ପଞ୍ଚାନନଙ୍କ ପରେ ତାରା || Congress's Odisha Woes Mount As Senior Leaders Blame Leadership || Kanak News

  Рет қаралды 8,392

Kanak News Digital

Kanak News Digital

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
For latest Odisha News Follow Kanak News:
Visit: kanaknews.com/
Watch Live: www.youtube.co...
KZbin: / kanaknewsdigital
Twitter: / kanak_news
Facebook: / kanaknews
#KanakNewsDigital #TaraPrasadBahinipati #PanchananKanungo

Пікірлер: 24
@hrudayaragita7961
@hrudayaragita7961 24 күн бұрын
ରାଜନୀତି ପାଠରେ " ଜନମତ ଅନୁସାରେ ସବୁ ପ୍ରକାର ପରିବର୍ତ୍ତନ ହୁଏ " ତେଣୁ ଦଳଛାଡିବା ଏକ ପ୍ରକିୟା।
@JogendraMishra-i4o
@JogendraMishra-i4o 24 күн бұрын
ଏମିତି ହେଲେ କଂଗ୍ରେସ ଦଳ ଆଗକୁ ଶାସନକୁ ଆସିବ ବୋଲି କେମିତି କହିପାରିବେ। ଆପଣ ମାନଙ୍କ ଭଳିଆ ପାଞ୍ଚ ଥର ନିର୍ବାଚିତ ବିଧାୟକ ମାନଙ୍କୁ ଯଦି ଦଳ ଗୁରୁତ୍ୱ ଦେଉନାହିଁ। ଆପଣମାନେ ବିକଳ୍ପ ଚିନ୍ତା କରନ୍ତୁ। ଏଇ ଦଳରେ ରହିଲେ ଆଗକୁ ବଢିବା ଅସମ୍ଭବ। ଆମରାଜ୍ୟରେ କଂଗ୍ରେସ ର ଆଉ ଭବିଷ୍ୟତ ନାହିଁ। କିନ୍ତୁ କେନ୍ଦ୍ରରେ ଦଳର ଆଗକୁ ଭବିଷ୍ୟତ ଅଛି।
@sankarmallick3610
@sankarmallick3610 24 күн бұрын
କଂଗ୍ରେସ୍ ର ସବୁ ହେଇକି ମଧ୍ୟ BJP କୁ ଲୋକେ ଗଲେ, ଯାଉଛନ୍ତି ଓ ଯିବେ ମଧ୍ୟ l
@RamadeviSahu-wj7nj
@RamadeviSahu-wj7nj 21 күн бұрын
100% right
@ghanashyam9717
@ghanashyam9717 24 күн бұрын
କଂଗ୍ରେସ ରୁ ଯିଏ ଯାଉଛ ଯାଅ କିଛି କଥା ନାହିଁ କଂଗ୍ରେସ ଦିନେ ଆସିବ ସେଣ୍ଟ ର ଆଉ ରାଜ୍ୟ ରେ ମଧ୍ୟ।ଆଉ ସୁନାର ଦେଶ ପୁଣି ଗଢି ଉଠିବ।
@stuluachary
@stuluachary 24 күн бұрын
ସୁର ଓ ତାରା ଏମାନେ କାଉ ଭଳିଆ ରାଉ ରାଉ ହେବେ । ବିଜେଡ଼ି ଚୋର ଟାଉଟର ଦଳ ଏବେ କଂଗ୍ରେସ ଭରଷାରେ 🤣🤣🤣
@MrRanjankumarsahoo
@MrRanjankumarsahoo 24 күн бұрын
ତମେ ତ ଖାଲି ପକୋଡ଼ି ବିକିବ, ପିଆଜ ବିକିବ, BJD ସହ BJP ବାହାଘର କରିବ ଆଉ ତମେ କେଳି କେମିତି କରିବ . ତମର ତ ବାଳ ବୁଦ୍ଧି ନାହି ଲୋକ କଣ ଚାହୁଛନ୍ତି ସେଇଟା ନ କରୀକି ତମେ ଲୋକଙ୍କୁ entertainment ଦେଖେଇଲ ଆଉ ତମେ ହାରିବ ନି ତ ଆଉ କିଏ ହାରିବ
@KishorechandraNayak-mf9ot
@KishorechandraNayak-mf9ot 24 күн бұрын
Tara Bhai Congress jatiya dal apekshya kar 10year vitare bjd and BJP ru kete leader Congress ku aasibe, Congress sarakar karib
@shankarjhodia5181
@shankarjhodia5181 24 күн бұрын
ନିଜ ଘର ଆଗ ସଜାଳ, ଅନ୍ୟ ଉପରେ ଦଶ ଦେଉଛ କାହିଁକି? ଲଜ୍ଜ୍ୟା ଛି ଛି!
@rameshchandradas946
@rameshchandradas946 24 күн бұрын
Panchu Kanungo is most versatile leader in Congress.
@basantkumardash6882
@basantkumardash6882 24 күн бұрын
Lajya.laguchi
@balabhadradash798
@balabhadradash798 24 күн бұрын
Nice.
@Nanakebhalusena
@Nanakebhalusena 24 күн бұрын
ଆମ ପ୍ରିୟ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଭାଲୁ ଭାଇନା ଯାହା କହୁଛନ୍ତି ଠିକ୍ କହୁଛନ୍ତି। ଆମ ପ୍ରିୟ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଭାଲୁ ଭାଇନା ଙ୍କ ପାଇଁ ଆମେ ଜୟପୁର ସହର ବାସୀ ବହୁତ ଗର୍ବିତ। ଆଉ 2029 ରେ କେବଳ କଂଗ୍ରେସ ସରକାର ଆସୁଅଛି ଆମ ଓଡ଼ିଶାରେ। ଜୟ ରାହୁଲ ଗାନ୍ଧୀ। ଜୟ କଂଗ୍ରେସ। ଜୟ ସମ୍ବିଧାନ। ଭାରତୀୟ ଜାତୀୟ କଂଗ୍ରେସ ଜିନ୍ଦାବାଦ। ତାରାପ୍ରସାଦ ବାହିନୀପତି ଭାଲୁ ଭାଇନା ଜିନ୍ଦାବାଦ। #ନାନାକେଭାଲୁସେନା SUBSCRIBE OUR BELOVED BHALU BHAINA KZbin CHANNEL @Nanakebhalusena
@user-pz3rp4hi4r
@user-pz3rp4hi4r 24 күн бұрын
Congresh party jindabad ❤❤❤❤❤
@bsubhalaxmiandbsaipritiman5290
@bsubhalaxmiandbsaipritiman5290 24 күн бұрын
Tamara Thila
@anshumanbarik7937
@anshumanbarik7937 24 күн бұрын
Tora nijara akha gauni nahi....
@dasharathiroutray7176
@dasharathiroutray7176 24 күн бұрын
People chosen BJP , so no problem
@bijaybal899
@bijaybal899 24 күн бұрын
Bhalu Bhai kama Kam bhasan prabala.
@nuririna6076
@nuririna6076 24 күн бұрын
Han tume ta hele sabu janichha, Tumara prabala gapa, kama ta mu ta janini na hele kahithanti
@Nanakebhalusena
@Nanakebhalusena 24 күн бұрын
ଆପଣ ଆମ ଜୟପୁର ସହର ରେ କେବେ ଆସି କି ଥରେ ଦେଖନ୍ତୁ। ଆମ ପ୍ରିୟ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଭାଲୁ ଭାଇନା କ'ଣ କ'ଣ Devlopment କରିଛନ୍ତି ଆମ ଜୟପୁର ସହର ପାଇଁ ସବୁ ଦେଖି କି ଯିବେ । #ନାନାକେ.....
@s.p.sagarranjannayak9664
@s.p.sagarranjannayak9664 24 күн бұрын
Tu kali jibu bjp ku
Violet Beauregarde Doll🫐
00:58
PIRANKA
Рет қаралды 52 МЛН
Cute
00:16
Oyuncak Avı
Рет қаралды 3,6 МЛН
So Cute 🥰
00:17
dednahype
Рет қаралды 46 МЛН
مسبح السرير #قصير
00:19
سكتشات وحركات
Рет қаралды 11 МЛН
Violet Beauregarde Doll🫐
00:58
PIRANKA
Рет қаралды 52 МЛН