ପାଞ୍ଚ ବର୍ଷରେ କଣ କରିଛ ହିସାବ ମାଗିଲେ ଗ୍ରାମବାସୀ || GANJAM NEWS

  Рет қаралды 1,129,160

Konark Live

Konark Live

Күн бұрын

Пікірлер: 3 100
@sorenbrother5681
@sorenbrother5681 8 ай бұрын
ଏତେ ସବୁ ପ୍ରଶ୍ନ କରିଥିବାରୁ କୋଟି କୋଟି ଧନ୍ୟବାଦ୍ 🙏
@Topodia-v4q
@Topodia-v4q 8 ай бұрын
Right
@Bayarbabu-r8i
@Bayarbabu-r8i 8 ай бұрын
ହିମତ ଦେଖେଈ ଥିବାରୁ ଧନ୍ୟବାଦ ଭାଇ ମାନେ
@Hiteshsuna824
@Hiteshsuna824 8 ай бұрын
ବହୁତ ଖୁସି ଲଗିଲା ନିଜ ଗ୍ରାମ ପ୍ରତି ଭାଇନା ର କର୍ତ୍ତବ୍ୟ ଦେଖି😊😊
@gopinathdas1959
@gopinathdas1959 8 ай бұрын
ବହୁତ୍ ବଢିଆ ଲାଗୁଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି ସେହିଭଳି ସମସ୍ତେ ଅଭିଯୋଗ କରିବା ଉଚିତ୍।
@ReemaKisan-qg5mx
@ReemaKisan-qg5mx 8 ай бұрын
All right bro
@sanjaynaik5117
@sanjaynaik5117 8 ай бұрын
ଗ୍ରାମବାସୀ ଧନ୍ୟବାଦ ଉଚିତ ପ୍ରଶ୍ନ ପଚାରିଛନ୍ତି
@bkkng5458
@bkkng5458 8 ай бұрын
ବହୁତ ବଢିଆ ଭୋଟ ଦେବା ପୂର୍ବରୁ ଏହିପରି ପ୍ରଶ୍ନ କରିବା ଉଚିତ୍,ଏହା ଆମର ଅଧିକାର
@lilismitasenapati8703
@lilismitasenapati8703 8 ай бұрын
ଏ ଗ୍ରାମବାସୀମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ | ଆପଣ ମାନଙ୍କର ପ୍ରଚେଷ୍ଟା ଅତି ଉଚ୍ଚକୋଟୀର । ଆପଣମାନେ ଯେଉଁ ସାହାସୀକତାର ପରିଚୟ ଦେଇଛନ୍ତି, ଆପଣମାନଙ୍କୁ କୋଟି କୋଟି ଜୁହାର ।
@MANASKUMARBALIARSING
@MANASKUMARBALIARSING 8 ай бұрын
ଜୟ ଜଗନ୍ନାଥ ଜୟ ଓଡିଶା
@abanipradhan
@abanipradhan 8 ай бұрын
ଏଇମାନଙ୍କୁ ଜୋତା ମାଳ ଦେବା କଥା,,,,,,,,, very good Bhai 👍👍👍👍
@manojkumargaranayak3821
@manojkumargaranayak3821 8 ай бұрын
😂😂
@AmazingContent7
@AmazingContent7 8 ай бұрын
Jota maala au maada deb katha
@laibanmajhi4201
@laibanmajhi4201 8 ай бұрын
ଏଇଭଳି ପ୍ରଶ୍ନ କଲେ ହିଁ MLA,MP ବାଟକୁ ଆସିବେ, ସମସ୍ତେ ଗ୍ରାମବାୀମାନେ ଏମିତି ହିଁ ହେବ
@AkashCivilServicesPoint
@AkashCivilServicesPoint 8 ай бұрын
Well done bhai ଯେବେ ପ୍ରତ୍ୟେକ ଓଡିଆ ପ୍ରଶ୍ନ କରିବା ଶିଖିଯିବପାରିଲେ ଓଡ଼ିଶା ସୁଧୁରିଯିବ|
@Sastri_123
@Sastri_123 8 ай бұрын
Right bhai
@SatyjitEkka
@SatyjitEkka 8 ай бұрын
Koti koti Bhai manoku Namaskar 😂😂😂😂😂😂😂😂😂😂😂😂😂😂😂😂😂🎉🎉🎉🎉
@sudhirkhatei1210
@sudhirkhatei1210 8 ай бұрын
Pathan movie dialogue 😊
@RasmitaSwain-ke4tt
@RasmitaSwain-ke4tt 8 ай бұрын
Right 👍
@Gohedumulofficial.8910
@Gohedumulofficial.8910 8 ай бұрын
Right bro....
@premchandmohanta7446
@premchandmohanta7446 8 ай бұрын
ବହୁତ ସୁନ୍ଦର ଭାଇ ଠିକ ଏଭଳି ଓଡ଼ିଶା ବାସୀ ପ୍ରଶ୍ନ ପଚାରିବେ ଦରକାର
@anjalihiredika6166
@anjalihiredika6166 8 ай бұрын
Tik jababa magichanthi sabu loka emiti akhati heba darkhar
@ANPICTURES10
@ANPICTURES10 7 ай бұрын
ଏତେ ବର୍ଷ ପରେ ଗଣତନ୍ତ୍ର ର ମୂଲ୍ୟ ଭୁଝିଲେ ଲୋକେ❤
@nareshpattnaik2454
@nareshpattnaik2454 8 ай бұрын
ବହୁତ୍ ଧନ୍ୟବାଦ୍ ଏଗୁଡାଙ୍କୁ ଏହିପରି ସର୍ବ ସମ୍ମୁଖରେ ବୁଲେଇ ଧୁଲେ ଇ ପଚାର
@Romeoalokp
@Romeoalokp 8 ай бұрын
ସେ ଭାଇ ଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଏମାନଙ୍କୁ ଏମିତି ହେବା ଦରକାର
@janardanjena9928
@janardanjena9928 8 ай бұрын
ମୁଁ ବିଶ୍ୱାସ କରିପାରୁନି ଯେ ଏଇଟା ଗଞ୍ଜାମ ର video very good and keep it up.
@kalingasendha
@kalingasendha 8 ай бұрын
ମନ ଖୁସି ହେଲା ଭାଇ ଏମିତି ପ୍ରତିବାଦ କରନ୍ତୁ
@DPM3777
@DPM3777 8 ай бұрын
ପ୍ରତ୍ୟେକ ଗାଁ ରେ ଜନତା ଏମିତି ପ୍ରଶ୍ନ କରିବା ଦରକାର। 🙏🚩🔥🚩🙏
@surajnayak5878
@surajnayak5878 8 ай бұрын
saandar, jabardast, Jindabad. ଭାଇ ତମେ ହିଁ ସଚେତନ ନାଗରିକ। ଅନ୍ୟମାନେ ଶିକ୍ଷା କରିବା ଉଚିତ ।
@sibasambhu9804
@sibasambhu9804 8 ай бұрын
ଜବାବ ମାଗିବାର ଟାଇମ ଆସିଛି ଜବାବ ମାଗିବା ଆମର ଅଧିକାର l ଅଶେଷ ଅଶେଷ ଧନ୍ୟବାଦ ଭାଇ l
@yjeeprd7295
@yjeeprd7295 8 ай бұрын
ଭାଇଙ୍କ ପରି ଚିନ୍ତା ଧାରା ସମସ୍ତଙ୍କର ହେଲେ ଆମ ଦେଶ ର ଉନ୍ନତି ନିଶ୍ଚିନ୍ତ ହେବ
@rajeshnayak4691
@rajeshnayak4691 8 ай бұрын
Are sala Tate Kai badhuchi
@rajeshnayak4691
@rajeshnayak4691 8 ай бұрын
To Kai Desh adiki jauchu
@yjeeprd7295
@yjeeprd7295 8 ай бұрын
@@rajeshnayak4691 maghia spelling aga thik kar ta pare type karibu
@yjeeprd7295
@yjeeprd7295 8 ай бұрын
@@rajeshnayak4691 au kn to bou bia adiki jibi mg
@jitendradas5108
@jitendradas5108 8 ай бұрын
ବହୁତ ବଢିଆ, ଏମିତି ସମସ୍ତେ MLA ମାନଙ୍କୁ ପ୍ରଶ୍ନ କରନ୍ତୁ. ଏବଂ ସେମାନଙ୍କୁ ଜୋତା ମାଳ ପିନ୍ଧାନ୍ତୁ 🙏
@anantakumardakua3742
@anantakumardakua3742 8 ай бұрын
ଭାଇ ସାହସ କୁ ମାନିବାକୁ ପଡିବ 🙏🙏🙏
@romeosanjuofficial490
@romeosanjuofficial490 8 ай бұрын
ବହୁତ ବହୁତ ଧନ୍ୟବାଦ ଭାଇ ଏମିତି ହିଁ ଏମାନଙ୍କୁ କରିବା କଥା
@jyoti8208
@jyoti8208 8 ай бұрын
ସବୁ ମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ କରିବା କଥା..... ବହୁତ ଭଲ 👍👍👍
@abhimanyusethi392
@abhimanyusethi392 8 ай бұрын
ଠିକ୍ ଏହି ପରି କଣ୍ଡିସନ୍ କରି ଭଟ ଦିଅ ଆଉ ପଚାର ଆମପାଇଁ କଣ କରିବ ୫ ବଷରେ ସେ ଜେଉଁ ଦଳ ହେଉ ଅତି ସୁନ୍ଦର ଗ୍ରାମ ବାସି ଭାଇ ଭଉଣୀ ଠିକି କଥା ପଚାରିଛନ୍ତି 👍👍👍👍
@RajeswariDasadhkari
@RajeswariDasadhkari 8 ай бұрын
ଏମିତି ପ୍ରତେକ ଗାଁ ଜବାବ ମାଗିଲେ ଏଇମାନେ ସିଧା ହେବେ.
@radhakrushnasethy1838
@radhakrushnasethy1838 8 ай бұрын
ଓଡିଶାବାସୀ ଏବେ ଜାଗ୍ରତ ❤. ସମସ୍ତ ଜାଗାରେ ଏମିତି ପ୍ରଶ୍ନ କରିବା ଦରକାର
@mbhansdahofficial4215
@mbhansdahofficial4215 8 ай бұрын
ଧନ୍ୟବାଦ ଭାଇ ଉଚିତ ଜୋବାବ ଦେଇଛଅନ୍ତି, ପ୍ରତେକ ଓଡିଶା ବାସୀ ଏମିତିକା ନେତା ମନ୍ତ୍ରୀ କୁ ଉଚିତ ଜୋବାବ ମାଗିବା ଦରକାର! ଏବେ ଭୋଟ ପାଇଁ ଗାଁ ଗାଁ ଭିକ ମାଗୁଛନ୍ତି | ଥରେ ଜିତିଲେ ଆପଙ୍କ ଦୁଇ ହଳ ଜୋତା ଛିଡି ଗଲେବି ଆପଙ୍କ ଦୁଃଖ କେହି ଶୁଣିବେନି! ତେଣୁ ନେତା ମନ୍ତ୍ରୀ ମାନଂକୁ ଏଗ୍ରିମେଣ୍ଟ କରିକି ଭୋଟ ଦେବା କଥା.
@budubhai21
@budubhai21 8 ай бұрын
ଏତେ ସାହସୀ ଲୋକ କୋଉ ଗାଁ ର ଲୋକ ,🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@Tapan-f8r
@Tapan-f8r 8 ай бұрын
Ganjam khalikot ra
@chaturbhujajal9673
@chaturbhujajal9673 8 ай бұрын
Goan Na kahithibaru Dhanyavad
@Oyesagarika909
@Oyesagarika909 8 ай бұрын
​@@Tapan-f8r ମୋ ଗାଁ ଲୋକେ। ଏବଂ ଏହି ମହିୟସୀ ମହିଳା ମୋ ଗାଁ ର ପୂର୍ବତନ ବିଧାୟିକା ।
@sivaramsahu3734
@sivaramsahu3734 8 ай бұрын
ଗାଁ ର ନାମ ବେଗୁନିଆ ପଡ଼ା
@snehalatapadhi17
@snehalatapadhi17 7 ай бұрын
Na na aeta ama gaan kanchana ra video
@basantihansda362
@basantihansda362 8 ай бұрын
ବହୁତ ବହୁତ ଧନ୍ଯବାଦ ଭାଇ ଏମିତି କା ସରପଂଚ କୁ ଏମିତି କହିବା ଦରକାର❤❤❤
@birmulihansdah5285
@birmulihansdah5285 8 ай бұрын
ବହୁତ ବଢିଆ 👏👏👏
@bimalkumarjenaremunabls4107
@bimalkumarjenaremunabls4107 8 ай бұрын
ଏମିତି ସବୁ ଭାଇ ଓ ଭଉଣୀ ମାନଙ୍କୁ ମୋର ଅନୁରୋଧ ସବୁ ନେତାଙ୍କୁ ଏମିତି ହିସାବ ମାଗନ୍ତୁ ଯେ ହେତୁ ସେଇଟା ଆମର ମୌଳିକ ଅଧିକାର ଜାଗ ଓଡ଼ିଶା ଜାଗ 🙏🙏🙏ରହିଲି ,,,,,ଜୟ ଜଗନ୍ନାଥ,,,,,
@srikanta671
@srikanta671 2 күн бұрын
ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ଭାଇ ମଜା ଆସିଲା
@SRpradhan8179
@SRpradhan8179 8 ай бұрын
ଜନତା ଆପଣଙ୍କ କଣ ଘରକୁ ଆସିକି ହିସାବ ମାଗିବେ କି ?
@Jaimmmmmmm
@Jaimmmmmmm 8 ай бұрын
Janata apnanka ghara ku gale gehibe
@ad.0202
@ad.0202 8 ай бұрын
Very good 👍 ​@@Jaimmmmmmm
@brotube583
@brotube583 8 ай бұрын
Think think 😂​@@Jaimmmmmmm
@MANASKUMARBALIARSING
@MANASKUMARBALIARSING 8 ай бұрын
ସେ କେବଳ କାଗଜ କଲମରେ ସତ ରେ ନାହିଁ
@DeepakMahalik-ru7jh
@DeepakMahalik-ru7jh 8 ай бұрын
ତା ଘର କୁ ଯାଅ ଗିହ ତାକୁ 😂
@ThePrince-b5q
@ThePrince-b5q 8 ай бұрын
ବହୁତ ବଢିଆ ଭାଇ ମାନେ... ନେତା ହେଉଛନ୍ତି ଜନତାଙ୍କ ସେବକ... ଆଉ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ର ଭାରତରେ ଜଣେ ସାଧାରଣ ଜନତା ବି ନେତାଙ୍କୁ ପ୍ରଶ୍ନ କରିବାର ଅଧିକାର ଅଛି... ଏମିତି ପ୍ରଶ୍ନ ପଚାରିଲେ ଯାଇକି ସେମାନଙ୍କ ର ଚେତା ଆସିବ... ନ ହେଲେ ଖାଲି ନିର୍ବାଚନ ବେଳେ ମୁହଁ ଦେଖେଇକି, ପାଦ ଛୁଇଁକି, ପଇସା ଦେଇକି ଭୋଟ ନେଇଯିବେ... ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ... ଭଦ୍ର ଭାବରେ ବହୁ ପ୍ରାସଙ୍ଗିକ ପ୍ରଶ୍ନ ପଚାରିଛନ୍ତି... ଆମ ଓଡିଶା ବଦଳୁଛି... ଜୟ ଓଡିଶା, ଜୟ ଭାରତ
@bharatvlogs9077
@bharatvlogs9077 8 ай бұрын
ହାରିବରେ ହାରିବ ବିଜେଡି ହାରିବ 😂😂😢😢
@Beautifulnture-et2bk
@Beautifulnture-et2bk 8 ай бұрын
Kukura Bhaliaa Hariba Ethaa Gendaa Dalia Gihaa Sankha😂😂😂
@manasranjan7046
@manasranjan7046 8 ай бұрын
Tu mg chup ​@@Beautifulnture-et2bk
@Beautifulnture-et2bk
@Beautifulnture-et2bk 8 ай бұрын
@@manasranjan7046 Tu Maghiaa Chupp Beee Sala Dadana Kattaa Madhuaa salaa BJD Ra Pelaa Kihiaa BJD Ra Pelaa kihiaa Jarajaa Gihaliii Maghiaaa Tuuu Auakatless Tohh Bhaliaa BJD Ra Kukuraa Saha Mu Bassi Balaa Re Pachareni. Slaa BJD Ra Pelaa kihiaa Jarajaa Gihaliii Maghiaaa Tuuu Chakara.tuu Maghiaa Chup Bee Maduua Maghiaa BJD Ra Beshya Dhanda Balii Supporter Maghiaa Lanchua Durniti Maghiaaa Tuu Gote Charitarahina BJD Ra Pelaa kihiaa Jarajaa BASTRD Bitchh Supporter Hatt MaghiaaTohj Bhaliaa Bjd Ra Behiyaa Bjatiyaa Maduaa Maghiaa Sahaa Mu Muhaa Dieni Hatt Auakat Lesss Kathaa Tohh Sangare Hattt.🖕🖕🤬🤬🤬🤬🤬
@Beautifulnture-et2bk
@Beautifulnture-et2bk 8 ай бұрын
@@manasranjan7046 Bedhaa Maghiaa Odiaa BJD Raa Ghusuri Gihaali Jaraja Peleii Chuaa HatrMaghiaa Pelaa Khiaa Chakara Chamacha BJD Ra Pelaa kihiaa Jarajaa Gihaliii Chakara Maghiaa aTuuu Chakara Tamil Ra Maghiaaa.Tuu.🤬🤬🤬🤬🤬🖕🖕🖕Maghiaa Nijee Kathaa Dekhh Auakatless Maghiaa Tuu.🖕🖕🤬🤬🤬
@viveknand2936
@viveknand2936 8 ай бұрын
Are sankha chodi 😂😂​@@manasranjan7046
@avhk5716
@avhk5716 8 ай бұрын
ଧନ୍ୟବାଦ୍ ! ଯିଏ ବି ଭୋଟ ମାଗିଆସିଲେ ଏମିତି ପ୍ରଶ୍ନ କରିବା ଦରକାର । ଭୋଟ ପାଇଁ ଗାଁ ଗାଁ ଘର ଘର ଆସି ଭୋଟ ମାଗୁ ଛନ୍ତି ଜିତି ଗଲା ପରେ କେବେ ଗାଁ ଘରେ ଆସି ଦେଖୁ ଛନ୍ତି କି ? ???
@akkjayjagannath3668
@akkjayjagannath3668 8 ай бұрын
ବହୁତ୍ ବଢିଆ ପ୍ରତିବାଦ ଭାଇ
@heeranjyotibal3570
@heeranjyotibal3570 8 ай бұрын
Good job bhai ତାଙ୍କ ଗ୍ରାମ ବାସୀ ମାନେ. ଏପରି ସବୁ ଲୋକ au ଗାଆଁ ରେ ଥିବା ସବୁ ଲୋକ ଭୋଟ ମାଗିବାକୁ ଆସିଥିବା candidate manaku ପଚାରନ୍ତୁ କଣ କରିଛନ୍ତି. ଆମ ମାନଙ୍କ ପାଇଁ
@kamalmeher7307
@kamalmeher7307 8 ай бұрын
ବହୁତ ବଢିଆ ଭାଇ.... ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ...... ପ୍ରତ୍ୟକ ଗାଁ ରେ ଏମିତି ହବା ଦରକାର.. ଯଉ ନେତା ମାନେ vote ମାଗିବାକୁ ଆସୁଛନ୍ତି ସେମାନଙ୍କୁ ଏମିତି ପ୍ରଶ୍ନ କରିବା କଥା.......
@positive_vibes_362
@positive_vibes_362 8 ай бұрын
Bahut Badhia, nija hok pai ladhiba sikha ...salute hai aapko🙏...No one is bigger than public ✊
@SidharthaSamal-i5m
@SidharthaSamal-i5m 8 ай бұрын
ତମର କଥା ଶୁଣି ଭାଈ ତାଙ୍କ ମୁଣ୍ଡ କାମ କରୁନି ପଚାର ଆହୁରି । ତମକୁ ଦେଖି ଓଡ଼ିଆ ଲୋକେ ସୁଧୂରିବେ ❤
@SibaSethi-p4f
@SibaSethi-p4f 8 ай бұрын
ବହୁତ ସୁନ୍ଦର ଭାଇ ଏଇଟା ସବୁଠୁ ବଢିଆ
@SoumitSankar
@SoumitSankar 8 ай бұрын
Bahut badiya lagila . I salute the village people Simple it spread village to every village then city to every city and then to capital city (Bhubneswar ) . Bande Utkal janani ❤
@BhubaneswarBehera-nr8ir
@BhubaneswarBehera-nr8ir 8 ай бұрын
ବହୁତ ବଢିଆ ଭାଇମାନେ ଏହା ଆମ ନାଗରିକର ଅଧକାର
@krushnachandra84
@krushnachandra84 8 ай бұрын
କୋଟି କୋଟି ସଲାମ ଏ ଯୁବ ଭାଇ ଙ୍କୁ ଆଉ ଏ ଗ୍ରାମ ବାସି ଙ୍କ ଏକତା କୁ🙏🙏🙏🙏🙏🙏
@rasanandasethy
@rasanandasethy 8 ай бұрын
ଭାଇ ମୁଁ ଖୁସି ହୋଇଗଲି ଏ ନେତାକୁ ପଚାରି ଥିବାରୁ 😂😂😂😂😂😂 ଦେଲତ ଭାଇ ପଚାରିଲେ କାହିଁକି ମାଉସି ଠିିକି ଆସିଛି କୁହ
@alokkumarmohanty3962
@alokkumarmohanty3962 8 ай бұрын
ପାଞ୍ଚ ବର୍ଷ ଭିତରେ ଏ ମହାଶୟା ଆପଣ ଙ୍କ ଗ୍ରାମ କୁ କେତେଥର ଆସିଛନ୍ତି?
@BKParidhi
@BKParidhi 8 ай бұрын
Well done ଭାଇ ସମସ୍ତଙ୍କୁ ଏଭଳି ହେବାଦରକାର।
@asishkumar6382
@asishkumar6382 8 ай бұрын
Bhai Tu Dhruv Tatti ra photo rakhichu wah re. Congress ku vote de masa ku 1 lakh paibu.
@talkscorner
@talkscorner 8 ай бұрын
​@@asishkumar6382 Amara lakhre hei jiba 15 lakha ta milibani ki 2cr milibani
@sanjeevkumarbagarty3180
@sanjeevkumarbagarty3180 8 ай бұрын
@@asishkumar6382 khata khat khata khat😂
@Pujarani-345
@Pujarani-345 8 ай бұрын
😂😂😂😂​@@asishkumar6382
@endofworld-777
@endofworld-777 8 ай бұрын
BJD ବହୁତ ବଦମାସୀ କରୁଛି । ଜଣେ ପୂର୍ବ ସରପଞ୍ଚ ହାରିବାର ପ୍ରତିସୋଧ ରେ ଗାଁ ର develope କରିବାକୁ ଦେଉନି।
@khageswersahoo3140
@khageswersahoo3140 Ай бұрын
ଏଇଟା କୋଉ ନିର୍ବାଚନ ମଣ୍ଡଳୀ ଭାଇ
@niranjanpanda8574
@niranjanpanda8574 8 ай бұрын
ତାମିଲ ଶାସନ ହଟାଓ, ଓଡିଶା ବଚାଓ।
@Ranjanjena-ei2yk
@Ranjanjena-ei2yk 8 ай бұрын
Right 👍
@MINIMOTIVATION6242
@MINIMOTIVATION6242 8 ай бұрын
ଗ୍ରାମବାସୀ ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ଏମିତି ସବୁ ଜାଗାରେ ପ୍ରଶ୍ନ ପଚାରନ୍ତୁ
@siad20
@siad20 7 ай бұрын
Awesome job. Great to know people of Odisha are waking up. High time to elect the right people who bring development to the people.
@subodhasunani8436
@subodhasunani8436 8 ай бұрын
Thankyou ଭାଇ ମାନେ ସବୁ ହିସାଵ ସମସ୍େତ ଜାଣିଵା ଦରକାର ତାହା ହେଲେ ନ୍ୟାୟ ସାରା ଓଡିଶା କୁ ମିଲି ପାରିବ ସମତି କୁ ସମାନ
@JeebanKumar-wl1hb
@JeebanKumar-wl1hb 8 ай бұрын
Good job Bhai all the best
@pinkusahu9972
@pinkusahu9972 8 ай бұрын
Thanks you ଭାଇ ତମଭଳିଆ ସମନ୍ତେ ହେବା ଧରକର୍
@Zodnd1254
@Zodnd1254 8 ай бұрын
ଜନତା ଏହିପରି ହେବା ଦରକାର
@RaghunandanMahapatra
@RaghunandanMahapatra 8 ай бұрын
This is the spirit of democracy ❤.. Love you... I bow down at your feet Sir❤
@Mr.trinath
@Mr.trinath 8 ай бұрын
Obviously....sir ...also we want this..type of voice....now people beacme to changed slowly....... 😊 especially our odisha people Democracy..always on people hands . people should knows whats and how powerful themself " Democracy is not a duty for any one democracy is for only priority " And the first priority should be people.
@RaghunandanMahapatra
@RaghunandanMahapatra 8 ай бұрын
@@Mr.trinath 💗💗💗
@anandarashinaxatra
@anandarashinaxatra 8 ай бұрын
ଜବାବ ମାଗୁଛି ଓଡିଶା 😔
@sunilpradhan1892
@sunilpradhan1892 8 ай бұрын
ଏମିତି ସବୁ ଦଳ କୁ ପ୍ରଶ୍ନ କରିବା ଉଚିତ୍ ହେଲେ ଖାଲି ଏହି ଦଳ କୁ ଖାଲି ପ୍ରଶ୍ନ କରିବାଟା ଠିକ ନୁହେଁ ❤❤ ଆମ ଓଡ଼ିଶା ର ଜନତା ଜନାର୍ଧନ ମାନେ ନିହାତି ନିଦରୁ ଉଠିବା ଦରକାର୍ ଆଉ ସବୁ ଦଳକୁ ସାମ୍ନା କରିବା ଦରକାର୍
@papu...1433
@papu...1433 8 ай бұрын
se thila taku kahibeni kahaku kahibe
@Deepak-k-m-o
@Deepak-k-m-o 8 ай бұрын
ଆରେ ଭାଇ ଗ୍ରାମବାସୀ ମାନେ ଗତ ଥର election ରେ bjd କୁ ଦେଇଥିଲେ ତ ଏମାନେ bjd କୁ କହିବେ ନା।ତୁ ତୋ କେବେ ସୁଧୁରିବିନି ତାମିଲ ପେଲ ଚଟା
@asabraaj7520
@asabraaj7520 8 ай бұрын
ତୋର ବୁଦ୍ଧି କୁ 🙏
@sunilpradhan1892
@sunilpradhan1892 8 ай бұрын
@@asabraaj7520 🙏🙏
@jagabandhupattanayak5782
@jagabandhupattanayak5782 8 ай бұрын
ସବୁ ଦଳକୁ କାଇଁ ପଚାରିବେ ସିଟିଙ୍ଗ ବର୍ତମାନ ର ବିଧାୟକ ଙ୍କୁ ହିଁ ପଚାରିବା ଟା ଉଚିତ
@alokkumarpadhan6263
@alokkumarpadhan6263 8 ай бұрын
ସମସ୍ତେ ଓଡ଼ିଶା ବାସୀ କିଛି ଶିଖ ଏଇ ଗାଁ ର ଲୋକଙ୍କ ଠାରୁ
@msplweaightbridge-lh2wb
@msplweaightbridge-lh2wb 8 ай бұрын
Thik
@tejashree__r_a_n_a__9_4
@tejashree__r_a_n_a__9_4 8 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ତୁମ ଗାଁ ଭାଇ ମାନଙ୍କୁ ଏମିତି ପ୍ରଶ୍ନ ପଚାରିବା ଦରକାର ❤
@why2select
@why2select 8 ай бұрын
ହେ ହେ ମାଡ଼ାମଙ୍କ ହୋସ ଉଡ଼ାଇ ଦେଲ ରେ- ପାଣି ଟିକେ ଦିଅରେ - ଏ କଣ କରିଦେଲୁରେ ନାରଣ ନହେଲେ ସେ ଯାଇ ପାଣ୍ଡୁଲି ବାବାକୁ କହିଦେବ
@jatadharibehera3067
@jatadharibehera3067 8 ай бұрын
ପାଣ୍ଡୁ ଟା କେତେ ବର୍ଷ ହେଲା ରାଜନୀତି କରୁଛି, ସେ ପୁଣି କହୁଛି ମୁଁ ରାଜନୀତି ଛାଡି ଦେବି 😂😂😂😂
@why2select
@why2select 8 ай бұрын
@@jatadharibehera3067 ତାମିଲ ଚୋରା ପାଣ୍ଡୁ ଜାଣି ଗଲାଣି ଫଳା ଫଳ ଆଗକୁ କଣ ହେବ
@prananathpati9976
@prananathpati9976 8 ай бұрын
ପାଣ୍ଡୁ କହିବ ମୋ ପାଖରେ ରାତିରେ ଟିକେ ଶୋଇ ଯା
@NLrakesh
@NLrakesh 8 ай бұрын
​@@jatadharibehera3067 ମଜା ଆସିଗଲା ତୁମ କମେଣ୍ଟ ପଢ଼ି 😂 ୨ମାସ ହେଲା bjd ରେ join କରିଛି ବା😅😅
@pintuputel7257
@pintuputel7257 8 ай бұрын
ଧନ୍ୟବାଦ୍ ଭାଈ ବହୁତ ଖୁସି ଲାଗିଲା ପାନେ ଦେଲ ଯେ
@ManojKumar-yd2fx
@ManojKumar-yd2fx 8 ай бұрын
Bohut bodhiya bhai very good bhai
@aswinikumartarei4895
@aswinikumartarei4895 8 ай бұрын
ପ୍ରତ୍ୟେକ ଟି ଓଡ଼ିଶା ନାଗରିକ ଏମିତି ପ୍ରଶ୍ନ କରିବା ଦରକାର ଯିଏ ବି ଭୋଟ ମାଗିବାକୁ ଆସୁଛି, ଜୟ ଜଗନ୍ନାଥ ଜୟ ଓଡ଼ିଶା ଜୟ ଓଡ଼ିଆ 🙏🙏🙏🙏🙏
@aratachandrabehera3777
@aratachandrabehera3777 8 ай бұрын
Jay Sri Sri Ram ,, ଏ ଭାଇ ହଉଛି ପ୍ରକୃତ ଓଡ଼ିଆ
@PrashadKaPrasad
@PrashadKaPrasad 8 ай бұрын
ଭାଇ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ ଜଣାଇବା ପାଇଁ ଚାହୁଁଚି। ଏହିପରି ସାରା ଭାରତବାସୀ ନିଜ ସରକାରଙ୍କୁ ପ୍ରଶ୍ନ ପଚାରିଲେ ହିଁ ଆମ ଭାରତ ସକ୍ଷମ ହେବ। ❤
@rohitsamal8503
@rohitsamal8503 8 ай бұрын
Salute tuma sahasha ku ❤ sabu Village re amiti loka rahiba darkar 🎉🎉🎉
@BalaramNayak-cx5jh
@BalaramNayak-cx5jh 8 ай бұрын
ଠିକ୍ କଥା କହିଲେ ଭାଇ ଅଶେଷ ଅଶେଷ ଧନ୍ୟବାଦ୍ ଭାଇ ସମସ୍ତଙ୍କୁ
@shivadash
@shivadash 8 ай бұрын
Very nice👌👌👌👌👍👍👍👍👍👏👏👏
@swapnilraja1409
@swapnilraja1409 8 ай бұрын
ସିଧା ସିଧା ପଚଟାଯାଉ, ସେମାନେ କଣ ଭାବିକି ଆସିଛନ୍ତି, ଯୋଉ ପାର୍ଟି ହେଉ, BJP, BJD, Congress ଯିଏ ହେଉ😂😂😂ତାଙ୍କୁ ପଚରଯାଉ କଣ କଣ କରୁଛନ୍ତି, ଆଉ କଣ କଣ କରିବାକୁ ପ୍ଲାନ୍ କରିଛନ୍ତି ❤❤❤❤
@hemantbehera7647
@hemantbehera7647 8 ай бұрын
right bhai
@nirmalnath6842
@nirmalnath6842 8 ай бұрын
Pura thik bhai
@headshotgaming365
@headshotgaming365 8 ай бұрын
Very good 👍👍👍
@vikiranjannayak
@vikiranjannayak 7 ай бұрын
ବହୁତ ବଢିଆ ଭାଇ
@Chinusima
@Chinusima 8 ай бұрын
Bohut khusi lagila
@SridharSamal-e8r
@SridharSamal-e8r 8 ай бұрын
Superb bhai .❤❤BJP ASIBA .MODI JI 🙏❤️.JAY SHRIRAM ❤❤🙏🙏🙏
@ZxBlacklover650
@ZxBlacklover650 8 ай бұрын
ଅଶେଷ ଅଶେଷ ଧନ୍ୟବାଦ୍ ଏମିତି ହିଁ ପ୍ରଶ୍ନ କରିବା ଉଚିତ
@bhakti_music_
@bhakti_music_ 8 ай бұрын
Sabash Bhai mane❤
@OnlineWork-lt6zr
@OnlineWork-lt6zr 8 ай бұрын
ଭାଇ ସବୁ ଗ୍ରାମରେ ଏମିତି ହେଉଚି କିନ୍ତୁ ଯିଏ କହିବ ତାକୁ ଧମକ ଦେଉଛନ୍ତି। କହିବାକୁ କାହାର ସାହାସ ନୁହ। ଆପଣ କହିଥିବାରୁ ଆପଣଙ୍କୁ ଧନ୍ୟବାଦ। ଏମିତିକା ସାହାସ ଥିବା ଦରକାର।
@Twins_Lifestyle
@Twins_Lifestyle 8 ай бұрын
ସମସ୍ତେ ଏମିତି ପ୍ରଶ୍ନ କରିବା ଉଚିତ 👍👍👍👍👍
@rajkumardas4947
@rajkumardas4947 8 ай бұрын
ଏମିତି ଘେରିବା ଦରକାର Public power 🙏🏻🙏🏻🙏🏻
@gautam_rout
@gautam_rout 8 ай бұрын
ଆପଣ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍
@rajkishordas1396
@rajkishordas1396 8 ай бұрын
Don't vote BJD.
@Rahul21720
@Rahul21720 8 ай бұрын
Very good bhaina 👏🫡
@salkhubaskey1706
@salkhubaskey1706 8 ай бұрын
Election ବେଳେ ସବୁନେତା ଏମିତି ମିଛ ପ୍ରତିଶୃତି ଦିଅନ୍ତି,Madam ଭାରି ଚାଲାକ
@dsmbharat9668
@dsmbharat9668 8 ай бұрын
ଯିଏ ପ୍ରଚାର କରିବାକୁ ଆସିବ ତାକୁ ଏମିତି ହିସାବ ମାଗିବା ଦରକାର ଦେଖିବା କେତେ ପ୍ରଚାର କରିବାକୁ ଆସିବେ ।
@nareshmaharana6786
@nareshmaharana6786 8 ай бұрын
ସବୁ party ku ଏମିତି ହିସାବ ମାଗନ୍ତୁ
@biswanathpradhan4023
@biswanathpradhan4023 8 ай бұрын
Bhai pura right kahichha
@laxmimanimahali3308
@laxmimanimahali3308 8 ай бұрын
Bahut sundar😂😂
@jatadharibehera3067
@jatadharibehera3067 8 ай бұрын
ଆମେ କେବଳ ଭୋଟ୍ ଦେବୁ, ସେମାନେ କିଛି ବି କରିବେ ନାହିଁ, ଭୋଟ୍ ମାଗି ଆସିବେ, ପଚାରିଲେ ଅଧୁରା କାମ ଦେଖେଇ ଦେବେ, ଆଉ ପାଞ୍ଚ ପାଞ୍ଚ ବର୍ଷ ପାଇଁ କେବଳ ଭୋଟ ଦିଅ l ଗରିବ ଗୁରୁବା ପାଞ୍ଚ ଶହ ଟଙ୍କା ନିଅ l ତୁମର ଘରକୁ କଣ ଅଡିଟ କରି ଯିବେ କି, ଆଉ ତୁମେ ଫଉଜ୍ ଲଗେଇ ଜେଲ ପଠେଇ ଦେବ l
@saytaomsmvlog
@saytaomsmvlog 8 ай бұрын
ଭାଇ ରେ ମଜା ଆସିଗଲା 👏👏👏👏
@yahooyahoo4867
@yahooyahoo4867 8 ай бұрын
ଦୁଃଖ ର ବିଷୟ ଏ ଅକର୍ମା ଗେଣ୍ଡା ଦଳ ଜିତିଯିବ ଆ ଠୁ ଲାଞ୍ଚ ଖିଆ ଗୋଲାମୀ ଓଡ଼ିଆ ଙ୍କୁ
@saritadas6009
@saritadas6009 8 ай бұрын
❤ 😊this question should be asked by every public well done 👍👏👏👏👏
@nalinimajhi5348
@nalinimajhi5348 8 ай бұрын
ବହୁତ ସୁନ୍ଦର, ନେତା ମାନଙ୍କୁ ଉଚିତ takkar ଦେଇଛନ୍ତି 👍👍👍👌👌😁😁😁
@kabitasahoo9800
@kabitasahoo9800 8 ай бұрын
ବହୁତ୍ ବହୁତ୍ ଧନ୍ୟବାଦ ଗ୍ରାମ ବାସୀ ମାନଙ୍କୁ
@jkm6563
@jkm6563 8 ай бұрын
Bahut badhia bhai.jay jagannath
@SUSHANTA2SKP
@SUSHANTA2SKP 8 ай бұрын
Very good Bhai ଏମିତି ପଚାରିବା ଦରକାର
@satyajitswain2334
@satyajitswain2334 8 ай бұрын
ନବୀନ ପଟ୍ଟନାୟକ ଙ୍କୁ ଥରେ ଏମିତି ଅଟକେଇ ପଚାରିବା ଦରକାର😂
@myopportunity928
@myopportunity928 8 ай бұрын
Pitiba uchita
@dipaklenka3787
@dipaklenka3787 8 ай бұрын
Sie na bujhiparibe na kahiparibe, tankar ta sabu Kam re pandu darkar😂
@satyajitswain2334
@satyajitswain2334 8 ай бұрын
@@dipaklenka3787 ନବୀନ ପଟ୍ଟନାୟକ ମେଣ୍ଢା ଭଳି ଘରେ ସୋଇଛି କିଛି ଜାଣିନି ଓଡ଼ିଶା ବିଷୟରେ ଯାହା ପାଣ୍ଡିଆ କହୁଚି ସେଇଆ କରୁଚି ଲୋକ ମାନେ ନିଜ ପାଇଁ ନ ହେଲା ନାଇଁ ନବୀନ ପଟ୍ଟନାୟକ ପାଇଁ ଅନ୍ୟ ଦଳ କୁ vote ଦିଅନ୍ତୁ ସେ ନିରୀହ ଲୋକ ଟା ପାଣ୍ଡିଆ କବଳ ରୁ ମୁକ୍ତି ପାଉ।
@Stillonlysid
@Stillonlysid 8 ай бұрын
Bhai bahut badhia
@gobindasoren5689
@gobindasoren5689 8 ай бұрын
Yes, i like it 👍👍👍👍👍
@Kabilashgond-k3f
@Kabilashgond-k3f 8 ай бұрын
Bahut badiha bhai
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН
So Cute 🥰 who is better?
00:15
dednahype
Рет қаралды 19 МЛН
Леон киллер и Оля Полякова 😹
00:42
Канал Смеха
Рет қаралды 4,7 МЛН
Turn An Old Car Tire Into A Brilliant Creation You Need To See
15:28
Alva Welding
Рет қаралды 2,3 МЛН
Eddie Hall vs The Neffati Brothers - MMA Full Fight - CombatClips
14:39
Ong Bak | Fight Club Scene
15:05
Cinewatch
Рет қаралды 85 МЛН
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН