Outsourcing Employees Salary Increament/going to regularized || ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ଖୁସିଖବର

  Рет қаралды 532,809

Examcrack By Pradeep

Examcrack By Pradeep

Күн бұрын

Пікірлер: 508
@ghanashyammeher8923
@ghanashyammeher8923 5 ай бұрын
ଏବେ ତମପାଳି ଯଦି ଗୋଟିଏ ବାପର ସନ୍ତାନ ତେବେ ରେଗୁଲାର କରିକି ଦେଖାଅ ........
@laxmannaik2268
@laxmannaik2268 5 ай бұрын
Right katha 👍
@chandramohanhembram3303
@chandramohanhembram3303 4 ай бұрын
Exactly bro
@itsmebiswajit91roul37
@itsmebiswajit91roul37 4 ай бұрын
Absolutely 💯
@manojkumarpadhan5279
@manojkumarpadhan5279 4 ай бұрын
Tame sala outsourcing ,keteti bapara chhua tame,nije janina
@debasishnpani8740
@debasishnpani8740 2 ай бұрын
Right katha kahila bhai
@susantakumarnaik1177
@susantakumarnaik1177 5 ай бұрын
ଆପଣଙ୍କ ପାଲି ଆସିଲା,ଆଶା କରାଯାଉଛି ସଫଳ ହେବ🎉
@jaghapujari3344
@jaghapujari3344 4 ай бұрын
ଶିକ୍ଷକ ମାନଙ୍କ ଦରମା ଯେତିକି ବଢାଇବେ ସେତିକି ତାଙ୍କର ପେଟ ବଢିବ କିନ୍ତୁ ପାଠ୍ୟକ୍ରମ ବଢିବ ନାହିଁ।‌‌
@Sahoo5009
@Sahoo5009 2 ай бұрын
ତତେ 30 ବର୍ଷ ହେଲା ବେଳକୁ ଦେଖିବୁ ତୋର କେତେ ବଡ଼ ହେଇଥିବ
@rajkumarikujurrajkumarikuj1135
@rajkumarikujurrajkumarikuj1135 2 ай бұрын
I like your comment 👌
@ElisebaJagaranga
@ElisebaJagaranga 2 ай бұрын
😡😡😡😡😡😡😡😡😡😡😂😂😂😂😂😂😂😂
@ElisebaJagaranga
@ElisebaJagaranga 2 ай бұрын
Buoooooooooo
@manoranjanpradhan3509
@manoranjanpradhan3509 Ай бұрын
😂😂🎉​@@Sahoo5009
@JyotiKanar
@JyotiKanar 5 ай бұрын
thanks you sir ama anganwadi ra dukha bujhile
@ସୁବାସଵଳଵନ୍ତରାୟ
@ସୁବାସଵଳଵନ୍ତରାୟ 5 ай бұрын
You are right sir. କେବଳ ଭୋଟ୍ ପାଇବା ପାଇଁ ଏହା ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ବା ଯୋଜନା ।
@sdcreations2916
@sdcreations2916 4 ай бұрын
Right bro
@ommcreations86
@ommcreations86 4 ай бұрын
ଆପଣ ବିରୋଧ କରୁଥିବା କଥାକୁ ଆଜି କାମରେ ଲଗାଇବାର ସଠିକ୍ ସମୟ ଆସିଛି। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ସେ ସୁଯୋଗ ଦେଇଛନ୍ତି, ଦୟାକରି ଏହି କୁତ୍ସିତ ପ୍ରଥା କୁ ବିଲୋପକରି ସମସ୍ତଙ୍କୁ ସ୍ଥାୟୀ କରନ୍ତୁ। ଜୟ ଜଗନ୍ନାଥ 🙏🙏🙏
@itsmebiswajit91roul37
@itsmebiswajit91roul37 4 ай бұрын
Absolutely 💯
@mskumar981
@mskumar981 4 ай бұрын
Block level osepa contractual employee ମାନଙ୍କୁ regular କରାଯାଉ ।
@judhisthirbhatra771
@judhisthirbhatra771 5 ай бұрын
Sir apananku koti pranam samasta karmachari manaka pain chinta karithibaru
@purusottambagh9131
@purusottambagh9131 4 ай бұрын
ବିଦ୍ୟୁତ ବିଭାଗରେ ଥିବା Outsource କର୍ମଚାରୀ ଙ୍କୁ କେବେ..
@itsmebiswajit91roul37
@itsmebiswajit91roul37 4 ай бұрын
Right ✅️
@mihirbehera7014
@mihirbehera7014 5 ай бұрын
Abolish outsoursing system in odisha 🙏🙏🙏
@manineeswain6473
@manineeswain6473 5 ай бұрын
Ebe ta apana cm hele mohan sir apana regular karantu
@manojkumarpadhan5279
@manojkumarpadhan5279 4 ай бұрын
No regular
@manineeswain6473
@manineeswain6473 4 ай бұрын
@@manojkumarpadhan5279 don't you know the salary of jts
@manojkumarpadhan5279
@manojkumarpadhan5279 4 ай бұрын
@@manineeswain6473 , I m talking about outsourcing employees
@sureshchnyk
@sureshchnyk 5 ай бұрын
Sir, please take necessary steps to regularise the out sourcing employees.
@MadhuriSidu
@MadhuriSidu 4 ай бұрын
ସ୍କୁଲ୍ ପାଚିକା ମାନଙ୍କର ଦରମା ବଢିବ କି ନାହିଁ ଆପଣତ ଆଶା ଅଙ୍ଗନବାଡ଼ିଙ୍କର କଥା କହିଲେ
@sahupurnima
@sahupurnima 4 ай бұрын
School pachika Mane besi kama karideauchhanti ta
@ajayakumar2019
@ajayakumar2019 3 ай бұрын
​@@sahupurnimanahi tame ta Kari pakaucha..
@odiapuaanilvlog8010
@odiapuaanilvlog8010 5 ай бұрын
Old video pari laguchhi
@rudranarayanmallick3725
@rudranarayanmallick3725 4 ай бұрын
Anganwadi Karmi Manankara Selary & Hotput Price Badhantu.. Khali Kathare Nunhe.
@manikakisan7735
@manikakisan7735 4 ай бұрын
ସରକାରୀ ଗ୍ରାମ ପଞ୍ଚାୟତ ଅଫିସ ରେ ପିଅନ ମାନଙ୍କୁ ସମ୍ପୂର୍ଣ ଭାବେ ମାଗଣା କାମ କରୁଛନ୍ତି l ପ୍ରଥମେ ଦେଖ
@srmusic5409
@srmusic5409 4 ай бұрын
ସାରା ରାଜ୍ୟରେ ଥିବା pacs ଏବଂ lamps ର ଦୀର୍ଘ 7 ରୁ 8 ବର୍ଷ ହେଲାକାର୍ଯ୍ୟ କରୁଥିବା deo ମାନଙ୍କ ରେଗୁଲାର କରିବା ସହ ସମାନ କାମ କୁ ସମାନ ଦରମା ବିଷୟରେ ଟିକେ ଚିନ୍ତା କଲେ ରାଜ୍ୟର deo ମାନେ ଉପକୃତ ହୁଅନ୍ତେ
@sanjauakumar8999
@sanjauakumar8999 4 ай бұрын
ପାଞ୍ଚାୟତ ରେ କାର୍ଯ୍ୟରତ କର୍ମଚାରୀ PEON ଓ SEM ଙ୍କ ଦରମା ବଡ଼ା ଯାଉ , JUNIOR ପାଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଦରମା ରେ ,ତାରତମ୍ୟ ଅଛି ,,ଯାହା ଦ୍ୱାରା କମ ଦରମା ପାଉଛନ୍ତି ତେଣୁ ବିଚାର କୁ ନିଆଯାଉ
@ଲକ୍ଷ୍ମୀନାରାୟଣ
@ଲକ୍ଷ୍ମୀନାରାୟଣ 5 ай бұрын
ପରୀକ୍ଷା ଆଉ kahniki ହେବ ।ମୂର୍ଖ ପିଲାମାନେ ତାଙ୍କ ପଲିଟିକାଲ power ଆଉ ଟଙ୍କା ଦେଇ ଚାକିରୀ କରିବେ।ଆଉ ମେଧାବୀ ପିଲା ଘରେ ହଳ କରିବେ। outsourcing bala kou ground re pilanku choice kariki ରଖିଥିଲେ ଆପଣ ଜାଣିଛନ୍ତି। କଣ ଟଙ୍କା ଯିଏ ଯେତେ ଦେଇ ପାରିବେ ।ତାହେଲେ ଆମ ପାଠ କାହିଁକି ପଢ଼ିବୁ
@debabratarout7378
@debabratarout7378 5 ай бұрын
Tume napdhile amar dho ame adivasi oil mariki bulibu
@HarishChandra-ex8vw
@HarishChandra-ex8vw 5 ай бұрын
Right
@peenku111
@peenku111 5 ай бұрын
sabu golmal hai yaar
@peenku111
@peenku111 5 ай бұрын
Tela mundta ethi sabu bele telia dear laxmi
@geetanjalimohapatra240
@geetanjalimohapatra240 5 ай бұрын
Right
@RaimaniDehuri
@RaimaniDehuri 4 ай бұрын
ମୁଖ୍ୟ ମନ୍ତ୍ରୀ ସାର୍ ଆପଣ ସୋମନ୍ତ କ୍ରମ ଚାରି ଙ୍କୁ ରେଗୁରାଲ କରନ୍ତୁ
@Sugyan-v7w
@Sugyan-v7w 3 ай бұрын
Regular kathha chada bahar karideuchhan. Bahut badhia sir
@aarzoo4168
@aarzoo4168 23 күн бұрын
Zilla stariya Amala manank Salary, Entry Level Qualification anusaar re GP 4200 diajau
@biramkumarmandal4669
@biramkumarmandal4669 4 ай бұрын
ସୁନ୍ଦର ବିଚାର 👍
@saraswatimishra9543
@saraswatimishra9543 26 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୋର ସବିନୟ ଅନୁରୋଧ ଯେ ପୂର୍ବ ସରକାର ଙ୍କ ପ୍ରସଙ୍ଗ ଛାଡ଼ି ନିଜେ କ'ଣ କରିପାରିବେ ସେ ଦିଗରେ ଅଗ୍ରସର ହୁଅନ୍ତୁ। ଆଶାକର୍ମୀମାନେ ଓ ଅଙ୍ଗନବାଡ଼ି କର୍ମୀ ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରୁଛନ୍ତି ସେଇଭଳି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର କର୍ମଚାରୀମାନେ ମଧ୍ୟ କିଛି କମ୍ କରୁ ନାହାଁନ୍ତି। ଏମାନେ ମଧ୍ୟ କିଶୋରୀ ବାଳିକା ମାନଙ୍କ ଶିକ୍ଷା ସ୍ବାସ୍ଥ୍ୟ ତଥା ସାମଗ୍ରିକ ଉନ୍ନତି ପାଇଁ କାମ କରୁଛନ୍ତି। ବିଭିନ୍ନ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ୧୫୦ ରୁ ୨୦୦ ପର୍ଯ୍ୟନ୍ତ ଛାତ୍ରୀ ରହୁଛନ୍ତି। ସେମାନଙ୍କ ସମସ୍ତ ସୁବିଧା ପାଇଁ ଜଣେ Warden ଜଣେ ପିଅନ ତିନି ଜଣ ରୋଷେୟା ତିନି ଜଣ ସାମୟିକ ଶିକ୍ଷୟିତ୍ରୀ ଜଣେ ହିସାବ ରକ୍ଷକ ଓ ଜଣେ ରାତ୍ର ଜଗୁଆଳୀ ଅଛନ୍ତି। ସମସ୍ତେ ନିଜ ନିଜ କାମ ଅତ୍ୟନ୍ତ ସାଧୁତା ର ସହିତ ନିର୍ବାହ କରୁଛନ୍ତି। ଆବଶ୍ୟକ ସ୍ଥଳେ ନିଜ ପରିବାର କୁ ଅବହେଳା କରି ମଧ୍ୟ ଛାତ୍ରୀ ମାନଙ୍କ ଯତ୍ନ ନେଉଛନ୍ତି। ବିଶେଷ କରି Warden ମାନଙ୍କ ଉପରେ ଗୁରୁ ଦାୟିତ୍ଵ ରହିଛି। ନବୀନ ସରକାର ଅଙ୍ଗନୱାଡି କର୍ମୀ ମାନଙ୍କର ଅବସର ବୟସ ୬୨ କରିଛନ୍ତି। Warden ମାନଙ୍କ ଅବସର ବୟସ ମଧ୍ୟ ୬୨ ବର୍ଷ ହେବା ଆବଶ୍ୟକ। ଏମାନେ ଅଙ୍ଗନୱାଡି କର୍ମୀ ମାନଙ୍କର ଠାରୁ ଅଧିକ ଦାୟିତ୍ବରେ ରହି ଦିନ ରାତି ଚବିଶ ଘଣ୍ଟା ଛାତ୍ରୀ ମାନଙ୍କୁ ସେବା ଯୋଗାଇଦେବାକୁ ବାଧ୍ୟ ହେଉଛନ୍ତି।
@bijaykumarsahu6819
@bijaykumarsahu6819 5 ай бұрын
ଆମର ଗଣଶିକ୍ଷକ ମଧ୍ୟ ରେଗୁଲାର କରିନାହାନ୍ତି
@smallik-r7s
@smallik-r7s 4 ай бұрын
Right sir Namaste
@kishoredakishu3816
@kishoredakishu3816 5 ай бұрын
Bahut volo step 🙏🙏
@SanghamitraSamal-yh1wc
@SanghamitraSamal-yh1wc 4 ай бұрын
Right .vote magila bele category kichhi nahi.but salary time re category asuchi.
@neat1515
@neat1515 5 ай бұрын
Ebe Mohana sir apana CM of Odisha samaan kamaku samaan darama Karantu request karuchhu....
@biswajitpatra9422
@biswajitpatra9422 4 ай бұрын
Sabu outsourcing employee mananku regular karajau or ସମାନ କାମକୁ ସମାନ ଦରମା ଦିଆ ଯାଉ
@murmuthakur7573
@murmuthakur7573 4 ай бұрын
Very good Sir 🙏
@xy0988
@xy0988 5 ай бұрын
ଜମା ରେଗୁଲାର କରନ୍ତୁ ନାହିଁ କିନ୍ତୁ ଦରମା ବଢ଼େଇପାରନ୍ତି। Outsourced ଆଉ contractual ଅଲଗା ଅଲଗା। Contractual ମାନେ ପରୀକ୍ଷା ଦେଇ ଆସିଛନ୍ତି ଆଉ outsourced ପଇସା ଦେଇକରିକି ଆସିଛନ୍ତି
@manojkumarpadhan5279
@manojkumarpadhan5279 4 ай бұрын
Right👍
@sandeepmohanta5243
@sandeepmohanta5243 4 ай бұрын
@takuraazS
@takuraazS 4 ай бұрын
Ri8😂😂😂
@ramshankarseet4975
@ramshankarseet4975 5 ай бұрын
Justice ⚖️ for p t i upper primary school teacher kala karidia laghur kariba darkar
@rameshpadhiary1000
@rameshpadhiary1000 3 ай бұрын
ବର୍ତ୍ତମାନ୍ ଆପଣ ଶାସନ ରେ ଏହା କରି ଦିଅନ୍ତୁ, ଆପଣଙ୍କୁ ଭଗବାନ ଆଶୀର୍ବାଦ ପ୍ରଦାନ କରିବେ।
@adityapatara4034
@adityapatara4034 5 ай бұрын
Village police ku bhata deuthila Navin sarkar abeta ta new sarkar ku kahuchu please sar village police ra khata ku pura karibe boli asha karuchu ..Jai hind
@sumanaacharya3679
@sumanaacharya3679 4 ай бұрын
ଆପଣ contractual system ଉଛ୍ଛେଦ କରନ୍ତୁ ଓ pry Tr nku 4200 Gp ପ୍ରଦାନ କରନ୍ତୁ।
@reenamurmu4116
@reenamurmu4116 4 ай бұрын
Tahele secondary teacher grade pay madhya badhiba darkar.kahibaku gale 5400 grade pay. Na kn kahuchhanti apona
@reenamurmu4116
@reenamurmu4116 4 ай бұрын
Contractual uchhed heba darkar.kintu grade pay apona kebala nija katha chinta karuchhanti.
@shovaranigiri123
@shovaranigiri123 4 ай бұрын
Junior and senior ମଧ୍ୟରେ ପାର୍ଥକ୍ୟ କରି ଦରମା ଦିଆଯାଉ।ଏହା ଆପଣଙ୍କ ପାଖରେ ଅନୁରୋଧ କରୁଛୁ।
@bholanathdandasena7273
@bholanathdandasena7273 4 ай бұрын
You are right sir 🙏👌
@santilatapanda1386
@santilatapanda1386 5 ай бұрын
New CM sata katha kuha chhanti dhanyawad
@champamalik2033
@champamalik2033 4 ай бұрын
ସମସ୍ତ ଙ୍କୁ exam କରି qualify କରିବା କର୍ମୀ ଙ୍କୁ regural କରିବେ ।
@Cutebabygirl-z2f
@Cutebabygirl-z2f 4 ай бұрын
12yr Kama. Kaluni sala exam au kon dobu be
@Cutebabygirl-z2f
@Cutebabygirl-z2f 4 ай бұрын
Ama pai sabu chaluchi govt employee kete achati outsourcing kete achati thare buliki ase ta pare exam karibu
@sarojmaharana2878
@sarojmaharana2878 4 ай бұрын
ସାର୍ ପୂର୍ବତନ ମୁଖ୍ୟ ମନ୍ତ୍ରୀ outsarting କଥା ଶୁଣି ନ ଥିଲେ ବୋଲି ହାରିଲେ ।
@SanatanaMarndi
@SanatanaMarndi 5 ай бұрын
ମୋହନ ସରକାର କାମ ଦେଇପାରିବେ ଯେ ଆମେ କରିବୁ, ଓଡିଶାର ସବୁ କାମ ବିହାରୀ ବୋଙ୍ଗାଳି ମାନେ ହାତେଇଛନ୍ତି। ଓଡ଼ିଶାର ସବୁ ଦକ୍ଷ ଲେବର ମାନେ ଆକାଶକୁ ଚାହିଁ ଥାନ୍ତୁ!
@rajendraparua3432
@rajendraparua3432 Ай бұрын
Grampanchyat peon night watcher sweeper salary only 1500 tanka dukha bujha tnu sir
@sudarsanbehera6379
@sudarsanbehera6379 2 ай бұрын
Krusak sathinku regular karajau mohan sarkar
@stitirout5038
@stitirout5038 5 ай бұрын
Junior teacher regular kain helani?sallary kain increase helani?
@NARAYANSABATA
@NARAYANSABATA 4 ай бұрын
Dear Honourable CM Sir ! Please abolish the contractual system for all Primary and upper primary teachers ! Add six/Eight years in service period ! Give us Central Pay scaled salary ! Bring OPS ( old pension scheme ) system in odisha ! Please sir !
@kahneimukhi7523
@kahneimukhi7523 28 күн бұрын
Nice mohan sarkar
@rasmihial6064
@rasmihial6064 5 ай бұрын
Abolish contractual system
@neokanha5121
@neokanha5121 4 ай бұрын
ଯାହା କହିଲେ ଠିକ୍ କିନ୍ତୁ ବର୍ତ୍ତମାନ ମାନ୍ୟବର ନୂଆଁ ସରକାର ସମାନ କାମକୁ ସମାନ ଦରମା କରନ୍ତୁ ବର୍ତ୍ତମାନ ତ ଆପଣ ସରକାର ଅଛନ୍ତି ଆପଣ ଙ୍କୁ ବିନୀତ ଅନୁରୋଧ,,,,,,,,, ଜୟ ଜଗନ୍ନାଥ
@nishateen1
@nishateen1 5 ай бұрын
JT kn paain regular salary re joining daunahanti ? Purba sarkar jaha karuthile new sarkar b ta seia karichhanti... difference aau kn rahila ??
@arupacrownnayak920
@arupacrownnayak920 5 ай бұрын
Sir Mbk crp kuadegale jauthire vot adhika diajaichhi
@Babaly659
@Babaly659 5 ай бұрын
Kaha ku deicha
@MissLiza-pr1yc
@MissLiza-pr1yc 2 ай бұрын
Apananka upare anek bharasa achhi sir Apana regular karidiantu🙏🙏🙏
@NaliniPrabhaMaharana
@NaliniPrabhaMaharana 4 ай бұрын
Sunantu cm majhi sir .odishare berojagari pila nka katha bujhantu .banchibe kemti
@MDMMORADA
@MDMMORADA 3 ай бұрын
Manyabar cm sir abe to sir apono nije cm abe to apono nija bakya rakhya karantu.dhanyabad sir
@munabehera838
@munabehera838 2 ай бұрын
କୋଉ ଆଧାରରେ କେମିତି ହିସାବ ହେଲା ଯେ 2 ଟଙ୍କା ବଢିଲା, ଧର୍ମ କୁ ଆଖି ଠାର
@shreelaxmidesigners208
@shreelaxmidesigners208 3 ай бұрын
CM sir jaha kahichanti jyatha sighra karjyakari kale sabu old outsourcing employees Mane uakrita huante kintu3months hebaku galani eprjyanta kichi order asilanahi puni sehi puruna process re hin chalichi sabu employees Mane suffer hauchanti
@LipiNatha-v2d
@LipiNatha-v2d 2 ай бұрын
Amar, keybahaba, panchayatan medical housekeeping job regular heba kei salary kataplzkahiba kahibakemitik
@arpitasagar3584
@arpitasagar3584 5 ай бұрын
Sir aww mananku pramotion diyantu
@srinivasjiju6689
@srinivasjiju6689 3 ай бұрын
Sir amo bhubaneswar rly thika karamchari nku v Naya dia ntu
@pabitramohandalai4100
@pabitramohandalai4100 24 күн бұрын
Sir apanna outsourcing re jeumane ka karuthile municipalityre tanku retrenchment karidei tanka jibana mati kala
@Sahoo5009
@Sahoo5009 5 ай бұрын
Tume ta ebe power re achha kan pai jts regular karina kuha ta... Khali katha re kahiba au kama re Kariba both alga alga .
@jhunaranipradhan6256
@jhunaranipradhan6256 3 ай бұрын
Thik Katha kahila sir 🙏
@SanatanBhakti608
@SanatanBhakti608 4 ай бұрын
SEM ମାନଙ୍କୁ ଭୁଲନ୍ତୁ ନାହିଁ
@deepakrout1176
@deepakrout1176 5 ай бұрын
Khali bada bada katha setebele ebe kariki dekhao
@debabratarout7378
@debabratarout7378 5 ай бұрын
Bala karibe
@deepakrout1176
@deepakrout1176 5 ай бұрын
@@debabratarout7378 penda giha sola sabu churo power ku asile sabu mg bhulijanti.
@simantinisahoo1015
@simantinisahoo1015 Ай бұрын
Apanku koti pranama
@narayanrout9209
@narayanrout9209 5 ай бұрын
Honourable chief minister my best regards you please draw your attention to rehabilitation scheme in education department
@BenudharMohanty-jd5ys
@BenudharMohanty-jd5ys 4 ай бұрын
odisha state road transport corporation osrtc sarakari karmachari driver mankr pension..1000..1200 tanka dauchanti pension keba badhiba kuhantu bahut dukha rakathha..cm majhi babu
@BenudharMohanty-jd5ys
@BenudharMohanty-jd5ys 4 ай бұрын
odisha.state.road.transport corporation.osrtc.sarakari.karmachari'driver.mankr.pension.1000.1200tanka.dauchanti.pension.keba.badhiba.kuhantu
@socialservice76
@socialservice76 4 ай бұрын
ଜାଣନ୍ତୁ ରାତି ଗଲା କଥା ଗଲା । ଯେହେତୁ ଆମେ ବିଜେଡି କୁ ଭୋଟ ବର୍ଜନ ସହ ଯାହା ଆଶା କରି ଭୋଟ ଦେଲେ ଦେଖନ୍ତୁ ସେହି ସରକାର କଣ କରିବେ। Thnx to All Odisha Block level Non teaching contractual schamatic employees of Samagra Shiksha
@mr.mathurihansdah
@mr.mathurihansdah 5 ай бұрын
ସଳା ନବୀନ ପଟ୍ଟନାୟକ ଚୁରଟା।😊😊😊😊😊😊
@niranjansahoo7581
@niranjansahoo7581 5 ай бұрын
Bhai Abe new sarkar kariba
@pradyumnakumarpal5807
@pradyumnakumarpal5807 4 ай бұрын
Private company employees nka katha tike chinta karantu,semane b aapanaku vote deichhanti ( semane ebe b bahut kam payment re kama karichhanti. Request 🙏🙏🙏🙏
@truptipradhna6322
@truptipradhna6322 5 ай бұрын
Sir u should take action against that,, sir 🙏🙏🙏🙏
@Masterrobo00001
@Masterrobo00001 2 ай бұрын
Yete sundar kotha, yebe nija hatore achi dele regular kn hela ,
@sanjitkumarmallick5620
@sanjitkumarmallick5620 4 ай бұрын
Water bibhaga Ku kebe regularised karajibo
@milijena1454
@milijena1454 2 ай бұрын
Thanku sir🙏pura right mu jane anganwadi
@prasantkumardas41
@prasantkumardas41 4 ай бұрын
Cm sir apana nku bhagaban koti paramayu diantu❤
@p.kofficial2712
@p.kofficial2712 4 ай бұрын
ଦରମା ବଢିବା ଘୋଷଣା ହେବା ପରେ ବି ଆମକୁ କୌଣସି ଦରମା ବଢ଼ାଉ ନାହାନ୍ତି । କଣ କିଛି ପଦକ୍ଷପ ନିଅନ୍ତୁ😢
@srm6166
@srm6166 5 ай бұрын
Its your government sir kindly do it soon you will be blessed ever.,🙏
@lachhmansanta1640
@lachhmansanta1640 Ай бұрын
Outsourcing pila mananku penson dela bhalia masa ku kichhi prapya deiparile badia heithanta ❤❤😂😂(30days*352)=10560,,,labour rate.
@MahendraNaik-l4g
@MahendraNaik-l4g Ай бұрын
କଣ ଦରମା କଥା ହେଉଛ ଗରିବ ଲକମାନକୁ ବର୍ଷକୁ 200 ଦିନର କାମ ମିଳିବ କହି ଗାଁ ସାଥିମାନଙ୍କୁ ପଶୁଛ. କଉ ଗରିବ mgnrega ର ପଇସା ପାଉନାହାନ୍ତି କେବଳ ଗସାଥିମାନେ ମଲେ ମାଲ
@anusuyarout1678
@anusuyarout1678 4 ай бұрын
6th pay ra last DA letter bahari paruni kan pain
@basantagouda3225
@basantagouda3225 4 ай бұрын
Hon, bel chief minister sir apananka pali kn
@biswajitgiri8220
@biswajitgiri8220 5 ай бұрын
Sabuthi seivolia korontu CM sir apanku nivedan sarakari chakire be saman kamo saman darama korotu... Ame private re bahut khotu6u
@skshahilakhtar895
@skshahilakhtar895 4 ай бұрын
Sir apna sabu bar gara jubaka jubati manaku saman darama diya jau samastaku regilar kara jau para midical re jeumane nijik ti hoi chhanti d o sapoting staf ku regulra kara jau darama lu brudhi kara jau
@SaintalaGrid
@SaintalaGrid Ай бұрын
Apnankar pali aila sir
@bapudas1
@bapudas1 4 ай бұрын
Good job sir ❤❤❤
@satyabadinaik986
@satyabadinaik986 4 ай бұрын
Mohana sir odisara gramarakhi mananka salari duranta badhantu
@RajaniMohanty-g7q
@RajaniMohanty-g7q Ай бұрын
Sir.koti.pranam.sabu.kari.dia
@babajicharanmoharana9992
@babajicharanmoharana9992 4 ай бұрын
ଏବେ ତ ଆପଣ ମୁଖ୍ୟମନ୍ତ୍ରୀ, ଏବେ ଏଇଟା ପୂରଣ କରୁନାହାନ୍ତି
@RitanjaliPradhanRitanjaliPradh
@RitanjaliPradhanRitanjaliPradh 4 ай бұрын
Sir ama mission shakatinka katha tike bujhantu sir
@netraranjanbaliarsingh2868
@netraranjanbaliarsingh2868 5 ай бұрын
Sabu govt office re kama karuthiba computer karmi mananku regulara karajau semane 10 barsa ru adhika helani kama kariasichhanti
@sonunajim2032
@sonunajim2032 5 ай бұрын
Sir Apana Bartaman Sarbesarba Apana Asha.Anganwadi Sahita Samsta Outsors Ku Niyamita Karantu .....
@biswajitswain7187
@biswajitswain7187 5 ай бұрын
You great sir
@dibyaranjan3454
@dibyaranjan3454 5 ай бұрын
ଏ ସବୁ ଆଉଟ୍ ଷୋରସିଙ୍ଗି ଫରସିଙ୍ଗି ଧନ୍ଦା ବନ୍ଧ କର ନହେଲେ ଜୋରଦାର୍ ଆନ୍ଦଳୋନ ହେବ।ପରୀକ୍ଷା କରି ଯିଏ ପାସ୍ କରିବ ସିଏ ଚାକିରୀ କରୁ। ଆଉ ଏ ଯୋଉ ଧରାଧରି କରି ଟଙ୍କା ପତର ଦେଇ ପସିଯାଇ ଏବେ ଯେଉଁ ପରମାନେଣ୍ଟ ହେବାକୁ ମସୁଧା ଚଳେଇଛନ୍ତି ଏସବୁ କଲେ ଆଗକୁ ଜୋରଦାର ଷ୍ଟ୍ରାଇକ୍ ହେବ। ସବୁ ଆଇନ୍ ଅନୁସାରେ ହେଉ ବେନିୟମ ହେଲେ ପରିସ୍ଥିତି ଯାହା ହେବ ସେମାନେ ଦାଇ ରହିବେ
@mukeshmohapatra5597
@mukeshmohapatra5597 5 ай бұрын
Banda chhodiba tame
@Manishapriyadarsini
@Manishapriyadarsini 5 ай бұрын
Sir anganwadi didi nku regular karajau.......Darama 26000 karajau...
@akashkumarbubu3815
@akashkumarbubu3815 5 ай бұрын
Asha karmi ku regular kara jau 24 hours duty karu chanti aganwadi didi mane anda chhatua bikri kari 30 k plus monthly income karuchanti tenu 1st Asha karmi salary 30 k kara jau
@sujitkumarparida5019
@sujitkumarparida5019 5 ай бұрын
93000/-karajau.... tame padheiki kichhi rakhuna na ...paila gadia buhaucha aau😂
@sahupurnima
@sahupurnima 4 ай бұрын
​@@akashkumarbubu3815Asha manankara salary kamai dia jau karana delivery person nka tharu au death birth certificate jahara Karu chhanti tanka tharu upiri Jana janka tharu 400 tanka maguchhanti
@sahupurnima
@sahupurnima 4 ай бұрын
​@@sujitkumarparida5019Tame besi kama Kari baki rakhuna upuri kichhi miluni seithi pain asha manankara salary 80000 kara jau
@PrasantaNaik-qe2yt
@PrasantaNaik-qe2yt 5 ай бұрын
Kamare kariki dekha.......😢😢😢
@RajeshSahu-yi8ik
@RajeshSahu-yi8ik 5 ай бұрын
Block Grant High school ku Kebe Sarakari Karajiba Sir
@mahaveer.95
@mahaveer.95 4 ай бұрын
Aemiti apana kahuchanti....sir apana karantu thik ae sabu .pension pain bahu abasara teacher dabi karuchanti..kete gudaye teacher nka Purna anudana mililini..apana aebe asile ama cm hoi amku bhala lagila..but sir plz teacher mananka dukha bujhantu
@sudhirmeher6160
@sudhirmeher6160 2 ай бұрын
ବାହାସ୍ଫୋଟ ମାରିଲେ କିଛି ଲାଭ ନାହିଁ, ଆପଣଙ୍କୁ ଗୋଟିଏ ସୁଯୋଗ ଦିଆଯାଇଛି ୫ ବର୍ଷ ପର୍ଯ୍ୟନ୍ତ ଯାହାଯାହା କହିଲେ ପୁରା କରନ୍ତୁ - ସମାନ କାମକୁ ସମାନ ଦରମା । ଏବେ ମଧ୍ୟ ଆପଣ କନିଷ୍ଠ ଶିକ୍ଷକ ମାନଙ୍କ ପ୍ରତି ଅବହେଳା କରୁଛନ୍ତିି । ଆପଣ ମଧ୍ୟ ପୂର୍ବ ସରକାର ଭଳି କେବଳ କଥା କହି ଜାଣିଛନ୍ତି ନାଁ କିଛି କରିବା ପାଇଁ ଆସିଛନ୍ତି ।
@umakantapalhar6417
@umakantapalhar6417 2 ай бұрын
ଗାଁ ସାଥି କଥା ଟିକେ ବୁଝନ୍ତୁ sir 🙏
@sahoo978
@sahoo978 5 ай бұрын
JT schematic kan paiee rakhicca Mohan sarkar Ame kn bhul kalu
Accompanying my daughter to practice dance is so annoying #funny #cute#comedy
00:17
Funny daughter's daily life
Рет қаралды 28 МЛН
Support each other🤝
00:31
ISSEI / いっせい
Рет қаралды 40 МЛН
'5 Major proposals get Odisha cabinet approval' | Nandighosha TV
13:25
Nandighosha TV
Рет қаралды 239 М.
Odisha Govt Hikes Monthly Salary Of Outsourcing Employees
4:03
Kanak News
Рет қаралды 189 М.
Accompanying my daughter to practice dance is so annoying #funny #cute#comedy
00:17
Funny daughter's daily life
Рет қаралды 28 МЛН