Senior servitor Durga Dasmohapatra Makes Big Revelations on Ratna Bhandar

  Рет қаралды 197,689

OTV

OTV

Күн бұрын

Пікірлер: 199
@LazyTurtle587
@LazyTurtle587 3 ай бұрын
ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଲା ଯେ...ରତ୍ନ ଭଣ୍ଡାରକୁ ନେଇ ପ୍ରହସନ ଚାଲିଥିଲା....ବାହାର ଓ ଭିତର ଭଣ୍ଡାର ଘର ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ଧନ ରତ୍ନ ନାହିଁ....କେତେକ ଲୋକ, ୟୁଟ୍ୟୁବର, ମିଡ଼ିଆ ଵାଲା...ଲୋକଙ୍କୁ କେବଳ ଭୁଆଁ ବୁଲଉଛନ୍ତି...
@harisankarnaik1104
@harisankarnaik1104 3 ай бұрын
Suranga nihati thiba, Karan kichi bi asubidha samayare pura ratna ku bahar ku neba paii anya ek baat Raja Mane karithanti.
@bijayabehera9663
@bijayabehera9663 3 ай бұрын
ଯେତେ ବି ମିଡିଆରେ କହୁଛନ୍ତି ଭାଇ ଭିତିରିଆ କଥା କହୁ ନାହାନ୍ତି 🥱🥱
@shreyasroutray510
@shreyasroutray510 3 ай бұрын
Bhai jayrajguru nka samaya re Srimandira ru Radhavallabh matha jae suranga thila.... Britishers nka tharu banchiba pain jayrajguru Khurdha Raja nku sie suranga dwara jiba asiba pain upadesh dei thile au raja bi sei suranga ku byabahara karu thile.....emiti bi kuha jae ki sie suranga Khurdha Gada jae connected thila........8th class history book re mention achi padhi debe BSE odisha ra .
@sunitamohanty6729
@sunitamohanty6729 3 ай бұрын
@@harisankarnaik1104 .
@GolapMohanty-kc8kz
@GolapMohanty-kc8kz 3 ай бұрын
ସାମ୍ବାଦିକ ମହାଶୟ ଙ୍କୁ କରେଣ୍ଟ ଚେଙ୍କ ଦିଆଯାଉ।
@tapanbiswal6143
@tapanbiswal6143 3 ай бұрын
Iaaa janiche kn je jagganath premo ro kiche kariparibo
@sarongomahar
@sarongomahar 3 ай бұрын
ଜିନିଷ।ଜଣାପଡ଼ିଲା।ଧନ୍ୟବାଦ୍
@kamaliniguru3734
@kamaliniguru3734 3 ай бұрын
Jay Jagannath
@soumyaranjan2496
@soumyaranjan2496 3 ай бұрын
ଆରେ ଏ ରିପୋର୍ଟର ଖାଲି ପଥର ପଥର କଣ ହଉଛି, ଆଉ କିଛି ପ୍ରସଙ୍ଗ ପଚାରୁନ
@kushadhawajathanapati250
@kushadhawajathanapati250 3 ай бұрын
ଏଇ ମହାଶୟ ସାମ୍ବାଦିକ ନ କରି ସି,ବି,ଆଇ ରେ କାମ କରିବା କଥା ଗୋଟିଏ କଥା କୁ ବାରମ୍ବାର ସେବାୟତ ଙ୍କୁ ପଚାରୁଛନ୍ତି
@manojkumarbehera2861
@manojkumarbehera2861 3 ай бұрын
ଆରେ ଏ ରତ୍ନ ଭଣ୍ଡାର ଡ୍ରାମା ବନ୍ଦ କର। ବହୁତ୍ ହେଇଗଲା। ନା ତ କଳାଟଂକା ରୁ କିଛି ଲୋଙ୍କ ପାଖକୁ ଆସିଲା ନା ଏ ରତ୍ନ ରୁ ଲୋଙ୍କର କୌଣସି ହୀତ ସାଧନ ହେବ।
@s.kbehera2828
@s.kbehera2828 3 ай бұрын
ଇଏ ଅତି ଲେମ୍ବୁ ଚିପୁଡି ଲା ଭଳି ପ୍ରଶ୍ନ କରୁଛନ୍ତି । ଗଣମାଧ୍ୟମ ର ପ୍ରତିନିଧି । କେତେ ଚଉଡା ଲମ୍ବା ମୋଟା ପତଳା କେତେଟା କବାଟ କେତୋଟି ବାଟ। ଏ ସବୁ ସର୍ବସାଧାରଣ ଙ୍କ ଯାଣିବା ର ଆବଶ୍ୟକତା କଣ ରହିଛି ? ଯାଣି ଲେ ବିଦେଶୀମାନଙ୍କୁ କଣ, ଆଉଥରେ ଆମନ୍ତ୍ରିତ କରିବେ କି ? ଲୁଣ୍ଠନ କରିବା ପାଇଁ । ଠାକୁର ଙ୍କ ସମ୍ପତିର ତଥ୍ଯ ଯାଣିବା ର ଏତେ ଉଶ୍ଚକତା କାହିଁକି ଏ ସମସ୍ତ ମିଡିଆବାଲାଙ୍କର । ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ ଏ ମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ।
@KedarSethi-co6es
@KedarSethi-co6es 3 ай бұрын
ଜୟ ଜଗନ୍ନାଥ 🙏🙏🙏
@DebashisMohapatra-nz1dp
@DebashisMohapatra-nz1dp 3 ай бұрын
କିଛି ନାହିଁ କି କିଛି ଦେଖି ନାହାନ୍ତି, ଖାଲି ମନ ବୁଝିବାକୁ ଏ interview, ଏତିକିରେ media ର ବାଳ ଉଡ଼ିଗଲା. Media କୁ ନେଇ ସୁଡ଼ଙ୍ଗ ଭିତରେ ଛାଡ଼ି ଦିଅ.
@durgeshpatra4498
@durgeshpatra4498 3 ай бұрын
ଏ ପଣ୍ଡା ମିଶ୍ର ପାଗଳ କୁ ରଖଛି
@JHSAKETANBISWÀL
@JHSAKETANBISWÀL 3 ай бұрын
ଦେଖେଇ ହେବ ନି
@mrperfectlipu8637
@mrperfectlipu8637 3 ай бұрын
Jay jay jay Jagannath 🙏🙏🙏🙏🙏😘
@sriniludas3622
@sriniludas3622 3 ай бұрын
ଜୟ ଜଗନ୍ନାଥ 🙏🌹🙏ଜୟ ଜଗନ୍ନାଥ 🙏🌹🙏ଜୟ ଜଗନ୍ନାଥ 🙏🌹🙏
@santoshnayak-ic9xm
@santoshnayak-ic9xm 3 ай бұрын
Aree Bhai mane bujha tike.... Sabu kichi acchi.. Bass thakura chahinle dekheibe... Ete sahaja nuhan je ama akhi esabu dekhi pariba... Ki kou bhi nana baa jie bhi huantu.... Jagatara natha pakhe sabu bhandara hei achhi.. ❤Jay jagannath 🥰🙏.. Proud to be born in kalinga..
@PabitrakumarRout-k1o
@PabitrakumarRout-k1o 3 ай бұрын
Jay jaganath 🙏🙏🙏🙏🙏
@dillip29326
@dillip29326 3 ай бұрын
ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଲା ଯେ...ରତ୍ନ ଭଣ୍ଡାରକୁ ନେଇ ପ୍ରହସନ ଚାଲିଥିଲା....ବାହାର ଓ ଭିତର ଭଣ୍ଡାର ଘର ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ଧନ ରତ୍ନ ନାହିଁ....କେତେକ ଲୋକ, ୟୁଟ୍ୟୁବର, ମିଡ଼ିଆ ଵାଲା...ଲୋକଙ୍କୁ କେବଳ ଭୁଆଁ ବୁଲଉଛନ୍ତି... ଦୁର୍ଭାଗ୍ୟବଶତ ଭିତରେ କୌଣସି ଟନେଲ କିମ୍ବା ଗୁମ୍ଫା ଆବିଷ୍କୃତ ହୋଇନାହିଁ | ଭିତରେ କୌଣସି ସାପ କିମ୍ବା ସରୀସୃପ ମିଳିଲା ନାହିଁ | କୌଣସି ଅପ୍ରାକୃତିକ ଶବ୍ଦ ଶୁଣାଗଲା ନାହିଁ | କାହା ସହିତ କୌଣସି ଖରାପ ଘଟଣା ଘଟିଲା ନାହିଁ | ନଚେତ୍ ଏହି ସମ୍ବାଦ ଚ୍ୟାନେଲଗୁଡିକ ନିଶ୍ଚିତ ଭାବରେ ଏହାର କପିରାଇଟି ଉପରେ ଯୁଦ୍ଧ ଆରମ୍ଭ କରିଥାନ୍ତେ | ଦୁର୍ଭାଗ୍ୟବଶତ BJD ବିଜେଡି ସରକାରଙ୍କ ଦ୍ୱାରା କୌଣସି ଧନସମ୍ପଦ ଭୁଲ୍ ଲୁଟ୍ କିମ୍ବା ଚୋରାଚାଲାଣ କରାଯାଇ ନାହିଁ। ତୁମେ ସମସ୍ତେ ନ୍ୟୁଜ୍ ଚ୍ୟାନେଲ୍ କାହିଁକି ମିଛ କହୁଥିଲ? ତୁମେ ଭାବୁଛ କି ଆମେ ସମସ୍ତେ ଚୁତିଆ |
@binoddas7295
@binoddas7295 3 ай бұрын
Jadi ମୋଗଲ 4 ମାସ ମନ୍ଦିର ଭିତରେ 1000 ଜଣଙ୍କୁ ନେଇ ଖୋଜି ପାରିଲେ ନାହିଁ, 18 ଥର ଆକ୍ରମଣ ପରେ ମଧ୍ୟ ରତ୍ନ କିଛି ସୁରକ୍ଷିତ, 7,8 ଘଣ୍ଟା ର ରହଣି କରି non technical ଲୋକ କଣ କହିବେ, 1000 times under ଗ୍ରାଉଣ୍ଡ ଏବଂ ଆଉ ଅଧିକ room ଭାବିବ.
@sujitsahu4087
@sujitsahu4087 3 ай бұрын
Sj Durga DasMohapatra sir pranam
@manaswinisahoo6357
@manaswinisahoo6357 3 ай бұрын
ଏତେ ସୁନ୍ଦର ବର୍ଣ୍ଣନା ଏବଂ ଧୈର୍ଯ୍ୟର ସହିତ ବ୍ୟାଖ୍ୟା, ଖୁବ୍ ଭଲ ଲାଗିଲା
@RAJUDAS-rp7db
@RAJUDAS-rp7db 3 ай бұрын
🙏🙏🙏Jay Jagannath 🙏🙏🙏 Rabindra Mishra . Satya Satya Satya Tarbar Satya
@Public-o4b
@Public-o4b 3 ай бұрын
Se pa jagatara natha jagannath 🙏🙏...kaliaa ra lilaa bahut...se kn pain a amanisha manku tar ratna sabu daba ...se sabu gayeb karideichi..jay jagannath 🙏🔱🙏
@arundhatibiswal8460
@arundhatibiswal8460 3 ай бұрын
Jay Jagannatha ❤🙏
@animalharbor123
@animalharbor123 3 ай бұрын
DD 1 thila... Bahut bhala thila...
@prasantakumarswain8680
@prasantakumarswain8680 3 ай бұрын
ଜୟ ଜଗନ୍ନାଥ🙏⚫️❗️⚫️🙏
@mmmotivationrelaxing3798
@mmmotivationrelaxing3798 3 ай бұрын
Pure duniya ko jankari de kar bahut achha kam kiye ,😡😡😡 government se ek request hai ki aaj se shree jagannath mandir mein 24 hour police protection v de, Mere odisha basi bhai bahen aap log ka kya raye hai,jai jagannath
@antaryamipradhan2
@antaryamipradhan2 3 ай бұрын
Jay Jagannath 🙏🙏🙏
@subalapradhansubalapradhan9890
@subalapradhansubalapradhan9890 3 ай бұрын
ମାଗ୍ୟୟ ରିପୋର୍ଟର ତେଲ ମାରେନା
@kanhuachary8767
@kanhuachary8767 3 ай бұрын
ପ୍ରକୃତରେ କେତେ ଥିଲା କେତେ ଲୁଣ୍ଠାନହୋଇ ଛି ତାର ହିସାବ କନ୍ ଅଛିକି
@sandipanimishra1741
@sandipanimishra1741 3 ай бұрын
🙏ଜୟ ଜଗନ୍ନାଥ 🙏
@ALOKKUMARTRIPATHY
@ALOKKUMARTRIPATHY 3 ай бұрын
JAY JAGANNATH
@golakbiharisahoo4795
@golakbiharisahoo4795 3 ай бұрын
ଦୟାକରି ପ୍ରଶ୍ନ ଗୁଡିକ ରିପିଟ୍ କରନ୍ତୁ ନାହିଁ । ଏହା ଏକ ସ୍ପର୍ଶକାତର ବିଷୟ।
@kushadhawajathanapati250
@kushadhawajathanapati250 3 ай бұрын
ଓଟିଭି କହିବା ମାନେ କଣ ପାଣ୍ଡିଆନ ସବୁ ଅଳଙ୍କାର ନେଇକି ତାମିଲନାଡୁ ପଲେଇ ଗଲେ ତ ସବୁ ଅଳଙ୍କାର କେମିତି ସୁରକ୍ଷିତ ଅଛି
@AmarWini
@AmarWini 3 ай бұрын
Aasigala tama bapa nku support karibaku
@kanhuachary8767
@kanhuachary8767 3 ай бұрын
ପ୍ରକୃତରେ କେତେ ଥିଲା ଓ କେତେ ଲୁଣ୍ଠନ ହୋଇଥିଲା ଏବେ କେତେ ଅଛି କିଆଜନେ
@Hellodisha
@Hellodisha 3 ай бұрын
Otv news reporter ଟା ପୁରା ଗଧ ଟା.... Educated Nana ତାକୁ ପୁରା ଧୋଇ ଦେଲେ 🙏🏻 ରିପୋର୍ଟର ନନାଙ୍କ ପାଟିରୁ ବିଜେଡି ଲୁଟିଛି ବୋଲି ଶୁଣିବାକୁ ବହୁତ ଚେଷ୍ଟା କଲା..ହେଲେ ନନା ଧୋଇ ଦେଲେ... ସାଲୁଟ
@JSabar-d9e
@JSabar-d9e 3 ай бұрын
Jay Jagannath ⭕‼️⭕🙏🙏🙏🙏🙏🙏
@satyashreenayak3953
@satyashreenayak3953 3 ай бұрын
Jay Jagnnath
@bisudj6732
@bisudj6732 3 ай бұрын
Jay Shri Ram Jay Jay Shri Ram Jay Jay Jagannath har har mahadev 🙏🙏🙏🙏🙏🙏🙏🙏🙏🙏🙏
@am9519
@am9519 3 ай бұрын
ଯଦି ସ୍ବର୍ଗତ ରବି ମିଶ୍ରେ ମିଛୁଆ.. ଯଦି ବିଭୂଧ ରଞ୍ଜନ ମିଛୁଆ..ଆପଣ ଯାହା କହୁଛନ୍ତି ସତିଆ ବୋଲି ଲୋକେ କାଇଁ ଭାବିଦେବେ??? 🤨
@rajendrakumarbiswal5973
@rajendrakumarbiswal5973 3 ай бұрын
Thik kahicha bhai
@Mr.brahminn
@Mr.brahminn 3 ай бұрын
Point Bhai 👍
@PRAVAKARSAHU-em4nt
@PRAVAKARSAHU-em4nt 3 ай бұрын
Otv. Khuthila. Pandia. Sunanei. Jaichi. Au. Ja ha. Achhi. Otv. Au. Sarkar.bhaga.kari.neijaa😊
@balabhadrapadhy6891
@balabhadrapadhy6891 3 ай бұрын
ପ୍ରଫେସର୍ ଦୁର୍ଗାପ୍ରସାଦ ଦାସମହାପାତ୍ର ମହୋଦୟଙ୍କୁ ପ୍ରଣାମ। 🙏
@SADANANDADEBATA
@SADANANDADEBATA 3 ай бұрын
Apananku. Bahut. Dhanyabad. Jayjaganantha.
@mayanprusty6838
@mayanprusty6838 3 ай бұрын
ଏସଳା ରିପୋଟରକୁ ଭୀତରକୁ ପଠେଇଦିଅ ସିଏଦେଖିକିଆସୁ ସେସଳାକୁ ସବୁପଚାର କଣଅଛି କହ
@ManojKumar-qd4yc
@ManojKumar-qd4yc 3 ай бұрын
Jay jagannath 🙏
@deepakkumarjena5752
@deepakkumarjena5752 3 ай бұрын
ଓଟ ପାଟିରୁ ରକ୍ତ ବାହାରିଲାନି ତଥାପି ସେ କଣ୍ଟା ଗଛକୁ ଚୋ
@mayanprusty6838
@mayanprusty6838 3 ай бұрын
ସବୁକହିଦିଅ ଚୋରଙ୍କୁ ସବୁନେଇଜିବେରେ ବାବା
@Hay-i6c
@Hay-i6c 3 ай бұрын
Histrprical work jay jaggnatha
@mamatanayak504
@mamatanayak504 3 ай бұрын
Jay Jagannath
@santanuroutrout4512
@santanuroutrout4512 3 ай бұрын
Who are you to ask him about detels
@birsinghhembram5553
@birsinghhembram5553 3 ай бұрын
ରତ୍ନଭଣ୍ଡାର ବିଷୟ ରେ କିଛି ସତ୍ୟ ଜାଣି ଯେଉଁ ନାହିଁ । ଯେତିକ ଓଡ଼ିଆ ଚେନାଲ byte ଦେଖିଲି ସମସ୍ତେ ଭିନ୍ନ ଭିନ୍ନ କହୁଛନ୍ତି। ଲାଗୁଚି ଏମାନେ ସତ୍ୟ ଟା କେବଳ ତାଙ୍କ ମାଇପ, ଛୁଆ ପିଲାଙ୍କୁ ହିଁ କହିବେ। ମୋର ଗୋଟେ ପ୍ରଶ୍ନ ରତ୍ନଭଣ୍ଡାର କଣ ପାଇଁ ଖଲା ଗଲା??? ଯଦି ବି ଖଲା ଗଲା 4.5 ଓଡ଼ିଆ କଣ ସତ୍ୟ ଜାଣିବା ମନା???
@antaryamipradhan411
@antaryamipradhan411 3 ай бұрын
Gous
@subhashreebaral8987
@subhashreebaral8987 3 ай бұрын
Jagannath pravu chamtkar kale ...kichi dekhagalani.
@GyanaSahu-qn3ul
@GyanaSahu-qn3ul 3 ай бұрын
Asabu video karantuni satru bhaya achhi
@bijayabehera9663
@bijayabehera9663 3 ай бұрын
ଯେତେ ବୁଲେଇ ବଙ୍କାଇ କହିଲେବି ସତ କହିବେନି ସେମାନେ ସମସ୍ତେ ଭିତିରିଆ କଥା କୁ କହିବେନି
@Shreemakes
@Shreemakes 3 ай бұрын
Reporter's approach is very annoying, kindly let others to speak completely.
@ashokkumarnayak1648
@ashokkumarnayak1648 3 ай бұрын
Much jewellery not there, I think😊😊😊😊😊😊
@suchitraprusty536
@suchitraprusty536 3 ай бұрын
🙏🏽🙏🏽
@jayantibehera974
@jayantibehera974 3 ай бұрын
Durga das mahapatra bahut dharjya ra sahita utara dauchhanti pranam agyan das mahasaya madhusudan bilkul bhala lagunj apana gudeitudei pachariba
@krushnamishra8826
@krushnamishra8826 3 ай бұрын
Jay jagannath sei gote katha kete pacharucha media bhai
@dracogeming3800
@dracogeming3800 3 ай бұрын
ମୁ ଗୋଟେ ମଦୁଆ ମାଗିହେ ପାନ ଖାଇ ଛେପ ପାଟିଭିତରେ ଦେଖି ଘୃଣା ଲାଗୁଛି
@SuniSs-e9u
@SuniSs-e9u 3 ай бұрын
ତୁ ଗଲୁନି ତା ଭିତରକୁ ଆସିକି explain କରି ଥାଆନ୍ତୁ 😂😂
@gyanaranjandash1207
@gyanaranjandash1207 3 ай бұрын
Durga babu nka katha kahibara sayeli bahut bhala Anya panda nka apekhya
@9990848145
@9990848145 3 ай бұрын
Sir ଜଣେ ଭଲ ଇତିହାସ ପ୍ରଫେସର ଏବଂ ଭଲ ସୁହୃଦ ବ୍ୟକ୍ତି.. ଜୟ ଜଗନ୍ନାଥ 🙏
@sukantabarik9405
@sukantabarik9405 3 ай бұрын
Ratna bhandara surakhita thila hele ebe surakhita rahiba ta
@subhrabhanu
@subhrabhanu 3 ай бұрын
Reporting level 🙏🏻😛
@lipumantri2875
@lipumantri2875 3 ай бұрын
Jay Jagannath Swami
@nabakishortripathy2856
@nabakishortripathy2856 3 ай бұрын
Nonsense reporter. Not giving a chance to that priest to speak properly
@SureshMalla-ue8ip
@SureshMalla-ue8ip 3 ай бұрын
Jai jaganaath❤
@HAPPYPRADHAN-b2g
@HAPPYPRADHAN-b2g 3 ай бұрын
Comdey sence kab khatam hoga year odisha mein maja nahi Ara hai
@Dk..Mangal
@Dk..Mangal 3 ай бұрын
Media mana icha question karuchi au kahuchi eta sadhe charikoti odia nka prasna 😃
@jrrkbcreation1441
@jrrkbcreation1441 3 ай бұрын
Comedian harihar ku ratna Bhandar ra list dio , se kahu thila na pandian tamilnadu nei jai chhanti
@Sonali28093
@Sonali28093 3 ай бұрын
Raja chori kariki suna anithile jaga ra chori suna kana haba
@JayantiNayak-d4c
@JayantiNayak-d4c 3 ай бұрын
Timiku. Pachara jau. Khali sebayata mananku. Pachara jauchi Midia bhitaraku. Jau. O. Live karajau ok
@madhusmitamaharana3825
@madhusmitamaharana3825 3 ай бұрын
se malik tara surakhita rakhibe tmra tenson kabhi haucha
@Sonali28093
@Sonali28093 3 ай бұрын
Sabhya member … spasta bhasa .. educated
@madhusmitamaharana3825
@madhusmitamaharana3825 3 ай бұрын
Mahaprabhunka ratna tumra ete jera kariba kan darkar
@SatyajitDas-l8h
@SatyajitDas-l8h 3 ай бұрын
Bhanga khaiki question karuchi...same question kete thara repeat karichi
@lijukandi9505
@lijukandi9505 3 ай бұрын
Bala katha
@santoshsahu1052
@santoshsahu1052 3 ай бұрын
Lokanatha appana manka sahi ta thile 🙏
@parsuramsahoo7509
@parsuramsahoo7509 3 ай бұрын
ବାଲ ଚାନେଲ କୁ। ବାଲ ସାମ୍ବାଦିକ ବାଲ ପ୍ରଶ୍ନ😂😂😂😂😂😂😂
@iswarsenapati4340
@iswarsenapati4340 3 ай бұрын
Ola Giha Ropotor Bohut kotha mendha giha
@iswarsenapati4340
@iswarsenapati4340 3 ай бұрын
Sea 10 thoro kohuchonti ASI tato Todonto kiribe a ola Giha Ropotor 10 phocharuchi
@SukantaMaharana-j2t
@SukantaMaharana-j2t 3 ай бұрын
Bhainannku Kahibaku deunahanti sambadica mahasaya
@BishnucharanSwain-i7r
@BishnucharanSwain-i7r 3 ай бұрын
¹jagannathnka kruparu apanMane ahi. Karma karithibaru dhNyabada
@subhransu927
@subhransu927 3 ай бұрын
Ag.thar.kolithile.korona.hei.thila.ebe.kholile.durvikhy.haba.
@BasantaPanda-s7v
@BasantaPanda-s7v 3 ай бұрын
Kichi jaani naa.kain amiti.....heucha
@subham5226
@subham5226 3 ай бұрын
Jaaa first. Trening nia taa pare question Kariba 😅😅
@rahuljainvlog1797
@rahuljainvlog1797 3 ай бұрын
ମୁଁ କିଛି ଦେଖୀନି କିଛି ଜାଣି ନାହିଁ ,🙈🙉🙊
@durgakeshariparida576
@durgakeshariparida576 3 ай бұрын
ଅନେକ ମିଛ ର ପ୍ରସାର ଓ ପ୍ରଚାର ଗଣମାଧ୍ୟମ ଓ ମତାମତ ଦେବାବାଲାଙ୍କର
@debashpothal7178
@debashpothal7178 3 ай бұрын
Eta ku reporter Kia kala
@trinathbalia2589
@trinathbalia2589 3 ай бұрын
ସବୁ ମିଡ଼ିଆ ଭାଇ ରତ୍ନଭଣ୍ଡାର କୁ ଯିବେ ଲାଇଭ କରିବେ।
@shipunrautaray7181
@shipunrautaray7181 3 ай бұрын
ଏ ଶଳା ଖାଲି ବିକଳ ହେଉଛି, ଭାଇନା କୁ କୋଉ କଥା ସମ୍ପୂର୍ଣ କରିବାକୁ ଦଉନି, ପଚାରି ବାର ଶୈଳୀ ନାହିଁ
@JayantiNayak-d4c
@JayantiNayak-d4c 3 ай бұрын
Ok
@shreyasroutray510
@shreyasroutray510 3 ай бұрын
Bhai jayrajguru nka samaya re Srimandira ru Radhavallabh matha jae suranga thila.... Britishers nka tharu banchiba pain jayrajguru Khurdha Raja nku sie suranga dwara jiba asiba pain upadesh dei thile au raja bi sei suranga ku byabahara karu thile.....emiti bi kuha jae ki sie suranga Khurdha Gada jae connected thila........8th class history book re mention achi padhi debe BSE odisha ra . Jay Jagannath 🙏🏻
@MantuGouda-k3h
@MantuGouda-k3h 3 ай бұрын
Ganati gebe haba
@biswambarnayak361
@biswambarnayak361 3 ай бұрын
Jay Shree Jagannath 👏 🙌
@lalitkumarmishra933
@lalitkumarmishra933 3 ай бұрын
nikrusta sambadikata... trying to act like police... should not cross his limit as a reporter...
@anitamishra4583
@anitamishra4583 3 ай бұрын
Jagannath nka alankara bisayare ete question karuchhanti kanhiki?
@sagarnayak516
@sagarnayak516 3 ай бұрын
Kholila but kahibani..au tahale kn pain gala...khali nije nije dekhiba pain na kn...
@CricketWorld-fo9cl
@CricketWorld-fo9cl 3 ай бұрын
E reporter ku bilkul bi reporting jana nahi. Katha ti clear answer purbaru dusra Katha pacharuchi. I don't like this type of bloody nonsense reporter...
@tapanbiswal6143
@tapanbiswal6143 3 ай бұрын
To maa bi.. ....
@tapanbiswal6143
@tapanbiswal6143 3 ай бұрын
Amane janineche kn
@ajaybiswal9359
@ajaybiswal9359 3 ай бұрын
O. T V Jj E ku Naemapa
@jagadash6790
@jagadash6790 3 ай бұрын
.bhabuthili eie bhala sambadika..but eie b janisuni ajatha gotie katha gudei tudei pqcharuchanti...
@Melonwar24
@Melonwar24 3 ай бұрын
impatient reporter... cant wait to get his answers and cuts the sentences half way through and puts another question... very bad reporting skills, probably not listening what's being answered, poor listening skills.
@subhrajyoti7809
@subhrajyoti7809 3 ай бұрын
ଆମେ ଚାହିଁଚୁ କଣ ଏଇଆ
@NikkaFear
@NikkaFear 3 ай бұрын
Reporter mahodaya bahut irritating... question pacharuchanti baar baar kintu uttar sunibaara patience nahi
@harisankarnaik1104
@harisankarnaik1104 3 ай бұрын
Kahari katha kaha saha mech hauni🤔🤔🤔
Will A Basketball Boat Hold My Weight?
00:30
MrBeast
Рет қаралды 140 МЛН
When u fight over the armrest
00:41
Adam W
Рет қаралды 8 МЛН
Family Love #funny #sigma
00:16
CRAZY GREAPA
Рет қаралды 30 МЛН
7PM Bulletin || 3rd November 2024 || Kanak News
27:04
Kanak News
Рет қаралды 42 М.