Рет қаралды 1,623
OHONG HILING KEMARE SHIV MUNI JIWID JIBON RE l Muni Samaj Song
କାଙ୍କି ସ୍ଥାନୀୟ ମୁନି ସମାଜ ତରଫରୁ ଆପଣଙ୍କୁ ସ୍ବାଗତ ।
ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣୀ ମୁନି ସମାଜ ର ସଂସ୍ଥାପକ ଆଦି ମୁନିଶ୍ବର ଯୋଗେଶ୍ୱର ଶିବ ମୁନି ଜୀ ମହାରାଜଙ୍କ ୧୩୯ ତମ ଜନ୍ମ ଜୟନ୍ତୀ ତା. ୯.୧୦.୨୦୨୨ ରିଖ ରବିବାର ଦିନ କାଙ୍କି ସ୍ଥାନୀୟ ମୁନି ସମାଜରେ ପାଳନ କରାଯାଇଛି। ଏହି ଅବସରରେ ଯୋଗ, ସ୍ବାସ୍ଥ୍ୟ, ଆତ୍ମଜ୍ଞାନ, ସତ୍ୟ ଏବଂ ସ୍ବତନ୍ତ୍ର ବିଚାର ବିଷୟକ ସତସଙ୍ଗ ସଭା ଏବଂ ଭଜନ ଜ୍ଞାନ ସଙ୍ଗୀତ ଆୟୋଜନ କରାଯାଇଥିଲା। ଏଥିରେ ମୁନିରାଞ୍ଜୀ ନାଗୀ ଦେବୀଙ୍କ ସ୍ବରଚିତ ଆଧ୍ୟାତ୍ମିକ ଭଜନ " OHONG HILING KEMARE SHIV MUNI JIWID JIBON RE " ଭଜନ ସଙ୍ଗୀତ ଟିକୁ ଗାନ କରାଯାଇଥିଲା। ଆଉ ଏମିତି ନୂଆ ନୂଆ ଭଜନ ଶୁଣିବା ପାଇଁ ହେଲେ ଆମ ଚାନେଲ ସହିତ ଯୋଡି ରୁହନ୍ତୁ । ଧନ୍ୟବାଦ ।
#KANKIMUNISAMAJ
Contact No :- 9556445067 , 9353192275
Song 🔸 OHONG HILING KEMARE SHIV MUNI JIWID JIBON RE
Lyrics 🔸 Muniragni Nagi Devi
Singer 🔸Muniragni Nagi Devi & Muniragni Raimuni Devi
Music 🔸Muni Ramo Murmu, Yogiraj Kuanr Murmu , Bhadu Muni , Basen Muni , Baleshwar Murmu , Raghu.
Flute 🔸 Muni Koyel Ramo Hansdah
Camera 🔸Muni Kumar Dukhia Murmu
Management 🔸 Yogiraj Manmahan Tudu
Mastering 🔸 Yogiraj Aklu Murmu
Editing 🔸 Muni Kumar Baleya Majhi
Special thanks to all KANKI STHANEEYA MUNI SAMAJ's Muni & Munimati