3rd Phase of Subhadra Yojana Money to Be Released Soon: Dy CM Pravati Parida

  Рет қаралды 49,430

OTV

OTV

Күн бұрын

ଖୁବ୍ ଶୀଘ୍ର ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଆଜି ହିତାଧିକାରୀଙ୍କୁ ସୁଭଦ୍ରାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମିଳିଥିବା ବେଳେ ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ମିଲିବା ନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ
ପ୍ରଭାତୀ ପରିଡ଼ା।
#SubhadraYojana #DeputyChiefMinister #OdishaTV #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 488
@ARUN-dp8yk
@ARUN-dp8yk 4 сағат бұрын
ଠିକ ଥିଲେ ବି ଆସୁନାହିଁ
@ReelsDiwani
@ReelsDiwani 3 сағат бұрын
Hn pa mura sabu thik achhi hele bi asini
@ranjupradhan3228
@ranjupradhan3228 3 сағат бұрын
Hm
@KumariPramita
@KumariPramita 2 сағат бұрын
Mora b sabu thik achhi tathapi asini
@GD1234jjk
@GD1234jjk 2 сағат бұрын
ମର v ଅଶିନି
@pritipurna169
@pritipurna169 2 сағат бұрын
Thik କହିଛନ୍ତି
@prasantapattanaik862
@prasantapattanaik862 3 сағат бұрын
ପ୍ରଥମ ପର୍ଯ୍ୟାୟ ମିଳିନାହିଁ, ଦ୍ଵିତୀୟ ପର୍ଯ୍ୟାୟର ମିଳିନାହିଁ, ତୃତୀୟ ପର୍ଯ୍ୟାୟ କଥା କହୁଛନ୍ତି। ଏକ ଟଂକା ବୋଧେ ପଠେଇ ସୁଭଦ୍ରା ଯୋଜନା ଟଂକା ପଠେଇଛୁ କହୁଛନ୍ତି। ଏମିତି ରେ ଏକ କୋଟି ମହିଳାଂକୁ ଦେଇଛୁ କହୁଛନ୍ତି, କହିବାରେ କଣ ଅଛି? ସବୁ ମିଛ।
@Kk-wk8js
@Kk-wk8js 2 сағат бұрын
ଦେଲେ କଣ ହବୋ ତେଲ ରଟେ 150 ଟଙ୍କା ଲିଟର କଲାଣିପା
@kumarbagh8966
@kumarbagh8966 2 сағат бұрын
Band kara be a jojona
@bijayalaxmibeherabijayalax3590
@bijayalaxmibeherabijayalax3590 2 сағат бұрын
1 ଟଙ୍କା ପଠେଇକି କହୁଛନ୍ତି ପଠେଇଦେଇଚୁ ସବୁ ମିଛ
@nareshpallai-qy2so
@nareshpallai-qy2so Сағат бұрын
ଖାଲି କହିଦେଉଛନ୍ତି ୨୫ ଲକ୍ଷ୍ୟ ୧୧ହଜାର ମହିଳା ପାଇଲେ। ୩୫ ଲକ୍ଷ୍ୟ ମହିଳା ସୁଭଦ୍ରା ପାଇଲେ ଏ ସବୁ ମିଛ। ମୁଁ ଯାହା ଯାହା ଭାବୁଛି କେବଳ ରାସନ କାର୍ଡ ଧାରି କିଛି ମହିଳାଙ୍କୁ ହିଁ ସୁଭଦ୍ରା ମିଳିଛି ଆଉ ବାକି ସବୁ ମିଛ 😂
@PramodKumar-12345
@PramodKumar-12345 43 минут бұрын
ଆମକୁ ମିଳିଛି
@uleshgond6545
@uleshgond6545 39 минут бұрын
ଆଗରେ pending ଟା କୁ ଠିକ୍ କର ବେରକାର କଥା କୁହ ନାହିଁ
@PaagalKhopdi
@PaagalKhopdi 2 сағат бұрын
ଖୁବ୍ ଶୀଘ୍ର tamatar ହେବ 150 ଗ୍ୟାସ୍ ହେବ 1200 ରସୁଣ ହେବ 500 ଖାଇଗଲେ ଶଳା ଓଡ଼ିଶାକୁ
@rajendraroul6511
@rajendraroul6511 2 сағат бұрын
Aagau Kete miluthia bruhhh
@dp-mt3ue
@dp-mt3ue 2 сағат бұрын
Tate free re darkar sabu
@PaagalKhopdi
@PaagalKhopdi Сағат бұрын
@@dp-mt3ue ଭାଇ ତୁ ଭକ୍ତ କି ?
@kajaldas5841
@kajaldas5841 2 сағат бұрын
1st phase ସରିଲା ଏବେ 2nd phase ବି ସରିଲା ଦେଖା ଯାଉ ୟେ 3rd phase କେବେ ଆସୁଛି ମିଛ ଆଶା ଦେଇ ମହିଳା ଙ୍କୁ ଆଉ ହଇରାଣ କରନ୍ତୁ ନାହିଁ plz
@arabindapanda7021
@arabindapanda7021 3 сағат бұрын
ପ୍ରତ୍ୟେକ ଦିନ ଗୋଟେ ଗୋଟେ କଥା କହି ମହିଳା ଙ୍କ ଆବେଗ ସହିତ ଖେଳିଛନ୍ତି
@Ayushmanhota-p3u
@Ayushmanhota-p3u 33 минут бұрын
💯 persent sata kahuca
@ecoedutainment-ecot5802
@ecoedutainment-ecot5802 2 сағат бұрын
ଯାହାକୁ ପଠେଇବା କଥା ପଠାନ୍ତୁ (ବ୍ଲକ ଅଧିକାରୀ କିମ୍ବା ପଞ୍ଚାୟତ ଅଧିକାରୀ କିମ୍ବା ଆପଣ ନିଜେ)....କିନ୍ତୁ ଗରିବ ଲୋକମାନଙ୍କୁ ହଇରାଣ କରନ୍ତୁନି । ରେସନ କାର୍ଡ ଜାହାର ନାହିଁ ତାକୁ ପେଣ୍ଡିଙ୍ଗ୍ ରେ ପକାଯାଇଛି । ନ ହେଲେ ରାସନ କାର୍ଡ ଯାହାର ନାହିଁ ସେମାନଙ୍କୁ ରାସନ କାର୍ଡ଼ ଦବାର ବନ୍ଦୋବସ୍ତ କରାନ୍ତୁ ।
@RubiBiswal-qp6et
@RubiBiswal-qp6et 2 сағат бұрын
Right amara rasan card heini ki subhadra asini
@lilabatisethi2823
@lilabatisethi2823 Сағат бұрын
Right
@TikiMahapatra-j7b
@TikiMahapatra-j7b Сағат бұрын
Moro bi ration card nahi
@smrutipriyaroul5618
@smrutipriyaroul5618 Сағат бұрын
Right
@nirupamasethi4787
@nirupamasethi4787 Сағат бұрын
Thhik katha
@123justwow86
@123justwow86 41 минут бұрын
ଯାହାର ଆଜି ଆସିନାହିଁ ତାର ୭ଜନ୍ମ ପରେ ବି ଆସିବ ନାହିଁ
@jhunu8284
@jhunu8284 39 минут бұрын
Tik 😅😅
@debashishpradhan7575
@debashishpradhan7575 17 минут бұрын
Right 😂
@mindurbusiness5463
@mindurbusiness5463 6 минут бұрын
Right
@manim8887
@manim8887 29 минут бұрын
ଆମେ 11 ସେପ୍ଟେମ୍ବର ରେ ପକେଇକି ପାଇନୁ ଅଥଚ ଲୋକ 17 ସେପ୍ଟେମ୍ବର ପକେଇକି ପଇସାରିଲେଣି ପ୍ରଥମ ପଯ୍ୟାୟ ଗଲା ଦ୍ୱିତୀୟ ପଯ୍ୟାୟ ବି ଗଲା ତୃତୀୟ ପଯ୍ୟାୟ ରେ ପାଇବୁ କି ନାଇଁ ସେଇଟା କିଏ କହିବ ଆକାଉଣ୍ଟ ସବୁ ଠିକ ଥାଇବି ପାଇପାରୁନାଉଁ ଆମେ ନରିହ ସରଳ ଗାଁ ସ୍ତ୍ରୀ ଲୋକ ମନେ ନିଜର ସବୁ କାମ ଛାଡିକି ଛୋଟ ଛୋଟ ପିଲାଙ୍କୁ କାଖରେ ଧରି ଜନସେବା କେନ୍ଦ୍ର ଠାରୁ ବ୍ୟାଙ୍କ ଧାଇଁ ଧାଇଁ ଅଣନିଶ୍ୱାସୀ ହୋଇ ପଡିଲେଣି ଦୟାକରି ସେମାନଙ୍କ ଦୁଃଖ ଟିକେ ବୁଝନ୍ତୁ 🙏🙏🙏🙏🙏🙏
@Pyarkaisehotahai143
@Pyarkaisehotahai143 3 сағат бұрын
ରାସନ କାର୍ଡ ଧାରୀ ମିଳୁଛି ଯାହାର ରାସନ କାର୍ଡ ନାହିଁ ତାକୁ ମିଳିବ କି ନାହିଁ ଗ୍ୟାରେଣ୍ଟି ନାହିଁ 100% ସତ କଥା
@mmnewsodia
@mmnewsodia 3 сағат бұрын
Right👍🏻
@manojbhoi5088
@manojbhoi5088 2 сағат бұрын
No jahara reson card nai taku bi milichhi
@sami-vb5xu
@sami-vb5xu Сағат бұрын
Thik katha
@mr.odia200
@mr.odia200 13 минут бұрын
Right
@kshirodchandramall3834
@kshirodchandramall3834 Сағат бұрын
ଗାଁ ର ଗରିବ ମହିଳା ଟିଏ ଅପାଙ୍କର dbt ଆଧାର ମାପିଙ୍ଗ କଣ ଜାଣିନାହାନ୍ତି. ଆପଣ ଙ୍କ ସରକାର ପ୍ରତି ଗ୍ରାମକୁ ଆସି document thik କରି ଟଙ୍କା ଦେବାର ବ୍ୟବସ୍ତା କଲେ ମହିଳା ମାନେ ସୁଫଳ ପାଇବେ. ନଚେତ ଯୋଜନା ସବୁ ଭାଷଣ ରେ ରହିଯିବ
@romanticmusic5492
@romanticmusic5492 3 сағат бұрын
କାହାର ବି ଆସି ନାହିଁ, ସବୁ ମିଛ ଭାଷଣ ଦେଉ ଅଛନ୍ତି
@sambitkumar7185
@sambitkumar7185 Сағат бұрын
Asuchi re bhai....amara asichi
@Rupablogs332
@Rupablogs332 Сағат бұрын
Mora asichhi
@zeenas_world
@zeenas_world 10 минут бұрын
Mora asini
@prasantanayak4444
@prasantanayak4444 41 минут бұрын
10 ତାରିଖରେ apply krithilu ଆସିନି
@Basudebamayaa
@Basudebamayaa 3 сағат бұрын
ଲୋକଙ୍କୁ ଭୁଲ ବାର୍ତା ଦିଅନ୍ତୁ ନାହିଁ second ଥର apply କରିହଉନି ok
@GaneshKarmi-i4s
@GaneshKarmi-i4s 3 сағат бұрын
ଠିକ ଥିଲେ ବି ଖାତା ପଇସା ଅଶୁନି ଖାଲି ଭାଷଣ ମାରୁଛନ୍ତି ପ୍ରଭାତୀ ପରିଡା ମାଡାମ ଇଏତ ବିଜେପି ର ଭାସଣ ଖାଲିଟାରେ ସଭାରେ କୁହନ୍ତୁ ନାହିଁ?
@RinkuMeher-xq9br
@RinkuMeher-xq9br 3 сағат бұрын
Dhani loka ku,dia,aama bhali garib lokar,ku diyani
@RajatBhoi-tp7vg
@RajatBhoi-tp7vg 2 сағат бұрын
Right 👍
@snehalatasahani2728
@snehalatasahani2728 35 минут бұрын
Right 👍
@GitanjaliMajhi-l3q
@GitanjaliMajhi-l3q 22 минут бұрын
ପ୍ରଥମ ପର୍ଯ୍ୟାୟ କିମ୍ବା ଏକ ଟଙ୍କା ମଧ୍ୟ ଆସି ନାହିଁ ତ୍ରୁତୀୟ କଥା କହୁଛନ୍ତି
@JyotsnaraniLovely
@JyotsnaraniLovely 2 минут бұрын
୧୬ତାରିଖରେ ଏପ୍ଲାଏ କରିଥିଲି ଯେ ଆଜି ଯାଏଁ ଆସିନି। ସବୁ ଠିକ ଅଛି ମେଡମ୍ ଆପଣଙ୍କୁ ମୁଁ କହୁଛି।
@rakeshsethy2714
@rakeshsethy2714 3 сағат бұрын
ବାଳ ସବୁ ଠିକ୍ ଅଛି ହେଲେ ଆସୁନି..... DBT./VCD/CD/ ସବୁ ସବୁ ଠିକ୍ ଅଛି ହେଲେ ଆସୁନି
@ramachandraprusty4921
@ramachandraprusty4921 3 сағат бұрын
Vai asiba kuadu jatra party dala pakhore poisa thile ta daba🤣🤣🤣
@patra899
@patra899 3 сағат бұрын
😂😂
@patra899
@patra899 3 сағат бұрын
😂😂😂😊
@kumarbagh8966
@kumarbagh8966 2 сағат бұрын
😂😂😂😂😂😂😂😂 Peta fuli gala bhaina jatra party ra manejer ku Mora anurodha program kara au Paisa jogad kari Paisa chhada
@rajendraroul6511
@rajendraroul6511 2 сағат бұрын
Biju jatra dala 😂😂​@@ramachandraprusty4921
@BiswajitSahoo-d5p
@BiswajitSahoo-d5p 39 минут бұрын
🙏🙏🙏🙏ଜୟ ଜଗନ୍ନାଥ। ସୁଭଦ୍ରା ଟଙ୍କା ମିଳିନି।
@urmilabehera8986
@urmilabehera8986 3 минут бұрын
ଯେତେବେଳେ ଗାଆଁ ର ପ୍ରତେକ ସ୍ତ୍ରୀ ଲୋକ ପାଞ୍ଚ ହଜାର ଲେଖାଏ ଟଙ୍କା ପାଉଛନ୍ତି ସେତେବେଳେ ଆମେ କିଛିବି ପାଉନୁ ସେତେବେଳେ ବହୁତ ମନ କଷ୍ଟ ହେଉଛି। ଆଉ ସେଇଥି ପାଇଁ ମୁ ବାଧ୍ୟ ହଉଛି କହିବାକୁ ନବୀନ ସରକାର ଭଳି ଏହି ସରକାର ବି କଣ ...? ଠକି ଦବ !
@urmilabehera8986
@urmilabehera8986 9 минут бұрын
ପ୍ରଥମ କିସ୍ତି ଆସିବ ଆସିବ ଆସିଲାନି ପୁଣି କହିଲ ଦ୍ଵିତୀୟ ପ୍ରଜାୟ ଆସିବ ଆସିବ ଆସିଲାନି ପୁଣି କହିଲ ତୃତୀୟ ପ୍ରଜାୟ କଣ ମୁ କିଛି ବୁଜିପରୁନି ଆଇଟା ସତ ନା ମିଛ ପ୍ରତିଶୁନ୍ତି
@ambarishdey4218
@ambarishdey4218 2 минут бұрын
ଧନ୍ଯ ରେ ବିଜେପି ଛି
@blcreationbs1020
@blcreationbs1020 19 минут бұрын
ସବୁ ଠିକ୍ ଥିଲେ ଭି ଆସିବନି କାରଣ ଆଗେ ମନ୍ତ୍ରୀ ଆଉ ତାଙ୍କ ଚାମଚା ମାନେ ପାଇବେ😂 ୟେ ହଉଛି G ମରା ସରକାର remote Control🫡
@sukantapradhan9773
@sukantapradhan9773 34 минут бұрын
ଆକାଉଣ୍ଟ ok dbt ok ପଇସା ଆସି ନାହିଁ କଣ କରା ଯିବ କହୁନ୍ତୁ
@khagpotimali
@khagpotimali 46 минут бұрын
ଦିଦି କହୁଛନ୍ତି। ଗୋଟେ। କରିଛନ୍ତି ଗୋଟିଏ। ଏଇଟା ଡବଲ ଇଂଜିନି ସରକାର। ନିରିହ ଲୋକଙ୍କର ଜୀବନ ସହିତ ଖେଳୁଛନ୍ତି। ଦଶହରା ସମୟରେ ମିଳିବ କହି। ହଇରାଣ ହେଉଛନ୍ତି। ଏଇଟା ମୋ ସରକାର। ଲୋକଙ୍କ ସରକାର। ଦୁଃଖ ଦେବା ସରକାର।😂😂😂😂😂 Nobaragpur kosagumda Rajoda
@khagpotimali
@khagpotimali 45 минут бұрын
Jay jay matadi
@prasantamahunta6712
@prasantamahunta6712 51 минут бұрын
Good
@bikashswain4610
@bikashswain4610 26 минут бұрын
ସବୁ ମିଛ 1ଟେ ବି ଆସୁନି ସବୁ ଠିକ ଥାଇକି. ଆଗ ପକେଇକି
@PranatiPattnaik-hk5lf
@PranatiPattnaik-hk5lf 16 минут бұрын
More sep 13 apply heuchi bank dbtbachi hele 2nd fez re be mora asinine kan pain million kipari tution jani porta jana sevaku ordered delivery semane lokanku debe
@allsolution3609
@allsolution3609 39 минут бұрын
ରଣ୍ଡି ପ୍ରଭାତୀ ପରିଡ଼ା ଯେଉଁ ମାନଙ୍କର ପଡ଼ି ନାହିଁ କଣ ପାଇଁ ତାହାର status ଦେବ କି ନାହିଁ ।
@ledtvripair7685
@ledtvripair7685 25 минут бұрын
ଏ ମାନଙ୍କର ମୁହଁ ଦେଖିବାର ଇଛା ହେଉନି
@puspitamahapatra7971
@puspitamahapatra7971 2 сағат бұрын
ସବୁ ଠିକ୍ ଥାଇକି ବି ପଇସା ଆସିଲା ନାହିଁ ମିଛ ଆଶା ଦିଅନ୍ତୁ ନାହିଁ ମହିଳା ମାନେ କାନ୍ଦୁଛନ୍ତି ପଇସା କାହିଁକି ଆସି ନାହିଁ । ପଛରେ ଲୋକ ପକେଇଲି ସେମାନଙ୍କର ପଇସା ଆସୁଚି । ଯିଏ ଆଗ ପକାଇଛନ୍ତି ଏତେ ଯାଏ ପଇସା ଆସିଲା ନାହିଁ । ସମସ୍ତଙ୍କୁ ପଇସା ଦବା ଦରକାର ।
@subhrantrout7728
@subhrantrout7728 Сағат бұрын
Bhai ration card re nutan e kyc karinaha bodhr so asinahi
@SeemanjaliDas
@SeemanjaliDas 2 сағат бұрын
Gote katha dabara achi ta dia nahele nahi ate drama kn karucha..lokanka imotion saha kheliba kn dar kar... subhadra na asiba agaru loka mane khusi thile au abe bahut mana kasta karuchanti...bala anku next time c.m Kariba kichi dar kar nahi.who agree like here 👍👍😢😢😢😢
@aswinibanchhor8945
@aswinibanchhor8945 3 сағат бұрын
ସରକାର ମିଛୁଆସବୁଠିକଥାଇବିପଡୁନିଟଙ୍କା
@Nandineebehera-u1j
@Nandineebehera-u1j 3 сағат бұрын
So much thanks.🙏
@urmilabehera8986
@urmilabehera8986 Минут бұрын
ଆପଣଙ୍କ ଉତ୍ତରର ଅପେକ୍ଷା ରେ !
@SunilKumarbehera-y5i
@SunilKumarbehera-y5i 2 сағат бұрын
ଆମକୁ ଆସିନାହିଁ ଟଙ୍କା ସବୁ ଠିକ ଅଛି
@ledtvripair7685
@ledtvripair7685 27 минут бұрын
ମୟୂରଭଞ୍ଜର ଲୋକ ଙ୍କର କଥା ମୁଁ ମୟୂରଭଞ୍ଜ ର ଆମର ମିଳିନି
@abhimanyudhal9266
@abhimanyudhal9266 9 минут бұрын
ଷ୍ଟାଟସ୍ କେମିତି ଦେଖି ପାରିବୁ ସେଇଟା କୁହ
@surendrajena6644
@surendrajena6644 28 минут бұрын
ରସନକାଡନଥୀଲେମିଳୁନି 2:37 ଖାଲୀନାଟକକରୁଛ
@ChaturbujaSahoo
@ChaturbujaSahoo Сағат бұрын
Very nice
@sahadevnath6211
@sahadevnath6211 40 минут бұрын
ତେଲିଆ ମୁଣ୍ଡରେ ତେଲ ଦେଲେ ସରକାର ଗରିବ ଲୋକଙ୍କୁ ଦେଲେ ନାହି କିପରି ଭରିକେସନ କଲେ
@NayakBinodini-e6l
@NayakBinodini-e6l 46 минут бұрын
Ebe block ru district ru aasi verification karibe kahuchanti 1st ru karithile bhal hoithanta
@Longhair1638
@Longhair1638 6 минут бұрын
Prathame. Apply kariba lonkonku milunainh pore apply kale miluchi
@vshorts12515
@vshorts12515 Сағат бұрын
STATE BANK SAHA KN GOTE LINK ACHHI MOSTLY ASUNI ,SBI RE MAA MANANKARA ADHIKA ACCOUNT PRAYATAH KN GOTE SCHEME KARUCHANTI ,NPCI CLEARED SEEDED ADHAR SHOW KARUCHHI FIR BI ASUNI
@abhimanyudhal9266
@abhimanyudhal9266 8 минут бұрын
ତ୍ରୁଟି କେମିତି ଜାଣିବୁ ସେଇଟା ଆପ ବାହାର କର
@SunitatareiTarei
@SunitatareiTarei 2 сағат бұрын
ରାସନ କାଡ ନଥୀଲେ ସୁଭଦ୍ରା ଟକା ଆସୁନି
@rakeshbgh
@rakeshbgh 2 сағат бұрын
ଆଉ ଭରସା ନାହିଁ madam ସରକାର ଉପରେ ପ୍ରଥମ ଦୁତିଆ କରି ବହୁତ କଷ୍ଟ ଦେଲେଣି ନ ଦେଲେ ନାହିଁ ଆଉ ମନ ମୁଖୀ କାମ ଆମର ଦରକାର ନାହିଁ ନ ମିଳିବା ର resion ବି ଦେଉ ନାହାନ୍ତି
@lilabatisethi2823
@lilabatisethi2823 Сағат бұрын
Right Bhai Bajet nanhi besi katha
@ସିଲିପ୍ରଧାନ
@ସିଲିପ୍ରଧାନ 40 минут бұрын
ଆମ ପାଖକୁ ଆସିନି
@sisirasahoo6561
@sisirasahoo6561 2 сағат бұрын
12 .09.2024 Ru apply helani e paryanta aasila nahin. Sabu thik thai
@deepaknayak3038
@deepaknayak3038 Сағат бұрын
Thank u mam amara asichi money aji🎉🎉🎉🎉
@ସିଲିପ୍ରଧାନ
@ସିଲିପ୍ରଧାନ 34 минут бұрын
ଆମେ ଗରିବ ଆମକୁ କଣ ପାଇଁ ମିଲିବ ଯିଏ ଧନି ତାକୁ ମିଳୁଛି ଵା ଵା ରେ ବଡ ନେତା 😂😂😂
@Nitya-Lifestyle
@Nitya-Lifestyle 42 минут бұрын
ସବୁ ଠିକ ଥାଇ ବି ଆସିଲାଣି
@bharatisethi287
@bharatisethi287 Сағат бұрын
au kebe miliba
@mypoems-wy9qb
@mypoems-wy9qb 2 сағат бұрын
ମୋର ମିଳିଛି I am happy
@samarjeetmahanayak3786
@samarjeetmahanayak3786 2 сағат бұрын
ଯେଉ ମାନକୁ ମିଳିଛି ସେମାନେ ସମସ୍ତେ ଯୋଗ୍ୟ ବୋଲି ଲାଗୁନି
@sunitamohapatra9737
@sunitamohapatra9737 2 сағат бұрын
Please inquiry all registration number and copreat all applicants don't play
@ChandiniranikachimChandinirani
@ChandiniranikachimChandinirani Сағат бұрын
Thank you so much cm sir Maro ashijaichhi
@itsindependent
@itsindependent Сағат бұрын
Gote Fass Chaleichhanty !!!!! Odisha ku Ei mane nasta kale 🙏🙏🙏🙏🙏🙏 Subhadra Chhada au kichhi nai Odisha re ......
@Nitya-Lifestyle
@Nitya-Lifestyle 43 минут бұрын
1st ମିଳିଲାନି ଏଯାଏଁ 😢
@GaneshMallick-rz7fi
@GaneshMallick-rz7fi 59 минут бұрын
ରାଶନ କାଡେରେ ନାନଥିଲେ ପଇଶା ଆଶୁନି କେବେ ଆଶିବ କୁହ
@SasmitaJena-b9n
@SasmitaJena-b9n Сағат бұрын
Madam mu sept 12apply kari tili mora asini
@ellina1751
@ellina1751 56 минут бұрын
Moro sobu thik ochi but Moro 1st na 2nd kichi asini moro
@mithundas6627
@mithundas6627 31 минут бұрын
Khali phase 1,2,3 Kentu paisa miluni
@SunilKumarSwain-yt6ir
@SunilKumarSwain-yt6ir 2 сағат бұрын
E kyc ଯେଉଁ ମାନଙ୍କର Pending ଅଛି , ଆଜି କାହାର ମଧ୍ୟ payment ଆସିନାହିଁ।
@MinatiGouda-l7i
@MinatiGouda-l7i Сағат бұрын
Mora milini plz jaldi diantu
@maati654
@maati654 3 сағат бұрын
ବିଜେପି ସବୁବେଳେ ମିଛ ହିଁ କହୁଛି
@ronimohanty4711
@ronimohanty4711 3 сағат бұрын
Mora b asinahi😢
@ManasKumar-md9ty
@ManasKumar-md9ty 3 сағат бұрын
😅 mate deba asile
@Chittamohalik6964
@Chittamohalik6964 2 сағат бұрын
Dhani loka ku dia aama bahli garib lokau dianai
@ledtvripair7685
@ledtvripair7685 31 минут бұрын
35 ଜଣ କୁ ବି ମିଳିନାହି
@mitupradhan2992
@mitupradhan2992 2 сағат бұрын
Bala asiba
@babulikurli3637
@babulikurli3637 2 сағат бұрын
ମୋରୋ ମାତ୍ର...….. ଏକ ଟଙ୍କା ହିଁ ଆସିଛି.... ବାକି ପଇସା ଗଲା କୁଆଡେ଼ 😢😢
@tarunsenbagh3464
@tarunsenbagh3464 Сағат бұрын
ଆମର କିଛିବି ଆସୁନି ସବୁ ok ଅଛି କିନ୍ତୁ ଏବେ ଯାଇ ଆସୁନି ମୁ 7 ରେ ସେ୍ଟେମ୍ବର ରେ apply କରିଥିଲୁ ଆମେ ବେଶୀ ଗରିବ
@satya6759
@satya6759 15 минут бұрын
Mora evening re aasilaa
@RubynaNaik
@RubynaNaik Сағат бұрын
Mor bi ashini😢
@basantipurohit1190
@basantipurohit1190 56 минут бұрын
ମୋର ବି ଆସିନାହିଁ
@PaagalKhopdi
@PaagalKhopdi 2 сағат бұрын
ଦୁଇଥର ଆବେଦନ କଦାପି ହେଉନାହିଁ😂 ନିଜେ ତ ଜାଣିନ ଆବେଦନ ପ୍ରକ୍ରିୟା କଣ
@MinatiGouda-l7i
@MinatiGouda-l7i Сағат бұрын
Mora rasan card nai kn asibani ki diantu plz
@Sastriyachannel4597
@Sastriyachannel4597 Сағат бұрын
୧୦/୮/୨୦୨୪ ରେ ଆମ୍ଭେ ‌ ପକାଇ ଥିଲୁ ଏ ପର୍ଯ୍ୟନ୍ତ ଆସି ନାହିଁ।
@lokeshdancesongvideoeditor3033
@lokeshdancesongvideoeditor3033 Сағат бұрын
Ama ku je 1st phase ra subhadra jojana bi miluni 😢
@dasarathapradhani3986
@dasarathapradhani3986 7 минут бұрын
Aji milila
@pranatibalasahoo3662
@pranatibalasahoo3662 Сағат бұрын
Last date kebe
@Dillipkumarofficial4u
@Dillipkumarofficial4u Сағат бұрын
ଆସିନି
@NobiBairagi
@NobiBairagi 2 сағат бұрын
Tik hochi kuho
@anantacharanbhoi3609
@anantacharanbhoi3609 Сағат бұрын
Status b dekhi heuni
@pabandas2270
@pabandas2270 2 сағат бұрын
Bilkul milibani..
@manasranjansahu4729
@manasranjansahu4729 2 сағат бұрын
ଆଧାର ଡିଵିଟି ଲିଙ୍କ୍ ଥିବା ସତ୍ତ୍ବେ ଟଙ୍କା ଆସୁନାହିଁ
@sami-vb5xu
@sami-vb5xu Сағат бұрын
Ration card re na nathile asuni
@GaneshSahu-l9q
@GaneshSahu-l9q 6 минут бұрын
ମୋର ଆସିନାହି
@BiswamitraRana-h7q
@BiswamitraRana-h7q Сағат бұрын
ମରତ ଆସିନିସୁ ,ଇପଡି ବି
@debashismahapatra5525
@debashismahapatra5525 Сағат бұрын
Form r kn bhul achhi boli janibuu kmt ,takuu correction karibuu kmt😢paisa milini kii miliba kii jana nahi 😢😢
@rakeshjena7596
@rakeshjena7596 Сағат бұрын
😢😢😢
@tophanmala4605
@tophanmala4605 2 сағат бұрын
Government Time west karuchii lokamanankara , bank employeeand jana seva kendra employee nkara 1st phase, second phase,3rd phase emti debaru barambara gahali hauchii bank ghara kama chadi bank re line lagauchanti , status check karibaku kichi option nahi ,loka first phase re bhut gahali kale bank re 2nd phase re bi chaliaa ajithu puni 2 -4 chaaliba gahali tama circle re 1 asithiba au 4 janankara asinathile sie manadukhare rahuchanti kama na kari bank dauchanti modi nka janmadinare debe aji gote baripadare program kari deba kichi lava nahi after all loka hairana hin hauchanti and 2nd re jadi debara thila 50000 eka thare deithile kn gote kama karithante , 5000 re jane kn ba kari pariba gote mechine kinila belaku 6000 paduchii emti 1st installment re 4 phase karideba puni march 8 re puni 4 phase karideba ajatha name and fame ta chada kichi nuhe
@usharaniroul5048
@usharaniroul5048 46 минут бұрын
Chhatu ta miliba
@arabindapanda7021
@arabindapanda7021 3 сағат бұрын
E sarkar ବେଶୀଦିନ ନୁହେଁ
@aswinikumaryadav5663
@aswinikumaryadav5663 2 сағат бұрын
ଦରକାର ନାହିଁ ତମ ର ଟଂକା khali vasana
@tapobantasahu2153
@tapobantasahu2153 Сағат бұрын
Right
@tapobantasahu2153
@tapobantasahu2153 Сағат бұрын
Amar bi asini
@Shehejadi_ANKITA
@Shehejadi_ANKITA Сағат бұрын
Moro ta asini jama prathama ni ki dutia ni 😔😔
@sangitaBehera-vo9zz
@sangitaBehera-vo9zz 2 сағат бұрын
23 barsa ra jhia manku kahi ki milu nahi plz rply
@AnuAdi-w6e
@AnuAdi-w6e 2 сағат бұрын
Mora asini 9 tarekharu apply karichi
@SasmitaBehera-j2u
@SasmitaBehera-j2u Сағат бұрын
Date fix karantu 3 faze
OYUNCAK MİKROFON İLE TRAFİK LAMBASINI DEĞİŞTİRDİ 😱
00:17
Melih Taşçı
Рет қаралды 13 МЛН
ପୁଅ ହେଇଚିନା ଝିଅ / Rupa Pin2 Khushi
24:39
Rupa,pin2,khushi express
Рет қаралды 164 М.
9pm Headlines | 9th October 2024 | Odisha TV | OTV
1:44