KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
"ସମ୍ପତ୍ତି ପାଇଁ ସବୁ ଧାଇଁ ଆସିବେ ,ହେଲେ କାମ କରିବାକୁ କେହି ଆସିବେନି " ମଧୁମିତା ରଥ Satyanagar Crematorium
13:59
ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ଏବେ ଏହି ମାନଙ୍କୁ ମାସକୁ ମିଳିବ ୩୫୦୦ ଟଙ୍କା DCM Prabhati Parida
2:49
Wait for it 😂
00:19
Triple kill😹
00:18
娃太多了!爸爸一碗水端的平吗? #四小只吖 #日常 #搞笑 #搞笑家庭 #姐弟 #家庭生活
00:22
PIZZA or CHICKEN // Left or Right Challenge
00:18
ପୋଲିସର ଦୁର୍ବ୍ୟବହାର ପାଇଁ ଭୁବନେଶ୍ୱରରେ ଏକାଠି ଦେଲେ ସବୁ ଯବାନ... ନିଲମ୍ବନ ସହ କଲେ କାର୍ଯ୍ୟାନୁଷ୍ଠାନ ଦାବି...
Рет қаралды 622,184
Facebook
Twitter
Жүктеу
1
Жазылу 2,8 МЛН
Odisha Bhaskar
Күн бұрын
Пікірлер: 1 200
@PratapMangaraj-l8y
Ай бұрын
ଜୟ ଯବାନ ❤
@rahulpolei4102
Ай бұрын
ପୋଲିିି ସିଵାଲା ୱପରମୁହା ବନୀଲାଂଣୀବହି ସିକାରଦରକାରେ
@ShobhashreeChuni
Ай бұрын
Se Jhia mada khai udhata heba thick ki
@PratapMangaraj-l8y
Ай бұрын
@@ShobhashreeChuni no kintu polic r dharjya rahiba darakar
@SOUMYARANJANSAHOO-x4u
Ай бұрын
ଓଡିଶା ପୋଲିସ୍ ମାନେ ତମେ ମାନେ ଏତେ ମୋଡ଼ି ହଉନି କାରଣ ତମେ ଯେତେ ଯାହା କଲେବି ସମସ୍ତେ ଜାଣିଛନ୍ତୀ ତମେ ମାନେ ସବୁ ବେଳେ ନେତା ମନ୍ତ୍ରୀ ଙ୍କ ଘର ଆଗରେ କୁକୁର ଭଳି ଜଗିକି ରହିବ ତମେ ମାନେ କେବେ ବି ଦେଶର ଯବାନ୍ ମାନଙ୍କ ଭଳିଆ ହେଇ ପାରିବନି
@SunilKumar-e3q6c
Ай бұрын
I love you sir
@subashchandra5589
Ай бұрын
Good❤
@Simanchal-ek5de
Ай бұрын
ଏଇଟା ନିରାଟ ସତ୍ୟ କଥା
@pramodparichha5071
Ай бұрын
100/Right
@Sipoo37
Ай бұрын
ସେମାନ ଙ୍କ ର କିଛି ବି ଫରକ ପଡ଼ିବନି ପୋଲିସ ମାନେ ଗୁଣ୍ଡା
@CreationOdia1234
Ай бұрын
ସସ୍ପେଣ୍ଡ କରି Arrest କରି 35 ବର୍ଷ ଜେଲ୍ ଦଣ୍ଡ ମିଳୁ
@RupNarayanMajhi
Ай бұрын
Dismiss କରାଯାଉ, ଆଉ ପରେ ଆୟ ବହିର୍ଭୁତ ସଂପତ୍ତିର ଯାଞ୍ଚ କରାଯାଉ ।
@ashishbarik885
Ай бұрын
Nai taa pela kata jau
@siddyantamajhi3784
Ай бұрын
😅
@subashchandra5589
Ай бұрын
Good
@siddyantamajhi3784
Ай бұрын
@@CreationOdia1234 bhai tame kn mohan majhi
@piush.biswal3615
Ай бұрын
ଏଥିରୁ ଜାଣନ୍ତୁ ସେ ଯବାନ ବୋଲି ସିନା ଯବାନମାନେ ଏକାଠି ହେବାରୁ କିଛି ହେଉଛି .. ଜଣେ ଗରିବ ଲୋକ ବା ସାଧାରଣ ଲୋକ ପୋଲିସର କେତେ ନିର୍ଯାତିତ ହେଉଥିବ ଭାବନ୍ତୁ......? କିଛି ପୋଲିସ ଅଫିସର କେବଳ ନିଜର କ୍ଷମତାର ଅପବ୍ୟବହାର କରୁଛନ୍ତି ।।
@dibyaranjanbehera7927
Ай бұрын
👍👍
@dalibandhugouri6001
Ай бұрын
୧୦୦ ପ୍ରତିଶତ ଠିକ୍👍
@bijaykumarbhoi2231
Ай бұрын
Right katha sir
@surendrakumarmishra2755
Ай бұрын
100%right
@rashmirout1949
Ай бұрын
ଟିକ୍ କଥା
@basantarout9538
Ай бұрын
ଓଡିଶା ବାସୀ ଙ୍କ ମାନ୍ୟବର ମୂକ୍ଷ୍ୟ ମନ୍ତ୍ରୀ ଏ ଘଟଣା ରୁ ବୁଝନ୍ତୁ ସାରା ଓଡ଼ିଶା ରେ ଥିବା ଥାନା ମାନଙ୍କ୍ ରେ କଣ ଚାଲିଛି.. ସାଧାରଣ ଲୋକ ଙ୍କୁ କୁକୁର ମାଙ୍କଡଙ୍କ ପରି ବ୍ୟବହାର କରୁଛନ୍ତି ଏ ପୁଲିସ ଗୁଡା..ଧ୍ୟାନ ଦିଅନ୍ତୁ ମୋହନ ସରକାର 🙏🙏
@jchoudhury274
Ай бұрын
Right
@chittaranjandutta1781
Ай бұрын
Suspend then two years jail
@KamalakantaDas-n7i
Ай бұрын
Right
@DineshkumarDao
Ай бұрын
Cm Bala ta bujhiba ........Maghiya Manaku Pacharile Kahibe Aaine Anusare karzya anusthana nia haba ....bas
@alluarjunfansjustcallmebunny
Ай бұрын
Right
@liveforever6998
Ай бұрын
ଜୟ ଯବାନ ଜୟ କିଷାନ
@nilanchalamallick-bs5ws
Ай бұрын
Army ବାଲାକୁ ଥାନାରେ ରଖ ଓଡିଶା ପୋଲିସ ବୋଡ଼ରେ ଦିଅ ମରନ୍ତୁ ଥାନାରେ ଥାଇ ରାଜନୀତି କରୁଛନ୍ତି
@Deepakkumarsahoo-e6c
Ай бұрын
Police ku jadi border re chadi daba desha biki debe
@sumantagiri1747
Ай бұрын
Right
@HimansuSahu-n5n
Ай бұрын
Right
@adhira.12M
Ай бұрын
Bhai ଆମର ସେ ଭାଗ୍ୟ ନାହିଁ କି ଆମେ police station ରେ ରହି ବାର ଭି କୌଣସି ଅଧିକାର ନାହିଁ Army man ଅଛନ୍ତି
@lalukanhar878
Ай бұрын
Right
@Pin2Nayak-qq5wf
Ай бұрын
ଠିକ୍ କଥା ସାର୍ ପୋଲିସ କୁ ଦଣ୍ଡ ଦିଆଯାଉ ସାର୍ 😢😢😢😢😢😢
@lalukanhar878
Ай бұрын
ରାଇଟି
@susantpanda5
Ай бұрын
Respect a Jawan. Jai Hind 🇮🇳
@MahendraMajhi-t7l
Ай бұрын
ନିଲମ୍ବନ କରାଯାଉ, ଏବଂ ଆରେଷ୍ଟ କରାଯାଉ।
@ODISHABHAI-eq8jq
Ай бұрын
ନିଲମ୍ବିତ ଗୋଟେ ଦାଣ୍ଡ ନୁହେଁ, ସେ ପରେ ପୂର୍ବ ଚାକିରି ପାଇ ପାଇବେ, ଘରେ ବସି, ଅଧା ଦରମା ବି ଲୁଟିବେ,
@RupNarayanMajhi
Ай бұрын
This should be terminated from the service
@sudhirkumarmoharana8147
Ай бұрын
Se police manonku arrest koriba kotha
@sandeepkumarmohapatra510
Ай бұрын
ମା ଗିହା ପୋଲିସ୍ bala ଙ୍କୁ ଚାକିରୀ ରୁ ବହିସ୍କାର କରା ଜାଉ
@dipenmishra61
Ай бұрын
No ବାକି ଅଧା ଦରମା puni join kala pare paibe. ଏଇଟା govt ra punishment nuhe reward.
@sisirBuda-id4dp
Ай бұрын
ଅବସର ସେନା ଙ୍କ ଦାବି ଯତାର୍ଥ, cm ଅତିଶୀଘ୍ର ପଦକ୍ଷେପ ନିଅନ୍ତୁ
@bijayakumarmohanty8180
Ай бұрын
Nabina period ରେ ବହୁତ ଉଧତ ହୋଇଯାଇଛନ୍ତି ଏ ପୋଲିସ ମୁଣ୍ଡା ଦଳ । ଏମାନଙ୍କୁ ଉପଯୁକ୍ତ ଶାଶ୍ତି ଦରକାର
@biswalsaraswati1752
Ай бұрын
Right
@Eagleeye774
Ай бұрын
ବିଜେଡି ନେତା କୁଜିନେତାଙ୍କ ହାତବାରିସୀ ସାଜିଥିବା ପୋଲିସର ବଦଭ୍ୟାସ ଓ ଅହଙ୍କାର ଯାଇନାହିଁ.. ସବୁ ନାଟର ମୂଳ ଗୋବର୍ଦ୍ଧନ ଧୃତରାଷ୍ଟ୍ର..
@SuryamaniMalik
Ай бұрын
ଜବାନମାନେ ଏକ ହୁଅ🇮🇳🇮🇳🇮🇳💪💪
@basantasahu3719
Ай бұрын
ମୋହନ ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ. ନଚେତ ପଶ୍ଚିମବଙ୍ଗ ଭଳ୍ଛି ଓଡ଼ିଶାରେ ଘଟିବ
@SunilKumar-e3q6c
Ай бұрын
Tu banda kichhi kari paribu nahin kahiba agaru kichhi bujh
@sayangsundarnayak3716
Ай бұрын
Bangladeshi huare na hele Sabu mariba agaku
@prasankumarkanhor9479
Ай бұрын
Darasing katha ,prasant katha chinta Kariba....pidita ku pachare kia
@prabiramishra9758
Ай бұрын
ଓଡିଶା ପୋଲିସ ଙ୍କୁ,ମେଜର ମାନଙ୍କ ଶାସନ ଦରକାର.
@sumantagiri1747
Ай бұрын
Right
@BISHU-mm9gq
Ай бұрын
Right
@Rusi-s6r
Ай бұрын
ବାଡା ମାଗିଆ ପୋଲିସିକୁ hindustan zindabad❤❤
@Lifeofgoat-my7uy
Ай бұрын
ଆମ ସହ ଅନ୍ୟାୟ ହେଇଛି ଆମକୁ ବି ନ୍ୟାୟ ମିଳୁନି, ଓଡ଼ିଶା ପୋଲିସ ପଇସା ଖାଉଛନ୍ତି।😢😢😢
@patitpabanmohanty512
Ай бұрын
Salute jawan Saheb.
@pratappanda1819
Ай бұрын
ଆପଣ ମାନଙ୍କ ଏହିପରି ଏକତା ବହୁତ୍ ଜରୁରି ଅଟେ, ଏହି ପରି ଏକତା ଭାବରେ ଯଦି ଆପଣ ଆକ୍ସନ ନେବେ, ଆଗାମୀ ଦିନରେ ବଡ ସହରରେ ଗଳି ଗଳିରେ ଗୁଣ୍ଡା ଗିରି କରୁଥିବା ଯୁବକ ମାନେ ପୁରା ସାବାଡ ହୋଇଯିବେ।❤
@nabaghanasamal8578
Ай бұрын
ଧନ୍ୟବାଦ ଆପଣ ମାନଙ୍କୁ, ଆପଣ ମାନେ ପଛଘୁଞ୍ଚା ଦିଅନ୍ତୁ ନାହିଁ। କାରଣ ପଛଘୁଞ୍ଚା ନାହିଁ ବୀରର ଜାତକେ। ଏହି ନ୍ୟାୟ ରେ ଆପଣ ମାନେ ଆଗେଇ ଯାଆନ୍ତୁ। ଆପଣଙ୍କ ପଛରେ ଜନସାଧାରଣ ଅଛନ୍ତି। ଜୟ ଜବାନ ଜୟ କିଷାନ।
@DevenderSingh-mg9ck
Ай бұрын
भरतपुर पुलिस स्टेशन में महिला सी कह रही है यह इंडिया में नहीं है उड़ीसा
@Ai_cartoons19
Ай бұрын
ଜୟ ଜବାନ
@srikantarauta8200
Ай бұрын
ପୁରା ଜଳିବା ଦରକାର ଜୟ ଯବାନ
@pabitrakumarrout1023
Ай бұрын
ସେ police ବାଲା ଙ୍କୁ ନଗଲା କରି ପିଟl ଯାଉ 😅
@sumantagahir1553
Ай бұрын
ଡିଆଇଜି ମହୋଦୟ ଯାହାର ସାଧାରଣ ବ୍ୟବହାର କରିବା ଯଣା ନାହିଁ ସେ ଭଲିଆ ପୋଲିସ୍ ଓଡିଶା ବାସୀକୁ ଦରକାର ନାହିଁ ଆମରୀ ଟିକସ୍ ରେ ପରିବାର ଚଲେଇବେ ଆଉ ସେମାନେ ଏଠିକି ମିରିଗ ନାଟ କରୁଛନ୍ତି ମୋର ଅନୁରୋଧ ମାନ୍ଯବର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ସାର୍ ଆପଣ ଉଚିତ୍ ପଦକ୍ଷେପ ଗ୍ରହଣ କରନ୍ତୁ
@prafullakumarsahoo1917
Ай бұрын
ପୋଲିସ ମାନଙ୍କ ଏଭଳି ନୃଶଂସ କାର୍ଯ୍ୟ ଆଜି ନୂଆ କଥା ନୁହେଁ ବିଗତ ଦିନଗୁଡିକରେ ଅନେକ ଜନସାଧାରଣ ଲୋକ ଏଭଳି ଶିକାର ହୋଇଛନ୍ତି ସାଧାରଣ ଲକୋଟିଏ ଥାନାକୁ ଯଦି ନ୍ୟାୟ ପାଇଁ ଯାଏ ତାଙ୍କୁ କିଭଳି ଦୃବେବହାର କରନ୍ତି ସେ କଥା କଣ ସରକାର ଙ୍କର ପଦାଧିକାରୀ ମାନେ ଜାଣି ପାରୁ ନାହାନ୍ତି
@RupNarayanMajhi
Ай бұрын
ସେତେବେଳେ ଘଟଣା ଲୋକଲୋଚନକୁ ଆସିପାରୁନଥିଲା, କିନ୍ତୁ ଏବେ ଆସିଗଲା । ମୋହନମାଝୀଙ୍କୁ request କି ଉଚିତ୍ ତଦନ୍ତ କରି, ଦୋଷୀଙ୍କୁ କଠିନ ଦଣ୍ଡ ଦିଆଯାଉ ।
@debasishmohanty2735
Ай бұрын
Mu heichi vai 2022 mashia re chhatia thhana re
@sanupradhan450
Ай бұрын
We only love Indian Army ❤❤❤❤❤❤❤❤❤❤
@biswaranjanbiswal7612
Ай бұрын
କିଛି ଜଣ ପୋଲିସ ଚାକିରି ଖଣ୍ଡେ କଲା ପରେ anti-social activities କରିଥାନ୍ତି ,ଯାହା ଏଇ ଘଟଣା ତାର ଉଦାହରଣ , dismiss that police officer
@Jayasanta-m7s
Ай бұрын
ଆମ ଓଡିଶାର ସଡା ଥାନା ପୋଲିସ ମାନଙ୍କର ଦାଦାଗିରି ବଡ଼ିଗଲାଣି, 24 ବର୍ଷରେ ବିଜେଡି ସରକାର ଏମାନଙ୍କୁ ଭଲରେ ଚୋରି କରିବା ପାଇଁ ଶିଖାଇଛି, ଏବେ ଏ ମାନେ ଯଦି ଟିକେ ଭୁଲ କରିବେ ତା ହେଲେ ତାଙ୍କୁ ଚାକରିରୁ ନିଲମ୍ବନ କରାଯାଉ, ଖୁସି ଲାଗୁଛି ନୂଆ ସରକାର ନିୟମ ଅନୁସାରେ ଠିକରେ କାମ କରୁଥିବାରୁ, 25 ବର୍ଷ ପରେ ଆମ ଓଡ଼ିଶା ଏବେ ସ୍ୱାଧୀନ ପାଇପାରିଲୁ,
@sunilkumar-pq6bz
Ай бұрын
ଓଡ଼ିଶା ପୋଲିସ ହଉଛି ପରମ ମାଘିଏ ।।ଏ ମାଗହିଏ ଗରିବ ଲୋକଙ୍କୁ ଲୁତୁଛନ୍ତି
@mantubiswal6771
Ай бұрын
ଦୟା କରି ସେ ଭଳି ବ୍ୟବହାର କରିଥିବା ପୋଲିସ୍ କୁ ଏ ଦେଶ ରୁ ବିଦାୟ ଦେବା ଦରକାର।
@harekrushnapagal1405
Ай бұрын
ସେ ଅସୁର ମାନଙ୍କୁ ତୁରନ୍ତ ଗିରଫ କରି ଉଚିତ୍ କଠର ରୁ କଠର ଦଣ୍ଡ ଦିଆଯାଉ
@ARCHANAKANHAR-sq4ot
Ай бұрын
ଧନ୍ୟବାଦ ଏ ସାର ଠିକ କହିଲେ
@debasishmohanty2735
Ай бұрын
ସାଧାରଣ ଲୋକ ଏକ ହୁଏ ମଘିଆ ଓଡ଼ିଆ ପୋଲିସ କୁ ଗୋଡେଇ କି ବଡା। ବେଧ ଛୁଆ ଦୀନବନ୍ଧୁ
@RigaiTudu-cl3xz
Ай бұрын
ଯବାନ ମାନଙ୍କର ନୈତିକତା ରହିଛି କିନ୍ତୁ ପୋଲିସ ଗୁଣ୍ଡଗିରି କରନ୍ତି
@mahendrathakur3902
Ай бұрын
No saspend only action Jai hind 🇮🇳
@premanandataria1778
Ай бұрын
Jay Jawan 🙏❤
@babulkumarj220
Ай бұрын
ଗୋଟିଏ ପୋଲିସ ପାଇଁ ସମସ୍ତ ପୋଲିସ୍ ବଦନାମ.. 😢😢😢ଯବାନ ଭାଇ ଙ୍କୁ 🙏ସେମାନଙ୍କ ପାଇଁ ଆମେ ସୁରକ୍ଷିତ😢କିନ୍ତୁ ପୋଲିସ୍ ଭାଇ କଣ କଲ. 😢
@TofanKaran-c2j
Ай бұрын
Good👍👍👍 treet ment sir Jay jawan Jay kissan i love indian 🇮🇳🇮🇳🇮🇳army. Jay hindi
@sibaranjansahu9405
Ай бұрын
ବର୍ତ୍ତମାନ ର ମୁଖ୍ୟ ମନ୍ତ୍ରୀ ମଧ୍ୟ ଜାଣିଛନ୍ତି ପୋଲିସ ର ବ୍ୟବହାର, କାରଣ ସେ ମଧ୍ୟ ଭୋଗିଛନ୍ତି
@Sudhi2011
Ай бұрын
Sir thank u fm all jawans of india
@sitakantaghibela2034
Ай бұрын
Jay hind jay jaban
@sriramkisan7692
Ай бұрын
ଆମ ଓଡିଶା ପୋଲିସ୍ ମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ବରୁ ମଧ୍ୟ ଭଲ ବ୍ୟବହାର ଦେଇନାହାଁନ୍ତି ବର୍ତ୍ତମାନ Army ଙ୍କ ସହିତ ଭବିଶ୍ୟତରେ ଆଉ କାହା ସହ ଭଲ ବ୍ୟବହାର ଦେବେ ନାହିଁ । ଏପରି କ୍ଷେତ୍ରରେ ପବ୍ଲିକ୍ କୁ ଯେମିତି ଦଣ୍ଡ ଦିଆଯାଉଛି ଏମାନଙ୍କୁ ମଧ୍ୟ ସେମିତି ଦଣ୍ଡ ହେବା ଦରକାର ।
@skumar7960
Ай бұрын
ରାଜ୍ୟ ରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି, ତେଣୁ ପୋଲିସ ଚାକିରିଆ ମାନଙ୍କୁ ଦୀର୍ଘ ଦିନ ଧରି ଚାକିରୀରେ ରଖିବା ଅନୁଚିତ୍, ଏବଂ ଅର୍ମି ସେନା ଙ୍କ ଭଳି ନିର୍ଦ୍ଦିଷ୍ଟ ସମୟ ସୀମା ରେ ଅବସର କରାଯିବ ଉଚିତ୍, ଏଥିରେ ରାଜ୍ୟ ତଥା ରାଜ୍ୟର ଜନତା ଉପକୃତ ହେବା ସହ ସୁରକ୍ଷିତ ରହି ପାରନ୍ତା
@ananda6789
Ай бұрын
ପୋଲିସ ଉପରେ ଲୋକଙ୍କ ଵୀଶ୍ୱାସ ନାହିଁ
@rajatkumarmishra5912
Ай бұрын
ପୋଲିସ ଦିପାର୍ଟମେଣ୍ଟ କୁ utthai ଦିଆଯାଉ. ସେନା ମାନେ ସେ ଜାଗାରେ ରହି home ଦିପାର୍ଟମେଣ୍ଟ katha ବୁଝିବେ.
@swarupkumardas
Ай бұрын
Police upare Action darkar
@sahu3011
Ай бұрын
Army ekta jindabad
@harishchandrapradhan8637
Ай бұрын
sir apana kebala jabannka paain na ladhi ସମସ୍ତଙ୍କ ପାଇଁ ଲାଧନ୍ତୁ ।ପୋଲିସ ସମସ୍ତଙ୍କୁ ହଇରାଣ କରୁଛି
@byomkeshrout7292
Ай бұрын
Jay jawan jay kisan galua government
@SantoshSamantaray-oc2ut
Ай бұрын
ରାଷ୍ଟ୍ରପତିଙ୍କ ପୁଅ ପୁରୀ ରେ ଯେଉଁ ଯବାନ୍ ଙ୍କୁ ମାଡ ମାରିଥିଲେ କଣ ହେଲା, ପୋଲିସ କଣ ରିପୋର୍ଟ ଦେଲା, ଜୟ ଜବାନ
@maheswarojha3081
Ай бұрын
Government should be taken action of SP.
@Godsaveme380
Ай бұрын
ଏତେ ଦିନ ପରେ ଆଜି ମୁଁ ଫାଇନାଲ ଭାସ୍କର ନିଉଜୁ ବାଲା ର ମୁଁହ ଦେଖିଲି । ଯୋଉ ଭାସ୍କର ଚନାଲ କୁ ସବୁ ଲୋକ କୁହନ୍ତି ମିଛୁଆ ଭାସ୍କର। ଆଜି ଫାଇନାଲ ସେ ମିଛୁଆ ଭାସ୍କର ନୀଉଜୁ ବାଲା ର ମୁଁହ ଦେଖିଲି ।ଜୀବନ ସାର୍ଥକ ହେଇ ଗଲା😂😂😂😂😂😂
@sasmisaman7002
Ай бұрын
😂😂😂😂
@alokjena3541
Ай бұрын
ନିଲମ୍ବିତ କର
@laxmam930
Ай бұрын
Jai Jaban jai kisaan Jai Vigyan.
@bhagyadharanayak
Ай бұрын
ଜୟ ଯୱାନ୍
@SibanandaPrida
Ай бұрын
NO SUSPEND ONLY, DONT TAKE IT LIGHT...
@brahmaachary3955
Ай бұрын
ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରି ଚାକିରି ରୁ ବହିସ୍କାର କରାଯିବା କଥା,ଜୟ ଯବାନ,ଜୟ କିଶାନ
@mitumohanta5797
Ай бұрын
ଏ ଘଟଣାରେ ଯେତେ ଜଣ ପୋଲିସ ସମ୍ପୃକ୍ତ ଥିଲେ ସେ ସମସ୍ତଙ୍କୁ ଚାକିରୀ ରୁ ବହିଷ୍କାର ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଦରକାର ..
@mrkartik.rajput2491
Ай бұрын
I love Indian army ❤❤❤
@KulamaniPanda-r3r
Ай бұрын
ଆଉ କୁହନି ଆ ମ କୁ ଦୁଃଖ ଲାଗୁଚି ସହି ହଉନି
@sanjayparida7101
Ай бұрын
Jay hnidi.sir
@subashchandra5589
Ай бұрын
ଓଡ଼ିଶା ପୋଲିସ ସୁଧୁରି ଯାଓ ସମୟ ଆସିଲେ ସାଧାରଣ ଜନତା ଲଙ୍ଗଳା କରିକି ପିଟିବେ ❤
@TejraBemal
Ай бұрын
Jai javan jay hind
@prabiramishra9758
Ай бұрын
ନିନ୍ଦନୀୟ ଘଟଣା, ଏ ପୋଲିସ ଙ୍କୁ କଠୋର ଦଣ୍ଡ ଦେବା ଦରକାର.
@sanatanpatra5756
Ай бұрын
କିଛି କହିବା ଦରକାର ନାହି ସିଧା ଫାଶୀ ଦଣ୍ଡାଦେଶ ଦିଅ ସରକାର ଚାଲ । ସବୁ ଯବାନ ଏକ ହବା ଦରକାର।
@Das-xk2cz
Ай бұрын
ଝିଅଟି ର ସବୁ ଦୋଷ ଅଛି କାରଣ ଯେଉଁ ଘଟଣା ହୋଇଛି ଠିକ୍ ଭିଡିଓ ଦେଖନ୍ତୁ
@biswanathparida7325
Ай бұрын
Tume kebe police hatre padina
@Basanth123
Ай бұрын
ପୁଲିସ ଜେ ଖାଲି suspend କେ
@tmsvlog328
Ай бұрын
Jay jawan jay hind
@sukantakumarpradhan8127
Ай бұрын
ଏକତ୍ର ହେଲେ ସବୁ ଜୟ ଯବାନ, କେବେ ଏକାଠି ହେବେ ଜୟ କିଷାନ l
@Jena7053
Ай бұрын
ଓଡିଶା ର ପୋଲିସ ମାନେ କୁ ମାରିଦେଲେ ଭଲ ହେବ ଚାକିରୀ କି duty କିଛି କରିନ୍ତୁ ଚୋର
@Amareshsir
Ай бұрын
Finally vashkar news gte vala aau important topic upre news cover kala
@liveforever6998
Ай бұрын
Anti Social Police Officer ଙ୍କୁ Dismiss କରାଯାଉ ।
@rajatkumarmishra5912
Ай бұрын
CM Mohanjee ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ. Apana ଭଲ ଭାବେ ଜାଣନ୍ତି ପୋଲିସ କେମିତି ବ୍ୟବହାର ଦେଖାଏ
@devdevmahadev-rt7vn
Ай бұрын
Odisha cm sir tk dhayna diantu ae vali police nku dismiss saha jail diantu .jay Indian army
@amareshamohanty69
Ай бұрын
ଯେଉଁ ଓଡ଼ିଶା ରେ ସେନା କର୍ମଚାରୀଙ୍କ ସହିତ ଏଭଳି ବ୍ଯବହାର ହେଉଛି , ସେଠି ସାଧାରଣ ଜନତାଙ୍କୁ କଣ ନ୍ୟାୟ ମିଳିବ ଯେ ?
@suryablags5190
Ай бұрын
Jai jaban
@susantabaraiofficial4821
Ай бұрын
All india army jawans union should take direct similar action
@ramakantachhtoi1067
Ай бұрын
ଏ, ଓଡ଼ିଶା, ପୋଲିସ୍,ପରମ୍,ହାରାମି,ସଳେ,ଚୋରୋ,ଗୁଡାକ
@SibanandaPrida
Ай бұрын
ALL GOOD PEOPLE STAND UNITED PLEASE PLEASE PLEASE
@AshokSingh-qf7rc
Ай бұрын
ସସ୍ପେଣ୍ଡ କରିବା ସଙ୍ଗେ ସଙ୍ଗେ କ୍ରିମିନାଲ କେଶ ରେ ଗିରଫ କରାଯିବା ଉଚିତ
@RupNarayanMajhi
Ай бұрын
ଆୟ ବହିର୍ଭୁତ ସଂପତ୍ତି ର ଯାଞ୍ଚ ହେବା ଦରକାର୍ ।
@tusharkantisatapathy2427
Ай бұрын
Arrest and forward immediately
@susantswain9964
Ай бұрын
Jay jawan. Ham. Aap. Ke. Satha. He
@kunmun9983
Ай бұрын
After retirement army walan ka fitness dheka and aa sala police in job and retired para ra fitness dheka😂😂 Love u indian army
@RupNarayanMajhi
Ай бұрын
Because they the disciplined person and fitness is a regular routine in their life
@sumantagiri1747
Ай бұрын
Police mane heuchhonti hotel ra buturu bhali dekhajaanti
@rajeshchemistry6045
Ай бұрын
Suspend is not a punishment,its a type of rest..... Punishment should be dismissed
@yudhisthirprusti2449
Ай бұрын
If applicable court marshall.
@SangramMurmu-ic7dp
Ай бұрын
ଭାବି ପାରୁଥିବେ.. ଜନସାଧାରଣ ମାନଙ୍କ ସହିତ ପୋଲିସି କେମିତି ବ୍ୟବହାର କରୁଥିବେ 😂😂
@bijaykrishnapanigrahy993
Ай бұрын
We want proper legal action against the accused Police Officials.Police should know that they are public servants.
@nityanandamohanty4721
Ай бұрын
Kindly suspend and forty years forward to jail
@dillippanda2603
Ай бұрын
ଏ ବିଡ଼ିଓ ଦେଖି ଲାଗୁଚି ଏ ଉଦ୍ଧତ ଝିଅ କୁ ପୋଲିସ ଝା କରିଛି ଠିକ କରିଛି
@ManojSingh-nd9cf
Ай бұрын
Police ku emiti darkar
@sambitRaz-ow3ri
Ай бұрын
😂😂 Army ମିଳି ମିଶିକି ପେଲି ଚାଲ ଏ ଓଡ଼ିଶା ମୋଲିଷ କୁ,,
@ashokkumardas2044
Ай бұрын
ପୋଲିସ ର ବର୍ବରତା କାମ ପାଇଁ ସେମାନେ ଦଣ୍ଡ ପାଇବା ଯୋଗ୍ୟ.
@abhidas8340
Ай бұрын
Nice
@Prakash-r7j
Ай бұрын
Very good take action immediately and common peoples also suffering through local police,
@amitmk403
Ай бұрын
ପୋଲିସ୍ ମାନଙ୍କୁ ଗୋଡେଇ ଗୋଡେଇ ମାରିବା କଥା
@Pritiranjan__07
Ай бұрын
Respect for soldier 😢🙏🇮🇳
@Bnchi-cu8mu
Ай бұрын
Very right sir
@sanatanpatra5756
Ай бұрын
ସସପେଣ୍ଟ ମାନେ କ'ଣ। ସରକାର ସେମାନଙ୍କୁ ପଚାରୁ। ସିଧା ଫାଶୀ
@kamalbehera553
Ай бұрын
Jay hind . . .
@sidharthabehera9588
Ай бұрын
Good
13:59
"ସମ୍ପତ୍ତି ପାଇଁ ସବୁ ଧାଇଁ ଆସିବେ ,ହେଲେ କାମ କରିବାକୁ କେହି ଆସିବେନି " ମଧୁମିତା ରଥ Satyanagar Crematorium
Odisha Bhaskar
Рет қаралды 11 М.
2:49
ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ଏବେ ଏହି ମାନଙ୍କୁ ମାସକୁ ମିଳିବ ୩୫୦୦ ଟଙ୍କା DCM Prabhati Parida
Odisha Bhaskar
Рет қаралды 1 М.
00:19
Wait for it 😂
ILYA BORZOV
Рет қаралды 11 МЛН
00:18
Triple kill😹
GG Animation
Рет қаралды 18 МЛН
00:22
娃太多了!爸爸一碗水端的平吗? #四小只吖 #日常 #搞笑 #搞笑家庭 #姐弟 #家庭生活
四小只吖
Рет қаралды 13 МЛН
00:18
PIZZA or CHICKEN // Left or Right Challenge
Hungry FAM
Рет қаралды 15 МЛН
23:25
30 Jila Ra Prasidha Khadya ll ତିରିଶି ଜିଲ୍ଲା ର ପ୍ରସିଦ୍ଧ ଖାଦ୍ୟ ll କେଉଁ ଜିଲ୍ଲାରେ କେଉଁ ଖାଦ୍ୟ ଫେମସ ଦେଖିବା
Sai pragnya Creation
Рет қаралды 866 М.
7:06
ଏସ ପି ସାଗରିକା ନାଥଙ୍କ ବିଦାୟ ବେଳେ କାନ୍ଦି ଉଠିଥିଲେ ବରିଷ୍ଠ ପୁଲିସ ଅଫିସରଙ୍କ ସମେତ କର୍ମଚାରୀ
KNews Odisha
Рет қаралды 518 М.
17:44
Odisha Outrage: Army Veterans Condemn State Police for Custodial Abuse of Army Captain and Fiancee
Satyapatha
Рет қаралды 442 М.
16:25
"ଝିଅଟେ କାନ୍ଦିଦେଲା ବୋଲି ଠିକ ହେଇଗଲା ,ଆଉ 3ଜଣ ଝିଅ ସସ୍ପେଣ୍ଡ ହେଲେ ତାଙ୍କର କିଛି ନାହିଁ"ତପି ମିଶ୍ରBhartpur Case
Odisha Bhaskar
Рет қаралды 303 М.
2:20:19
Maharshi new 2024 #smbhai_1 released full hindi dubbed action Movies #Sonamishra1 blockbuster movies
Sona mishra Vlogs
Рет қаралды 31 МЛН
11:39
ରହିଛି ଅତ୍ୟାଧୁନିକ ସୁବିଧା, ସରକାର ଅନୁମତି ଦେଲେ ଗାଡି ଗଡ଼ିବ Dildar Bus Bhubaneswar, Dildar Bus Service
Mobile News 24x7
Рет қаралды 867 М.
15:29
Maharashtra Elections: प्रचार के लिए निकले Raj Thackeray के बेटे, बीच रास्ते में टूट गई चप्पल | ABP
ABP NEWS
Рет қаралды 198 М.
20:01
ഇതുപോലെ ചിരിപ്പിച്ച ഒരു റീയൂണിയൻ മുൻപ് ഉണ്ടായിട്ടുണ്ടാവില്ല 😂🤣 #Vintagecomedy | COMEDY MASTERS
Amrita TV Archives
Рет қаралды 1 МЛН
49:42
News Ki Pathshala | Sushant Sinha : महाराष्ट्र जीते तो CM कौन बनेगा..Amit Shah ने किसका नाम बताया?
TIMES NOW Navbharat
Рет қаралды 400 М.
36:07
ജോൺ കുര്യാക്കോസിൻ്റെ ആവേശകരമായ വിജയകഥ | John Kuriakose Success Story | Dentcare | Dhanamonline
DhanamOnline
Рет қаралды 446 М.
00:19
Wait for it 😂
ILYA BORZOV
Рет қаралды 11 МЛН