ରାହୁଲଙ୍କୁ ଧୋଇଦେଲେ ସମ୍ୱିତ | BJP MP Sambit Patra | Rahul Gandhi | Parliament Session | Odisha Reporter

  Рет қаралды 596,868

Odisha Reporter

Odisha Reporter

Күн бұрын

ଲୋକସଭାରେ ରାହୁଲଙ୍କ ବୟାନକୁ ନେଇ ଧୋଇଦେଲେ ପୁରୀ ସାଂସଦ ସମ୍ୱିତ ପାତ୍ର। କହିଲେ, ମୁଁ ହିନ୍ଦୁ, ହିଂସ୍ର ନୁହେଁ। ଏହା ଜଗନ୍ନାଥ ଧାମରୁ କେମିତି ଲୋକତନ୍ତ୍ରର ଆରମ୍ଭ ହୋଇଥିଲା, ବୁଝାଇଥିଲେ ସମ୍ୱିତ ପାତ୍ର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #SambitPatra #RahulGandhi #parliament #odisha #news #odishareporter

Пікірлер: 1 700
@swayamprava11
@swayamprava11 2 ай бұрын
ପୁରୀ ର ଭାଇ ଭଉଣୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ..ସେମାନେ ସମ୍ବିତ୍ ପାତ୍ର ଙ୍କୁ ଭୋଟ ଦେଇ ଥିବାରୁ ସେ ଆମ ଓଡ଼ିଶା ର ପ୍ରତିନିଧି କରି ପାରୁଛନ୍ତି ସାଂସଦ ରେ🙏🏽🙌
@yt_activity_07
@yt_activity_07 2 ай бұрын
Bhai hua kahuchi jagarnath modi nka bhakta tanku vote dee tame bahut punya Kari deecha ayodhya ke log toh ase badnam hai dogle toh hamare Puri ke log hai
@NilamaniMahapatra-ue8dm
@NilamaniMahapatra-ue8dm Ай бұрын
,
@KedarChandra-u5l
@KedarChandra-u5l 24 күн бұрын
ଏକଦମ୍ ସତ କହିଲେ
@BhagirathaPrusty-yd4tj
@BhagirathaPrusty-yd4tj 2 ай бұрын
ଓଡ଼ିଶାର ନିର୍ବାଚିତ ହୋଇଥିବା ସାଂସଦ ମାନଙ୍କ ମଧ୍ୟରେ ପୂରୀ ସାଂସଦ ସମ୍ବିତ ପାତ୍ର ଅନ୍ୟତମ।ସେ ଜଗନ୍ନାଥଙ୍କ ଦୂତ ହିସାବରେ ସାଂସଦ କୁ ଯାଇଛନ୍ତି, ରାହୁଲ ଗାନ୍ଧୀ ଭଳି ପଠାଣ କୁ ଉଚିତ ଜବାବ ଦେବା ପାଇଁ ❤❤❤
@Ysnnewsrupendrodia
@Ysnnewsrupendrodia 2 ай бұрын
gread sir 🙏🙏👍
@davidpintu2329
@davidpintu2329 Ай бұрын
Sambit kohibtnile jagannath modi nka bhakto seita kuade gola,murkho mane..
@davidpintu2329
@davidpintu2329 Ай бұрын
Bihar ku and AP ku modi kete dela and odisha ku kete deichi seita pocharuno....?
@Namkin_Se.
@Namkin_Se. Ай бұрын
​@@davidpintu2329 exact
@brundabanmandika5298
@brundabanmandika5298 2 ай бұрын
ଧନ୍ୟବାଦ୍ ସାର୍ ଆପଣ ଆମ ଜଗନ୍ନାଥଙ୍କ ବିଷୟ ରେ ଲୋକସଭା ରେ ଏହି କଥା ଉଠାଇ ଥିବାରୁ ବହୁତ ବହୁତ ଧନ୍ୟବାଦ୍।
@Monojdas541
@Monojdas541 2 ай бұрын
Jagannath katha world janilani ea eathi kau bada kama karuni
@ytbikash3074
@ytbikash3074 2 ай бұрын
​@@Monojdas541Thik kotha pura.... Jagannath ku neiki Rajoniti karuchi sola Bjp
@Msd588
@Msd588 2 ай бұрын
Rahul ku bujhau thila loktantra kahaku kuha jaye​@@ytbikash3074
@PravatSahoo-ch3pc
@PravatSahoo-ch3pc 2 ай бұрын
@@ytbikash3074 are bhinoi sunu se para Puri ra MP jagannath ka katha kahibani ka BJD ra sarthi baba Katha kahi ba 🧟👈😂😜
@BankiaBachhar
@BankiaBachhar 2 ай бұрын
Mo bhalo loka se
@dipunsinghsamanta5544
@dipunsinghsamanta5544 2 ай бұрын
ବହୁତ ବହୁତ ଧନ୍ୟବାଦ ପୁରୀ ବାସୀ... ଏଭଳି ସାଂସଦକୁ ଚୟନ କରିଥିବାରୁ... 🙏❤️ ଜୟ ଜଗନ୍ନାଥ 🙏🙏🙏🔥
@VIVEKODIA9938
@VIVEKODIA9938 2 ай бұрын
ଧନ୍ୟବାଦ ସମ୍ବିତ ବାବୁ, ଆମ ଉତ୍କଳ (ଓଡିଶା )ରୁ ନିର୍ବାଚିତ ହୁଇ ଲୋକସଭା ରେ ଏମିତି ପାଠ ପଢ଼େଇ ଥିବାରୁ ଜୟ ଜଗନ୍ନାଥ
@TECHNO_TOOLS537
@TECHNO_TOOLS537 2 ай бұрын
perfect logo ku patha jaichi agaku dekha kan heba
@chitaranjanmohanty6485
@chitaranjanmohanty6485 2 ай бұрын
ସମ୍ବିତ ସାର୍ ମୁଁ ମୋର ଭୋଟ ଟି ଆପଣଙ୍କୁ ଦେଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି 🙏
@saradaprasadmohapatra7640
@saradaprasadmohapatra7640 2 ай бұрын
ପୂର୍ବରୁ ପାରଲିଆମେଣ୍ଟ ରେ ଏହି ପରି ବକ୍ତବ୍ଯ ରଖି ପାରୁ ଥିବା ଓଡ଼ିଆ ବୋଧହୁଏ କେହି ନ ଥିଲେ। ଅଧିକାଂଶ member କେବଳ ଉପସ୍ଥାନ ପକାଇ ଆସୁଥିଲେ। parliamentରେ ଏହିପରି ଉପସ୍ଥାପନ କରିପାରୁଥିବା ଲୋକ ମାନଙ୍କୁ ଆମେମାନେ ନିରବାଚିତ କରିବା ଉଚିତ୍।
@Subha09787
@Subha09787 2 ай бұрын
ଠିକ୍ କଥା କହିଛ ଭାଇ
@BhagirathaPrusty-yd4tj
@BhagirathaPrusty-yd4tj 2 ай бұрын
R8 bro,👌👌👌
@soubhagyabhanusahoo342
@soubhagyabhanusahoo342 2 ай бұрын
Same word bhai
@OmmPrakash-l1u
@OmmPrakash-l1u 2 ай бұрын
Modi ke bhakt jaganath ye banda ye na
@factsabout9688
@factsabout9688 2 ай бұрын
Right bro
@jyotsnamahapatra6349
@jyotsnamahapatra6349 2 ай бұрын
ଏମିତି ନେତା ଆମ ଓଡ଼ିଶାରେ ଥିବାରୁ ଆମେ ଗର୍ବରେ ମଥା ଟେକି କହିବା ଜୟଉତ୍କଳ ଜୟ ଜଗନ୍ନାଥ ।
@newstarsvision7754
@newstarsvision7754 2 ай бұрын
Wow super speech sambit ji 🙏.ଆଜି ଗର୍ବ ଲାଗୁଛି ଆମେ ଓଡଶା ର ବୋଲି । ଜୟ ହିନ୍ଦ।। ଜୟ ଭାରତ।। ଜୟ ଜଗନ୍ନାଥ🙏
@santoshkumarsahu6586
@santoshkumarsahu6586 2 ай бұрын
❤️🙏❤️ Jay Sri Jagannath ❤️🙏🌺🙏❤️ Nice Coment ❤️🙏🌺🙏❤️
@shaswatrath1594
@shaswatrath1594 2 ай бұрын
Bala speech... Sala odisha ra reputed vadra chora
@rudrapratap830
@rudrapratap830 2 ай бұрын
​@@shaswatrath1594 କଣ ଚୋରି କରିଛନ୍ତି କୁହ ତ ଟିକେ ??
@bmusic9646
@bmusic9646 2 ай бұрын
ବେକାର କୋଥା
@shaswatrath1594
@shaswatrath1594 2 ай бұрын
@@rudrapratap830 aama area ra kichi govt au private land pakha pakhi thila . Sabu ku collector officer nku lagei hadap karichi. Sadharana loka ku ta prapya b delani
@ganeswarpatra1556
@ganeswarpatra1556 2 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ଜଗତର ମଙ୍ଗଳ ହେଉ ପ୍ରଭୂ।ସନାତନ ଧର୍ମକୁ ବିକୃତ କରି ପବିତ୍ର ସଦନରେ ମତ୍ତ ରଖିଥିବା ରାହୁଲ ଗାନ୍ଧୀ ଙ୍କ ପତ୍ତନ ନିଶ୍ଚିତ।
@gourangakar4729
@gourangakar4729 2 ай бұрын
ଯେଉଁ ଓଡ଼ିଆ ମାନେ ଅପରାଜିତା ଙ୍କୁ ବିରୋଧ କରୁଛନ୍ତି ହୁଏତ ଏହି ଭାଷଣ ଶୁଣି ନଥିବେ ବା ବୁଝି ପାରି ନ ଥିବେ।
@ashwininayak1773
@ashwininayak1773 2 ай бұрын
ଜୟ ଜଗନ୍ନାଥ 🙏🏽 ହିନ୍ଦୁ ଏବଂ ସନାତନ ପାଇଁ ମୁଁ ଗର୍ବିତ ଆଉ ମୋ ସ୍ୱାଭିମାନ l ଧନ୍ୟବାଦ ସମ୍ବିତ ମହାପାତ୍ର sir l
@susantasahoo9544
@susantasahoo9544 2 ай бұрын
ଧନ୍ୟବାଦ ସମ୍ବିତ୍ ବାବୁ ମୋ ଲୋକସଭା ପୁରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ଅନୁଭବ କରୁଛି ।
@deepakdilla6392
@deepakdilla6392 2 ай бұрын
Sambit Patra Jia ki kuhanti PM Modi ra bhakta Mahaprabhu Jagannath
@tapasswain3231
@tapasswain3231 2 ай бұрын
​@@deepakdilla6392Tapare sie bhul magithile ,but Pratap dev jou kahithila Nabin patnayak nku Jaganath sethipain sie bhul maginathila
@chandrasekhar6332
@chandrasekhar6332 2 ай бұрын
Bhai lo se Bhul re kahi deithile​@@deepakdilla6392
@Chiranjeeb_Choudhury
@Chiranjeeb_Choudhury 2 ай бұрын
​@@tapasswain3231 Khali se jane nuha bhai Odisha ra Jagannatha Naveen Patnaik boli bahut jana BJD karmi agaru kahichhanti. Kehi bhul maginahanti.
@tapasswain3231
@tapasswain3231 2 ай бұрын
@@Chiranjeeb_Choudhury Bujhi paruni loka kemiti kichi Question pacharu nahanti semanku jou mane ate thara jaganath nku Nabin patnayak boli kuhanti aau kebe kehi lokanku ta chada ,Swayam Jaganath nku bi khyma prathana kari nahanti.
@harapriyabijuli9239
@harapriyabijuli9239 2 ай бұрын
ଧନ୍ୟ ଧନ୍ୟ କଳିଙ୍ଗ ପୁତ୍ର ସମ୍ବିତ୍ ଭାଇ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🚩🚩🚩🚩🚩🚩🚩
@r.naik.haribol
@r.naik.haribol 2 ай бұрын
ଗର୍ବ ରେ କହୁଛି ମୁଁ ହିନ୍ଦୁ 🙏ଜୟ ଜଗନ୍ନାଥ 🙏🚩ଜୟ ସନାତନ
@sukantasahoo3973
@sukantasahoo3973 2 ай бұрын
@@r.naik.haribolmu b hindu boli garba anubhab kare
@ManchanBarin
@ManchanBarin 2 ай бұрын
Shame on you
@PYTHON663
@PYTHON663 2 ай бұрын
Jay Shree Ram ❤
@Rajmbbs17
@Rajmbbs17 2 ай бұрын
Aare bhai rahul gandhi kichhi bhul kahini.. Ae bjp wala au godi media tama ku mislead karuchi
@PramodSingh-bk2gj
@PramodSingh-bk2gj 2 ай бұрын
​Ame sunichu ... Rahul ra Katha upare control nahi . Aita sata katha . Au jou congress Ramachandra nka upare question kari thila seman nku upare bharasa kn Kariba . Sabu bele hindu birodhi congress ​@@Rajmbbs17
@SnehalataPradhan-gw1lc
@SnehalataPradhan-gw1lc 2 ай бұрын
ଧନ୍ୟବାଦ ପୁରୀର ସାମନ୍ତ ଭାଇ ଭଉଣୀ ମାନଙ୍କୁ ଏମିତି ସାଂସଦ ବାଛିଥିବାରୁ 🙏🙏🙏🙏
@Pinkyswain9862
@Pinkyswain9862 2 ай бұрын
Excellent speech
@bibhutisahu4204
@bibhutisahu4204 2 ай бұрын
ହିଂସା ତ କଂଗ୍ରେସ କରେ, ହିନ୍ଦୁମାନେ କେବେ ହିଂସା କରନ୍ତିନି, କେବଳ ସହନ୍ତି, କାଶ୍ମୀର ରେ ମୁସଲମାନ ମାନେ ଆତଙ୍କବାଦ କରନ୍ତି, ହିନ୍ଦୁ ମାନଙ୍କୁ ପିଟି ମାରି ତଡି ଦେଲେ, ହଜାର ହଜାର ହିନ୍ଦୁ ଙ୍କୁ ହାଣି ଦେଲେ, ସେତେବେଳେ କଂଗ୍ରେସ ପଠାଣ ମାନଙ୍କ ପାଇଁ କିଛି ପଦକ୍ଷେପ ନେଇ ନ ଥିଲେ
@lovefromOdisha2001
@lovefromOdisha2001 Ай бұрын
ସେଥିପାଇଁ ମୋଦିଙ୍କର ଭକ୍ତ ଜଗନ୍ନାଥ।
@priyacharandas653
@priyacharandas653 Ай бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ସୀତା ରାମ ଜୟ ସନାତନ ଧର୍ମ
@santoshkrishna9913
@santoshkrishna9913 2 ай бұрын
ପାତ୍ର ସାର ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏ ଭଳି ବକ୍ତବ୍ୟ ରଖିଥିବା ରୁ..... ସନାତନ ସଂସ୍କୃତି ଆଉ ପ୍ରଭୁ ଜଗନ୍ନାଥ ଙ୍କ ବିଷୟରେ.... ଜିବେ ଦୟା ହେଉଛି ସନାତନ ସଂସ୍କୃତି ପ୍ରତୀକ.... ଜୟ ଜଗନ୍ନାଥ... 🚩🚩🚩
@Beshra-boy
@Beshra-boy 2 ай бұрын
ଧନ୍ୟବାଦ ସମ୍ବିତ ପାତ୍ର ଆମ ଓଡ଼ିଶା, ଆମ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ଦେଶ ବାସୀଙ୍କ ଆଗରେ କହିଥିବାରୁ
@BantiJena415
@BantiJena415 2 ай бұрын
ମୁଁ ପ୍ରଭୁ ଜଗନ୍ନାଥଙ୍କ ମାଟିରେ ହିନ୍ଦୁ ଭାବରେ ଜନ୍ମ ନେଇଥିବାରୁ ମୁଁ ନିଜେ ଗର୍ବ ଅନୁଭବ କରୁଛି ଜୟ ଜଗନ୍ନାଥ 🙏🚩⚔️ ଜୟ କଳିଙ୍ଗ ⚔️
@un.status3624
@un.status3624 Ай бұрын
Jay jaganat
@user-fq5gb9ep9e
@user-fq5gb9ep9e 2 ай бұрын
ପୁରୀର ପ୍ରତିଟି ଲୋକ ପ୍ରଭୁଙ୍କ ଅବତାର ସେମାନଙ୍କୁ ମୁ କୋଟୀ କୋଟୀ ଦଣ୍ଡବତ ଜଣାଉଛି ,ଆଃହା ।ସମ୍ବିତ୍ ପାତ୍ର ଙ୍କୁ ଲୋକସଭାକୁ ପଠାଇ ଥିବାରୁ ,ଆମ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ପାଈଁ କଣ ନ କହିଲେ ?
@bikramroutaray935
@bikramroutaray935 2 ай бұрын
ହିନ୍ଦୁ ଭାଇ ମାନେ ଏକତା ରହୁ ଆଗକୁ ପଠାଣ ଙ୍କ ଉତ୍ପାତ ବଢିବ ଏବେଠୁ ତାଙ୍କୁ ସାବଡ଼ କରିବା.. ଜୟ rss ଜୟ ହିନ୍ଦୁ ଜୟ ବିଜେପି.
@khagasethy4002
@khagasethy4002 2 ай бұрын
Right
@Sudhansu_Sekhar6371
@Sudhansu_Sekhar6371 2 ай бұрын
Aagaku na pacha ku
@trus-ant07
@trus-ant07 2 ай бұрын
Balasore re danga start b helani .... Be ready boys
@LovelyScenery-vr9pv
@LovelyScenery-vr9pv 2 ай бұрын
Bou bia re dam achi magia
@a_nayak
@a_nayak 2 ай бұрын
Ye thara. Oura safa kara Baleswar ku​@@trus-ant07
@bijayapradhan2
@bijayapradhan2 2 ай бұрын
ବହୁତ ଗର୍ବିତ ସ୍ୱାଧୀନତା ପରେ ଜଣେ ଖାଣ୍ଟି ଓଡ଼ିଆ ପୁଅ, ପ୍ରଭୁ ଜଗନ୍ନାଥ ଙ୍କ ବିଷୟରେ ଏତେ ସୁନ୍ଦର କଥା ଉପସ୍ଥାପନା ଭାରତୀୟ ସାଂସଦ ରେ କରିଥିବାରୁ, ବହୁତ ବହୁତ ଧନ୍ୟବାଦ,
@gudunayak3501
@gudunayak3501 2 ай бұрын
ଜୟ ଜଗନ୍ନାଥ ଏକା ଓଡ଼ିଆ ଟୋକା ସାରା ପାଗଳ କଂଗ୍ରେସ ଉପରେ ଭାରି 😅
@arabindapandab746
@arabindapandab746 2 ай бұрын
Excellent, Proud of Odisha
@vdvsatyanarayana6293
@vdvsatyanarayana6293 2 ай бұрын
ରାହୁଲ ର ବୟାନ୍ ରେ ଏଇଟା ସଂପୂର୍ଣ ରୂପେ ପ୍ରମାଣିତ ହେଉଛି ଯେ ରାହୁଲ୍ ହିନ୍ଦୁ ନାହାନ୍ତି।
@Studyeverything122
@Studyeverything122 2 ай бұрын
Tamara kou cast kii
@AmitJena-ku4lr
@AmitJena-ku4lr 2 ай бұрын
Wow kya speech hai
@bikashkumarnayak2557
@bikashkumarnayak2557 2 ай бұрын
ବହୁତ ଖୁସିର ବିଷୟ ଏବେ ସଂସଦରେ ଓଡିଆ ତଥା ଜଗନ୍ନାଥ ଧାମ ଓଡ଼ିଶାର ସ୍ବର ଶୁଭୁଛି। ଧନ୍ୟବାଦ ଓଡିଶାବାସୀ ଏଭଳି ଯୋଗ୍ୟ ପ୍ରାର୍ଥୀଙ୍କୁ ସଂସଦ କୁ ପଠେଇଥିବାରୁ। ଗର୍ବରେ କହେ ମୁଁ ହିନ୍ଦୁ ମୋ ଧର୍ମ ମୋତେ ହିଂସା ଶିଖେଇନି। ଏ ରାହୁଲ ପପୁ ଆଉ ସୁଧୁରିବନି ପାଗଳା ଭଳିଆ ହଉଛି ଏ ସଦନରେ। ଓଡିଆରେ ମତାମତ ରଖିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ୍🙏
@manoranjanjena6161
@manoranjanjena6161 2 ай бұрын
ଯଦି ସଚୋଟ ହିନ୍ଦୁ ହୋଇଥିବେ ତାହେଲେ ନିଜ ଜୀବନ ଚାଲିଯାଉ ପଛେ କେବେବି କଂଗ୍ରେସ କୁ ଭୋଟ ଦିଅନ୍ତୁ ନାହିଁ ବିଶେଷ ଭାବେ ରାହୁଲ ପଠାଣ ଯେଉଁଭଳି କହିଲା ଯେ ଯିଏ ହିନ୍ଦୁ ହୋଇଥିବ ସେ ଗୋଟିଏ ହିଁଶୃକ ଯାହା ହିନ୍ଦୁଧର୍ମକୁ କୁଠାର ଘାତ ସହ ସମାନ ଯଦି ଏତେ ପ୍ରବଚନ ଦେଉଛି ଗୋଟିଏ ଥର ଶୁଣିଛନ୍ତି ମୁସଲମାନ ବିରୋଧରେ କହିବା କ'ଣ ସେମାନେ ସତୀ ସାବିତ୍ରୀ ଆଉ ହିନ୍ଦୁମାନେ ବେଧ ଯେଉଁ ଧର୍ମ ଅଶୁର ସହ ସମାନ ଖାଲି ଯେତେବେଳେ ଦେଖ ନୃଶଂସ ଭାବେ ଆକୁ ତାକୁ ହତ୍ୟା କରିବା ଆଉ ବିଶେଷ ଭାବେ ନାସିର୍ଉଦନ୍ ଓଏସି ଯେଉଁଭଳି ଭାବରେ ଶପଥ ଗ୍ରହଣ ସମୟରେ ଭାରତ ବିରୋଧି ମନ୍ତବ୍ୟ ଦେଇଥିଲେ କୋଉଠି ଥିଲା ରାହୁଲ ପଠାଣ କଣ ଶୋଇ ପଡ଼ିଥିଲା ସେ ବିଷୟରେ ପଦେ କହିଲାନି ତେଣୁ ସମସ୍ତ ହିନ୍ଦୁ ମାନଙ୍କୁ ଅନୁରୋଧ କରୁଛି ରାଜନିତୀ କର କିନ୍ତୁ ପ୍ରଥମେ ନିଜ ଧର୍ମ କୁ ଦେଖା
@khagasethy4002
@khagasethy4002 2 ай бұрын
Right
@jaykumarjhara
@jaykumarjhara 2 ай бұрын
Jay .. BJP
@bhabanishankarpati466
@bhabanishankarpati466 2 ай бұрын
Joy shree Ram 🙏🙏🙏
@samaratomicclasses8639
@samaratomicclasses8639 2 ай бұрын
Tame BJP ra chamcha 😂
@subratkumarsahoo246
@subratkumarsahoo246 2 ай бұрын
Rahul is mixture that's why he don't like hindu
@pradeeppattnayak.1894
@pradeeppattnayak.1894 2 ай бұрын
ବହୁତ ବଢିଆ କଥା କହିଲେ,ଜଗନ୍ନାଥ ସଂସ୍କୃତି, ସନାତନ ସଂସ୍କୃତିର ମହତ୍ତ୍ବକୁ ସଂସଦରେ ଉପସ୍ଥାପନ କରି ବିରୋଧୀଙ୍କ ପାଟି ଚୁପ୍ କରିଥିବା ଯୋଗୁଁ ଆପଣ ଧନ୍ଯବାଦର ପାତ୍ର ଅଟନ୍ତି।ଜୟ ଜଗନ୍ନାଥ ।
@rockingstar2074
@rockingstar2074 2 ай бұрын
ପ୍ରକୃତ ରେ devopement ଦେଖ ଭାଇ
@rockingstar2074
@rockingstar2074 2 ай бұрын
ସନାତନୀ ସନାତନୀ କଣ ଲୀଳା ଚଳେଇଚ।
@jagannathojha9448
@jagannathojha9448 2 ай бұрын
ସମ୍ବିଦି ଜୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@Studyeverything122
@Studyeverything122 2 ай бұрын
Au dadan jainu bodhe
@user-fq5gb9ep9e
@user-fq5gb9ep9e 2 ай бұрын
ଏ ଦୁନିଆଁର ସର୍ବ ଶ୍ରେଷ୍ଠ ସାଂସଦ ଭାବରେ ମୁ କୋଟୀ କୋଟୀ ଦଣ୍ଡବତ ଜଣାଉଛି ମୋ ପ୍ରିୟ ସାଂସଦଙ୍କୁ ।
@kcdaspresents9811
@kcdaspresents9811 2 ай бұрын
Very good line speech by mr, sambit patra."mein Hindu hun parantu hinsak nahin hun". Jay Jagannath ❤❤❤
@BirasuNuduka
@BirasuNuduka 2 ай бұрын
Heart touching speech sir❤🫀🫀joy jagannath 🙏🙏🙏🙏
@babulusahu9826
@babulusahu9826 2 ай бұрын
Best reply to pappu and her😂😂team
@surjyakantabehera3057
@surjyakantabehera3057 2 ай бұрын
Bhai odia re kahi nia on pain se bideshi bhasa ra ma bhauni karuchu
@jitenkumarrout3303
@jitenkumarrout3303 2 ай бұрын
​@@surjyakantabehera3057Don't you understand the sarcasm ?
@binayakumarsethi6114
@binayakumarsethi6114 2 ай бұрын
ଧନ୍ୟବାଦ ସମ୍ବିତ ଭାଇ ଆପଣଙ୍କ ପାଇଁ ଆମେ ଗର୍ବିତ ।
@sanjayabehera5625
@sanjayabehera5625 2 ай бұрын
Salute Sambit Bhai, we need this type of leader from Odisha. Jai Jagannath 🙏
@suryanarayan9714
@suryanarayan9714 2 ай бұрын
Sir, we are odisha peoples and we are proud for you!
@madhusmitasahoo8749
@madhusmitasahoo8749 2 ай бұрын
Excellent presentation
@pushpaminz2073
@pushpaminz2073 2 ай бұрын
Wao sambit jii nice
@GeetajiBehera
@GeetajiBehera Ай бұрын
Right ରାହୁଲ ଠିକ୍ କହିଛନ୍ତି... ହିନ୍ଦୁ ହିଂସ୍ର ନୁହେଁ ❤❤❤
@upendrapadhan1426
@upendrapadhan1426 Ай бұрын
Yes
@upendrapadhan1426
@upendrapadhan1426 Ай бұрын
Yes
@lijapintu1438
@lijapintu1438 2 ай бұрын
Odisha ka tiger🐯 ❤ Hindu he ham 🙏🚩🚩
@bijaymohapatra5186
@bijaymohapatra5186 Ай бұрын
ଡ଼ା ସମ୍ବିତ ପାତ୍ର ଜୀ ଙ୍କୁ ବହୁତ ବହୁତ ଧନ୍ୟବାଦ 🙏
@Sahoo983
@Sahoo983 2 ай бұрын
ବହୁତ ଗୁରୁତ୍ବପୁର୍ଣ କଥା ରାହୁଲ ଗାନ୍ଧୀ ଆଉ କେବେ ହିନ୍ଦୁ ଧର୍ମ ବିଷୟ ରେ କହିବେନି
@ashirbadsahoo9237
@ashirbadsahoo9237 2 ай бұрын
Karan BJP Bala natak karibare dhurandhar.
@Sahoo983
@Sahoo983 2 ай бұрын
@@ashirbadsahoo9237 ଆରେ ତୁମେ କଣ ମୁସଲିମ ସମ୍ପ୍ରଦାୟର
@incredibleworld2712
@incredibleworld2712 2 ай бұрын
Ya bapa Muslims 😂😂😂😂😂​@@ashirbadsahoo9237
@binayakumarsethi6114
@binayakumarsethi6114 2 ай бұрын
ପାକିସ୍ତାନ ପ୍ରେମ ପୁରା ଭରିକି ରହିଛି କ୍ରୀତଦାସ ମାନଙ୍କ ଠାରେ
@user-xu1dr9ou5o
@user-xu1dr9ou5o 2 ай бұрын
@@ashirbadsahoo9237pua congress ra history jaiki tike check kare sie kete bhul karichhi janiparibu bjp ra ta bhul achhi kintu congress jemiti bhul karichhi tara khyama e janma re bi nahin
@nirbikalpadash8792
@nirbikalpadash8792 2 ай бұрын
ଆପଣଙ୍କ ପାଇଁ ଆମେ ଗର୍ବିତ 🙏🙏🙏🙏🙏🙏🙏🙏
@manmathsahoo4213
@manmathsahoo4213 2 ай бұрын
Jay Jagannath 🙏🏻
@kedarnathsahoo4514
@kedarnathsahoo4514 2 ай бұрын
ସମ୍ବିତ sir ଆପଣ ଏଭଳି ଅଧର୍ମୀ ଦେଶଦ୍ରୋହୀ ମାନଙ୍କୁ କଡା ଜବାବ ଦେଇ ଚାଲନ୍ତୁ ଆମେ ଜନସାଧାରଣ ଆପଣଙ୍କ ସାଥିରେ ଅଛୁ ।
@Preetilifestyle143
@Preetilifestyle143 2 ай бұрын
I am proud of you 🥰ame sabu odisha basi apanka sahita achu 😢😢😢
@pradeep7554
@pradeep7554 2 ай бұрын
ଧନ୍ୟ ହୋଇ ଗଲେ ଆମ ଓଡ଼ିଶା ବାସି
@Munna-y6e
@Munna-y6e 2 ай бұрын
We Odisha people proud of u sir
@pusparaj4762
@pusparaj4762 Ай бұрын
Odisha nahi hai bhai Puri people proud of u sir
@raghunathsahu2294
@raghunathsahu2294 2 ай бұрын
ସମ୍ବିଡ଼ ଭାଇ ଏକଦମ ବଢିଆ ଭାଷଣ ଧୋଇ ଦେଲେ ବିଧର୍ମୀ କୁ ।
@bhagirathibarik9956
@bhagirathibarik9956 2 ай бұрын
Proud of you Sambit Bhai 👏👏
@SUBRATSAHU-vg2mo
@SUBRATSAHU-vg2mo 2 ай бұрын
ରାହୁଲ ତୁ ତ ପଠାଣ ବେ ତୁ କଣ ଜାଣିବୁ ହିନ୍ଦୁ ଲୋକଙ୍କ କଥା
@pritamkumarpattanayak1497
@pritamkumarpattanayak1497 Ай бұрын
Bhai kemiti janila ? Mu b bjp supporter hele kahaku gote same kahili je mate sodhileni but murkha hin khali kahiki chhadidele. Tike kahiba kemiti jaanile mu b taanku same kahibi
@lokanathmoharana2345
@lokanathmoharana2345 2 ай бұрын
Excellent Debate
@subodhkumarsahoo5349
@subodhkumarsahoo5349 2 ай бұрын
ଜୟ ଜଗନ୍ନାଥ 🙏🙏🚩
@BiswajitKar-t4f
@BiswajitKar-t4f 2 ай бұрын
Very good speech
@keshabdehury9504
@keshabdehury9504 2 ай бұрын
ଧନ୍ୟବାଦ ସମ୍ବିତ ମହାଶୟ ଆପଣ ଠିକ କହିଛନ୍ତି ହେଲେ ବହୁତ ଦୁଃଖର କଥା ଯେ ଯିଏ ହିନ୍ଦୁ ଧର୍ମ କୁ ହିଂସlତ୍ମକ କହୁଛି ତାକୁ ଆମ ସାଂସଦ ଭିତରେ ବସିବାକୁ ଦେଉଛୁ | ତା ଭଳିଆ ନେତାକୁ ଭାରତରୁ କାହାର କରାଯାଉ ।
@mitashreeblogs3268
@mitashreeblogs3268 2 ай бұрын
Best speech..
@prafullakumarrout8567
@prafullakumarrout8567 2 ай бұрын
ଧନ୍ୟବାଦ ସାର୍ ଅଧର୍ମୀ ବିଧର୍ମୀ କାଫେର ପାଇଁ ଓୌଷଧ
@sudhirabhoi1
@sudhirabhoi1 2 ай бұрын
ଧନ୍ୟବାଦ ସମ୍ବିତ୍ ସାର 🎉🎉🎉
@manoj_authentic
@manoj_authentic 2 ай бұрын
Thanks to all the puri voters🙏🙏🙏
@harishchandrahimirika1883
@harishchandrahimirika1883 2 ай бұрын
ଦାନ୍ୟବାଦ ସାର ଆମ ଓଡି଼ଶା ର ବୀରପୁତ୍ର ସଂବିତ ସାର ଦାନ୍ୟ ଦାନ୍ୟ ଜୟ ହିନ୍ଦୁ
@user-my7ly3jo3y
@user-my7ly3jo3y 2 ай бұрын
Ye he hamara odisha ka Power 🔥🔥
@avayajena6254
@avayajena6254 2 ай бұрын
Jay shree Jagannath
@harishankarghosh4383
@harishankarghosh4383 2 ай бұрын
Wow jay Jagannath thankyou nsir🙏🙏
@panabediapila5586
@panabediapila5586 2 ай бұрын
ଓଡିଶାର ସୁପର mp ❤
@rabindrabehuria9354
@rabindrabehuria9354 2 ай бұрын
Bala na
@PramodSingh-bk2gj
@PramodSingh-bk2gj 2 ай бұрын
Tora Kai kundei hauchi re 😂😂​@@rabindrabehuria9354
@tapankumar3812
@tapankumar3812 2 ай бұрын
Happy to have you aur MP...Jay Jagannath ❤
@khirodkumarjena2139
@khirodkumarjena2139 2 ай бұрын
The most talented MP .... of our Nation....🙏🙏❤❤ From Odisha....
@AvivesS
@AvivesS 2 ай бұрын
ଆରେ ଭାଇ ଭଗବାନ ଙ୍କୁ କାହିଁକି ଇଲେକ୍ସନ ଭିତରକୁ କାହିଁକି ଟାଣୁଛ 🙏🙏🙏🙏🙏🙏
@GOURANGAADAYADAVofficeal
@GOURANGAADAYADAVofficeal 2 ай бұрын
ଧନ୍ୟବାଦ ସମ୍ବବିତ ପାତ୍ର sir ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
@jitendrasamal2344
@jitendrasamal2344 2 ай бұрын
Sir I am proud of you because I am from odisha.
@neeladrikumarswain145
@neeladrikumarswain145 2 ай бұрын
Super duper speech by Dr Sambit Patro in parliament. Many many thanks for your reply to Rahul Gandhi, Oawsis,D Raja& others 🎉🎉🎉🎉🎉.
@Dashgp007
@Dashgp007 2 ай бұрын
Jay Jagannath 🙏🏻 proud to have you ❤
@satyanarayanjena9682
@satyanarayanjena9682 2 ай бұрын
Excellent and heart touching speech. We,the voters of Puri parliamentary constituency, are all proud of you Sambit Sir. Hope,you will continue your struggle relentlessly for Hindutva. Jay Jagannath
@p5tiger785
@p5tiger785 2 ай бұрын
Bahut bhala katha sir nice
@TuluBehera-v3z
@TuluBehera-v3z 2 ай бұрын
I proud of you sir ....jai jagannath..jai odisa
@brajabandhumalik6009
@brajabandhumalik6009 2 ай бұрын
Thanks a lot Sir.Lokasabhare hrudayasparshi bhasan dei ebam Prabhu Jagannathnka katha upasthapan kari thibaru ame samaste Odisha basi garbita🙏
@DaitariBarik-n1l
@DaitariBarik-n1l 2 ай бұрын
ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
@SurendraKumar-on4ks
@SurendraKumar-on4ks 2 ай бұрын
Jay Jagannath... Sir apananku bahut bahut dhanyabad.. kan speech dele... Jay odisha... Jay Jagannath
@jyotiranajnswain5926
@jyotiranajnswain5926 2 ай бұрын
Good speech also please do effective efforts for progress for odisha and puri .
@subratkumaracharya8884
@subratkumaracharya8884 2 ай бұрын
Proud to be Odia, Hindu & Indian
@maheshkumarbag5464
@maheshkumarbag5464 2 ай бұрын
Jay Jagarnath 🙏🙏🙏 Jay Odia🙏🙏💛
@ranjeetdas8954
@ranjeetdas8954 2 ай бұрын
Wonderful explanation about my state odisha ❤
@kalucharanpatra5767
@kalucharanpatra5767 2 ай бұрын
Bhai super👍👍👍
@lastkinh
@lastkinh 2 ай бұрын
ପୁରୀ ରାଜା ଲୋକତନ୍ତ୍ର କେମିତି ହେଲା, ମିସ୍ information, totally
@harekrushnapradhan3453
@harekrushnapradhan3453 2 ай бұрын
Samit Bhai (Jai jagarnath)
@AIVibesVision25
@AIVibesVision25 2 ай бұрын
WoW ek number Sir...mast bujhhei chhanti❤❤❤❤
@RudraPrashad-1234
@RudraPrashad-1234 2 ай бұрын
Jay Jagannath
@bishnupriyapatra302
@bishnupriyapatra302 2 ай бұрын
Super sir🙏🙏🙏🙏🙏we are proud to being a' odia' and we are proud of you sir.ଛାତି ଫୁଲି ଉଠୁଛି ଆପଣଙ୍କ କଥା ଶୁଣି ଗର୍ବରେ thankyou sir thanks a lot 🙏🙏🙏🙏🙏
@mirasaraf486
@mirasaraf486 2 ай бұрын
Proud
@pintuputel7257
@pintuputel7257 2 ай бұрын
Wonderful speech Sambit Sir
@ManojSingh-wq7my
@ManojSingh-wq7my 2 ай бұрын
Jai ho odia pua jai jagannath I proud ima odia
@baburamjena983
@baburamjena983 2 ай бұрын
Wow kya dialogue mara Bhai ne dil khus kardia 👍🙏
@TuluBehera-v3z
@TuluBehera-v3z 2 ай бұрын
I proud of you sir ....jai jagannath..jai odisa 4:07
@madhab0506
@madhab0506 2 ай бұрын
I feel so proud... Bcz u r our MP.. Wht a speech🙏🏾🙏🏾🙏🏾
@suvashreedas294
@suvashreedas294 2 ай бұрын
Jai jagannath sir Heartly gratitude to you sir.... 🙏🏼🙏🏼 You represent our odisha and its culture in a best way.... So proud of you sir🙏🏼🙏🏼 Nice presentation sir
@MrX-cx3no
@MrX-cx3no 2 ай бұрын
Rahul Gandhi says true.BJP Party ଏକ ଭ୍ରଷ୍ଟାଚାର ପାର୍ଟି । Rahul Gandhi ଅନ୍ୟ ଅର୍ଥକୁ ନେଇ କହିଛନ୍ତି କିନ୍ତୁ ଏହି MP କ'ଣ ବୁଝିଛନ୍ତି କି ?? କିଏ ଜାଣେ??
@samajhdarinsan939
@samajhdarinsan939 2 ай бұрын
mote laguachi tame history padhina kebe ... 1949 ru 2014 jea history padhiki asa bhai ta pare jai kie thik auu bhul comment karubu tama pari berojgar loka asabu katha kuhanti jaaa patha padha
@Eprime-m1l
@Eprime-m1l 2 ай бұрын
Isko bakadu kehete hai
@jayadevsahoo6661
@jayadevsahoo6661 2 ай бұрын
Sala ka khandan hauchi chora seiye Anaya ku kahuchi 😊😅😅
@jeetnanda1050
@jeetnanda1050 2 ай бұрын
Absultly ri8
@jeetnanda1050
@jeetnanda1050 2 ай бұрын
​@@samajhdarinsan939Bjp ra tu kia be tu kan padhichu tama bhalia gandi mara Toka achanti boli bjd jaga re bjp asichi bujhilu
@cuttackconnection5966
@cuttackconnection5966 2 ай бұрын
Thank you puri ❤️ from Cuttack
@arnapurnabehera2166
@arnapurnabehera2166 2 ай бұрын
Excellent ....wah🎉
@NarasinghKope
@NarasinghKope 2 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ସମ୍ବିତ ଭାଇ
大家都拉出了什么#小丑 #shorts
00:35
好人小丑
Рет қаралды 92 МЛН
哈莉奎因怎么变骷髅了#小丑 #shorts
00:19
好人小丑
Рет қаралды 44 МЛН
Pratap Chandra Sarangi Funny Speech in Lok Sabha | TV5 Kannada
6:45
TV5 Kannada
Рет қаралды 1,8 МЛН