Рет қаралды 106,032
ଚାଲିଥିଲା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ, ଲିଭିଗଲା ଲାଇଟ। କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ବାରବାଟୀ ବଦନାମ ମୁଣ୍ଡାଇଲା। ଅଶାନ୍ତି ହେଲେ ଦର୍ଶକ , ଓସିଏ ଉପରେ ବର୍ଷିଲେ। କାହିଁକି କଟିଲା ଲାଇଟ ? କେଉଁଠି ରହିଲା ତ୍ରୁଟି ? ଓସିଏକୁ ମହଙ୍ଗା ପଡ଼ିବ କି 20 ମିନିଟର ଅନ୍ଧାର ? ପୁଣିଥରେ ବାରବାଟୀରେ ଖେଳିବାକୁ ରାଜି ହେବେ ତ କ୍ରିକେଟର ? ପିଟୁଥିଲେ ରୋହିତ, ଲିଭିଗଲା ଲାଇଟ୍ ||Cuttack flood light failure || IND vs ENG 2nd ODI ||Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #BarabatiStadium #India #England #cricket #match #odishareporter