Jibana Do Chhakire Ashara Alok Ep 335| Ghara Bhangidela para bhauja

  Рет қаралды 611,636

OTV

OTV

Күн бұрын

Jibana Do Chhakire Ashara Alok Ep 335| Ghara Bhangidela para bhauja
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 239
@durgaprasadhota
@durgaprasadhota Жыл бұрын
ପୁରୁଷ କଥା ଶୁଣି ନାହାଁନ୍ତି ଖାଲି ଲେଡିସ କଥା ଶୁଣୁଛନ୍ତି।। ଏ ପୁର ଭୁଲ କଥା
@rakeshjena22
@rakeshjena22 6 ай бұрын
ଏ ସ୍ତ୍ରୀ ଲୋକ ମହା ବଦମାସୀ 😡
@harishnayak8993
@harishnayak8993 2 жыл бұрын
ଗୋଟେ ମାଆ ଯେତେ ବି ଅସୁବିଧା ଆସୁନା କାହିଁକି ତା ଛୁଆଙ୍କୁ କେବେବି ଛାଡ଼ିବନି, ସ୍ୱାମୀକୁ ଛାଡ଼ି ଦେବ ପଛେ ଛୁଆକୁ ଛାଡ଼ିବନି, ମାଆ ପଛେ ପାଗେଲି ହେଇଯିବ, ତାର ହାତ କଟି ଯିବ କି ଗୋଡ କଟି ଯିବ ଭିିକ ମାଗିକି ଛୁଆଙ୍କୁ ଜୀବନ ସାରା ପୋଷିବ ପଛେ ହେଲେ କେବେ ତା ଛୁଆଙ୍କୁ ଛାଡିକି କୁଆଡେ ଜୀବନୀ, ଯୋଉ ସ୍ତ୍ରୀ ଲୋକ ତାର ଛୁଆକୁ ଛାଡ଼ିକି ପଳାଏ ସେ କି ମାଆ, ଏ ସ୍ତ୍ରୀ ଲୋକ ତ ତା ଛୁଆଙ୍କୁ ଛାଡିକି ବାରମ୍ବାର ପଳଉଚି ଏ କି ମାଆ,ଏ ମାଆ ନୁହଁ ମା ଜାତି ପାଇଁ କଳଙ୍କ
@dkmgagu6973
@dkmgagu6973 Жыл бұрын
Right sir
@Jullysethi
@Jullysethi Жыл бұрын
Se striloka ra chahani ku dekhantu.... Aakhire hani Deu6i.....
@romanchagandha8132
@romanchagandha8132 Жыл бұрын
Tara Swami varithibe bhai
@SUJALGAMER.23
@SUJALGAMER.23 Жыл бұрын
Bapa chhua nku maind chenj koru chhi
@jyotiranjansenapati569
@jyotiranjansenapati569 Жыл бұрын
3 ta chhua ko kn maaa rakhipariba eka kn pai rakhiba thik karichi vouni
@biswanathsitha5142
@biswanathsitha5142 11 ай бұрын
ଏ "ସୋ " ସେ ମହିଳାଙ୍କର ବେଶୀ ଭୂଲ୍ ଅଛି,, ଯଦ ସ୍ବାମୀ ପର ଘରେ ପଶୁ ଛି, ସେ ମହିଳା କାହିଁକି ବାରମ୍ବାର ସ୍ବାମୀକୁ ଛାଡି ବାପ ଘରକୁ ତାଲିଯାଏ ? ଆଉ ଯେତେବେଳେ ମହିଳା ବାପ ଘରକୁ ଯାଏ, ସେ ଠିକ୍ ରେ ଥାଏ ନା ଅନ୍ଯ ବାଟେ ଯାଏ, ଏଥିରେ ସ୍ବାମି ର ସନ୍ଦେହ ହବ ନା ନାହିଁ ।।।। ସେ ମହିଳା ର ତ କିଛି ପ୍ରେମ ର ଅଭାବ ନ ଥିଲା, ଯେ ହେତୁ ୩ଟା ପିଲା ହେଇଛି,,,, ପର ଉପରେ ଏତେ ସନ୍ଦେହ କାହିଁକି?????
@deepuexpress
@deepuexpress Жыл бұрын
ଏ ମାଇକିନା ହାରାମି ଶାଶୁ ନାହିଁ,ଶଶୁର ନାହିଁ, ନଣଦ ନାହିଁ, ଦିଆର ନାହିଁ, ପୁଣି ଚଳିବାରେ ଅସୁବିତା...ଏ ଆଉ ଗୋଟେ ଚାଁହୁଛି
@dkmgagu6973
@dkmgagu6973 Жыл бұрын
Hmm bhai
@dkmgagu6973
@dkmgagu6973 Жыл бұрын
Satare
@rudranarayanpradhan8613
@rudranarayanpradhan8613 Жыл бұрын
Sahamat
@bishwarupabansiar2989
@bishwarupabansiar2989 Жыл бұрын
Thik kotha ...
@amarendra29
@amarendra29 10 ай бұрын
100%CORRECT
@mrutyunjayanath3387
@mrutyunjayanath3387 2 жыл бұрын
ତୁମେ କେମିତିକା ମାଁ ଯେ ପିଲାଙ୍କୁ ଛାଡି ବାପ ଘରକୁ ଚାଲି ଯାଉଥିଲ
@MenuDas
@MenuDas 10 ай бұрын
Sia bhalapaethelata sathepani
@RameshMohanty-p1f
@RameshMohanty-p1f Ай бұрын
Very Good dicition.
@mstylishlybabu1896
@mstylishlybabu1896 10 ай бұрын
ମାଇକିନିଆ ଟା ବଡ଼ ବଦ୍ମାସ୍ ଅଛି ଯାହା ଲାଗୁଛି!! ତିନି ଟା ପିଲା କୁ ଛାଡ଼ି ବାପା ଘରେ ରହି ଅଲଗା ଆଡେ ଖେଳ କରୁଛି ସ୍ବାମୀ ନା ରେ ମିଛ ଆରୋପ ଲଗାଉଛି!! ଆଉ ଏହି ବାଳ show ରେ ସବୁ ବେଳେ ଝିଅ କୁ support ଦିଆ ଯାଉଛି ପୁଅ ଙ୍କୁ ଚାପ ପକା ଯାଉଛି ଡରା ବି ଯାଉଛି!! Lady କାଉନସିଲର ମାନେ ବେଶି ଝିଅ ଙ୍କୁ support ଦେଉ ଛନ୍ତି!!
@jaysanatan6012
@jaysanatan6012 5 ай бұрын
କାଉନସିଲର ମାନେ ଝିଅ କୁ suport କରୁଛନ୍ତି। E ମା ଭଲ ନୁହେଁ।
@P.niranjanPatro
@P.niranjanPatro 2 ай бұрын
Right right 100% right
@Rajesh222
@Rajesh222 2 жыл бұрын
ଭାଉଜଙ୍କ ନଜର ଭାରି ଡେଜଁର ଜଣା ଯାଉଛି......
@shrikantkumar1819
@shrikantkumar1819 Жыл бұрын
ଏ କାହାଣୀ ରୁ ମୁଁ ଯାହା ବୁଝିଲି...ସେ ଭାଉଜ କୁ ଡକା ଯାଉ ସୁକାନ୍ତ sir ଙ୍କ ସହିତ ବାହାଘର କରି ଦିଆ ଯାଉ.....ନା ରହିବ ଭାଉଜ...ନା ମୋ ଭାଇ ର ବଢିବ କରଜ
@prafullabarik7085
@prafullabarik7085 Жыл бұрын
ସ୍ତ୍ରୀ ବୋଲି ସବୁବେଳେ ସ୍ବାମୀ ଉପରେ ଗିଡି ଗିଡି‌ ହେବା ଠିକ୍ ନୁହେଁ ।
@ajitsethy6790
@ajitsethy6790 2 жыл бұрын
ମୁ ବହୁତ ଏପିଷୋଡ଼ ଦେଖିଚି ପିଲାମାନେ ଯଦି ମା ପାଖରେ ରହିଲେ ଲେଡିସି ଜଜ ମାନେ ପୁରୁଷ ଉପରେ ଦୋଷ ନଦୀ ଦିଅନ୍ତି,ପିଲାମାନେ ଯଦି ବାପା ପାଖରେ ରହିଲେ ଏଠି ଜଜ ମାନେ କହୁଛନ୍ତି ବାପା ପାଖରେ ରହିଛିତ ଶେଥିପାଇଁ ବାପା ସପଟ ନେଉଛନ୍ତି
@hemantswain9061
@hemantswain9061 Жыл бұрын
Pura sata katha
@dkmgagu6973
@dkmgagu6973 Жыл бұрын
Sir support karu6nti
@prabhakarsenapati1721
@prabhakarsenapati1721 Жыл бұрын
Judge ଙ୍କ କଥା ମୋତେ ମନ ପାଇଲା ନି
@rajureddy2130
@rajureddy2130 2 жыл бұрын
ଯେଉଁ ମା ପିଲା ଙ୍କୁ ଛାଢି ମା ଘରେ ରହେ ତାଙ୍କ ଠୁ ପାପି କେହି ନାହାନ୍ତି । ଦୁନିଆରେ ଏମିତି ମା ଅଛନ୍ତି ପିଲାଙ୍କୁ ଛାଢି ରହିପାରିଵ ନାହିଁ । ଏହି ମା ଵାପା ଘରେ କି ? ଭଳି ରହୁଥିଲା ଦଶାଓ । ଗୋଟିଏ ମା ନିଜ ସ୍ବାମୀ ଙ୍କୁ ଛାଡି ଅନ୍ୟ ପ୍ରମିକ ସହ ପ୍ରେମ କରିଥିଲେ 3 ବର୍ଷ ପୁଅ ଦେଖିଵାରୁ ବେଈମାନ ମା ନିଜ ପୁଅକୁ ଜିଵନରେ ମାରିଦେଲା । 3 ବର୍ଷର ପୁଅ ଯେମିତି ହନ୍ତ ସନ୍ତ ହୋଇ ମରିଛି । ସେହି ମା ମୟ୍ୟ ହନ୍ତ ସାନ୍ତ ହୋଇ ମରିବ । ପୂର୍ବର କର୍ମର ଫଳ ନିଚ୍ୟୟ ମେଳିଵ । ଜୟ ଜଗନ୍ନାଥ
@deepuexpress
@deepuexpress Жыл бұрын
ଡାହାଣୀ ଟେ ଏ ଭଲ ସେ ଦେଖ ସେ ସ୍ତ୍ରୀ ଲୋକକୁ
@bijayasahoo8066
@bijayasahoo8066 2 жыл бұрын
ସ୍ତ୍ରୀ ଲୋକ ଟିର ବହୁତ ଭୁଲ
@dkmgagu6973
@dkmgagu6973 Жыл бұрын
Hmmm sir
@lipukhanda2809
@lipukhanda2809 10 ай бұрын
😂😂😂
@subhashreecreation1978
@subhashreecreation1978 Жыл бұрын
Maa ବିଲକୁଲ ଭଲ ନୂହେଁ, ନିଜେ ଯାହା ଅନ୍ୟ କୁ ସେଭଳି ଭାବୁଛି, ତା ଚାହାଣି କହୁଚି ଦୋଷ ପ୍ରବଳ
@durgaprasadhota
@durgaprasadhota Жыл бұрын
ପୁରା ଭୁଲ ହଉଚି ଶେ ସିତ୍ରି ଲୋକର
@sanatanmohapatra2148
@sanatanmohapatra2148 Жыл бұрын
ମା,ର ୧୦୦ ଭାଗ ଭୂଲ୍।।
@KailasachandraMahapatra
@KailasachandraMahapatra 15 күн бұрын
ଜଜ୍ ମାନେ ଏକ ତରଫା ବିଚାର କରୁଛନ୍ତି,
@PradeepKumarPandaEconomist
@PradeepKumarPandaEconomist 2 жыл бұрын
Best show ever. My favorite show. Salute team for excellent effort. Please continue the show forever. Top class
@bulbulr5691
@bulbulr5691 Жыл бұрын
😊😊😊
@adaitasenapati
@adaitasenapati Жыл бұрын
23:25 24:16 24:18
@binodininayak5142
@binodininayak5142 Жыл бұрын
​@@bulbulr5691÷ 😊
@alokbehera5697
@alokbehera5697 Жыл бұрын
@@adaitasenapati p
@jayhindi9876
@jayhindi9876 Жыл бұрын
କେହି ନାହାନ୍ତି ସ୍ବାମୀ ସ୍ତ୍ରୀ ଦୁଇ ଜନ ପୁଣି କାହିଁକି ଭାଉଜ କଳି କରୁ ଚନ୍ତି
@prabhakarsenapati1721
@prabhakarsenapati1721 Жыл бұрын
ଘର ଭାଙ୍ଗିଲା ପର ଭାଉଜ ସମ୍ପୂର୍ଣ୍ଣ କଳ୍ପିତ ଦୋଷ ଯାହାକୁ ଭିତ୍ତି କରି ଜିଆ ଟା ନିଜ ଦୋଷ କୁ ଲୁଚାଇବାକୁ ଚେଷ୍ଟା କରେ। ଯିଏ ଛୁଆ ଚଡି ବର୍ଷା ବର୍ଷା ଧରି ବାପା ଘରେ ରହେ, ସେ କି ମାଆ। ଦ୍ଵିତୀୟରେ, ମାଡ଼ ତା ଦୋଷ ଦେଖା ଯାଉଚି। ହେଲେ ସ୍ତ୍ରୀ ର କଟୁ ବାକ୍ୟ କଣ କାଟେନି? ବାକ୍ୟ ବାଣ କଣ ମିଠା ଲାଗେ କି କାହାକୁ। ଏମାନେ ମାଡ଼ ହେଲେ ବି ସିଧା ହେବେନି।
@jyotirmayeemeher4103
@jyotirmayeemeher4103 Жыл бұрын
Swami kana katu bakya kuheni swami kana stree ku badhila bhali kama kareni??Stree jadi semiti swami ku maribe katha ta badhila boli apana kana kahibe...Apananka stree apanaku marile kana kahibe... Swami stree ku nijara bhabile kebe hele hata utheibani... Jhagada heba galli kariba ee case alaga seita chua tu budha samaste karanti...hele hata utheiba bohut bada jinisa.. Apana kouthi kama karuthile bhi sethi jhagada hei paribe hele hata utheile kathata bhayankara hei jiba....tahele kemiti hata utheikbaku justify karucha... Kana chahucha...katu bakya nakahiki swami ku mariki nija baktyaba rahiba katha
@digitalpipul
@digitalpipul Жыл бұрын
ପୁଅର କୌଣସି ଭୁଲ ନାହିଁ. 6 ମାସର ପିଲାକୁ ଛାଡି ଯିବ ପୁଣି ସ୍ଵାମୀ ର ରୋଜଗାର ଖୋଜିବ, ବାପ ଘରେ ରହି ତ ବାହା ହେଉଥିଲା କଣ ପାଇଁ, ବାପ ଘରେ ବିବାହ ପୂର୍ବରୁ ଅନ୍ୟ ସମ୍ପର୍କ ଥିଲା ନଚେତ୍ ତା ମା ର କୁ ପ୍ରଭାବ..... ଝିଅ ର ଭୁଲ.....
@ashishnaik6471
@ashishnaik6471 2 жыл бұрын
ଉପକୂଳ ଓଡ଼ିଶାରେ କାହିଁକି ସ୍ତ୍ରୀ କୁ ପଶୁଭଳି ବ୍ୟବହାର କରାଯାଏ ଆମ ପଶ୍ଚିମ ଓଡ଼ିଶାରେ ସ୍ତ୍ରୀ କୁ Laxmi boli ଭାବୁ
@easyforexam9779
@easyforexam9779 2 жыл бұрын
Murkha hele amiti heba, se upakula odisha hau,ki paschima odisha
@Rajesh222
@Rajesh222 2 жыл бұрын
Don't Blame all eastern Odisha.i know what western girls doing in bhubaneswar , so don't judge a book by its cover bro.
@paniarabinda
@paniarabinda 2 жыл бұрын
ପଶ୍ଚିମ ଓଡ଼ିଶା ରେ ପୂଜା କରନ୍ତି? କିଛି case asuni ପଶ୍ଚିମ ଓଡ଼ିଶା ରୁ?
@muktapanigrahi5054
@muktapanigrahi5054 Жыл бұрын
Paschim odisha re jhia mane sahuchhanti,pua mane 80/ parsent rakhyasa swabhabara
@muktapanigrahi5054
@muktapanigrahi5054 Жыл бұрын
Mu b paschim odisha ra sambalpur akhanda jilla ra
@jaysanatan6012
@jaysanatan6012 5 ай бұрын
ସ୍ତ୍ରୀ ଭଲ ନୁହେଁ। ଛୁଆ କୁ ଛାଡି ମା ରହିପରିବନି ,ମା ଛୁଆ କୁ ଆଣି ପାଖରେ ରଖିବା କଥା, ମା ତାହା କରି ପାରିନାହିଁ।
@sajookhan6160
@sajookhan6160 2 жыл бұрын
This episode one side support
@mochashamohasa6398
@mochashamohasa6398 Жыл бұрын
Good bless you Jay jagannath
@deepuexpress
@deepuexpress Жыл бұрын
ଏ ଟୋକା ର ଵି ପର ମିକିନା ମିଠା ଲାଗୁଚି
@sarojkumarbehera4509
@sarojkumarbehera4509 Жыл бұрын
ଏ ଜଷ୍ଟିସ ଠିକ୍ ଲାଗୁନି ସ୍ତ୍ରୀ କୁ ସପୋର୍ଟ କରୁଛନ୍ତି
@jyotiranjansingh65
@jyotiranjansingh65 Жыл бұрын
Right
@rameshmahalik4740
@rameshmahalik4740 2 жыл бұрын
ସ୍ତୀ ଲୋକଟାର ଭୁଲଟା ଦେଖନା,ପୁରୁଷ ସହିତ ଏ ମିତି କହୁଛ
@bishnumohannath1309
@bishnumohannath1309 Жыл бұрын
Good luck sir
@Lulujena-xt1if
@Lulujena-xt1if Жыл бұрын
Final
@SibasankarBehera-b9f
@SibasankarBehera-b9f 17 күн бұрын
ଏ ସାର୍ ମାନେ B ଵୋକାଛୋଦା
@sibanikhuntia5455
@sibanikhuntia5455 2 жыл бұрын
So sweet episode
@ରୋମୀଓ
@ରୋମୀଓ 2 жыл бұрын
ଭାଈ ଜେତେ ଜାହା ହେଲେଭି ଘର ର ମାଈକୀନା ହୋଉଛି ମା ମହା ଲଖିମୀ ସେଥୀପାଈ ମାଈକୀନା ଉପରକୁ ହାତ ଉଠେଈବା କଥା ନୂହ ମୋ ମତରେ
@dkmgagu6973
@dkmgagu6973 Жыл бұрын
Tik katha sir
@prabhakarsenapati1721
@prabhakarsenapati1721 Жыл бұрын
ହାତ ଉଠେଇ ଭଲ କରିଛି। ସେମିତି ସ୍ତ୍ରୀ ଙ୍କ ପାଇ ଘରେ ଜାଗା ନାହିଁ।
@harischandramajhi944
@harischandramajhi944 Жыл бұрын
Thank u Sukant sir
@odiamovi3319
@odiamovi3319 2 жыл бұрын
Miss you mihir sirn😭😭😭😭🙏🏾🙏🏾
@proudhinduodia
@proudhinduodia Жыл бұрын
ଏ ମାଇକିନା ପୁରା ସାଧୁ ଆଉ ଘଇତା ପୁରା ଧର୍ମାତ୍ମା
@prabhakarsenapati1721
@prabhakarsenapati1721 Жыл бұрын
ଯେତେବେଳେ ଝିଅ ଭାଷା ପ୍ରୟୋଗ କରୁଛି, ମାଡ଼ ମାରିବା ଛଡ଼ା ଆଉ କିଛି ନୁହେଁ। ଅଲଗା ହେବା ଟା ଠିକ୍ ହେବ।
@jyotirmayeemeher4103
@jyotirmayeemeher4103 Жыл бұрын
Bhauja sahita kharap samparka rahile bhasa prayog karibani toh kana kariba?? Se jhua bhul kala swami ku katu katha na kahi badeiki sidha karibara thila
@tulusamantaray2806
@tulusamantaray2806 Жыл бұрын
ଏ କାହାଣୀ ର ଖଳନାୟକ ତା ହେଲେ ଭାଉଜ
@prabhakarsenapati1721
@prabhakarsenapati1721 Жыл бұрын
Domestic violence katha କହୁଛନ୍ତି। ଭାଷା ପ୍ରୟୋଗ କଲେ କିଏ ଦୋଷୀ ହେବ। ଭାଉଜ issue ଟା ଆଖିକୁ ଠାର। ସତ୍ୟ ସତ୍ୟ ନୁହେ। ଝିଅ ଟ୍ରୁ କରୁଛି issue srushti ହେଉଚି
@rbikashkumar5509
@rbikashkumar5509 Жыл бұрын
Pilamane maa nka pakhare ruhanti sunithili but athi amiti maa jane jie nija Pila mananku durei rakhuchi.. Hey bhagwan family ku puni purba bhali sukha santi re ruhantu atiki krupa kara..Jay jagannath 🙏
@mrp.kcolourful1359
@mrp.kcolourful1359 Жыл бұрын
ମିଠା ଆଉ ଫୁଲମାଳ କଣ ହେଲା 😢😢😢😢
@satyanandasahoo240
@satyanandasahoo240 2 жыл бұрын
ଏଇ ପିଲା ହାରାମି
@ajitsethy6790
@ajitsethy6790 2 жыл бұрын
One side suport
@deepuexpress
@deepuexpress Жыл бұрын
ମାଇକିନା କୁ ଚିହିଁବା କଷ୍ଟ
@biswanathroul1200
@biswanathroul1200 Жыл бұрын
Sir sandehi mananku bujhai ba bada kasta mu sir Bhauja mananka sathi re bhat khauchhi tankari panata re muha pochhe pakhare base kintu mo stree sandeh karanti nahi karana Bhauja ghara ku Prathame asichhanti hata re khoi chhanti Abe kana tanku bhuli heba se para maa bada bahuni sabu role re achhanti
@SibasankarBehera-b9f
@SibasankarBehera-b9f 17 күн бұрын
ଵେଦେଇ ମାଇକିନା
@rabinarayandash6716
@rabinarayandash6716 Ай бұрын
Bapa ghrakukanhijauthila
@agninews-mu3bp
@agninews-mu3bp Жыл бұрын
@bhabendrabeherababubehera4543
@bhabendrabeherababubehera4543 Жыл бұрын
Nice
@mahendramurmu8655
@mahendramurmu8655 Жыл бұрын
Oh no!!!!!
@rathanakarsahoo7998
@rathanakarsahoo7998 Жыл бұрын
Many many thanks to video graphene. It is very ashamed for her them,this virat Video saw all ODISHA & all India.
@Banshidhar.Swain199
@Banshidhar.Swain199 10 ай бұрын
ଏ ସ୍ତ୍ରୀ ଲୋକ ର ପ୍ରବଳ ଦୋଷ ଅଛି।
@rosnisahoo7693
@rosnisahoo7693 10 ай бұрын
Jauta madam kahile thik katha gote bapa chhuanku nijara vabidianti hele Janna deithiba sei chhua ra maa ku ijat diantini
@chaitanyabehera9237
@chaitanyabehera9237 Жыл бұрын
How to attend asara Alok chanel for solve family problem?
@kailashdash2067
@kailashdash2067 2 жыл бұрын
Mother or devil ?mother is always lived with her kids,it is the nature of humanbeings. Miss u Mihir Das.
@nilamaninayak4265
@nilamaninayak4265 2 жыл бұрын
Right
@alokbarik3886
@alokbarik3886 Жыл бұрын
@@findingikigai8659 ..: III.. II men and women: you have a:.......what time are we going
@shatrughanapradhan4719
@shatrughanapradhan4719 Жыл бұрын
​@@nilamaninayak4265😊😊
@Biswaranjan-qr2sq
@Biswaranjan-qr2sq 8 ай бұрын
​@@alokbarik3886 🎉 1:37
@smrutirekhajena9359
@smrutirekhajena9359 Жыл бұрын
Kemiti anouchi ta stri ku ragiki
@surajbhoi6289
@surajbhoi6289 Жыл бұрын
Madam stree ra sampurna bhul,pilaa pai taa darad nahi
@royalsantoshvg
@royalsantoshvg 10 ай бұрын
Balugan Banpur ki
@pintumahanty2656
@pintumahanty2656 Жыл бұрын
ସବୁ ମାଇକିନା ର ଭୁଲ୍ ଖରାପ ଅଛି
@mrutyunjayanath3387
@mrutyunjayanath3387 2 жыл бұрын
ଏ ପୁଅର ଭୁଲ୍ ଅଛି ଝିଅର ବି ଭୁଲ୍ ଅଛି ଦି ଜଣ ଜାକ ମିଛ କହୁଛନ୍ତି
@MenuDas
@MenuDas 10 ай бұрын
Apanankara anuman puratek m.m L
@MenuDas
@MenuDas 10 ай бұрын
Thek
@MenuDas
@MenuDas 10 ай бұрын
Kemiti kuha m.m
@chitrasenasamal1116
@chitrasenasamal1116 2 жыл бұрын
sukant babu one side kathaa kahuchhanti..jhia ra bhul bahut achhi..sabu misiki puatiku dabaibaku chesta karuchhanti.....bhul pura bhul
@dkmgagu6973
@dkmgagu6973 Жыл бұрын
No saikoloji ea madam support karu6nti
@ajitbrahma343
@ajitbrahma343 Жыл бұрын
ଆଉ ଜଣେ କିଏ ଜାଣେ ମାଇପ ରଖିଛି
@livingmantraabyprakash694
@livingmantraabyprakash694 Жыл бұрын
Apana mane one sided decission sabubele nianti...stri loka for re....ethi jadi stri barambara Swami ku chhadiki jiba tahele Swami Anya stri rakhile kichhi bhul nai
@rajanikantaswain6367
@rajanikantaswain6367 2 жыл бұрын
A stree loka gote harami and selfish
@odiajhiarasmi46
@odiajhiarasmi46 Жыл бұрын
Ashara Alok ra joga joga kemiti kariba
@jhilisahu4136
@jhilisahu4136 2 жыл бұрын
Miss you mihir bhai
@pravasmohanty7206
@pravasmohanty7206 Жыл бұрын
Bapa pakharu pila setiki bhala paiba paichanti
@sauravmohanta1326
@sauravmohanta1326 2 жыл бұрын
Bhauja Prema mitha 😀
@PromiseAKD
@PromiseAKD Жыл бұрын
Sir a jhio sabu micha kahuchi A jhio bahut khiladi
@BuluPradhan-ou3lk
@BuluPradhan-ou3lk 9 ай бұрын
Brother rati
@prabhakarsenapati1721
@prabhakarsenapati1721 Жыл бұрын
ଏଇଟା ମାଡ଼ ଖିଆ ଝିଅ
@starksuman
@starksuman Жыл бұрын
bhagaban namilu pache emiti na milu.
@lingarajkumarrajhans2919
@lingarajkumarrajhans2919 8 ай бұрын
A judge ra supprtng nature rahuchhi.jetebele pila kahila je chua school gala pare se gharu bahariki.tanka gharaku bahari jaye.kintu tanka ghare pahanchiba rati 8tare.kain se Katha descus kaleni.khali sabu pila ra bhul nuha.
@pranayinimishra7389
@pranayinimishra7389 Жыл бұрын
8
@odiatokaJaga
@odiatokaJaga 10 ай бұрын
Sir more gote coaching Jadi gote maa 6 masara chhua ku chhadi ghara pala a tahale sia maa habara jogiya nuhe Jadibi jhagada hela 6 masara chhua ku ta neiki Jai pari thanta naa 😡😡
@anitanath9509
@anitanath9509 9 ай бұрын
Sukanta bhai and mihir Das perfect but abe recently jea karuchanti ate khas nuha
@crzrakesh5174
@crzrakesh5174 Жыл бұрын
je parjyanta tanka daba se jaen bhala paisa khatam bhala paiba khatam 😭
@susamasahu4914
@susamasahu4914 Жыл бұрын
Mitha mitha vauja prem mitha
@odishagallery8973
@odishagallery8973 Жыл бұрын
Bhauja nka kouthi lafda chalichi, ta chahani ku dekha
@livedforother
@livedforother Жыл бұрын
Stree loka jane gala loka nunhe
@santoshkbisoyee6679
@santoshkbisoyee6679 Жыл бұрын
Jhea ra adhika bhul Achi it's really?
@arukpatra7232
@arukpatra7232 10 ай бұрын
Bapa ta kartabya karichi
@anantabehera3370
@anantabehera3370 Жыл бұрын
Pua ati prabala ragi so look
@satyadurga1267
@satyadurga1267 2 жыл бұрын
Jayjagannathsaha🙏🙏🙏
@tusharlenka213
@tusharlenka213 2 жыл бұрын
Tame sabu
@surendrabariha7863
@surendrabariha7863 Жыл бұрын
pila bad hebaru abe ghar manepaduchhi a kemiti
@rajanikantaswain6367
@rajanikantaswain6367 2 жыл бұрын
IN this case namrata man role is very partiality
@santoshlenka134
@santoshlenka134 Жыл бұрын
Toka pakha ki jai
@pandarakesh7382
@pandarakesh7382 2 жыл бұрын
Emiti maa maa nuhe.
@srpower3341
@srpower3341 Жыл бұрын
Real , this is a naguni
@Rose-rl1qq
@Rose-rl1qq 2 жыл бұрын
Praye swamy bahare jadi ko para stree saange relation re thaye tahale siye sabu problem stree upare deba to pai mu baharku gali jadi same dinsa stree mane karibe swamy upare ragi para pua pakhaku jibe tahsle kahiba characterless boli yeh sabu hauchi nija bahana au khichi nahi para relation rakiba pai
@satyasatya6134
@satyasatya6134 9 ай бұрын
Yea street lokara bahut dosa
@jayjackson2070
@jayjackson2070 8 ай бұрын
Sir Aapan mane kan samadhan karu chhan thi juadu bi mada au mada dekhuchan thi au kiche dekajau ne ki pelachua pai to rahe bari thhanta naa😅😅
@prasantpradhan7520
@prasantpradhan7520 2 жыл бұрын
Bhauja ra dosa prabala re narana
@prabhakarsenapati1721
@prabhakarsenapati1721 Жыл бұрын
ଏଇଠି ଝିଅ ର ପ୍ରବଳ ଦୋଷ
@aratipanda9221
@aratipanda9221 Жыл бұрын
Sata.baharkar
@sajookhan6160
@sajookhan6160 2 жыл бұрын
Jete bhi kasta hau maa ku .hele pila mannku chadi jiba uchit nuha mo matare
@shonasl3313
@shonasl3313 Жыл бұрын
Aou kn mariba mada khai tm baba ki tm ghre semty kn kebe dekhina j swami stree ku kemty maranty🤣😂 ea vl jhia ta boli ghrku paleila jadi ta jagare aou kou jhia thanta mada khaila pare ragiki bisa dei marideiki jail jaithanta
REAL 3D brush can draw grass Life Hack #shorts #lifehacks
00:42
MrMaximus
Рет қаралды 10 МЛН
Seja Gentil com os Pequenos Animais 😿
00:20
Los Wagners
Рет қаралды 26 МЛН
My Daughter's Dumplings Are Filled With Coins #funny #cute #comedy
00:18
Funny daughter's daily life
Рет қаралды 31 МЛН
Миллионер | 1 - серия
34:31
Million Show
Рет қаралды 2,9 МЛН
Jibana Do Chhakire Ashara Alok Ep 352   04 FEBRUARY 2023
44:37
Hasya Ranjane Gangavathi Pranesh Comedy Video || @AnandAudioComedy | Kannada Comedy
2:34:41
Anand Audio Kannada Comedy
Рет қаралды 4,3 МЛН
Ep : 5 I Jain Philosophy: An Introduction I Dr Vikas Divyakirti
3:29:27
Vikas Divyakirti
Рет қаралды 10 МЛН
Jibana Do Chhakire Ashara Alok Ep 376   05 AUG 2023
44:59
Jibana do chaki re ashara alok Ep58_13May2017
40:06
OTV
Рет қаралды 901 М.
REAL 3D brush can draw grass Life Hack #shorts #lifehacks
00:42
MrMaximus
Рет қаралды 10 МЛН