଭାଇ. ଭଗବାନ ସର୍ବଦା ଖୁସିରେ ରଖିବେ ❤❤🎉🎉
@SantoshRaulo-c3e
@SantoshRaulo-c3e 7 ай бұрын
A bhaliya news dekheile Lokonku kichi sikhibaa pai milliba se bhai nku thanks
@jchoudhury274
@jchoudhury274 7 ай бұрын
ଆଜି ବି ମଣିଷ ପଣିଆ ବଞ୍ଚିଛି ଏ ମାନଙ୍କ ପାଇଁ ଦେଶ ଚାଲିଛି ଜୟ ଜଗନ୍ନାଥ
@preetiparija25
@preetiparija25 7 ай бұрын
Really great. God bless this man. Regards
@mrutyunjaymahalik3821
@mrutyunjaymahalik3821 7 ай бұрын
ଧନ୍ୟବାଦ ତମର ମଣିଷ ପଣୀୟା କୁ ଜୟ ଜଗନ୍ନାଥ
@AjitkumarbiswaslAjit
@AjitkumarbiswaslAjit 7 ай бұрын
Shree Ram jai ho
@bikashjyotitripathy1450
@bikashjyotitripathy1450 7 ай бұрын
ବହୁତ୍ ବଢିଆ କାମ କରିଛ ଭାଇ ଭାଗବାନ ଆପଣଙ୍କୁ ସବୁବେଳ ଆଶୀର୍ବାଦ କରିବେ ..... ଭଲ କାମର ଭଲ ଫଳ ପ୍ରକାଶ ପାଇବ।
@pravapfood9021
@pravapfood9021 7 ай бұрын
ଅଟୋ ଚାଳକ ଙ୍କୁ ସଲ୍ୟୁଟ ତାଙ୍କ ମହାନତା ପାଇଁ, ଏମିତି ମଣିଷ କୋଟିଏ ରେ ଗୋଟିଏ ଚିର ନମସ୍ୟ ମଧ୍ୟ🙏🏻
@amitpauluss
@amitpauluss 6 ай бұрын
I proud to be a odia
@rajnikantsenapati-wz8ir
@rajnikantsenapati-wz8ir 7 ай бұрын
Aaji Kali emitika loka Kam dedhibaku mele. You are God bhae. 👍🙏
@harekrushnabehera3138
@harekrushnabehera3138 7 ай бұрын
ରାମରାଜ୍ୟ ଫେରି ଫେରି ଆସୁଛି । ଏ ଦୁନିଆ ବିଚାରରେ ରାମମୟ ହୋଇ ଯାଉ । ଜୟ ଶ୍ରୀରାମ।
@dipukendujhar100
@dipukendujhar100 7 ай бұрын
Jay shree ram
@Trader-hy4rh
@Trader-hy4rh 7 ай бұрын
Sahara Paisa paaile jaaniba Rama raajya pheri aashiba
@chittaranjannayak8527
@chittaranjannayak8527 7 ай бұрын
ଜୟ ଶ୍ରୀ ରାମ
@enakshisahu8985
@enakshisahu8985 7 ай бұрын
True 😭😭Jai Shree Ram 🙏🙏🙏🙏
@satyamevajayate4081
@satyamevajayate4081 7 ай бұрын
Pothano thu sikha bhala kama kemiti karajae... Khali Shreeramnka nama japiki loka dekhania kama karani.. Shreeramnku mano
@Mishu.digitally.
@Mishu.digitally. 7 ай бұрын
Bahut bahut sukrya ese insano kaa
@gitanjaliswain-vw6qm
@gitanjaliswain-vw6qm 7 ай бұрын
ଆମ ଶାସନ ପ୍ରଶାସନ ରେ ଥିବା ବ୍ୟକ୍ତି ବିଶେଷ ଯଦି ଏପରି ହୃଦୟର ହୁଅନ୍ତେ, ପ୍ରକୃତ ରାମରାଜ୍ୟ ହୋଇ ପାରନ୍ତା
@PurnachandraChoudhuri
@PurnachandraChoudhuri 7 ай бұрын
Well done by Auto Driver ❤ It's called humanity 🎉
@pintuvillagetour
@pintuvillagetour 7 ай бұрын
ମଣିଷ ପଣିଆର ଶ୍ରେଷ୍ଠ ଉଦାହରଣ 👍👍💐💐❤️❤️❤️❤️❤️❤️
@Jasomatiram
@Jasomatiram 7 ай бұрын
Jagannath sabu bele khusi re rakhantu se bhai nku🙏
@kubernayak5737
@kubernayak5737 7 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଆପଣଙ୍କ ପାଇଁ ଜଣେ ସାଧାରଣ ଲୋକ ତାର ସବୁ ମୂଲ୍ୟବାନ ଅଳଙ୍କାର ଫେରି ପାଇଲା ❤❤
@sanmativlogs-eo9tk
@sanmativlogs-eo9tk 7 ай бұрын
ଏମିତି ସମସ୍ତେ ହେବା ଦରକାର, ଅନ୍ୟବାଦ ଆଜ୍ଞା
@jugalsahu6671
@jugalsahu6671 7 ай бұрын
ଜୟ ଶ୍ରୀ ରାମ ଜୟ ଜଗନାଥ ହେ ପ୍ରଭୁ ଇଟା ଗୁଟେ ବହୁତ ବଡ ଶିକ୍ଷିଆ ନମସ୍କାର.. ଭାଇ ଭଗବାନ ତୁମକୁ ଭହୁତ ଭଲ ରେ ରଖୁ
@stevenharijan1694
@stevenharijan1694 7 ай бұрын
Dhanyawad uncle tamo yehi kamo pai...sabu bele khusi re ruha. Tamo pura pariwar
@ramachandraojha5172
@ramachandraojha5172 7 ай бұрын
ଆପଣ ଙ୍କ ଉତ୍ତମ କାମ ପାଇଁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ 🙏
@technofuze
@technofuze 7 ай бұрын
This man is an example of an Honest and trustworthy human being. Jai Jagannath. Every minister, Police, and government officer should learn from this.
@satyaprakashsahoo7630
@satyaprakashsahoo7630 7 ай бұрын
ଜୟ ସୀତାରାମ 🙏 ଏମିତି ଲୋକ ମାନଙ୍କ ପାଇଁ ଏ ଦୁନିଆ ଚାଲିଛି
@dearmonk1947
@dearmonk1947 6 ай бұрын
Dhanyabad ODISHA REPORTER e valia news dekhauthibaru
@tilucreations
@tilucreations 7 ай бұрын
*Odisha Government should be given award for awareness*
@Rojalin447
@Rojalin447 7 ай бұрын
💯 right 👍
@ssnmaneuver2142
@ssnmaneuver2142 7 ай бұрын
Award Dena chahiye unko
@Economics365
@Economics365 6 ай бұрын
Should give, your meaning government should be awarded
@kanhuachary8767
@kanhuachary8767 7 ай бұрын
ଏଇପରି ସମସ୍ତଙ୍କୁ ହେବା ଉଚିତ ଓ ନିଶ୍ୱାଥ ପର ହେବା ଅତିଆବସକ ଭାଇ ତୁମକୁ କୋଟି କୋଟି ପ୍ରଣାମ
@rskanhar7249
@rskanhar7249 7 ай бұрын
ମାନବିକତା ହିଁ ମଣିଷ କୁ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି ବିଶେଷରେ ପରିଚୟ ଦେଇଥାଏ। ଅଟୋ ଭାଈ ତୁମକୁ ସଲାମ।
@vijayalaxmi2314
@vijayalaxmi2314 7 ай бұрын
Superb humanity is Still there. Satya mewa jaiyate. Jai Jagannath ❤
@maheswardigalofficial
@maheswardigalofficial 7 ай бұрын
ମୁ ଆପଣଙ୍କ କାମ ପାଇଁ ଖୁସି ଅନୁଭବ କରୁଛି ଆପଣ ସଦା ସର୍ବଦା ଏମିତି ଜୀବନ ଥିବା ଯାଏ କାମ କରନ୍ତୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ 🙏🙏🙏❤️❤️❤️
@manojmohapatra798
@manojmohapatra798 7 ай бұрын
ବହୁତ ଧନ୍ଯବାଦ ଭଗବାନ ଏ ଦୁନିଆରେ ଅଛନ୍ତି
@JagannathaBadatya
@JagannathaBadatya 7 ай бұрын
ଏମିତି ଲୋକଙ୍କ ପାଇଁତ ସଂସାର ଚାଲିଛି ଜଗନ୍ନାଥ ଆପଣଙ୍କ ପରିବାରଙ୍କୁ ଖୁସିରେ ରଖିଥାନ୍ତୁ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@SarawatiMarandi
@SarawatiMarandi 7 ай бұрын
moniso kormo re bonche... Auto..bhainku.koti koti pranam n dhanyabad..moniso kn aji se parichayo deichanti.. every body should learn such.. attitude.behaviour n humanity..from such personality..May God bless him...
@binodkunayak9804
@binodkunayak9804 7 ай бұрын
ଏହିପରି ମୁସଲିମ ଭାଇଦେଶ ପାଇଁ ଦରକାର. ଅବଦୁଲ କଲମଙ୍କ ପ୍ରକୃତ ଦାୟାଦ
@firojsahu565
@firojsahu565 7 ай бұрын
ସତରେ ଏହି ଅଟୋ ଚାଳକ ଭାଇକୁ ବହୁତ ବହୁତ ଧନ୍ୟବାଦ ଏହି ଅଟୋ ଚାଳକ ଭାଇଙ୍କ ପାଇଁ ବାକି ସବୁ ଅଟୋ ଚାଳକ ଭାଇମାନେ ମଧ୍ୟ ଗର୍ବମନେକରିବା କଥା ଓ ଏହି ଭାଇଙ୍କଠାରୁ ଆମ ସମସ୍ତଙ୍କୁ ମଧ୍ୟ କିଛି ଶିଖିବାକଥା, ସତରେ ଏହାକୁହିଁ କହନ୍ତି ପ୍ରକୃତ ମଣିଷ ପଣିଆ ❤❤❤❤❤🙏🙏🙏🙏🙏
@sarojransingh710
@sarojransingh710 7 ай бұрын
ଅଟୋ ଚାଳକକୁ ମୋଅ ତରଫରୁ ସାଧୁବାଦ ଜଣାଉଛି ଜୟ ଜଗନ୍ନାଥ ❤❤❤
@deepakkumardas4065
@deepakkumardas4065 7 ай бұрын
Excellent news & excellent news reporting. This news even conveys a deep message.. i.e, it's promotes love & humanity.. instead of religious based drama & diplomacy. Great ❤😊
@jasobantapanda310
@jasobantapanda310 7 ай бұрын
ଭାଇ ତୁମ ମଣିଷ ପଣିଆକୁ ସତ ସତ ପ୍ରଣାମ | ସତରେ ଆପଣଙ୍କ ଭଳି କିଛି ସହୃଦୟ ବ୍ୟକ୍ତି ବିଶେଷ ଙ୍କୁ ଭଗବାନ ସଦା ସର୍ବଦା ଚକ୍ର ଆଢୁଆଳ ରେ ରଖନ୍ତୁ |ଏହା ମୋର ଭଗବାନ ଙ୍କ ନିକଟରେ ପାର୍ଥନା କରୁଛି 🙏
@raazbhairajabhai2878
@raazbhairajabhai2878 7 ай бұрын
ଦୁନିଆଁରେ ଭଲ ଲୋକ ଅଛି ବୋଲି ଦୁନିଆ ଆଜିବି ଚାଲିଛି ❤❤❤❤❤
@sudhirkumar-zr8cl
@sudhirkumar-zr8cl 7 ай бұрын
ଏ ଭଳି ଲୋକ ଙ୍କୁ ମୋର ସାଦରେ ପ୍ରଣାମ , ଏ ହେଉଚି ସଚ୍ଚୋଟ ମଣିଷ । ଧନ୍ୟ ଏ ଭାଇ ଜଣଙ୍କୁ ,ଆଉ ଆମ ନେତା ଛି କି କଦର୍ଯ୍ୟ ।
@ratnakarmohapatra8822
@ratnakarmohapatra8822 7 ай бұрын
Good job really he is a great person I salute you God bless you bro
@harishchandrasahoo6523
@harishchandrasahoo6523 7 ай бұрын
.ସେଇଥି ପାଇଁ ଓଡ଼ିଶା ମହାନ ଜୟ ଜଗନ୍ନାଥ ବହୁତ ଧନ୍ୟବାଦ ଭାଇ
@sairamsatapathy8539
@sairamsatapathy8539 7 ай бұрын
Your good work gives you respect. Excellent humanity shown by auto driver. You are an idol for us.
@jugalsahu6671
@jugalsahu6671 7 ай бұрын
ସତରେ ଗୋଟେ ଭଲ news ଆସିଲା ବହୁତ ଭଲ ଲାଗୁଛି କୋଟି କୋଟି ନମସ୍କାର ଭାଇ ତୁମକୁ
@chandansahoo3096
@chandansahoo3096 7 ай бұрын
Salute for humanity 🙏
@fakirmohansahoo2079
@fakirmohansahoo2079 7 ай бұрын
ଅଟୋ ଭାଇ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏
@TGFunny-tapan
@TGFunny-tapan 7 ай бұрын
ଭାଇ ଧନ୍ୟବାଦ ତୁମକୁ ତୁମର ସଚୋଟ ତା ପାଇଁ ବହୁତ୍ ଭଲ ଆମ god bless you ଭାଇ ତୁମର ପରିବାର କୁ ଭଗବାନ ଖୁସି ରେ ରଖନ୍ତୁ ଭାଇ
@pramodmallik
@pramodmallik 7 ай бұрын
ଇନାୟତ ଭାଇ ଙ୍କ ଏ ମହାନ୍ କାର୍ଯ୍ୟ ଓ ସାଧୁତା ବିଷୟରେ ଶୁଣି ତାଙ୍କ ଆଗରେ ମୋ ମଥା ନତ ହେଇ ଯାଉଛି। ଅଲ୍ଲାହ ତାଙ୍କୁ ସର୍ବଦା କୃପା କରନ୍ତୁ।
@ganeshdalabehera6738
@ganeshdalabehera6738 6 ай бұрын
ଭଗବାନ ଓ ଆଲ୍ଲା ତାଙ୍କର ମଙ୍ଗଳ କରନ୍ତୁ।
@RameshKumar-ws2ds
@RameshKumar-ws2ds 7 ай бұрын
I salute this great person 🙏🙏🙏
@pradeepkumarsinha803
@pradeepkumarsinha803 7 ай бұрын
Auto driver is a real hearted man and representative of God..
@lrajam609
@lrajam609 7 ай бұрын
ସେ ଅଟୋ ଚାଳକ ନୁହଁ, ଈଶ୍ୱର ସ୍ୱରୂପ ମଣିଷ ଟିଏ
@prasanta600
@prasanta600 7 ай бұрын
ଏମିତିକା 1:48 ମଣିଷମାନଙ୍କ ପାଇଁ ମଣିଷ ତିଷ୍ଠି ରହିଛି, ଭାଇକୁ 🙏🙏🙏🙏🙏
@saiprincessmamun3921
@saiprincessmamun3921 6 ай бұрын
God bless you sabubele bhagwan khushi re rakhantu moush apannku
@sarupabrek3343
@sarupabrek3343 7 ай бұрын
ଅଟୋ ଚାଳକ କଣ ମଣିଷ ନାହିଁ କି, ଲୋକ ଙ୍କୁ ଠିକ୍ ଜାଗାକୁ ପହଞ୍ଚାଇ ଥାଆନ୍ତି ପରା ସେମାନେ, ସେମାନେ କଣ ଭଗବାନ୍ ଙ୍କ ଠୁ କମ୍ କି
@amochatashalee7734
@amochatashalee7734 7 ай бұрын
Right
@nirmalchandranayak3156
@nirmalchandranayak3156 6 ай бұрын
Great work.Thanks so much to the auto driver.God bless him and his family for this great work.
@KabirajSahu-v4n
@KabirajSahu-v4n 7 ай бұрын
ଭଗବାନ କେବେହେଲେ ସେହି ଚଳକଙ୍କୁ ଅର୍ଣ୍ଣ ଓ ବସ୍ତ୍ର ଅଭାବ କରନ୍ତୁଁ ନାହିଁ
@gopaldandasena6242
@gopaldandasena6242 7 ай бұрын
ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭଗଵାନ ଆପଣଙ୍କୁ ସଦାସର୍ବଦା ଖୁସି ରେ ରଖିଥାନ୍ତୁ ।
@Fiftyshadesoffood
@Fiftyshadesoffood 7 ай бұрын
ସ୍ୱାର୍ଥପର ଦୁନିଆ ରେ ଆପଣ ଙ୍କ ଭଳିଆ ନିଃସ୍ଵାର୍ଥପର ମଣିଷ ବହୁତ୍ କମ୍ ମିଳନ୍ତି ଭଗବାନ୍ ଆପଣ ଙ୍କୁ ସବୁବେଳେ ଖୁସି ରଖନ୍ତୁ🙏❤️
@sunlipatra4426
@sunlipatra4426 7 ай бұрын
Really you great.... God bless you 🎉🎉
@Prasana18Mishra
@Prasana18Mishra 7 ай бұрын
Great humanity ❤
@manasranjanjena2360
@manasranjanjena2360 7 ай бұрын
ଆପଣ ମାନଙ୍କ ପରି ମଣିଷ ଙ୍କୁ ଭଗବାନ ସବୁବେଳେ ଖୁସିରେ ରଖନ୍ତୁ 🙏🙏🙏jay ଜଗନ୍ନାଥ 🚩🚩🙏🙏🙏q
@dasjagandas6532
@dasjagandas6532 7 ай бұрын
Bhagwan karantu apona life re valo re Khushi re rakhantu
@minipanda705
@minipanda705 7 ай бұрын
ଡ୍ରାଇଭର ଭାଇଙ୍କ ମହାନତା ତାଙ୍କୁ ଭଗବାନଙ୍କର ଆର୍ଶୀବାଦ ର ଯୋଗ୍ୟ କରିଛି। ଓମ୍ ଶାନ୍ତି।
@akshyasahu4335
@akshyasahu4335 7 ай бұрын
ଦୁନିଆଁ ରେ ସଚୋଟ ଭଦ୍ର ନମ୍ର ଅଛନ୍ତି, ଇଏ ଗୋଟେ ଉଦାହରଣ 🤔
@kitchenbangla3032
@kitchenbangla3032 7 ай бұрын
God always bless , this type of person, Great Auto uncle
@somanathdalai4077
@somanathdalai4077 7 ай бұрын
ଭାଇ ତମ ପାଇଁ ମତେ ଆଜି ଗର୍ବ ଲାଗୁଛି ,🙏🙏💫🙏🙏
@Sanjaya755
@Sanjaya755 7 ай бұрын
Real hero 💕💕💕💕💕💕
@earthisbeautiful2527
@earthisbeautiful2527 7 ай бұрын
Great heart. ❤❤❤we pray god for the honest man. hats off brother.🙏🙏🙏
@user-xj7kp7fh9y
@user-xj7kp7fh9y 7 ай бұрын
Bhai Tama padatale koti namaskar mo akhiru luha asuchhi jayajaganath godbless you
@Nifty50Trader
@Nifty50Trader 7 ай бұрын
God bless you. Your are such genius and outstanding then others🎉🎉
@nityanandapatra8848
@nityanandapatra8848 7 ай бұрын
ଧନ୍ଯବାଦ ଭାଇ, ଆଜିର ଏ ସମାଜ ପାଇଁ ପଂକରୁ ପଦ୍ମ ଫୁଟିବା ସଦୃଶ
@P.kPramodvlogs
@P.kPramodvlogs 7 ай бұрын
ଆଜି ବି ଆମ ସମାଜ ରେ ମାନବିକତା ବଞ୍ଚି ରହିଛି... ତାଙ୍କୁ ଭଗବାନ ମଙ୍ଗଳ କରିବେ 🙏🙏
@dayanidhimahapatra7455
@dayanidhimahapatra7455 7 ай бұрын
Thanks, real humanity. God bless you
@theindianvlogger482
@theindianvlogger482 7 ай бұрын
I salute you Sir.
@Coach_SKMishra
@Coach_SKMishra 5 ай бұрын
ହୃଦୟର ସହ ପ୍ରଣାମ, ଆପଣଙ୍କ ଏଇ ଶକ୍ତିଶାଳୀ ଉର୍ଜା ବହୁଲୋକଙ୍କ ଜୀବନକୁ ସମୃଦ୍ଧ କରୁ, ଭଗବାନଙ୍କ ନିକଟରେ ପ୍ରାର୍ଥନା 🙏🙏🙏
@panabediapila5586
@panabediapila5586 7 ай бұрын
Great 👍 work ❤
@manoramapanda6932
@manoramapanda6932 7 ай бұрын
Babunku Lord Jagannath sarbada sahaya huantu❤❤❤❤
@kasiputel6272
@kasiputel6272 7 ай бұрын
Great Work Sir 🙏🙏🙏🙏🙏
@joyoflife5260
@joyoflife5260 7 ай бұрын
ବହୁତ ସୁନ୍ଦର
@babunamallick5594
@babunamallick5594 7 ай бұрын
ସେକ୍ କାଦ୍ରି ଭାଇ ଙ୍କୁ ହୃଦୟରୁ ସଲାମ୍ ଭାଇ ଆପଣ ଏତେ ସାରା ସୁନା ଅଳଙ୍କାର ପାଇ, ଟିକେ ବି ଲୋଭ ନ କରି, ସେ ଭଉଣୀ ଙ୍କୁ ଫେରେଇ ଦେଇ, ଏ ମାନବ ସମାଜ କୁ ଏକ ସୁନ୍ଦର ବାର୍ତ୍ତା ଟେ ଦେଇଛନ୍ତି, ସତରେ ମାନବିକତା ଆଗରେ ଏ ଟଙ୍କା ଏବଂ ସୁନା ର ମୂଲ୍ୟ କିଛି ନୁହେଁ,( ଜୟ ଜଗନ୍ନାଥ 🙏)
@SUKANTKUMARPARIDA-g8p
@SUKANTKUMARPARIDA-g8p 6 ай бұрын
ଧନ୍ୟବାଦ୍ ବଡ଼ ଭାଇ ଏମିତି କାମ କରିଥିବାରୁ ବହୁତ୍ ଖୁସି ଲାଗିଲା
@soumyaswagat
@soumyaswagat 7 ай бұрын
ବାଃ ବାଃ ରେ real hero ଅଟୋ ଭାଇ ।ତମ ଭଳି କିଛି ଅଟୋ ଭାଇ ଙ୍କ ପାଇ ଏ ଦୁନିଆ ଚାଲିଛି🙏 ସଲାମ❤
@nilakanthamali4251
@nilakanthamali4251 7 ай бұрын
ନମସ୍କାର ଡ୍ରଭର, ଭାଇ, ଆପଣଙ୍କୁ ଧନ୍ୟବାଦ ଭାଇ
@jeanpiagetfollower9480
@jeanpiagetfollower9480 7 ай бұрын
This auto driver is originally rich person ❤ .. great job Sir ..God will always with u ..
@kanhuachary8767
@kanhuachary8767 7 ай бұрын
ଭାଇ ତୁମକୁ କନ କହି ଧନୀୟ ବଦ୍ ଦେବୀ ମୋପଖରେ କିଛି ଶଦ୍ଧନାହିଁ ତୁମେ ପ୍ରକୃତରେ ହିରୋ ନବର୍ ୧😢
@ajittandi473
@ajittandi473 7 ай бұрын
Great job Jay Jagannath 🙏🙏🙏🙏
@krushnamohanprusty2728
@krushnamohanprusty2728 7 ай бұрын
ମଣିଷଙ୍କ ସାଧୁତା ଗୁଣ ଓ ମଣିଷ ପଣିଆ ତା'ର ହୃଦୟରେ । ଏହାହିଁ ହେଉଛି ନିଜ ପରିବାର ଠାରୁ ପିଲାଦିନରୁ ପାଇଥିବା ସଂସ୍କାର! ଧର୍ମ ସହ କୌଣସି ସମ୍ପର୍କ ନାହିଁ !🎉 ଉକ୍ତ ଅଟୋ ଚାଳକ ଭାଇଙ୍କୁ ମୋର ଆନ୍ତରିକ ଅଭିନନ୍ଦନ । ଆପଣଙ୍କ ଆଚରଣ ହିଁ ସମାଜରେ ଆପଣଙ୍କୁ ପରିଚୟ ଦେବ ।❤
@khirabatisanani4319
@khirabatisanani4319 7 ай бұрын
ମାଉସୀ ଅଟୋ ବଲାଙ୍କଙ୍କୁ ଭାଇକରିନିଆନ୍ତୁ ସେ ଭଲଭାବରେ ରକ୍ଷା କରିବେ
@kishorsahoo3034
@kishorsahoo3034 6 ай бұрын
ସେ ଅଲ୍ଲା ହୁଅନ୍ତୁ କି ଯୀଶୁ କିମ୍ବା ଭଗବାନ-ତାଙ୍କର ଯୋଗ୍ୟ ସନ୍ତାନମାନଙ୍କୁ ସେ ଏ ସମାଜରେ ରଖିଛନ୍ତି। ପ୍ରମାଣ ଅଟୋ ଚାଳକ ଭାଇ କାବ୍ଦିର୍, ତୁମକୁ❤
@pratapnayak8313
@pratapnayak8313 7 ай бұрын
ଭାଇ ମୁଁ ଯାହା କହିଲେ ବି କମ ପଡ଼ିଯିବ ସେଥିପାଇଁ ମୋ ହୃଦୟ ରୁ ଏଇଠୁ ପ୍ରଣାମ କରୁଛି 🙏🙏🙏ସତରେ ଭାଇ ତମେ ଜଣେ ହେରା
@manoranjanbarik6570
@manoranjanbarik6570 7 ай бұрын
God bless you Bhai
Nayagarh boy returns home after 12 years
7:16
OTV
Рет қаралды 1,1 МЛН
Angry Sigma Dog 🤣🤣 Aayush #momson #memes #funny #comedy
00:16
ASquare Crew
Рет қаралды 50 МЛН
Шок. Никокадо Авокадо похудел на 110 кг
00:44
Bike vs Super Bike Fast Challenge
00:30
Russo
Рет қаралды 23 МЛН
Touching Act of Kindness Brings Hope to the Homeless #shorts
00:18
Fabiosa Best Lifehacks
Рет қаралды 19 МЛН
Angry Sigma Dog 🤣🤣 Aayush #momson #memes #funny #comedy
00:16
ASquare Crew
Рет қаралды 50 МЛН