No video

One arrested for throwing ink on 5T Secy VK Pandian in Puri

  Рет қаралды 1,479,549

OTV

OTV

Күн бұрын

One arrested for throwing ink on 5T Secy VK Pandian in Puri
#5T_ସଚିବ_ଭିକେ_ପାଣ୍ଡିଆନଙ୍କୁ_କାଳିମାଡ଼
5T ସଚିବ ଭି.କେ.ପାଣ୍ଡିଆନଙ୍କୁ କାଳିମାଡ଼। କେବଳ ପାଣ୍ଡିଆନ୍ ନୁହଁନ୍ତି, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ବି ପଡ଼ିଛି କାଳିଛିଟା। ପୁରୀ ସତ୍ୟବାଦୀରେ ଭାସ୍କର ସାହୁ ନାମକ ଜଣେ ଯୁବକ କାଳିମାଡ଼ କରିଥିବା କୁହାଯାଉଛି । ତେବେ ଅସମ୍ଭବ ସୁରକ୍ଷା ବ୍ୟବସ୍ଥା ଭିତରେ ସେ କେମିତି କାଳିମାଡ଼ କଲେ ? ଏହି କାଳିମାଡ଼ ପ୍ରୟୋଜିତ ନା ବିଜେଡ଼ିରେ ଦଳୀୟ ଆଭ୍ୟନ୍ତରୀଣ ବିବାଦ ? ତାକୁ ନେଇ ଉଠିଛି ପ୍ରଶ୍ନ।
#InkAttack #5TSecretary #Satyabadi #Puri #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 2 000
@user-sb8yz9vp6e
@user-sb8yz9vp6e Жыл бұрын
ଯୋ ବ୍ୟକ୍ତି ଏହି କାମ କରିଛି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
@vlog-status-video-18
@vlog-status-video-18 Жыл бұрын
Really bro
@mmajhi1587
@mmajhi1587 Жыл бұрын
Wel down bro
@dhirennaik6444
@dhirennaik6444 Жыл бұрын
Thañkyóu,²
@odiyavloggerjhili797
@odiyavloggerjhili797 Жыл бұрын
Right
@Healthin2791
@Healthin2791 Жыл бұрын
ଶଳା ମୂର୍ଖ ତୁ ଶିକ୍ଷାଗତ ଯୋଗ୍ୟତା ତୋର ଟିକେ ଅଭାବ ବୋଧେ
@pratapdipu9197
@pratapdipu9197 Жыл бұрын
ଠିକ୍ ହୋଇଛି ଯିଏ କରିଛି ତାଙ୍କୁ ଅଶେଷ ଧନ୍ୟବାଦ ଜୟ ଜଗନ୍ନାଥ ଜୟ ଓଡ଼ିଶା
@alekhakandi1517
@alekhakandi1517 Жыл бұрын
🙏 ଜୟ ଗୋପାଳ 🙏
@smilejnasik8096
@smilejnasik8096 Жыл бұрын
​@@alekhakandi1517 gopal family ku khatam karajiba 🤡🤡
@marrimobile2815
@marrimobile2815 Жыл бұрын
Marithile samaste bhala heithanti buli buli paesa kharcha Kariba sachiba ame gandi mareiki paesa sujibu nai
@kaberinaik514
@kaberinaik514 Жыл бұрын
Tike kharap laguni asbu kahibaku
@bijaykhuntia
@bijaykhuntia Жыл бұрын
@@kaberinaik514 କାହିଁକି ଖରାପ ଲାଗିବ ଭଲ ହୋଇଛି 👍ଖାଲି ୧୦୦ ସହ ଗାଡି କରି ରାଲିରେ ସାମିଲ ହେଲେ କିଛି ନାହିଁ ୧୦୦୦ହଜାର ଜନସାଧାରଣ ଲୋକେ ଯାତ୍ରା ଯା ଆସ କରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି
@BalaramNayak-cx5jh
@BalaramNayak-cx5jh Жыл бұрын
ଯାହା ହୋଇଛି ଠିକ୍ ଯିଏ କରିଛି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜୟ ଶ୍ରୀ ଜଗନ୍ନାଥ
@rajanikantamaharana9820
@rajanikantamaharana9820 Жыл бұрын
😅
@gyanadhishdash2274
@gyanadhishdash2274 Жыл бұрын
Taku nirghata mada darakar
@BalaramNayak-cx5jh
@BalaramNayak-cx5jh Жыл бұрын
@@gyanadhishdash2274 ଚୁକାପିଲା ଆସିଛି ଓଡ଼ିଶା କୁ ତାମିଲ୍ ନାଡୁ କରିବାକୁ ଚେଷ୍ଟା କରୁଛି ଶଳା ଶଶୁର ପୁଅ ଶଳା ବେଇମାନ ଶଳା ପାଣ୍ଡିଆନ୍
@satyanarayanmohanty1934
@satyanarayanmohanty1934 Жыл бұрын
Bala ta thik
@habilbhaisal2087
@habilbhaisal2087 Жыл бұрын
Mg
@oddjstatus8626
@oddjstatus8626 Жыл бұрын
ଭଲ ହେଇଛି ଯିଏ ଯବାନଙ୍କୁ ସମ୍ମାନ ଦେଇ ସିଖି ନାହି ତାକୁ ଏମିତି ହେବା ଦରକାର। Jai Hind 🇮🇳🇮🇳🇮🇳🙏🪖 INDIAN ARMY 🪖🪖 commando
@sushreesangita798
@sushreesangita798 Жыл бұрын
Right
@SimaBadajena
@SimaBadajena Жыл бұрын
Right
@manjuitee-sf4om
@manjuitee-sf4om Жыл бұрын
Jai Hind🇮🇳🇮🇳,jaha bi heichhi bhol heichhi
@AmiyaArtcreation-vn2mq
@AmiyaArtcreation-vn2mq Жыл бұрын
ବହୁତ ଭଲ ହୋଇଛି। ମାଇକିନିଆ ମାନଙ୍କୁ ଧରି ଓଡ଼ିଶା ଟାକୁ ଖାଇସାରିଲେଣି।
@manaranjanmajhi1245
@manaranjanmajhi1245 Жыл бұрын
Right BHAI tik kahicha
@kalimallick2180
@kalimallick2180 Жыл бұрын
Ama Odisha Maa mane ate Sasakta je Jhia 9th,10th ru vul kari Maa heuchi ba Suicide karuchi +2re hotel ru Dedbody miluchi
@user-ft6cu9yp6q
@user-ft6cu9yp6q Жыл бұрын
😂😂😂😂
@7x_sunil_99
@7x_sunil_99 Жыл бұрын
Tame sabu desha drohi mu thile se bhasker sahoo ku Tara head Mari hole Kari deithanti
@KalucharanSahoo-ps9mm
@KalucharanSahoo-ps9mm Жыл бұрын
Right
@managobindapatra4764
@managobindapatra4764 Жыл бұрын
ମାଉସି,କେବେ ଆମ ଓଡିଶାର ରକ୍ଷକ ଠାକୁର ଜଗନ୍ନାଥ ମହାପ୍ରଭୁଙ୍କୁ ଧୁପ,ଦିବ ଦେଇବନ୍ଦାପନା କରିଥିଲକି
@user-jo7ks3ym7s
@user-jo7ks3ym7s Жыл бұрын
😀😀😀😀
@am9519
@am9519 Жыл бұрын
ତା ସ୍ୱାମୀ କୁ କେବେ ଏମିତି ସେବା ଯୋଗେଇ ନ ଥିବ ହୋ... 😡😡
@jitendrakumarnahak1570
@jitendrakumarnahak1570 Жыл бұрын
😂😂😂😂
@jit259
@jit259 Жыл бұрын
Mausi pandian ku dabaku chhana chhana hauchi nija ghaita chuli ku jau
@brahmanandapattanayak8009
@brahmanandapattanayak8009 Жыл бұрын
Se moushi agru janithile boli rakhi neiki aahithile na au
@LiFeHisTory04
@LiFeHisTory04 Жыл бұрын
ଧନ୍ୟବାଦ ଭାସ୍କର ଭାଇ ଏମିତି ସବୁ ସ୍ଥାନରେ ହେବା ଉଚିତ। ନେତାମାନେ ଷଡ଼ଯନ୍ତ୍ର କହୁଛନ୍ତି ମାନେ ସେମାନେ ତାଙ୍କ କଥା କହୁଛନ୍ତି ବୋଧେ ସେମାନେ ଷଡ଼ଯନ୍ତ୍ର କରନ୍ତି। କାରଣ ମଣିଷର ପ୍ରକୃତି ହିଁ ସେୟା ନିଜକୁ ଲୋକଙ୍କ ମୁହରେ ଦେଖନ୍ତି।
@kanhabehera2427
@kanhabehera2427 Жыл бұрын
ସବୁଠାରୁ ଭଲ କାମ କରିଛନ୍ତି ଯୁବକ❤
@MuOdia5991
@MuOdia5991 Жыл бұрын
ଭାଇ ରେ ଷଣ୍ଢ ଯିଏ ତାର ଜନ୍ମରୁ ତା ପିଠିରେ ଗୋଟେ ଆବୁ ଥାଏ, ଯିଏ କାଳି ପକେଇଛି ସେ ହେଲା ଷଣ୍ଢ, ଧନ୍ୟବାଦ୍ ଭାଇ ତମକୁ
@jasaswinilina8387
@jasaswinilina8387 Жыл бұрын
He is not ox he is a thif... Chhii chora
@smrutiranjanacharya2621
@smrutiranjanacharya2621 Жыл бұрын
​@@jasaswinilina8387aga English thik se aikhiki ase bhl se to naveen pakhkru tapare kahibu...laja laguni belajya Kali to sah jadi kichi bhul bhal kie kardela justice paibunu bjd sasan re...kete jhia rape heiki murder heleni gotae kehi justice paileni !!
@gaganbeharibehera7121
@gaganbeharibehera7121 Жыл бұрын
ପାଣ୍ଡିଆନକୁ କମ୍ ହେଲା ଅଧିକ କିଛି କରିଥିଲେ ଭଲ ହୋଇଥାନ୍ତା, ଓଡ଼ିଶାର ମୁଖ୍ୟମନ୍ତ୍ରୀକୁ ନିଜ ନିୟନ୍ତ୍ରଣରେ ରଖି ଓଡ଼ିଆ ଲୋକଙ୍କୁ ମେଣ୍ଢା 🐑 ଆଖ୍ୟା ଦେଇସାରିଲାଣି, ବିଜେଡ଼ିର ସ୍ଵାର୍ଥ ପାଉଥିବା ଲୋକକୁ ଛାଡ଼ି ଅନ୍ୟ ସବୁ ଓଡିଆ ଅସାନ୍ତି
@darksamurai5957
@darksamurai5957 Жыл бұрын
Fairing karibaar thilaa 🎉🎉🎉🎉
@mamunrout8019
@mamunrout8019 Жыл бұрын
Right bro
@farmerhs
@farmerhs Жыл бұрын
Tor khandan ku gehibara thila magiha... 😡😡
@akshyamohanty8955
@akshyamohanty8955 Жыл бұрын
ଆଗରୁ କରିବାର ଥିଲା
@susantakumarsenapati9752
@susantakumarsenapati9752 Жыл бұрын
Na. Adhika nuhe. Pradibad emiti haba absyaka
@sumantabiswal7856
@sumantabiswal7856 Жыл бұрын
ମାଉସୀ ଜେମିତି କହୁଛନ୍ତି Vk Pandian ଜଣେ ଭଗଵାନ ତାକୁ ଫୁଲ ଚନ୍ଦନ ଦେଇ କି ଆଳତି କରିବ ନା ଆ କଣ.......? ଜଉ ଭାଇ କାଳି ମାଡ କରିଛ ଠିକ୍ କରିଛ ଜଉ ଭାଇ ମାନେ ଭାବୁ ଛ ମୋ Comment ra like kara
@sarojvansha3167
@sarojvansha3167 Жыл бұрын
Mausi tanka payin Manisha hei chanti na tame Janicha?
@bijaykhuntia
@bijaykhuntia 11 ай бұрын
🌹Bjp💪
@hrmanojkumardas3189
@hrmanojkumardas3189 11 ай бұрын
ବହୁତ ସୁନ୍ଦର କାମ କରିଛ ଭାଇ ଜୟ ଜଗନ୍ନାଥ,⭕‼️⭕🙏🙏🙏🙏
@MohansundarBag-qh8ls
@MohansundarBag-qh8ls Жыл бұрын
ଏଠାରେ ଗୋପାଳ ଦାସ। 2 ହେବାର ଥିଲା।।।।
@marshalbehera9120
@marshalbehera9120 Жыл бұрын
ସେ ମାଉସୀ କୁ ପଚାର ତା ଶାଶୁ ଶଶୁର ସେବା ଠିକସେ କରିଛନ୍ତିତ
@user-jo7ks3ym7s
@user-jo7ks3ym7s Жыл бұрын
😀😀😀😀😀
@anything7104
@anything7104 Жыл бұрын
Se mausi nku pachara tankra kou chua bhitari Swami ra kouta pandiyan ra kouta .. Chauthi rati gumara katha
@user-jo7ks3ym7s
@user-jo7ks3ym7s Жыл бұрын
@@anything7104 😀😀😀😀
@prasantamahala2294
@prasantamahala2294 Жыл бұрын
Se Maausi Bedhitaa
@saratchandrabiswal2284
@saratchandrabiswal2284 Жыл бұрын
Jaha heichi thik heichi, election time re kick khaiba re gendadala, sala question leak kariki chakiri bikucha kali mada habani ta au kn haba, happy Holi
@DhruvJagannath-t3e
@DhruvJagannath-t3e Жыл бұрын
ଧନ୍ୟବାଦ୍ ଭାସ୍କର ଭାଇ ଉପଯୁକ୍ତ ସମ୍ମାନ ଦେଇଛ ,ଆମ ଓଡ଼ିଆ ମାନଙ୍କ ଟଙ୍କା ରେ ତାମିଲନାଡୁ ରୁ ଆସି ଅୟେସ କରୁଥିଲା,ସେ ଶଳା କିଏ ତାକୁ ତୁରନ୍ତ ଓଡ଼ିଶା ରୁ ବାହାର କରା ଯାଉ ,ଆମ ଓଡ଼ିଶା ରେ କଣ କେହି ନାହାନ୍ତି, ପ୍ରକୃତ ଓଡ଼ିଶା ର ବୀର ରକ୍ତ ତୁମ ଦେହ ରେ ଅଛି🙏🙏🙏 ତୁମେ ଜୀବନରେ ବହୁତ୍ ଆଗକୁ ଯିବ ଜୟ ଜଗନ୍ନାଥ 🚩🚩🚩🚩
@manojkumarsi5364
@manojkumarsi5364 Жыл бұрын
Se poro Ghaita upore Nibahar
@shrinibassethi4627
@shrinibassethi4627 Жыл бұрын
ଯେଉଁ ଭାଇ ତମେ ପକେଇଛି କାଳି ତମ ପାଦତଳେ ଅଶେଷ ଅଶେଷ ଧନ୍ୟବାଦ୍ ଆଶା କରୁଛି ତମେ ବହୁତ୍ ସାହାସୀ
@Eagleeye774
@Eagleeye774 Жыл бұрын
ଏଇ ମାଈକିନା ଦଳ ପରମ ବଦମାସ୍.. ଧନ୍ୟ ତାଙ୍କ ଅଣ୍ଡିରାଙ୍କୁ..
@user-sb8yz9vp6e
@user-sb8yz9vp6e Жыл бұрын
5T ସଚିବ v.k ପଣ୍ଡିୟାନଙ୍କୁ ଓଡ଼ିଶାରୁ ବିତାଡିତ କରିବା ଦରକାର।
@pritymadam5061
@pritymadam5061 Жыл бұрын
ବହୁତ୍ ବଢିଆ ହେଇଛି।ଯିଏ କରିଛି ତାକୁ ଧନ୍ୟବାଦ୍।❤❤🎉🎉
@satyanarayanmohanty1934
@satyanarayanmohanty1934 Жыл бұрын
Bala na
@rockdeepak7888
@rockdeepak7888 Жыл бұрын
ଯେମିତି ଏକ ହେଇକି କାଳି ମାଡ କଲ ସେମିତି ଏକ ହେଇକି ଚାକିରୀ ମାଗ , 5 ଟଙ୍କିଆ ଡାଲମା ଭାତ , ଆଉ କାଳିଆ ଯୋଜନା ପଛରେ ପଡନି🙏🙏 ଫ୍ରି ଜିନିଷ ପଛରେ ପଡାନି ଓଡିଶା ବର୍ବାଦ ହେଇଯିବ🙏
@susantsusant9539
@susantsusant9539 Жыл бұрын
ଓଡ଼ିଶା ରେ ରାଷ୍ଟ୍ରପତି ଙ୍କ ଶାସନ ହେଉ। ବାଣ୍ଡିଆନ କୁ ଆଉଟ୍ କରାଯାଉ।
@manasacharya81
@manasacharya81 Жыл бұрын
ମାଉସୀ ସିଏ କଣ ଭଗବାନ ଧୂପ ,ଦୀପ , ଚନ୍ଦନ ଦେଇ ପୂଜା କରିବ,,, ପୁରା ନିଲଠା ହେଇଗଲେଣି,,
@odiyavloggerjhili797
@odiyavloggerjhili797 Жыл бұрын
Right
@RakeshRana-je4ws
@RakeshRana-je4ws Жыл бұрын
Mausi ku au mausa parunahanti abe pandian ra
@sashitecnical6897
@sashitecnical6897 Жыл бұрын
ଠିକ୍ ହୋଇ ଛି ଆମର ଦରକାର ନାହିଁ ଏନ୍ତା ତାମିଲ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଭାସ୍କର ସାହୁ 🎉
@geetaehsphearclinic
@geetaehsphearclinic Жыл бұрын
Excellent step by Mr. Bhaskar Sir. Salute to you
@alekhakandi1517
@alekhakandi1517 Жыл бұрын
ପୁରୀ ସତ୍ୟବାଦୀରେ ଗୋପବନ୍ଧୁ ଦାସ ଙ୍କ ଇତିହାସ ସ୍ମରଣୀୟ ହୋଇରହିଛି । ଏବେ ଭାସ୍କର ସାହୁଙ୍କ ଇତିହାସ ସ୍ମରଣୀୟ ହୋଇ ରହିବ ।
@parshurambhumia3771
@parshurambhumia3771 Жыл бұрын
ଯାତ୍ରା ନାଟ୍ୟକାର ମାନେ ଗୋଟିଏ ନାଟକ ରଚନା କରନ୍ତୁ .... ‌ପାଣ୍ଡିୟାନ୍ ପାଇଁ ସରକାର ବଦନାମ ।
@user-ox8gz7oe9k
@user-ox8gz7oe9k Жыл бұрын
ବଦନାମ ହେଲି ତୋରି ପାଇଁ !
@batimanimurmu-yy4cv
@batimanimurmu-yy4cv Жыл бұрын
Thik heichhi
@satyaprajnabehera8977
@satyaprajnabehera8977 Жыл бұрын
ନାଟକ ଲେଖା ସରିଲାଣି ଖାଲି ମଞ୍ଚସ୍ଥ ହେବ 2024 ରେ।
@LiFeHisTory04
@LiFeHisTory04 Жыл бұрын
ପାଣ୍ଡିଆନ୍ ପାଇଁ ସରକାର ବଦନାମ ହୋଇନାହିଁ। ସରକାର ପାଇଁ ପାଣ୍ଡିଆନ୍ ବଦନାମ ହୋଇଛନ୍ତି।
@parshurambhumia3771
@parshurambhumia3771 Жыл бұрын
@@satyaprajnabehera8977 ମୁଁ ବି ଆସିବି Sir ନାଟକରେ ଅଭିନୟ କରିବାକୁ ମୁଁ ମୁଖ୍ୟ ଖଳନାୟକ ହେବି ବବି ଦାସ ।
@143SukantiAleya
@143SukantiAleya Жыл бұрын
ମାଉସୀ ଚନ୍ଦନ ନୁହେଁ ତାକୁ ତୁଳସୀ ଦୟଣା ଦିଅ, ତାକୁ କେନ୍ଦ୍ରାପଡ଼ା ସାରଥୀ ଆଶ୍ରମ ରେ ରଖି ସତସଙ୍ଗ କର 🙏
@dm5297
@dm5297 Жыл бұрын
❤❤❤
@minamajhi2205
@minamajhi2205 Жыл бұрын
Government services man is politics very bad.good results all odisha seeing.
@krishnalenka7528
@krishnalenka7528 Жыл бұрын
Right
@swarna153
@swarna153 Жыл бұрын
😂😂😂bdhia kahicho ..TAMIL asiki odia nku rule kriba vbuchi ..TAMILNADU pthao yaku
@143SukantiAleya
@143SukantiAleya Жыл бұрын
@@swarna153 ଧନ୍ୟବାଦ
@b4_subudhi_143
@b4_subudhi_143 Жыл бұрын
Ati Sundar Bahut Badhia Heichi Dhanya Bad Sei Bhainku Jay Jagannath🙏🙏
@rajeshkantraj4967
@rajeshkantraj4967 Жыл бұрын
ମାଉସୀ ତୋ ସ୍ୱାମୀକୁ ଏମିତି ପୂଜାକରୁ ସାବିତ୍ରୀ'ରେ ଫୁଲ,ଚନ୍ଦନ, ଧୂପ, ଦୀପ--------ରେ
@rahulanata7046
@rahulanata7046 Жыл бұрын
ଆଲୋମାଉସି ତୋ ଘଇତା କୁ ଏତିକି ଫୁଲ ଚନ୍ଦନ ଦଉ
@prasantswain2154
@prasantswain2154 Жыл бұрын
😅
@odiyavloggerjhili797
@odiyavloggerjhili797 Жыл бұрын
Right
@user-jo7ks3ym7s
@user-jo7ks3ym7s Жыл бұрын
😀😀😀😀😀
@Manas_Bhoi
@Manas_Bhoi Жыл бұрын
😂😂😂
@ashishkumarrout9839
@ashishkumarrout9839 Жыл бұрын
Right
@manojnayak1537
@manojnayak1537 Жыл бұрын
ପାଣ୍ଡିଆନ୍ କୁ ପଚାରନ୍ତୁ ଦୈତ୍ୟାରି ପାରାଦୀପ iron ore ଟା୍ନ୍ସପୋର୍ଟ ପାଇଁ Tamilnadu ଟ୍ରକ୍ କାହିଁକି use ହଉଛି । ଓଡ଼ିଶାରେ କ'ଣ ଟ୍ରକ ନାହିଁ ?
@rajeshkumarpradhan4928
@rajeshkumarpradhan4928 Жыл бұрын
ଠିକ ଅଛି ଧନ୍ୟବାଦ ଭାଇ ଯିଏ କାଳୀ ମାଡ଼ କରିଛି ଚୋର ପାଣ୍ଡିଆନ
@sibasisgouda7273
@sibasisgouda7273 Жыл бұрын
We extend our respect and gratitude to that person who did this noble job🙏🙏🙏
@bishnupriyavolgatoz5238
@bishnupriyavolgatoz5238 Жыл бұрын
But that noble person need our support
@styxgming.......7020
@styxgming.......7020 Жыл бұрын
Thik karichi 1000 caaarruct....
@Funtube364
@Funtube364 Жыл бұрын
Ta pele chati diya
@bishnupriyavolgatoz5238
@bishnupriyavolgatoz5238 Жыл бұрын
@@Funtube364 to sister Ku patheti de pandu pakhaku sie bhalse kariba e kamata
@badalbehera-de7ci
@badalbehera-de7ci Жыл бұрын
Very shameful act
@jema7100
@jema7100 Жыл бұрын
ମା ଫୁଲ ଚନ୍ଦନ ଲଗାଇବାର ଅଛି ଜଦି ମହାପ୍ରଭୁ ଜଗନ୍ନାଥ ଙ୍କୁ ଲଗାଅ,
@ayushmandal4969
@ayushmandal4969 Жыл бұрын
ଭଲ ହେଲା ଭାସ୍କର ଭାଇ 🎉🎉🎉🎉
@Gyani-bro99
@Gyani-bro99 Жыл бұрын
In odisha everyone wants development, employment etc.. but they support uneducated MLA but not educated person who is working for them
@mihirranjan6248
@mihirranjan6248 Жыл бұрын
ଗୁଳି କରି ମାରି ଦବା କଥା ଏ ପଣ୍ଡିଆନ କୁ
@BELATARAS
@BELATARAS Жыл бұрын
Thik kotha vaii
@Manas_Bhoi
@Manas_Bhoi Жыл бұрын
ସତ କଥା
@allinformationindia9242
@allinformationindia9242 Жыл бұрын
👍🏻
@NiranjanMohanta417
@NiranjanMohanta417 Жыл бұрын
Right
@batimanimurmu-yy4cv
@batimanimurmu-yy4cv Жыл бұрын
Hn
@piyushrajkumar15
@piyushrajkumar15 Жыл бұрын
ଠିକ ହେଇଛି
@bhabanisankarpradhan1015
@bhabanisankarpradhan1015 Жыл бұрын
Bahut khusi lagila bahutdinapare gote khusi khabar sunibaku milila jay jagannath 🙏🚩🙏🚩🙏🚩🙏
@ommsubhamvlog77
@ommsubhamvlog77 Жыл бұрын
ବନ୍ଧୁ ମାନେ ଆଜିକାଲି ଜଣେ ସ୍ତ୍ରୀ ସ୍ୱାମୀ କୁ କେବେ ପୂଜା କରୁନି ଆଉ ପାଣ୍ଡିଆନ ଆସିଲେ ପୂଜା ଚନ୍ଦନ ଛି ଛି 😡😡😡
@feelingofhearts6709
@feelingofhearts6709 Жыл бұрын
ଘର ମାଇକିନା ର ଚରିତ୍ର ଉପେର ସେତବେଳେ ପ୍ରଶ୍ନ ଉଠିଥାଏ, ଯେତେବେଳେ ମାଇକିନା ପର ପୁରୁଷର ଗାଲରୁ କାଳୀ ନିଜ ପଣତରେ ପୋଛି ପକାଏ 🤣
@Manas_Bhoi
@Manas_Bhoi Жыл бұрын
🤣
@creatormode77
@creatormode77 Жыл бұрын
😂😂😂😂😂
@subhamsekharparida266
@subhamsekharparida266 Жыл бұрын
😂😂
@pratapkumarpratapanayak3487
@pratapkumarpratapanayak3487 Жыл бұрын
ପ୍ରକୁତ ଓଡିଆ ପୁଅ।ଠିକ୍ କରିଛନ୍ତି।ଜଣେ ଓଡ଼ିଆ ଓଡ଼ିଶା କୁ ଶାସନ କରିବ?ସବୁ ଓଡ଼ିଆ ଏକତ୍ରିତ ହୁଇ ମାଡ ମାର
@hariharamahanta375
@hariharamahanta375 Жыл бұрын
ଯାହା ହେଇଛି ଭଲ ହେଇଛି ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ
@darkboyjaga
@darkboyjaga Жыл бұрын
ଭଲ ଅତି ସୁନ୍ଦର ମାଉସୀ ଗୋଟେ ବଳ ଦଉନ ସେ ପଣ୍ଡାଇଆ କୁ
@amentertainment6998
@amentertainment6998 Жыл бұрын
ଜେଉ ବ୍ୟକ୍ତି ପଣ୍ଡିଆନକୁ କାଳୀମାଡ଼ କରିଛନ୍ତି, ସେବ୍ୟକ୍ତିକୁ ଅଶେଷ ଅଶେଷ ଧନ୍ୟବାଦ୍ ହୃଦୟରୁ, ଜଣେ ସରକାରୀ ଚାକିରିଆ ସେ ନେତା ଭଳିଆ କଣ ପାଇଁ ସଭାକୁ ଆସିବ,
@sarmisthapattanaik7145
@sarmisthapattanaik7145 Жыл бұрын
👍thik kahichanti
@bijaybibhu
@bijaybibhu Жыл бұрын
ବହୁତ୍ ସୁନ୍ଦର
@ReenaChalan-sc2bv
@ReenaChalan-sc2bv Жыл бұрын
ଆଗ ଲାଞ୍ଚ ଦିଅ ତାପରେ ଚାକିରୀ ନିଅ ଏ ଶାସନ ଚାଲିଛି ଓଡିଶା ରେ l ଯାହା ହେଇଛି ଠିକ ହେଇଛି l ଆଜି ଏମାନେ ଓଡିଶା କୁ ଶାସନ କରୁଛନ୍ତି ବୋଲି ତୋ ବେକାର ଯୁବକ ଯୁବତୀ ମାନେ ବାହାର ରାଜ୍ୟକୁ କୁଲି ମଜୁରୀ କରି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି l ଆପଣ କାଳି ମାଡ କରିଛନ୍ତି ଠିକ କରିଛନ୍ତି 🔥🔥🔥🔥🔥🔥🔥
@ANANDNARAYANRATH-bm4el
@ANANDNARAYANRATH-bm4el 11 ай бұрын
ଧନ୍ୟବାଦ। ଆଜି ଅଚାନକ କାଳି ମାଡ଼ କାଲି ଅଚାନକ ମରଣ ଆସିବ। ଭଗବାନ ଭାବୁଛି ନିଜକୁ।
@rameshjena8993
@rameshjena8993 Жыл бұрын
CONGRATULATIONS. MANY MANY THANKS . THIS IS INDICATION OF PUBLIC VOICE. ALLEGATIONS AT CENTRAL GOVERNMENT COULD NOT BE CONTROLLED, BUT PUBLIC MADE IT OK. THANKS.
@mithunbehera6205
@mithunbehera6205 Жыл бұрын
ଏହା ପାଣ୍ଡିଆନ ମୁହଁ ରେ କାଳି ମାଡ ନୁହଁ, ନବିନ ମୁହଁରେ । କାହିଁକିନା ପାଣ୍ଡିଆନ ନବିନ ବଦଳରେ ଆସିଛି ।😆😆😆
@gopalkrishnamallick
@gopalkrishnamallick Жыл бұрын
State government not central
@justinbeiber1827
@justinbeiber1827 10 ай бұрын
Z
@manojbehera5551
@manojbehera5551 Жыл бұрын
ମା..... ପାଣ୍ଡିଆ ନ୍ ଠିକ୍ ହେଇଛି ଯୋଉ ବ୍ୟକ୍ତି ଏହି କାମ କରିଛି ତାକୁ ଧନ୍ୟବାଦ ଓ ତାକୁ ଚପଲ ମାଳ ଦରକାର
@hrudanandasahuofficial
@hrudanandasahuofficial Жыл бұрын
ମାଉସୀତୁମେଜଣେ ସ୍ୱାର୍ଥବାଦୀ ପରପୁରୁଷଙ୍କୁ ଲୋଭି
@krishnadehuri7339
@krishnadehuri7339 Жыл бұрын
😂
@makrasoren6346
@makrasoren6346 Жыл бұрын
ଇଏ କିଏ ରାଷ୍ଟ୍ରପତିଙ୍କ ବେଳେ କରେଣ୍ଟ କଟିଥିଲା ପଲିସ କିଛି କରି ପାରିଲା ନାହିଁ ଏହାପାଇଁ କଣ କରିବା ଦରକାର, ଠିକ କରଛନ୍ତି ଯୁବକ ଜଣ, I support him👌👌👌.
@RockyReaction-s9b
@RockyReaction-s9b Жыл бұрын
ସତ୍ୟବାଦୀ ବ୍ଲକ ଗ୍ରସ୍ତ ପୂର୍ବରୁ 5T vk pandian Nimapada barabadi stadium ଆସିଥିଲେ ଏବଂ ସେଠାରେ ଫୁଲ ବର୍ଷା ହେବା ସହିତ ଜଗନ୍ନାଥ ଙ୍କ ଅଷ୍ଟକମ୍ ବାଜିଲା ସେଥିପାଇଁ କାଳିଆ ଠାକୁର କାଳୀ ବୋଳି ଦେଲେ
@sururururuuuuu
@sururururuuuuu Жыл бұрын
Maa mane tume ଧୂପ ଦୀପ aau ଝୁଣା ଇତ୍ୟାଦି ଦେଇ ପୂଜା କର। ଛି ଛି ଛି 😡😡😡😡
@user-cc7qq5cs3d
@user-cc7qq5cs3d Жыл бұрын
Sabu Paisa ra khela election samayare raati vitare SSG group maa manku prachura Paisa dei ki vote kinuchhi Aha saty ghatana ta mu nija akhire dekhichhi odisha bale Athara satarka hei vota diyantu nahele odisha ku khola karideba
@sureshsahoo6134
@sureshsahoo6134 Жыл бұрын
ଯାହା ହୋଇଛି ଭଲ ହୋଇଛି ଓ ଯାହା ହେବ ମଧ୍ୟ ଭଲ ହେବ ହରେ କୃଷ୍ଣ
@himanshudehury4309
@himanshudehury4309 Жыл бұрын
ଭଲ ହେଇଛି
@amritkumarsahoo8783
@amritkumarsahoo8783 Жыл бұрын
ବହୁତ ବଢିଆ
@user-zc4rf1yv6l
@user-zc4rf1yv6l 11 ай бұрын
Very nice work Thanks bro congratulations 🎉🎉🎉🎉
@jharanamahanta710
@jharanamahanta710 Жыл бұрын
Bhaskar Sahio sir nku ases ases dhanyabad 🙏🙏🙏🙏 jaha b heu aji jou durniti mulaka sasan ku challenge debaku agei asichhani au tankar sahasa ku koti salam 🙏🙏
@jyotiranjansahoo9801
@jyotiranjansahoo9801 Жыл бұрын
Vala heichi . Au tk vala hei parithanta
@dipun8599
@dipun8599 Жыл бұрын
ମାଉସୀ ଜୟ ଜଗନ୍ନାଥ ଙ୍କୁ ପୂଜା kr
@proudofkaling2267
@proudofkaling2267 Жыл бұрын
ଭଲ ହେଇଚି ଭଉଣୀଗିଆ ମାଗିଆ ଶଳା କୁ
@prangyachoudhury6097
@prangyachoudhury6097 Жыл бұрын
Very very thanks to this person 😍
@bikashpatra-ix2iz
@bikashpatra-ix2iz Жыл бұрын
ଯେଉଁ ମାନେ ଓଡିଶା ର ସ୍ୱାଭିମାନ କୁ ଭାଙ୍ଗିଛନ୍ତି ସେମାନଙ୍କୁ ଓଡିଶା ବାସୀ ଏତେ ଶୀଘ୍ର ଛାଡ଼ିବେ ନାହିଁ l
@sudhiranjanmishra3726
@sudhiranjanmishra3726 Жыл бұрын
ସଚିବ କାହିଁକି ବୁଲୁଛନ୍ତି। କୋଉ ରାଜ୍ୟରେ ସଚିବ ବୁଲୁଛନ୍ତି ? ଆମ ମୁଖ୍ୟମନ୍ତ୍ରୀ କୋଉଠି ? ବଞ୍ଚିଛନ୍ତି ତ ! ନା ଏସି ଘରେ ସୋଇଛନ୍ତି । କୁମ୍ଭୀର ଗୋଟେ ଲୋକକୁ ଖାଇଗଲା। ସେ ଖବର ବଡ଼ ନୁହେଁ !!! ଏଇ ଖବର ବଡ଼ ! ସବୁ ଭୋଟ ପାଇଁ ନାଟକ । ମାଆ ଭଉଣୀ ଝିଅ କହି ଆମ ଓଡ଼ିଶା କୁ ଲୁଟି ଖାଇ ଭିକାରୀ କରିସାରିଲାଣି । ଠିକ୍ ହେଇଛି। ଗୋବିନ୍ଦ କୁଆଡେ଼ ଗଲା ? ଯାହାହେଉ ଗୁଳି ମାଡ଼ ହେଇନି ।😝🤪😂
@sumitraojha57
@sumitraojha57 Жыл бұрын
👍👍
@sarmisthapattanaik7145
@sarmisthapattanaik7145 Жыл бұрын
Nirat satakathate kahila
@bibhuprasadbarik7921
@bibhuprasadbarik7921 Жыл бұрын
ଭାଇ viral ହେବା ପାଇଁ ଇଏ ଗୋଟେ ଚାଲ୍ । ଆଉ ଯଦି କିଏ ଉଦେସ୍ ନେଇକି କରିଛି ତ ଠିକ୍ ଶିକ୍ଷା ଦେଇଛି ଆହୁରି ହେବ ।
@Snjay739
@Snjay739 Жыл бұрын
ବହୁତ ବଢିଆ ହୋଇଛି 👍
@babulpalai2598
@babulpalai2598 Жыл бұрын
ଭାସ୍କର ସାହୁ Dil se thnks 🧡
@mailpintu1
@mailpintu1 Жыл бұрын
ମାଉସୀ ଜଣଙ୍କ ଭିଡ଼ିଓ ରେ କହୁଛନ୍ତି ,ସିଏ ଚନ୍ଦନ ଲଗେଇବାକୁ ,ଫୁଲମାଳ ଆଉ ବନ୍ଦାପନା କରିବାକୁ ଆସିଥିଲେ !!!!!ମାଉସୀ ଆପଣ ଗୋଟେ ଘରେ ଫୋଟୋ ରଖନ୍ତୁ ,ଆଉ କରନ୍ତୁ ..
@odiyavloggerjhili797
@odiyavloggerjhili797 Жыл бұрын
Mausi Tama swamiku kabe Puja karicha
@mundarama1122
@mundarama1122 Жыл бұрын
ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ଙ୍କୁ କେବେ ବି ବିରୋଧ କରାଯାଇନାହିଁ।
@hemantaparida5506
@hemantaparida5506 Жыл бұрын
ବହୁତ୍ ଭଲ ଆହୁରି ମାର
@santoshsamantaroy1834
@santoshsamantaroy1834 Жыл бұрын
Mr. Basker shau is intelligent person, we like him and proudly for him.
@papunmajhi3903
@papunmajhi3903 Жыл бұрын
Bhala achi
@susmitasethi4183
@susmitasethi4183 Жыл бұрын
କାଳୀ ମାଡ଼ କରିଥିବା ବ୍ୟକ୍ତି ବହୁତ୍ ବଢିଆ କରିଛନ୍ତି ପାଣ୍ଡିଆ କୁ ଓଡ଼ିଶା ରୁ ବାହାର କରାଯାଉ
@darkboyjaga
@darkboyjaga Жыл бұрын
ଅତି ସୁନ୍ଦର ଭଲ ହେଇଛି 😀😀😀😀😀😀😀
@prakashchandramallick4899
@prakashchandramallick4899 Жыл бұрын
ସାବାସ ଭାଇ 👍 ତାମୋକୁ ସାଲୁଟୁ ମାରୁଛୁ ଏହା ହେବା ଦରକାର୍ ଥିଲା
@iconicindrajit3660
@iconicindrajit3660 Жыл бұрын
hats off to u bhaskar babu.....u r great ....no doubt u will be a great poltician in odisha
@lilirout5905
@lilirout5905 Жыл бұрын
Patience very strong 💪
@anantabehera498
@anantabehera498 Жыл бұрын
କଣ ହଉଛି ଏଠି ପାଣ୍ଡିଆନଙ୍କୁ ଏମିତି କାଳୀ ମାଡ଼ କରିବାଟା କେତେ ଦୁରୁ ଠିକ ଜଣେ ଓଡ଼ିଶାରେ C M ଓ ତାଙ୍କ ସଚିବଙ୍କ ଉପରେ ଏମିତି କାଳୀ ମାଡ କରିବାଟା ଓଡ଼ିଶାର ସମାନ ଉପରେ ନିଶ୍ଚୟ ପ୍ରଭାବ ପକେଇବା .. ଏହା ବହୁତ ନିନ୍ଦ ନିୟ ଘଟଣା
@jagatmohannayak6509
@jagatmohannayak6509 Жыл бұрын
ଏ ମାଉସୀ ବେଶି ଦେଖେଇ ହେଉଛି... କେବେ ଆପଣଙ୍କର ଭଗବାନ( ସ୍ଵାମୀ) ଙ୍କୁ ଫୁଲ ଚନ୍ଦନ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରିଛନ୍ତି ଫୁଲ ତୋଡା ଦେଇଛନ୍ତି.....
@rameshkumarmallik5099
@rameshkumarmallik5099 Жыл бұрын
ଠିକ୍ ହେଇଚି
@jasobantasamal4297
@jasobantasamal4297 Жыл бұрын
Superb sir. You are grate leader bcz you are the initiator of young generation.
@panigrahijyotsna4142
@panigrahijyotsna4142 Жыл бұрын
Thank you very much,yang, man❤
@pmart4477
@pmart4477 Жыл бұрын
Kali nuhe guli darkar thila...odisha re kebala odia loko rahiba katha...
@ramakantapal2672
@ramakantapal2672 Жыл бұрын
Very good job
@pratixavlogs4835
@pratixavlogs4835 Жыл бұрын
ବଢିଆ ହୋଇଛି ଖୁବ୍ ଭଲ ହେଇଛି
@user-ey7nl2ny4l
@user-ey7nl2ny4l Жыл бұрын
Bhaskar bhai tamaku koti koti pranam....
@soubhagyar.parida4460
@soubhagyar.parida4460 Жыл бұрын
Great job by Bhaskar sahoo.....
@shasikantamalik5899
@shasikantamalik5899 Жыл бұрын
ବେଳ ଭଲରେ ନାରଣ ସେ ଗୁଳି ଫୁଟେଇ ନି.... 😃😃
@basetmajhi440
@basetmajhi440 Жыл бұрын
କାଳି ମାଡ ଯିଏ କରିଛି ବହୁତ ଭଲ କରିଛି ପାଣ୍ଡିୟାନ କିଏ CM
@ranjitamohanta545
@ranjitamohanta545 Жыл бұрын
Very good Bhaskar sahoo
@dpindian6750
@dpindian6750 Жыл бұрын
Great work done by real odia ପୁଅ au baki sabu hinjida
@pravashranjan2170
@pravashranjan2170 Жыл бұрын
Once odisha was under Madras province. I think, now Navin patnaik, under his 5T (i.e. Transformation) is trying very hard to go before 1 April 1936 , and merge odisha in Tamilnadu... Tamil Dummy CM, Tamil contractors, Tamil officers, all...😮
@mamatasahoo858
@mamatasahoo858 Жыл бұрын
Super wow good emiti haba darkar
@mkaimchannel6167
@mkaimchannel6167 Жыл бұрын
କାହିଁକି କାଳି ମାଡ଼ କରିବ। ପାଣ୍ଡିଆନ୍ ଆସିବାରୁ ଓଡ଼ିଶାର ଉନ୍ନତି ହୋଇଛି।୫T ସ୍କୁଲ ହେଲା ମନ୍ଦିର ହେଲା ଆହୁରି ଅନେକ ଉନ୍ନତି କରିଛନ୍ତି।
@harsitmohanty9893
@harsitmohanty9893 Жыл бұрын
ଶଳାକୁ ଚପଲରେ ସେକ ପାଦ୍ରା ମାସ ଛାଡ଼ିଯିବ 😄😄😄
@krushnamuduli2645
@krushnamuduli2645 Жыл бұрын
It is a good lesson to Nabin and also to pandian
@amirpradhan3037
@amirpradhan3037 Жыл бұрын
Very good
@prakashnayak4947
@prakashnayak4947 Жыл бұрын
ବହୁତ୍ ଭଲ ହେଇଛି।
@creation5219
@creation5219 Жыл бұрын
Lo maushi tu athra mp hei jibu🤣🤣🤣
@user-jo7ks3ym7s
@user-jo7ks3ym7s Жыл бұрын
😀😀😀😀😀
@markdigital2379
@markdigital2379 Жыл бұрын
ସେକାଳି ମାଡ଼ କଲା ସଏବଇରଉଧଥଇଲଆ ହେଲେ ଆମେ କ'ଣ ବିରୁଧିକି,,,,? ଭଲ ହୋଇଛି,,ଧନ୍ୟବାଦ୍
黑天使遇到什么了?#short #angel #clown
00:34
Super Beauty team
Рет қаралды 48 МЛН
If Barbie came to life! 💝
00:37
Meow-some! Reacts
Рет қаралды 78 МЛН
А ВЫ УМЕЕТЕ ПЛАВАТЬ?? #shorts
00:21
Паша Осадчий
Рет қаралды 1,9 МЛН
The Joker kisses Harley Quinn underwater!#Harley Quinn #joker
00:49
Harley Quinn with the Joker
Рет қаралды 18 МЛН
Ip Man 2 | The Boxing Competition
15:57
Cinewatch
Рет қаралды 7 МЛН
黑天使遇到什么了?#short #angel #clown
00:34
Super Beauty team
Рет қаралды 48 МЛН