No video

BJD Supremo Naveen Patnaik Seems More Fit Than Before

  Рет қаралды 385,396

OTV

OTV

Күн бұрын

#ଏବେ_ଦେହ_ଭଲ_ଅଛି
ନବୀନ ବାବୁଙ୍କ ସ୍ବାସ୍ଥ୍ୟ ଏବେ ଭଲ ଅଛି। ଏ କଥା ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା । କାରଣ ନିର୍ବାଚନ ହାରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ବେଶ ଚଳଚଞ୍ଚଳ ଥିବା ପରି ମନେ ହେଉଛନ୍ତି। ପାଣ୍ଡିଆନଙ୍କୁ ଆଉ ପାଖେ ପାଖେ ଛିଡା ହେଉଥିବା ଦେଖିବାକୁ ମିଳୁନି। ସେ ଏବେ ସବୁଠିକୁ ଯାଉଛନ୍ତି, ସମସ୍ତଙ୍କ ସହ ମିଶୁଛନ୍ତି। ଯାହାର ଭିଡିଓ ମଧ୍ୟ ଆପଣ ଦେଖିଥିବେ।
#SpecialStory #NaveenPatnaik #Health #FormerCM #BJD #OdishaPolitics #Odisha
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 549
@bbiswal9812
@bbiswal9812 2 ай бұрын
ନବୀନବାବୁ ନିର୍ବାଚନରେ ହାରିଗଲେ ସତ୍ୟ, କିନ୍ତୁ ଜୀବନ ଯୁଦ୍ଧରେ ଜିତି ଗଲେ, ବଞ୍ଚିଗଲେ
@BarunDharua-qp6cs
@BarunDharua-qp6cs 2 ай бұрын
ଯିଏ ସହମତ like ଟେ ମାର ଏ ଭାଇ ର comment କୁ
@learnwithbini6060
@learnwithbini6060 2 ай бұрын
​@@BarunDharua-qp6csright 👍
@sankhalicharangiri805
@sankhalicharangiri805 2 ай бұрын
Absolutely correct
@benudharpatra9256
@benudharpatra9256 2 ай бұрын
ଆଗରୁ ଏତିକି କରିଥିଲେ ଆଜି ଏ ଅବସ୍ଥା ଭୋଗିବାକୁ ପଡ଼ିଁ ନଥାନ୍ତା ।
@sanjitkumarnaik6302
@sanjitkumarnaik6302 2 ай бұрын
Satakatha
@relicSKR
@relicSKR 2 ай бұрын
Are bhai kain karithila kain bhabuna… aete niriha huani re … Odisha budijiba je
@ElgeenNamrasil
@ElgeenNamrasil 2 ай бұрын
❤pl❤ ​@@sanjitkumarnaik6302
@Ananyaavlogs
@Ananyaavlogs 2 ай бұрын
Rt
@kuldeepparida1608
@kuldeepparida1608 2 ай бұрын
Right
@satyapriyasahoo5
@satyapriyasahoo5 2 ай бұрын
ନବୀନ ସାର୍ ଜଣେ ବହୁତ୍ ଭଲ ମଣିଷ କିନ୍ତୁ ଏମିତି ଯଦି ଆଗରୁ ଲୋକଙ୍କ ସହ ମିଶି ଥାନ୍ତେ ତେବେ କେହି ତାଙ୍କୁ ହରେଇ ପାରି ନ ଥାନ୍ତେ ତେବେ ଯାହାବି ହେଉ ଜଗନ୍ନାଥ ସମସ୍ତଙ୍କୁ ଖୁସିରେ ରଖନ୍ତୁ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ
@ManmathaBihari98
@ManmathaBihari98 2 ай бұрын
ନବିନ ପଟ୍ଟନାୟକ ସାରଙ୍କୁ ପ୍ରଭୁ ଜଗନ୍ନାଥ ଏମିତି ଭଲରେ ରଖିଥାନ୍ତୁ
@Shorttv_YTUBE
@Shorttv_YTUBE 2 ай бұрын
ରେ ଜଗା ନବୀନ ବାବୁ ଙ୍କ ଦେହ ଏମିତି ସବୁ ବେଳେ ଭଲ ଥାଉ ତାଙ୍କର କେବେ କିଛି ଅସୁବିଧା କରିବୁ ନାହିଁ ନହେଲେ ଆମେ ସହିପରିବୁନାହିଁ ରେ ଇଲେକ୍ସନ ରେଜଲ୍ଟ ପରଠାରୁ ନବୀନ ବାବୁ ହାରିବା ଆମ ମନ ରୁ ଯାଉନି 😢
@rameswar3765
@rameswar3765 2 ай бұрын
ଆଗ ସ୍ବାସ୍ଥ୍ୟ ପରେ ରାଜନିତୀ
@trb024
@trb024 2 ай бұрын
ମୋଦି ବାବୁ କହୁଥିଲେ - ନିର୍ବାଚନ ପରେ ସେହେଜଦା ଇଟାଲୀ କୁ ପଳେଇବେ ; କିନ୍ତୁ ଏବେ ସେ ନିଜେ ଇଟାଲୀ କୁ ଯାଇକି ମସ୍ତି କରୁଛନ୍ତି , ଏଣେ ଆମର ରେଳ ଦୁର୍ଘଟଣା ହଉ କି ନିଟ୍ ପରୀକ୍ଷା ଘୋଟଲା ହଉ। ଦେଖିବା ପରମାତ୍ମା ଙ୍କ ଦୂତ କେବେ ଏହି ଗରିବ ଦେଶ ରେ ପାଦ ଦେଉଛନ୍ତି
@1234anil-cn5fm
@1234anil-cn5fm 2 ай бұрын
Right Bhai katha padia kahile mana ku chhuinla bhali....asantu kebe asibe ...rail accident hau ki neet tankara ki jae ase......bhasijau se rela 😂😂😂😂😂😂😂😂😂😂😂
@bhagabanrana4898
@bhagabanrana4898 2 ай бұрын
ତାମିଲ ମଦରେ ନିଷା ଦେଇ down କରି ରଖୁଥିଲା 🙏🏻🙏🏻🙏🏻
@rabindradas2952
@rabindradas2952 2 ай бұрын
RIGHT.BHAI
@Kkoousa
@Kkoousa 2 ай бұрын
ଠିକ କଥା
@Ashishvlogscreations
@Ashishvlogscreations 2 ай бұрын
Right
@mannamohanty4837
@mannamohanty4837 2 ай бұрын
Laguchhi seiya
@itzB_s
@itzB_s 2 ай бұрын
Au kn na 😂
@Shree_910
@Shree_910 2 ай бұрын
ଆଜି ନବୀନଙ୍କର ଯଦି ଦେହ ଖରାପ ହେଇଥିଲା କେବଳ ପାଣ୍ଡିଆ ମଦ ପିଆଇ ଏମିତି ଅବସ୍ଥା କରିଥିଲା 👍🏻
@Jay_jagannatha123
@Jay_jagannatha123 2 ай бұрын
ତମେ ବି ଏଠି 😮😮😮
@AmitaMartha
@AmitaMartha 2 ай бұрын
Tame athi😂😂😂
@biratkohli5450
@biratkohli5450 2 ай бұрын
Right 👍
@Shree_910
@Shree_910 2 ай бұрын
Mu sabuthi 😒🙋🏻‍♀️
@Jayanti566
@Jayanti566 2 ай бұрын
Right
@kulubhai3060
@kulubhai3060 2 ай бұрын
ଅସୁସ୍ଥ ଥିବାର ଅଭିନୟ କରିଥିଲେ ନବୀନ!, ପଣ୍ଡିଆନ କବଳରୁ ମୁକ୍ତି ପାଇବା ପାଇଁ। ❤ଗୃହବନ୍ଦୀ ନବୀନ ଆଜି ସ୍ୱାଧୀନ। ଧନ୍ୟବାଦ ଓଡ଼ିଶା ବାସୀ
@thepowerhouse1.060
@thepowerhouse1.060 2 ай бұрын
1st time otv seen positively about Naveen patanaik sir.
@batunofficial8139
@batunofficial8139 2 ай бұрын
Otv ହିଁ ପ୍ରତିଦିନ କହୁଥିଲା ନବୀନ ଅସୁସ୍ଥ ଅଛନ୍ତି, କିଛି କରିପାରୁନାହାନ୍ତି
@RB-sx5io
@RB-sx5io 2 ай бұрын
Asustha thile ebe bhala achhanti.Modijeenka sahita tankara bahut bhala relation nabeen babu nka sahita kn kie karuthila dhire dhire Jana padiba
@jyotsnaranipanda2613
@jyotsnaranipanda2613 2 ай бұрын
ତୁମ ଭଳି ମିଡ଼ିଆ ବାଲାଙ୍କ ପାଟି କୋଉଟା ଆଉ ପଛ କୋଉଟା ଜାଣି ହୁଏନି
@mysteriousperson9808
@mysteriousperson9808 2 ай бұрын
​@@jyotsnaranipanda2613 ebe free hoigale Naveen babu... Power galani je pandian durei rahila😅 bichara ebe sustha... Dhire dhire Naveen Patnaik nku pangu kariki basei thanta au nije sasana chalei thanta
@OFFICIALDOROMAN
@OFFICIALDOROMAN 2 ай бұрын
Right 😂😂😂
@deepak001ification
@deepak001ification 2 ай бұрын
Otv bjp ra tenu se emiti kahithila
@rabindrakumar5620
@rabindrakumar5620 2 ай бұрын
ପାଣ୍ଡିଆନ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ସବୁଦିନ ମଦ ପିଆଇ ସେମିତି କରିଦେଇଥିଲେ 😢😢
@pradhanashok5005
@pradhanashok5005 2 ай бұрын
😂😂😂😂😂
@betexshyamsundar990
@betexshyamsundar990 2 ай бұрын
ନା ରେ ଗଲୁଆ. ବିଜେପି ର ମିଛ ଏଜେଣ୍ଡା. ମିଡ଼ିଆ ଓ ମୋଦି ପାଇଁ ଦେହ ଖରାପ. ଯେମିତି ସ୍ତ୍ରୀ ଥାଇ ମନା କରୁ ଥିଲେ ପ୍ରଧାନମନ୍ତ୍ରୀ
@rabindrakumar5620
@rabindrakumar5620 2 ай бұрын
@@betexshyamsundar990 ଧନ୍ୟବାଦ ଶଙ୍କରା``ତୁ ମନରୁ ଗୋଟେ ସଂଶୟ ଦୂର କରିଦେଲୁ ମୁଁ ତ କିଛି ଅଲଗା ଭାବିଦେଇଥିଲି 🤔🤔
@biswojitdash1710
@biswojitdash1710 2 ай бұрын
@@betexshyamsundar990 Balana SE thik kahichi Aage kuha BJD heuchi gote Anchalika ba Odia dala Se dalar leader Odia heba darakar Pandian kan Odia Desar jete Anchalika dala achanti tara leader Sei rajyare neta niyanti Pandian kan pain One man army bhalia Prachar kala Aau kan kehi nahanti Boby das ku Sambalpur Jaha ku icha taku tiket Mate laguchi PANDIAN NABIN BJD KU BJP PAKHARE BIKI DEI CHANTI
@YouthTalkSibaram
@YouthTalkSibaram 2 ай бұрын
​@@betexshyamsundar990Navin Pattnaik jou papa karichhi jaganath nku rasta kadare pocha nalare buleila sethi pain jaganath garba sahileni pura budei dele
@devplayz31
@devplayz31 2 ай бұрын
2 ଦିନ ତଳେ ବିଧାନସଭା ରେ ନବୀନ ବାବୁଙ୍କୁ ଲକ୍ଷ୍ମଣ ବାଗ ନିଜ ପରିଚୟ ଦେଇଥିଲେ । ନବୀନ ବାବୁ କହିଥିଲେ " Ohh !! You Defeated Me" । ଭାବନ୍ତୁ ସେ ଆଗରୁ ଏମିତି ପରିସ୍ଥିତି ରେ ଥିଲେ ଯାହା କି ସେ ନିଜ ବିପକ୍ଷ ରେ Stand କରିଥିବା ନେତା ଙ୍କ ବିଷୟରେ ଜାନିନଥିଲେ ଯେଉଁଟା କି ବହୁତ Unusual । ସିଏ ଯାହା ବି ହେଉ ଜଗନ୍ନାଥଙ୍କ କୃପା ରୁ ନବୀନ ବାବୁ ଙ୍କୁ ସୁସ୍ଥ ଦେଖିକି ବହୁତ ଭଲ ଲାଗୁଛି ।
@CrystalMystic
@CrystalMystic 2 ай бұрын
ମନ କଥା ପୁରା ପଢ଼ିଦେଲା ପିଲା ଟା
@sagarsahu5937
@sagarsahu5937 2 ай бұрын
Pandian slow poision ଦେଉଥିଲା ବୋଧେ। ଆବେ active ଅଛନ୍ତି because ପଣ୍ଡିଆଁ ନାହିଁ
@sanjaysahoo9885
@sanjaysahoo9885 2 ай бұрын
ସଦା ସର୍ବଦା ଓଡିଶା ବାସୀଙ୍କ ହୃଦୟରେ ରହିବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Miss you sir my best cm ❤️🙏❤️🙏❤️🙏❤️
@bmsclass8366
@bmsclass8366 2 ай бұрын
ହ ଆଜ୍ଞା ,ଯାହା ହଉ ମଦୋ ପିଇବା କମି ଯାଇଛି ଆଉ ଏମିତି ସୁସ୍ଥ ହେଇ ଥାନ୍ତୁ ଆମର ପ୍ରିୟ ନେତା
@ashishashishmalik7475
@ashishashishmalik7475 2 ай бұрын
ଗଣତନ୍ତ୍ର ରାଷ୍ଟ୍ର ପାଇଁ ସବୁଠାରୁ ବଡ ବିପଦ ହଉଛି ଏହିଭଳି ଗୋଦି ମିଡିଆ। 😢😢😂😂😂😢😢
@sanjaybiswal9242
@sanjaybiswal9242 2 ай бұрын
ପାଣ୍ଡୁ ଗଲେ ନବୀନ ଭଲହୋଇଗଲେ
@moodoffbhubaneswar5486
@moodoffbhubaneswar5486 2 ай бұрын
Naveen ନିବାସ ରେ ଏବେ ବି ଅଛି 😂😂
@baikunthabehera3971
@baikunthabehera3971 2 ай бұрын
NATAK RA MULLASUTRADHHARI NABIN
@puchku6046
@puchku6046 2 ай бұрын
Achhi re babu ..pandu ebe b achhi
@parthasarathimohanty6687
@parthasarathimohanty6687 2 ай бұрын
Ysss
@TheDebiprasadbehera
@TheDebiprasadbehera 2 ай бұрын
Se pandu slow poison dauthila.... Pandu gala nabin bhala hele...
@Shree_910
@Shree_910 2 ай бұрын
ଆରେ ତମେ ଓଟିଭି ଵାଲା ହିଁ ପ୍ରଚାର କରିଥିଲ ନବୀନ ଦେହ ଖରାପ ବୋଲି 🙄👍🏻
@anuanushka2003
@anuanushka2003 2 ай бұрын
Kemit ଥରୁ ଥିଲେ ଚାଲି ପାରୁନଥିଲେ ଏବେତ ପୁରା ଫିଟ୍ ଥିଲା ଭଳିଆ ଲଗୁଛନ୍ତି
@rajkumarpanda9118
@rajkumarpanda9118 2 ай бұрын
ଆଖି ନ ଥିଲା କି ତୁମର
@lakshmipriya1826
@lakshmipriya1826 2 ай бұрын
Ye change one of .....media
@Jay_jagannatha123
@Jay_jagannatha123 2 ай бұрын
Right 😂
@kcmishra3239
@kcmishra3239 2 ай бұрын
ଆଉ କଣ ନନ୍ଦୀ ଘୋଷ ପ୍ରଚାର କରି ଥାଆନ୍ତା?
@pranayakumarlenka4696
@pranayakumarlenka4696 2 ай бұрын
A man born in the silver spoon but with golden heart.
@dibyajyotisamantaray7377
@dibyajyotisamantaray7377 2 ай бұрын
Naveen is senior to modi in age. Modi is 73 and naveen is 78.
@sarbajeetransingh
@sarbajeetransingh 2 ай бұрын
Right
@swosti9.099
@swosti9.099 2 ай бұрын
ନବୀନ ପଟ୍ଟନାୟକ 💚💪 Real HERO of odisha ⚡😎
@duryodhanmahanta7766
@duryodhanmahanta7766 2 ай бұрын
ପାଣ୍ଡିଆନ୍ ନବୀନ ପଟ୍ଟନାୟକ ଙ୍କୁ କାବୁ କରି ରଖିଥିଲା।
@biswaranjanmohapatra2518
@biswaranjanmohapatra2518 2 ай бұрын
ମୋଦୀ କଥା ଦେଇଥିଲେ ସରକାର ଆସିଲେ ଯାଞ୍ଚ୍ ହେବ ।🎉 ଏବେ ଯାଞ୍ଚ୍ କରିବ। ସମୟ ଆସିଯାଇଛି 🎉। 🎉। 🎉
@jagadakua5835
@jagadakua5835 2 ай бұрын
🤣🤣🤣🤣ଆଖି ଖୋଲିଗଲା ସରକାର ଯିବା ପରେ
@manoranjanpanda5536
@manoranjanpanda5536 2 ай бұрын
ପାଣ୍ଡିଆନ ନିଶାଦେଇ ନବୀନଙ୍କ ଠାରୁ ଜାଲ ଦସ୍ତଖତ ନେଇ ସଵୁ କାର୍ଯ୍ୟ କରି ଲୁଟିବାରେ ଲାଗିପଡିଥିଲା,
@t3sservices476
@t3sservices476 2 ай бұрын
Jaad dastakhat kaahin Kariba? Se digital signature pendrive rakhuthilaa and nije laptop re connect Kari Naveen ra Digital Signature karuthilaa
@t3sservices476
@t3sservices476 2 ай бұрын
Semiti nuhm. Pandian Naveen ra digital signature pendrive rakhi nije laptop re connect Kari sabu order re mana ichha Nabin Signature karuthilaa
@sasmitalenka5510
@sasmitalenka5510 2 ай бұрын
ସରକାର୍ ପରିବର୍ତ୍ତନ ହେଲା ,ଏବେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରୀ ଟିମ୍ , ଗଠନ କରି ଆମ ନବୀନ ବାବୁ ଙ୍କ ପରୀକ୍ଷା, ନିରୀକ୍ଷା କରାଯାଉ , ପ୍ରଧାମନ୍ତ୍ରୀ ଦେଇଥିବା କଥା ରଖନ୍ତୁ
@1234anil-cn5fm
@1234anil-cn5fm 2 ай бұрын
Pura pagala ghosana karibe thau Bhai au adua loka nku jama team gathana Kariba katha kuhantuni ...neet exam ra result jemiti asila Naveen Patnaik nka report v semti asiba .......savdhaan husiar
@pravkakarnayak9117
@pravkakarnayak9117 2 ай бұрын
ପାଣ୍ଡୁ ପାଖରେ ନାହିଁ, ନବୀନ ବାବୁ ଦେହ ଭଲ ରହିବ, ମାଗିଆ ପାଣ୍ଡୁ ଆମ ନବୀନ ବାବୁଙ୍କୁ ନିଶା ଇଞ୍ଜେକସନ ଦେଇ ଚବିଶ ଘଣ୍ଟା ରଖୁଥିଲା
@pradiptakumarnayak5249
@pradiptakumarnayak5249 2 ай бұрын
ବହୁତ ଭଲ ଅଛନ୍ତି ନବୀନ ନବୁ ❤
@ProRider-rt2nh
@ProRider-rt2nh 2 ай бұрын
Nabin Babu fan. Love u old cm nabin babu ❤❤❤❤❤
@pramodrout5656
@pramodrout5656 2 ай бұрын
Modi is great for india, but Naveen sir always right 👍 for odisha
@kbchandan5121
@kbchandan5121 2 ай бұрын
ମୋ ପାଇଁ hero 😍
@mmnewsodia
@mmnewsodia 2 ай бұрын
ତମେ ଶଳା ସବୁ ଗୋଟେ ହାରାମି ବଦନାମ କରି ହରେଇଦେଲ ଜଣେ ସ୍ୱାଭିମାନୀ ମୁଖ୍ୟମନ୍ତ୍ରୀଙ୍କୁ...ଆଉ ସେ ଟାଉଟର, ଠକ ଚାଟୁକାରର ଭାଷଣ ଅଧିକ କାମ କମ୍ ..ସେଥିପାଇଁ ଆଜି ଆମ ଓଡିଶାର ଚାଷୀଙ୍କୁ କଥାକୁହା କପିଳା ଧାନ ୩୧୦୦ ହବ କହି ୨୩୦୦ ଟଙ୍କାରେ ଭଣ୍ଡେଇଲାଣି
@mrsushant1010
@mrsushant1010 2 ай бұрын
First naveen sir nku dekhinathila ki kemiti hauthile Sabu pandian pain . Naveen sir nka bhul pandian ku believe Kariba . Au dhana 3100 hele chaula kete haba 60+ kg Jaha dekhuthile seya kahuthile . Nija bhul dekha jauni
@jashobantapadhan8923
@jashobantapadhan8923 2 ай бұрын
3100 ହେବ ବାକି ବୋନସ ଆକାର ରେ miliba
@subratpadhy4771
@subratpadhy4771 2 ай бұрын
Pandu Nisha au drugs deiki torture karuthila Naveen ku😅😅
@gouriprasannarath6410
@gouriprasannarath6410 2 ай бұрын
Yes, I think
@PatarBoipaiBoipai-db5tj
@PatarBoipaiBoipai-db5tj 2 ай бұрын
ନବୀନ sir ମେଡିକାଲ ଯାଞ୍ଚ କରାଯାଉ
@Infoprenueur-ug2wz
@Infoprenueur-ug2wz 2 ай бұрын
ଓଟିଭି ମାଲିକାଣି ଗଣ ଦୁଷ୍କର୍ମ ଓଟିଭି ଷ୍ଟାଫ News Exclusively Live କ୍ୟାମେରା man ରଞ୍ଜନ
@user-cv5mv1wi5c
@user-cv5mv1wi5c 2 ай бұрын
ସତରେ ନବୀନ ଜଣେ ଉଚ୍ଚକୋଟୀର ମଣିଷ....
@KukuaryVibhar
@KukuaryVibhar 2 ай бұрын
ପାଣ୍ଡିଆ ପାଖେ ଥିବାବେଳେ slow ପଇଜନ ଦେଉଥିଲା
@betexshyamsundar990
@betexshyamsundar990 2 ай бұрын
ସବୁ ବିଜେପି,ମୋଦି ଅର୍ଗୁସ, ଓଟିଭି ର ମିଛ ପ୍ରଚାର ଥିଲା. ଶଳା ଜୁମଲା ଦଳ
@tapasentertainment9135
@tapasentertainment9135 2 ай бұрын
People's of Odisha want Mr. Naveen Pattnaik, will be always fit & fine mentally and physically. Jay Jagannath
@user-xm2kp7vc1j
@user-xm2kp7vc1j 2 ай бұрын
2029 CM NAVEEN PATTNAIK
@NandiniguruNandiniguru-qg1wf
@NandiniguruNandiniguru-qg1wf 2 ай бұрын
ଓଡିଶା ଲୋକ ନବୀନ ବାବୁଙ୍କୁ ପାଣ୍ଡିଆ କବଳରୁ ବଞ୍ଚେଇ ଦେଲେ ଆଉ ହାତ ଥରୁନି ଦେଖନ୍ତୁ
@uditnarayan6454
@uditnarayan6454 2 ай бұрын
We love Naveen babu ❤🙏
@abinashswain5850
@abinashswain5850 2 ай бұрын
Naveen Patnaik is an unforgettable chapter in Odisha history.... He is a legendary figure of odisha . There is no replacement of Naveen Patnaik in odisha.
@queenpinky3367
@queenpinky3367 2 ай бұрын
2029 Naveen Patnaik❤❤❤❤❤❤❤❤❤❤❤❤❤❤❤❤❤❤❤
@Infoprenueur-ug2wz
@Infoprenueur-ug2wz 2 ай бұрын
ବିଶ୍ୱାସ ନାହିଁ ଯଦି ଓଟିଭି ମାଲିକାଣି ଗଟେ ଦିନ ନବୀନ ପାଖକୁ ଛାଡେ shoot ବାଜିବ
@bestoftiktok2549
@bestoftiktok2549 2 ай бұрын
ନବୀନ ପଟ୍ଟନାୟକ 16 ଅକ୍ଟୋବର 1946 ରେ ଏବଂ ନରେନ୍ଦ୍ର ମୋଦୀ 17 ସେପ୍ଟେମ୍ବର 1950 ରେ ଜନ୍ମଗ୍ରହଣ କରିଥିଲେ। ତେବେ କିଏ ବୟସ୍କ? ଦୟାକରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପଚାରନ୍ତୁ |
@kailashswainkailashswain6878
@kailashswainkailashswain6878 2 ай бұрын
ନବୀନବାବୁ ସରକାର କରିଥିଲେ ସେ ମାଗିଆଟା ମାରିଦେଇଥାନ୍ତା ।ଏବେ ବହୁତ ଭଲରେ ଅଛନ୍ତି ନବୀନବାବୁ ।ମାଗିଆ ପାଣ୍ଡୁକୁ ଧର।
@JanakiJena-my5cr
@JanakiJena-my5cr 2 ай бұрын
Jai jagannath 🙏
@ranajitjena4668
@ranajitjena4668 2 ай бұрын
ନବୀନ ପଟ୍ଟନାୟକ ସୁସ୍ଥ ରହିବାଟା ବିଜେପିର ଗୋଲାମ ଟାଉଟର ଗଣମାଧ୍ୟମ ସଂସ୍ଥାକୁ ଜମା ଭଲ ଲାଗୁନଥିବ
@biswojitdash1710
@biswojitdash1710 2 ай бұрын
Hy bekar katha Nabin pattanayak Pandian ku CM pada ta bhadare deiki soi jau thila Bhabi thila Mu hata hale le BJD jiti jiba Ea pata Odisha Ebe sabu thik BJD R kichi neta chahun thile BJD HARU Pandian bi jau Seta hela
@subratpadhy4771
@subratpadhy4771 2 ай бұрын
ଏମିତି କିଛି ଲୋକଙ୍କୁ ବିଜେପି ଜିତିବା ଟା ହଜମ ହଉନି 🤣🤣। ପାଣ୍ଡୁ ର ଗୋଲାମୀ କରିବା ଆଗ ଛାଡ।
@pramodswain4602
@pramodswain4602 2 ай бұрын
Thik kahichhanti sir
@ranajitjena4668
@ranajitjena4668 2 ай бұрын
@@biswojitdash1710 ତୋତେ ଜୟ ପଣ୍ଡା କହିଥିଲା ବୋଧେ
@ranajitjena4668
@ranajitjena4668 2 ай бұрын
@@subratpadhy4771 ଯିଏ ବିହାରୀଣିର ଆମ୍ବୁଲ ଚାଟିଲାଣି ତାକୁ ଆଉକିଛି ଭଲ ଲାଗିବନି ଗୋଲାମ ଟାଉଟର କୋଉଠିକାର
@dhirendrajena2232
@dhirendrajena2232 2 ай бұрын
Nabin ok pandu sabu problem karuthila next year cm nabin pattank god bless you 🙏
@shibaagrawal9155
@shibaagrawal9155 2 ай бұрын
Cheatfund chora Naveen sarkar
@prangyaparamitanayak3305
@prangyaparamitanayak3305 2 ай бұрын
Otv Bala besi kahuthila nabin babu nka deha kharap boli
@binayakumarsethi6114
@binayakumarsethi6114 2 ай бұрын
ନବୀନ ବାବୁ ଙ୍କ ଅଭିନୟ କୁ କେହି କଳନା କରିପାରିବେନି ସେ ଏତେ ଧୃତ କଳାକାର ।
@1234anil-cn5fm
@1234anil-cn5fm 2 ай бұрын
Bhai ethi bhala kie ........mu na tame na Naveen Patnaik na modi babu
@user-lt2hg9hj3p
@user-lt2hg9hj3p 2 ай бұрын
Naveen babu harinahanti Ame Mane tanka pakhare harijaichhu
@user-qo9nq6ve8b
@user-qo9nq6ve8b 2 ай бұрын
Right bhai
@chhabindramansingh73
@chhabindramansingh73 2 ай бұрын
ଆଗରୁ ପାଣ୍ଡୁଆ ଭୁତ ମାଡ଼ିବସିଥିଲା, ଏବେ ଅଛି କିନ୍ତୁ ନବୀନ ନିବାସରେ, ରକ୍ତ ସୋଶୁଚି
@lipsa5949
@lipsa5949 2 ай бұрын
Right 😂😂
@Roster8572
@Roster8572 2 ай бұрын
କରାଯାଉ
@extremeincidents3038
@extremeincidents3038 2 ай бұрын
କେତେ Micha nabin pattnayak age 77,modi age 73,modi kuade nabin pattnayak ଠୁ ବଡ
@suranjanpradhan1971
@suranjanpradhan1971 2 ай бұрын
Love you Naveen sir
@chikuvlogs143
@chikuvlogs143 2 ай бұрын
Great you nabin
@sangrambarick4579
@sangrambarick4579 2 ай бұрын
Only naratives create in social media against Naveen Patnaik. Naveen always fit and popular cm of india .
@RAGHUBIRYADAV-ts6ne
@RAGHUBIRYADAV-ts6ne 2 ай бұрын
ଇଏ ସବୁ ନାଟକ ନବୀନ ପଟ୍ଟନାୟକ ଏକ ନମ୍ବର ଥିଲେ ଆଉ ରହିବେ ମଧ୍ୟ
@kalpanadas2194
@kalpanadas2194 2 ай бұрын
God bless you sir
@satyajitsamantray2266
@satyajitsamantray2266 2 ай бұрын
Bjp ଅତୀତରେ ଏମିତି ନାଟକ କରି କିଛି ଦିନ ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେତୁ ପାଣ୍ଡିଆନଙ୍କୁ ପ୍ରତ୍ୟେକ୍ଷ ଭାବେ ଦାୟୀ କରେଇଲେ ଆଉ ବର୍ତ୍ତମାନ ବି ସମାନ ଢଙ୍ଗରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ହାରିବା ପରଠାରୁ ଭଲ ଅଛି ବି ଦର୍ଶେଇ ପ୍ରତ୍ୟେକ୍ଷ ଭାବେ ପାଣ୍ଡିଆନଙ୍କ ନାମ ନ ନନେଇ ଦୋଷ ନିଜେ ବିଜେପି ଦଳ ଦେଉଛନ୍ତି ଏବଂ ସେ କଥାର ପ୍ରଭାବ ଓଡିଶାର ଜନସାଧାରଣଙ୍କ ଉପରେ ପକେଇ ଲୋକଙ୍କ ଦ୍ୱାରା କୁହାଉଛନ୍ତି,କାହାର ସ୍ୱାସ୍ଥ୍ୟବସ୍ଥାକୁ ନେଇ ହୀନ ରାଜନୀତି କରିବା ଏବଂ ଅନ୍ୟକୁ ମିଛ ଦୋଷ ଲଗେଇବା କେବଳ ହୀନ ପ୍ରକୃତିର ମଣିଷଙ୍କ ପାଖେ ଦେଖିବା ପାଇଁ ମିଳେ
@urmilaurmila4041
@urmilaurmila4041 2 ай бұрын
Nabin sir nku koti koti pranam 🙏🙏🙏❤️
@pabitrakumarpatra9062
@pabitrakumarpatra9062 2 ай бұрын
Great leader Naveen sir 🙏 🙏 🙏
@ppmohapatra2373
@ppmohapatra2373 2 ай бұрын
Absolutely,he is now free of tensions and look fresh.
@bimalendubehera5798
@bimalendubehera5798 2 ай бұрын
PRAVU JAGANNATH NKU PRANAM. BHALA HELA BJD PANDU PAIN HARILA. AMA PRIYA NABIN SIR BHALA ACHHANTI
@manojchhatria2882
@manojchhatria2882 2 ай бұрын
Naveen is a good parsonality
@sambhunathnaik6862
@sambhunathnaik6862 2 ай бұрын
Now it’s time to see opposition part … all the best Nabin babu 👍 Loading 2029 🐚
@RAKESH20249
@RAKESH20249 2 ай бұрын
Great person Navven Patnaik ❤️ Love' you sir ❤
@rajeshdepp36
@rajeshdepp36 2 ай бұрын
Hi Mr. Reporter. I must congratulate you on your fine presentation of this news. You Odia pronunciation is heart touchy. Your speech modulation is pleasant to ear. You are not like other TV news readers who read odia news just like " Odia Jatra" dialogues .You are not like them who shout a lot rather reading it politely. Odia new channels need news reader like you who can speak pure and sweet odia. I request you to take a lead and start live news reading in OTV.
@swagatpanda4960
@swagatpanda4960 2 ай бұрын
Pandian emiti karithila nabin sir jinda bad
@dillipmohanty2470
@dillipmohanty2470 2 ай бұрын
Jay jay Naveen odisha N01 chief minister sir Jay jagannath prabhu 🙏
@dillipmohanty2470
@dillipmohanty2470 2 ай бұрын
Ama CM Naveen sir best 🙏🙏
@user-iz4mr1uh6v
@user-iz4mr1uh6v 2 ай бұрын
Navin Patnayak Jindabad
@pritampandit.5544
@pritampandit.5544 2 ай бұрын
Such a personality.. Even bjp can't belive govt has changed and naveen patta naik is now ex cm.. They still treat him like CM
@shivtelecast5938
@shivtelecast5938 2 ай бұрын
ସବୁ ନାଟ ର ଗୋବର୍ଦ୍ଧନ ନବୀନ
@rakeshmajhi3358
@rakeshmajhi3358 2 ай бұрын
Nabin Sir 🙏
@laxmanDas-ty5gk
@laxmanDas-ty5gk 2 ай бұрын
Good good good
@PapuniMohapatra-yk3ys
@PapuniMohapatra-yk3ys 2 ай бұрын
King is always king 👑
@aliyasamal7043
@aliyasamal7043 2 ай бұрын
Yes, Naveen sir 100% well condition
@bujjireddy3188
@bujjireddy3188 2 ай бұрын
I love you Naveen sir
@NameTital-mm1sv
@NameTital-mm1sv 2 ай бұрын
ଆଗରୁ ଅଂହକାର ର ବିଷ ମୁଣ୍ଡରେ ଘାରିଥିଲା
@ladlysony8691
@ladlysony8691 2 ай бұрын
Se valre ruhantu ame sabu chahu .bhagban sabubele tanka sathire thantu
@NirmalParida-pm4dh
@NirmalParida-pm4dh 2 ай бұрын
ସେ ଯାହାହେଉ ନବୀନ ପଟ୍ଟନାୟକ ମହୋଦୟ ସର୍ବଦା ସୁସ୍ଥ ରୁହନ୍ତୁ
@RituPradhan-ht4gt
@RituPradhan-ht4gt 2 ай бұрын
He is great person an odisha
@subhaajitdas8420
@subhaajitdas8420 2 ай бұрын
Hero ta Naveen Babu 😊😊
@AnitaRoutray-tx1nk
@AnitaRoutray-tx1nk 2 ай бұрын
Jay jagannath jay nabin sir
@RakeshDas-rb1pp
@RakeshDas-rb1pp 2 ай бұрын
ମୋଦି ସାର ନବୀନ ସାର ଆପଣଙ୍କ ଠୁ ବଡ ହେବେ ଭୁଲ କହିଲେ ଆପଣ l
@subashranashr
@subashranashr 2 ай бұрын
ଓଟିଭି ଆଊ argus ଚାନେଲ୍ ଦାଇ....
@deepaksahoo8563
@deepaksahoo8563 2 ай бұрын
MANY REASONS FOR NAVEEN FITNESS 1. NO MORE PRESSURE , NOW HE IS RELAXED 2. PANDIYAN IS NO LONGER WITH NAVEEN SO WE CAN GUESS THAT HE MUST GIVEN SOME DRUGS SO THAT NAVEEN JI GET ILLED BEFORE MAY BE WEEK NERVOUS SYSTEM DRUG OR OTHERS THAT SHOULD BE INVESTIGATED.
@durjakumbhar5987
@durjakumbhar5987 2 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ
@babyduari7174
@babyduari7174 2 ай бұрын
Sabu bele khali BJD birudhare kahila OTV 😮😅
@l.o.k.e.y3705
@l.o.k.e.y3705 2 ай бұрын
Now the king is back
@SibaniGouda-wd9on
@SibaniGouda-wd9on 2 ай бұрын
Jay nabin
@subratmohanty2289
@subratmohanty2289 2 ай бұрын
Otv news BJP ro bhakta news channel
@SomeSome-rz6kx
@SomeSome-rz6kx 2 ай бұрын
BJD was defeated only for Navin patanayak as he supported Pandian
@sukantadalai7572
@sukantadalai7572 2 ай бұрын
Navin.babu real hero.
@Nano143
@Nano143 2 ай бұрын
He is free now .. Independent feel karuchanti he is relaxed n happy now
GTA 5 vs GTA San Andreas Doctors🥼🚑
00:57
Xzit Thamer
Рет қаралды 25 МЛН
Story of Naveen Patnaik's two sisters
3:41
OTV
Рет қаралды 776 М.
'ଟଚ୍ କଣ କରୁଛୁ ବେ'
14:34
OTV
Рет қаралды 2,5 МЛН