ପାଣ୍ଡିଆନଙ୍କ ଖେଳ ଧରିଲେ ଅର୍ଦ୍ଧେନ୍ଦୁ || BADAKHABAR TV

  Рет қаралды 110,758

BADA KHABAR TV

BADA KHABAR TV

Күн бұрын

ପାଣ୍ଡିଆନଙ୍କ ଖେଳ ଧରିଲେ ଅର୍ଦ୍ଧେନ୍ଦୁ || BADAKHABAR TV
#ardhendudas #bigbreaking #breakingnews #bjd #naveenpatnaik #odishapolitics #BadaKhabartv #OdishaNews #Odisha #LatestNews
ଓଡ଼ିଶାର ଏକମାତ୍ର ନିରପେକ୍ଷ ନ୍ୟୁଜ ଚ୍ୟାନେଲ

Пікірлер: 212
@Narmada-q6j
@Narmada-q6j 3 ай бұрын
ଧନ୍ୟବାଦ୍ ଅର୍ଦ୍ଧେନ୍ଦୁ ଵାଵୁ🎉🎉🎉🎉🎉🎉🎉🎉
@pallimadhuriodiafolksong2771
@pallimadhuriodiafolksong2771 2 ай бұрын
ବର୍ତ୍ତମାନ CBI and ED ଓଡିଶା କୁ ନିହାତି ଓ ତୁରନ୍ତ ଆବଶ୍ୟକ ।
@SWAINSAMIRRANJAN
@SWAINSAMIRRANJAN 2 ай бұрын
ସବୁ ଓଡ଼ିଆ ଏକ ହୁଅ ଆଉ ସମସ୍ତ ତାମିଲକୁ ଓଡ଼ିଶାରୁ ଶୀଘ୍ର ବିଦାକର। ଆଉ ମଧ୍ୟ ମୋର BJP ସରକାରଙ୍କୁ ଅନୁରୋଧ।
@arunkumarbehera9271
@arunkumarbehera9271 3 ай бұрын
Right. Essement. Ardhendu. Sir
@karunakardas151
@karunakardas151 2 ай бұрын
ବବି ଦାସ ବିଜେଡ଼ି ରୁ ତଡାଖାଇଲେ ସେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନର କଳାକାର ନାମାଖୋଲିଦେବ ଏବଂ ବିଜେପି ରେ ହାତ ମେଳାର ବିଜେଡ଼ି ର କେତେ ଜଣ ନେତାଙ୍କୁ ନେଇ ବିଜେଡ଼ି ଦଳ ଘାଣ୍ଟି ବ ଓ ଦଳ ବିଭାଜିତ ହେବା ଥୟ
@nilamanibehera6308
@nilamanibehera6308 3 ай бұрын
⭕‼️⭕ଜୟ ଜଗନ୍ନାଥ ସ୍ୱାମୀ 🙏ଜୟ ଶ୍ରୀ ରାମ 🙏ସମସ୍ତ ବନ୍ଧୁଙ୍କୁ ପ୍ରଣାମ 🙏ସୁନ୍ଦର ବାର୍ତ୍ତା 👌ଯେ ପର୍ଯ୍ୟନ୍ତ ପାଣ୍ଡିଆନ ଓଡିଶା ରୁ ନ ବାହାରିଛି 👌ସେ ପର୍ଯ୍ୟନ୍ତ ବିଜେଡି ସତା ହରେଇ ବସିବ 👌ବିଜେଡି ହାରିବାର ମୁଖ୍ୟ କାରଣ ବବି ଓ ପାଣ୍ଡିଆନ ମୁହଁ ଫୋଟାଣି ପାଇଁ 🙏🌹🙏
@Narmada-q6j
@Narmada-q6j 3 ай бұрын
ଵବିଵାଵୁ ଅଶୋକ ବାବୁଙ୍କ ହନୁମାନ ସେ ଜଣେ ଶକ୍ତିଶାଳୀ ସିଂହ ଭାବରେ ଅପମାନ ସହ୍ୟ ନକରି ତୁରନ୍ତ ପଦକ୍ଷେପ ନିଅନ୍ତୁ ଏବଂ ଯାଜପୁର ଜିଲ୍ଲାର ସ୍ୱାଭିମାନ ବଜାୟ ରଖନ୍ତୁ 🎉🎉🎉🎉🎉
@akmohanty917
@akmohanty917 2 ай бұрын
ବବି , ରଘୁନଦନ, ମଙ୍ଗରାଜ, ବଲେ ବଲେ ଢାବା ମାଲିକ ଏଇମାନଙ୍କୁ ତୁରନ୍ତ ପାଟିରୁ କାଢିଦବା ବହୁତ ସୁନ୍ଦର ବିଚାର
@gyanabratamohanty4219
@gyanabratamohanty4219 2 ай бұрын
ରଘୁନନ୍ଦନ ଏପରି ବାତରା, ଛତରା,ପଇସା ଖିଆ, ପାଦଚଟା ନୁହନ୍ତି | ସେ ଅସୁସ୍ଥ, ନିର୍ଯ୍ୟାତିତ | 😢😢😢
@ranjitkumarmishra3727
@ranjitkumarmishra3727 3 ай бұрын
ପାଣ୍ଡିଆନଙ୍କ ପାଇଁ ହାରିଛି
@rajibkumarmohanty8617
@rajibkumarmohanty8617 3 ай бұрын
Nabin babu nije nhi dayi.nilabarna srugala.
@ArabindaSahoo-r5q
@ArabindaSahoo-r5q 2 ай бұрын
Nabin Banda chhuli pakeichhi ta?
@animalsactivity3895
@animalsactivity3895 2 ай бұрын
ସାର୍ -- ଆପଣ ଦୁଃସାହାସ ପଦକ୍ଷେପ ନେଇ ଅନେକ ସମୟ ରେ ସଫଳ ହୋଇ ଛନ୍ତି ।
@ramakantmahanta6994
@ramakantmahanta6994 3 ай бұрын
ଏମାନେ ସମସ୍ତେ "କୃଷ୍ଣସର୍ପ ଓ ଗଙ୍ଗଦତ୍ତ ବେଙ୍ଗ " ଗପ ସଦ୍ରୁଷ୍ ହେବେ । ସଂଚୟ ନାହିଁ ।
@chandrakantsutar2922
@chandrakantsutar2922 2 ай бұрын
Naveen Patnaik is totally responsible for defeat of BJD....he has given absolute power to Pandian...
@pkpanda1371
@pkpanda1371 3 ай бұрын
ଗୁମସ୍ତା, ତାମିଲ... ଏହା ସାମ୍ବାଦିକତାର.... ସ୍ୱର ନୁହେଁ.!! ସୋସିଆଲ ମିଡ଼ିଆ ଯାହା ପାରୁଚି ତାହା ପ୍ରଚାର କରୁଛି। ଆପଣ ଜଣେ top class ର।
@umakantaswain8290
@umakantaswain8290 3 ай бұрын
ବଡ ଦୁଃଖର କଥା 25 ବର୍ଷ ର ଅଭିଜ୍ଞତା କୁ ଜ୍ଞାନ ଦେବ 2 ମାସର ଅଭିଜ୍ଞତା ଏହା କେବଳ ଓଡିଶା ରାଜ୍ୟ ଓ ନବୀନ ଭଳି ନେତାଙ୍କ ପାଖରେ ସମ୍ଭବ.
@bauribandhusahoo2167
@bauribandhusahoo2167 3 ай бұрын
Ardhendubabu is the only News Editor, who is liked by lakhs of viewers allover Odisha. Your bad time is over and you will shine again.
@gyanabratamohanty4219
@gyanabratamohanty4219 2 ай бұрын
ଚାଟୁକାର, ପାଦଚଟା, ତେଲିଆଙ୍କ ଅବସ୍ଥା ସବୁବେଳେ ଏମିତି ହୋଇଥାଏ | ସମ୍ବଲପୁରରେ ସାଂସଦ ପଦ ପାଇଁ ପ୍ରାର୍ଥୀ କରାଯିବା ଏକ ବଡ଼ ଚାଲ ଥିଲା | ନବୀନ - ପାଣ୍ଡୁ - ଧରମ ବୀର କି ଯୋଡ଼ି | ସୁଧୁରିଯାଅ ଓଡ଼ିଆ, ଏବେ ବି ସମୟ ଅଛି | 🙏🙏🙏
@munakumar5538
@munakumar5538 2 ай бұрын
ପାଣ୍ଡିଆନ୍ କୋଉଦିନ ଜେଲ ଯିବ?
@matrukrupa2024
@matrukrupa2024 3 ай бұрын
ଜଗନ୍ନାଥଙ୍କ ନିକଟରେ ଯେ ଅପରାଧୀ ଜଗନ୍ନାଥ ତାଙ୍କୁ କେବେ ଛାଡି ବେନି କାରଣ ସେ କଥାକୁହା ଜୀବନ୍ତ ଠାକୁର । ବିଶ୍ଵାସ ର ବନ୍ଧୁ ।
@Brosujit
@Brosujit 3 ай бұрын
ସମସ୍ତେ pandian ଙ୍କ ନାଁ ଧରିକି ସବୁ views ନେଇ ଚାଲିଗଲେ,last କୁ ଅର୍ଧେନ୍ଦୁ ବାବୁ ଆସିଗଲେ pandian ଙ୍କ ନାଁ ଧରି ପଇସା କମେଇବା ପାଇଁ,ଲୋକ ସବୁ ଜା,🎉
@Sureshkumarpatra-x5c
@Sureshkumarpatra-x5c 3 ай бұрын
Right bro
@Sureshkumarpatra-x5c
@Sureshkumarpatra-x5c 3 ай бұрын
Boby Das
@jullysamal6626
@jullysamal6626 2 ай бұрын
ଆରେ vk ନା ଧରୁଚ ଏତେ Pandian ଲୋକ ୪କୋଟି ଓଡ଼ିଆ ତୋ ଗାଣ୍ଡି କାଈ ଫlଟୁଚି ,ତୁ ଭାରି ମିଡିଆ ଆହୁଜା କାହାର କ୍ରୀତଦାସ ଗୁମାସ୍ତ ତତେ ଲାଜ ଲାଗୁନି ତୁ କାହା କ୍ରୀତଦାସ
@DhusasanParida-yd1mb
@DhusasanParida-yd1mb 2 ай бұрын
ଅର୍ଦ୍ଧେନ୍ଦୁ ବାବୁ ଆଉ ଏବେ ନିର୍ବାଚନ ଅନୁଷ୍ଠିତ ହେବାର ନାହିଁ, ଏବର ସରକାରଙ୍କର କାର୍ଯ୍ୟରେ ନଜର ରଖନ୍ତୁ।
@subratray1653
@subratray1653 2 ай бұрын
Sir 🙏 really really really perfect analysis 👌👌👍
@pareshchandragiri165
@pareshchandragiri165 2 ай бұрын
ବର୍ତମାନ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ସଭ୍ୟ ମାନେ ନିଜକୁ ବହୁତ ‌ହୀରୋ ମନେ କରୁଛି ଯେପରି ବର୍ତ୍ତମାନ ମୋଦି ସରକାରକୁ ଉପାଡ଼ି ଫିଙ୍ଗି ଦେବ ।ଦେଖା ଯାଉ ଦେଶରେ ସ୍ବାର୍ଥ ଜନୀତ ବିଲ୍ ପାରିତକୁ ବୀରୋଧ କରି ଓଡ଼ିଶାକୁ କେତେ ପଛକୁ ନେଇପାରୁଛି ।
@ramachandrapanipani7424
@ramachandrapanipani7424 2 ай бұрын
ସମାନ କଥା ନିର୍ଭୟ ଗୁମର କଥାରେ ନବୀନ ଦାସ କହିଛନ୍ତି ।
@nabinbeura3225
@nabinbeura3225 2 ай бұрын
ଚିଠାରେ ପାଣ୍ଡିଆନ୍ ଓ ବାବି ଉଭୟ ନାହାନ୍ତି . ନବୀନ୍ ବାବୁଙ୍କ ଭିନ୍ନ୍ ଦିଗରେ ନେତା ହେବାକୁ ଚାହାଁନ୍ତି.
@Ghhggh0
@Ghhggh0 3 ай бұрын
ସେଇ ପୁରୁଣା ମାଲ ନୂଆ packing
@alekhachandra6982
@alekhachandra6982 2 ай бұрын
ମୂର୍ଖ ସ୍ୟ କେନ ଗତି, ଅଧୋ ଗତି.
@ashokpati4792
@ashokpati4792 2 ай бұрын
ଦାନ୍ତ ସଫା କରିବା ପାଇଁ ପୁରୁଣା ବ୍ରସ୍ ଜାଗାରେ ନୂଆ ବ୍ରସ ବ୍ୟବହାର କରାଯିବା ଏକ ସ୍ଵାଭାବିକ ପ୍ରକ୍ରିୟା ହୋଇଥାଏ ।
@sanjaybiswal9242
@sanjaybiswal9242 2 ай бұрын
ପାଞ୍ଚ ତାମିଲ ପାଇଁ ବିଜେଡି ସରକାର ହାରିଲା❤❤❤❤❤❤❤❤❤❤
@manoranjandash3134
@manoranjandash3134 3 ай бұрын
ଯିଏ ଶାସନ କୁ ଭଡ଼ାରେ ଲଗେଇ ବ୍ୟକ୍ତି ପ୍ରେମ ଆଗରେ ରାଜ୍ୟ ପ୍ରେମ ତୁଚ୍ଛ କରିଦେଲା ।ସେଇ ଲାଞ୍ଚୁଆ ଚାଟୁକାର ଙ୍କୁ ସମସ୍ତେ ସତର୍କ ରହିବା ଦରକାର।
@ramchandrahota2430
@ramchandrahota2430 2 ай бұрын
Ardhendu Das ji Namaskar for Urs Adventures step of unveiling the masks of Pandian ,Babi Das and Naveen ji .
@satrughnadahoo9193
@satrughnadahoo9193 2 ай бұрын
❤ Good compliment ❤
@sukantabaliarsingh9769
@sukantabaliarsingh9769 3 ай бұрын
Nabin Pattanaik should be removed from BJD
@jatindrabarik9271
@jatindrabarik9271 2 ай бұрын
ଏହା ଦ୍ୱାରା BJD ପୂରାପୂରି‌ ଧ୍ୱଂସ ହେବ ଓ ଓଡ଼ିଶାରୁ ନବୀନଙ୍କ ପରି ଜଣେ କଳଙ୍କିତ ରାଜନେତାର ନାଁ ଲିଭିଯିବ।ବହୁତ ଭଲ ହେବ।
@prabinakumarmuduli7573
@prabinakumarmuduli7573 3 ай бұрын
CORRECT
@pkpanda1371
@pkpanda1371 3 ай бұрын
Ardhendu Das please ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର ଙ୍କୁ ଟିକେ ଫ ଲୋ କରନ୍ତୁ। ତାଙ୍କ ସାମ୍ବାଦିକତାରେ ସମାଜ କେବେ ବିଭ୍ରାନ୍ତ ହେବେ ନାହିଁ। ଆପଣ ଭଲ ବହୁତ୍ ଭଲ। ବିଜେପି ଦଳ ରେ ପରା ଆପଣ ଯୋଗ ଦେଇ ଥିଲେ????? Pandian Sir ଙ୍କ ବ୍ୟତୀତ ଅନେକ issue ଅଛି। ତା ଉପରେ ଚର୍ଚ୍ଚା କରନ୍ତୁ।
@jullysamal6626
@jullysamal6626 2 ай бұрын
ହାରାମି ardhendu ଅସ୍ମିତା ଆହୁଜା ପଞ୍ଜାବୀ,ଗୁଜୁରାତି
@Narmada-q6j
@Narmada-q6j 3 ай бұрын
Used & through the slave by Pandu
@pkp4793
@pkp4793 3 ай бұрын
Jete jaha kole b Genda dolo puni haribo...udi udi haribo...😊😊😊
@basudevsahoo2092
@basudevsahoo2092 2 ай бұрын
ଓଡିଶାରୁ ଆଞ୍ଚଳିକ ଦଳ ସବୁ ଦିନ ପାଇଁ ବିଲୋପ ।
@sibaprasadmishra7263
@sibaprasadmishra7263 3 ай бұрын
U r right... Cent percent true news...
@sadanandasahoo3707
@sadanandasahoo3707 2 ай бұрын
ନିଜେ ବିଜେପିର ଚାଟୁକାର ସାଜିଥିଲେ ଟିକେଟ ପାଇଁ।
@saratsahu4895
@saratsahu4895 2 ай бұрын
୨୪ବର୍ଷର ନବୀନ ଶାସନରେ ଓଡିଶl ସବୁ ସ୍ତରରେ ସବୁ କ୍ଷେତ୍ରରେ ୫୦ବର୍ଷ ପଛେଇ ଗଲା | ନବୀନ ଜଣେ ଅଣ ଓଡ଼ିଆ ଓ ଅଣ ରାଜନୈତିକ ଓ ଅଣ ନେତା ଲୋକ। ନବୀନ ପାଇଁ ଓଡିଆ ଓ ଓଡ଼଼ିଶା ବରବାଦ ଓ ଛାରଖାର ହୋଇଗଲା ।
@mks5547
@mks5547 2 ай бұрын
Pandian bhala Kama karuchi ❤
@prasantakumarswain3419
@prasantakumarswain3419 3 ай бұрын
ପାଣ୍ଡିଅନ 😂 କେଉଁ ସ୍ତରୀୟ ? ତାଙ୍କୁ କିଏ ବାହାର କରି ପାରିବେ ? କଣ କେବଳ ନବୀନ ବାବୁ ? ଯାହାକି ଅସମ୍ଭବ । ଏବେ ଯିଏ ଯିଏ ଅଛନ୍ତି ସମସ୍ତେ ଉପର ବରଡ଼ା, ତାଙ୍କ ହସିବାର କାରଣ ଥାଇପାରେ କିନ୍ତୁ ବେଶୀ ଦିନ ନୁହେଁ । ରହିଲେ ନବୀନ ବାବୁ.....
@Narmada-q6j
@Narmada-q6j 3 ай бұрын
Khichhi thin pare ekaban MLA ru eka Nabin Babu thibe🎉🎉🎉
@DubaiCharanMarndi
@DubaiCharanMarndi 3 ай бұрын
Absolutely right 👍
@tariniprasadmallik7609
@tariniprasadmallik7609 3 ай бұрын
A maa giaaaa krita dasa ku bahara karicchaa pandia ku be odisha ru bidha kara
@gangadhardash3430
@gangadhardash3430 3 ай бұрын
🎉
@prakashmahalik592
@prakashmahalik592 2 ай бұрын
Sundar....tapik
@DvrdrDvrdr
@DvrdrDvrdr 2 ай бұрын
Sadak suraksha
@swadhikarbetaj3768
@swadhikarbetaj3768 3 ай бұрын
ବିଜେଡିରେ ଯାହାକୁ ସବୁ ଦାୟିତ୍ବ ମିଳେ, କେବଳ ତାହା ନାମକୁ ମାତ୍ର।
@Narmada-q6j
@Narmada-q6j 3 ай бұрын
Sankha bhawan became ashanka bhawan 😂
@SurprisedBubbles-uy3iw
@SurprisedBubbles-uy3iw 2 ай бұрын
Bjd.come.back.kariba.sahaja Nuha.
@nibarranjanbhuyan4568
@nibarranjanbhuyan4568 3 ай бұрын
ଅପେକ୍ଷା କରନ୍ତୁ ଆଜ୍ଞା ମାତ୍ର ଛ ମାସ କଥା କୁଆଡେ ଯାଉଛି ଆଉ ଯିବ. କେହି ଶୁଣିବେନି ଆଉ. ଏମାନଙ୍କ ପାଖରେ କିଛି ନାହିଁ. ହାରିବା ଲୋକଙ୍କୁ ନେଇଛି ପାଣ୍ଡିଆନ. ଆଉ ଏ ସବୁ ଭକୁଆ କିଛି କହିବେନି
@ahwaanmishra7410
@ahwaanmishra7410 3 ай бұрын
ଏହି ପଦକ୍ଷେପ ଟିକିଏ ଆଗରୁ ନେଇଥିଲେ ବୋହୁତ କିଛି ହେଇ ପାରି ଥାଆନ୍ତା
@DvrdrDvrdr
@DvrdrDvrdr 2 ай бұрын
Thankyou sab
@jullysamal6626
@jullysamal6626 2 ай бұрын
Are ଆହୁଜା ମାଝି ବିଷୟରେ କହୁନୁ
@muktikantamohapatra2899
@muktikantamohapatra2899 2 ай бұрын
ଓଡ଼ିଶା ରେ ଅଜିତ ପାୱାର ଉପାଖ୍ୟାନ ର ପୁନରାବୃତ୍ତି ପାଇଁ ବିଜେଡି ସଲା କୁସ୍ତି ଆରମ୍ଭ କରିଛି। ଆୟ ବହିର୍ଭୁତ ଅମାପ ଅର୍ଥ ଶୋଷଣ କରିଥିବା ମାନସ ମଙ୍ଗରାଜ ଓ ବବି ଦାସ ଙ୍କୁ ଉପେକ୍ଷା କରି ବିଜେଡି ନିଜର ଛବି କୁ ସାଧାରଣ ଜନତାଙ୍କ ପାଖରେ ସୁଧାରିବା ପାଇଁ ଅପଚେଷ୍ଟା ପ୍ରୟାସ ରେ ବାବୁ ପାଣ୍ଡିଆନ ଓ ଟିମ୍ ।
@manojdikshit1308
@manojdikshit1308 3 ай бұрын
Govt. Should be change every five year then Odisha will change.
@jagannathpradhan3461
@jagannathpradhan3461 3 ай бұрын
ପୁଣି ବୁଡିବ ବିଜେଡି
@nibarranjanbhuyan4568
@nibarranjanbhuyan4568 3 ай бұрын
ନବୀନ ବାବୁ ଗଲେ ପୁରୀ ହେଲେ କେହି ଆସିଲେନି ତାଙ୍କୁ ଡାକିବାକୁ କିନ୍ତୁ ଧର୍ମେନ୍ଦ୍ର ଆଜ୍ଞା ତଳକୁ ଆସି ପାଛୋଟି କି ନେଲେ. ସେଇଥିରୁ ଜଣା ପଡୁଛି ବିଜେପି କେତେ ଆଗରେ ଅଛି. ପଇସା ଖିଆ ନେତା ଏମାନେ. ପଇସା ଛଡା କିଛି ଜାଣିନାହାନ୍ତି ଏମାନେ. ଏମାନଂକର ସ୍ୱାଭିମାନ ନହିଁ ଯୋଉଟା ଏମାନେ biki😂ଦେଇଛନ୍ତି
@Bhagyashreebarik123
@Bhagyashreebarik123 2 ай бұрын
Jayb . Jaybjp
@achyutanandamishra3509
@achyutanandamishra3509 3 ай бұрын
Good news
@binodsahoo3374
@binodsahoo3374 2 ай бұрын
No political person will tolerate the dominance of the sanyasi .But the followers of sanyasi still hopeful. You see the language of the office order for Political secretary.
@ମିଛମାଳିକା
@ମିଛମାଳିକା 3 ай бұрын
ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ କହିବା ଠିକ୍ କି,ତାଙ୍କୁ ଓଡ଼ିଆ କହିବା ଲୋକ ପାଗଳ
@lalitendubhuyan9317
@lalitendubhuyan9317 2 ай бұрын
Congress is alternative of BJP, not BJD and people will forget BJD within five years
@samirnayak3768
@samirnayak3768 3 ай бұрын
ନବ କଳବରରେ ମଧ୍ୟ କିଛି ଭୁଲ ଓ ସ୍ୱାର୍ଥୀ ଲୋକଙ୍କୁ ରଖାଯାଇଛି ଯେଉଁମାନେ ଆଗକୁ ପୁଣି ବିଜେଡିକୁ ଅବିଶ୍ୱାସ କରିବେ.
@santoshnayak2083
@santoshnayak2083 3 ай бұрын
Pandiyan ku sabu dina pai odisha ru out karrjuu
@SantoshMahanty-p2t
@SantoshMahanty-p2t 3 ай бұрын
First of all Pandian should totally be removed from BJD and also be restricted to come Naveen Niwas then BJD will be strong.
@nibarranjanbhuyan4568
@nibarranjanbhuyan4568 3 ай бұрын
ନିଜ ଭିତରେ badia😂ପିଟା ହେବେ ଏମାନେ
@mitumohanty6133
@mitumohanty6133 Ай бұрын
କୋଇଲି ଅଣ୍ଡା କୁ କାଉ ଜଗିଲା ଭଳି, ନବୀନ ନିବାସରେ ବହୁତ ଟଙ୍କା ଗଛିତ ଅଛି, ସେଥିପାଇଁ ପାଣ୍ଡିଆନ ଜଗିବସିଛି, ଇଡି ତୁରନ୍ତ ରେଡ କଲେ କିଛି ଖୋଲାସା ଓଡ଼ିଶାବାସୀ ଦେଖନ୍ତେ
@DvrdrDvrdr
@DvrdrDvrdr 2 ай бұрын
Train journey City
@monajsabat8383
@monajsabat8383 3 ай бұрын
V k padina Ra chakar Odisha ku Luti chalei madua Naveen jadua Tamil Ku Sabu Kahi E D And C B I Ku Amti Saha hatha karei bacsi achie v k padina
@jullysamal6626
@jullysamal6626 2 ай бұрын
Aire vk ଭଳି କିଏ ଓଡ଼ିଶା ଉନ୍ନତି କଥା ଭାବି କି ଭାବି କରିପାରିବେନି Pandian guha kai khaucha
@ReyalityODISHA
@ReyalityODISHA 3 ай бұрын
ଆଉ ଶଳା ପାଣ୍ଡିଆନ କୁ ବାହାର କରୁ ନାହି କାହିଁକି
@swarnamohanty3121
@swarnamohanty3121 2 ай бұрын
Pandia London paleichi.
@RanjanSamal-u8y
@RanjanSamal-u8y 2 ай бұрын
Pratap Jana ku arrest korajau
@golakpatro7193
@golakpatro7193 2 ай бұрын
ନିଜ ନିଜ ଭିତରେ ମରାମରି ହେବେ 😊😊😊😊😂
@prabalbehera9282
@prabalbehera9282 2 ай бұрын
Bjd ଦଳ ସମସ୍ତେ ଜଣେ ଜଣେ ନୀଳ ବର୍ଣ୍ଣ ଶୃଗାଳ ଆଉ ଭରଷା ନାହିଁ
@sanjaybehera587
@sanjaybehera587 3 ай бұрын
😢
@AkhyayaMohanty
@AkhyayaMohanty 3 ай бұрын
Ardhendu bada political scientist
@jullysamal6626
@jullysamal6626 2 ай бұрын
ମୁଣ୍ଡି
@banabasisahu4467
@banabasisahu4467 2 ай бұрын
Government sabu bele change hele odissa pain bhala
@sibaprasadmishra7263
@sibaprasadmishra7263 3 ай бұрын
Mr. Nabin is a powerless rubber stamp...
@swarnamohanty3121
@swarnamohanty3121 2 ай бұрын
Ratha jatra re dekhi ta semiti lagilani!
@ajayaparida5796
@ajayaparida5796 3 ай бұрын
Pandianku dress pindhibare help kàruthilaa
@santoshnayak2083
@santoshnayak2083 3 ай бұрын
Pandiyan ku sabu dina pai political ru ban karrjuu
@jullysamal6626
@jullysamal6626 2 ай бұрын
Bjp kan କରୁଚି ଦେଖେବେ ମାନିଆ ,ଭଉଣୀ ନିଆ ମୋଦି ତୋ ମା ଭଉଣୀ କୁ nelani
@sarojkumarbehera6697
@sarojkumarbehera6697 3 ай бұрын
ସମ୍ବଲପୁର ରେ ଠିଆ କଲେ... ବବି ଜାଣିପାରିଲେ ନାହିଁ
@jullysamal6626
@jullysamal6626 2 ай бұрын
ସବୁ ମୂଳରେ ପାଣ୍ଡିଆ କାଈ ମିଡିଆ ଏମିତି ହେଉଛ କୁକୁର ଭଳି ଖାଲି ଭୁକିବା ଅଭ୍ୟାସ View lagi
@bimachronicle7347
@bimachronicle7347 2 ай бұрын
Odisha, politicians are just business promoters .
@hrusikeshmahapatra6735
@hrusikeshmahapatra6735 2 ай бұрын
Pandiyan and nabin pattnayak both are same atitude
@pradiptamohanty1364
@pradiptamohanty1364 3 ай бұрын
Sabukichhi mr pandiyan nka dwara chalichhi.... Navin babu a sabu kichhi jananti nahi..... Bjd kahile sirf mr pandiyan nku nhi bujhae......
@madhabanandabal3608
@madhabanandabal3608 3 ай бұрын
Old wine in a new bottle
@santoshnayak2083
@santoshnayak2083 3 ай бұрын
Pandiyanku odisha ban karrjuuu
@mahendrapradhan4945
@mahendrapradhan4945 3 ай бұрын
Why naveen pattnaik will not be responsible in this scenario?
@SaniaMajhi-wh5gw
@SaniaMajhi-wh5gw 2 ай бұрын
ଶଳା ପାଣ୍ଡୁକୁ ଧୋର ବଡବଡ କଥା କହିଥିଲେ ମଞ୍ଚରେ ଏବେ କୁଆଡେ ଗଲା ପାଣ୍ଡୁ
@umakantabaut6806
@umakantabaut6806 2 ай бұрын
Are ardhendu babu thank u j tane bhala kama karucha but governor nka pua upare discuss kara oukat janapad8ba
@chaitanyaBarik-v5o
@chaitanyaBarik-v5o 2 ай бұрын
In future nither congress nor bjd will come back to power to rule over Odisha province . It is cent percent correct no doubt .
@AkhyayaMohanty
@AkhyayaMohanty 3 ай бұрын
Ardhendu gote mundi bahut poltical expert
@bimalbiswalbipin
@bimalbiswalbipin 2 ай бұрын
ପାଣ୍ଡିଆ ନ ମୂର୍ଡାବାଦ।ନବୀନ ବାବୁ ଇ ଷ୍ଟଫା ଦିଅ ତୁ ଦିଲ୍ଲୀ ଯା ଆ ନ୍ତୁ, ଏହା ଆପଣ କ ପାଇଁ ମଙ୍ଗଳ ହେବ।
@ratanbehera9420
@ratanbehera9420 2 ай бұрын
Thanks ardhendu babu. Jadi Bjd sarakar karithanta rajya ku Kn karthanta pandia vabi paruni, ebe jou sabu kelenkari baharuchi .sabu department re kalenkari. Jagannathanka dayaru Odisa banchigala.
@jullysamal6626
@jullysamal6626 2 ай бұрын
Hau dekhe bjp Tate Kan ଦେଉଚି ତୋ ମା ଭଉଣୀକୁ ଗୁଜୁରାଟରେ ବିକିଲେ ଜାଣିବୁ
@prafullakumarbehera2132
@prafullakumarbehera2132 3 ай бұрын
V Kartikeyan pandian hip hip.
@santoshnayak2083
@santoshnayak2083 3 ай бұрын
Pandiyan go to odisha political all time
@rathbaisalini8872
@rathbaisalini8872 3 ай бұрын
Background re rahi plan karibe 😂
@babyvlogs4128
@babyvlogs4128 3 ай бұрын
Pyari Babu bhala emane Hebe
My Daughter's Dumplings Are Filled With Coins #funny #cute #comedy
00:18
Funny daughter's daily life
Рет қаралды 19 МЛН
Watermelon magic box! #shorts by Leisi Crazy
00:20
Leisi Crazy
Рет қаралды 79 МЛН