News Fuse 24 DEC 2024 | ମାଗଣା- ମାଣିଆ- ମତ | ଫ୍ୟୁଜ୍ Views | ଅକୁହା ସମ୍ପର୍କ

  Рет қаралды 50,385

OTV

OTV

Күн бұрын

Пікірлер: 52
@143Susanta
@143Susanta 17 күн бұрын
ଏଇ ଦୁହିଁଙ୍କୁ ଦେଖି ମତେ ବହୁତ ଖୁସି ଲାଗୁଛି କାରଣ ଏମାନେ କଥା କହିପାରୁନାହାନ୍ତି ହେଲେ ଭଲ ପାଇବା ସାରା ଜଗତକୁ ଦେଖାଉଛନ୍ତି ହେଲେ ଆମେ ମାନେ ନିଜର ନିଜର ମା ବାପାଙ୍କୁ ପଚାରୁ ନାହାନ୍ତି ଏଠି ପଶୁ ହେଉଛନ୍ତି ମଣିଷ ମଣିଷ ହେଉଛନ୍ତି ପଶୁ ଜୟ ଜଗନ୍ନାଥ ତମେ ହିଁ ଭରସା 🙏🏿🙏🏿🙏🏿
@IAMNiranjan1006
@IAMNiranjan1006 18 күн бұрын
ଖାଲି ଏଠି ନୂତନ ହେବ ଯାହା ପାଖରେ ଅଛି ତାକୁ ରକ୍ଷଣ କରି ପାରୁନାହାନ୍ତି। ସବୁ ରାଜନୀତି ଜୟ ଶ୍ରୀ ଜଗନ୍ନାଥ🙏🏻
@pratappatra8489
@pratappatra8489 18 күн бұрын
Bahuta valalagila video Jay jagannatha 🙏🙏🙏🙏
@SusantaNaik-bl2jz
@SusantaNaik-bl2jz 18 күн бұрын
Bahuta valalagila video jay jagannatha
@sandipgurututorial3100
@sandipgurututorial3100 16 күн бұрын
So nice comedy. 🤭🤭🤭 Subhadra Yajna part ti bahut majja asigala. 😊😄😀😃
@143Susanta
@143Susanta 17 күн бұрын
ଏଇ ଉଦ୍ୟାନ ବୋଧେ ଆୟୁର୍ବେଦ ପାଇଁ ସେଥିପାଇଁ ମେଡିକାଲ ଭିତରେ ଏତେ ଵେବସ୍ତା ଜୟ ଜଗନ୍ନାଥ 🙏🏿🙏🏿🙏🏿 ଅନୁରୋଧ କରୁଛି ଲୋକଙ୍କ ଭାବନା ସହ ରାଜନୀତି କରନି 🙏🏿🙏🏿🙏🏿
@soumyaranjanbarik4734
@soumyaranjanbarik4734 16 күн бұрын
ଶେଷକୁ ଏ ନିସ୍ୱାର୍ଥପର ବନ୍ଧୁ ମିଳନ ଦେଖି ଖୁସିଲାଗିଲା
@143Susanta
@143Susanta 17 күн бұрын
ଏଇଟା ମେଡିକାଲ ନୁହଁ ବରଂ ଏଇଟା ନିହାତି ବ୍ୟାଙ୍କ ହେଇଥିବ ସେଥିପାଇଁ ଆଜି ରବିବାର ବୋଧେ ସେଥିପାଇଁ ଏଇଟା ବନ୍ଦ ଅଛି ଭାଇ ସବୁ ଆମ ମାନଙ୍କର ଭୁଲ ଆମେ ମାନେ ଯୋଉ ରାଜନେତାଙ୍କୁ ଆମେ ବାଛୁଚେ ସେମାନେ ଆମ ମାନଙ୍କର ଏତେ କେୟାର କରୁଛନ୍ତି 🤣😂🤣
@VbvvVvvv-d8p
@VbvvVvvv-d8p 17 күн бұрын
Good night ❤❤❤
@PramodparidaPramod-f6f
@PramodparidaPramod-f6f 18 күн бұрын
love you ❤️ otv news ❤❤❤❤❤
@soumyaranjanbarik4734
@soumyaranjanbarik4734 16 күн бұрын
ଏଇଟା ଆଗରୁ ବୋଧେ ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ଥିଲା ଏବେ ଖାଲି ରଙ୍ଗବୋଳି ମେଡିକାଲ୍ ବୋଲି ଲେଖିଦେଇଛନ୍ତି
@monalisapradhan3788
@monalisapradhan3788 18 күн бұрын
Mita ❤️❤️bandhu ❤️🥰🥰
@prasantapattanaik862
@prasantapattanaik862 18 күн бұрын
ଅସତ୍ ଧନରେ ବିନ୍ଦାସ ଚଳୁଛନ୍ତି ଥୋଡେ, ଯିଏ ଏହା କରି ନ ପାରିଲା ସେ କୋଉ ଭିଡକୁ ନୁହେଁ - ଲୋକେ କହନ୍ତି।
@swadhinsamal519
@swadhinsamal519 18 күн бұрын
Beautiful 🙏
@LaxmikantaSagar-r6b
@LaxmikantaSagar-r6b 18 күн бұрын
Jay hind jay jagannath jay maa samlei
@SachidanndaMahanta
@SachidanndaMahanta 18 күн бұрын
Dandapani bhai you are great
@AshokNayak-fs1li
@AshokNayak-fs1li 18 күн бұрын
ସତ୍ୟ ଯୁଗ ଆସିଗଲା କିରେ ନାରଣ 😂😂😂
@sudhansukumarbal3419
@sudhansukumarbal3419 18 күн бұрын
Many many thanks
@Mallickmanojkumar893
@Mallickmanojkumar893 18 күн бұрын
Jay Jagannath 🙏⭕‼️⭕🙏
@debabratamanstar
@debabratamanstar 18 күн бұрын
Good night 🌉🌉🌉 odisha ❤
@gourangasahu-sy1jk
@gourangasahu-sy1jk 18 күн бұрын
Super news 😁😁😁😁😁😁
@Rabivlogeenjoy
@Rabivlogeenjoy 18 күн бұрын
I like it
@jagamohansingh4063
@jagamohansingh4063 18 күн бұрын
Doctor rohiba jaha , sabujo uddano seya Karon siriyas present ku occigen dorkar gachhoru natural occigen milibo rogi ape thhik hobo
@soumyaranjanbarik4734
@soumyaranjanbarik4734 16 күн бұрын
ଅଧର୍ମ ବିତ୍ତ ବଢେ ବହୁତ ଗଲା ବେଳେଯାଏ ମୂଳ ସହିତ ଏବେକାର ସମୟରେ କିଏ ଏମିତି ସାଧୁ କର୍ମଚାରୀ ଅଛନ୍ତି ?
@143Susanta
@143Susanta 17 күн бұрын
ଭାଇ ଠିକ କହିଲ ଝାଳ ବୁହା ଧନ ପାଖରେ ରହିବ ଆଉ ସବୁ ଟଙ୍କା ମାନେ କଳା ଟଙ୍କା ରହିବନି ସବୁ ଉଭାନ ହେଇଯିବ ସବୁ ଜୟ ଜଗନ୍ନାଥ ଏତେ କଥା ନାହିଁ ପଇସା କଣ ରାସ୍ତାରେ ଉଠୁଛି କିଏ ପଇସା କୁ ଭଲ ପାଏନି
@143Susanta
@143Susanta 17 күн бұрын
ଭଉଣୀ ଭାରି ଲୋଭ ସିଧା ଲଟେରୀ ପଇସା ଘରକୁ ନେଇକି ଯିବେ ହେରି 🤣😂🤣 ସିଧା ଯାଇକି ମେକପ କରିବହେଲା
@subasinisamal1332
@subasinisamal1332 18 күн бұрын
Sei daktarakhana takan heichiki au gote nua heba
@monalisapradhan3788
@monalisapradhan3788 18 күн бұрын
Narana bhai apana bujhu nahanti sita dina t doctor au nurse didi mane sitare asinahanti au tike pare asijibe. 😂😂 hospital ❌ mini udyana ✅
@prabirsbiology8220
@prabirsbiology8220 17 күн бұрын
Aska 40 aurbedik doctor ra pasent dekha dele
@odiapuojitu4244
@odiapuojitu4244 18 күн бұрын
Nayagarh kebe sudhuribani sir Athi khali kahibe kichhi kam karibeni Ama pae ama nayagarh bada
@My_Self_Chiranjeeb
@My_Self_Chiranjeeb 18 күн бұрын
ଆପଣ ଲକ୍ଷେ ଟଙ୍କା ଲଟେରୀ ରେ ଜିତିବା କଥା କହିଲେ ହେଲେ ତା ପାଇଁ ସରକାର knu TAX ଗଣିବାକୁ ପଡ଼ିବ ଯେ ! Prize Amount: ₹1,00,000 Tax (30%): ₹30,000 Cess (4% of ₹30,000): ₹1,200 Total Tax Payable: ₹31,200 ଲକ୍ଷେ ଟଙ୍କା ଜିତିଲେ ବି 68,800 ଟଙ୍କା ମିଳିବ । ପୁଣି ସେଥିରୁ ଖର୍ଚ୍ଚ କଲେ tax 😤 ଏବେ ତ popcorn 🍿 re 18% tax ହେଇଗଲାଣି ! ସରକାର ଖାଲି ଟଙ୍କା ଶୋଷି ଚାଲିଛି ସୁବିଧା ଦବା ବେଳେ ଖାଲି ପ୍ରତିଶ୍ରୁତି ମିଳୁଛି । କଣ ହେବ ଏ ଦେଶ ର କେଜାଣି !
@bravosingh4153
@bravosingh4153 18 күн бұрын
ନାରଣ ସାର୍ ଦୁନିଆଁରେ ଲାଞ୍ଚ ନେବା ଲୋକଙ୍କ ଅପେକ୍ଷା ଲାଞ୍ଚ ଦେବା ଲୋକ ଅଧିକ ? ଏହା ଗୋଟିଏ ସମ୍ପର୍କର ଭାବଦସ୍ତି ! ସଂସ୍ଥା ଚାଲୁ ! ଯୌତୁକ ଦେବା ଏବଂ ନେବା ଯେପରି ଦଣ୍ଡନୀୟ ଅପରାଧ ଠିକ୍ ସେହିପରି ଲାଞ୍ଚ ଦେବା ଏବଂ ନେବା ଦଣ୍ଡନୀୟ ଅପରାଧ ନିମନ୍ତେ କଠୋର ଦଣ୍ଡ ଦରକାର ।
@dibyaranjanrautray-zu8ld
@dibyaranjanrautray-zu8ld 6 күн бұрын
Content miluni 1lakh narana dau
@HatiaThakura
@HatiaThakura 18 күн бұрын
Bhai bhata badhiba nai kichhi fews karantu namaskar
@ManashiBagarti
@ManashiBagarti 18 күн бұрын
🙏🙏🙏🙏🙏🙏🫡🫡🫡🫡🫡🙌🙌🙌🙌🙌
@BaiaBaba-x6m
@BaiaBaba-x6m 18 күн бұрын
ମୁଁ ଯଦି ବାଟରୁ ଟଙ୍କା ପାଇବି ଓ ଟିଭି ନିୟୁଜ ଫିୟୁଜ କୁ ପଠାଇ ଦେବି, କାରଣ ମୋଟା ଅଙ୍କର ଟଙ୍କା ନେଇ ସତ ଅପରାଧ ଘଟଣା ଲୋକ ଲୋଚନକୁ ଆଣୁ ନାହାଁନ୍ତି, ଭିଡ଼ିଓ ପଠାଇଲେ କାଟି ଦେଉଛନ୍ତି,,
@somanathmaharathi1725
@somanathmaharathi1725 18 күн бұрын
Kou video chhadithila bhai
@maheswarkisan3671
@maheswarkisan3671 18 күн бұрын
ରାସନକାଡରଇକେଔସିତାରିଖକୂଦଢାଯାଊ ଆସନ୍ନ ଏପେ ଲତା12*4*2025ପଯନ
@odiastorytech3595
@odiastorytech3595 18 күн бұрын
NEWS FUSE TEAM ABIT CUTTACK JAO SETHI VALA CONTENT MILIBA
@sachingahiryadav5561
@sachingahiryadav5561 15 күн бұрын
😅😅😅😅
@Manas_panigrahi
@Manas_panigrahi 18 күн бұрын
Narana babu amiti school/hospital ama odisha re bahut apana fuse kari kari thaki jibe kintu organisation sansta paribartan heba bahut kasta..
@RameshMohanty-n4q
@RameshMohanty-n4q 18 күн бұрын
Kya BJD government 5 T work. ODISHA.
@jayramraj6074
@jayramraj6074 18 күн бұрын
Samaste kahuchanti asata dhana fale bahut galabele jaye mula sahita. Jemiti paile nebe nahin. Midia samnare ate bibek pania dekhauchanti jemiti siye jane bada sadhu. Re Narana tu kn kahibu kaha a Mananku.
@jayramraj6074
@jayramraj6074 18 күн бұрын
Sandha Aau kukurara amiti sampark birala
@jayramraj6074
@jayramraj6074 18 күн бұрын
Ea english kuha Bhai ra jamaru lobha nahire Narana. Ea bhai dwapara jugara bhakta Sudama.
@jyotiprakashnayak2996
@jyotiprakashnayak2996 18 күн бұрын
News fuse ra Na change kara, New name Faltu news dia
@VbvvVvvv-d8p
@VbvvVvvv-d8p 17 күн бұрын
Good night ❤❤❤
@odiastorytech3595
@odiastorytech3595 18 күн бұрын
NEWS FUSE TEAM ABIT CUTTACK JAO SETHI VALA CONTENT MILIBA
@VbvvVvvv-d8p
@VbvvVvvv-d8p 17 күн бұрын
Good night ❤❤❤
@VbvvVvvv-d8p
@VbvvVvvv-d8p 17 күн бұрын
Good night ❤❤❤
@VbvvVvvv-d8p
@VbvvVvvv-d8p 17 күн бұрын
Good night ❤❤❤
News Fuse 06 JAN 2025
22:53
OTV
Рет қаралды 90 М.
99.9% IMPOSSIBLE
00:24
STORROR
Рет қаралды 31 МЛН
Мен атып көрмегенмін ! | Qalam | 5 серия
25:41
We Attempted The Impossible 😱
00:54
Topper Guild
Рет қаралды 56 МЛН
News Fuse 23 DEC 2024
21:56
OTV
Рет қаралды 43 М.
Will 2025 Bring Happiness?: Loka Nakali Katha Asali | Kanak News
22:07
News Fuse 27 DEC 2024
21:35
OTV
Рет қаралды 64 М.
News Fuse 25 DEC 2024
21:34
OTV
Рет қаралды 290 М.