Jibana Do Chhakire Ashara Alok Ep 354 25 FEBRUARY 2023

  Рет қаралды 2,203,206

OTV

OTV

Күн бұрын

Пікірлер: 1 700
@swainj8202
@swainj8202 Жыл бұрын
ଝିଅଟାକୁ ଏକୁଟିଆ ଜାଗାରେ ରହିବାକୁ ଭଲ ଲାଗୁନି ସବୁବେଳେ ଟୋକାଙ୍କ ମେଳରେ ରହିବାକୁ ଇଚ୍ଛ।
@harapriyadas158
@harapriyadas158 Жыл бұрын
Right😂
@sunaramhansda3134
@sunaramhansda3134 Жыл бұрын
She is very BORJAT maikina..... 🤓🤓🤓
@Shona_life_style
@Shona_life_style Жыл бұрын
Right ama odia re ta କୁହନ୍ତି ବାର ବୁଲି ଚତ____ଖାଇ😅
@GolemSahu-de5tz
@GolemSahu-de5tz 10 ай бұрын
​@@harapriyadas158ko
@jagamohanpanda7b360
@jagamohanpanda7b360 Жыл бұрын
ଏହି ନିଷ୍ପତି ରେ ମୁଁ ଏକମତ ନୁହେଁ ବାପା ମା ଏକୁଟିଆ ଘରେ ରହିବେ ଏହି ପ୍ରାପ୍ତ ବୟସରେ।ପୁଅ ଜନ୍ମ କରିବାରେ କି ଲାଭ ରହିଲା ନିଜେ ସବୁ କାମ କରିବେ, ଆଉ ପୁଅ ବହୁ ସହର ରେ, ଏ କିପରି ନ୍ୟାୟ ମିଳିଲା ........
@anjananayak747
@anjananayak747 Жыл бұрын
ଯଦି ପୁଅ ବାପ ମାଆ ଙ୍କ ସେବା କରିବା ଉଚିତ୍।ସେ କରୁ କିନ୍ତୁ ବୋହୂ ବାଧ୍ୟ ନୁହେଁ ସେବା କରିବାକୁ। ସ୍ଵାମୀ ପାଇଁ ସ୍ତ୍ରୀ ଆସିବ, ଘରେ ରହିବ କଣ ପାଇଁ
@snehasispati
@snehasispati Жыл бұрын
Nija bhai baha hele thik ei rule ta karibe ta @anjana madam
@subhashreedas8812
@subhashreedas8812 Жыл бұрын
Se kohiki anithanta j mo bapamaanko pakhore rohibaku hebo karono moro au kehi bhai nahanti...se michho kohiki kon pai anibo au kaharo wife ku
@etishreeparhi2483
@etishreeparhi2483 7 ай бұрын
Jahara parents se kariba kama. Bohu kan payin kariba? Pua mane nije karibe tanka bapa maa nka kama. Bohu ra bhi bapa maa thibe se kariba nija bapa maa nka kama.
@Satyaashu-kq1mi
@Satyaashu-kq1mi 7 ай бұрын
Etishree anjana mam Apan nka mata re jhia sasu ghara Kan pain jae Jadi sasu sasura seba Kari pariba nai Baha hauchi Kan pain Tuma kahiba mutabak jhia sasu gharaku jiba pare any Toka nka sahit rati rangoli Kariba pain Baha hue ki Apan nka CMT swagat jogya nuhe Apan Jane nari. Apan sei Sita laxmi ba parbati maa nka pari huantu Emiti barabuli nku bhala kahi nije kharap huantu nai
@tulusamantaray2806
@tulusamantaray2806 Жыл бұрын
ଯାହା ହେଉ ତା ପ୍ରଥମ ସ୍ବାମୀ a episode ଦେଖିଲା ପରେ ତା ମନକୁ କିଛି ମାତ୍ରାରେ ଶାନ୍ତି ମିଳିଯିବ
@hrusikeshsarangi5156
@hrusikeshsarangi5156 Жыл бұрын
Nice comment 😀😀😀😀😀
@momolove4749
@momolove4749 Жыл бұрын
ଠିକ୍ ଏ ଝିଅ ମାନେ ବହୁତ ମାରାତ୍ମକ ବିଶ୍ଵାସ ଘାତିନୀ ସାଵରଥପର
@ranisalge6113
@ranisalge6113 Жыл бұрын
😁100%right
@sunitapatra7097
@sunitapatra7097 Жыл бұрын
Right 👍
@dibyanisahu
@dibyanisahu Жыл бұрын
ନିଷ୍ପତ୍ତି ଏକ ତରଫା ହେଲା।ସେ ବୁଢା ବାପା ମା ଙ୍କ ପ୍ରତି ଅନ୍ୟାୟ ହେଲା। ଏ ଝିଅ ଯଦି ୟା ପରେ ଆଉ କାହା ସହିତ ପଳେଇଲା ତାହେଲେ ଦାୟୀ କିଏ ହବ ଆଉ? ଏ ଝିଅ ଗାଉଁଲି ଖାଦ୍ୟ ନ ଖାଇବା ପାଇଁ ନୁହ,,,,ଶରୀର ଭୋକ ମେଣ୍ଟାଇବା ପାଇଁ ବେଶୀ ବ୍ୟଗ୍ର।ଯେତିକି ଶାନ୍ତ ଦେଖା ଯାଉଛି ସେତିକି ଅଶାନ୍ତ। ଏ ପୁଅର ସବୁ ଭୁଲ,,,,ସବୁ ଚିକଣ ଜିନିଷ ଭଲ ନୁହ। ମହାକାଳ ଫଳ ଧରିଛି ମାନେ ଜୀବନ ସାରା ନିଜେ ହଇରାଣ ତା ସହିତ ତା ଘର ଲୋକ ବି
@localtokaraju473
@localtokaraju473 Жыл бұрын
Right
@rohitkumarpradhan700
@rohitkumarpradhan700 Жыл бұрын
Right
@sunilsethi31
@sunilsethi31 Жыл бұрын
100%
@sunilsethi31
@sunilsethi31 Жыл бұрын
ମିହିର sir no 1..
@debashishrout7306
@debashishrout7306 7 ай бұрын
😂😂😂😂 point to point comment karichha bhai
@Piyushnayakofficial
@Piyushnayakofficial Жыл бұрын
ଝିଅ +2ପଢ଼ିଛି କି ଚାକିରୀ କରିବ.କୋଉ company ରେ ଯାଇ ରହିବ ପୁଣି ପଳେଇବ କାହା ସହ. ଏ ଝିଅର ଗତି ଠିକ ନାଇଁ
@jayadevdas5832
@jayadevdas5832 Жыл бұрын
E jhia tharu ahuri bhayankara byabahara darakara. Ajogya nka pain. Para sana jhia nku barbaad karidele.
@kumarnirmal4510
@kumarnirmal4510 Жыл бұрын
ଆରେ ଭାଇ ଏ ଝିଅର ସବୁବେଳେ ନୁଆ ନୁଆ ମଜା ଚାଖିବାର ମନ ଅଛି ସେଥିପାଇଁ ବାହାରେ ରହିବାପାଇଁ କହୁଛି ତାକୁ ମାଳି ସାହିକି ପଠେଇ ଦିଅ
@sanjaymuduli9503
@sanjaymuduli9503 Жыл бұрын
Right bhai
@manumallick8723
@manumallick8723 6 ай бұрын
Right
@sabitaprusty8035
@sabitaprusty8035 Жыл бұрын
ଆଜିକାଲି ଏଇ ଫୋନ୍ ସକାଶେ ପ୍ରାୟ ଘରେ ଘରେ ଅଶାନ୍ତି ର ବାତାବରଣ ସୃଷ୍ଟି କରିବାରେ ଲାଗିଛି।
@rakeshparidaparidrakeha8877
@rakeshparidaparidrakeha8877 Жыл бұрын
Right
@silubehera4186
@silubehera4186 Жыл бұрын
Ttt
@kamalmajhi2291
@kamalmajhi2291 Жыл бұрын
Phone ban karajao
@bikashkumarsahu9791
@bikashkumarsahu9791 Жыл бұрын
ଆଉ ସେଇ ଫୋନ୍ ରେ ତମେ ଏ ଶୋ ଦେଖୁଛ ।😂🤣🤣
@Funnycartoon8658
@Funnycartoon8658 5 ай бұрын
Bhai Phone ta kharab nuha loka kharapa
@RosyAchary
@RosyAchary Жыл бұрын
Bapa ,maa sabubele ଚାଂହିବେ ମୋ ପିଲା ମାନେ ମୋ ସେବା କରନ୍ତୁ ବୋଲି କି ବାହାରେ ଯାଇ ବାପା , ମାଁ ଙ୍କୁ ଛାଡ଼ିକି bbsr ରେ ରହିବ ଏଇଟା କେତେ ଦୂର ଯୁକ୍ତି ଯୁକ୍ତ ଅଟେ
@saratsahu4354
@saratsahu4354 Жыл бұрын
ଏହି ମତାମତ ରେ ମୁଁ ଏକ ମତ ହେଇପାରୁନାହିଁ, କାରଣ ଝିଅ ର ଚରିତ୍ର ବହୁତ ଖରାପ, ସେ ଆଉ କାହାସାଥିରେ ପଳେଇବ ମୁଁ ଜାଣୁଛି
@tunijena5012
@tunijena5012 Жыл бұрын
ସେ ଆଗରୁ ଆଉ ଗୋଟେ ସହ ଯାଇଥିଲା
@jagannathkrupa9310
@jagannathkrupa9310 Жыл бұрын
Jiba final
@kamalmajhi2291
@kamalmajhi2291 Жыл бұрын
ଆଉ ଜଣକ ସହିତ ନିହାତି ପଳେଇବ
@jayshreeram373
@jayshreeram373 Жыл бұрын
Yes
@luckysahoo1711
@luckysahoo1711 Жыл бұрын
ହେଇ ପାରେ।
@jayantinayak253
@jayantinayak253 Жыл бұрын
ପ୍ରଥମେ... ବାପା , ମା ଝିଅକୁ ସଂସ୍କାର ଦେବା ଉଚିତ୍ , କେଉଁଟା ଠିକ୍ , କେଉଁଟା ଭୂଲ୍ ଏତେ କମ୍ ବୟସରେ ଏତେ ଲୀଳା🤭
@luckysahoo1711
@luckysahoo1711 Жыл бұрын
ଏଠି ଯେଉଁ ବିଚାରକ ମଣ୍ଡଳି ବସିଛନ୍ତି ଯଦି ବିଚାର କରିବାର ସାମର୍ଥ୍ଯ ନାହିଁ କାହିଁକି ଏଭଳି ସମାଜ ଆଗରେ ଏଭଳି ବିଚାର ଧାରା ପ୍ରସ୍ତୁତ କରୁଛିନ୍ତି।
@jitendrapradhan7655
@jitendrapradhan7655 Жыл бұрын
ମାଗୁଣୀ ଝିଅ ଲୋ ତୋ ପ୍ରେମକୁ ଦୁରୁ ଜୁହାର 🙏🌹🙏😬💘
@abhyaswain270
@abhyaswain270 Жыл бұрын
ବାଳ ସମାଧାନ କରୁଛ ବୁଢ଼ା ବାପା ମା ଘରେ ରହିବେ ଆଉ ପୁଅ ବୋହୁ Bhubaneswar ଗାଣ୍ଡୀ ମାରାଇବେ , ଏହି ସମାଧାନ କରୁଛ , ଗୋପବନ୍ଧୁ sir is bast
@birensahoo5356
@birensahoo5356 Жыл бұрын
Right bro
@gurusukri8021
@gurusukri8021 Жыл бұрын
Right bro
@ajaybehara7349
@ajaybehara7349 Жыл бұрын
Right
@fakirdehury9141
@fakirdehury9141 Жыл бұрын
Mada mar taku
@KrsahuSahu
@KrsahuSahu Жыл бұрын
😅
@rojalinmallick9736
@rojalinmallick9736 Жыл бұрын
ଏ ଝିଅ ବହୁତ ଖରାପ,, ୟା ଠାରୁ ଦୂରେଇକି ରୁହ 🙏🙏
@ranjankumarpatra2284
@ranjankumarpatra2284 Жыл бұрын
ଯୋଉ ଗାଈ ଗୋଟାଏ ଗୁହାଳରୁ ପଘା ଛିଣ୍ଡାଇ ଆଉ ଗୋଟେ ଗୁହାଳକୁ ଆସିଲା ପୁଣି ସେଠୁ ପଘା ଛିଣ୍ଡାଇ ପଳାଇଲା , ସେ କେଭେ ଗୋଟେ ଗୁହାଳରେ ରହିବନାହିଁ, ତାକୁ ଫ୍ରି ରେ ବୁଲିବାକୁ ଛାଡ଼ିଦେବା ଠିକ ହେବ ,
@hrusikeshjena5377
@hrusikeshjena5377 Жыл бұрын
aau jadi se 2 ta jaka guhal thik nathiba se gae kana kariba ?
@dsoren5218
@dsoren5218 Жыл бұрын
ଦୁଇଟା ଯାକ ଗୋହାଳ ଖରାପ ପଡ଼ିଲେ, ଗାଈର ଭାଗ୍ୟ ଖରାପ ବୋଲି ଜାଣିବାକୁ ହେବ !
@hrusikeshjena5377
@hrusikeshjena5377 Жыл бұрын
@@dsoren5218 nah, se aau vala guhal khojiba. har maniba nahin.
@bikramrekha
@bikramrekha Жыл бұрын
ମାଳି ସାହି best ହେବ
@jazzyjazz3276
@jazzyjazz3276 Жыл бұрын
😂😂
@papunadas4378
@papunadas4378 Жыл бұрын
ପ୍ରଥମ ସ୍ବାମୀ ଟା ନର୍କ ରୁ ଉଦ୍ଧାର ପାଇଗଲା😮
@Babullifesstyle143
@Babullifesstyle143 8 ай бұрын
thiki kahila bhai😂
@NAMITALenka-np1qb
@NAMITALenka-np1qb 6 ай бұрын
😊😊😊p​@@Babullifesstyle143
@RSGlifestyle
@RSGlifestyle Жыл бұрын
ମତେ ଏକଥା ଠିକ୍ ଲାଗୁନି ଏ ବୟସରେ ବାପା ମାଆ ଖରାରେ ଖଟିବେ ଆଉ ନିଜ ହାତରେ ରୋଷେଇ କରି ଖାଇବେ ପୁଅ ଆଉ ବୋହୂ ବାହାରେ ଅୟସରେ ରହିବେ ଧନ୍ୟ ଏ ଦୁନିଆ ଧନ୍ୟ ସେ ବୋହୂ ଯିଏ ଶାଶୁ ଶଶୁରଙ୍କୁ ବାପା ମା ଭଳି ଭାବି ପାରିଲା ନାହିଁ। ବେକାରିଆ ଝିଅଟା। ଆଜି କାଲି ପୁଅ ଜନ୍ମ କରିବା କ'ଣ ପାପ । ଆଉ ଏଈ ଭଳି କେତେଟା ଝିଅଙ୍କ ପାଇଁ ନିରିହ ବାପା ମାଆଙ୍କ ଠାରୁ ପୁଅ ମାନେ ଦୂରେଇ ଯାଉଛନ୍ତି। ଆଉ ସାରା ଝିଅ ଜାତୀରେ କଳଙ୍କ ଲାଗୁଛି। ଦୟା କରି ବାପା ଆଉ ମାଆଙ୍କ ଠାରୁ ପୁଅକୁ ଦୂରେଇ ଦିଅନ୍ତୁ ନାହିଁ 🙏🙏🙏
@bikrammunda9462
@bikrammunda9462 Жыл бұрын
Pila monore. Kichhi katha rahi jaichhi
@pramodpakal
@pramodpakal Жыл бұрын
Thik katha
@Maagouri2828
@Maagouri2828 Жыл бұрын
ହଁ ସତ କଥା ଯେ but ବାପା ମାଙ୍କୁ ଯୋଉଠି ରହିବା ସେଠି ତ ରଖିପାରିବା ହେଲେ ସେମାନେ ନ ମାନିଲେ କଣ କରିବ କଣ ଟେକିକି ଆଣିବା ତାଙ୍କୁ
@Situ..odiavlogs8295
@Situ..odiavlogs8295 Жыл бұрын
ଗୋଟେ ସହରୀ ଝିଅକୁ ମିଛ ସ୍ବପ୍ନ ଦେଖେଇ ଗାଁକୁ ନେବା ମାଣ୍ଡିଆ ଯାଉ ଖୁଆଇବା, ତମେହେଲେ ରହିପାରିବତ, ଗୋଟେ ସ୍ୱାମୀଠୁ ମିଛ କହି ତା ନାମରେ ତାଙ୍କ ସ୍ତ୍ରୀକୁ ଛଡେଇ ଆଣିବାଟା ଠିକ କି
@fakirdehury9141
@fakirdehury9141 Жыл бұрын
@@Maagouri2828 bapa ,mma ,nku village ru teki ani sahar re rakhiba kana bhal ki , tanku bhal lagiba ki village mati chhadi asibaku tk ta idea kara yaar
@sadhudas2758
@sadhudas2758 Жыл бұрын
ଏ ଝିଅ କାହାରି ନୁହେଁ । ଚାକିରୀ କଲେ 3 ନମ୍ବର ଟୋକା ଧରି ପଳେଇବ ।
@manumallick8723
@manumallick8723 6 ай бұрын
Right
@ambikadash2676
@ambikadash2676 17 күн бұрын
ଖାଲି ୩ ନୁହ ୪ ନମ୍ୱର ବି ଧରିବ ତାପରେ ୫ ନମ୍ବର ବି ଧରିବ
@parampitar_santan
@parampitar_santan Жыл бұрын
ଏଇ ପରି ଲୋକଙ୍କ ପାଇଁ ଆଜି ବାପା ମା ବୃଦ୍ଧଶ୍ରମ ରେ ଛିଃ ଛିଃ
@sushantmohapatra1258
@sushantmohapatra1258 Жыл бұрын
ନମ୍ରତା ମାମ୍ କଥା ଲୁଚାନ ଭୁଲ୍ ହେଲା ଝିଅର... କଥାରୁ ଜାଣି ପାରୁନ... ଭୁଲ୍ ମାନେ ଭୁଲ୍ , ବିଲକୁଲ୍ ଭୁଲ୍ ରାୟ ଦିଅନା,,, ପୁଅର ସପୋର୍ଟ ରେ କେହି ନୁହନ୍ତି.... ଦୟା କରି ଦୁଇ ଜଣକ ପ୍ରତି ଠିକ୍ ସମାଧାନ କରନ୍ତୁ...
@rjsoy4432
@rjsoy4432 Жыл бұрын
ଝିଅ କିନ୍ତୁ job କଲା ପରେ ଫୁ,,,,,,,,ର୍ ହେଇ ଯିବ 😜 99% Garenty 😜
@pandumurmu8035
@pandumurmu8035 Жыл бұрын
Bhai ekdam thik kohilo
@kamalmajhi2291
@kamalmajhi2291 Жыл бұрын
ତୁମ କଥା ଏକଦମ ସତ କହିଲ
@odiastories9832
@odiastories9832 Жыл бұрын
ବାହାହେବାକୁ ଡର ଲାଗିଲାଣି.....ନା ଆଉ ହେବିନି 😂
@sarojnayak5024
@sarojnayak5024 Жыл бұрын
ଏ କଣ ବିଦେଶ ହେଇଗଲା କି ବାପା ମା ଙ୍କ ସହିତ ରହିବା କେତେ ଆନନ୍ଦ ସେ କଥା ପ୍ରକାଶ କରି ହେବ ନାହିଁ ଏ ଥିରୁ ଜଣା ପଡୁଛି ଝିଅ ର ଚରିତ୍ର ଠିକ୍ ନାହିଁ ବର୍ତ୍ତମାନ ଆଇନ ବି ଝିଅ ର ଭୁଲକୁ ପ୍ରଶୟ ଦଉଛି କଣ କରିପାରିବା ଭାଇ ସମସ୍ତେ ରୋଜଗାର କରିବା ଭୁଲ୍ ନୁହେଁ ତୁମେ ଅଲଗା ରହିବା ଭୁଲ କେତେ ରୋଜଗାର କରିବ ବାପା ମା ଙ୍କ ୁ ରଖିପାରିବ ନାହିଁ ବୋଧେ ରାସଲୀଳା କରିବାକୁ ସୁଯୋଗ ମିଳୁନି ସାର୍ ମାନେ ବି Support କରୁଛନ୍ତି ଦୁଃଖ ଲାଗୁଛି
@BiswajitaMohanty
@BiswajitaMohanty Жыл бұрын
👍👍👍👍👍
@sdash6242
@sdash6242 Жыл бұрын
tu jaa tow stree ra bapa manka sahita rahibu
@subhadrasing-jh7eb
@subhadrasing-jh7eb Жыл бұрын
Very true 👍👍
@bijayalaxmimaharana4062
@bijayalaxmimaharana4062 Жыл бұрын
ପୁଅଟିର ପ୍ରବଳ ଦୋଷ ଅଛି, ଏଭଳି ଝିଅକୁ ବାହା ହେଇକି ଯାହା କଲା , ତାର ପରିଣାମ ଭୋଗିବାକୁ ପଡ଼ିବ। ବାପା ମା'ଙ୍କ ଆଖିରେ ଲୁହ ଦେଇକି , କିଏ କେବେବି ଖୁସିରେ ରହିପାରିନାହାନ୍ତି।
@laxmidharsahoo8344
@laxmidharsahoo8344 Жыл бұрын
ଏ ଝିଅ କୁ ବିଶ୍ୱାସ ନାହିଁ,ସେ ପୁଣି ଖେଳ କରିବ ଏ ଥିରେ ସନ୍ଦେହ ନାହିଁ,କି ପାଠ ପଢ଼ିଚି? ,+2 ଗୋଟେ ପଢା ରେ ଗଣାକି?
@julamallick5892
@julamallick5892 Жыл бұрын
ସିଏ ତାର ହେଲା ନି ତୋର କଉ ବାଳ ହବ 🤣🤣 ଭୁବନେଶ୍ୱର କୁ ଛାଡ଼ି ଦେ ସିଏ ଆଓ କାହା କୁ ନେଇକି ଯାଇ 🥱
@debendramahantatechnology6998
@debendramahantatechnology6998 Жыл бұрын
ପୁଅର ବାପା ମାଆ ଠିକ୍ କହୁଛନ୍ତି
@mitrabhanupatra8827
@mitrabhanupatra8827 Жыл бұрын
Ok
@satya2456
@satya2456 Жыл бұрын
Discussion ରେ ସେ ମହିଳା କମିଶନ ମହିଳା ଜଣଙ୍କ ପୁଅ ଏବଂ ତା ପରିବାର ଉପରେ ଚଢ଼ିଯାଉଛି ଯେମିତି ସବୁ ଭୁଲ ସେମାନଙ୍କ..ଆଉ ଝିଅ କମ୍ ବୟସର କହି ତା ଭୁଲ କୁ ଅଣ ଦେଖା କରୁଛନ୍ତି...ଟୋକା ର ତ ନିଶ୍ଚୟ ଭୁଲ ଅଛି ଯେ ଏଭଳି ଝିଅ କୁ ନେଲା...ଦୁଇ ଜଣ ଙ୍କର ବାପା ମା ବିଚରା ଏଭଲି ସନ୍ତାନ ପାଇଁ ଲୋକଲଜ୍ଜା ହେବାକୁ ପଡିଲା...faltu biased Discussion..
@bijayasahoo8066
@bijayasahoo8066 Жыл бұрын
ଝିଅଟି ପୁରା ଖେଳାଳି ଅଛି ଭୂବନେଶ୍ୱର ରେ ପୁଣି କାହା ସାଥି ରେ ପଳେଇବ
@lipsamohanty9321
@lipsamohanty9321 Жыл бұрын
Right bro
@yudhistirbehera8768
@yudhistirbehera8768 Жыл бұрын
puata bi sala randua ,para wife ku kemiti anuthilu
@manasbabuni5287
@manasbabuni5287 Жыл бұрын
😃😃😃
@financeguruabinash
@financeguruabinash Жыл бұрын
R8
@kamalmajhi2291
@kamalmajhi2291 Жыл бұрын
You r right
@Official_kira_450
@Official_kira_450 4 ай бұрын
ଏ ବିଚାର ଭୁଲ୍, ଝିଅ ଇଚ୍ଛାରେ କଣ, ଯାଉଥୀ ଇଚ୍ଛା ସେଇଠି ନା କଣ। ଏ ମାନେ ବିଚାର କରି ଜାଣିନାହାନ୍ତି। କଥାରୁ ଲାଗୁଛି ଏ ବୁଳରି ଟୋକୀ,
@manasbabuni5287
@manasbabuni5287 Жыл бұрын
ଶେଷରେ ସୁକାନ୍ତ ଭାଇ କହିଲେ ପ୍ରତିମା ଚାହୁଁ ଛନ୍ତି ଚାକିରି କରିବେ ପାଠ ପଢ଼ିଛନ୍ତି । ଆଉ ଗୋଟେ କଥା ଭାଇ ପ୍ରତିମା ଚାହୁଁ ଛନ୍ତି କିଛି ଦିନ ପରେ ଆଉ ଗୋଟେ handsomeଟୋକା ଦେଖି ପଳେଇବେ😃
@kamalmajhi2291
@kamalmajhi2291 Жыл бұрын
ଝିଅ କୁ ଦେଖି ଲାଗୁଛି... ସେ ନିହାତି ଆଉ ଜଣକୁ ଧରି ପଳେଇବ
@gurusukri8021
@gurusukri8021 Жыл бұрын
Right 👌
@djakashbls995
@djakashbls995 Жыл бұрын
Hm
@minamurmu9
@minamurmu9 Жыл бұрын
Right
@priyankarauta1219
@priyankarauta1219 Жыл бұрын
😂😂😂😂😂
@prashantpatra2672
@prashantpatra2672 Жыл бұрын
ସ।ର ଲୋକମାନେ ଘୋରୋକୁ ବହୁ କଣ ପାଇଁ ଆଣନ୍ତି ଏ ବୁଢ଼ା ବୁଢ଼ୀ ବୋୟସରେ ଟିକେ ସାହାରା ଦେବ ବଲି ଯଦି ବହୁ କହିବ ମୁଁ ଭୁବନେଶ୍ୱର ରେ ରହିବି ବଲି ଏ ଦି ଜଣ ବୁଢ଼ା ବୁଢ଼ୀ କୁ କିଏ ସମ୍ଭାଳିବ ପୁଅ ତାର ଚାଲି ଯିବ ତା କାମକୁ ବହୁ ବସି mobil re ଗୋପ ମାରିଲେ ଠିକ୍ ହେବକି 😢😢😢😢😢❤❤❤❤ 😂😂 ଜୟ ଜଗନ୍ନାଥ
@Maagouri2828
@Maagouri2828 Жыл бұрын
ଏମିତି ଶାଶୁ ଶଶୁର ସମସ୍ତଙ୍କୁ ମିଳୁ🙏🙏
@dillipswain1353
@dillipswain1353 Жыл бұрын
Sata katha
@dancingghelivideoshort6322
@dancingghelivideoshort6322 Жыл бұрын
Right
@mitrabhanupatra8827
@mitrabhanupatra8827 Жыл бұрын
100 % right
@PINTUFOODMANIA
@PINTUFOODMANIA Жыл бұрын
Hmm, thik hele amiti bohu kahaku na milu🙏
@cloudfare
@cloudfare Жыл бұрын
Jete bhala milile bi gote jhia ku se kharap lage
@momolove4749
@momolove4749 Жыл бұрын
ତାମାନେ ଆଶାର ଆଲୋକ ଚାହୁଁ ଛନ୍ତି ମା ବାପା ପୁଅ ଜନ୍ମ କରି ମଣିଷ କଲା ପରେ ବିନା ପରିଶ୍ରମରେ ବହୁ ସମ୍ପୁର୍ଣ୍ଣ ପୁଅ ନେଇ ମଜାରେ ରହିବ ମା ବାପା ବୃଦ୍ଧା ଶ୍ରମ ରେ କିମ୍ବା ଭିକ ମାଗି ଘରେ ଏକୁଟିଆ ପଡି ରହି ମରିବେ ଏଇଆ ଆଶାର ଆଲୋକ ସମାଜ କୁ ଶିକ୍ଷା ଆଇନ କାନୁନ ଦଉ ଛନ୍ତି।ଧୀକ ତୁମ ଆଶାର ଆଲୋକ କାର୍ଯ୍ୟ କର୍ମ କୁ ପରିବାର କୁ ଭାଂଗି ଚୁରମାର କରି ସମାଜ କୁ କଳୁଷିତ କରଛ।ତୁମ ମାନଙ୍କୁ ଧର୍ମ ସହିବ ନାହିଁ ଇଏ ହିନ୍ଦୁ ମାନଙ୍କ ସମ୍ପୁର୍ଣ୍ଣ ବିନାଶ ର ଯୋଜନା
@sujatasamal2704
@sujatasamal2704 Жыл бұрын
Right
@mitrabhanupatra8827
@mitrabhanupatra8827 Жыл бұрын
Right
@Kabaddilover872
@Kabaddilover872 Жыл бұрын
Semane kichhi jani nahanti
@anjananayak747
@anjananayak747 Жыл бұрын
ସେମିତି ଝିଅ କୁ ଆଣିବ ଯିଏ ତମ ବାପା ମା ପାଖରେ ରହିବ!ନିଜ ଷ୍ଟାଣ୍ଡାର୍ଡ ରେ ବାହା ହେବ, କି ପ୍ରେମ କରିବା ଉଚିତ !
@anjananayak747
@anjananayak747 Жыл бұрын
ଧନ ଲୋଭ ରେ ନିଜର ଠାରୁ ବଡ଼ ଘରେ ପୁଅକୁ ବାହା କଲେ, ଶେଷରେ ଏମିତି ହେବ
@prananathpati9976
@prananathpati9976 Жыл бұрын
ଯୋଉ ଟୋକି ବାପ ମା ର ନୁହେଁ। ସେ କାହାର ନୁହେଁ। ଏଇଟା କେତେଜଣଙ୍କୁ ଦଂଶିବ ଠିକ୍ ନାହିଁ। ୟାକୁ ବିଦା କର।
@sasmitamohanty8943
@sasmitamohanty8943 Жыл бұрын
ଝିଅ ବହୁତ୍ ବଦମାସ୍
@arunprasaddash1399
@arunprasaddash1399 Жыл бұрын
ବୋହୂ ଟିକିଟକ ନୁହେଁ ବାହାର ପିଲା ସହିତ ଟପା ଟପ୍ କରୁଛି
@dibyasinghsingh5694
@dibyasinghsingh5694 Жыл бұрын
Right Bro
@kamalmajhi2291
@kamalmajhi2291 Жыл бұрын
U r rihgt bro...
@gadadharmartha3051
@gadadharmartha3051 Жыл бұрын
Right Bhai
@surekharoutrout
@surekharoutrout Жыл бұрын
Kouthu sabu katha sikhuchanty 😂😂😂😂
@srijaganath
@srijaganath Жыл бұрын
ଆଜି ର ଯୁବକ ଯୁବତୀ ମାନେ ବାଟ ବଣା ହେବାର ମୁଖ୍ୟ କାରଣ ଗୁରୁଜନଙ୍କ କଥା ନମାନିବା
@Subarnabulu
@Subarnabulu Жыл бұрын
ମୁଁ ଗୋଟେ କଥା ବୁଝି ପାରୁନି,,ଗୋଟେ ପୁଅ ଯଦି ବାହାଘର ହଉଛି ତ କେବଳ କଣ ସ୍ତ୍ରୀ ସୁଖ ପାଇଁ,, ଶାଶୁ ଶଶୁର ପରିବାର ପ୍ରତି କଣ ଗୋଟେ ବୋହୂ ର କର୍ତ୍ତବ୍ୟ କିଛି ନାହିଁ।।। ଆଶାର ଆଲୋକ ମଞ୍ଚ ରେ ବହୁତ୍ ସ୍ଵାମୀ ସ୍ତ୍ରୀ ଶାଶୁ ଶଶୁର ଏକାଠି ହେଇ ଖୁସି ରେ ରହିଛନ୍ତି।। କିନ୍ତୁ ଏବେକା ଏପିଶୋଡ ରେ ସବୁ ବେଳେ କାହିଁକି ବାପା ମାଆ ଙ୍କ ଠୁ ଅଲଗା ରହିବା କଥା କୁ ପ୍ରଶ୍ରୟ ଦିଆ ଯାଇଛି।। ଆଜି କା ତାରିଖ ରେ ସବୁ ବେଳେ ଗୋଟେ ଝିଅ କାହିଁକି କହୁଛି କି ଶାଶୁ ଶଶୁର ଙ୍କୁ ଛାଡି ସ୍ଵାମୀ କୁ ନେଇ ଅଲଗା ରହିବା ପାଇଁ ।।।
@sudhirmishra7837
@sudhirmishra7837 Жыл бұрын
True
@rojalinmallick9736
@rojalinmallick9736 Жыл бұрын
ଠିକ କଥା
@abhilashbehera2989
@abhilashbehera2989 Жыл бұрын
Best comment. Truly said
@Subarnabulu
@Subarnabulu Жыл бұрын
@@jagrutitripathy3978ଆଜି କାଲି କା ଝିଅ ମାନେ କେହି ବି ଶାଶୂ ଶଶୁର ଙ୍କ ସହିତ ଶାଶୂ ଘରେ ରହିବା ପାଇଁ ଚାହୁଁ ନାହାନ୍ତି। ସେମାନଙ୍କର ଗୋଟିଏ ଉଦ୍ଧେଶ୍ୟ ସ୍ଵାମୀ କୁ ଶିଖେଇ ମତେଇ ନେଇ ଏକା ରହିବେ ବାହାରେ। ଏ ଇ ସତ କଥା ତ କହିଲେ ପୁଣି କିଛି ଝିଅ ଙ୍କ ଦେହ ରେ ଲାଗି ଯାଉଛି ଯାଉ ମନେ ଏମିତି ସବୁ କରୁଛନ୍ତି।।
@warriorboy6813
@warriorboy6813 6 ай бұрын
Badhia lekhi chanti bhai jadi eita bahaghra tahele baha na heba ta thik karana bapa maa hauchi ama paim sabu kichi..Jhia mane eita bujhiba katha selfish na heiki
@JppNn
@JppNn Жыл бұрын
ସେ ଟୋକୀ ର ପ୍ରବଳ ଗଲୁ ସେଥିପାଇଁ ତା ଶାଶୁ ଠିକ ଜାଣିଛି ସେଥିପାଇଁ ଭୁବନେଶ୍ୱର ଯିବାକୁ ମନା କରୁଛି କାରଣ ଟୋକା ତା କାମରେ ଯିବ ଏ ଟୋକୀ ଘରେ ରହି କଣ କଣ କରିବ ତାର .... 😮 ଯଦି ସିଏ ବି କୋଉଠି କାମ କରିବ ସେଠୀ ବି ଅବସ୍ଥା କଣ ହେବ 😅😮
@kailashdash2067
@kailashdash2067 Жыл бұрын
ଝିଅ ର ଚରିତ୍ର ବହୁତ୍ ଖରାପ ।କଲିକତା ର ସୋନାଗାଛି କୁ ପଠାଇ ଦିଅ ।ତାହା ହିଁ ଠିକ୍ ସମାଧାନ ।😍😍😁
@luckybhatra6099
@luckybhatra6099 Жыл бұрын
S
@luckybhatra6099
@luckybhatra6099 Жыл бұрын
Bue🌮lb
@pabitranayak1863
@pabitranayak1863 Жыл бұрын
👏👏👏👏💯👍
@pappyscookingentertainment7917
@pappyscookingentertainment7917 Жыл бұрын
Right
@kanhahomedecorating6602
@kanhahomedecorating6602 Жыл бұрын
Right bhai
@rajadalei6516
@rajadalei6516 Жыл бұрын
ଝିଅ ପାଇଁ ଆଇନି ଅଛି ପୁଅ ପାଇଁ ଆଇନି ନାହିଁ
@bansidharpanda6008
@bansidharpanda6008 Жыл бұрын
ଏ ଝିଅ କୁ ଟିକେ ବି ବିଶ୍ବାସ କରିବା ଭୂଲ
@pintusahoo3894
@pintusahoo3894 Жыл бұрын
Right
@RJMkrishnavlog
@RJMkrishnavlog Жыл бұрын
ସୁର ଭାଇ ଙ୍କୁ ଆଣ 😂ଶଳା ପୁରା ସୁଧୀରି ଯିବେ ଓଟିଭି କର୍ମକର୍ତା ଅନେକ ଅନୁରୋଧ ସୁର ଭାଇ ନଙ୍କୁ ଆଣ ହେଲେ ପୁରା ସୁଧାରି ଦେବେ 😂😂😂😂କି ଏପିସୋଡ 😂😂
@TapasBabuChannel
@TapasBabuChannel Жыл бұрын
ଭାଇ ସୁର ଭାଇ ଆସିଲେ ଷ୍ଟେଜ ପୁରା ଜଳିବ 😂
@Shona_life_style
@Shona_life_style Жыл бұрын
Sura bhai nku please anatu
@ajayamallick7732
@ajayamallick7732 Жыл бұрын
ଏ ଘର ଭଲ ନ ଲାଗିଲେ ଆଉ ଗୋଟେ ଟୋକା ଦେଖି ପଳା
@dibyanisahu
@dibyanisahu Жыл бұрын
ବାଳ ସମାଧାନ କରୁଛନ୍ତି ଏମାନେ। ଝିଅ ସପକ୍ଷରେ ସବୁ ବେଳେ ନିଷ୍ପତି। ଛି ଛି
@anjananayak747
@anjananayak747 Жыл бұрын
ଝିଅ ପ୍ରତି କୋହଳ ଭାବ ଯଦି ନ ଥାନ୍ତା, ତାହାଲେ ତୁ ଵି ଜନ୍ମ ହେଇ ନ ଥାନ୍ତୁ! ତମ ଭଲ ପୁରୁଷ ନାରୀ ଙ୍କୁ ଛାରଖାର କରି ଦିଅନ୍ତେ ଆଉ ନାରୀ ଧଂଶ ହେଇ ଗଲେ, ତମେ ପୁରୁଷ ମାନେ କେମିତି ଜନ୍ମ ହେଇଥାନ୍ତା
@prasannakumarmaharana3997
@prasannakumarmaharana3997 Жыл бұрын
ବାହାଝିଅଟା । ଆଉ କେମିତି ବାହାଘର କରିବେ । କୋଉଠି ସିନ୍ଦୁର ପିନ୍ଧିବ
@animallovers_saveanimals
@animallovers_saveanimals Жыл бұрын
କେତେ ମହିୟାଶୀ ମହିଳା , ସ୍ୱାମୀ ଥାଇ ଆଉଜନକ ସହିତ। କି ଯୁଗ ହେଲାଣି ରେ ଭାଇ। ଦେଖିବାକୁ ଏତେ ସୁନ୍ଦର ହେଲେ ଭିତରେ ଏତେ କଳା
@nageshkumarpanda4982
@nageshkumarpanda4982 Жыл бұрын
ଯେତେ ଗୋରୀ ସେତେ ଷ୍ଟୋରି episode ଦେଖିଲେ ଗୀତ ମିଶିଗଲା ପରି ଲାଗୁଚି ନା।
@sign1941
@sign1941 Жыл бұрын
Gori nka story re also include chhora
@j.r.pratikroul652
@j.r.pratikroul652 Жыл бұрын
ଯୋଉ ଝିଅର ନିଜ ବାପା ମାଙ୍କ ଉପରେ ଭରସା ନାହିଁ ସେ ଝିଅକୁ କେହି ବିଶ୍ୱାସ କରିବା କଥା ନୁହଁ. ବୟସ ପୂର୍ବରୁ ଏତେ ଲୀଳା କରିଛି ସେ ଆଗକୁ ଆହୁରି କଣ କଣ କରିବ ଠିକ ନାହିଁ
@maachinmayeekalakendra8864
@maachinmayeekalakendra8864 Жыл бұрын
Right
@DusmantDas-cw2wo
@DusmantDas-cw2wo Жыл бұрын
ଏ ଝିଅ ପୁଣି ଆଉ କାହାସହିତ ପଳେଇବ ll ଇଏ ହିଁ ଓଡିଶା ର ସୋନିଲିଅନ 😮
@sushantmuduli5365
@sushantmuduli5365 Жыл бұрын
ଧନ୍ୟବାଦ୍ ଆପଣଙ୍କ ଟିମ୍ କୁ ଭାଙ୍ଗିଯାଇଥିବା ସଂସାର କୁ ଯୋଡ଼ିଦେଉଛନ୍ତି ଜୟ ଜଗନ୍ନାଥ
@Suneheripuja
@Suneheripuja Жыл бұрын
ବାପା ମା ଙ୍କ ଆଖିରେ ଲୁହ ଦେଲେ କେହିକଣ କେବେ ଭଲରେ ରହିପାରେ ବାପା ଙ୍କ ଆଖିରେ ଆମେ ସେତେ ବେଳେ ଲୁହ ଦେଖି ଥାଉ ଯେତେ ବେଳେ ତାଙ୍କ ଛୁଆ ଜୀବନ ରେ ସଫଳତା ପାଇଥାଏ ଆଉ ସେତେ ବେଳେ ଦେଖି ଥାଉ ଯେତେବେଳେ ତାଙ୍କୁ ଶକ୍ତ ଧକାଲଗିଥାୟେ ସେମିତି ପ୍ରତିମା ଙ୍କ ବାପା ଙ୍କୁ କଣ ଲାଗୁଥିବା ମୁଁ ବୁଝିପାରୁଛି ଝିଅ କୁ ପାଠ ସାଠ ପଢ଼େଇ ଯଦି ଝିଅ ଏମିତି କରେ ଆଉ ସେ ବାପା କଣ କରିବେ ............
@smrutiranjansahoo7935
@smrutiranjansahoo7935 Жыл бұрын
ଏ episode ସେ ପୁଅ ଦେଖିଲେ ବାଃ ବାଃ କହୁଥିବ,, କାରଣ ସେ ଧୋକା ଖାଇଛି.. ଏବେ ହସୁଥିବ ସେ ପୁଅ ଏ ଝିଅ ପାଇଁ କହୁ ଥିବ ଭଲ ହେଇଚି ନାମ ନଉଥା... 🤣
@niharkantabehera9776
@niharkantabehera9776 Жыл бұрын
Kichhu ta experience achhi bodhe 😂😂
@himanshuodisha7782
@himanshuodisha7782 Жыл бұрын
ଠିକ୍
@smrutiranjansahoo7935
@smrutiranjansahoo7935 Жыл бұрын
@@niharkantabehera9776 experience ତ ନାହିଁ, ଏଇଟା ସ୍ୱାଭାବିକ କଥା, ତମକୁ ତମ ସ୍ତ୍ରୀ ଧୋକା ଦେଇ ଅଲଗା ପୁଅ ପାଖକୁ ଯିବ, ପରେ ସେ ଖୁସି ରେ ନ ରହିଲେ ତମେ ଭାଷା ଦେଇ କହିବ ଭଲ ହେଇଛି,,, ଏ ସମସ୍ତ ଙ୍କ ମାନସିକତା...
@ajitkumarsahu7048
@ajitkumarsahu7048 Жыл бұрын
@@smrutiranjansahoo7935 ri8... Wa
@puspanjaliswain6497
@puspanjaliswain6497 Жыл бұрын
Right
@IspatMaharana
@IspatMaharana Жыл бұрын
ଟୋକିର ପ୍ରବଳ ଗଲୁ ଆଉ ଏ ଜଜଙ୍କୁ ଲଙ୍ଗଳା କରି ପିଟା ହେବ ଶଳା ବାଳ ନ୍ୟାୟ କରୁଚ ଏ ଭଳି ଶାଶୁ ଶଶୁରଙ୍କୁ ଭୁଲୁ ଭୁଲୁ କହୁଚ ମାଗିହା ଶଳା
@Twins_Lifestyle
@Twins_Lifestyle Жыл бұрын
ଆପଣଙ୍କର ଏ ନିଷ୍ପତି ମୋତେ ଭଲ ଲାଗୁନି.... ଏମିତି କରି ଆପଣମାନେ ଏମିତି କରି ଝିଅ ମାନଙ୍କ ମୁହଁ ବଢ଼େଇ ଦେଉଛନ୍ତି... ଗୋଟେ ବୋଲି ପୁଅ. ଏକୁଟିଆ ବାପା ମାଆ ଘରେ
@maachinmayeekalakendra8864
@maachinmayeekalakendra8864 Жыл бұрын
Right
@aparajitakanhar5156
@aparajitakanhar5156 Жыл бұрын
Nichha mind
@rockvlog2936
@rockvlog2936 Жыл бұрын
ଥରେ ଭାବିଲାନି କାହିଁକି ବାପା ମାଙ୍କ କଥl l ଜଣେ ଵିଭାହିତା ମହିଳାଙ୍କୁ ନେଇ ପଳେଇବ ସେତେବେଳେ ଏ କଥା ମନେ ପଡିଲାନି ଘରେ ମୋର ବାପା ଅଛନ୍ତି ବୋଲି l ସେ ଝିଅ ହେଉକି ପୁଅ ବୃଦ୍ଧାବସ୍ଥା ରେ ଟିକିଏ ସାହାରା ଦରକାର l ପିଲାଙ୍କୁ ଶିକ୍ଷା ସହିତ ସଂସ୍କାର ଶିଖାନ୍ତୁ ନହେଲେ ଭବିଷ୍ୟତରେ ଏମିତିକା ଦୁଃଖ ମିଳିବ l କ୍ଷମା କରିବେ 🙏🙏🙏
@akjofficial7845
@akjofficial7845 Жыл бұрын
Hmm bala bichara karuchi....Bapa maa gaon re rahibe ....pua bohu.... Sahara re rahibe.... Gopabandhu Babu is best...👍🏼👍🏼👍🏼
@sadhudas2758
@sadhudas2758 Жыл бұрын
ଏ ଝିଅ କାହାରି ନୁହେଁ
@mstylishlybabu1896
@mstylishlybabu1896 Жыл бұрын
ୟେ ଶଳା ଝିଅ ମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ହେଲା ଏମାନେ ଶାଶୁ ଶଶୁରଙ୍କ ପାଖରେ ସାଥୀ ହୋଇ ରହିବାକୁ ଚାହୁଁ ନାହାଁନ୍ତି କି ଘର ର କିଛି କାମ କରିବାକୁ ରାଜି ନୁହଁନ୍ତି!! ବାହାରେ ରହିବେ ହଜାରେ ଟୋକା ଙ୍କ ଶହ ମରେଇ ହେବେ ହୋଟେଲ ରେ ଖାଇବେ marcket ପାର୍କ ବୁଲିବେ ଏହି ହେଲା ଏମାନଙ୍କ ଉଦ୍ଦେଶ୍ୟ!!
@ascreationsclub6908
@ascreationsclub6908 Жыл бұрын
ହେ ଭଗବାନ, ଏମାନଙ୍କ ର କେତେ ବଡ ହୁର୍ଦୟ , ଖାଲି, ଗୋଟେ ପରେ ଗୋଟେ ଏହି ଝିଅ ଭଲ ପାଉଛି
@kariamarandi9397
@kariamarandi9397 Жыл бұрын
Hrudaya bada nuhan au alaga kn bada heithiba .....
@subhashreejena4064
@subhashreejena4064 2 күн бұрын
ବାପା ମା ଙ୍କ ପାଇଁ ଭାରି ଦୁଃଖ ଲାଗୁଚି😢 ଏକ ତରଫା ନ୍ୟାୟ ହେଲା ଏଇଟା ।
@sagarswain6184
@sagarswain6184 Жыл бұрын
ଏ ଝିଅ ର ବଡ ବାପା ଯାହା କହୁଛନ୍ତି ଠିକ କହିଲେନି ଆଉ ଏମିତି ବୋହୂ ଯଦି job କରିବ ବୁଢା ବାପା ମା କଣ ଏମିତି କଷ୍ଟ ପାଇବେ ଆଉ ଏ ପିଲା ର ବି ଝିଅ ଉପରେ ଭରଷା ନାହିଁ ଆଉ ଏ ଝିଅ କୁ ଦେଖିଲା ପରେ ବି ମୋର ଭରଷା ପାଉନି ଆଗକୁ ଏ ଝିଅ କିଛି ବି କରିପାରେ ଭାଇ ମାନେ ଏଥିରୁ କିଛି ଶିଖ ଭାଉଜ ପ୍ରେମ ମିଠା କି ଖଟା
@rjsoy4432
@rjsoy4432 Жыл бұрын
ମୋ ଭାବନା ଟେ ସ୍ବର୍ଣ୍ଣ ଆଖ୍ୟର୍ ବ୍ୟାଖ୍ୟା କରିଦେଲ ଭାଇ
@premanandasamal3038
@premanandasamal3038 Жыл бұрын
ଚାକିରି କରିବାରେ କଣ ଭୁଲ ପୁଅ ମାନେ ଚାକିରି କରିପାରିବେ ତ ଝିଅ ମାନେ କଣ ପାଇଁ କରିବେନି
@sagarswain6184
@sagarswain6184 Жыл бұрын
@@premanandasamal3038 ଭାଈ ଝିଅ କଲେ ଚଳିବ ଇଏ ପରା ଗୋଟେ ଘରର ବୋହୂ ତା ସ୍ୱାମୀ ଶାଶୁ ଶଶୁର ନ ଚାହିଁଲେ କେମିତି କରିବ ତାଙ୍କର ବି ଗୋଟେ ଇଜତ ଅଛି ଆଉ ଗୋଟେ କଥା ଭାଈ ଆଜି କାଲି ଦୁନିଆ ଯାହା ହେଲାଣି କାହାକୁ ବାହାର କୁ ଛାଡ଼ିବା ଟା ବି ଡ଼ର
@premanandasamal3038
@premanandasamal3038 Жыл бұрын
@@sagarswain6184 ଆପଣ ଙ୍କ କଥା ରେ ମୋ ଏକ ମତ ହେଲେ ବୋହୂ ବି ଆଜିକାଲି ଚାକିରି କଲେଣି ନିଜ ଭାବିଶ୍ୱା ଦେଖିବା ଦରକାର ମୋ କହୁନି ଶାଶୁ ଶଶୁର ଙ୍କୁ ଅଣଦେଖା କରିବ ପାଇଁ ସ୍ବାମୀ ଉପରେ। ପଇସା ମାଗିବା ଅପେକ୍ଷା ନିଜେ ନିଜର independ ନ ହୁଅ
@sagarswain6184
@sagarswain6184 Жыл бұрын
@@premanandasamal3038 ଭାଈ ସ୍ୱାମୀ ଯଦି ନ ପୋଷି ପାରିବ କହିବ ଯଦି job କରିବାକୁ ଠିକ ଅଛି ତା ପରେ ସ୍ତ୍ରୀ ପଇସା ରେ ଚଳିବା ଟା ଠିକ ନୁହଁ ସ୍ତ୍ରୀ ଆଉ କେବେ ସ୍ୱାମୀ କୁ ମାନିବନି ଭାଈ ଆଗକୁ
@manaspatrakdp3826
@manaspatrakdp3826 Жыл бұрын
ଗୋଟିଏ ଭୁଲ ପାଇଁ ଜୀବନ ସାରା ତୁ କାନ୍ଦିବାକୁ ପଡିବ ଆଉ ତୋ ପରିବାରକୁ ବି କଷ୍ଟରେ ରଖିବୁ । ଏବେ ବି ସମୟ ଅଛି ତୁ ବଂର ଜେଲ୍‌ ପଳା ସେ ଝିଅ କୁ ବାହା ହୋ ନାହିଁ।
@jaganaik5500
@jaganaik5500 Жыл бұрын
ସେମାନେ ଦୁଇ ଜଣ ଯଦି ବାହା ହେଇଗଲେ କଣ ସବୁ ସମସ୍ୟାର ସମାଧାନ ହେଇଯିବ ? ଆହୁରି ସମସ୍ୟା ଜଟିଳ ହେଇଯିବ sir । ତେଣୁ ଝିଅ କୁ ତା ବାଟରେ ଯିବାକୁ ଦିଅ। ଯଦି ସେ ଆଉ କାହା ସହ ପଳେଇଲା ତେବେ ପୁଅ ଆଉ ଗୋଟେ ସୁନ୍ଦର ଗାଁ ଝିଅ ସହ ବାହା ହେଇଯିବ । ଯିଏ କି ତାଙ୍କ family ସହ ମିଶିକି ରହିପରୁଥିବ ।🙏🙏🙏
@NarendraBehera-jh8bo
@NarendraBehera-jh8bo Жыл бұрын
ଝିଅ ଟା ପ୍ରବଳ ଦୋଷ ଅଛି ପିଲା ଠିକ୍ ଜାଣିଛି ଝିଅ ବାହାରେ ରହିଲେ ଆଉ କୁଆଡେ ଖେଳ କରିବ।
@parampitar_santan
@parampitar_santan Жыл бұрын
ଏଇ ଝିଅ କୁ ଜମା ନିଅନି ଇଏ ପୁଣି ପଳେଇ ଯିବ।
@cutesabitalifestyle2157
@cutesabitalifestyle2157 Жыл бұрын
ଝିଅ ଟି ଚାକିରି କରିବାକୁ ଚାହୁଁଥିଲେ ଦୁଇ ଦୁଇ ଥର ଭୁଲ କରି ନଥାନ୍ତା ।
@bharatjena4274
@bharatjena4274 Жыл бұрын
ଏ episode ରେ ପ୍ରମିଳା ମା+ ମିହିର୍ ଦାସ+ ଗୋପବନ୍ଧୁ ସାର୍ ଥିଲେ ବହୁତ୍ ମଜା ଲାଗନ୍ତା 😆😆😆
@starjyotsna
@starjyotsna Жыл бұрын
Exactly
@khattameetha3776
@khattameetha3776 Жыл бұрын
ସତ କଥା
@susilasahoo8829
@susilasahoo8829 Жыл бұрын
​@@starjyotsna 😅
@parshurampradhan9595
@parshurampradhan9595 Жыл бұрын
Satha Katha bhai❤
@sarojinipattnayak4703
@sarojinipattnayak4703 Жыл бұрын
@abtechnical5639
@abtechnical5639 Жыл бұрын
ୟେ madam କହିଲେ ଏ ବୟସରେ ଝିଅ ମାନଙ୍କ ଏମିତି ଭୁଲ ହୋଇୟାଏ। ବାଃ ବାଃ ବହୁତ ବଢିଆ କଥା। ଆଉ ପୁଅ ଶଳା ଚୂତିଆ। ବଦମାସ୍, ଝିଅ ସତୀ ସାବିତ୍ରୀ।
@MrJituVlogs143
@MrJituVlogs143 Жыл бұрын
Right 👍👍👍
@sonalisethy6347
@sonalisethy6347 Жыл бұрын
ଝିଅ ହୋଉଛି ପରମ ବେଧେଇ
@anilkumarsahoo3210
@anilkumarsahoo3210 Жыл бұрын
ଏମିତି ସବୁ କଣ ହୁଏ ସମାଧାନ ସତରେ ମିହିର ଦାସ ଥିଲା ପୁରା ପରିବାର ମିଶେଇକି ଛାଡୁଥିଲା ଯେ ପର୍ଯ୍ୟନ୍ତ ସଠିକ ସମାଧାନ ନଘଟିଛି ସାରିବା କଥା ନୁହେଁ ତମେ ତ ୟାକୁ 1ଘଣ୍ଟା ସେରିଆଲ ପରିକା ଅଧାରୁ ଛାଡ଼ୁଛ କଣ 5 ଘଣ୍ଟା ଲାଗୁ ସାରିକି ସବୁ ଦେଖାନ୍ତ ଏମିତି ନୁହେଁ ଭୁଲ ସବୁ ବିଚାରକ ❌️❌️❌️❌️
@santoshroul2587
@santoshroul2587 Жыл бұрын
ସତରେ କଣ ଏଥିରେ ମିଳାମିଶା ହେଉଛି, ନା ଦୁଇ ଚାରି ଦିନ ପରେ ଯାହା କୁ ସେଇଆ ...... ମୋତେ କାଇଁ ଲାଗୁନି 🤪
@subhalaxmibhanja5336
@subhalaxmibhanja5336 Жыл бұрын
Right
@debamohanty5894
@debamohanty5894 Жыл бұрын
Mr Sukant Babu You are really the great. Your councelling so much great. Thank you so much for your best councelling . Salute to your speech and clear decision. May God bless you too
@dipakkumarpradhan266
@dipakkumarpradhan266 Жыл бұрын
ଝିଅ କୁ ବେଶ୍ୟା ପଡ଼ା ପଠାଇ ଦିଆ ଯାଉ😅😅
@kedarkumar804
@kedarkumar804 9 ай бұрын
Right
@artistsgamingff7926
@artistsgamingff7926 Жыл бұрын
ଝିଅ ଟିକେ କଣ ଅଧିକା ଭୁଲ ଅଛି ଶାଶୁଘର ତୋର ବାପ ଘର ନୁହେଁ ଟିକ ଟିକ ନିଶା ଘରିଛି
@luckysahoo1711
@luckysahoo1711 Жыл бұрын
ବହୁତ ଭଲ ଫଏସଲା କରୁଛି OTV ଛି ଛି। ଯଦି ଭୁଲ କରିଛନ୍ତ ଝିଅ ପୁଅ କିନ୍ତୁ ସଜାଡିବାର ଦରକାର ନା ବାପା ମାଆଙ୍କ ଠାରୁ ଅଲଗା କରିବା।
@r.k.tapankumarbiswal3629
@r.k.tapankumarbiswal3629 Жыл бұрын
Aee Katha padaka Bhai bahut bhala lagila
@suchismitanaik2261
@suchismitanaik2261 Жыл бұрын
ସାର୍ ତା ମାନେ ଆପଣ କହୁଛନ୍ତି ମା ବାପାଙ୍କ ପାଖରୁ ଦୂରେଇ କି ରୁହନ୍ତୁ ତା ହେଲେ ମା ବାପା କଣ ପାଇଁ ପିଲା ଜନ୍ମ କରି ଥାଏ
@raghunathswain7584
@raghunathswain7584 Жыл бұрын
ଏ ଝିଅ ବହୁତ୍ ଖରାପ ଚରିତ୍ର ଭଲ ନାହିଁ ଏମିତି ଝିଅକୁ ଦୁରୁ ଜୁହାର
@anjananayak747
@anjananayak747 Жыл бұрын
ସେ ପୁଆଟା କାହିଁକି ତାକୁ ନ୍ଵଉଥିଲା କି
@jayjagannatha6857
@jayjagannatha6857 Жыл бұрын
​@@anjananayak747gehnibaku
@KrupaPadhan-ks6pm
@KrupaPadhan-ks6pm Жыл бұрын
ଏଇଟା ବହୁତ ଖରାପ ଡିସିଜନ ଯଦି ଏ ଝିଅ ଚାକିରି କରେ ଲେଖିରଖ ଓଟିଭି ଚେନାଲ ବାଲେ ପୁଣି କେଉଁ ପୁଅ ସାଥିରେ ପଲେଇବ
@sushantmuduli5365
@sushantmuduli5365 Жыл бұрын
ଆଜ୍ଞା ସମସ୍ତେ ଠିକ୍ କେବଳ ସମୟ ଦରକାର
@kumarsanjaya2637
@kumarsanjaya2637 Жыл бұрын
Se jhia kahar hei parib Nahi Bap . Maa .sashu. sashur. Swamy Kahar hei pariba Nahi
@sksahoo6007
@sksahoo6007 Жыл бұрын
ମଣିଷ ର ରାଗ ହେଉଛି ବଡ଼ ଶତ୍ରୁ 🙏
@priyadarsinimangaraj6349
@priyadarsinimangaraj6349 Жыл бұрын
Ryt
@mitrabhanupatra8827
@mitrabhanupatra8827 Жыл бұрын
Yeas
@__Anonymous__Scam
@__Anonymous__Scam Жыл бұрын
Khela Nagichi Auu😂😂😂😂😂😂
@sagarsahu7311
@sagarsahu7311 Жыл бұрын
ଏହିପରି ଝିଅ ମାନଂକ ସୁଂଦରି ପାରିବେନି କାରଣ ଏହି ଝିଅ ବହୁତ ଖରାପ ପୁଣି କାହା ସହିତ ପଳେଇବ
@likughatuary3991
@likughatuary3991 Жыл бұрын
ଯୋଉ ପିଲା ନିଜ ବାପା ମା ଙ୍କ କଥାରେ ନାହାନ୍ତି ସେ କଣ କାହା କଥା ଶୁଣିବେ
@basantakumarpanda5990
@basantakumarpanda5990 Жыл бұрын
ପୁଅକୁ ଯଉ କଥା ପଚାରୁଚ ସେଇଟା ଠିକ ନୁହଁ ଝିଅର ତ ପ୍ରବଳ ଅଳିଆ ଅଛି
@swagatikamishra9192
@swagatikamishra9192 Жыл бұрын
ମିହିର ସାରଙ୍କ ଜାଗା କେହି ନେଇ ପାରିବେନି 😌😌😌
@ramchandrastar1311
@ramchandrastar1311 Жыл бұрын
Right 👍
@jaysanatan6012
@jaysanatan6012 9 ай бұрын
Upastapak zero knowledge
@sarbeswarpradhan9427
@sarbeswarpradhan9427 Жыл бұрын
ଏ ବୁଝାମଣା ରେ ମୁଁ ଏକ ମତ ନୁହେଁ, ବୋହୁ ଘରକୁ ଆସିବ ଶାଶୂ ଶଶୁର ଙ୍କ ଦେଖ ଶୁଣା କରିବ ନାଁ, ପୁଅ ସାଙ୍ଗରେ ବାହାରେ ବୁଲିବ, ତାଙ୍କ ଘରେ ପୁଣି କେହି ନାହାନ୍ତି.... ଏ ଝିଅ ଓଲେଇ ଗାଈ ଆର ଖାଲି ନୂଆ ନୂଆ ଟୋକା ଦରକାର ସେଥିପାଇଁ ଚାକିରୀ ନାଁ ରେ ବାହାରେ ରହିବାକୁ ଚାହୁଁଛି, ଜଦି ଚାକିରୀ କରିବାର ଥିଲା ତାହାଲେ ପାଠ ନପଢିକି ଆଗ ଟୋକା ସହିତ ଗଲୁ, ତାଠାରୁ ମଜା ଲୁଟିଲା ପରେ ଏକୁ, ଆ ପରେ ପୁଣି.... ହେ ପ୍ରଭୁ 🙏🏻🙏🏻🙏🏻କିନ୍ତୁ ଆପଣ ମାନେ ଉଚିତ ନ୍ୟାୟ କରିପାରିଲେ ନାହିଁ
@odiaJatrakhalanayak
@odiaJatrakhalanayak Жыл бұрын
ସାର ସେ ଝିଅ କୁ ଗୋଟେ ଭଲ ଝିଅ ହେବା ଦରକାର ପରେ ଭଲ ବୋହୁ ହେଲେ ଠିକ ହୋଇଯିବ 🙏🙏🙏
@KumarBharat-u2g
@KumarBharat-u2g 8 ай бұрын
ହେ ପ୍ରଭୁ... ଶଳା love marriage ରେ ଅସୁବିଧା... Arrange marriage ବି ଅସୁବିଧା.... 🤔ହେ ପ୍ରଭୁ ଏବେ କୁହନ୍ତୁ ଆପଣ...ହେବ କଣ 🤣🤣🤣.. ପୁଅ ର ମା ଏବଂ ବାପା ଙ୍କ ଭଳିଆ ଲୋକ ଭାଗ୍ୟରେ ଥିଲେ ମିଳିବ 🙏
@Food__world7825
@Food__world7825 Жыл бұрын
ନିଶା ମହାରଣା କଣ କହୁଛି ସେ ଓଡିଶା Sunnyleion, ଇଏ ତ Orginal ଓଡିଶା Sunnyleion 😂
@rajeshpradhan1242
@rajeshpradhan1242 Жыл бұрын
😂😂😂
@Aru........9348
@Aru........9348 Жыл бұрын
ମତେ ଲାଗୁଛି ଝିଆଟା ବାଜ୍ୟ ପିଲାଟା ବାପା ମାଙ୍କ କଥା ନ ମାନିଲେ ଏମିତି ହୁଏ
@luckycreation8572
@luckycreation8572 Жыл бұрын
ଝିଅ ଯାହା କହିବ ଠିକ ବାଃ ବାଃ ରେ ଭଲ ନ୍ୟାୟ 🤣🤣🤣🤣
@iswarchandraswain8462
@iswarchandraswain8462 Жыл бұрын
bass
@Boudh.Toka_Dillip
@Boudh.Toka_Dillip Жыл бұрын
Bala niya eita bhul ku support dia haichi
@TapasBabuChannel
@TapasBabuChannel Жыл бұрын
ଏ ବେଶ୍ୟା ଝିଅ ଏମିତି ଚାକିରି ନା ରେ 100 ଘଇତା କରିବ।
@MrJituVlogs143
@MrJituVlogs143 Жыл бұрын
​@@TapasBabuChannelRight 👍👍
@jaysanatan6012
@jaysanatan6012 9 ай бұрын
Ei sabha nyay thik kalani
@kumarnirmal4510
@kumarnirmal4510 Жыл бұрын
ସିଏ ଅଧିକା ରାଗି ନୁହେଁ ତା'ର ଅଧିକା ଗଲୁ ହୋଉଛି ଏକା ଏକା ସବୁଆଡେ ଗଲେ ଗାଜର ବାଇଗଣ ନବାକୁ ହବ
@krushnakumura3001
@krushnakumura3001 Жыл бұрын
ମତେ କାଇଁ କିଛି ଠିକ ଲାଗୁନି ଝିଅ ମନରେ ଅଲଗା କିଛି ଚାଲିଚି........
@SantoshPradhan-b1k
@SantoshPradhan-b1k Жыл бұрын
ଯଦି ପୁଅ ବାହାଘର ପରେ ଝିଅ କୁ ଛାଡି ଆଉ କାହାକୁ ନେଇଯାଇଥାନ୍ତା ତେବେ ବିଚାର କଣ ଅସିଥାନ୍ତା
@ascreationsclub6908
@ascreationsclub6908 Жыл бұрын
ସବୁ ସେଇ କଣା ପାଗଳ 🤣
@SantanuJena-q1w
@SantanuJena-q1w Жыл бұрын
ଏମିତି ଝିଅ ମାନଂକ ଚରିତ୍ର ବହୁତ ଖରାପ ଛି ଛି 😡👺🦵
@lipimahana8276
@lipimahana8276 Жыл бұрын
Mihir sir nku miss karuchi aji .ei episode re mihir sir thile se eithi hi mrg karei deithante.. miss u sir
@srutiranimohakudsrutiranimohak
@srutiranimohakudsrutiranimohak Жыл бұрын
Tate gehuthila
@pujaodiavlogger6569
@pujaodiavlogger6569 Жыл бұрын
@@srutiranimohakudsrutiranimohak bhai emiti kharap katha kanhiki kahucha
@dentodream7944
@dentodream7944 Жыл бұрын
​@@pujaodiavlogger6569Abhadra loka mane....
@sksolutions7551
@sksolutions7551 Жыл бұрын
ଏ ଝିଅ ର ପୁଣି କାହା ସହିତ ଯିବା ପାଇଁ ପଡିସା ଘର ଦରକାର ସେଥିପାଇଁ ତାକୁ ଭଲ ଲାଗିନି. maloooooo
@kishor9334
@kishor9334 Жыл бұрын
ଝିଅର ବୀଆ ଭଲ achhi
@Bkentertenment
@Bkentertenment Жыл бұрын
ଏହି ଝିଅ ଗୋଟେ ବେଧ ଗୋଟେ ବାହା ହୋଈ ପୁଣି ଗଲୁ ମାରୀ ଆଉ ଗୋଟେ ବାହା ହୋଇଛି ଏହି ବେଧ ର ସବୁ ଭୁଲ୍ କୋଉଠି ଶାନ୍ତି ରେ ରହିବନି ଏହାର ପକୃତ୍ତି ପୁଅଙ୍କ ଆଇଜି ମାପୁଛି ଏହି ବେଧେ ବୋହୁ ଟିପି ଟପ୍ କରୁ ଟୋକା ଫସାଉଛି ବଣ ଜଙ୍ଗଲ ଗହିର ବିଲ ରେ ପେଲା ଖାଇବ ବୋଲି କଲ କଲ ଶାଶୁ jaguchhi ବେଧ କାହା ସଙ୍ଗେ 3ୟ ଘଇତା କରିବା ଲକ୍ଷ୍ୟ ଧନ୍ୟ ସେ ମା ଗିହା ବାପା ମା ବେଧ ଝିଅକୁ ଧରି ଭଲେଇ ଗିହାଉଛ ମାରି ପୋତି ଦିଆ ସେ ରାଣ୍ଡି କୁ
Сестра обхитрила!
00:17
Victoria Portfolio
Рет қаралды 958 М.
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 7 МЛН
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
Jibana Do Chhakire Ashara Alok Ep 386, 21 OCT 2023
45:03
Jibana do chaki re ashara alok Ep61_03June2017
40:19
OTV
Рет қаралды 1,1 МЛН
Exclusive Interview With Prem Anand, Humane Sagar & Diptirekha
19:21
Jibana Do Chhakire Ashara Alok Ep 376   05 AUG 2023
44:59
Exclusive Interview With Aparajita Mohanty
27:29
Kanak News
Рет қаралды 956 М.
Jibana Do Chaki re Ashara Alok Ep70 - 05 Aug 2017
46:54