Padmapur by election: GST raid a costly affair for BJD after IT. NIRBHAY GUMARA KATHA

  Рет қаралды 32,184

Nirbhay

Nirbhay

Күн бұрын

Пікірлер
@padmanabhabhattamishra1944
@padmanabhabhattamishra1944 2 жыл бұрын
ଆପଣଙ୍କ ମତ୍ତ ଯଥାର୍ଥ ,ଧନ୍ୟବାଦ
@jyotirmayjena1869
@jyotirmayjena1869 2 жыл бұрын
ବିଜେଡି ସରକାର ନିହାତି ହଟିବା ଦରକାର ।
@pabitramohandas6943
@pabitramohandas6943 2 жыл бұрын
ଓଡ଼ିଶାରେ ସରକାର ବଦଳିବା ଜରୁରୀ l
@NirbhayOdisha
@NirbhayOdisha 2 жыл бұрын
janata chanhile paribartana sunishita
@dr.purnendutripathy5263
@dr.purnendutripathy5263 2 жыл бұрын
ନବୀନ ସରକାର କେତେ ନିମ୍ନସ୍ତରକୁ ଯାଇପାରନ୍ତି ଏହି ଉପନିର୍ବାଚନ ଜଣାଇଦେଲା। ଆଗକୁ ୨୦୨୪ ରେ କେତେ ହିଂସ୍ର ହେବ,ଏହା ଉଦାହରଣ ମାତ୍ରା
@NirbhayOdisha
@NirbhayOdisha 2 жыл бұрын
jeun dala bi heu sir hinsha ku prasaya deba uchita nuhe
@dollymohanty4449
@dollymohanty4449 2 жыл бұрын
ସାର ନମସ୍କାର। ବିପଦ ବେଳେ ବିପରୀତ ବୁଦ୍ଧି। ବିଜେଡି ବୁଡିବା ଥର ।
@dollymohanty4449
@dollymohanty4449 2 жыл бұрын
ଥୟ
@NirbhayOdisha
@NirbhayOdisha 2 жыл бұрын
janata nka uppare nirbhara kare
@chittaranjansahoo181
@chittaranjansahoo181 2 жыл бұрын
ବିଜେଡି ବିକାଶ ତ କରିନାହିଁ ଭୋଟ ପାଇବ କୋଉଠୁ. ସେଥିପାଇଁ ସେ ବାଉଳି ହେଲାଣି.GST RAID ତାକୁ ମହଙ୍ଗା ପଡିପାରେ.ବର୍ତମାନ ର ପରିସ୍ଥିତି ଆଦୌ ବିଜେଡି ସପକ୍ଷରେ ନାହିଁ.primary teacher strike, ଅଙ୍ଗନବାଡି କର୍ମୀ strike, ଅର୍ଚନା ନାଗ ଏସବୁ ବିଜେଡି ପାଇଁ କାଳ ହବ.
@kajaldash6410
@kajaldash6410 2 жыл бұрын
ମତେ ଲାଗୁଚି ବିଜେଡି gst ରେଡ କରି ବହୁତ ବଡ଼ ଭୁଲ କରିଛି
@janardanpanda5378
@janardanpanda5378 2 жыл бұрын
ଏମାନେ ଶାସନ କ୍ଷମତା ପାଇଁ ସବୁ କରୁଛନ୍ତି ଆଉ ମିଛଟାରେ କୁମ୍ଭୀର କାନ୍ଦଣା କାନ୍ଦୁ ଛନ୍ତି ପରିବର୍ତ୍ତନ ସମୟ ଆସିଗଲା
@NirbhayOdisha
@NirbhayOdisha 2 жыл бұрын
janata chanile paribartana nischya
@khirodhota1440
@khirodhota1440 2 жыл бұрын
ଯାହା ହେଇ ଯାଉଛି ହଉ କିନ୍ତୁ ନବିନର ଗାଦି ଦରକାର।
@surendramishra7947
@surendramishra7947 2 жыл бұрын
ଧାମନଗର ଉପନିର୍ବାଚନରେ ହାରିବା ଦିନଠାରୁ ବିଜେଡିଦଳ ଘାଇଲା ବାଘ ପାଲଟି ଯାଇଛି... ପଦ୍ମପୁରରେ ବିଜେଡି ହାରିବା ଭୟରେ ପ୍ରତିହିଂସାକୁ ଆପଣାଇ ନେଇଛି... ଯାହା ବିଜେଡି ଦଳକୁ ନିଜଗୋଡ଼ରେ କୁରାଢ଼ୀ ମାରିବା ଭଳି ହେବା ନିଶ୍ଚିତ... ଜୟ ଜଗନ୍ନାଥ 🙏🙏🙏
@NirbhayOdisha
@NirbhayOdisha 2 жыл бұрын
jeun dala bi heu hinsha subhankar nuhe
@gourangasa6027
@gourangasa6027 2 жыл бұрын
ପଶ୍ଚିମ ଓଡ଼ିଶାର ସବୁ ନେତା ମନ୍ତ୍ରୀ ମାର୍କା ମରା।
@biswamohapatra78
@biswamohapatra78 2 жыл бұрын
Right
@kisanpanda968
@kisanpanda968 2 жыл бұрын
Exllent sir🙏
@syamaprasadmahapatra
@syamaprasadmahapatra 2 жыл бұрын
ପଶ୍ଚିମ ଓଡ଼ିଶାର ଜନ ସାଧାରଣ ୨୦୨୪ ରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ଓଡିଶାରେ ସରକାର ଗଠନ ରେ ।
@rameshpatro2760
@rameshpatro2760 2 жыл бұрын
BJD hatao...
@bijanmishra5021
@bijanmishra5021 2 жыл бұрын
ଭାଗ୍ଯ ବିପର୍ଯ୍ୟୟ ବେଳେ , ପିମ୍ପୁଡି କାମୁଡେ ବାମ ପେ।
@bijanmishra5021
@bijanmishra5021 2 жыл бұрын
ସକାଳେ ଆଇଟି, ସଂଧ୍ଯାରେ ଜିଏସଟି, କୋଉଠି ରହିଲେ ଫାଇଭ ଟି?
@bhimasendhal1657
@bhimasendhal1657 2 жыл бұрын
ଗଣତନ୍ତ୍ରକୁ ହତ୍ୟା କରି ଯେଉଁ ମୁଷ୍ଟିମେୟ ରାଜନେତା ଅଣଓଡିଆ ଅମଲାମାନଙ୍କ କଥାରେ ବଜେଡି ଦଳକୁ ପରିଚାଳନା କରୁଛନ୍ତି ତାହା ଆଗାମୀ ଦିନରେ ଦଳକୁ ବହୁତ କ୍ଷତି ପହଞ୍ଚାଇବ।ପଦ୍ମପୁରରେ ସକାଳେ IT ରେଡ଼ ଓ ଅପରାହ୍ନରେ GST ରେଡ଼କୁ ଦେଖିଲେ ଛୋଟ ପିଲାଙ୍କ କଳି ପରି ଲାଗୁଛି।ଏହାଦ୍ବାରା ବିଜେଡି ଦଳ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଲା ପରି ଲାଗୁଛି।ବିଜେଡି ଦଳର ଏପରି ଅସହିଷ୍ଣୁତା ଖାଲି ପଦ୍ମପୁରେ ନୁହେଁ ସାରା ରାଜ୍ୟରେ ତାର ଦୁର୍ବଳତାକୁ ପଦାରେ ପକେଇ ଦେଇଛି।
@NirbhayOdisha
@NirbhayOdisha 2 жыл бұрын
ganantra re hinsha ra prasya mane ahankara re budi rahiba sange saman
@quoteoftheday2357
@quoteoftheday2357 2 жыл бұрын
BJP will win
@bijanmishra5021
@bijanmishra5021 2 жыл бұрын
ବେ ଦିଲ୍ ନୌକର,ଦୁଶୁମନ ବରାବର, ଆଗରୁ ମନ୍ତ୍ରୀ ଏବେ କୁ ଚକ୍ରାନ୍ତି।
@bishikeshansahoo2929
@bishikeshansahoo2929 2 жыл бұрын
🙏🙏🙏🙏🙏🙏
@bhagabatkathapratapnanda6308
@bhagabatkathapratapnanda6308 2 жыл бұрын
💞💞💞
@umakantabehera2506
@umakantabehera2506 2 жыл бұрын
BJD hatiba darkara
@tapassamantray3810
@tapassamantray3810 2 жыл бұрын
ନବୀନ ପଟ୍ଟନାୟକ ମୋଦୀ ପାଖରେ ସରଣ ଯିବେ ଆପଣ ଜାହା କଲେ ନବୀନ ମୋଦୀ both same
@pareshkumarchoudhury2634
@pareshkumarchoudhury2634 2 жыл бұрын
ଓୌଷଧ ବିକଳରେ ତାଟିଆ କାମୁଡୁଛି ଶାସକ ଦଳ।
@NirbhayOdisha
@NirbhayOdisha 2 жыл бұрын
ahankara ra parinati
@akhsyakumarbehera7298
@akhsyakumarbehera7298 2 жыл бұрын
ସର୍ବ ଶକ୍ତିମାନ ବୋଲଇ ବା ଆତ୍ମଘାତି ହୋଇପାରେ
@trilochanpatnaik6321
@trilochanpatnaik6321 2 жыл бұрын
ଏବେ ଚିନ୍ତା କରିବା କଥା 2024 ନିର୍ବାଚନ ବେଳକୁ ଅବସ୍ଥା କଣ ହେବ। ସେଥିପାଇଁ ନିର୍ଭୟ କିଛି ଉପକ୍ରମଣିକା କରିବେକି?
@NirbhayOdisha
@NirbhayOdisha 2 жыл бұрын
chesta karibu ..
@trilochanpatnaik6321
@trilochanpatnaik6321 2 жыл бұрын
@@NirbhayOdisha many many thanks.
@sukumarrana9091
@sukumarrana9091 2 жыл бұрын
Yes
@sarojkumarpradhan1917
@sarojkumarpradhan1917 2 жыл бұрын
Ajanloka rajaniti karuchnti,system change heba darakar
@souravpradhan5186
@souravpradhan5186 2 жыл бұрын
Yes...
@bkb7472
@bkb7472 2 жыл бұрын
U r r8 Sir.sikhya birodhi bjd govt hatiba drkr
@purnachandrasahoo3361
@purnachandrasahoo3361 2 жыл бұрын
❤🧡💛🤎🖤BJD SARI SARI JAUACHHI
@kabitasahoo8385
@kabitasahoo8385 2 жыл бұрын
Wonderful analysis.
@NirbhayOdisha
@NirbhayOdisha 2 жыл бұрын
thank u sir
@kabitasahoo8385
@kabitasahoo8385 2 жыл бұрын
No one should cross the limit line. My 2cents. 🙏
@NirbhayOdisha
@NirbhayOdisha 2 жыл бұрын
right
@dasarathirath8333
@dasarathirath8333 2 жыл бұрын
ଆଚରଣ, ଉଚ୍ଚାରଣ ଭିତରେ ତଫାତ ଅଛି।ଭାରତର ସମ୍ବିଧାନ ର ମୁଖବନ୍ଧରେ ଅହିଂସା ଲେଖି ଧଳା ପୋଷାକ ପିନ୍ଧି ଶାସନ କଲେ ସଭିଏଁ ଜାଣନ୍ତି ଅସଲ କଥା।ଭାରତର ସର୍ବୋଚ୍ଚ ସ୍ବାଧୀନ ସ°ସ୍ଥା , ବିଚାର ବିଭାଗ, ନିର୍ବାଚନ କମିଶନ,ଆୟକର,CBI,ED,GST,ଭଳି ବିଭିନ୍ନ ସ°ସ୍ଥା ଉପରୁ ବିଶ୍ବାସ କମିବାରେ ଲାଗିଛି। ଜନସାଧାରଣ ଏସବୁ ଜାଣିଛନ୍ତି।କେବଳ କ୍ଷମତା,ପୋଲିସ,ନ୍ୟାୟ ପାଇବା ଏଠାରେ ସମ୍ଭବ ନୁହେଁ।ଲକ୍ଷ ଲକ୍ଷ ମକଦ୍ଦମା ବିଚାର ଅଭାବରୁ ଶୀତଳ ଭଣ୍ଡାର ରେ ରହିଛି,ଆଉ କିଛି ନାଲି ଫିତା ଭିତରେ ରଖାଯାଇଥିବା ଜଣାପଡିଛି। ମୋଟାମୋଟି ଭାବରେ ଦେଖିଲେ ବିଜେଡି, ବିଜେପି ଉଭୟ ସ ଉ ତୁ ଣୀ ଦଳ ଅଟନ୍ତି। ବିଭିନ୍ନ ପ୍ରକାରର କର ଆଦାୟ କରି ଗଦିରେ ବସିଛନ୍ତି। କଂଗ୍ରେସ ଦଳ କ୍ଷମତାରୁ ଅପସରି ଯାଇଛି, ଏଣୁ ଅର୍ଚ୍ଚନା ଖେଳରେ କଂଗ୍ରେସ ର ଭାବମୂର୍ତ୍ତି ଠିକ୍ ଅଛି।ତେବେ ନିଜ ନିଜ ଉଦ୍ୟମରେ ବ୍ୟସ୍ତ ଅଛନ୍ତି ସ ଉ ତୁ ଣୀ ଦଳ । ଏତିକି ପ୍ରାର୍ଥନା କରୁଛି ଯେ ଆହେ ମହାବାହୁ, ଏଥର ନରସିଂହ ଅବତାର ହେଉ। ପଦ୍ମ ପୁର ଉପନିର୍ବାଚନ ରେ ସାଧୁସନ୍ଥ ପାଳନ,ଦୁଷ୍ଟ ଦଳନ ଆରମ୍ଭ ହେଉ।ଜଗତ ଉଦ୍ଧାର ହେଉ। ଜଗନ୍ନାଥ ମନ୍ଦିର, ହିନ୍ଦୁ ମନ୍ଦିର ସୁରକ୍ଷା ହେଉ।ଆହେ ମହାବାହୁ, ଅନ୍ୟାୟୀ ମଦବିକ୍ରେତା ଅପାରଗ ଶାସନ ଲୋପ ପାଉ।ବିନମ ନମସ୍କାର ସହିତ ଦାଶରଥି ରଥ।
@dasarathirath8333
@dasarathirath8333 2 жыл бұрын
ବିନମ୍ର ପଢିବାକୁ ଅନୁରୋଧ।
@NareshMoharanaPuri
@NareshMoharanaPuri 2 жыл бұрын
Bjd ଦଳ ଏବେ ପାଗଳ ହେଇ ଗଲାଣି,,,ଯଦି ପଦ୍ମପୁର ରେ ବିଜେପି ଆସେ ତେବେ ଆ ପରେ କେତେ ଯେ ଭୁଲ୍ କରିବେ ତାର କିଛି ହିସାବ ନାହିଁ,,,,,sir,,ନିର୍ଭୟ କୁ ଟିଭି ଚ୍ୟାନେଲ ରେ ପ୍ରସାରିତ କଲେ ଆହୁରି ଲୋକପ୍ରିୟତା ହାସଲ କରିପାରନ୍ତା,,ଏବଂ ନ ଦେଖି ପାରୁଥିବା ଲୋକ ବି ଦେଖି ପାରନ୍ତେ,,ନ୍ୟୁଜ୍ ଚ୍ୟାନେଲ ତ ବହୁତ୍ ଅଛି ହେଲେ ଆପଣ ଗୀତା ରେ ଥିବା ସାରାଂଶ କୁ ବୁଝେଇଲା ପରି ଯେମିତି ବୁଝାଉଛନ୍ତି ଦେଖିବେ ଆପଣଙ୍କ ପୋଗ୍ରାମ ଆହୁରି ଦର୍ଶକ ଯୋଡି ହୋଇ ଯିବେ,,,
@NirbhayOdisha
@NirbhayOdisha 2 жыл бұрын
thank u sir for ur valuable comments
@Pk2018-d2h
@Pk2018-d2h 2 жыл бұрын
State ru Bjd , center ru BJP hatiba darkar...
@dinabandhusahoo2531
@dinabandhusahoo2531 2 жыл бұрын
Padmapur for B j P Anual EXAM
@mamatasuna3610
@mamatasuna3610 2 жыл бұрын
B. J. P will win
@bulusethy9220
@bulusethy9220 2 жыл бұрын
ଧନ୍ୟବାଦ ଜଣାଉଛି ସାର୍ ମୁଁ ବୁଝିପାରୁନାହିଁ ଏଠୀ କଣ ହେଉଛି ଯାହା ବି ଘଟିଲେ #ବିଜେପି କରୁଛି କିନ୍ତୁ #ବିଜେଡି ର ସାଧାରଣ ସମର୍ଥକ ନୁହେଁ ନିର୍ବାଚିତ ପ୍ରତିନିଧି ମାନେ ଯାହା କଲେ ବି ଆଉ #ନବୀନ ବାବୁ ବା ପ୍ରଶାସନ କୁ ଦେଖାଯାଉ ନାହିଁ କି ? "ଆପଣ ଠିକ୍ କହିଛନ୍ତି ସାର୍ "
@NirbhayOdisha
@NirbhayOdisha 2 жыл бұрын
thank u sir
@logical5399
@logical5399 2 жыл бұрын
Eye for an eye
@Sinu373
@Sinu373 2 жыл бұрын
I salute U Sir, 🙏🙏🙏🙏🙏
@NirbhayOdisha
@NirbhayOdisha 2 жыл бұрын
thank u sir
@arobindanayak7653
@arobindanayak7653 2 жыл бұрын
Sir Jadi BJP + BJD Mento Hoi Jibo . Kichhi v Hoi Pare 2024 re . 🙏
@aksahoo346
@aksahoo346 2 жыл бұрын
Nabin sir apannkar ajira tarjama ku bahut krutgnyta janauchi namskar
@NirbhayOdisha
@NirbhayOdisha 2 жыл бұрын
namskar sir
@nirmaljena9134
@nirmaljena9134 2 жыл бұрын
Jai Sri Ram
@diptimayeesahoo6643
@diptimayeesahoo6643 2 жыл бұрын
Yb TV
@bulusethy9220
@bulusethy9220 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@NirbhayOdisha
@NirbhayOdisha 2 жыл бұрын
jay jaganath sir
@bulusethy9220
@bulusethy9220 2 жыл бұрын
@@NirbhayOdisha ଧନ୍ୟବାଦ ସାର୍
@padmacharandash8249
@padmacharandash8249 2 жыл бұрын
ନବୀନ ପଟ୍ଟନାୟକ ସରକାର ର ବିନାଶ କାଳ ଆସିଗଲାଣି, ଏଣୁ ବିପରୀତ ବୁଧି ହେବା ନିଶ୍ଚିତ ।
@kamallochannayak9660
@kamallochannayak9660 2 жыл бұрын
As You Shaw So You Reap
@munnadebta3148
@munnadebta3148 2 жыл бұрын
Nursing nath ku pandian aasithile ropeway heba balii nursing nath to harishankar se paisa kuaade gala .
@lalitabarik4191
@lalitabarik4191 2 жыл бұрын
B j d ra right nahi jitiba b j p
@sevanandpandey2668
@sevanandpandey2668 2 жыл бұрын
Railway minister is Very very efficient man rest Oriya administrator are bad not cooperating better to weak up
@lalitabarik4191
@lalitabarik4191 2 жыл бұрын
Jitiba b j p
@nababarika4028
@nababarika4028 2 жыл бұрын
Nabinbabu kichhi janichhanti ?od
@pradeeptamohanta941
@pradeeptamohanta941 2 жыл бұрын
Sir absolute true analysis...
@NirbhayOdisha
@NirbhayOdisha 2 жыл бұрын
thank u sir
@rabindrarath9474
@rabindrarath9474 2 жыл бұрын
100percent correct Very good presention thank you🙏🙏🙏
@NirbhayOdisha
@NirbhayOdisha 2 жыл бұрын
thank u sir
@trilochanpatnaik6321
@trilochanpatnaik6321 2 жыл бұрын
ଏବେ ବିଜେଡି ଦଳର ନେତା Lenin ମହାନ୍ତି ବିଜେଡି ର ରେଫରୀ। ତେଣୁ କିଛି ଚିନ୍ତା କରିବାର ନାହିଁ। ଅବଶ୍ୟ ତେଜସ୍ୱର ପରିଡ଼ା ବିଜେପି ରେ ରେଫରି ହେବାକୁ ଯାଇଛନ୍ତି। ଦେଖାଯାଉ ଏ କବାଡି ଖେଳ ରେ ଜିତା ପଟ କାହାର।
@binayamishra3723
@binayamishra3723 2 жыл бұрын
Jai jagannath
@umeshjena40
@umeshjena40 2 жыл бұрын
🙏💯🙏
@sankarsangochhayat1765
@sankarsangochhayat1765 2 жыл бұрын
Correct. News
@prakashdash9209
@prakashdash9209 2 жыл бұрын
BjD is fool. In this Process BJP is getting Strong.As per Law of Attraction - To whom every body will goes against the other party will get strong.bcz every body's attention will go against him.
@alekhakumarsahu7529
@alekhakumarsahu7529 2 жыл бұрын
Is it Biharnised in soil of Odisha?
@Free_opinionated
@Free_opinionated 2 жыл бұрын
Naveen babu bed ridden hele. Bjd party dissolve
@sachidanandapadhan1891
@sachidanandapadhan1891 2 жыл бұрын
Maranakale biparitabuddhi
@bhabagrahiacharya5219
@bhabagrahiacharya5219 2 жыл бұрын
A sala. B. J. D. Party. Jaldi. Hatijau. Jaya. Hind.
@nrushinghnathsahu1630
@nrushinghnathsahu1630 2 жыл бұрын
ଆପଣଙ୍କ ମତାମତ ସହ ଏକମତ
@pintupandey5
@pintupandey5 Жыл бұрын
Padampur re bjd bhul re jadi b jiti jae, 2024 re bada mahanga padi ba.... Tanka loba kama Kariba nahi... Padampur is Time Boom for Bjd 2024 odisha election... Bjd jete bata ra kanta edau chhi vabu chhi....2024 re double kanta pathara bata re thua hei chhi....
@gurudebbhill5331
@gurudebbhill5331 2 жыл бұрын
Sir i like ur elaboration but in padampur by election I suspicious in ur thinking
@surajmeher1194
@surajmeher1194 2 жыл бұрын
Padampur re BJP
@adityanarayan3215
@adityanarayan3215 2 жыл бұрын
BJD ra sasana atista karidelani Odisha basinku.Kebala tanka banti au prasasanaku misuse kariki nitu hi ebe BJD. Taku break debara dayitwa ama samastankara. Apana nka channel ye dawitwa ati sundar bhabe karuchi. Dhanyabad..🙏
@biswanathdehury5340
@biswanathdehury5340 2 жыл бұрын
Athara BJP asiba sure.
@debiprasadpanda3490
@debiprasadpanda3490 2 жыл бұрын
Most revengeful and ungrateful persons at helm of affairs. What do you expect from them ?
@soubhagyaranjansau6926
@soubhagyaranjansau6926 2 жыл бұрын
Canda babu khali bjd au kichi apnaka pakhe nahi
@srikantarout1038
@srikantarout1038 2 жыл бұрын
God bess senapati.
@Sahoobabu23
@Sahoobabu23 2 жыл бұрын
Bjd hariba bhaya re e sabu karuchi aau bjd neta mane bahut garbi ahankari hei sarichanti
@dillipkumarnayak1021
@dillipkumarnayak1021 2 жыл бұрын
ପୁରା ଠିକ୍
@chandikaprasadmohanty9313
@chandikaprasadmohanty9313 2 жыл бұрын
BJD re hueta bahut chalak loka achanti kimba ati murkha achanti. Atichalaki re kau guha khae.
@lingarajnagesh9066
@lingarajnagesh9066 2 жыл бұрын
Jay Jagannath sir
@NirbhayOdisha
@NirbhayOdisha 2 жыл бұрын
jay jagannath sir
@kedarkumar7570
@kedarkumar7570 2 жыл бұрын
Tame kn sabu janicha
@jagannathpanigrahi5286
@jagannathpanigrahi5286 2 жыл бұрын
Welcome Nirbhaya.
@NirbhayOdisha
@NirbhayOdisha 2 жыл бұрын
emiti bhalapaiba sabubele rahithau
@brajamohanpattanayk4111
@brajamohanpattanayk4111 2 жыл бұрын
Dharma dekhauchi
@NirbhayOdisha
@NirbhayOdisha 2 жыл бұрын
jay jagannath
@kishoretripathy5479
@kishoretripathy5479 2 жыл бұрын
Whosoever is at fault, odisha by-elections are becoming increasingly dirtier day by day. I wonder, with 117 seats with ruling party, if by-election has any relevance.
@bijaya2550
@bijaya2550 2 жыл бұрын
ଆପଣଙ୍କର କମ୍ପୁଟର ମୁଣ୍ଡ ଫାସକିଲାସ ପୋଷ୍ଟ
@NirbhayOdisha
@NirbhayOdisha 2 жыл бұрын
emiti bhalapaiba ama prati rahithau
@sarojprasadrath3274
@sarojprasadrath3274 2 жыл бұрын
Respected nabin das sir you are so inteligent
@NirbhayOdisha
@NirbhayOdisha 2 жыл бұрын
thank u sir jay jaganath
@saratmohanty9049
@saratmohanty9049 2 жыл бұрын
Always waiting ur elaboration sir
@NirbhayOdisha
@NirbhayOdisha 2 жыл бұрын
thank u sir
@sairanjanpattanaik
@sairanjanpattanaik 2 жыл бұрын
ଶ୍ରଧେୟ ସାର,ଆପଣଙ୍କୁ କୁମ୍ଭୀର ସହ ଲଢେଇ କରିବାକୁ ଛାଡ଼ିଦେଇ,ଆମେ ୟୁ ଟ୍ୟୁବ ରେ ଆପଣଙ୍କ ଭିଡ଼ିଓ ଦେଖି ଖାଲି ମଜା ନେଉଛୁ,ଏହା ଆମ ମାନଙ୍କର ଚରିତ୍ର ଏବଂ ଏଭଳି ଚରିତ୍ର କୁ କୁଳାଙ୍ଗାର କୁହାଯାଏ, ଆପଣ ବୁଝି ପାରୁଥିବେ...
@NirbhayOdisha
@NirbhayOdisha 2 жыл бұрын
jay jaganatha sir
@mahendrasenapati45
@mahendrasenapati45 2 жыл бұрын
Bjd sarakara nija godaku nije chota maruchi,
@indian00785
@indian00785 2 жыл бұрын
Bainshi Panda nka ra Mrutya belaku bi Naveen Babu tanku sesa darshan Kari Baku gale nahi. Ahi Biju Janata Dala ama Cuttack Sahara ku Srihina Kari sari Lani recent Excise office au Veterinary office ku Bhonsar ku neigale Apana gote Srihina katak series anatu
@sarojkumarpatra6473
@sarojkumarpatra6473 2 жыл бұрын
Jay Jagannath. 🚩
@jitendrasahoo3275
@jitendrasahoo3275 Жыл бұрын
BJP kn dhuaa tulasi
@binayabasantaray8675
@binayabasantaray8675 2 жыл бұрын
Abika sir Raid karibaara kaarana kana se IT hou kimbha GST heu.
@bapisatapathy4098
@bapisatapathy4098 2 жыл бұрын
Gunda raj bandhichi
@AkashDas-px9xp
@AkashDas-px9xp 2 жыл бұрын
Write analist....BJP Jitiba ethara......Sir.
@NirbhayOdisha
@NirbhayOdisha 2 жыл бұрын
thank u sir for ur valuable comments
@wenoti947
@wenoti947 2 жыл бұрын
Real story ll come on the 8th December
@ramchandrahota2430
@ramchandrahota2430 2 жыл бұрын
Ahead it is supposed that the tug of war will be betwee C.B.I , E.D. of Centre on the one hand and G..S. T. Crime branch on the other. State may be shattered and common peoptle may be suffered no. matter .
@shibashankar981
@shibashankar981 2 жыл бұрын
Tu cm ho janibu tu kon koridabu sabu
@binayabasantaray8675
@binayabasantaray8675 2 жыл бұрын
Ki poltics chaalichhi sir suniki munda kharaap heipaaruchhi.
@NirbhayOdisha
@NirbhayOdisha 2 жыл бұрын
jay jagantha
@markatkeshariswain2902
@markatkeshariswain2902 2 жыл бұрын
Why your channel not taking intrest about teachers strick on Bhubaneswar
@NirbhayOdisha
@NirbhayOdisha 2 жыл бұрын
chesta karibu sir agaku kariba pai ...anurodha rakhibu
@umeshsenapati7602
@umeshsenapati7602 2 жыл бұрын
IT raid bjp ku vari padibanahi. Kn kahila tame.apana tike nirapakha ruhantu.
@Jeevan_ek_paheli
@Jeevan_ek_paheli 2 жыл бұрын
Everyone from BJP present in padampur except Sambit Patra and aparajita sarangi.but they claim themself as CM face of BJP. Bjp core committee should discuss on the internal dispute of BJP.
@samantapadhan2223
@samantapadhan2223 2 жыл бұрын
Bore laguchhe e video
@rajashreepati6007
@rajashreepati6007 2 жыл бұрын
Tu ta vai gote chakara,ame vabithilu aurgus tv ra Malika boli But u ra servant,stop that.
How could Mohan meet anti-people & scammer industrialist?
22:26
Walking on LEGO Be Like... #shorts #mingweirocks
00:41
mingweirocks
Рет қаралды 8 МЛН
كم بصير عمركم عام ٢٠٢٥😍 #shorts #hasanandnour
00:27
hasan and nour shorts
Рет қаралды 4,7 МЛН
What type of pedestrian are you?😄 #tiktok #elsarca
00:28
Elsa Arca
Рет қаралды 31 МЛН
Article 370 & 35-A : Jammu-Kashmir (1947 to 2019) by Dr. @vikasdivyakirti
3:22:40
Subhash Chandra Bose: The Untold Story | Anuj Dhar | #SangamTalks
3:12:19
Sangam Talks
Рет қаралды 3,5 МЛН