LAXMI PURANA || PAPUNKA LAXMI PURANA || MANABASA GURUBARA || SUDHASABRATA GEETA || LAXMI BRATA

  Рет қаралды 534,431

Papu PoM PoM Creations

Papu PoM PoM Creations

Күн бұрын

Пікірлер: 825
@GYDS-ep3le
@GYDS-ep3le Жыл бұрын
ଆବଶ୍ୟକତା ଆବିଷ୍କାର ର ଜନନୀ ଆଜି ଦୁନିଆରେ ଲଷ୍ମୀ ଛଡା ଙ୍କ ସଂଖ୍ୟ ପ୍ରବଳ "ମାଣ" ଆଜି ଦେଖିବାକୁ ସାତ ସପନ ମାଣ ଧାନ ରେ ଅଧିକାର ନଥିବା ଝିଅ ଆଜି ପୈତୃକ ସମ୍ପତି ଅଧିକାର ପାଇଁ ଲଢୁଛି ଘରର କୁଳ ଲଷ୍ମୀ ଆଜି ବନ୍ଧୁ ବାନ୍ଧବ ପରି ଶେଷ ପାଳି ରେ ଗାଁ କୁ ଆସୁଛନ୍ତି ମାଣ ଚାଉଳ ଢ଼ିଙ୍କି କୁଟା ଆଜି ଇତିହାସ ପାଲଟି ଯାଇଛି.. ଯୁବ ପିଢ଼ି ଆଜି relationship ସମସ୍ୟା ରେ ଜର୍ଜରିତ ବାର୍ଦ୍ଧକ୍ୟ ଆଜି ଏକାନ୍ତ, ନିଷ୍ପେସିତ, ଦାରୁଣ୍ୟ ସ୍ଥିତି ରେ ବିଦ୍ୟମାନ... ଶାଶୁ ବୋହୁ କଳି ରେ ବାପ ପୁଅ ଅଲଗା ହେଉଛନ୍ତି ମୋବାଇଲ ଆଜି ମଣିଷର ଅପରିହାର୍ଯ୍ୟ ସାମଗ୍ରୀ.. ମାତା ପିତା ପରିହାର ଯୋଗ୍ୟ ପାରିବାରିକ ଅଖଣ୍ଡତା କଣ ଆମକୁ ଜଣ ନାହିଁ ଉତ୍ତଅଧିକାରୀ ଦୌଡ ରେ ଆମେ ସମସ୍ତେ ଦୌଡୁଛନ୍ତି, ନ୍ୟାୟାଳୟ ରେ ଅସଂକ୍ଷ ମାମଲା.. ଉତ୍ତରଦାୟିତ୍ୱ ପାଈଁ କାହା ପାଖରେ ସମୟ ନାହିଁ.. Extramarital affair ଆଜି ସାଧାରଣ କଥା ପାଲଟି ଯାଇଛି ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମ ତପ ପୀତରି ପ୍ରିତୀମପାନନେ ପ୍ରିୟନ୍ତୀ ସର୍ବ ଦେବତା... ଯେଉଁଠି ବୃଦ୍ଧବସ୍ଥା ରେ ସେବା ଟା ସ୍ବପ୍ନ କଥା ହେବା ପାଇଁ ପୁଅ ପାଖରେ ବାପ ପାଈଁ କେତେ ସମୟ ଅଛି ତାହା ସମସ୍ତ ଙ୍କୁ ଗୋଚର ଯେଉଁଠି ଆପଣା ସୁନା ତ ଭେଣ୍ଡି.. ପର ଝିଅ କୁ ଦୋଷ ଦେଇ ଲାଭ କଣ.... ଏ ପବିତ୍ର ଲଷ୍ମୀ ପୂରାଣ, ମହାଲଷ୍ମୀଷ୍ଟକମ ସବୁ ମୂଲ୍ୟ ହୀନ ପ୍ରଥମେ ବାପା ପୁଅ ଗୋଟିଏ ଛାତ ତଳେ ରୁହ ନହେଲେ କୁଳ ଲଷ୍ମୀ ଙ୍କୁ ଉତ୍ତରଦାୟୀତ୍ୱ ପାଈଁ ତାଙ୍କ ପାଖରେ ଛାଡ ଆଗାମୀ ପିଢ଼ି ପାଇଁ ଜୀବନର ଆବଶ୍ୟକତା ଏବଂ ଆବିଷ୍କାର ର ବାଟ ଆପେ ଆପେ ପାଇଁ ଯିବେ....
@PapuPoMPoMCreations
@PapuPoMPoMCreations Жыл бұрын
🙏
@dilkhusdurgesh5051
@dilkhusdurgesh5051 13 күн бұрын
😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅
@kundanbehera4349
@kundanbehera4349 6 күн бұрын
No ,😢😊
@ytlakshman41
@ytlakshman41 Жыл бұрын
ଜୟ ମା ଲକ୍ଷ୍ମୀ, ବହୁତ୍ ବହୁତ୍ ଭଲ ଲାଗିଲା। ପପୁ ଭାଇଙ୍କ କଣ୍ଠରେ ଲକ୍ଷ୍ମୀ ପୁରାଣ ଶୁଣିଲୁ । ବହୁତ୍ ଭଲ ହୋଇଛି । ନୂଆ ନୁଆ ସ୍ଵର ଦେଇ ଗାଇଛନ୍ତି । ମା ଲକ୍ଷ୍ମୀ ସଦା ଆଶୀର୍ବାଦ ରଖିଥାନ୍ତୁ । ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ 🙏🙏🙏
@subashchandra2354
@subashchandra2354 Жыл бұрын
Thanks Papu bhai ...tom amo odisha pae garba...we love you ❤ Jai maa laxmi
@babitadhir5386
@babitadhir5386 Жыл бұрын
ଯାହା ହେଉ ଏକ ସୁନ୍ଦର ପଦକ୍ଷେପ। କିନ୍ତୁ ଅଷ୍ଟକଟି ଭୂଲ ଅଛି ।
@prasantapanda1486
@prasantapanda1486 Жыл бұрын
Jaha asambhaba taha kariki dekhaiba loka pupusirrr, saluteee😮😮😮😮😮😮😮😮😮😮😮❤❤❤❤❤❤❤
@chhabimohanty2112
@chhabimohanty2112 Жыл бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ପପୁ ପମପମ୍ ଙ୍କ କଣ୍ଠ ସ୍ଵର ବହୁତ୍ ସୁନ୍ଦର୍। ସବୁ ସକାଳେ ନୁଆ ନୁଆ ଚିନ୍ତା କରିବା ପପୁ ପମପମ୍ ଙ୍କ କାମ ବହୁତ୍ ଜ୍ଞାନୀ ଉଚ୍ଚ ଅଭିଳାଷ ପୂର୍ଣ୍ଣ ବୁଦ୍ଧିମାନ ବ୍ୟକ୍ତି ପପୁ ଭଗବାନ୍ ସଦୃଶ। ସ୍ୱର ଲୟ ତାଳ ଭାବ ଭଙ୍ଗୀ ପରିବେଷଣ ଅତ୍ୟନ୍ତ ଚମତ୍କାର ପରିକଳ୍ପନା ପ୍ରଦର୍ଶନ। କେଉଁ ନାମ ଧରି ଡାକିବି ତୁମକୁ ତୁମେ ପପୁ ପମପମ୍ ସର୍ବ ନାମ ଉଚ୍ଚ ଅଭିଳାଷ ଉଚ୍ଚ ଅଭିନୟ ବାସ୍ତବ ଜୀବନ୍ତ ନିଖୁଣ। ଆପଣଙ୍କୁ ଜେତେ ପ୍ରଶଂସା କଲେ ବି କମ୍ ହେବ। ଆମ ଓଡ଼ିଶା ତଥା ଓଡ଼ିଶା ବାହାର ରାଜ୍ୟ ର ର ମଧ୍ୟ ଗର୍ବ। ଆପଣଙ୍କ ଚଲାପଥ କୁସୁମିତ ହେଉ। ଜୟ ମାଆ ଲକ୍ଷ୍ମୀ ଆପଣଙ୍କ ଆ ଶ୍ରିବା ଦ ପପୁ ପମପମ୍ ଙ୍କ ଉପରେ ପଡୁ। ବନ୍ଦେ ଉତ୍କଳଜନନୀ ଜୟ ଭାରତ ମାତା ଦୀର୍ଘାୟୁ କାମନା କରି ରହୁଛି।👍👍👍👍💯💯💯🙏🙏🙏💅💅💅👍👍👍💯💯💯💯💯💯💅💅💅💅💅💅💅💅💅💅💅💅
@Cnack_zen
@Cnack_zen Жыл бұрын
🔥
@gopaltraders-ey3ne
@gopaltraders-ey3ne 11 ай бұрын
ମାଡାମ,thank you ଆପଣକୁ,ଆପଣ ଯାହା ଲେଖି ଏକଦମ ସୁନ୍ଦର କଥା ଏ କମେଣ୍ଟ ରେ ଆପଣ ପ୍ରଥମେ ହେବେ ବୋଲି ମୁଁ ଭାବୁଛି, ଧନ୍ୟବାଦ 🙏🏼🙏🏼🙏🏼
@gamergenix-ff9004
@gamergenix-ff9004 Жыл бұрын
Bahut badhia...ame b laxmipurano aithire suni bahut kichi sikhi bu... dhanyawad..🙏 jay maa laxmi...🙏🙏
@bhabanijena1543
@bhabanijena1543 Жыл бұрын
ଆପଣଙ୍କ ସ୍ୱର ଖୁବ୍ ସୁନ୍ଦର୍, ଏବେ ଗୋଟିଏ ଗୋଟିଏ ଅଧ୍ୟାୟ ଓଡ଼ିଆ ଭାଗବତ ଆରମ୍ଭ କରନ୍ତୁ ।ଶୁଣିବାକୁ ବହୁତ ଭଲ ଲାଗିବ ।
@sanjibkumar2369
@sanjibkumar2369 Жыл бұрын
Bahut bhala Papu sir 🙏
@smartairtel
@smartairtel Жыл бұрын
ବହୁତ ବଢ଼ିଆ ହେଇଛି......👌👌👌 ବହୁତ ସୁନ୍ଦର ପଦକ୍ଷେପ.....👍👍👍 ପ୍ରଥମ ଥର ପାଇଁ (male Voice) ପୁରଷ ସ୍ୱର ରେ ମା ଲଷ୍ମୀ ପୁରାଣ ଶୁଣିବକୁ ମିଳିଲା ....💐💐💐 ବହୁତ ବହୁତ ଧନ୍ୟବାଦ........💐💐💐
@odiakabitasarojda4343
@odiakabitasarojda4343 Жыл бұрын
ସବୁବେଳେ କିଛି ନୁଆଁ ଚିନ୍ତା କରୁଥିବା ବ୍ୟକ୍ତି ବିଶେଷ "ପପୁ ଭାଇ" 🎉🎉🎉🙏
@balrambehera5159
@balrambehera5159 Жыл бұрын
Hmm bhai he's very talented
@Jitu22488
@Jitu22488 Жыл бұрын
Right
@bibhutibhusanaroul9691
@bibhutibhusanaroul9691 Жыл бұрын
bahut sundar 🎉 papu bhai all time best
@shreekumarmohapatra2915
@shreekumarmohapatra2915 Жыл бұрын
ବହୁତ୍ ବଢ଼ିଆ ଲାଗିଲା।ଆଜି ମୋ ମନର ଅଭିଳାଷ ପୂରଣ ହେଲା।କେବଳ ସ୍ତ୍ରୀ ନୁହେଁ ପୁରୁଷ ମାନେ ମଧ୍ୟ ଲକ୍ଷ୍ମୀ ପୁରାଣ ବୋଲିପାରିବେ।
@mrsubrat12345
@mrsubrat12345 Жыл бұрын
ପପୁ sir ଆମ ମୟୁରଭଞ୍ଜ ଜିଲ୍ଲା ରେ ଜଯପୁର high ସ୍କୁଲ ରେ ବି ଗୀତ ଗାଇବେ❤❤❤
@kingcampergaming...1654
@kingcampergaming...1654 Жыл бұрын
Papu bhai aaji mo mana re ijata badhigalaa❤
@roshnimohapatra2797
@roshnimohapatra2797 Жыл бұрын
ଧନ୍ୟ ଧନ୍ୟ ଏହି ଉତ୍କଳ ଜନନୀ ଧନ୍ୟ ସେହି ସୃଷ୍ଟିକର୍ତ୍ତା ଶ୍ରେଷ୍ଠ ସ୍ରଷ୍ଟା ବଳରାମ ଦାସ ମୋହଦୟ........🙏
@Mi-id9gy
@Mi-id9gy Жыл бұрын
Ram Ram bhai 🚩🚩🚩🚩
@BIDHUBHUSANCREATIONS
@BIDHUBHUSANCREATIONS Жыл бұрын
ସାରା ବିଶ୍ୱରେ ଜଗନ୍ନାଥ ସଂସ୍କୃତି ଅନନ୍ୟ 🙏 ମହା ପୁରୁଷ ବଳରାମ ଦାସ ଅନନ୍ୟ 🙏 ଲଷ୍ମୀ ପୁରାଣ ଅନନ୍ୟ 🙏 ପପୁ ଭାଇ ତୁମେ ଏବଂ ତୁମର ପ୍ରୟାସ ଆନନ୍ୟ 🙏
@fansclubs8191
@fansclubs8191 Жыл бұрын
Bhala bahut khub😊
@Chandan.....2682
@Chandan.....2682 27 күн бұрын
Sabu bele kichhi new thing amo odisha ku veti deichhanti amo Papu bhai. Always appricible thinking love you from Bhograi. Jay Maa Annapurna ❤
@BasantaranjanRay
@BasantaranjanRay Жыл бұрын
ଭାଇ ବହୁତ ଭଲ ଲାଗିଲା 👌👌👌🙏🙏🙏
@manojbehera-g6j
@manojbehera-g6j Жыл бұрын
Ati sundar heichi Papu Bhai
@jitendramajhi3101
@jitendramajhi3101 Жыл бұрын
ପପୁ ଭାଇ ଜୟଜଗନ୍ନାଥ ଆପଣ ଉପସ୍ଥାପନା ବହୁତ ସୁନ୍ଦର ହେଇଛି ଜୟମାଲଷ୍ମୀ
@linadash7103
@linadash7103 Жыл бұрын
ଜୟ ମା ମହାଲକ୍ଷ୍ମୀ
@sanjibsai
@sanjibsai 20 күн бұрын
Wow! Relaxed out of this spiritual Voice & modulation of Mahalaxmi puran.. Mind vaccumed..
@mahadev100-7
@mahadev100-7 24 күн бұрын
ଅତି ଉତ୍ତମ ଅତି ସୁନ୍ଦର ମା ତୁମର mangalakarantu
@narayanpatranarayanpatra4682
@narayanpatranarayanpatra4682 Жыл бұрын
ପାପୁଭାଇ ଧନ୍ୟବାଦ ବହୁତ ଭଲ ଗାଇଛ
@priyanshunayak3859
@priyanshunayak3859 Жыл бұрын
Jai Jai jai maa Laxmi 🙏🙏🙏😭😭😭
@jpcomedyjitu5190
@jpcomedyjitu5190 Жыл бұрын
Papu bhai mu ଆପଣଙ୍କ ର ବହୁତ ବଡ fan ଆପଣ ଯାହା କରିଲେ b mate ଭଲ ଲାଗେ ।god bless u bhai
@sipusahu1631
@sipusahu1631 Жыл бұрын
ଏତେ ଦିନ ପପୁ ଶୁଣୁ ଭଲ ଲାଗିଲା
@pkumarguru9914
@pkumarguru9914 Жыл бұрын
ଲକ୍ଷ୍ମୀ ନାରାୟଣ ନାଟ୍ୟ କଳା ପରିଷଦ ତରଫରୁ ❤ ପପୁ ଭାଈ ଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
@SankarKanhar-k9i
@SankarKanhar-k9i Жыл бұрын
ଅତି ସୁନ୍ଦ୍ ର ,କଳାକାର ପପୁ ବାବୁ
@shibabarikvlogs9198
@shibabarikvlogs9198 Жыл бұрын
ବହୁତ ଭଲ ଲାଗିଲା ❤🙏🚩 🙇🏻‍♂️🙇🏻‍♂️ 🚩🙏 ଜୟ ମାଁ ଲକ୍ଷ୍ମୀ 🙏🙏🙏🚩🙇🏻‍♂️🙇🏻‍♂️🙇🏻‍♂️❤️❤️🙏🚩
@srutismitasethi1743
@srutismitasethi1743 Жыл бұрын
ଜୟ ମା ଲକ୍ଷ୍ମୀ । ଅତି ସୁନ୍ଦର ପପୁଭାଇ
@pabitrabaghapabitra3382
@pabitrabaghapabitra3382 13 күн бұрын
ATI sundar laxmi puran gane karicha papu bhai jayjagarnath super sweet Super
@RJVlogers-gu3gt
@RJVlogers-gu3gt 22 күн бұрын
ସୁନ୍ଦର ଅତି ସୁନ୍ଦର୍ ❤❤❤❤
@mahadev100-7
@mahadev100-7 24 күн бұрын
ଅତି ଉତ୍ତମ ଅତି ସୁନ୍ଦର ମା ତୁମର ମଙ୍ଗଳ କରନ୍ତୁ
@amritdharateamindia857
@amritdharateamindia857 Жыл бұрын
Papu sir bahut sunder laguchhi really 100 ru 100. Mu tumara sabu video dekhi asuchhi mu sambalpuria
@bapisahoo687
@bapisahoo687 Жыл бұрын
ଚମତ୍କାକ ଚମତ୍କାର....ଅତି ସୁନ୍ଦର ଅକଳ୍ପନୀୟ 😍😍🥰❤️🔥🔥 ଜୟ ମା ଲଷ୍ମୀ 🙏🏻🙏🏻🙏🏻
@shorts__6016
@shorts__6016 Жыл бұрын
ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ କାଳିଆ ଠାକୁର ପ୍ରଭୂ ⭕‼️⭕🙏🙏🙏 ଜୟ ଜଗନ୍ନାଥ ⭕‼️⭕ ଜୟ ଜଗନ୍ନାଥ ⭕‼️⭕ ଜୟ ଜଗନ୍ନାଥ ⭕‼️⭕ ⭕‼️⭕ ଜଗା କାଳିଆ ଠାକୁରଙ୍କ ନିଳା ଜୟ ଜଗନ୍ନାଥ ସ୍ଵାମୀ ହେ ପ୍ରଭୂ 🙏
@chhabilatabehera9768
@chhabilatabehera9768 Жыл бұрын
Joy MAA Laxmi 👍TQ Papu Bhai
@Sweetybehera
@Sweetybehera Жыл бұрын
Jay maa Laxmi bahut Dina pare Papu Bhai nka kantha re kichhi sunibaku milila se puni Laxmi puran bahut bhala laguchi
@tapasbehera315
@tapasbehera315 Жыл бұрын
ଯେଉଁ ମାନଙ୍କୁ ଏ ଭିଡିଓ ଟି ଭଲ ଲାଗିଲା ଲାଇକ କରିବେ ଜୟ ମା ଲକ୍ଷ୍ମୀ 🌺🙏🏻🌺👍👍👍👍👍👍
@Madhaba_Dora
@Madhaba_Dora Жыл бұрын
ଏହି ହେଉଛି କଳିଯୁଗର ଲକ୍ଷ୍ମୀ ପୁରାଣ! ପପୁ ପମ୍ ପମ୍ ତ ଲକ୍ଷ୍ମୀ ପୁରାଣ ବହୁତ ଭଲ ଗାନ କରୁଛନ୍ତି! ଜୟ ମାଁ ଲକ୍ଷ୍ମୀ 🙏🙏 ମାଣବସା ଗୁରୁବାର ର ହାର୍ଦିକ ଶୁଭେଛା ଓ ଶୁଭକାମନା 🙏🙏🙏🙏🥰🙏🔱
@smilecreation9600
@smilecreation9600 Жыл бұрын
Are Bhai laxmi Purana ta hin kalijugare hoithila Au lekha bi hoithila. Kahibar achhi jadi kuha papu nka kanthare tamaku bhala laguni
@suchitramohapatra2618
@suchitramohapatra2618 Жыл бұрын
​@@crhr5😂😂
@puspita2605
@puspita2605 Жыл бұрын
​@@crhr5thik kahile..pua Mane ta puni Mandira re maa nku Puja karuchanti tahele Laxmi puruna kn asubidha..
@AnilMeher-sm2mq
@AnilMeher-sm2mq Жыл бұрын
❤❤❤❤❤
@laxmanswain3469
@laxmanswain3469 Жыл бұрын
ଲକ୍ଷ୍ମୀ ପୂଜାରେ, ଅବା ଲକ୍ଷ୍ମୀ ପୁରାଣ ପ୦ନରେ ଯିଏ ପୁରୁଷ ନାରୀ ବିଚାର କରେ ସେ ମୁଢ। 🙏
@henaranibehera4658
@henaranibehera4658 Жыл бұрын
ମାଆ ଲୋ ହେ ମାଆ ମହାଲକ୍ଷ୍ମୀ ସାଆନ୍ତାଣୀ ହେ ସିନ୍ଧୁ ରାଜ ଜେମା ଗର୍ବ ଅହଙ୍କାର ଦୁରକରି ଅମଣିଷ ପଣିଆ କଣ୍ଟା ବାଡ ରେ ଲୁଗା ପକାଇ କଳି କରୁଥିବା ସ୍ତିରୀ ଲୋକ ମାନଙ୍କୁ ଟିକିଏ ବୁଦ୍ଧି ବିବେକ ଦିଅନ୍ତୁ ପର ବୁଦ୍ଧି ପ୍ରଳୟ ଙକରି❤❤❤❤❤
@MKSCREATION100
@MKSCREATION100 Жыл бұрын
ଅତି ଚମତ୍କାର କଣ୍ଠ ଗୀତ ଟି ଅତି ସୁନ୍ଦର ଲାଗୁଚି ଆପଣଙ୍କ କଣ୍ଠରେ. ମା ଲଷ୍ମୀ ସଦା ସର୍ବଦା ଆପଣଙ୍କୁ ଘଣ୍ଟ ଘୋଡେଇ ରଖନ୍ତୁ. ଜୟ ମା ଲଷ୍ମୀ 🙏🙏🙏🙏
@sabyasachipanda9177
@sabyasachipanda9177 Жыл бұрын
ମୋର ପ୍ରିୟ ଗୁରୁ ପପୁ ସାରେ ଙ୍କର କଣ୍ଠରୁ ମା ଲଷ୍ମୀ ଙ୍କର ଭଜନ ବହୁତ ସୁନ୍ଦର ହେଇଛି 🙏🙏🙏
@dutyisgod6019
@dutyisgod6019 Жыл бұрын
All in One Ama Papu bhai...sabuthire number one....Pride of Odisha
@sarojswain3679
@sarojswain3679 12 күн бұрын
ବହୁତ ଭଲ ଲାଗିଲା ନୂଆ ଟୋନ୍ ରେ ସ୍ଵର କିନ୍ତୁ ଏମିତି ରହିବା ଦରକାର କାରଣ ଲକ୍ଷ୍ମି ପୁରାଣ ଏହି ସ୍ଵର ରେ ହିଁ ଭଲ ଲାଗିବ କାଳ କାଳ କୁ 🙏ଜୟ ମା ଲକ୍ଷ୍ମୀ🙏
@roshnimohapatra2797
@roshnimohapatra2797 Жыл бұрын
"ଆମ ପରମ୍ପରା ଆମ ସଂସ୍କୃତି ରହିଛି ଯାହାର ସୁଦୃଢ଼ ଭିତ୍ତି, ସେ ଭିତ୍ତିରେ ଗଢ଼ା ଜୀବନ ସୌଧ ବିଶ୍ଵ ବାସୀଙ୍କୁ ଯା କରିଛି ମୁଗ୍ଧ " ଜୟ ଶ୍ରୀ ଜଗନ୍ନାଥ 🙏
@ravinarayan9811
@ravinarayan9811 Жыл бұрын
ପପୁ ସାର୍, ଧନ୍ୟବାଦ୍ ଆପଣ ଏ କାମ ଟି କରିଥିବାରୁ । ମୋର କେବଳ ଗୋଟିଏ ପ୍ରଶ୍ନ ରହିଲା, ଲକ୍ଷ୍ମୀ ମାଁ ତ ସବୁ ଅଳଙ୍କାର ବାହାର କରିଦେଇ ଆସିଥିଲେ, ତେବେ ବିଶ୍ଵକର୍ମା ଙ୍କ ସାମ୍ନା ରେ ତାଙ୍କ ଦେହରେ ଏତେ ଅଳଙ୍କାର କେମିତି ଥିଲା ?
@PapuPoMPoMCreations
@PapuPoMPoMCreations Жыл бұрын
ମା ଙ୍କୁ କଣ ଅଭାବ
@ranjitamishra4538
@ranjitamishra4538 Жыл бұрын
Sata khila vai
@maitrichhandasamal9378
@maitrichhandasamal9378 Жыл бұрын
ନୂଆ ସ୍ଵର ସମ୍ଭାର ଅତି ସୁନ୍ଦର ଲକ୍ଷ୍ମୀପୁରାଣ superb performance
@SimaMishra-eu9en
@SimaMishra-eu9en Жыл бұрын
Odisha re kebal jane kalakar se heuchhanti Papu bhai.
@iconicindrajit3660
@iconicindrajit3660 Жыл бұрын
1st time we have ever heared laxmipuran represented by a male voice.....👍👍👍
@sureshmishra7180
@sureshmishra7180 Жыл бұрын
Congratulations 👏🎉
@kachada100
@kachada100 Жыл бұрын
listen to ......Dukhishyam Tripathy, he is best in this
@laxmisahoo7854
@laxmisahoo7854 Жыл бұрын
I am unanimous with your comment.
@iconicindrajit3660
@iconicindrajit3660 Жыл бұрын
@@laxmisahoo7854 thnxxx👍👍👍
@kachada100
@kachada100 Жыл бұрын
Plz Chk ur facts
@ranjitaroul9361
@ranjitaroul9361 Жыл бұрын
ଏ ହଉଚି କଳିଯୁଗ ର ଲଷ୍ମୀ ପୁରାଣ ଗୀତ...
@subhajeetsenapatianil1741
@subhajeetsenapatianil1741 Жыл бұрын
ଯଦି Talent କଣ କେହି ଜାଣିନଥିବେ ପପୁ ଭାଇଙ୍କୁ ଦେଖି ଶିଖନ୍ତୁ।Talent କାହାକୁ କହନ୍ତି always my favorite ପପୁ ଭାଇ love you ବୃଦୟରୁ ଅନ୍ୟବାଦ ପ୍ରଣାମ ଗ୍ରହଣ କରିବେ ଏ ଅଧମର ଭାଇ🙏🙏🙏
@Entertain_enjoyments
@Entertain_enjoyments Жыл бұрын
ଅତି ସୁନ୍ଦର ,❤❤❤ ଜୟ ମା ମହାଲକ୍ଷ୍ମୀ 🙏🙏🙏
@Kunimanew
@Kunimanew 11 ай бұрын
ଯେତେବେଳେ ମୁଁ ଏଇ ଲକ୍ଷ୍ମୀପୁରାଣ ଶୁଣିଲି ମୋର ଦେହ ଆଉ ରୁମ ପୁରା ସିତେଇଗଲା 🙏 ଜୟ ମା ଲକ୍ଷ୍ମୀ ❤❤
@user-fm9tj8hi3x
@user-fm9tj8hi3x Жыл бұрын
ଅତି ଉତ୍ତମ। ବହୁତ ଭଲ ଲାଗିଲା। ଜୟ ମା ଲକ୍ଷ୍ମୀ।
@s.jagnyasenipradhan6547
@s.jagnyasenipradhan6547 Жыл бұрын
ଖୁବ ସୁନ୍ଦର ପପୁ ଭାଇ
@simanchalbadatya5657
@simanchalbadatya5657 Жыл бұрын
❤ ବହୁତ କିଛି ଶିଖିବାକୁ ମିଳିଲା ବହୁତ ଧନ୍ୟବାଦ ମହାପୁରୁଷ ବଳରାମ ଦାସ ଙ୍କୁ
@satyaranjansahoo3651
@satyaranjansahoo3651 Жыл бұрын
Awesome 👌 bohut sundar laguchi fast time male voice re laxmi nka purana jay jagannath jay maa laxmi 😊😍🙏🙏
@santoshbehera1687
@santoshbehera1687 Жыл бұрын
ପପୁ ବାବୁ ସତରେ" ଯାହା କହିବି ସତ କହିବି" ପୋଗ୍ରାମ ଭଳି ଏହି ପୋଗ୍ରାମ ଅତ୍ୟନ୍ତ ସୁନ୍ଦର । ମାଆ ମହାଲକ୍ଷ୍ମୀ ସୁଦୟା ହୁଅନ୍ତୁ ଜୟ ' ମା ' ମହାଲକ୍ଷ୍ମୀ
@BiranchiGreenery
@BiranchiGreenery Жыл бұрын
ମା ଲକ୍ଷ୍ମୀଙ୍କର ମହିମା ଗାନ କରିବେ ବୋଲି ଜାଣିଥିଲେ ବୋଧହୁଏ, ସେଥିପାଇଁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦସ୍ୱରୂପ ଆପଣଙ୍କୁ ମରଣମୁହଁରୁ ସେ ଟାଣିଆଣିଲେ,❤🙏🪷
@ashishsahoo6960
@ashishsahoo6960 Жыл бұрын
ଜୟ ମା ଲକ୍ଷ୍ମୀ ଦେବୀ ନମଃ ନମଃ 🙏🕉️🚩🌺🙏🚩🌺🙏🕉️🚩🌺🙏🕉️🚩🌺🙏🕉️🚩🌺🙏🕉️🚩🌺🙏🕉️🚩🌺🕉️🚩🕉️🌺🙏🚩🌺🕉️
@Kalindrabehera
@Kalindrabehera 20 күн бұрын
ଜୟ ମାଂ ଲଷ୍ମୀ....... ଜୟ ଜଗନ୍ନାଥ........ ଜୟ ମାଂ ଚଣ୍ଡାଳ......❤❤❤❤❤❤❤
@sudamtripathy7867
@sudamtripathy7867 Жыл бұрын
Wonderful Papu Bhai 👌👌👍👍
@sumati_10
@sumati_10 Жыл бұрын
Nice ❤❤papu da
@laxmanswain3469
@laxmanswain3469 Жыл бұрын
ଲକ୍ଷ୍ମୀ ପୂଜାରେ, ଅବା ଲକ୍ଷ୍ମୀ ପୁରାଣ ପ୦ନରେ ଯିଏ ପୁରୁଷ, ନାରୀ ବିଚାର କରେ ସେ ମୁଢ ବା ମୁର୍ଖ ବୋଲି ବିବେଚନା କରାଯାଏ।କାରଣ ଲକ୍ଷ୍ମୀ ବିନା କେହିବି ସଂସାର ରେ ରହିପାରନ୍ତି ନାହିଁ🙏
@niranjandehury9715
@niranjandehury9715 19 күн бұрын
Thank U bhai well done joy maa laxmi
@tapasbehera315
@tapasbehera315 Жыл бұрын
ଜୟ ମା ଲକ୍ଷ୍ମୀ 🌺🙏🏻🌺 ବହୁତ ସୁନ୍ଦର ଲାଗିଲା ପପୁ ଭାଇ ଯେତେ ଶୁଣିଲେ ବି ମନ ବୁଝୁ ନାହିଁ ଜୟ ମା ଲକ୍ଷ୍ମୀ 🌺🙏🏻🌺👍
@jitendramajhi3101
@jitendramajhi3101 Жыл бұрын
ପପୁ ଭାଇ ଜୟଜଗନ୍ନାଥ ଆପଣ କ ବାପା ମା'ଙ୍କୁ ତାଙ୍କର ସୁନାମଧନ୍ୟ ସଙ୍ଗୀତଜ୍ଞ ଜୟଜଗନ୍ନାଥ
@ebanitadas7234
@ebanitadas7234 Жыл бұрын
ବାଃ କି ସୁନ୍ଦର ଲସମି ପୂରଣ ପପୁ ସିର ଅତି ସୁନ୍ଦର ଉପସ୍ଥାପନାଅ 🙏🙏🙏🙏🙏🙏
@Jitu22488
@Jitu22488 Жыл бұрын
ବହୁତ ବହୁତ ଭଲ ଲାଗିଲା କିଛି ନୁଆଁ ହେବା ଦରକାର ଜୟ ମାଁ ଲାଂକ୍ଷ୍ମୀ
@radhakantarajaguru5183
@radhakantarajaguru5183 Жыл бұрын
Papu babu tume bahut bhala gaichha o vedio madhya bhala hoichhi. Tume badali galani.. Ehivali Maa Laxmi nkara ashirbad tuma upare rahu.
@Trueloveyouth
@Trueloveyouth Жыл бұрын
ଜୟ ମା ମହାଲକ୍ଷ୍ମୀ 🪷🚩🙏🏼 ପପୁ ଭାଇକଂ କଣ୍ଠରୁ ଲକ୍ଷ୍ମୀ ପୂରାଣ ଶୁଣି ମନ୍ତ୍ରମୁଗ୍ଧ 🙏🏼
@usharanirath7527
@usharanirath7527 Жыл бұрын
Popu Bhai Apana Maha Lakshmi Purana Excellent Gauchanti. Apna voice re Bholo laguchi. ❤❤🎉
@biswaranjannayak6362
@biswaranjannayak6362 6 күн бұрын
Bahut sundar lagila papu Bhai ♥️♥️♥️.... Sakalu mana pura khusi au pabitra heigala ♥️♥️
@Runukunu
@Runukunu Жыл бұрын
ବହୁତ ସୁନ୍ଦର 👌👌ଜୟ ମା ମହାଲକ୍ଷ୍ମୀ🙏🙏🙏
@kalpanabehera8385
@kalpanabehera8385 Жыл бұрын
Jay maa Laxmi 🙏❤
@jayantkumardas5984
@jayantkumardas5984 Жыл бұрын
ଜୟ ମା ଲକ୍ଷ୍ମୀ 🙏🙏🙏
@Bhabendu773
@Bhabendu773 Жыл бұрын
Au kichi year pare papu bhai nk. Pari sabu pua mane padhibe khainki aji kali jhia mananku time nhin insta, Facebook re busy amo culture ku bhulijaichanti aeita gote lessons...🎉🎉❤
@SantoshKumarBehera-yj8gx
@SantoshKumarBehera-yj8gx Жыл бұрын
Jay maa laxmi purana sunibaku bhauta bhala lagila Papu bhai👏 🌹🌺
@LipuRout-dy4rn
@LipuRout-dy4rn 27 күн бұрын
ପପୁ ଭାଇ ଲକ୍ଷ୍ମୀପୁରାଣ ଭଲ ଗାନ କର।🙏🙏🙏🙏🌹🌹🌹🌹♥️♥️🙏🙏🙏🌹🌹
@himansuswain1903
@himansuswain1903 Жыл бұрын
Such an evolution 👏🏻 👏🏻 👏🏻 Male version 1st time in history
@papusahu3091
@papusahu3091 Жыл бұрын
Ati sundar
@annapurnakar5916
@annapurnakar5916 Жыл бұрын
Papu Bhai God bless to you. U are created new generation of men
@kk3music
@kk3music Жыл бұрын
Letest ଲଷ୍ମୀ ପୁରାଣ ବହୁତ୍ ଭଲ ହେଇଛି super. ..👍
@magatabehera706
@magatabehera706 Жыл бұрын
ଜୟ ଜଗନ୍ନାଥ ଜୟ ମା Laxmi
@YasabantaDebata
@YasabantaDebata 26 күн бұрын
ଜୟ ମହା ଲକ୍ଷ୍ମୀ 🙏🙏🙏🙏 ଯଦି ସ୍ୱର ଟି ବଦଳି ନୂଆ ସ୍ୱର ରେ ହୋଇଥାନ୍ତା ତାହାଲେ ବହୁତ ଭଲ ହେଇଥାନ୍ତା.... ଖାଲି voice ଟି chenge କିନ୍ତୁ ସ୍ୱର ସେଇ ପୁରୁଣା...
@Isha_Upadhyaya
@Isha_Upadhyaya 9 ай бұрын
Bahut Badhia heichi … 1st time in male tone laxmipurana 🙏 and sweet part is small small kids are involved. It’s a Great massage to all of Us… beautifully produced 👌👌👍👍
@PapuPoMPoMCreations
@PapuPoMPoMCreations 9 ай бұрын
Thanks a lot 🙏 🙏
@sanjaybiswal7922
@sanjaybiswal7922 Жыл бұрын
Thank you Papu.Bhai Jai maa Laxmi .
@desicomedy468
@desicomedy468 Жыл бұрын
ଜୟ ମା ଲକ୍ଷ୍ମୀ
@sanjayb4338
@sanjayb4338 Жыл бұрын
A Prabhu Jay Jagannath papu Bhai nku deha sabu bele bhala rakhithntu...jaha hele bhala karidiantu...
@DambarudharKandhapani
@DambarudharKandhapani 12 күн бұрын
Khub sundar Bodhgamya sulalita all time best dhanyabad
@gyanaranjan4151
@gyanaranjan4151 Жыл бұрын
Bahut sundar 🙏🙏🙏
@arabindapanda6520
@arabindapanda6520 Жыл бұрын
JAY MAA MAHAMAYEE. Papu sumadhura swara thila. Kintu ketak jagare truti achhi sudharibaku anurodha. Jaha aprasanne prabhu magile bhikhya ku prasanne gana karichhanti. Maa koti paramayu diantu tumaku !
@surajo96
@surajo96 Жыл бұрын
Jay MAA LAXMII ❤ 🙏,, Great voice papu bhai
@SarojPadhan-d6t
@SarojPadhan-d6t Ай бұрын
Aji ati sundara bhabare sunibaku milila maa mahalakhmi kinara purana Papu Bhai pranam neba bahuta dhanye bad❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ ati sundar ❤❤❤❤❤❤
@ShrabanaSahu-pq4te
@ShrabanaSahu-pq4te Жыл бұрын
ଅତି ସୁନ୍ଦର ।
Гениальное изобретение из обычного стаканчика!
00:31
Лютая физика | Олимпиадная физика
Рет қаралды 4,1 МЛН
1% vs 100% #beatbox #tiktok
01:10
BeatboxJCOP
Рет қаралды 63 МЛН
Sambalpuri Sree lakhmi Puran
1:15:02
Murali Dhari Pati
Рет қаралды 2 МЛН
Maa Laxmi Superhit Odia Bhajans//Namita Agrawal superhit Bhajan Jukebox
29:07
Sabita bhabi returns ll Chandan biswal ll Odia comedy ll
24:13
Chandan Biswal
Рет қаралды 2,1 МЛН