ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦବଙ୍ଗଗିରି || Pattamundai Block Education Officer Issue

  Рет қаралды 152,129

Argus News

Argus News

Күн бұрын

Пікірлер: 484
@santoshkumarmishra2620
@santoshkumarmishra2620 11 ай бұрын
ଧନ୍ଯବାଦ ଅର୍ଗସ୍. ଲଢେଇ ଜାରିରଖନ୍ତୁ.
@dukhukishku4403
@dukhukishku4403 11 ай бұрын
Fight କରୁଥିବାରୁ ଧନ୍ୟବାଦ...success. sure continue...
@kalyanpanda5885
@kalyanpanda5885 11 ай бұрын
ଏଇ ହେଉଛି 5T ଶାସନ ର ଏକ ଛୋଟିଆ ଉଦାହରଣ
@samirnayak3768
@samirnayak3768 11 ай бұрын
ସବୁ ଅଫିସରେ ଏମିତି ଲୋକମାନଙ୍କୁ ହ ଇରାଣ କରାଯାଉଛି, ହାତଗୁନନ୍ଜା ମାଗୁଛନ୍ତି.
@DhiraSenapati-tt3pe
@DhiraSenapati-tt3pe 11 ай бұрын
ଅର୍ଗସ news କୁ ବହୁତ ବହୁତ ଧନ୍ୟବାଦ ♥️♥️♥️♥️♥️
@ranjeetmaurya5199
@ranjeetmaurya5199 11 ай бұрын
ଏହି ଗୋଟେ ମିଡିଆ ଅର୍ଗସ news .... ନିରପେକ୍ଷ News ଦେଖାଉଛି ଓଡ଼ିଶା ବାସୀଙ୍କୁ ... ଧନ୍ୟବାଦ....carry on ...great Job🎉
@dillipjena5818
@dillipjena5818 11 ай бұрын
ଏ ଅବ୍ୟସ୍ଥା ସବୁ ଜିଲ୍ଲା ରେ ଚାଲୁଛି । ତୁରନ୍ତ ଏହାର ସମାଧାନ କରାଯିବା ଦରକାର ।
@ଫୋକସ୍
@ଫୋକସ୍ 11 ай бұрын
ଯିଏ ସରକାରୀ ଦରମା ପାଉଛି ଆଉ କାମ କରୁନି ତାକୁ ମାଡ଼ ଦରକାର
@Xuy788
@Xuy788 11 ай бұрын
ସବୁ ଚୋର ପାଣ୍ଡୁ ର କମାଲ 😡😡😡ହାରାମଜାଦା
@gobinmeher8696
@gobinmeher8696 11 ай бұрын
Thanks you Argus news at-least you are showing this kind of issues...but it's only 0.1% of such problem.
@abhimanyusahu9445
@abhimanyusahu9445 11 ай бұрын
Dhanabad madam
@KanhuCharandas-y8e
@KanhuCharandas-y8e 11 ай бұрын
Argus News is the very best and very good news,so I salute you 🌹🙏🏿
@ganeshpanigrahi5258
@ganeshpanigrahi5258 11 ай бұрын
Many more thankful for brave & impartial media i.e:- Argus News Journal...
@basudevparua1831
@basudevparua1831 11 ай бұрын
ଧନ୍ୟବାଦ ଅରର୍ଗସ୍ ନିଉଜ୍ ଲଢେଇ ଜାରି ରଖନ୍ତୁ 👍🙏🙏
@CreationOdia1234
@CreationOdia1234 11 ай бұрын
ଏମିତି ରିପୋର୍ଟର ଓଡ଼ିଶା ପାଇଁ ଗର୍ବ ବହୁତ୍ ଭଲ ଭାଇ
@SMISRA-nn1mb
@SMISRA-nn1mb 11 ай бұрын
ଆଜ୍ଞା ... ସବୁ ବ୍ଲକ୍ ରେ ଏଇ ଗୋଟେ ପ୍ରୋବଲମ । ଆମ ଗଞ୍ଜାମ ଜିଲ୍ଲା ର ରଙ୍ଗେଇଲୁଣ୍ଡା ବ୍ଲକ ରେ ବି ଏମିତି ହଉଚି ।ଜଣେ ଯଦି retire ହେଲା ତ beo ,dealing କ୍ଲାର୍କ ଙ୍କର ବଲେ ବଲେ।। 15000 ରୁ 20000 ଟଙ୍କା per head ମାଗୁଛନ୍ତି ....camera man ଇୟାଡେ ଟିକେ ଫୋକାସ କର
@gyanaranjanbehera8808
@gyanaranjanbehera8808 11 ай бұрын
Thanks argus news.we want change odisha....
@tukunsahoo6188
@tukunsahoo6188 11 ай бұрын
ଧନ୍ୟବାଦ୍ ଭାଈ। ସାଲ୍ୟୁଟ୍।
@santoshkumarmishra2620
@santoshkumarmishra2620 11 ай бұрын
ସରକାରୀ କର୍ମାଚାରୀମାନେ ଯେଉଁଠାକୁ ଯିବେ ତାର ପ୍ରମାଣ ଅଫିସ୍ ରେ ରଖିକିଯିବେ.
@kumarjaga6872
@kumarjaga6872 11 ай бұрын
ଧନ୍ୟବାଦ argus news 🙏🙏🙏...
@om9533
@om9533 11 ай бұрын
ମୋ ଶ୍ୱଶୁରଙ୍କ ମୃତ୍ୟୁ ପରେ..ଭାଇ ମାନେ ସତ କହୁଛି... ପ୍ରତିଟି ମୁହୂର୍ତ ରେ ପଇସା ଦେବାକୁ ପଡିଲା BEO ଅଫିସ ର କ୍ଲର୍କ ମାନଙ୍କୁ... ପଇସା ନେଲା ପରେ ବି କାମ କରନ୍ତିନି.. ବର୍ଷ ବର୍ଷ ଧରି ଗଡେଇ ଚାଲିଲେ.. Treasury office ରେ ବି ପଇସା ଆସିଲେ ସେମାନଙ୍କୁ ବି ଲାଞ୍ଚ ଦେଲେ ପଇସା ଉଠେଇବା ପାଇଁ ଦିଅନ୍ତିନି...
@Gita.kundu_official2
@Gita.kundu_official2 11 ай бұрын
Same problem bi mora... Khali paisa maguchantii... Au harasment bi karuchanti
@sagardas2469
@sagardas2469 11 ай бұрын
Thanks Argus news 🙏🙏🙏
@shashankanayak7428
@shashankanayak7428 11 ай бұрын
Manny many thanks Argus news
@Gita.kundu_official2
@Gita.kundu_official2 11 ай бұрын
Thank you ARGUS NEWS...
@sanjayatripathy3358
@sanjayatripathy3358 11 ай бұрын
. Many thanks to argus channel.
@Marvel_baba
@Marvel_baba 11 ай бұрын
Respect for Argus news increase day by day ❤❤
@TLM624
@TLM624 11 ай бұрын
Se jhia au Argus news wah wah salute
@BichitraK
@BichitraK 11 ай бұрын
Thank you Argus News.
@sadanandabarge
@sadanandabarge 11 ай бұрын
ବଲାଙ୍ଗିର ଜିଲ୍ଲାରେ ଏମିତି ବହୁତ ହେଉଛି
@niharpalai3774
@niharpalai3774 5 ай бұрын
Gote ମହିଳା ଙ୍କୁ ଏମିତି ହଇରାଣ କରୁଛନ୍ତି, BEO nku jaldi suspend କରାଯାଉ
@Trd12345
@Trd12345 11 ай бұрын
Solute to Argus news and these teacher ..... government should take proper proceedings against BEO
@rasmiranjandas5446
@rasmiranjandas5446 11 ай бұрын
thanks argus for covering this type of issues
@anandaghosal7986
@anandaghosal7986 11 ай бұрын
Argus media must help to these types of real helpless people of Odisha. Whenever any real helpless person asks u to come to help him or her, u must be there soon as u r considered to be the real and fearless media of our State. Every illegal person are afraid of you now a days. Carry on. We all are after you.
@DRONA_LIMIT
@DRONA_LIMIT 11 ай бұрын
Bravo sister
@shaikhmurshidalli4972
@shaikhmurshidalli4972 11 ай бұрын
So many thanks to Arous reporter.
@satyaprakashsahoo7630
@satyaprakashsahoo7630 11 ай бұрын
ନବୀନ ପଟ୍ଟନାୟକ ପାଣ୍ଡିଆନ ହଟାଅ ଓଡ଼ିଶା ବଞ୍ଚାଅ 👍👍👍👍
@narayanmohanty5100
@narayanmohanty5100 11 ай бұрын
ଏମାନଙ୍କ ପାଇଁ ମାଡ଼ ଦରକାର
@subhammohanty263
@subhammohanty263 11 ай бұрын
Immediately some strong steps should be implemented against these kind of corrupted employes.Justice should be given to these kind of victims.
@mitrabhanuray7064
@mitrabhanuray7064 6 ай бұрын
ଏମିତି ରିପୋର୍ଟର ହେବାକଥା । ଧନ୍ୟ ବାଦ ଅରଗସ ।
@prasantapatra3015
@prasantapatra3015 11 ай бұрын
Wow what a reporting vai 🙏🙏
@aksahoo6098
@aksahoo6098 11 ай бұрын
her education makes her brave #Thanks argus reporter.
@bijoykumarojha9550
@bijoykumarojha9550 5 ай бұрын
PC ମାଗିବ ନାହିଁ କେମିତି. PC ଦେଇକି ଚାକିରୀ କରିଥିବ. ଆଉ ସବୁଠାରୁ ବଡ କଥା ହେଲା ଶଙ୍ଖ ଆମର ଗର୍ବ
@renupravamohapatra1036
@renupravamohapatra1036 6 ай бұрын
Immediately take favourable action to release the pending dues of that lady and the retired teacher and action as deemed fit against the corrupt officials for neglecting their duties. Thanks to Argues media for uploading the video before the public.
@anantakumarsahoo197
@anantakumarsahoo197 5 ай бұрын
ସବୁ ଜିଲ୍ଲାର ଶିକ୍ଷା ବିଭାଗ ର ସମସ୍ତ office ରେ PC କାର୍ଯ୍ୟକ୍ରମ ରହିଛି, ତାହା କେହି ଜାଣିପାରୁ ନାହାନ୍ତି।
@abhimanyusahu9445
@abhimanyusahu9445 11 ай бұрын
Best Argus news
@susilkumarpallai4990
@susilkumarpallai4990 11 ай бұрын
Thank you @Argus news
@MAJHIJAYADEV
@MAJHIJAYADEV 11 ай бұрын
ଓଡ଼ିଶା ର ସବୁ ଜିଲ୍ଲା ରେ ଏଭଳି ହଇରାଣ ହେଉଛନ୍ତି 😢 ପ୍ରତି ଟି କ୍ଷେତ୍ର ରେ ଦୟନୀୟ ଅବସ୍ଥାରେ ରହୁଛନ୍ତି ଖଟିଖିଆ ଗରିବ ଲୋକ ଙ୍କୁ ହଇରାଣ କରୁଛନ୍ତି😢 କାହିଁକି କଣ ପାଇଁ ଏଭଳି ଅବସ୍ଥା ହଉଚି ଏଥି ପାଇଁ ଦାୟୀ କିଏ 😥
@sureshsethy6759
@sureshsethy6759 11 ай бұрын
First of all I welcome to ORGUS news media from my core of hearts brings truthiness of Govt. employees specially education department from top to bottom regarding corruption and bribery harassment and monopoly activities all over odisha so strong actions need against corrupted officials
@nalinimohapatra4033
@nalinimohapatra4033 11 ай бұрын
ଯେଉଁ ଲୋକ ଏଭଳି ବ୍ୟବହାର କରୁଛନ୍ତି ସେମାନେ ଟଙ୍କା ଦେଇ ଚାକିରୀ କରିଛନ୍ତି ପ୍ରାୟ ।ଏମା ନଙ୍କର ଏ ଚ଼ାକିରୀ କରିବାର ଯୋଗ୍ୟତା ନାହଁି ।ଓଡ଼ିଶାର କଳଙ୍କ ।ଉପର ଅଫିସର କଣ କରୁଛନ୍ତି ?
@SankarsanDas-o2x
@SankarsanDas-o2x 11 ай бұрын
ମାନବିକତାର ବାହାରେ ଶିକ୍ଷାନୁଷ୍ଠାନ, କଣ ହେଲା ଏ ଦୁନିଆ, ପାଠ ପଢା ଶୂନ୍ଯ, ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ଦିଆ ଯାଉଛି ।ସାଧାରଣ ପାଠପଢା ବଦଳରେ ଯେଉ ଭଳି କାର୍ଯ୍ୟକଳାପ ଚାଲିଛି ,ତାହା କ୍ୟାମେରା ପରିସର ଭୁକ୍ତ ନିହାତି ଦରକାର,
@bindasskpcreations4706
@bindasskpcreations4706 11 ай бұрын
Odisha ra sabu DEO aau BEO office re PC nia hauchi sir. Please ehipari maximum OFFICE ku jai ground level report nebaku chesta karantu sir.
@Ajit-1996
@Ajit-1996 11 ай бұрын
Thanks argus news🙏🙏🙏
@SrinivasTadingi
@SrinivasTadingi 5 ай бұрын
B.E.O, kichi district mano nkar re Bina lacha re karjya karunahanti,I salute to you Argus news channel.
@ranjannayak3591
@ranjannayak3591 10 ай бұрын
ଲାଚ ନ ଉଥିବା Officerକୁ ଭାଇରାଲ୍ କରି ଦଣ୍ଡ ଦିଅନ୍ତି
@damodaracreation5845
@damodaracreation5845 10 ай бұрын
Dil se dhanyabad Argus news
@gouripanda1990
@gouripanda1990 11 ай бұрын
Thanks to media reports
@suryanarayannayak4740
@suryanarayannayak4740 5 ай бұрын
ଧନ୍ୟବାଦ୍ Argus
@binodsahoo5588
@binodsahoo5588 11 ай бұрын
ସବୁ ସମୟ ରେ ଆମ ଆଖି କୁ ଯାହା ଦେଖିବାକୁ କୁହାଯାଏ, ତାହା ସର୍ବଦା ସତ୍ୟ ବୋଲି ଭାବିବା ଠିକ୍ ହେବା ନାହିଁ, ଏ ବିଷୟରେ ଆଉ କିଛି ବାକି ରହିଲା ପରି ଲାଗୁଚି । ପ୍ରୟାସ ପାଇଁ ଧନ୍ୟବାଦ ।
@sudarsanajenna2232
@sudarsanajenna2232 11 ай бұрын
Thanks to Argus News for supporting the clients for justice.
@balaramaprusty2382
@balaramaprusty2382 11 ай бұрын
ଭଉଣୀ ଏଥି ୫ତାଉଟର ଶାସନ ଓଡ଼ିଶାରେ ଏଇୟା ହିଁ ହେବ
@JhansiraniMohanty-ri8nq
@JhansiraniMohanty-ri8nq 5 ай бұрын
Thank you Sister. Well done and Hats off 👍
@sureshojha8969
@sureshojha8969 5 ай бұрын
ଧନ୍ୟବାଦ ଅର୍ଗସ ନି୍ୱିଉଜ ଓଡିଶା ମାଟି ମା କୁ ବଞ୍ଚାଅ
@smartbabu3027
@smartbabu3027 10 ай бұрын
Orgus news always with people Thank you Orgus team
@sunilkumarmishra9086
@sunilkumarmishra9086 11 ай бұрын
Thanks Argus
@sunadhargadaba7212
@sunadhargadaba7212 10 ай бұрын
ନବୀନ ଅଟାଅ ଓଡିଶା ରକ୍ଷା କର
@krushnagouda1121
@krushnagouda1121 11 ай бұрын
Thanks to Urgus News
@pramodkumarvlogs4429
@pramodkumarvlogs4429 11 ай бұрын
ପ୍ରଥମ କଥା ସରକାରଙ୍କୁ ଅନୁରୋଧ ସେ କାର୍ଯ୍ୟାଳୟରେ ଯେତେ ଜଣ କର୍ମଚାରୀ ଅଛନ୍ତି ତୁରନ୍ତ ଅନ୍ୟ କାର୍ଯ୍ୟାଳୟକୁ ବଦଳି କରିବାର ବ୍ୟବସ୍ତା କରନ୍ତୁ ଏବଂ ନୂଆ କର୍ମଚାରୀ ମାଧ୍ୟମରେ ତୁରନ୍ତ ସବୁ ସମସ୍ୟାର ସମାଧାନ କରନ୍ତୁ.ସେ ଅଫିସ୍ ରେ ପିଅନ୍ ପାଖରୁ ସବୁ କର୍ମଚାରୀ ଠକ ଟାଉଟର ଦଲାଲ ସେମାନଙ୍କୁ ଅନ୍ୟତ୍ର ଅଫିସ୍ କୁ ତୁରନ୍ତ ବଦଳି କରିବା ଉଚିତ୍.ଜୟ ଜଗନ୍ନାଥ.
@RamBharati-r8o
@RamBharati-r8o 11 ай бұрын
ଏଠି ଯୋଗିଶରକାର ଦରକାର
@chakradharasahoo5948
@chakradharasahoo5948 11 ай бұрын
Emergency action needed against BEO
@sanatsinghbariha4808
@sanatsinghbariha4808 6 ай бұрын
Thanks to argus news ,go ahead.
@bijayasahoo6259
@bijayasahoo6259 6 ай бұрын
Very nice news, thanks Argus
@rameshmahuka3247
@rameshmahuka3247 11 ай бұрын
Badhia kahichhanti sister
@shaikhmurshidalli4972
@shaikhmurshidalli4972 11 ай бұрын
Government should take immediate action against this issue.
@tarakiranpatnaik1049
@tarakiranpatnaik1049 11 ай бұрын
Education department ରେ ବହୁତ ହଇରାଣ କରାଯାଉଛି
@nilambarsahu9643
@nilambarsahu9643 11 ай бұрын
Thank you argus
@bijayamohapatra5002
@bijayamohapatra5002 11 ай бұрын
ସମସ୍ତେ ସେ Head Clerk ନୀରକୁ ପଦେ ପଦେ ଭଲ ଭାଷା କୁହ । ଆଛା , ଆମ ଭ‌ଉଣୀକୁ କଣ୍ ବ୍ୟବସ୍ଥା କଥା କହୁଥିଲା । ତା ଝିଅକୁ ଟିକେ ଘୋଷାରି ଆଣ , ଆମେ ବି କିଛି ବ୍ୟବସ୍ଥା ମାଗିବୁ ..... ମିଶିକି ମାଗିବୁ । ଆଉ ସେ BEO , ଲାଗୁଛି ପରମ ମା__ ଟା । ତା ବ‌ଉର ବୋଧେ ହେଡ୍ କ୍ଲାର୍କ ନୀର ବ୍ୟବସ୍ଥା କରୁଥିଲା। ସେଥିପାଇଁ ନୀର ଆଉ BEO ଙ୍କର ଏତେ ସମ୍ପର୍କ ।
@Gita.kundu_official2
@Gita.kundu_official2 11 ай бұрын
ତା ଝିଅ ରାଣୀ ।ନୀର ଝିଅ ନୀରକୁ ନ ଦେଖି ଲେ ରହି ପାରେନି ।
@SantoshKumarNayak-s4d
@SantoshKumarNayak-s4d 11 ай бұрын
ଖୁସି ବାବୁ ଙ୍କ ବିକାଶ ଆଉ ସ୍ବଚ୍ଛତା
@prakashpal842
@prakashpal842 11 ай бұрын
Very good 💯
@sumitrasarangi4625
@sumitrasarangi4625 6 ай бұрын
very good job argasnews...
@harishnimala5911
@harishnimala5911 11 ай бұрын
Naxal badi andolana ethi paen hua....argus news great job...tumo news lokonko paen bohut help houchi...bjd hotao... odisha bonchao...
@kapilendrapanda705
@kapilendrapanda705 11 ай бұрын
Govt should take strong action against BEO
@niharpalai3774
@niharpalai3774 5 ай бұрын
ABEO କୁ ଚପଲ ମାଡ଼ ଦିଅ ସେ କହିବ
@Socialawrenes
@Socialawrenes 11 ай бұрын
ରାଇଟ news
@BasantakumarRaul
@BasantakumarRaul 11 ай бұрын
ଓଡ଼ିଶା ସରକାର ଅଛି ନା ମରିଯାଇଛି। କାହିଁକି ଏ ଅବ୍ଯବସ୍ଥା? ଏଥିରେ 5T ରୁ Transparency ଜଣାପଡୁଛି। ଅନ୍ୟ। T କଥା ଛାଡନ୍ତୁ।
@Kulamani-nr5oq
@Kulamani-nr5oq 11 ай бұрын
Durgasri babu i like you heartly go forwad with blesing mahadev
@sambalpuriartistzone2576
@sambalpuriartistzone2576 11 ай бұрын
ବିଜେଡ଼ି ସରକାର ଥିବା ପର୍ଯ୍ୟନ୍ତ ଏମିତି ଦୁର୍ନୀତି ଚାଲିଥିବ, ଯେବେ ବିଜେଡି ସରକାର ନ ହଟିବା ସେତେଦିନ ପର୍ଯ୍ୟନ୍ତ ଦୁର୍ନିତୀ ଚାଲିଥିବ,
@hrudanandabarik4467
@hrudanandabarik4467 5 ай бұрын
Thank you ArghosNewest
@bibhutibhusannayak6445
@bibhutibhusannayak6445 6 ай бұрын
ସଂଘମିତ୍ରା ଦିଦି ଙ୍କ ସହିତ ଯୋଗାଯୋଗ ରଖନ୍ତୁ ।।
@ranjankumarrath6802
@ranjankumarrath6802 11 ай бұрын
Very nice judgement,
@abhimanyurout4574
@abhimanyurout4574 9 ай бұрын
ଏମିତି, ଝିଅକୁ,ଧନ୍ୟବାଦ
@PravatSatapathy-j7s
@PravatSatapathy-j7s 5 ай бұрын
Many many thanks to argus.
@parikshitdashdash9251
@parikshitdashdash9251 9 ай бұрын
Good morning good news thanks o/R
@dhaneswarpradhan7892
@dhaneswarpradhan7892 11 ай бұрын
Right
@mr.sanjayinformationdiscov3282
@mr.sanjayinformationdiscov3282 5 ай бұрын
ଏହା ହେଉଛି 5T ର ସ୍ୱଚ୍ଛତା😂😂😂
@harishmahanta6067
@harishmahanta6067 5 ай бұрын
Very good Argos news
@Neomatrix8
@Neomatrix8 11 ай бұрын
All staffs are involved in this percentage business. They are trying to protect their boss.Govt shd enquire where he is during working hrs. Good job Argus
@kalyanpanda5885
@kalyanpanda5885 11 ай бұрын
ଏତିକି ଶୁଣିବା ପରେ ମା ଗିହା ମାନେ ଚାକିରୀ ଛାଡ
@NrusinghaCharanRatha
@NrusinghaCharanRatha 11 ай бұрын
ଇଏ ଭାତ ହାଣ୍ଡିରୁ ମାତ୍ର ଗୋଟିଏ ।ଏଗୁଡ଼ାଙ୍କୁ ତଣ୍ଟିଆ ମାରି ଶିକ୍ଷା ବିଭାଗରୁ ତଡ଼ିବା ଉଚିତ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ... ...
@nilumajhinilumajhi8373
@nilumajhinilumajhi8373 11 ай бұрын
Argus news right
@jagannathsahoo7533
@jagannathsahoo7533 10 ай бұрын
ସାର୍ ସବୁ ବିଇଓ ଓଫିସ୍ ରେ ଏମିତି ଚାଲିଛି। ଟିକେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ କୁ ଆସନ୍ତୁ plz 😢😢😢
Don't look down on anyone#devil  #lilith  #funny  #shorts
00:12
Devil Lilith
Рет қаралды 46 МЛН
Когда отец одевает ребёнка @JaySharon
00:16
История одного вокалиста
Рет қаралды 14 МЛН
Don't look down on anyone#devil  #lilith  #funny  #shorts
00:12
Devil Lilith
Рет қаралды 46 МЛН