Sorry State of Police Affairs in Odisha; ASI Roaming in Shorts in IIC Chamber

  Рет қаралды 65,466

OTV

OTV

Күн бұрын

#IICଙ୍କ_ଚାମ୍ବରରେ_ହାଫ୍_ପ୍ୟାଣ୍ଟ_ପିନ୍ଧି_ବୁଲୁଛନ୍ତି_ASI
ଇନଫୋଭାଲି ଥାନାର ବିକଳ ଚିତ୍ର । IIC ଙ୍କ ଚାମ୍ବରରେ ହାଫ୍ ପ୍ୟାଣ୍ଟ ପିନ୍ଧି ବୁଲୁଛନ୍ତି ASI । ଥାନାରେ ନାହାନ୍ତି ଡିସିଓ...ଦୁଇ ଜଣ କର୍ମଚାରୀରେ ଚାଲୁଛି ରାତିରେ ଚାଲୁଛି ଥାନା । ଓଟିଭି କଲା ରିଅଲିଟି ଚେକ୍...
#PoliceStation #OdishaPolice #Infovally #Bhubaneswar #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 519
@rajendramallick4172
@rajendramallick4172 2 сағат бұрын
ଓଟିଭି ଧନ୍ୟବାଦ୍ ନିର୍ଭୟ ଖବର ପ୍ରସାରଣ ପାଇଁ।
@sarufkhan6099
@sarufkhan6099 Сағат бұрын
Pura micha Abe ghatana ghatichi Bhai Alert ta rahibe na ..
@sandhyaranibhoi1328
@sandhyaranibhoi1328 Сағат бұрын
Otv mo Bala.. Reality kana se katha bujha bujhi nahi otv sabu chodi dauchi
@NiranNial-c6f
@NiranNial-c6f 2 сағат бұрын
ଏମିତି ପୋଲିସ ମାନଙ୍କ ଯୋଗୁଁ ଓଶାରେ ଗୁଣ୍ଡା ଚୋର ବଢ଼ି ଚାଲିଛନ୍ତି ଛି ଛି 😉🤣
@KishanMahananda-b4s
@KishanMahananda-b4s 43 минут бұрын
Police achhi bali soiba nhi ki ??
@user-hg4lb6li9h
@user-hg4lb6li9h 7 минут бұрын
​@@KishanMahananda-b4snihati soiba katha hele night duty re alaret bi Rahibe
@sasanksekharaswain9208
@sasanksekharaswain9208 2 сағат бұрын
ପ୍ରତିଦିନ ଏଇଭଳି ରାତିରେ ବୁଲ ଓଡିଶାର ସମସ୍ତ ସାମ୍ବାଦିକ ଭାଈ । ଶାବାଡ ହୋଇଯିବେ , ଧନ୍ୟବାଦ୍ ଆପଣଙ୍କୁ
@sukantakumarmohanty4095
@sukantakumarmohanty4095 2 сағат бұрын
ସବୁ ଥାନା ର ଅବସ୍ଥା ଏହିଭଳି । ଥରେ ପୋଲିସ ଚାକିରି ପାଇଲା ପରେ ଆଉ ଇନ୍ଦ୍ର ଚନ୍ଦ୍ର ମାନନ୍ତିନି, ନିଜକୁ ସୁପର୍ powerful ଭାବନ୍ତି। ଆଉ ସାଧାରଣ ଜନତାଙ୍କୁ କୁକୁର ବିଲେଇ ଭଳି ବ୍ୟବହାର କରନ୍ତି । ଏବେ ସମୟ ଆସିଛି ୟେ ଦୂରବସ୍ଥା ର ସୁଧାର ଆଣିବା ପାଇଁ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିହିତ ପଦକ୍ଷେପ ନିଅନ୍ତୁ ନହେଲେ ଓଡ଼ିଶାବାସୀ କ୍ଷମା କରିବେନି ।
@NitiaDas-d3b
@NitiaDas-d3b 2 сағат бұрын
Yes
@gajendramahanta80
@gajendramahanta80 52 минут бұрын
Yes
@narayanjena2997
@narayanjena2997 Сағат бұрын
ବୋହୁତ ସୁନ୍ଦର news otv ପ୍ରତିନିଧିଙ୍କୁ କ୍ୟାମେରା ମ୍ୟାନ ଭାଇଙ୍କୁ ବୋହୁତ ବୋହୁତ ଧନ୍ୟବାଦ.❤❤❤
@sandhyaranibhoi1328
@sandhyaranibhoi1328 Сағат бұрын
Bhai tame reality Jani na sethi paien emiti kahucha se dina rati re actually kana heithila se katha nucha jauchi au ye otv mo Bala katha kahuchi
@JayramSanta-b9j
@JayramSanta-b9j 2 сағат бұрын
ଭରତପୁର ଥାନାରେ ଲେଡିସ ନାଇଟ୍ ପିନ୍ଧି ରହୁଛନ୍ତି 😂 ଆଉ ଏଇ ଥାନାରେ ଜେନ୍ସ ହାପ୍ ପ୍ୟାଣ୍ଟ୍ 😃
@jagacreation7421
@jagacreation7421 Сағат бұрын
😂😂😂😊
@soumitramohanty8110
@soumitramohanty8110 Сағат бұрын
😀😀
@pratapbehera96
@pratapbehera96 Сағат бұрын
What combination
@AnilSi-u5c
@AnilSi-u5c Сағат бұрын
Amane sudhiri be ni
@asitsarangi6511
@asitsarangi6511 Сағат бұрын
😂😂😂😂
@santoshineekarmi6805
@santoshineekarmi6805 Сағат бұрын
ଓଟିଭି କୁ ଧନ୍ୟବାଦ ବେଇମାନ ମାନଙ ବେଡରୂମ ହୋଇଛି ଥାନା
@littlemastermr.krishsuperd7062
@littlemastermr.krishsuperd7062 2 сағат бұрын
ଏଇଟା ଥାନା ନା ସେ ଲୋକର ଘର short paint ଆଉ inner ରେ ଧାନ୍ୟରେ ତୁମ ଚିନ୍ତାଧାରା... ଦୃଢ଼ ନିନ୍ଦା କରୁଛି ମୁଁ ଏମିତି କେତେଜଣ police ଙ୍କ... Mohan sarkar look out the setuation and take proper action against this type of police
@jyotiranjanpattayat2400
@jyotiranjanpattayat2400 Сағат бұрын
Are bhai Rati 1 helani semane kn tk rest nebeni ,au rest pai tankara cabin aachi pagala nka bhali katha haucho,Baki rahila Tanka ra FIR pai Jane constable shift wise always duty re ruhanty
@balarammohanty690
@balarammohanty690 57 минут бұрын
Tu kede murka te kire,nightduty jahar thiba se ta duty kariba,doing Baku kn asiba 😊😊
@DebasankarMalik
@DebasankarMalik 34 минут бұрын
Odisha chadile baki jagare emiti nahi
@madhusudandas2630
@madhusudandas2630 Сағат бұрын
ସଚେତନ ମିଡିଆ ଭାଇମାନଙ୍କୁ ସଚେତନତା ଜାଗ୍ରତ କରୁଥିବାରୁ ବହୁତ ଧନ୍ଯବାଦ , ଅତ୍ଯନ୍ତ ଦୁଃସାହସିକ ଓ ବହାଦୁରୀ ଭାବରେ reporting କରିବାର କାର୍ୟ୍ଯ ଅଟେ।
@pintudas-yr8te
@pintudas-yr8te 2 сағат бұрын
ଥାନାକୁ ଆଉ ଥାନା ଭଳିଆ ଦେଖିନାହାନ୍ତି ପୋଲିସ୍ ବାବୁ, ରାଣ୍ଡି ପାଲା ଭଳିଆ ମନେ କରୁଛନ୍ତି 😁
@ରୋକଠୋକଟୋକାRANJAN
@ରୋକଠୋକଟୋକାRANJAN 2 сағат бұрын
ଯୋଉ କନଷ୍ଟେବଳ କବାଟ ଖୋଲିଲେ ।ସିଏ ଧଡ ପଡ଼ ହେଇ ପ୍ୟାଣ୍ଟ୍ ସାର୍ଟ ପିନ୍ଧିଛନ୍ତି । ପ୍ୟାଣ୍ଟ୍ ରେ ବେଲ୍ଟ ପିନ୍ଧିନାହାନ୍ତି ଭଲସେ ଦେଖ 😂😂😂😂😂
@JagamohanPradhan-hf3xd
@JagamohanPradhan-hf3xd 49 минут бұрын
Bhai ama gan police chuka gura
@avayakumarbarik2882
@avayakumarbarik2882 2 сағат бұрын
ଶଳା ଵୋପା ସମ୍ପତି ଭାବୁ ଛନ୍ତି।
@gobindachandraswain3060
@gobindachandraswain3060 2 сағат бұрын
ସାମ୍ବାଦିକ ବନ୍ଧୁ ଏତେ ସବୁ ପ୍ରମାଣ ଦେଲା ପରେ ସରକାର କ'ଣ କରୁଛନ୍ତି।
@pradipkumarbhuyan1991
@pradipkumarbhuyan1991 2 сағат бұрын
ଭରତପୁର ଘଟଣା ନିନ୍ଦନୀୟ କିନ୍ତୁ ପୋଲିସ ବିଭାଗରେ ୮ ଘଣ୍ଟିଆ କାମ କରିବାର ନୀୟମ ଲlଗୁହେଉ l
@bikashsetha4917
@bikashsetha4917 Сағат бұрын
Right👍👍
@lraazphotography8221
@lraazphotography8221 Сағат бұрын
ବହୁତ୍ ବଢିଆ ଜୀବନ ପାଇଛନ୍ତି ପୋଲିସ୍ ବାବୁ ମାନେ
@balaramnatha2249
@balaramnatha2249 Сағат бұрын
ଆମ ଓଡ଼ିଶା ପ୍ରଶାସନ ଧନ୍ୟ ଆମ ସରକାର ଧନ୍ୟ
@PrasantaSwain-be5ik
@PrasantaSwain-be5ik 2 сағат бұрын
Bahaut bahaut dhanyabad apananku emiti news dekheithibaru
@swarnalatabehera8905
@swarnalatabehera8905 Сағат бұрын
ଥାନା କୁ ନିଜ ସ୍ତ୍ରୀ କୁ ନେଇ ଆସ କୁଣ୍ଢେଇକି ଶୋଇବ
@Subha_Prakash_Nayak
@Subha_Prakash_Nayak 45 минут бұрын
😂🤣😂😂
@DurgaCharanMurmu-ym6uk
@DurgaCharanMurmu-ym6uk 2 сағат бұрын
Suspend nuho fasi dio
@laxmidharbarik5867
@laxmidharbarik5867 2 сағат бұрын
ଆରେ ଭାଇ ଏଟା ଥାନା ନା ପୋଲିସ bedroom
@rameshchandradash4605
@rameshchandradash4605 2 сағат бұрын
Dhanyabad sambdik bhai,
@SashankaSekharPatel00
@SashankaSekharPatel00 2 сағат бұрын
2:16 ଆ ରେ ଭାଇ ଇଏ କଣ...??🤣 ଇଏ ଥାନାରେ ଗଞ୍ଜି କେବେ ୟୁନିଫର୍ମ ହେଲାଣି 😂😂😂😂
@theworldscience1170
@theworldscience1170 2 сағат бұрын
ନୂଆ uniform😂😂😂😂
@bjpppp1234
@bjpppp1234 2 сағат бұрын
Athi Half Pant aau Night re kaama Chaluchi .Besi asubidha nahin.
@DeepuDeepu-x5w
@DeepuDeepu-x5w Сағат бұрын
6I
@asheshdehury1482
@asheshdehury1482 Сағат бұрын
😅😅😅😅😅😅
@asheshdehury1482
@asheshdehury1482 Сағат бұрын
@@theworldscience1170😂😂😂😂😂
@dibya63
@dibya63 2 сағат бұрын
ଥାନା ନୁହେଁ, ଏ ଶଳା ଏଠି oyo hotel ଭାବିଛନ୍ତି
@spicyupdates
@spicyupdates Сағат бұрын
ଭାଇ ଆପଣ ଜାଣି ନାହାନ୍ତି ସେମାନେ 24 hrs on duty.. ତାଙ୍କୁ ବି rest ଦରକାର.. So minimun 10 hrs duty ରଖା ଯାଉ
@pradeepkumarpanda7626
@pradeepkumarpanda7626 Сағат бұрын
​@@spicyupdates Shift achhi.
@soumyamohapatra-nq2lt
@soumyamohapatra-nq2lt Сағат бұрын
@@spicyupdatespolice station bhitare bina uniform re ganji half pant pindhi rest nabara b niyama achi ki !
@Be_Simple138
@Be_Simple138 2 сағат бұрын
Ki media 😂 lo bhai... police manankara gandi Mari dauchanti 😂😂😂😂 be bhagwan
@DinabandhuBindhani-zs7wu
@DinabandhuBindhani-zs7wu 2 сағат бұрын
😂😂😂😂
@kiranlal1618
@kiranlal1618 Сағат бұрын
😂😂😂
@jay-bajarang
@jay-bajarang 2 сағат бұрын
ଧନ୍ୟବାଦ୍ OTV news ku
@chittamuni
@chittamuni 2 сағат бұрын
Eita thana na Oyo?
@bhismaraj7541
@bhismaraj7541 2 сағат бұрын
😂
@subashchandra5589
@subashchandra5589 2 сағат бұрын
@Labani-x4w
@Labani-x4w 2 сағат бұрын
Bhai oyo room rete kete ochhi tike bujhaa ntu
@bhismaraj7541
@bhismaraj7541 2 сағат бұрын
@@Labani-x4w 500
@lalit98193
@lalit98193 2 сағат бұрын
Police station ❎ ନିଜ ଘର ✅
@BapiVlogs22
@BapiVlogs22 2 сағат бұрын
Great Repoter Bhai🙏
@JogeswarMajhi-lt7hj
@JogeswarMajhi-lt7hj 2 сағат бұрын
ଏଠି ମିଡିଆ ର ଆଚରଣ କେମିତି,, ଆଉ ଗୋଟିଏ ବିଦ୍ୟାଳୟ ରେ ମିଡ଼ିଆର ଆଚରଣ,,କେମିତି,,,, ତଫାତ୍ ଜାଣି ପାଉଛନ୍ତି ତ,,,
@chitrasenasamal1116
@chitrasenasamal1116 43 минут бұрын
Fake certificate re bahut teachers achhanti.. checking heu 😅😅
@subalkumarswain1457
@subalkumarswain1457 2 сағат бұрын
Best reporter of odisha atulya sir 🙏
@sorotoka9717
@sorotoka9717 2 сағат бұрын
ସମସ୍ତ ଙ୍କୁ ସସ୍ପେଣ୍ଡ କରା ଯାଉ.. ସୋଇ ବା ପାଇଁ ପଇସା ନଉ ଛନ୍ତି..
@jasminelatakanhar6744
@jasminelatakanhar6744 2 сағат бұрын
DHANYABAD BHAI (OTV)
@prabeshnayak1291
@prabeshnayak1291 2 сағат бұрын
Thank you OTV ❤❤❤
@amalendusinghnaik5585
@amalendusinghnaik5585 2 сағат бұрын
ଥାନା ରେ ହାଫ ପେଣ୍ଟ ଆଉ ଗଞ୍ଜୀ ପିନ୍ଧିଚି 😂
@diptischandramahalik2667
@diptischandramahalik2667 Сағат бұрын
କାହିଁକି ପୋଲିସ duty ରେ ଥିଲା ବେଳେ ୟୁନିଫର୍ମ ରେ ରାହୁନାହାନ୍ତି
@sarojbehera4731
@sarojbehera4731 2 сағат бұрын
ଟୋକି ଆଣିକି ପେଲୁ ଛନ୍ତି ପା 😄
@LiveForOther
@LiveForOther Сағат бұрын
😂😂😂
@socialtalks0.225
@socialtalks0.225 Сағат бұрын
Satara ame kendra pada re gote thana re houchi semiti , se police ta se thana pakhare gote jhiaku vl paichi rati hele taku thana ku neiki peluchi 😂
@jaybajragbali7351
@jaybajragbali7351 Сағат бұрын
😂😂😂😂😂😂​@@socialtalks0.225
@chandansahu780
@chandansahu780 Сағат бұрын
OTV ku bahut bahut dhanyabad.
@Chagala43
@Chagala43 2 сағат бұрын
Bhai bhul re oyo paleicha. 😜😜😜😜
@parsuramnayak4093
@parsuramnayak4093 2 сағат бұрын
Many many thanks to O TV .reporter .
@azubizu2534
@azubizu2534 Сағат бұрын
♥️♥️♥️ସରକାର ସୋଇଛନ୍ତି ♥️♥️♥️ ♥️♥️♥️ଶାସନ ବିଭାଗ ସୋଇଛନ୍ତି ♥️♥️♥️
@AJSUNAMAJHI
@AJSUNAMAJHI Сағат бұрын
ଏଇଟା ଥାନା ଭଳି ଲାଗୁନି ଇଏ ଗୋଟିଏ Guest house.
@antonsokolov1771
@antonsokolov1771 2 сағат бұрын
Shoitan sob, soboku suspend karo
@soumyaranjanmoharana9112
@soumyaranjanmoharana9112 2 сағат бұрын
sabas otv... police nka nida hajeideithibaru.. jie duty karuchhi thik semananku koti koti pranam...au jou mane babu sajiki enjoy karuchhanti,, tanku evalia expose karajaau
@baishnabcharansahoo9119
@baishnabcharansahoo9119 Сағат бұрын
ଓଡ଼ିଆ କଥାରେ ଅଛି,ଯେତେ ମାଠିବୁ ମାଠ ମୁଁ ସେହି ଦର ପୋଡ଼ା କାଠ।
@amulyaprasad487-f4v
@amulyaprasad487-f4v Сағат бұрын
ଦରମା ମୋଟା ପାଉଛନ୍ତି ଆଉ kn କାଟିବେ ଶୋଇବେ ତାଙ୍କ ହାତରେ ସବୁ ଆମେ kn କରି ପାରିବ କିଛି ନୁହଁ
@sumbitmajhi780
@sumbitmajhi780 Сағат бұрын
Thank you OTV NEWS
@user-tw9le4mi8w
@user-tw9le4mi8w 2 сағат бұрын
ଯୋଉ ଥାନାରେ ଦେଖ ସବୁ ପେଟୁଆ ପୋଲିସ ଶଳା ବଟି ଆଦାୟକରି ଖାଇଖାଇ ଏଡ଼େଏଡେ ପେଟ
@pravakarparida3745
@pravakarparida3745 Сағат бұрын
ସବୁ ଥାନା ରେ ବ୍ୟବସ୍ଥା ଏମିତି
@purnapradhan9553
@purnapradhan9553 19 минут бұрын
❤ ନମସ୍କାର, ଓଟିଭି ପ୍ରୟାସ କୁ ବହୁତ ବହୁତ ଧନ୍ୟବାଦ ❤ ବାସ୍ତବ ଚିତ୍ର ଜନସାଧାରଣ ଜାଣିପାରୁଛି ❤ ଜୟଜଗନ୍ନାଥ ❤
@pparida115
@pparida115 Сағат бұрын
ଆରେ ଭାଇ ଏଟା ଥାନା ନା ରାଣ୍ଡି ଶାଳ😂😂😂
@ommprakash2008
@ommprakash2008 2 сағат бұрын
ସାଲୁଟ.. ସାମ୍ବାଦିକ ଭାଇ.
@pradeep9762
@pradeep9762 Сағат бұрын
ଧନ୍ୟବାଦ ଓ ସମ୍ମାନର ଠ ଟିଭି ଚ୍ୟାନେଲ
@villagelifestyle8149
@villagelifestyle8149 Сағат бұрын
ପ୍ରତେକ ପୋଲିସ୍ ଷ୍ଟୋସନ ରେ ସରକାର ସଚୋଟ ମିଡିଆ ଭାଇ ମାନକୁ ଜବ ଦେବା ଦରକାର ସାଧରଣ ଲୋକ ପ୍ରତି ବ୍ୟବହାର ନିୟନ୍ତ୍ରଣ କରିବେ ଯାହା ଇସୁ ସମସ୍ତ ଲୋକ ମାନେ ଯାଣି ପାରିବେ ଲାଇଭି
@gyanaranjanrout7641
@gyanaranjanrout7641 Сағат бұрын
Otv all staff the real Tiger of odisha sabu police station ree ratire amiti news sabu police station ree survey karajau
@sidharth3423
@sidharth3423 2 сағат бұрын
ଆରେ ଭାଇ ଓଡିଶା ଜାକ ସବୁ ଥାନା ରେ ଏମିତି ଅବସ୍ଥା
@Pinkyswain9862
@Pinkyswain9862 Сағат бұрын
Thank you OTV
@bjpppp1234
@bjpppp1234 2 сағат бұрын
Aguta Kana Dharmasala. Salaa Bhala ... Amiti Half Pant, Night Pindhi Bhala Duty karuthiba Janapaduchi.
@Drsashisekhardubey
@Drsashisekhardubey Сағат бұрын
Thanks otv for such a wonderful reporting
@saratkumarpanda7007
@saratkumarpanda7007 7 минут бұрын
ଥାନାରେ ଥିବା ବାବୁ ମାନେ ଥାନାକୁ ନିଜ ଶଶୁର ଘର ଭଳି ଭାବୁଛନ୍ତି ଏବଂ ସାଧାରଣ ଲୋକ ମାନଙ୍କୁ ଶଳା ଶାଳୀ ଶଶୁର ଶାଶୁ ବୋଲି ଭାବୁଛନ୍ତି।
@subashkumar9878
@subashkumar9878 2 сағат бұрын
Thanks you otv....everyday check
@krishna_nana_k
@krishna_nana_k 2 сағат бұрын
Otv good news channel
@NALAYAKKUNAL
@NALAYAKKUNAL 2 сағат бұрын
Thank you so much for this kind of bravery otv
@NIRANJANRout-bl6gk
@NIRANJANRout-bl6gk Сағат бұрын
ଓଡିଶାର ପୋଲିସ ଗୁଡାକ ଖାଲି ଖାଇ ଖାଇ, ପେଟ କାଡି, ନିଆଁ ଲଗେଇ ଦେଲେଣି ଓଡିଶା କୁ କଉଟି କାହା ପଟି ମାରି ଖାଇବା
@manojbabu6690
@manojbabu6690 10 минут бұрын
ଭଲ ଖବର👍
@ChandanChandu-ri8yp
@ChandanChandu-ri8yp 2 сағат бұрын
Ehi ଘଟଣା ହେଲବୋଲି ଗଲୁ ।।।।ଏହା ପୂର୍ବରୁ କୁଆଡେ ଯାଇଥିଲୁ
@RationalOdia
@RationalOdia 2 сағат бұрын
ଆରେ ଭାଇ ଯାଉଛନ୍ତି ସେତିକି ବଡ କଥା।
@sudhakarsamal6225
@sudhakarsamal6225 47 минут бұрын
ଧନ୍ଯ ରେ ତମେ ଓଡିଶାର ପୋଲିସ୍
@DSS5683
@DSS5683 56 минут бұрын
Atleast ASI is available is PS....Salute of OTV Reporter....
@NSkantKumar
@NSkantKumar Сағат бұрын
ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉 ପାପରୁ କ୍ଷମା ଅନନ୍ତ ନର୍କ ଦଣ୍ଡରୁ ରକ୍ଷା ସ୍ୱର୍ଗୀୟ ଅନନ୍ତ ଜୀବନ ଶାନ୍ତି ବିଶ୍ରାମ ସାନ୍ତ୍ଵନା ପାଇବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର !! ପାପର ଦୁନିଆଁ ଅସ୍ଥାୟୀ ଜୀବନ ଈଶ୍ୱର ବିଶ୍ବାସ ମଧ୍ୟରେ ଏହା ହିଁ ଜୀବନର ସାର ସତ୍ୟ !!
@superdragonchannel429
@superdragonchannel429 52 минут бұрын
ତମ କ୍ରିଷ୍ଟିଆଁ ଭାଇ ଜିଆ ଚାକିରି କରିଛି ତାଙ୍କୁ କୁହ ଯୀଶୁ କୁ ପାଖକୁ ଯିବେ ଚାକିରି ଚାଡ଼ିବେ ଉଲା ଶଳା 😮😮😮😮
@narayanasahoo4501
@narayanasahoo4501 37 минут бұрын
ଏହା ଆଜିର ଦୃଶ୍ୟ ନୁହେଁ ରାଜ୍ୟର ଉପାନ୍ତ ଅଞ୍ଚଳର ସବୁ ଥାନାରେ ସେମିତି ରାତିରେ ଶୁଅନ୍ତି
@surendrasahoo6283
@surendrasahoo6283 Сағат бұрын
Dhanyabad OTV
@trilochansethi767
@trilochansethi767 Сағат бұрын
Very very thanks o tv
@RahulaMallick-zu9fn
@RahulaMallick-zu9fn 2 сағат бұрын
ରାତି 1.ଘଣ୍ଟରେ କଣ କୁଜିବାକୁ ଯାଇ ଛ ନା କଣ 😂😂😂😂😂
@GaganbihariBalabantaray
@GaganbihariBalabantaray 2 сағат бұрын
ଏ ଶଳା ଙ୍କର ଘର କିଏ ହା ପ ପ୍ୟାଣ୍ଟ୍ ପିନ୍ଧୁଛୁ ଆଉ ପେଣ୍ଡ ନାଇଟ ପିନ୍ଧୁଛନ୍ତି ଏ ଶଳା ଗୁଡାକ ଯେଉଁ ମୋଟା ହୋଇଛନ୍ତି ବାଳ ଅପରା ଧି ଧରିବେ
@debarchanbehera6826
@debarchanbehera6826 2 сағат бұрын
Osssc office keba jaiki emiti news karantu
@BimbadharMangaraj
@BimbadharMangaraj Сағат бұрын
ପୋଲିସ୍ ବିଭାଗକୁ ଉଠେଇ ଦିଆଯାଉ -କେନ୍ଦ୍ର ସରକାର ଙ୍କ ପୋଲିସ୍ ନ ଯୁକ୍ତି କରାଯଉ
@sachidanandasamantaray
@sachidanandasamantaray Сағат бұрын
Vai bahut bahut dhanyabad O tv ku dhanyabad
@user-ky4hr9jj2p
@user-ky4hr9jj2p Сағат бұрын
OTV thank you
@MadhabMadri
@MadhabMadri Сағат бұрын
otv ଭାଇଙ୍କୁ ଧନ୍ୟବାଦ୍ ❤❤❤
@snvvishwanathamprasantm7867
@snvvishwanathamprasantm7867 Сағат бұрын
ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଦରକାର. ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ. CC TV ସବୁ କାର୍ଯ୍ୟାଳରେ ଲଗାଯାଉ ଏବଂ ତାହାର ନିୟମିତ ଯାଞ୍ଚ କରାଯାଉ. ଧନ୍ୟବାଦ
@ratnakardas724
@ratnakardas724 37 минут бұрын
Very good News,Otv
@dhaneswarmallik8150
@dhaneswarmallik8150 Сағат бұрын
ଧନ୍ୟବାଦ ଓଟିଭି ❤❤❤
@pintugouda3833
@pintugouda3833 25 минут бұрын
ଆରେ ଭାଇ ସେଇ ମାନେ ବିତ ମଣିଷ , ସରକାର ପଇସା ଖାଇ ବଞ୍ଚନ୍ତୁ । ଏଠିତ ଲୋକ ହିଁ ମୁର୍ଖ 😊😊😊
@gouttamnayak3497
@gouttamnayak3497 Сағат бұрын
ଟିଭି ସଲାଙ୍କୁ ଦେଲା କିଏ ବିପି ବି ଦେଖୁଥିବେ
@mrsunilofficial9389
@mrsunilofficial9389 41 минут бұрын
Good work otv reporters , Jay hind
@Manojropeandknot
@Manojropeandknot 2 сағат бұрын
24yrs A bhali chalithila
@satyaranjan952
@satyaranjan952 Сағат бұрын
Thanks otv ....
@jaydevsahoo1812
@jaydevsahoo1812 Сағат бұрын
😊ହାପପ୍ୟାଣ୍ଟ ଗଞି ପିନ୍ଧି ସାର୍ ବାହାରିଲେ 🎉🎉🎉
@gyansagar6073
@gyansagar6073 31 минут бұрын
କିଛି କାମ କରୁନାହାନ୍ତି. ସବୁ ଥାନାରେ ତଦନ୍ତ ହେଉ
@debasishjena4375
@debasishjena4375 2 сағат бұрын
😂😂😂😂 Netflix webseries chalichi 😅😅
@lalitamohanmallick5779
@lalitamohanmallick5779 51 минут бұрын
ସମୟ ଅନୁଯାୟୀ ପ୍ରତି ୨ ବର୍ଷରେ ଅନ୍ୟ ଜିଲ୍ଲାକୁ ବଦଳି ନିୟମ କରାଯାଏ ତାହେଲେ ଏହାର ସମାଧାନ ନିଶ୍ଚିତ ରୁପେ ଆସିବ
@samantaraymanoj5405
@samantaraymanoj5405 Сағат бұрын
Cheers to OTV for such daring coverage.These are the same police who were not willing for change of BJD rule in Odisha.Their business to become wealthy and dictatorship will end.
@bhagirathijena5651
@bhagirathijena5651 2 сағат бұрын
Thank you so much sir 🙏🙏🙏🙏🙏👏👏👏👏👏👏👏❤❤❤
@mangulicharanjena7380
@mangulicharanjena7380 Сағат бұрын
Thank you otv
@pritam2k10
@pritam2k10 2 сағат бұрын
ରାତିରେ ପୁଲିସ ଡ୍ୟୁଟି କରିବନା ଶୋଇବ ???
@chittaranjanjena6353
@chittaranjanjena6353 48 минут бұрын
Thanks otv emiti video nightre karuthibaru
@lraazphotography8221
@lraazphotography8221 Сағат бұрын
ଏହା ହଉଚି ଆମର ନୂଆ ଓଡ଼ିଶା ନୂଆ ସରକାର
@user-bh2yp7zh1p
@user-bh2yp7zh1p 38 минут бұрын
Thanks to otv
@sarojkumarbose1846
@sarojkumarbose1846 Сағат бұрын
ସେଥି ପାଇଁ ରାଜଧାନୀ ରେ କ୍ରାଇମ. ଗଞ୍ଜେଇ. ବ୍ରାଉନ ସୁଗର.ଅଧିକ ପରିମାଣ ରେ ଚାଲିଛି... ଏମାନକ ପାଇଁ ଦେଶ ଖରାପ... ମୁଁ ନିଜେ ଦେଖୁଚି
@SureshKumar-eh8bi
@SureshKumar-eh8bi Сағат бұрын
Very very thanks
@prabashcreation3349
@prabashcreation3349 Сағат бұрын
OTV thanks for this situation video make
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 125 МЛН
Пришёл к другу на ночёвку 😂
01:00
Cadrol&Fatich
Рет қаралды 10 МЛН
Worst flight ever
00:55
Adam W
Рет қаралды 8 МЛН