News Fuse 28 JUNE 2024

  Рет қаралды 498,547

OTV

OTV

4 күн бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 484
@padmacharanmahapatra6204
@padmacharanmahapatra6204 2 күн бұрын
ମୋର ଓଟିଭି ପ୍ରତିନିଧି ଅନୁରୋଧ ସବୁ ମନ୍ତ୍ରୀ,ଏମଏଲଏ,ଅଫିସର ମାନକ fuse ଦେଖୁଛୁ,କେବେ ଗୋଟେ ବଜୟନ୍ତ୍ sir ଙ୍କ fuse ଦେଖେଇଲେ,ଆମେ ଖୁସି ହୁଅନ୍ତୁ
@skshitish
@skshitish 2 күн бұрын
A Bhai kn kahili na Jadi mu paante pakha re akhita khenchi dianti Pura andha 😊
@ManojKumar-kx6kw
@ManojKumar-kx6kw 2 күн бұрын
Sata katha
@user-xb7vz7bd2o
@user-xb7vz7bd2o 2 күн бұрын
😂😂
@FATEGARHTOKA
@FATEGARHTOKA 2 күн бұрын
Gote Heichhi Deli Dekhile Sina Janiba 😂
@FATEGARHTOKA
@FATEGARHTOKA 2 күн бұрын
ମୁଁ ଗୋଟେ ଦେଖିଥିଲି ଏବେ ସର୍ଚ୍ଚ କଲି ଯେ କେତେ ଗୁଡେ News fuse ହେଇଛି Baijyant panda ଙ୍କର୍
@roshnimohapatra2797
@roshnimohapatra2797 Күн бұрын
ଜୟ ଶ୍ରୀଜଗନ୍ନାଥ ସଞିବନି ସୁଧା ପଖାଳ ଆମର, ଭାରି ଭଲପାଏ କାଳିଆ ଠାକୁର....❤
@SaumyaRupa1992
@SaumyaRupa1992 Күн бұрын
ଆପଣ କଣ ଖାଇ ନାହାନ୍ତିକି? ଖାଇବାକୁ ନେଇ ଏମିତି ଭିଡ଼ିଓ କରିବା ଶୋଭା ପାଉନି।ଖୁସି ର କଥା କି ମୁଖ୍ୟମନ୍ତ୍ରୀ ହେଇ ମଧ୍ୟ ତଳେ ବସି ଖାଉଛନ୍ତି।ଗର୍ବ ଘମଣ୍ଡ ତ ନାହିଁ।
@user-fx6cf8ro4s
@user-fx6cf8ro4s 2 күн бұрын
ଆମ ମୁଖ୍ୟମନ୍ତ୍ରୀ କଣ କଳା କଉଥିକି ଗଲା କାଉଠି ଶୋଇଲା ଶଳା otv ସେଇ ଚିନ୍ତା ଆଉ ଗୋଟେ news ଦେଖନ୍ତ ଭଲ ହୁଅନ୍ତା , ସେ କେତେ ହାଗନ୍ତି ସେଟା ବି ଦେଖାଉ ନ
@praveenmusic9015
@praveenmusic9015 Күн бұрын
ସତ ଘାଟଣା ସମସ୍ତଙ୍କ fus OTV ବାଲା କହୁଛନ୍ତି .କିନ୍ତୁ ବୈଜନ୍ତ ଙ୍କ fus ଥରେ କହିଲେ ଦେଖିବା ।
@user-nt7po1ke6s
@user-nt7po1ke6s Күн бұрын
ଘର ନଭାଗି ଅନ୍ୟ ଲୋକଙ୍କୁ ଦେଇଥିଲେ କ'ଣ ହେଇ ଥାଆନ୍ତା,ପଇସା ବରବାଦ ହୋଇ ଇଗଲା
@allodiatech1913
@allodiatech1913 2 күн бұрын
OTV ର ମାଲିକ ବୈଜୟନ୍ତ ବାବୁ BJD ରୁ ତଡା ଖାଇଲା ପରେ ବୋଧେ ପ୍ରତିଜ୍ଞା କରିଥିଲେ.... BJD କୁ ତଳିତଳାନ୍ତ କରିବା ପାଇଁ, ଯାହାବି ହେଉ..... NEWS FUSE ରେ ଦିନେବି ବୈଜୟନ୍ତ ବାବୁଙ୍କୁ ଆମେ ଦେଖିବାକୁ ପାଉନୁ ଯେ, ଦମ୍ ଅଛି ତ ବୈଜୟନ୍ତ ବାବୁଙ୍କୁ ଦିନେ ଦେଖାଅ | ତମ ଚାକିରୀ ଚାଲି ଯିବାରେ ବାବା !
@debdaschoudhury732
@debdaschoudhury732 2 күн бұрын
Bjd bhalia chora dala re baijanta kn Pani rahibe
@baikunthabehera3971
@baikunthabehera3971 2 күн бұрын
apanha khali dhekhi chalantu .nischita se dhursya asiba ..maza nia
@Kanhaswain-sp8fq
@Kanhaswain-sp8fq 2 күн бұрын
Ruha rea magh***aa 2029 rea Tama gandi fatibanreaa bjp
@Opretorlifestyle
@Opretorlifestyle Күн бұрын
Right 👍 sir
@manojkumarekrambhakt7086
@manojkumarekrambhakt7086 Күн бұрын
Bhari kasta hauchhi
@bhagirathibarik402
@bhagirathibarik402 2 күн бұрын
ଓଡିଶାର ପ୍ରତ୍ୟେକ ଜନତାଙ୍କ ଭରସା ' ଓଟିଭି' କୁ ଅନୁରୋଧ ଅନ୍ତତଃପକ୍ଷେ ଭିଡ଼ିଓ ମଝିରେ ବିଜ୍ଞାପନ ନଦିଅନ୍ତୁ ।।।
@jousmitanaikvlogandcooking7552
@jousmitanaikvlogandcooking7552 Күн бұрын
4 June ରୁ ସମ୍ବଲପୁର ର ଜମନକିରା ରେ କୌଣସି ATM ରେ ପଇସା ଭର୍ତ୍ତି କରୁ ନାହାନ୍ତି ଆଜି ପର୍ଯ୍ୟନ୍ତ, ମିଡିଆ ବି ଚୁପ୍ ଅଛି , ଲୋକେ ବହୁତ ଅସୁବିଧା ପାଉଛନ୍ତି ।😢
@jyotsnamahapatra6349
@jyotsnamahapatra6349 Күн бұрын
ଏମିତି ନେତା ମାନେ ଆତଙ୍କବାଦୀବାଦୀ ଠାରୁ ମାରତ୍ମକ । ଏମିତି କିଛି ଆଇନ ବାହାରିବା ଦରକାର । ଏହି ନେତାମାନଙ୍କୁ ସାଧାରଣ ନିର୍ବାଚନରେ ଯେପରି ଭାଗ ନେଇପାରିବେ ନାହିଁ । ସେମାନେ ପ୍ରାର୍ଥୀ ଭାବରେ ଠିଆ ହୋଇ ପାରିବେ ନାହିଁ କି ଭୋଟ ଦେଇ ପାରିବେ ନାହିଁ ।
@rameshdas7493
@rameshdas7493 Күн бұрын
ମୋହନ ସାରେ ଙ୍କ ଠାରୁ ଶିଖ। ଓଡ଼ିଆ ପୁଅର ଖାଦ୍ୟ ଵା ଓଡ଼ିଆ ଆଶମିତା
@rasmiranjanmohanta1875
@rasmiranjanmohanta1875 3 сағат бұрын
Ebe Punjabi secretary 😅
@rasmiranjanmohanta1875
@rasmiranjanmohanta1875 3 сағат бұрын
Kuade gola Odia Oshmita
@BHAI-mb7wo
@BHAI-mb7wo Сағат бұрын
Maghiya ta see
@murmu9197
@murmu9197 Күн бұрын
ଲୋକ କଣ ଏତେ ଜଲୁଚନ୍ତି ମୋହନ sir CM ହେଲା ପରେ
@CrazyTikina
@CrazyTikina Күн бұрын
Tu salati aadivasi Kan gandi podi jauchi ki...
@soumyabvu2377
@soumyabvu2377 Күн бұрын
ସେଟା ଗୋଟେ କୁଜିନେତା ଟେ । ଗ୍ୟାରେଣ୍ଟି ଦଉଚି ଯଦି ବିଜେପି ଆଗରୁ ଆକୁ declared କରିଥାନ୍ତା ସେ ନିଶ୍ଚିତ ହରିଥାନ୍ତା😂 ହିନ୍ଦୀ ରେ ଓଡ଼ିଆ ପୁରାଉଚି।ଆଦିବାସୀ ଗୁଣ ଛାଡୁନି ତା ଠୁ 😂
@murmu9197
@murmu9197 Күн бұрын
ନିଜେ ତ ଓଡ଼ିଆ ରେ ଇଂରାଜୀ ପୁରଉଛ
@biki3049
@biki3049 Күн бұрын
​@@soumyabvu2377 ଆରେ ମୁର୍ଖ ଭାଇ ତୁ କଣ ସମସ୍ତଙ୍କ ଆଗରେ ପୁରା fluent ରେ ହିନ୍ଦୀ ଆଉ english କହିପାରିବୁ କି ସମସ୍ତଙ୍କ ଆଗରେ। ସମୟ ଲାଗିବ fluent ହିନ୍ଦୀ କହିବାକୁ ତମେ ତ ଏ ବିଷ୍ୟୟ ରେ knowledge ରଖିବା କଥା।
@Chandani0306
@Chandani0306 Күн бұрын
Jadi Bramhan ki khadayat cm hai thanta ta hele Emiti kahi kahu nathante Eithi pani mu kahichi sc. St ku kehi bi hindu boli bhabu nahati Bharatara bahut St cast Cristina hauchanti. Ma matare sabu sc. St. Muslim mazhab apanei naba katha
@Dijitalroutstatus123
@Dijitalroutstatus123 Күн бұрын
ଜୟ ବିଜେଡି ❤❤
@utkalachintana.5566
@utkalachintana.5566 Күн бұрын
Very nice 👍 episode sir. Thankyou very much ❤️🌹 Otv family
@SubhransuPandaOfficial
@SubhransuPandaOfficial 2 күн бұрын
ଭାଇ ସମ୍ବଲପୁର ରେ ତ ଖାଲି ଟିକେ ପବନ ହେଲା , ଭୁବନେଶ୍ୱର ରେ ପା ପୁରା ବାତ୍ୟା 280 km ବେଗରେ ପବନ , 24 ବର୍ଷର ରାଜା ଗାଦି ରାଜା ଉଆସ ସବୁ ଛାରଖାର
@satyabannaik4539
@satyabannaik4539 Күн бұрын
ଭାଇ ମୋର ଟିକେ ନିଉଜ ଫିଉଜ ରେ ଟିକେ ଦେଖଉନ l ମୁଁ କେମିତି ଅଛି l ମୁଁ କେମିତି ଖାଉଛି ଆଉ ହଗୁଛି l ଟିକେ ସାରା ଓଡିଶାରେ ଷ୍ଟାର ହେଇଯାନ୍ତି l
@user-fx4eh8ye6k
@user-fx4eh8ye6k 2 күн бұрын
Ram mandir ra pani galilani
@Pratimapadhimobile3851
@Pratimapadhimobile3851 Күн бұрын
ଯେଉଁମାନଙ୍କୁ ଅଯୋଧ୍ୟାରେ ମଦି ସାର୍ ସବୁ ସୁବିଧା କରା ଦେଈ ଥିଲେ ତାଙ୍କେ ମାନେ ଅଯୋଧ୍ୟା ରେ ମଦି ସାର୍ ଙ୍କୁ ହରେଈ କି ଭୁଲ୍ କରିକି ନିଜେ ନିଜେ ହଇରାଣ ହେଉଛନ୍ତି ଭାଈ ହେଲା ସୁନ୍ୟ ରେ ନିନ୍ଦା କରନି 😡
@Kaliyug733
@Kaliyug733 19 сағат бұрын
Tu jai ki repairing karide 😂😂😂. Electric pipe line kama sarini chata uparu se pipe dei Pani talaku asila .tu jai ki repairing karide ja😂😂😂
@LuckyBehera-ul7gw
@LuckyBehera-ul7gw Күн бұрын
Jagannath nama re bjd vote magila se harila au Ram nama re bjp vote magila se bi ayodhya re harila .athuru jana gala ki asaty au adharam ra kebe bi jay haba nahi 🙏
@krishnaprasadrath
@krishnaprasadrath 2 күн бұрын
Bahut hi sunder upasthapana 🙏 Jai ♥️🇮🇳🔥 Hind 🙏
@srpcreatorsuman5317
@srpcreatorsuman5317 2 күн бұрын
ଜୟ ଜଗନ୍ନାଥ
@bhubanandabehera1456
@bhubanandabehera1456 Күн бұрын
ନିର୍ଭିକ ସାମ୍ୱାଦିକତା ପାଇଁ ଓଟିଭି ଆଗରେ ଏକଥା ସତ ହେଲେ "ନିୟୁଜ ଫିଉଜ " କାର୍ଯ୍ୟକ୍ରମ ନିରପେକ୍ଷତା ର ପ୍ରଣାମ ଦିଏ ମୁଁ ଜଣେ ପୁରୁଣା ଦର୍ଶକ ଦୁଃଖ ର କଥା ମୋ ଘରେ କିଛି ବର୍ଷ ହେବ ଟିଭି ନାହିଁ 🥲 ରୋଗା ହେଇଗଲି ଆଉ ଟିଭି ଟେ ବି କିଣି ପାରୁନି କିସ୍ତି ରେ ମୋବାଇଲ ଟେ ଆଣିଛି ଯେ ସୁଝା ସରିନି
@pabitrapanda108
@pabitrapanda108 2 күн бұрын
Tike adhika hei jauchhi,
@bismayakumarbehera5552
@bismayakumarbehera5552 2 күн бұрын
ତୁମେ ଖାଲି ପାଇଖାନା ଭିଡିଓ ଦେଖେଇବା ବାକି ରହିଲା।
@user-mf5jw9vq4l
@user-mf5jw9vq4l 2 күн бұрын
ଧନୀବାଜମୋହନ ମାଝୀ ସାର.. ଦା8 ମାଡି ଦ ଆବ ଆ8 କାନା
@prasantapattanaik862
@prasantapattanaik862 2 күн бұрын
ଏ ସବୁ ଆମେ ନ୍ୟୁଜ୍ ରେ ଆଗରୁ ଦେଖିଥିଲୁ। କିଛି ନୂଆଁ ଦେଖାଅ ଭାଇ।
@Skweb-bz5vo
@Skweb-bz5vo 23 сағат бұрын
Jay jagannath ama mohan sir nku bhalare ruhantu ❤❤❤❤❤
@user-jv9rz9rv9n
@user-jv9rz9rv9n Күн бұрын
ତମେତ ସବୁ ନବୀନା ଚlମଚା ନବୀନ ବାବୁ ଙ୍କୁ ପଚାରିଲ ପଖାଳ କଂସା କଣ ଆଉ ମା ହାତରୁ ପଖାଳ ଖାଇଲେ କେମିତି ଲାଗେ. ମୋହନ ବାବୁ ଜଣେ ଅତି ଭଦ୍ର ଲୋକ ଆଉ ସମସ୍ତ ଓଡିଶା ବାସି ବହୁତ ଖୁସି ମୁଖ୍ୟମନ୍ତ୍ରୀ ଭାବେ ପାଇ.
@Ramachadra3639
@Ramachadra3639 2 күн бұрын
ଭାଇ ଏମାନେ ଭୁଲ କରୁଛନ୍ତି election ପୂର୍ଵରୁ ଏମିତି କଲେ ଫାଇଦା ପରେ କଲେ କଣ ହବ
@RAKESH__DRIVER
@RAKESH__DRIVER 20 сағат бұрын
Right 💯 pura 💯 sata katha mausi God 🙏🙏 bless you
@debashishswain486
@debashishswain486 17 сағат бұрын
ଓଟିଭି ଚ୍ୟାନେଲ କୁ ଅନୁରୋଧ ଶିକ୍ଷକ ନିଯୁକ୍ତି କୁ ନେଇ ସରକାରଙ୍କୁ ପ୍ରଶ୍ନ ପଚାରନ୍ତୁ।
@JogeswarMajhi-lt7hj
@JogeswarMajhi-lt7hj 2 күн бұрын
ଟିଉଜ ଫିଉଜ ରେ ସବୁ ନେତା ମନ୍ତ୍ରୀ ଠାରୁ ଓଡ଼ିଶା ର ଅନେକ ଲୋକଙ୍କୁ ଫିଉଜ କରି ଛନ୍ତି,,,କିନ୍ତୁ BJD ର ନେତା ମନ୍ତ୍ରୀ ଙ୍କୁ ଫିଉଜ କରିବା କେବେ ଆମେ ଦେଖିନୁ।
@kapurasoren6392
@kapurasoren6392 Күн бұрын
R8
@laxmidhardehury1677
@laxmidhardehury1677 Күн бұрын
ହମ ବୈଜୟନ୍ତ ବାବୁବିଜେଡିରେ ଥୀଲାବେଳେ ବିଜେଡିର ସବୁନେତା ଭଲଥୀଲେ ଏବେନାହାନ୍ତିତ ସେଥୀପାଇ ବିଜେଡି ନେତା ଓଟିଭିପାଇସବୁ ଖରାପ୍ ହେଇଜାଇଛନ୍ତି ସଳାମିଡିଆବାଲାବି ରାଜନିତି କରୁଛନାନ୍ତି ରାଜନିତିନକରି ଠିକ୍ ତଥ୍ୟଲୋକଙ୍କ ପାଖରେ ପହଚାଅ
@ranjayarout4523
@ranjayarout4523 2 күн бұрын
Jay jagannath ok thanks
@srikantsahoo3504
@srikantsahoo3504 Күн бұрын
BJD ଦଳ ଭିତରେ ଯେଉଁ ଭୂମିକମ୍ପ ହେଲା ତାହାର ପ୍ରଭାବ ରେ ବବିର ଘର ଭାଙ୍ଗିଗଲା😂😂😂
@sradhanjalisatapathy4272
@sradhanjalisatapathy4272 Күн бұрын
Thik katha laxamana bag sir kahichanti 👍👍
@rsweta
@rsweta Күн бұрын
ମୋର ଅତିପ୍ରିୟର BJP media ଯେତିକି ସମୟ ତମେ opposition party କୁ roast କରିବାରେ ଲାଗିଛ ସେହି ମୂଲ୍ୟବାନ ସମୟରୁ କିଛି ସମୟ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ସମସ୍ୟା ଗୁଡ଼ିକ ବୁଝି ଆମ ସରକାରଙ୍କ ପାଖରେ ପହଞ୍ଚାଇ ପାରିଲେ ଆମେ ଓଡ଼ିଶା ବାସୀ ଆପଣଙ୍କ ପାଖରେ ଚିରପ୍ରକୃତ ହୁଅନ୍ତୁ❤
@jyotipatra9286
@jyotipatra9286 Күн бұрын
Sabu thik achhi jee btt tanka maa kahniki khusi nahnanti
@BhagyabantaAdbang
@BhagyabantaAdbang 2 күн бұрын
Bahut sundar newes fuse❤❤❤❤❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉❤❤❤❤❤❤❤❤❤❤❤❤❤❤
@user-su2ln3dg9u
@user-su2ln3dg9u Күн бұрын
ହଇ ହୋ ନାରାୟଣ ତମ ହ୍ଵାଟ୍ସଆପ ନମ୍ବର କୁ ଲାଗୁନି କାହିଁ କି
@PrakashkumarPradhan-eb4fl
@PrakashkumarPradhan-eb4fl 2 күн бұрын
Otv baki rahila mohan majhi ketebele hagi jiba seita Dekeiba Jay panda babu bala tv adich
@gauraprasad4074
@gauraprasad4074 Күн бұрын
ମାଉସୀଙ୍କ ତାଲିକାତ ବହୁତ ଲମ୍ବା, ଜେଲରେ ଜାଗା ମିଳିବନି, ତେଣୁ ତାଙ୍କପାଇଁ କାଇନା ହଉଦାର ବନ୍ଦୋବସ୍ତ କରାଯାଉ
@manojswain8712
@manojswain8712 Күн бұрын
କ୍ଷମା କରିବେ ମନ୍ତ୍ରୀ ତଳେ ବସି ହୋମ କାର୍ଯ୍ୟରେ ଥିବା ବେଳେ ଅନ୍ୟ ମାନେ ଚେୟାର ଉପରେ ବସିବା କେତେ ଦୂର ଯଥାର୍ଥ
@AbhilashRath-es6fi
@AbhilashRath-es6fi 2 күн бұрын
Baijayant ku kuha bjd re misijau ebe
@saisankarsahoo8365
@saisankarsahoo8365 2 күн бұрын
Super
@AnilkumarDas-fi1jg
@AnilkumarDas-fi1jg 2 күн бұрын
Jay Jagannath ❤
@MtChandu-yl4li
@MtChandu-yl4li 2 күн бұрын
Jay shree Ram
@JoelTudu-op9ew
@JoelTudu-op9ew 2 күн бұрын
Bahut badhia bahut funny also .😮
@user-sx8lm5jh1j
@user-sx8lm5jh1j 2 күн бұрын
Good 👍 fuse😊
@khirodhembram2447
@khirodhembram2447 Күн бұрын
Are hursi tote janiluna mo mohandadara dekheiluni .....hursire galani Tora college badmash.. thanks 🙏👍👍👍👍
@yugeswarkumbhar2487
@yugeswarkumbhar2487 11 сағат бұрын
ସ୍କୁଲ ରେ ଶିକ୍ଷକ ନାହିଁ ତାକୁ ତ ଦେଖାଉ ନାହାନ୍ତି ଆଉ ନେତାର ପଛରେ ରହି କାମ କର
@santoshkumarpanigrahi8531
@santoshkumarpanigrahi8531 11 сағат бұрын
Very nice committee
@geetanjaliacharya6079
@geetanjaliacharya6079 2 күн бұрын
God bless you to your family sir 🙏
@manoj-jb5lk
@manoj-jb5lk 2 күн бұрын
Good morning Geeta...
@SMP590
@SMP590 Күн бұрын
ଗଣ ଶିକ୍ଷା ମନ୍ତ୍ରୀ ପୁଜା କରୁଛନ୍ତି ଆଉ ପାଖରେ କିଛି ମୁର୍ଖ ଅଭଦ୍ର ଚେୟାର୍ ରେ ବସିଛନ୍ତି.... ଏହା ଭଗବାନଙ୍କ ଅପମାନ ନୁହେଁ କି ......
@suryasunipanamohapatra2366
@suryasunipanamohapatra2366 Күн бұрын
Thik kahichha gopapura ferichhanti
@PurnachandraBehera-if5tu
@PurnachandraBehera-if5tu 14 сағат бұрын
ଇଲେକ୍ସନ ହୱା ରେ ଭାଙ୍ଗିଲା।
@ramkrushnabarik774
@ramkrushnabarik774 17 сағат бұрын
Superb excellent 👌👍
@hi-yx8fc
@hi-yx8fc Күн бұрын
July first ru CBI,Ed, sabu red chalu sabdhan
@user-oz6zs3js7y
@user-oz6zs3js7y Күн бұрын
Bahut badia
@sumitkumarbarik3919
@sumitkumarbarik3919 2 күн бұрын
Jay Jagannath🙏🙏🙏🙏🙏
@D.kisku5964
@D.kisku5964 2 күн бұрын
Mahan bhai jndabad
@Sai_prit
@Sai_prit 18 сағат бұрын
Odisha ❤❤
@kisku111
@kisku111 2 күн бұрын
Adivasi minister hela pore tumo kon phatuchhi(bjd)
@ramchandramurmu8777
@ramchandramurmu8777 Күн бұрын
Sr ama santali re gote Dina pakhal diibas hua nii amar sabu Dina pakhal Kia huaa
@Dhanulu
@Dhanulu Күн бұрын
Old cm kemiti khauthile habaku try kain karucha ....old cm background foreign ru thila ,se jauthu belong karithile se valia thile ...mohan sir pura rural ru belong karuchhanti ta se b seivalia hebe ....ethire ete showup kariba kan darkar ki re NARANA
@PrakashkumarPradhan-eb4fl
@PrakashkumarPradhan-eb4fl 2 күн бұрын
Hare otv bala tama CM ku kaha kn kari ba
@RoyalGM-P0987
@RoyalGM-P0987 10 сағат бұрын
Pandian news otv
@ssodiacreations3096
@ssodiacreations3096 13 сағат бұрын
ତମେ ଖାଉଚ ଆମେ ଖାଉଚୁ , ସିଏ ବି ଖାଇଲେ । ଇଏ କ'ଣ ଖବର ? କୋଉଠି କିଏ ଖାଇବାକୁ ପାଉ ନାହାଁନ୍ତି । ତାଙ୍କୁ ଲୋକଲୋଚନ ଆଣନ୍ତୁ । ଯଥା ସମ୍ଭବ ସାହାଯ୍ଯ କରିବା ସହିତ ଅନ୍ଯ ମାନେ କେମିତି ସାହାଯ୍ଯ କରିବେ ନିବେଦନ କରନ୍ତୁ ।
@radhagobindarana550
@radhagobindarana550 2 күн бұрын
Haire narana OTV pura Hard maruchi re Jay Jagannath 😅
@jaganmuduli2579
@jaganmuduli2579 Күн бұрын
ପଦ ପାଉ ପାଉ ସବ଼ଗିଳା
@Sahishree_Susanta
@Sahishree_Susanta 2 күн бұрын
Sabu bala eka sange upadei dele
@sudhirkumarjenasudhir6166
@sudhirkumarjenasudhir6166 2 күн бұрын
Cm mohan babu jindabad jay sheriram 🙏🙏🌺🏵️🙏🏵️🌸🌸🌺🏵️🙏🏵️🌺🌺🚩🚩🚩🚩🌹🌹💯
@hemanginidisari6062
@hemanginidisari6062 2 күн бұрын
ଏ ମାଙ୍କଡ ମୁହାଁ ଆଙ୍କର କୁ change kara ମ
@swapnilraja1409
@swapnilraja1409 2 күн бұрын
😂😂😂 କୁନା ତ୍ରିପାଠୀ ଭଲ ଥିଲା
@MamuniSumitra
@MamuniSumitra 10 сағат бұрын
News re amiti CM nku karani
@ranjayarout4523
@ranjayarout4523 2 күн бұрын
Jay Shree jagannath ok thanks
@kumarashu1554
@kumarashu1554 13 сағат бұрын
କିଛି ତ ମଜା ଭଳି ଜିନିଷ ନାହିଁ ଜବରଦସ୍ତ ହସିବାକୁ ପ୍ରୟାସ କରୁଛ ଖାଲି।
@premjitgorada6270
@premjitgorada6270 2 күн бұрын
194 highschool ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଙ୍କ ପ୍ରାପ୍ୟ ଅନୁଦାନ ନ ଦେବା ଫଳ ଏଇୟା l
@agstarcreations.t.9312
@agstarcreations.t.9312 Күн бұрын
Aamor majhi loko Aamor daily pokhalo
@jaganathpradhan6201
@jaganathpradhan6201 2 күн бұрын
Bhai BJP pain tek beshi haijauchi
@UmeshKumar-43
@UmeshKumar-43 15 сағат бұрын
Jaha kuha vai ea cm mate vala lagila
@gautamchandrarout605
@gautamchandrarout605 14 сағат бұрын
Congratulations to all 🙏
@DayanidhiKanda-jb3fs
@DayanidhiKanda-jb3fs 2 күн бұрын
Maa 🙏
@gangotridassahu9308
@gangotridassahu9308 Күн бұрын
Super👍
@ShaswataMahanaMCOM
@ShaswataMahanaMCOM 2 күн бұрын
Rama mandir uparu pani galuchhi ta upare video bana
@papan5118
@papan5118 2 күн бұрын
ଏଇଟା BJD ଚ୍ୟାନାଲ
@ShyamsundarBehera-dq5fs
@ShyamsundarBehera-dq5fs 11 сағат бұрын
Fast line bahut sundar lagila😅
@ManoranjanparhiMuna-hb9de
@ManoranjanparhiMuna-hb9de Күн бұрын
ଚାଲ ଶଳା ଲୌଡା
@kumarashu1554
@kumarashu1554 13 сағат бұрын
ଭାଇ ଅଧିକ ହେଇଯାଉଚି ବେଳେ ବେଳେ content ଭଲ ନ ମିଳିଲେ ମୁଖ୍ୟ ମନ୍ତ୍ରୀ ଙ୍କ ଖାଇବା ଭୋଗ କେତେ ନେଲେ ଆକୁ କାହିଁକି ଟ୍ରୋଲ କରିବାକୁ try କରୁଛ....
@MeRider786
@MeRider786 2 күн бұрын
Bohut Hard
@ashirbad151
@ashirbad151 2 күн бұрын
Bahut bhalo
@jogendrapradhan8642
@jogendrapradhan8642 2 күн бұрын
Neet paper leek hela parathu ragiki bodhe ghara bhangi dele.
@keshabchandrasethy2953
@keshabchandrasethy2953 13 сағат бұрын
Kou gariba loka nku dei deithanta hele😢
@sudhansukumarbal3419
@sudhansukumarbal3419 2 күн бұрын
And tastic
@dayanidhipatra6375
@dayanidhipatra6375 16 сағат бұрын
ଏ ସବୁ ନରେନ୍ଦ୍ର ମୋଦିର
@simplelipu
@simplelipu 13 сағат бұрын
Last Point Mast Lagila Sir😂😂
@MourjaMoona
@MourjaMoona Күн бұрын
Bag Bhal out of 4.5core
@user-qr2zs8ih4c
@user-qr2zs8ih4c Күн бұрын
ଏବେ ଭାଇହୋଇଗଲା ଶଳା 😃😃😃
@sidharthnaik1712
@sidharthnaik1712 2 күн бұрын
A chanel bala nku laja sarama boli kichi nhi
@Anandtv75
@Anandtv75 Күн бұрын
Very nice
@sukusinghjayjogonnath9593
@sukusinghjayjogonnath9593 Күн бұрын
କୀଏ କଣ ଖାଇଲେ କୀଏ କଣ ହଗୀଲେ କି ପିଉଜ
@dash_sh_sh
@dash_sh_sh 23 сағат бұрын
Please don't compare the CMs. Naveen Babu has done spectacular job & We expect Mohan Babu to do whatever is needed now.
@pranaypradhan6509
@pranaypradhan6509 6 минут бұрын
Amiti cm ame kebe dekhi nathilu ..nua cm paiki ame bahut khusi..sia hela public cm
КАРМАНЧИК 2 СЕЗОН 7 СЕРИЯ ФИНАЛ
21:37
Inter Production
Рет қаралды 393 М.
Василиса наняла личного массажиста 😂 #shorts
00:22
Денис Кукояка
Рет қаралды 9 МЛН