Odisha CM Mohan Majhi Recounts Misbehaviour Incident by Police Officer during Election Campaign

  Рет қаралды 49,183

OTV

OTV

Күн бұрын

#ନିର୍ବାଚନ_ପୂର୍ବରୁ_ମୁଖ୍ୟମନ୍ତ୍ରୀ_ମୋହନ_ମାଝୀଙ୍କ_ସହ_କଣ_ଘଟିଥିଲା?
ନିର୍ବାଚନ ପ୍ରଚାର ବେଳେ ମୋହନ ମାଝୀଙ୍କ ସହ ଘଟିଥିଲା ଏକ ବଡ ଅଘଟଣ, ଯାହାକୁ ସେ ନିଜେ ଜିଲ୍ଲାପାଳ ସମ୍ମିଳନୀରେ କହିଛନ୍ତି। କିପରି ଜଣେ ଥାନାଧିକାରୀ ତାଙ୍କ ଉପରେ ରୋବାବ୍ ଝାଡିଥିଲେ ସେ କଥାକୁ ମୁଖ୍ୟମନ୍ତ୍ରୀ କହିବା ସହ ସମ୍ପୃକ୍ତ ଥାନାଧିକାରୀକୁ କ୍ଷମା କରିଦେଇଛନ୍ତି ବୋଲି କହିଛନ୍ତି।
#CollectorsSummit #MohanMajhi #Bhubaneswar #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 355
@omkumar3502
@omkumar3502 3 сағат бұрын
Bahut badhia sir.
@sasanksekharaswain9208
@sasanksekharaswain9208 2 сағат бұрын
ଦେଖିବାକୁ ବାକି ରହିଲା ଭରତପୁର ଦୋଷୀକୁ କିଭଳୀ ଦଣ୍ଡ ଦେଉଛ
@AsishKumar-qw2xu
@AsishKumar-qw2xu 2 сағат бұрын
ସେ IIC ଉପରେ ଏବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର
@hansdahcreation4k849
@hansdahcreation4k849 2 сағат бұрын
Right❤
@RajaraoManda-v7z
@RajaraoManda-v7z 3 сағат бұрын
Keba kahaku chota bhabiba thiknuhe Mahan sir great
@hansdahcreation4k849
@hansdahcreation4k849 2 сағат бұрын
Right❤
@narendrahembram4495
@narendrahembram4495 2 сағат бұрын
Mukya mantri.Mohan Majhi .nku100 % Support .
@pradeepnayak3392
@pradeepnayak3392 3 сағат бұрын
Sabu police station re behavior thik haba darkar.
@amitkumardungdung5684
@amitkumardungdung5684 3 сағат бұрын
Right katha sir,
@santoshkumarbehera2197
@santoshkumarbehera2197 3 сағат бұрын
Very good cm sir
@biswaranjanbiswal7612
@biswaranjanbiswal7612 2 сағат бұрын
ଓଡ଼ିଶାରେ ସବୁ ଥାନାରେ ଏ ଅବସ୍ଥା , ଯଦି ଜଣେ ଲୋକ ପ୍ରତିନିଧି ଏମିତି ଅବସ୍ଥାକୁ face କରୁଛି ତାହା ହେଲେ ସାଧାରଣ ଲୋକର କି ଅବସ୍ଥା ହେଉଥିବ , ସରକାର କଠୋର ପଦକ୍ଷେପ ନିଅନ୍ତୁ ,
@Sunsine5098
@Sunsine5098 35 минут бұрын
ପୋଲିସ ମାନକୁ ବିରୋଧ ରେ FIR, ଇନଭେଷ୍ଟିଗେସନ କରିବା ପାଇଁ, ସବୁ District ରେ army(no Police )ଦ୍ଵାରା ପରିଚାଳନା ଷ୍ଟେସନ ହେବା ଦରକାର, ଯୋଉଠି ସାଧାରଣ ଜନତା ପୋଲିସ ବିରୁଦ୍ଧରେ ମକଦ୍ଦମା କରି ପାରିବେ। ତେବେ ଯାଇ ପୋଲିସ ବାଲା କାବୁରେ ରହିବେ। ଏହା ପାଇଁ କାନୁନ୍ ରେ changes ଆଣିବା ଦରକାର।
@Sujata_1344
@Sujata_1344 17 минут бұрын
Sabu thana ra abasta amiti. Kouthi b gote sadharana Loko ku bhala behaviour ta daba chadatnu, kharap bhasa re katha barta karuchanti
@sumankarj
@sumankarj 2 сағат бұрын
u r great sir.. 🔥😎💪
@bijayakumarmohanty8180
@bijayakumarmohanty8180 Сағат бұрын
ଶଳା iic କୁ କ୍ଷମା କରିଦେଇ ଭୁଲ୍ କଲେ sir ଏଥିରେ police ,ଗୁଡାଙ୍କର ଭୟ ଆଉ ରହିଲାନାହିଁ।
@Sana143
@Sana143 2 сағат бұрын
😲 ଆଜି ହେଉଛି 27 ତାରିଖ 👀 ମୁଁ ଗୋଟେ କଥା ବୁଝି ପାରୁ ନାହିଁ 🤔 ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପଛ ପଟେ 28 ତାରିଖ ଲେଖା ଅଛି 🤪😂😂🤣😜 ମୁଣ୍ଡ ଟିଣ ହେଇଗଲା ଦେଖିକି 😂😂😅😆😆🤣🤣🤣
@narottammanna1269
@narottammanna1269 2 сағат бұрын
Two days programme 27th and 28th
@biswabhusanmenduli1537
@biswabhusanmenduli1537 Сағат бұрын
Hahahah
@jitupradhan6888
@jitupradhan6888 Сағат бұрын
😄😄😄
@rashmiranjandutta9981
@rashmiranjandutta9981 Сағат бұрын
2:15 re dekha valase upare 27 tale 28😂😂
@dhirenrout363
@dhirenrout363 25 минут бұрын
Calendar ta bodhe pakistan ra thiba....aji 28 tarikh..
@stuluachary
@stuluachary Сағат бұрын
80% ପୋଲିସ ଚୋର ହତ୍ୟାକାରୀ 😮
@PradeepKumar19987
@PradeepKumar19987 Сағат бұрын
CM ହେବତ Mohan Majhi ପରି
@rajkumardas4947
@rajkumardas4947 38 минут бұрын
ଏହାର ମୁଖ୍ୟ କାରଣ Curruption. Post ବିକ୍ରି ହେଲେ ଏହା ହେବ. ଯାହାର ଇଚ୍ଛା bardi ପାଇବା ତାଙ୍କୁ ଦେବେନି. କାରଣ ସେ ଗରିବକୁ help କରିଦେବେ.
@judhisthiramohanta5862
@judhisthiramohanta5862 2 сағат бұрын
ପୂର୍ବ ସରକାର ରେ ଗୋଟେ ଉଦାହରଣ ନାହିଁ ଯେ ପୋଲିସ କେବେ କାହାକୁ ନ୍ୟାୟ ଦେଇଥିବ
@JagannathTandia
@JagannathTandia 2 сағат бұрын
BJD ra gundagiri raj chalithila .
@jatinkumarbarik9574
@jatinkumarbarik9574 2 сағат бұрын
IIC ଙ୍କ ଭୁଲ ଆଦୌ ସାମାନ୍ୟ ନଥିଲା, cm ତାଙ୍କୁ କ୍ଷମା ଦେବା ତାଙ୍କ ମହନୀୟତା
@mrbikash3194
@mrbikash3194 58 секунд бұрын
ସେଇ କ୍ଷମା କରିଦେଉଛନ୍ତି ବୋଲି ଆଜି ଭରତପୁର ରେ ଏମିତି କେସ ସବୁବେଳେ କ୍ଷମା କରିଦେବା ଠିକ୍ ନୁହ
@bishnuprasadmishra8830
@bishnuprasadmishra8830 2 сағат бұрын
ଯେଉଁ ଠାରେ ଆମ୍ ପ୍ରିୟ ମୁଖୟମନ୍ତ୍ରୀଙ୍କୁ ଗାଣ୍ଡିମାର ପୋଲିସ କହୁଛି gateout ସେଠାରେ ସାଧାରଣ ଲୋକଙ୍କୁ ପଚାରେ କିଏ
@sabarcreativesomedifferent2183
@sabarcreativesomedifferent2183 41 минут бұрын
ଆମ ଆଦିବାସୀ ଲୋକଙ୍କ ମନ ନିରୀହ କାହାକୁ ଅସୁବିଧା ରେ ପକେଇନଥାନ୍ତି ସମସ୍ତଙ୍କୁ କ୍ଷମା ଓ ଦୟା କରିଥାନ୍ତି । ଜୟ ଆଦିବାସୀ ଜୟ ମୋହନ 🙏
@kameswargochhayat
@kameswargochhayat 2 сағат бұрын
ଦେଖ ମଣିଷ ତା ସହିତ ଘଟିଥିବା ପ୍ରତ୍ୟେକ ଘଟଣା କୁ ମନେ ରଖିଥାଏ ତେଣୁ କାହାରିକି ଆଘାତ ଦେଲା ଭଳି କଥା କହିବା ଉଚିତ ନୁହେଁ.
@Jainrecips
@Jainrecips Сағат бұрын
ଆଜି 27 ତାରିଖ 28 କଣ ଲେଖା ହେଇଚି😂😂😂😂😂😂
@Kuluvlogsodiakjr
@Kuluvlogsodiakjr Сағат бұрын
Uparaku 27 lekha heichi....
@MMabcxyz
@MMabcxyz Сағат бұрын
Program dui dina ra aji nd kali
@b2sgamer727
@b2sgamer727 2 сағат бұрын
Very good sir
@jeetendapanda2591
@jeetendapanda2591 Сағат бұрын
Damdar speech of Odisha CM👍👍
@Mrindiantelentstar-pt4gk
@Mrindiantelentstar-pt4gk 2 сағат бұрын
Very good 🙏🙏🙏🙏🙏🙏🙏
@manaskumardas1466
@manaskumardas1466 2 сағат бұрын
Ati sundara katha ama Mukhyamantri nka I salute you C N sir
@manasranjandash8094
@manasranjandash8094 Сағат бұрын
Sir apna cm ebe strictly action niajau odisha police upre
@RabindraNath-s2f
@RabindraNath-s2f 59 минут бұрын
ଠିକ୍ କଥା ସାରେ
@szrgaming9165
@szrgaming9165 Сағат бұрын
ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀର ପରିଚୟ ଏମିତି। ପୋଲିସ ପ୍ରଶାସନକୁ ଟାଇଟ୍ କରନ୍ତୁ।
@ssrao4582
@ssrao4582 2 сағат бұрын
Right cm sir❤❤❤❤❤
@ArabindaRout-kb2nn
@ArabindaRout-kb2nn 2 сағат бұрын
Police nuhe tankara damiaka pathara karamati jay jagannatha.
@BasudebSahoo-m9t
@BasudebSahoo-m9t 48 минут бұрын
ଆପଣ ନିଜର କଥା ନ କହି ଜନତା ଙ୍କ କଥା ବୁଝନ୍ତୁ.
@sujatapasayat5961
@sujatapasayat5961 Сағат бұрын
🎉ଏକଦମ ସତ ସାର ପ୍ରଥମେ ଆଚାର ବ୍ୟବହାର ନିହାତି ଜରୁର🎉
@subhalgiri6181
@subhalgiri6181 2 сағат бұрын
Se I I c nku kathara panishment heba darakar
@sanjaytudu5788
@sanjaytudu5788 3 сағат бұрын
Very good ❤❤❤
@ranjitbehera2719
@ranjitbehera2719 2 сағат бұрын
Good
@rajendrabarik4690
@rajendrabarik4690 2 сағат бұрын
💯 raite sir pm bjp
@stylingpiki
@stylingpiki 2 сағат бұрын
Sala sarkar jemti tanka tarikha bi semti 😂😂😂😂 time travelling re 27 sept 2024 tarikha ku asiki 28 sept 2024 lekhi chanty 🤣🤣🤣🤣 tarikha ku bi mohi nele mohon majhi 🤣🤣🤣🤣 ki kayan( tentuli ) sarkar
@kcpkartikchandrapradhan6219
@kcpkartikchandrapradhan6219 Сағат бұрын
ଦୁଇ ଦିନିଆ ସମ୍ମିଳନୀ। ଭଲ କରି ଦେଖ। ବେନର ର ଉପରେ ଅଛି।
@sujitkumarswain6161
@sujitkumarswain6161 52 минут бұрын
ଯୋଉଠି ନିଜେ ମୁଖ୍ୟମନ୍ତ୍ରୀ ଅବହେଳିତ ଏବଂ ଅପମାନିତ ସେଠୀ ସାଧାରଣ ଲୋକଙ୍କ କଥା କଣ ଚିନ୍ତା କରିବା ,,,
@trinathbalia2589
@trinathbalia2589 Сағат бұрын
ଆଜି ଓଡ଼ିଶା ରେ 28 ତାରିଖ ଆମ ମୂଖ ମନ୍ତ୍ରୀ ପାଲା ଗାୟକ ଙ୍କ ହିସାବରେ
@RajeshKumar-rb1ni
@RajeshKumar-rb1ni Сағат бұрын
watch full video , there are 2 days drive 27th & 28th for Collector & SP. On top 27th is written. Keep watching on TV
@trinathbalia2589
@trinathbalia2589 Сағат бұрын
@@RajeshKumar-rb1ni ଯଦି ଏତେ ଜ୍ଞାନ ଅଛି ସେ ସ୍ଥାନରେ 27 & 28 ଲେଖିଥିଲେ ତମ ଭଳି ଲୋକ ଜ୍ଞାନ ଦେବାକୁ ଆସି ନଥାନ୍ତା କି ମୁଁ କମେଣ୍ଟ କରିନଥାନ୍ତି
@teramerapyar1330
@teramerapyar1330 2 сағат бұрын
Gapa tama nati natuni hele kahiba😂
@Debabratacreativity
@Debabratacreativity 2 сағат бұрын
Full video ଦେଖି ନିଆ ଅଲଗା ଭିଡିଓ ରେ 2 ଦିନର ପ୍ରୋଗ୍ରାମ
@babluswapna
@babluswapna 2 сағат бұрын
Aji 28 sept hela kemiti?
@arjunsoren2043
@arjunsoren2043 2 сағат бұрын
Date pura thik achi 28 kali heba 😂..skip 2:14
@AnkRajvlog330
@AnkRajvlog330 2 сағат бұрын
valo se tike dekhiki cmnt karo
@RajKishor-rt6db
@RajKishor-rt6db Сағат бұрын
Eai ba ama odia asmita😅
@RajeshKumar-rb1ni
@RajeshKumar-rb1ni Сағат бұрын
watch 2:30
@kcpkartikchandrapradhan6219
@kcpkartikchandrapradhan6219 Сағат бұрын
ଦୁଇ ଦିନିଆ ସମ୍ମିଳନୀ। ଭଲ କରି ଦେଖ। ବେନର ର ଉପରେ ଅଛି।
@biswaranjankanhar6425
@biswaranjankanhar6425 2 сағат бұрын
ତ୍ରିନାଥ ସେଠୀ ତ ପାଇଁ ପୋଲିସ ଆଜି ବଦନାମ , CM sir ଭଲ ଲୋକ ବୋଲି ତୁ ବଞ୍ଚିଗଲୁ
@sivaprasadmangaraj5476
@sivaprasadmangaraj5476 2 сағат бұрын
ତମ ମାନଙ୍କ ପାଇଁ ଗରିବ ଲୋକ ହଇରାଣ ହଉଛନ୍ତି
@manoranjanmullick3487
@manoranjanmullick3487 Сағат бұрын
ସବୁ ଓଡିଶା ପୋଲିସ ଙ୍କୁ ଅଲଗା ରାଜ୍ୟ ରେ ପୋଷ୍ଟିଙ୍ଗ ଦିଅନ୍ତୁ, ମୋହନ ସାରେ 🙏ଓଡିଶା ଗରିବ ଲୋକଙ୍କୁ ନ୍ୟାୟ ମିଳିବ 🙏
@lovely_Suja_Entertainment
@lovely_Suja_Entertainment Сағат бұрын
Fichhe to dekho Date sehi nehi 28 sep 2024 New fuse ko containt milgeya
@sarojbehera4731
@sarojbehera4731 58 минут бұрын
ବାଳ ଟା ଦେବେ 😂ଆମେ ଗଲେ ଚାହା ପାଣି ପାଇଁ ପଇସା ମାଗୁଛନ୍ତି 😂
@damodharsahu4111
@damodharsahu4111 Сағат бұрын
Super michhua BJP
@tapanbarik6869
@tapanbarik6869 Сағат бұрын
Bala na ..bjd ta sati ge...i
@prafullakhuntia9992
@prafullakhuntia9992 5 минут бұрын
😄​@@tapanbarik6869
@kashinathdash4772
@kashinathdash4772 Сағат бұрын
ନିମ୍ନ ଘଟଣାରୁ ଆମ ପୋଲିସ ବ୍ୟବସ୍ଥା ଆମ ଶାସନ ମୂଖ୍ୟ ମାନ୍ୟବର ମୂଖ୍ୟ ମନ୍ତ୍ରୀ ମୋହନ ମାଝୀ ଙ୍କ ଠୁ କିଛି ବୀ ଶିଖି ପରିଲାନହି।। ଯେଉଁଠି ଜଣେ ନିର୍ବାଚିତ ବିଧ୍ୟାୟକ କୁ ଥାନାରେ ଦୁର୍ବ୍ୟବହାର କରି ଗେଟ ଆଉଟ୍ କହୁଛନ୍ତି।। ଆପଣ ଅନୁମାନ କରନ୍ତୁ ସେ ବିଧାୟକ ଆଉ କେହିନୁହନ୍ତି ସେ ହେଉଛନ୍ତି ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ।। ତାପରେ ବି ସେ ପୋଲିସ ଅଧିକାରୀଙ୍କୁ କ୍ଷମା କରିଦେଲେ।। ଯଦି ମୋହନ ସରକାର୍ ଅପମାନିତ କରିଥିବା ପୋଲିସ ଉପରେ କାର୍ଯ୍ୟନୁଷ୍ଠାନ ନେଇଥାନ୍ତେ ତେବେ ପୋଲିସ ବ୍ୟବସ୍ଥା କିଛି ଶିକ୍ଷ୍ୟା ଲାଭ କରିଥାନ୍ତା।। ଯେସାକୁ ତେସା ନୀତି ଦ୍ଵାରା ହିଁ ବିଶୃଙ୍ଖଳିତ କୁ ଶୃଙ୍ଖଳିତ କରି ହେବ ଅନ୍ୟଥା ଘଟଣାର ପୁନରାବୃତ୍ତି ହେବ।।
@sabitaprusty8035
@sabitaprusty8035 Сағат бұрын
ଲୋକ ଥାନା କୁ ବୁଲିବାକୁ ଯା ଆଂତି ନାହିଁ,.ବପଦ ରେ ପଡି ଜୀବନ ବଂଚାଇ ବାକୁ ପୋଲିସ ମାନଙ୍କ ପାଖକୁ ଯାନ୍ତି। ଆଜିକାଲିର ସମୟ ରେ ପୋଲିସ ମାନଙ୍କ ଆଗରେ ଜୀବନ ଦୀପ ଲିଭି ଯାଉ ଛି। ଥରେ ନୁହଁ ବାର୍, ବାର୍ ଥାନାକୁ ଯିବାକୁ ପଡୁଛି, ତଥାପି ନ୍ୟାୟ ମିଳୁନି।
@PrafullasahuBanbaspali
@PrafullasahuBanbaspali Сағат бұрын
ତାରିଖ ଭୁଲ ଲେଖାଯାଇଛି
@BasudebNayak-i6f
@BasudebNayak-i6f 2 сағат бұрын
Sir ଆଜି ତ ୨୭କିନ୍ତୁ ଏଠି ୨୮ତାରିଖ କିଏ ସେ ଭୁଲ୍ ଲେଖିଛି
@RajKishor-rt6db
@RajKishor-rt6db Сағат бұрын
Ere vai eai ba ama odia asmita😂
@RajeshKumar-rb1ni
@RajeshKumar-rb1ni Сағат бұрын
@@RajKishor-rt6db watch full video , there are 2 days drive 27th & 28th for Collector & SP. On top 27th is written. Keep watching on TV
@ambarishswain3233
@ambarishswain3233 Сағат бұрын
Bhala bhabe Full video ta dekha ,2 days meeting 27 th and 28th Lekha achhi
@kcpkartikchandrapradhan6219
@kcpkartikchandrapradhan6219 Сағат бұрын
ଦୁଇ ଦିନିଆ ସମ୍ମିଳନୀ। ଭଲ କରି ଦେଖ। ବେନର ର ଉପରେ ଅଛି।
@kamakshyaraul
@kamakshyaraul Сағат бұрын
Abe bi sthiti semiti...kichhi sudhurini ki sudhuribani...
@BharatiMurmu-zc8wz
@BharatiMurmu-zc8wz 2 сағат бұрын
ଆପଣ ଙ୍କ ଶାସନ ରେ ବି ଥାନା ସେହି ଭଳି । ଉଦାହରଣ ଭରତପୁର ଥାନା
@santhasekharbal1606
@santhasekharbal1606 2 сағат бұрын
are bhai tahakuta sudharibaku se chesta karuchhanti..
@M-ek8pr
@M-ek8pr 2 сағат бұрын
​@@santhasekharbal1606ଚେଷ୍ଟା ନୁହେଁ ବରଂ କଠୋର ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ।
@HIMANSUCOWFARM2008
@HIMANSUCOWFARM2008 Сағат бұрын
Sarkar change hue kintu police kebe change huani
@shantanukumar7502
@shantanukumar7502 2 сағат бұрын
Mohan power🇮🇳🇮🇳
@pradeepbehera7990
@pradeepbehera7990 Сағат бұрын
ବାଡେଇବା ତଥା ତତେ
@shakaharipruthivi8696
@shakaharipruthivi8696 Сағат бұрын
ବାସ୍ତବ ରେ ପରିବର୍ତ୍ତନ ଚାହଁ ତ କର୍ମଚାରୀଙ୍କ ଧନ ସମ୍ପଦ ଯାଞ୍ଚ କର। କଳା ଟଙ୍କା କୁ ସରକାର ନେଉ। ଚାକିରୀ ରୁ ବାହାର କର। ଦଣ୍ଡ ଦିଅ। କ୍ଷମା କରିବା ଭଲ ହୁଏ ମାତ୍ର ମଣିଷ ପାଇଁ ସେ ପ୍ରଯୁଜ୍ୟ। ଯେ କ୍ଷମତା ଓ ଅର୍ଥ ରେ ଅନ୍ଧ। ସେ ଅସୁର। ଅସୁର କ୍ଷମା ଯୋଗ୍ୟ ନୁହେଁ। ବ୍ୟବହାର ଖରାପ କରିବା ଅଧିକାର କାହାର ବି ନାହିଁ। ଧନ ଜୀବନ ,ଯୌବନ ,କ୍ଷମତା ଚିରନ୍ତନ ନୁହେଁ। ସରକାର ଭାଷଣ ଦେଇ ପରିବର୍ତ୍ତନ ନୁହେଁ କାମରେ କରିବା ଦରକାର୍।
@AnkRajvlog330
@AnkRajvlog330 Сағат бұрын
2.14 re dekha full flex
@SarojMajhi-p1g
@SarojMajhi-p1g 41 минут бұрын
ହୋଇ ହୋ ମନ୍ତ୍ରୀ ମହାଶୟ ଆଜି ତ 27 ସେପ୍ଟେମ୍ବର 2024 କିନ୍ତୁ ତମ ପଛର ସ୍କ୍ରିନ୍‌ରେ 28 ସେପ୍ଟେମ୍ବର 2024 କେମିତି ଲେଖାଗଲା । ସତରେ ଏହି BJP କର୍ମୀ ଓ ନେତାମାନେ ଏତେ ଅଶିକ୍ଷିତ ଓ ମୁର୍ଖ ତାହା ମୁଁ ବିଶ୍ୱାସ ବି କରିପାରୁ ନାହିଁ 😅😅😅
@Oye_The_Skn_13
@Oye_The_Skn_13 28 минут бұрын
2.13 ru 2 .30 minutes byita re dekha Jani pariba 27 bi lekha heichi upare
@SarojMajhi-p1g
@SarojMajhi-p1g 5 минут бұрын
@@Oye_The_Skn_13 ଓଃ ହୋ ତ ଏବେ ଗାୟବ ହେଲା କି ?😀😀😀
@PandaRauta
@PandaRauta 3 сағат бұрын
Cm. ❤❤❤🎉🎉sar. Bjp🎉bjp❤❤
@abhiseksahoo2074
@abhiseksahoo2074 3 сағат бұрын
Sir Apana V Bachaspati ku Chapal Marithile, Aga nije sikhantu then anya manaku kahibe
@khatuasambit1832
@khatuasambit1832 2 сағат бұрын
BJD Balanku chapal re pitiba darkar
@gourangasahoo276
@gourangasahoo276 2 сағат бұрын
ତୁ ସଳା ସେଇ catagory ର
@ambarishswain3233
@ambarishswain3233 Сағат бұрын
Tu m.ghian kou category ra.
@babulpradhan2228
@babulpradhan2228 Сағат бұрын
Cm nku emtti kahiba thik nuhe
@JogeswarMajhi-lt7hj
@JogeswarMajhi-lt7hj Сағат бұрын
ତୋ ମତ ରେ catagory ନେଇ ଲୋକଙ୍କୁ ବ୍ୟବହାର କରିବା କଥା,,,,,ତୋ ର କେତେ ବଡ catagory କି ଭାଇ,,
@gourangasahoo276
@gourangasahoo276 Сағат бұрын
@@JogeswarMajhi-lt7hj ତୁ କଣ ମୋହନ ର ଘଇତା କହିଲେ ବାଧୁଛି
@gourangasahoo276
@gourangasahoo276 Сағат бұрын
Silent ହୋଇଯା
@super89cls
@super89cls 2 сағат бұрын
Aji to 27 tarikh 28 kemiti kuch to gadbad he daya 😂😂😂😂
@Jai.jagannath_1
@Jai.jagannath_1 2 сағат бұрын
Murkha Always we mentioned last date/year. For example I am 2016 batch passout it means I got my admission on 2012
@arjunsoren2043
@arjunsoren2043 2 сағат бұрын
Date pura thik achi 😂 28 re next meeting..skip 2:14
@ALLBHAJANS-se5rv
@ALLBHAJANS-se5rv 2 сағат бұрын
future news
@saumitrasamal4986
@saumitrasamal4986 2 сағат бұрын
Are bhai collecter meting 28 sep re
@rider_prasant46
@rider_prasant46 2 сағат бұрын
PRE SHOOOTING VIDEO 😁😁
@sangitasahoo5504
@sangitasahoo5504 Сағат бұрын
Jagatsinghpur Tirtol police station 😢😢😢😢😢
@kanha-x1
@kanha-x1 Сағат бұрын
ପୂର୍ବ ସରକାରରେ ଅମଲାତନ୍ତ୍ର ଶାସନ ଚାଲିଥିଲା, ଏବେ ଗଣତନ୍ତ୍ର ଶାସନ ଚାଲିଛି
@KMmotivation78
@KMmotivation78 Сағат бұрын
Governor ପୁଅ ବିଷୟ ରେ କିଛି ହେବା ଉଚିତ୍ କି ନୁହେଁ???
@satyasankar1
@satyasankar1 Сағат бұрын
ଯେଉଁ ମାନେ " Police ଜିନ୍ଦାବାଦ " ବୋଲି କହୁଥିଲେ, ସେମାନେ ଖୋଦ୍ ମୁଖ୍ୟମନ୍ତ୍ରୀ ଙ୍କ କଥା ଶୁଣନ୍ତୁ।
@bijayakumarmohanty8180
@bijayakumarmohanty8180 Сағат бұрын
ଯିଏ 100 ଦିନର govt କୁ ବୁଝି ପାରୁନି he must be a corrupted BJD ହେଇଥିବ
@jaga3320
@jaga3320 21 минут бұрын
JTS ଦରମା ବଢ଼େଇବେନି ଖାଲି ବଡ଼ ବଡ଼ କଥା |
@sivaprasadmangaraj5476
@sivaprasadmangaraj5476 2 сағат бұрын
ପନି ପରିବାଦର ପଢ଼ିଲାଣି ସେ ବିଷୟରେ କିଛି ଆଲୋଚନା କର. ଇଆଡ଼ୁ ସିଆଡ଼ୁ କାହିଁକି ଗପୁଚ
@fakirmohansahoo2079
@fakirmohansahoo2079 Сағат бұрын
ଆଜି ତ 27 ତାରିଖ , ମୂଖ୍ୟମନ୍ତ୍ରୀ ଙ୍କ ପଛପଟେ କ'ଣ 28 ତାରିଖ ବ୍ୟାନର ମରାଯାଇଛି, ମତେ ଟିକିଏ ବିଷ ଦେଇ ଦେରେ ନାରଣ,😂😂😂😂😂😂😂😅😅😅😅😅😅😅🥱🥱🥱🥲🥲😄😄😆😆😆😂😂😂😂🤭🤭🤭🤭🤭🤭
@NSkantKumar
@NSkantKumar Сағат бұрын
ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉 ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର ତେବେ ଶାନ୍ତି ବିଶ୍ରାମ ସାନ୍ତ୍ଵନା ସୁସ୍ଥତା ଓ ଅନନ୍ତ ଜୀବନ ପାଇବ
@shibabarik9880
@shibabarik9880 Сағат бұрын
ଆଜି 27 ତାରିଖ ବଦଳରେ 28 ତାରିଖ ଲେଖାଯାଇଛି।
@HaraSahu-d5w
@HaraSahu-d5w 2 сағат бұрын
Good 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍
@rashmiranjansahoo1015
@rashmiranjansahoo1015 9 минут бұрын
ପୋଲିସ ବିରୁଦ୍ଧରେ ଅଭିଯୋଗ ପାଇଁ ଏକ helpline no ଦିଆଯାଉ ସାଧାରଣ ଲୋକଙ୍କ ପାଇଁ ତାହେଲେ ପୋଲିସ ର ଦବଦବା କମିଯିବ ଓ ପୋଲିସ ସାଧାରଣ ଲୋକ ପାଇଁ କାମ କରିବା ଜୟ ଶ୍ରୀ ରାମ 🙏🙏 ଜୟ ଜନତା ଜନାଦ୍ରନ୍
@mamatakhillo6781
@mamatakhillo6781 Сағат бұрын
Bjd gunda IIC tile 🥃🥃🥃🍺🍺🍺🍺 besi hei tila 💯💯💯👍👍🥃🥃🥃🍺🍺🍺
@natabaranaik5026
@natabaranaik5026 29 минут бұрын
Shola,police,mananku,gote,gote,hata,or,leg,kati,diontu,policemane,size,hoijibe.
@rakeshpradhan3350
@rakeshpradhan3350 Сағат бұрын
Strong Govt Kara amity WEAK Govt besi din chalibanni Angya.........se CM Post Chhadidio
@hrusikeshkothia599
@hrusikeshkothia599 24 минут бұрын
Faltu discussion hauchi
@aapu_tv
@aapu_tv Сағат бұрын
ସମ୍ମାନ କାହାକୁ ଦେବେନି ସେମାନେ ହେଲେ ସେର. କେମିତି Sir ଏ ସବୁ ସୁଧୁରିବ ବ୍ୟବସ୍ଥା କରନ୍ତୁ.
@dushadusha2402
@dushadusha2402 31 минут бұрын
ତତେ ଆଜି ବି ଭୁବନେଶ୍ୱର ରେ JP ନୋଡ୍ଡା ର ବଡ଼ି ଗାଡ଼ ଧକା ମାରି. ଗେଟ ଆଉଟ କହିଲେ ତୁ କଣ ବାଳ ଉଫାଡିଲୁ
@AsishKumar-qw2xu
@AsishKumar-qw2xu 2 сағат бұрын
ବିଜେଡି ତା ସମୟରେ ଏ ପୋଲିସ ମାନଙ୍କର ଏତେ ମୁହଁ ବଢେଇ ଦେଇଛି ଯେ ଏମାନେ ଆଉ ମଣିଷ ମାନୁନାହାନ୍ତି
@rajeshbehera8116
@rajeshbehera8116 58 минут бұрын
GOOD GOVERNANCE DIO..MINIMUM GOVERNMENT, BEST PUBLIC ADMINISTRATION DIO🙏
@SantanuDeep-qe4uk
@SantanuDeep-qe4uk Сағат бұрын
ଆପଣ ନିଜେ ଅନୁଭବ କରୁଛନ୍ତି, ତ,m,l,a, ଥିବା ସମୟରେ, ତ, ସାଧାରଣ, ଲୋକ କେମିତି, ନିର୍ଯାତନା, ନ ହେଉଥିବେ, ଆପଣ ଦୟପୂର୍ବକ ପୋଲିସ ମାନଙ୍କୁ ନିର୍ଦ୍ଧେଶ ଦିଅ ସୁସମାନ୍ତି ଦେବେ ବୋଲି ପ୍ରଶାସନକୁ ଅନୁରୋଧ ❤
@Sunsine5098
@Sunsine5098 41 минут бұрын
❤❤❤ଆହେ ମୁଖ୍ୟମନ୍ତ୍ରୀ ନିଜେ ଜାଣିଛନ୍ତି। ଥାନାବାବୁ ଥାନାରେ ବ୍ୟବହାର କେମିତି କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ଅନୁଭବ ପରେ, ତଦନ୍ତ ର ଆଉ କଣ ଆବଶ୍ୟକ ଅଛିକି ଭରତପୁର ଥାନା ବାଲା ରାତିରେ କଣ କଣ କରୁଥିବେ?😂❤❤❤😂😂❤❤
@manasranjanbehera1568
@manasranjanbehera1568 3 минут бұрын
28 sept 2024. Future jai CM Mahan Majhi sir speech kemiti deuchhanti. Kana apana notice karichhanti. Aji 27 sept 2024
@munamdb
@munamdb 45 минут бұрын
ଓଡ଼ିଶା ଲୋକ ଯଦି ଏତେ ଚାଲାକ ସ୍ଵଚତ , ଏବଂ , ଟେଲେଣ୍ଟ imandar ମାନବିକତା ଅଛି , ତେବେ ଓଡ଼ିଶାରୁ police department ସଂସ୍ଥା କୁ ପୁରା ଉଠାଇ ଦେଉନ .... ବଡ଼ ବଡିଆ ଲୋକ ଲୀଳା କରିବେ , police କିଲା ନେବ !
@MOUTHBOXPLAYER
@MOUTHBOXPLAYER 2 сағат бұрын
28 September....kan ray babu ... Sethi lagi sabu YOJONA ...BHULIGALE. ... PLS SIR TAKE CARE ABOUT YOUR DATE
@AnkRajvlog330
@AnkRajvlog330 Сағат бұрын
are bhai pura flex ta dekha tapare bubruti rakhiba
@ambarishswain3233
@ambarishswain3233 Сағат бұрын
2 days meeting 27 th and 28th Lekha achhi
@kcpkartikchandrapradhan6219
@kcpkartikchandrapradhan6219 Сағат бұрын
ଦୁଇ ଦିନିଆ ସମ୍ମିଳନୀ। ଭଲ କରି ଦେଖ। ବେନର ର ଉପରେ ଅଛି।
@silushrinibas9479
@silushrinibas9479 Сағат бұрын
ସାର୍ ଆପଣ ଜାଣନ୍ତୁ ଓଡ଼ିଶା ରେ କଉଭଳି ଶାସନ ଚାଲିଛି କୌନସି ଥାନା ରେ ଗୋଟେ ସାଧାରଣ ଲୋକ ନ୍ୟାୟ ପାଉନି ସାର୍ ୟା ପ୍ରତି ଆପଣ ଟିକେ ଧ୍ୟାନ ଦିଅନ୍ତୁ🙏🙏🙏
@sarojbagarty1786
@sarojbagarty1786 Сағат бұрын
ତମ ଟାଇମ ରେ କଣ କଣ ହଉଛି ସେଇଟା କହନ୍ତୁ
@ASISH_JENA
@ASISH_JENA Сағат бұрын
ଜୟ ଶ୍ରୀ ରାମ ଜୟ ବିଜେପି ମାଡିଚାଲ
@judhisthiramohanta5862
@judhisthiramohanta5862 2 сағат бұрын
ପୂର୍ବ ସରକାର ସମୟ ରେ ପୋଲିସ ବୁରୁଦ୍ଧ ରେ କିଛି କାର୍ୟନୁଷ୍ଠାନ ଗ୍ରହଣ କରାଯାଉ ନଥିଲା ତେଣୁ ତାଙ୍କ ଚର୍ବି ବଢ଼ି ଯାଇଥିଲା, ଏଥର ଆଉ ଚଳିବ ନାହିଁ
@ମୋକବିତାmypoetry
@ମୋକବିତାmypoetry Сағат бұрын
ସେ ଗୋଟେ କଥା କୁ ବାରମ୍ବାର କେତେ ଥର କହିବ iic କହିଥିଲା 😂😂
@badrinarayanbiswal
@badrinarayanbiswal 46 минут бұрын
ଗପ ଶୁଣାନୀ କାମ କରି ଦେଖା
@LaxmidharSamal-gt1pg
@LaxmidharSamal-gt1pg 2 сағат бұрын
Congratulations New CM true facts.
@Sharakan5454
@Sharakan5454 49 минут бұрын
Mohan maji Kia Joker 🃏😂😂😂
@RameshchandrPradhan
@RameshchandrPradhan 38 минут бұрын
Samaya asichi mohan sarkar ma Ghia police manaku danda deba ku
@trilochanrout8282
@trilochanrout8282 2 сағат бұрын
Odisha police behaviour 3rd class
@chittaranjanMIshra-d5d
@chittaranjanMIshra-d5d 2 сағат бұрын
Sir, Think yourself towards police how the common men suffers.
@jogeswarkuanr5391
@jogeswarkuanr5391 2 сағат бұрын
Right Sir but today's 27 September sir
АЗАРТНИК 4 |СЕЗОН 2 Серия
31:45
Inter Production
Рет қаралды 1,1 МЛН
iPhone or Chocolate??
00:16
Hungry FAM
Рет қаралды 36 МЛН
How Strong is Tin Foil? 💪
00:26
Preston
Рет қаралды 113 МЛН